bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Esther 1
Esther 1
Odia - 1840
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 2 →
1
"ଅକ୍ଷଶ୍ବରେଶ ରାଜାଙ୍କ ସମୟରେ ଏପରି ଘଟିଥିଲା ଯେ ସେ ହିନ୍ଦୁସ୍ଥାନରୁ କୁଶଦେଶ ପର୍ୟ୍ଯନ୍ତ 127 ପ୍ରଦେଶ ଉପରେ ରାଜତ୍ବ କଲେ।"
2
"ଏହି ଅକ୍ଷଶ୍ବରେଶ ରାଜା ଶୂଶନ୍ ରାଜଧାନୀ ରେ ନିଜର ରାଜ ସିଂହାସନ ରେ ଉପବିଷ୍ଟ ହବୋପରେ,"
3
"ଆପଣା ଅଧିକାରର ତୃତୀୟ ବର୍ଷ ରେ ଆପଣାର ସବୁ ଅଧିପତି ଓ ଦାସମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲେ। ତହିଁରେ ପାରସ୍ଯ ଓ ମାଦିଯା ଦେଶର ବିକ୍ରମି ଲୋକମାନେ ଏବଂ କୂଳୀନ ଓ ପ୍ରଦଶାଧେିପତିମାନେ ତାଙ୍କର ସାକ୍ଷାତ ରେ ଉପସ୍ଥିତ ହେଲେ।"
4
"ସେ ଆପଣା ପ୍ରତାପାନ୍ବିତ ରାଜ୍ଯର ଧନ ଓ ଆପଣା ମହତ୍ତ୍ବର ଶାେଭାର ଉତ୍କୃଷ୍ଟତା ଅନକେ ଦିନ, ଅର୍ଥାତ୍ 180 ଦିନ ପର୍ୟ୍ଯନ୍ତ ପ୍ରଦର୍ଶନ କଲା।"
5
"ତେଣୁ ଏସବୁ ଦିନ ପରେ ରାଜା ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ, ମାନ୍ଯଗଣ ଓ ସାଧାରଣ ଲୋକ ଯେଉଁମାନେ ରାଜଧାନୀ ଶୂଶନ ରେ ଉପସ୍ଥିତ ଥିଲେ। ରାଜପୁରୀସ୍ଥ ଉଦ୍ୟାନ ରେ ସାତଦିନ ପର୍ୟ୍ଯନ୍ତ ଭୋଜି ଗ୍ଭଲିଲା।"
6
"ସଠାେରେ ଧଳା ଓ ନୀଳ କାର୍ପାସ ପରଦା ଥିଲା। ସହେି ପରଦାଗୁଡିକ ନାଇଲନ୍ ରେ ତିଆରି ରଜ୍ଜୁ ଓ ବାଇଗଣ ରଂଗର ରେ ୗପ୍ୟମଯ କଡା ରେ ମାର୍ବଲ ସ୍ତମ୍ଭ ରେ ବନ୍ଧା ଥିଲା। ଏବଂ ଚଟାଣ ଉପରେ ମଧ୍ଯ ଯାହାକି ବିଭିନ୍ନ ପ୍ରକାର ରଂଗିନ୍ ସ୍ପଟିକ, ଶାମୁକା, ମୁକ୍ତା ଓ ମାର୍ବଲ ପଥର ରେ ନିର୍ମିତ ହାଇେଥିଲା। ସଠାେରେ ସୁବର୍ଣ୍ଣର ଓ ରୂପାର ଆସନ ଥିଲା।"
7
"ସମାନେେ ନାନାପ୍ରକାର ସୁବର୍ଣ୍ଣପାତ୍ର ରେ ପାନଦ୍ରବ୍ଯ ଓ ରାଜାର ବଦାନ୍ଯତାନୁସା ରେ ପ୍ରଚୁର ରାଜକୀଯ ଦ୍ରାକ୍ଷାରସ ଦେଲେ।"
8
"ଦ୍ରାକ୍ଷାରସ ନିଯମ ଅନୁସାରେ ଥିଲା। କାହାରିକୁ ମଧ୍ଯ କରାଗଲା ନାହିଁ।"
9
"ବଷ୍ଟୀ ରାଣୀ ଅକ୍ଷଶ୍ବରେଶର ରାଜଗୃହ ରେ ସ୍ତ୍ରୀମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲା।"
10
"ସପ୍ତମ ଦିନ ରେ ଯେତବେେଳେ ରାଜା ଦ୍ରାକ୍ଷାରସ ଯୋଗୁଁ ଅତ୍ଯଧିକ ମାତାଲ ହେଲେ, ସେ ମହୂମନ୍, ବିସ୍ଥା ହର୍ବୋଣା, ବିଗଥା, ଅବଗଥ, ସେଥର ଓ କର୍କସଙ୍କୁ ଆଦେଶ ଦେଲେ। ଏହି ସାତଜଣ ନଫୁସକ ଯେଉଁମାନେ ରାଜା ଅକ୍ଷଶ୍ବରେଶଙ୍କ ସବୋ କଲେ।"
11
"ଲୋକମାନଙ୍କୁ ଓ ରାଜପୁତ୍ରମାନଙ୍କୁ ତାଙ୍କର ସୌନ୍ଦର୍ୟ୍ଯ ଦଖାଇବୋ ପାଇଁ, ରାଣୀ ବଷ୍ଟୀଙ୍କୁ ରାଜମୁକୁଟ ପିନ୍ଧାଇ ରାଜାଙ୍କ ଆଗକୁ ଆଣ। ଯେ ହତେୁ ସେ ପରମ ସୁନ୍ଦରୀ ଥିଲା।"
12
"ମାତ୍ର ବାଷ୍ଟୀରାଣୀ ନଫୁସକମାନଙ୍କ ଦ୍ବାରା ରାଜାର କଥିତ ଆଜ୍ଞା ରେ ଆସିବାକୁ ରାଜି ହେଲା ନାହିଁ। ଏମୁ ରାଜା ଅତିଶଯ କୋରଧ କଲେ ଓ ତାହାର ଅନ୍ତକରଣ ରେ କୋରଧାଗ୍ନି ପ୍ରଜ୍ବଳିତ ହେଲା।"
13
"ଏହାପରେ ରାଜା ଜ୍ଞାନୀଲୋକମାନଙ୍କୁ ପଚାରିଲେ, ଯେଉଁମାନେ ରାଜକୀଯ ବିଧି ଜାଣିଥିଲେ। କାରଣ ବିଗ୍ଭରକଗଣଙ୍କୁ ଓ ଆଇନଜ୍ଞମାନଙ୍କୁ ଏପରି ପଗ୍ଭରିବାର ରାଜାଙ୍କର ପ୍ରଥା ଥିଲା।"
14
"ଏହି ସମୟରେ କର୍ଶନା, ଶେଥର, ଅଦ୍ମାଥା, ତର୍ଶାଶ, ମରେସ୍, ର୍ମସନୋ ଓ ମମୁଖନ୍ ରାଜାର ନିକଟବର୍ତ୍ତୀ ଥିଲେ। ଏହି ସାତ ଜଣ ପାରସ୍ଯ ଓ ମାଦିଯା ଦେଶର ଅଧିପତି, ଯେଉଁମାନେ ରାଜାଙ୍କର ନିକଟତମ ଓ ରାଜ୍ଯକୁ ଶାସନ କରୁଥିଲେ।"
15
"ରାଜା ସମାନଙ୍କେୁ ପଚାରିଲେ, ରାଣୀଙ୍କୁ ଆଇନ୍ ଅନୁୟାଯୀ କଣ କରାୟିବା ଉଚିତ୍, ଯେ ହତେୁ ସେ ରାଜା ଆଦେଶ ଅବଜ୍ଞା କରିଛନ୍ତି, ଯାହାକି ନଫୁସକମାନଙ୍କ ଦ୍ବାରା ଦିଆୟାଇଥିଲା?"
16
"ଏଥି ରେ ରାଜାଙ୍କର ଓ ଅଧିପତି ଗଣର ସାକ୍ଷାତ ରେ ମମୁଖନ ଉତ୍ତର ଦଇେ କହିଲେ, ବଷ୍ଟୀରାଣୀ କବଳେ ମହାରାଜାଙ୍କ ପ୍ରତି ନୁହେଁ, ମାତ୍ର ଅକ୍ଷଶ୍ବରେଶ ରାଜାର ଅଧିନସ୍ଥ ପ୍ରଦେଶର ସମସ୍ତ ଅଧିପତି ଓ ସମସ୍ତ ଲୋକଙ୍କ ପ୍ରତି ଭୂଲ କର୍ମ କରୁଛନ୍ତି।"
17
"କାରଣ ରାଣୀର ଏହି କର୍ମର କଥା ସକଳ ସ୍ତ୍ରୀ ଲୋକଙ୍କ ମଧିଅରେ ବ୍ଯାପିୟିବ। 'ଏହା କହି ସ୍ତ୍ରୀମାନେ ସମାନଙ୍କେର ସ୍ବାମୀମାନଙ୍କୁ ଅବମାନନା କରିବେ।' ଆଉ ଅକ୍ଷଶ୍ବରେଶ ରାଜା ବଷ୍ଟୀରାଣୀକି ଆପଣା ନିକଟକୁ ଆଣିବାକୁ ଆଜ୍ଞା ଦେଲେ, ମାତ୍ର ସେ ଆସିଲା ନାହିଁ।"
18
"ପାରସ୍ଯ ଓ ମାଦିଯାର ଉଚ୍ଚକୁଳୀନା ସ୍ତ୍ରୀଗଣ ରାଣୀର ଏହି କର୍ମର ସମାଗ୍ଭର ଆଜି ଶୁଣି ଅଛନ୍ତି, ସମାନେେ ରାଜାର ସମସ୍ତ ଅଧିପତିଙ୍କୁ ଏହିପରି କରିବେ। ତହିଁରୁ ଅତିଶଯ ନିନ୍ଦା ଓ କୋରଧ ଉତ୍ପନ୍ନ ହବେ।"
19
"ଏଥିପାଇଁ ଯଦି ମହାରାଜା ସନ୍ତୁଷ୍ଟ ହୁଅନ୍ତି, ତବେେ ବଷ୍ଟୀ ଅକ୍ଷଶ୍ବରେଶ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ। ଏବଂ ଏହା ପାରସିକ ଓ ମାଦୀଯ ବ୍ଯବସ୍ଥା ମଧିଅରେ ଲିଖିତ ହେଉ, ଯାହା ପରିବର୍ତ୍ତନ କରାୟାଇ ପାରିବ ନାହିଁ। ପୁଣି ମହାରାଜା ତାଙ୍କର ରାଣୀପଦ ତାହାଠାରୁ ଉତ୍ତମା ଏକ ସ୍ତ୍ରୀକୁ ଦିଅନ୍ତୁ।"
20
"ଆହୁରି ରାଜ୍ଯ ବୃହତ୍, ଏଣୁ ରାଜ୍ଯର ସବୁସ୍ଥାନ ରେ ଏହି ରାଜାଜ୍ଞା ପ୍ରକାଶିତ ହେଲା। ସ୍ବାମୀ ସାମାଜିକ କ୍ଷେତ୍ର ରେ କ୍ଷୁତ୍ର ହେଉ କି ମହାନ ହେଉ, ସମସ୍ତ ସ୍ତ୍ରୀମାନେ ନିଜନିଜ ସ୍ବାମୀମାନଙ୍କୁ ସମ୍ମାନ କରିବେ।"
21
"ଏହି କଥା ରେ ରାଜା ଓ ଅଧିପତିଗଣ ସନ୍ତୁଷ୍ଟ ହବୋରୁ ରାଜା ମମୁଖନର ପରାମର୍ଶାନୁସା ରେ କର୍ମକଲା।"
22
"ତେଣୁ ସେ ପ୍ରେତ୍ୟକକ ପ୍ରଦେଶ ରେ ଅକ୍ଷାରାନୁସା ରେ ଓ ପ୍ରେତ୍ୟକକ ଗୋ୍ଟୀର ଭାଷାନୁସା ରେ ରାଜାର ଅଧିନ ପ୍ରେତ୍ୟକକ ପ୍ରଦେଶକୁ ଏହିରୂପେ ପତ୍ର ପଠାଇଲା, ପ୍ରେତ୍ୟକକ ପୁରୁଷ ନିଜନିଜ ଗୃହ ରେ କତ୍ତୁର୍ତ୍ବ କରୁ ଓ ସ୍ବ ଗୋଷ୍ଠୀଯ ଭାଷାନୁସା ରେ ତାହାର ପଗ୍ଭର କରୁ।"
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 2 →
All chapters:
1
2
3
4
5
6
7
8
9
10