bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Esther 4
Esther 4
Odia - 1840
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 5 →
1
"ମର୍ଦ୍ଦଖଯ ଏସବୁ ବିଷଯ ଜାଣିବାପରେ ନିଜର ବସ୍ତ୍ରକୁ ଚିରି ପକାଇଲା ଓ ଚଟ ବସ୍ତ୍ର ପିନ୍ଧି ମୁଣ୍ତ ରେ ଭସ୍ମ ଲପନେ କଲା। ସେ ନଗର ମଧ୍ଯକୁ ଗଲା ଓ ଉଚ୍ଚ ସ୍ବର ରେ ରୋଦନ କଲା।"
2
"ସେ ରାଜଦ୍ବାର ସମ୍ମୁଖ ପର୍ୟ୍ଯନ୍ତ ଆସିଲା। ମାତ୍ର ଶାେକ ବସ୍ତ୍ର ପିନ୍ଧି କହେି ରାଜଦ୍ବାର ରେ ପ୍ରବେଶ କରିପାରିଲା ନାହିଁ।"
3
"ପ୍ରେତ୍ୟକକ ପ୍ରଦେଶର ଯେଉଁ ଯେଉଁ ସ୍ଥାନକୁ ଏହି ରାଜା ଆଜ୍ଞା ଓ ନିଯମ ପତ୍ର ଗଲା, ସହେିସବୁ ସ୍ଥାନର ୟିହୁଦୀଯମାନଙ୍କ ମଧିଅରେ ମହାଶୋକ ଓ ଉପବାସ ଓ କ୍ରନ୍ଦନ ଓ ବିଳାପ ହେଲା। ପୁଣି ଅନକେେ ଅଖା ଓ ଭସ୍ମ ରେ ଶଯନ କଲେ।"
4
"ଏଷ୍ଟରର ଦାସୀଗଣ ଓ ନଫୁସକମାନେ ଆସି ମର୍ଦ୍ଦଖଯ ବିଷଯ ରେ ତାଙ୍କୁ ଜଣାଇଲେ। ତେଣୁ ରାଣୀ ଅତିଶଯ ବିଚଳିତ ହାଇଗେଲେ। ପୁଣି ମର୍ଦ୍ଦଖଯଠାରୁ ଅଖାକାଢି ତାହାକୁ ପିନ୍ଧାଇବା ପାଇଁ ବସ୍ତ୍ର ପଠାଇଲା। ମାତ୍ର ସେ ତାହା ଗ୍ରହଣ କଲା ନାହିଁ।"
5
"ଏଥିପାଇଁ ରାଜାଙ୍କ ଦ୍ବାରା ଏଷ୍ଟରର ସବୋ ରେ ନିୟୁକ୍ତ ହଥକ୍ ନାମେ ରାଜ ନଫୁସକକୁ ଏଷ୍ଟର ଡାକି କ'ଣ ହେଲା ଓ କିପରି ହେଲା ତାହା ଜାଣିବା ପାଇଁ ମର୍ଦ୍ଦଖଯ ନିକଟକୁ ୟିବା ପାଇଁ ତାକୁ ଆଜ୍ଞା ଦଲୋ।"
6
"ତାପରେ ହଥକ୍ ରାଜଦ୍ବାର ସମ୍ମୁଖସ୍ଥ ନଗରର ଛକ ସ୍ଥାନ ରେ ମର୍ଦ୍ଦଖଯ ନିକଟକୁ ଗଲା।"
7
"ଏବଂ ମର୍ଦ୍ଦଖଯ ନିଜ ପ୍ରତି ଯାହା ଯାହା ଘଟିଥିଲା ଓ ୟିହୁଦୀଯମାନଙ୍କୁ ବିନାଶ କରିବା ନିମନ୍ତେ ହାମନ୍ ରାଜଭଣ୍ତାର ରେ ଠିକ୍ ଯେତେ ମୁଦ୍ରା ଦବୋକୁ ପ୍ରତିଜ୍ଞା କରିଥିଲା, ସେସବୁ ତାକୁ କହିଲା।"
8
"ଆହୁରି ମଧ୍ଯ ସମାନଙ୍କେ ବିନାଶାର୍ଥେ ଯେଉଁ ଆଜ୍ଞାପତ୍ର ଶୂଶନ ରେ ଦଇେଥିଲା, ତହିଁର ଏକ କପି ଏଷ୍ଟରକୁ ଦଖାଇେ ଜ୍ଞାତ କରାଇବାକୁ ଦଲୋ। ଆଉ ଏଷ୍ଟର ଯେପରି ଆପଣା ଲୋକମାନଙ୍କ ପାଇଁ ରାଜାଙ୍କ ଛାମୁ ରେ ପ୍ରବେଶ କରି ତାହାଙ୍କ ନିକଟରେ ନିବଦନେ ଓ ଅନୁ ରୋଧ କରିବ ଏପରି ଆଦେଶ କରିବାକୁ କହିଲା।"
9
"ତେଣୁ ହଥକ୍ ଆସି ମର୍ଦ୍ଦଖଯର କଥା ଏଷ୍ଟରକୁ ଜଣାଇଲା।"
10
"ଏହାପରେ ଏଷ୍ଟର ହଥକକୁ ଏହିକଥା କହି ମର୍ଦ୍ଦଖଯ ନିକଟକୁ ୟିବାପାଇଁ ଆଜ୍ଞା କଲା।"
11
"ବିନା ରାଜା ଡାକରା ରେ ପୁରୁଷ ଓ ସ୍ତ୍ରୀ ଯେ କହେି ଭିତର ପ୍ରାଙ୍ଗଣକୁ ରାଜାଙ୍କ ନିକଟକୁ ୟାଏ ତାହାର ପ୍ରାଣଦଣ୍ତ ଦବୋର ଏକମାତ୍ର ବ୍ଯବସ୍ଥା ଅଛି। କବଳେ ଯାହା ପ୍ରତି ରାଜା ସ୍ବର୍ଣ୍ଣମଯ ରାଜଦଣ୍ତ ବଢାନ୍ତି, ସହେି ବଞ୍ଚେ। ଏହା ରାଜାଙ୍କର ସବୁଦାସ ଓ ରାଜାଙ୍କର ସବୁ ପ୍ରଦେଶସ୍ଥ ଲୋକ ଜାଣନ୍ତି। ମାତ୍ର ଗତ ତିରିଶ ଦିନ ହେଲା ମୁଁ ରାଜାଙ୍କ ନିକଟକୁ ୟିବାପାଇଁ ଡାକରା ପାଇନାହିଁ।"
12
"ସମାନେେ ଏଷ୍ଟରର ଏହିକଥା ମର୍ଦ୍ଦଖଯକୁ କହିଲେ। ତେଣୁ ମର୍ଦ୍ଦଖଯ ଏଷ୍ଟରକୁ, ଏହି ପ୍ରତ୍ଯୁତ୍ତର ଦବୋକୁ ସମାନଙ୍କେୁ କହିଲା,"
13
"ସବୁ ୟିହୁଦୀଯମାନଙ୍କ ମଧ୍ଯରୁ କବଳେ ତୁମ୍ଭେ ରାଜ ଗୃହ ରେ ଥିବାରୁ ସେ ରକ୍ଷା ପାଇବ, ଏହା ଭାବ ନାହିଁ।"
14
"ଯଦି ତୁମ୍ଭେ ଏହି ସମୟରେ ନୀରବ ହାଇେ ରୁହ, ତବେେ ଅନ୍ୟ ଏକ ସ୍ଥାନରୁ ୟିହୁଦୀଯମାନଙ୍କ ନିମନ୍ତେ ଉପଶମ ଓ ପରିତ୍ରାଣ ଆସିବ। କିନ୍ତୁ ତୁମ୍ଭେ ଏବଂ ତୁମ୍ଭର ପରିବାର ବିନାଶ ହବେ, କିଏ ଜାଣେ ତୁମ୍ଭେ ଏପରି ସମୟର ତୁମ୍ଭର ରାଜକୀଯ ସ୍ଥାନ ପାଇପାର?"
15
"ଏହାପରେ ଏଷ୍ଟର ମର୍ଦ୍ଦଖଯ ନିକଟକୁ ଉତ୍ତର ପଠାଇଲା, ତୁମ୍ଭେ ୟାଇ ଶ୍ବଶନ ରେ ଉପସ୍ଥିତ ସମସ୍ତ ୟିହୁଦୀମାନଙ୍କୁ ଏକତ୍ର କରି ମାେ ଲାଗି ଉପବାସ କର। ପୁଣି ତିନି ଦିନ ୟାଏ, ଦିନ ରେ କି ରାତ୍ରି ରେ କିଛି ଖାଅ ନାହିଁ ଓ କିଛି ପାନ କର ନାହିଁ।"
16
"ମୁଁ ଓ ମାରେ ଦାସୀଗଣ ସହେିପରି ଉପବାସ କରିବୁ, ତହୁଁ ବ୍ଯବସ୍ଥାନୁୟାଯୀ ନୋହିଲେ ହେଁ ମୁଁ ରାଜାଙ୍କ ନିକଟକୁ ୟିବି, ସେଥି ରେ ମଲେ ପେଛ ମରିବି।"
17
"ତେଣୁ ମର୍ଦ୍ଦଖଯ ଗଲେ, ସେ ଏଷ୍ଟରଙ୍କ କହିବା ଅନୁୟାଯୀ କାର୍ୟ୍ଯ କଲେ।"
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 5 →
All chapters:
1
2
3
4
5
6
7
8
9
10