bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Mark 6
Mark 6
Odia - 1840
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 7 →
1
"ଯୀଶୁ ସେ ସ୍ଥାନ ଛାଡି ନିଜ ଜନ୍ମ ସହରକୁ ଗଲେ। ତାହାଙ୍କ ଶିଷ୍ଯମାନେ ତାହାଙ୍କ ସହିତ ଗଲେ।"
2
"ବିଶ୍ରାମଦିବସ ରେ ଯୀଶୁ ଯିହୂଦୀୟ ସମାଜ ଗୃହ ରେ ଶିକ୍ଷା ଦେଲେ। ବହୁତ ଲୋକ ତାହାଙ୍କ ଶିକ୍ଷା ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କହିଲେ, ଏ ଲୋକ ଏସବୁ ଶିକ୍ଷା କେଉଁଠାରୁ ପାଇଲା? ଏ ଲୋକକୁ ଏ ଉତ୍ତମ ବିଚାରଶକ୍ତି (ବିଜ୍ଞତା)କିଏ ଦଲୋ? ଆଶ୍ଚର୍ୟ୍ଯ କାର୍ୟ୍ଯ କରିବା ପାଇଁ ସେ କେଉଁଠାରୁ ଶକ୍ତି ପାଇଲା?"
3
"ଏ କ'ଣ ସହେି ବଢଇେ ନୁହଁନ୍ତି? ଏ କ'ଣ ମରିୟମଙ୍କ ପୁଅ, ଆଉ ଯାକୁବ, ୟୋସି, ୟିହୂଦା ଓ ଶିମାନଙ୍କେ ଭାଇ ନୁହଁନ୍ତି? ତାହାଙ୍କର ଭଉଣୀମାନେ କ'ଣ ଏଠା ରେ ଆମ୍ଭ ସହିତ ନାହାଁନ୍ତି? ତେଣୁ ଯୀଶୁଙ୍କୁ ସ୍ବୀକାର କରିବା ରେ ଏହି ଲୋକମାନେ ବାଧା ପାଇଲେ।"
4
"ତେଣୁ ଯୀଶୁ ଲୋକମାନଙ୍କୁ କହିଲେ, ଅନ୍ୟମାନେ ଜଣେ ଭବିଷ୍ଯଦ୍ବକ୍ତାଙ୍କୁ ସମ୍ମାନ ଦଇେଥା'ନ୍ତି। କିନ୍ତୁ ତାହାଙ୍କ ନିଜ ସହର ଲୋକେ, ତାହାଙ୍କର ସମ୍ପର୍କୀୟମାନେ ଓ ତାହାଙ୍କ ନିଜ ପରିବାରର ଲୋକମାନେ ତାହାଙ୍କୁ ସମ୍ମାନ କରନ୍ତି ନାହିଁ।"
5
"ଅତଏବ ସଠାେରେ ଯୀଶୁ କୌଣସି ଆଶ୍ଚର୍ୟ୍ଯକାର୍ୟ୍ଯ ପ୍ରଦର୍ଶନ କରି ପାରିଲେ ନାହିଁ। କବଳେ କେତକେ ରୋଗୀଙ୍କ ଉପରେ ହାତ ରଖି ସେ ସମାନଙ୍କେୁ ସୁସ୍ଥ କରିଲେ।"
6
"ଏ ଲୋକମାନଙ୍କର କୌଣସି ବିଶ୍ବାସ ନଥିବାରୁ ଯୀଶୁ ଅତ୍ଯନ୍ତ ଆଶ୍ଚର୍ୟ୍ଯ ହାଇଗେଲେ। ତା'ପରେ ଯୀଶୁ ସେ ଅଞ୍ଚଳର ଅନ୍ୟ ସବୁ ଗାଁକୁ ଯାଇ ସଠାେରେ ଶିକ୍ଷା ଦବୋକୁ ଲାଗିଲେ।"
7
"ଯୀଶୁ ବାର ଜଣ ଶିଷ୍ଯଙ୍କୁ ଏକାଠି ଡାକିଲେ। ସେ ସମାନଙ୍କେୁ ଦୁଇ-ଦୁଇ ଜଣ କରି ବାହାରକୁ ପଠାଇଲେ। ସେ ସମାନଙ୍କେୁ ଦୁଷ୍ଟାତ୍ମାମାନଙ୍କ ଉପରେ କ୍ଷମତା ପ୍ରଦାନ କଲେ।"
8
"ସେ ଶିଷ୍ଯମାନଙ୍କୁ ନିର୍ଦ୍ଦେଶ ଦେଲେ, ତୁମ୍ଭେ ଯାତ୍ରା କାଳ ରେ ବାଡିଟିଏ ଛଡା ଆଉ କିଛି ନବେ ନାହିଁ। ରୋଟୀ, ଝୁଲା କି ପକଟେ ରେ କିଛି ହେଲେ ଟଙ୍କା ମଧ୍ଯ ନବେ ନାହିଁ।"
9
"ତୁମ୍ଭେ ଚପଲ ପିନ୍ଧି ପାରିବ। କିନ୍ତୁ କବଳେ ପିନ୍ଧିଥିବା ଲୁଗାପଟା ଛଡା କୌଣସି ଅଧିକ ଲୁଗାପଟା ନବେ ନାହିଁ।"
10
"କୌଣସି ଘ ରେ ପ୍ରବେଶ କଲେ ସେ ସହର ଛାଡି ଚାଲିୟିବା ପର୍ୟ୍ଯନ୍ତ ସହେି ଘ ରେ ରହିବ।"
11
"ଯଦି କୌଣସି ସହର ରେ ସମାନେେ ତୁମ୍ଭକୁ ସ୍ବାଗତ ନ କରନ୍ତି କିମ୍ବା ସମାନେେ ତୁମ୍ଭ କଥା ନ ଶୁଣନ୍ତି, ତବେେ ସେ ସହର ଛାଡି ଚାଲି ଯାଅ। ଛାଡିଲା ବେଳେ ତୁମ ପାଦରୁ ସଠାେକାର ଧୂଳିଝାଡି ଦିଅ। ତାହା ସମାନଙ୍କେ ପାଇଁ ଚତାବେନୀ ହବେ।"
12
"ଶିଷ୍ଯମାନେ ସଠାରୁେ ଅନ୍ୟ ସ୍ଥାନକୁ ଚାଲିଗଲେ। ସମାନେେ ଘାଷେଣା କଲେ ଯେ ଲୋକମାନେ ଅନୁତାପ କରନ୍ତୁ। ହୃଦୟ ପରିବର୍ତ୍ତନ କରନ୍ତୁ।"
13
"ସମାନେେ ଲୋକଙ୍କ ଦହରେୁ ଅନକେ ଭୂତଙ୍କୁ ତଡି ଦେଲେ। ସମାନେେ ଅନକେ ରୋଗୀଙ୍କୁ ତୈଳ ଲଗାଇ ସୁସ୍ଥ କରି ଦେଲେ।"
14
"ରାଜା ହରେୋଦ ଯୀଶୁଙ୍କ ବିଷୟ ରେ ଶୁଣିଲେ। କାରଣ ବର୍ତ୍ତମାନ ଯୀଶୁଙ୍କ ଖ୍ଯାତି ଗ୍ଭରିଆଡେ ବ୍ଯାପି ଯାଇଥିଲା। କେତକେ ଲୋକ କହୁଥିଲେ, ଯୀଶୁ ହେଉଛନ୍ତି ବାପ୍ତିଜକ ଯୋହନ। ସେ ମୃତ୍ଯୁରୁ ପୁନରୂତ୍ଥିତ ହାଇେଛନ୍ତି। ସେଥି ଯୋଗୁଁ ସେ ଆଶ୍ଚର୍ୟ୍ଯକାର୍ୟ୍ଯ କରି ପାରୁଛନ୍ତି।"
15
"ଅନ୍ୟମାନେ କହୁଥିଲେ, ସେ ହେଉଛନ୍ତି ଏଲିୟ।"
16
"େ ହରୋଦ ଯୀଶୁଙ୍କ ବିଷୟ ରେ ଏସବୁ ଶୁଣିଲେ। ସେ କହିଲେ, ମୁଁ ଯୋହନଙ୍କ ମୁଣ୍ଡ କାଟ କରି ହତ୍ଯା କରିଛି। ବର୍ତ୍ତମାନ ଯୋହନ ମୃତ୍ଯୁରୁ ପୁଣି ବଞ୍ଚି ଉଠିଛନ୍ତି।"
17
"ନିଜେ େ ହରୋଦ ଯୋହନଙ୍କୁ ବନ୍ଦୀ କରିବା ପାଇଁ ତାହାଙ୍କ ସୈନ୍ଯମାନଙ୍କୁ ଆଦେଶ ଦଇେଥିଲେ। ଯୋହନଙ୍କୁ କାରାଗାର ରେ ରଖାଯାଇଥିଲା। େ ହରୋଦ ତାହାଙ୍କ ସ୍ତ୍ରୀ େ ହରୋଦିଆଙ୍କୁ ଖୁସି କରିବା ପାଇଁ ଏହା କରିଥିଲେ। ପ୍ରଥମେ େ ହରୋଦିଆ େ ହରୋଦଙ୍କ ଭାଇ ଫିଲିପ୍ସଙ୍କ ସ୍ତ୍ରୀ ଥିଲେ। ପରେ େ ହରୋଦ ତାହାଙ୍କୁ ବିବାହ କରିଥିଲେ।"
18
"ଯୋହନ ହରେୋଦଙ୍କୁ କହିଥିଲେ, ତୁମ୍ଭ ଭାଇଙ୍କ ସ୍ତ୍ରୀଙ୍କୁ ବିବାହ କରିବା ଠିକ୍ ନୁହେଁ।"
19
"ତେଣୁ େ ହରୋଦିଆ ଯୋହନଙ୍କୁ ଶତୃ ଭାବରେ ଦେଖୁଥିଲେ। ସେ ଯୋହନଙ୍କୁ ହତ୍ଯା କରିବାକୁ ଚାହୁଁଥିଲେ। କିନ୍ତୁ ସେ ଏଥିପାଇଁ ହରେୋଦଙ୍କୁ ପ୍ରବର୍ତ୍ତାଇବା ରେ ଅସଫଳ ହାଇେଥିଲେ।"
20
"ହରେୋଦ ଯୋହନଙ୍କୁ ମାରିବାକୁ ଭୟ କରୁଥିଲେ। ସେ ଜାଣି ଥିଲେ ଯେ ସମସ୍ତ ଲୋକ ଯୋହନଙ୍କୁ ଜଣେ ଭଲ ଓ ପବିତ୍ର ଲୋକ ଭାବୁଥିଲେ। ତେଣୁ ହରେୋଦ ଯୋହନଙ୍କୁ ରକ୍ଷା କରୁଥିଲେ। ଯୋହନଙ୍କ ଉପଦେଶ ଶୁଣିବାକୁ ହରେୋଦ ଖୁବ୍ ଭଲ ପାଉଥିଲେ। ତଥାପି ଯୋହନଙ୍କ ଉପଦେଶ େ ହରୋଦଙ୍କୁ ସବୁବେଳେ ବିଚଳିତ କରୁଥିଲା।"
21
"କିଛି ଦିନ ପରେ େ ହରୋଦଙ୍କ ଜନ୍ମ ଦିନ ରେ ଯୋହନଙ୍କ ମୃତ୍ଯୁ ଘଟାଇବା ପାଇଁ ହରେୋଦିଆକୁ ଗୋଟିଏ ସୁଯୋଗ ମିଳିଗଲା। ତାହାଙ୍କର ଉଚ୍ଚ ଅଧିକାରୀ, ସନୋପତିଗଣ ଏବଂ ଗାଲିଲୀର ବିଶିଷ୍ଟ ବ୍ଯକ୍ତିମାନଙ୍କୁ େ ହରୋଦ ରାତ୍ରି ସମୟରେ ଭୋଜି ଦେଉଥାନ୍ତି।"
22
"ହରୋଦିଙ୍କ ଝିଅ ଭିତରକୁ ଆସି ନାଚିଲା। ତା ନାଚ ରେ ଅତିଥିଗଣ ଓ ନିଜେ େ ହରୋଦ ବହୁତ ଖୁସି ହେଲେ।"
23
"େ ହରୋଦ ଶପଥ ପୂର୍ବକ ମଧ୍ଯ କହିଲେ, ତୁ ଯାହା ମାଗିବୁ ମୁଁ ତୋତେ ତାହା ଦବେି। ଏପରିକି ମୁଁ ମାେ ରାଜ୍ଯର ଅଧା ଭାଗ ତୋତେ ଦଇପୋ ରେ।"
24
"ଝିଅଟି ତା ମାଆ ପାଖକୁ ଯାଇ ପଚାରିଲା, ରାଜା େ ହରୋଦଙ୍କୁ ମୁଁ କ'ଣ ମାଗିବି?"
25
"ଝିଅଟି ଅତି ଶୀଘ୍ର ରାଜାଙ୍କ ପାଖକୁ ଚାଲି ଗଲା। ସେ ରାଜାଙ୍କୁ କହିଲା, ମାେତେ ବାପ୍ତିଜକ ଯୋହନଙ୍କ ମୁଣ୍ଡ ଗୋଟିଏ ଥାଳି ରେ ରଖି ବର୍ତ୍ତମାନ ଦିଅ।"
26
"ରାଜା େ ହରୋଦ ବହୁତ ଦୁଃଖ କଲେ। କିନ୍ତୁ ସେ ଝିଅର ଇଚ୍ଛା ଅନୁସାରେ ଦାନ ଦବୋକୁ ଶପଥ କି ସାରିଥିଲେ। ସଠାେରେ େ ହରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ଯ ହରେୋଦଙ୍କ ଶପଥ ବିଷୟ ରେ ଶୁଣି ସାରିଥିଲେ। ତେଣୁ ଝିଅ ଯାହା ମାଗିଥିଲା, ତାହା ଦବୋ ପାଇଁ ହରେୋଦ ମନା କରିବାକୁ ଇଚ୍ଛା କଲେ ନାହିଁ।"
27
"ଏଣୁ ରାଜା ଯୋହନଙ୍କ ମୁଣ୍ଡ ନଇେ ଆସିବାକୁ ଆଜ୍ଞା ଦଇେ ତୁରନ୍ତ ଜଣେ ସୈନ୍ଯକୁ ପଠାଇଲେ। ସେ ଯାଇ କାରାଗାର ରେ ଯୋହନଙ୍କ ମୁଣ୍ଡ କାଟି ଦଲୋ।"
28
"ଯୋହନଙ୍କ ସହେି ମୁଣ୍ଡ ସେ ଗୋଟିଏ ଥାଳି ରେ ଆଣି ଝିଅକୁ ତାହା ଦଲୋ। ସେ ଝିଅ ସହେି ମୁଣ୍ଡ ନଇେ ତା ମାଆକୁ ଦଲୋ।"
29
"ଏହି ସବୁ ଘଟଣା ଯୋହନଙ୍କ ଶିଷ୍ଯମାନେ ଶୁଣିଲେ। ସମାନେେ ଆସି ଯୋହନଙ୍କ ମୃତ ଶରୀରକୁ ନଇେ କବର ଦେଲେ।"
30
"ଯେଉଁ ପ୍ ରରେିତମାନଙ୍କୁ ଯୀଶୁ ପଠାଇଥିଲେ, ସମାନେେ ଫରେି ଆସିଲେ। ସମାନେେ ଯୀଶୁଙ୍କ ଚାରିପଟେ ଏକାଠି ହାଇେ, ସମାନେେ ଯାହା ସବୁ କରିଥିଲେ ଓ ଲୋକଙ୍କୁ ଯାହା ସବୁ ଶିକ୍ଷା ଦଇେଥିଲେ, ସେ ସବୁ ତାହାଙ୍କୁ କହିଲେ।"
31
"ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ବହୁତ ଗହଳି ସ୍ଥାନ ରେ ଥିଲେ। ସଠାେରେ ବହୁତ ଲୋକ ଥିଲେ। ତେଣୁ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ସଠାେରେ ଖାଇବାକୁ ମଧ୍ଯ ଟିକିଏ ସମୟ ପାଉ ନଥିଲେ। ଯୀଶୁ ଶିଷ୍ଯମାନଙ୍କୁ କହିଲେ, ତୁମ୍ଭମାନେ ମାେ ସହିତ ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଚାଲ ଓ ସଠାେରେ ଆମ୍ଭେ ଟିକେ ବିଶ୍ରାମ ନବୋ।"
32
"ତେଣୁ ସମାନେେ ଗୋଟିଏ ଡଙ୍ଗା ରେ ବସି ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଚାଲିଗଲେ।"
33
"କିନ୍ତୁ ବହୁତ ଲୋକ ସମାନଙ୍କେୁ ଚାଲି ଯାଉ ଥିବାର ଦେଖିଲେ ଓ ଚିହ୍ନି ମଧ୍ଯ ପାରିଲେ। ତେଣୁ ସମସ୍ତ ନଗରରୁ ଲୋକେ ସ୍ଥଳ ପଥ ଦଇେ ଯୀଶୁଙ୍କ ଯାଉଥିବା ସ୍ଥାନ ରେ ଯାଇ ପହଞ୍ଚି ଗଲେ। ଯୀଶୁ ପହଞ୍ଚିବା ପୂର୍ବରୁ, ସମାନେେ ସଠାେରେ ପହଞ୍ଚିଗଲେ।"
34
"ଯୀଶୁ ଯେତବେେଳେ ସଠାେରେ ପହନ୍ଚିଲେ, ସେ ଦେଖିଲେ ଯେ ବହୁତ ଲୋକ ଅପେକ୍ଷା କରିଛନ୍ତି। ଯୀଶୁ ସମାନଙ୍କେ ପାଇଁ ଦୁଃଖ ଅନୁଭବ କଲେ। କାରଣ ସମାନେେ ମଷେପାଳକ ବିହୀନ ଅରକ୍ଷିତ ମେଣ୍ଢାପଲ ଭଳି ଥିଲେ। ଯୀଶୁ ସମାନଙ୍କେୁ ଅନକେ ଉପଦେଶ ଦେଲେ।"
35
"ସେତବେେଳକେୁ ଦିନ ଗଡି ଯାଇଥିଲା। ତେଣୁ ଶିଷ୍ଯମାନେ ଯୀଶୁଙ୍କ ପାଖକୁ ଆସି କହିଲେ, ଏହା ଗୋଟିଏ ଜନଶୂନ୍ଯ ଜାଗା। ଦିନ ଗଡିଗଲାଣି।"
36
"ତେଣୁ ଲୋକମାନଙ୍କୁ ଆଖ-ପାଖ ପଲ୍ଲୀ ଓ ଗାଁଗୁଡିକୁ ପଠାଅ। ତା' ହେଲେ ସଠାେକୁ ଯାଇ ସମାନେେ ତାହାଙ୍କ ଖାଇବା ପାଇଁ କିଛି ଖାଦ୍ୟ କିଣି ଆଣି ପାରିବେ।"
37
"ଯୀଶୁ କିନ୍ତୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ସମାନଙ୍କେୁ ଖାଇବାକୁ ଦିଅ।"
38
"ଯୀଶୁ ଶିଷ୍ଯମାନଙ୍କୁ ପଚାରିଲେ, ଯାଇ ଦେଖ, ତୁମ୍ଭ ପାଖ ରେ କେତେ ଖଣ୍ଡ ରୋଟୀ ଅଛି?"
39
"ଯୀଶୁ ଆଜ୍ଞା ଦେଲେ, ଲୋକମାନଙ୍କୁ ପଡିଆର ସବୁଜ ଘାସ ଉପରେ ଦଳ-ଦଳ କରି ବ ସଇେ ଦିଅ।"
40
"ଲୋକମାନେ ପ୍ରତି ଦଳ ରେ ପଚାଶ-ପଚାଶ ବା ଶ ହେ-ଶ ହେ ହାଇବେସିଗଲେ।"
41
"ତା'ପରେ ଯୀଶୁ ପାଞ୍ଚଟି ରୋଟୀ ଓ ଦୁଇଟି ମାଛକୁ ଟକେି ସ୍ବର୍ଗ ଆଡକୁ ଚାହିଁ ପରମେଶ୍ବରଙ୍କୁ ରୋଟୀ ପାଇଁ ଧନ୍ଯବାଦ ଦେଲେ। ସେ ରୋଟୀ ଗୁଡିକୁ ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ଶିଷ୍ଯମାନଙ୍କୁ ଲୋକମାନଙ୍କ ମଧିଅରେ ପରଶିବାକୁ ଦେଲେ। ତା'ପରେ ମାଛକୁ ମଧ୍ଯ ସେ ଖଣ୍ଡ-ଖଣ୍ଡ କଲେ ଓ ଲୋକଙ୍କ ମଧିଅରେ ସହେିଭଳି ବାଣ୍ଟି ଦେଲେ।"
42
"ସମସ୍ତେ ପୁରା ପଟେ ଖାଇ ତୃପ୍ତ ହେଲେ।"
43
"ସମସ୍ତେ ଖାଇ ସାରିବା ପରେ ଶିଷ୍ଯମାନେ ବଳକା ରୋଟୀ ଖଣ୍ଡ ଓ ମାଛ ଖଣ୍ଡଗୁଡିକୁ ବାରଟି ଟୋକଇେ ରେ ସଂପୂର୍ଣ୍ଣ କରି ଭର୍ତ୍ତି କଲେ।"
44
"ଯେଉଁମାନେ ରୋଟୀ ଖାଇଥିଲେ ସମାନଙ୍କେ ମଧିଅରେ କବଳେ ପୁରୁଷଙ୍କ ସଂଖ୍ଯା ପାଞ୍ଚ ହଜାର ଥିଲା।"
45
"ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ଡଙ୍ଗା ଭିତରକୁ ୟିବାକୁ କହିଲେ। ଯୀଶୁ ଶିଷ୍ଯମାନଙ୍କୁ ହ୍ରଦର ଅପର ପାଶର୍ବ ରେ ଥିବା ବେଥ୍ସାଇଦାକୁ ଆଗୁଆ ୟିବାକୁ କହିଲେ ଓ ସେ ନିଜେ ପରେ ଯିବେ ବୋଲି କହିଲେ। ସଠାେରେ ଥିବା ଲୋକମାନଙ୍କୁ ଘରକୁ ଫରେିୟିବା ପାଇଁ କହି ସେ ରହିଲେ।"
46
"ଯୀଶୁ ଲୋକମାନଙ୍କୁ ବିଦାୟ ଦବୋ ପରେ ପ୍ରାର୍ଥନା କରିବା ଉଦ୍ଦେଶ୍ଯ ରେ ପାହାଡ ଉପରକୁ ଗଲେ।"
47
"ସନ୍ଧ୍ଯା ହବୋ ପରେ ମଧ୍ଯ ଡଙ୍ଗାଟି ହ୍ରଦ ମଝି ରେ ଥିଲା ଓ ଯୀଶୁ ସ୍ଥଳ ଭାଗ ରେ ଏକୁଟିଆ ଥିଲେ।"
48
"ଯୀଶୁ ଦେଖିଲେ ଯେ ଶିଷ୍ଯମାନଙ୍କୁ ଡଙ୍ଗା ରେ ଆହୁଲା ମାରିବା ପାଇଁ ବଡ ଅସୁବିଧା ହେଉଛି। କାରଣ ସେତବେେଳେ ପବନ ତାହାଙ୍କର ବିପରୀତ ଦିଗ ରେ ବହୁଥିଲା। ପ୍ରାତଃକାଳର ପ୍ରାୟ ତିନିଟାରୁ ଛଅଟା ଭିତ ରେ ଯୀଶୁ ହ୍ରଦ ଉପରେ ଚାଲି ଚାଲି ଶିଷ୍ଯମାନଙ୍କ ପାଖକୁ ଆସିଲେ। ସେ ଶିଷ୍ଯମାନଙ୍କ ପାଖ ଦଇେ ଯେତବେେଳେ ଆଗଇେ ୟିବା ଉପରେ,"
49
"ସେତବେେଳେ ତାହାଙ୍କ ଶିଷ୍ଯମାନେ ତାହାଙ୍କୁ ହ୍ରଦ ଉପରେ ଚାଲୁଥିବାର ତେଖି ତାହାଙ୍କୁ ଭୂତ ବୋଲି ଭାବି ନେଲେ। ସମାନେେ ଚିତ୍କାର କରିବାକୁ ଲାଗିଲେ।"
50
"ସମସ୍ତ ଶିଷ୍ଯମାନେ ଯମେିତି ତାହାଙ୍କୁ ଦେଖିଲେ ସମାନେେ ଡରିଗଲେ। ଯୀଶୁ ତୁରନ୍ତ ସମାନଙ୍କେୁ କହିଲେ, ସାହାସ ଧର। ଇଏ ମୁଁ, ଭୟ କର ନାହିଁ।"
51
"ତା'ପରେ ସେ ଶିଷ୍ଯମାନଙ୍କ ସହିତ ଡଙ୍ଗା ରେ ଚଢିଗଲେ। ପବନ ବନ୍ଦ ହାଇଗେଲା। ଏଥି ରେ ସମାନେେ ଆଶ୍ଚର୍ୟ୍ଯ ହାଇଗେଲେ।"
52
"ସମାନେେ ରୋଟୀ ସମ୍ବନ୍ଧୀୟ ଆଶ୍ଚର୍ୟ୍ଯକାର୍ୟ୍ଯକୁ ବୁଝି ପାରି ନଥିଲେ। ସମାନଙ୍କେ ବୁଦ୍ଧି ଜଡ ହାଇଯୋଇଥିଲା।"
53
"ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ହ୍ରଦପାରି ହାଇେ ଗିନ୍ନସରେତ୍ ରେ ପହନ୍ଚିଲେ। ସମାନେେ ଡଙ୍ଗାଟି ସଠାେରେ ବାନ୍ଧି ଦେଲେ।"
54
"ଡଙ୍ଗାରୁ ଓହ୍ଲଇେ ବାହାରକୁ ଆସିବା ପରେ ଲୋକମାନେ ଯୀଶୁଙ୍କୁ ଦେଖି ଚିହ୍ନି ପାରିଲେ।"
55
"ତା'ପରେ ସମାନେେ ଯୀଶୁ ଆସିଥିବା ଖବର ଲୋକଙ୍କୁ ଦବୋ ପାଇଁ ସେ ଅଞ୍ଚଳର ପ୍ରେତ୍ୟକକ ସ୍ଥାନକୁ ଦୌଡି ଗଲେ। ଯୀଶୁ ଯେଉଁ ସ୍ଥାନକୁ ଗଲେ, ସଠାେରେ ଖବର ବ୍ଯାପିଗଲା ଓ ସଠାେକୁ ଲୋକମାନେ ରୋଗୀମାନଙ୍କୁ ଖଟିଆ ରେ ନଇେ ଆସିଲେ।"
56
"ଯୀଶୁ ସେ ଅଞ୍ଚଳର ନଗର, ଗାଁ ଓ ପୁରପଲ୍ଲୀ ଯେଉଁଆଡେ ଗଲେ, ଲୋକେ ରୋଗୀମାନଙ୍କୁ ସଠାେକାର ହାଟ ବଜାର ରେ ଥୋଇ ଦଇେ ତାହାଙ୍କୁ ଅନୁ ରୋଧ କରୁଥିଲେ, ଯେ ସେ ତାହାଙ୍କ ପିନ୍ଧା ଲୁଗାରୁ ଟିକିଏ ସମାନଙ୍କେୁ ଛୁଇଁ ଦବୋକୁ ସୁ ଯୋଗ ଦିଅନ୍ତୁ। ଯେଉଁମାନେ ତାହାଙ୍କୁ ଛୁଇଁ ପାରିଲେ, ସମାନେେ ସମସ୍ତେ ସୁସ୍ଥ ହାଇଗେଲେ।"
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 7 →
All chapters:
1
2
3
4
5
6
7
8
9
10
11
12
13
14
15
16
Recommended Reading
Commentary
Mark Commentaries
→
Devotional
Mark Devotional Guide
→
Get This Bible
Odia - 1840 Study Bible
→