bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
Matthew 13
Matthew 13
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 14 →
1
ସେଦିନ୍ ଯୀଶୁ ଗ୍ରେହ୍ଣି ବାରି ଗାଲିଲୀ ସ୍ମ୍ଦୁର୍ କ୍ଣ୍ତିଲ୍ଗେ ଜାଇ ବ୍ସ୍ଲା।
2
ସେଡେବ୍ଳ୍ ବେସିଲକ୍ ତାର୍ ଲ୍ଗେ ରୁଣ୍ତ୍ଲାଇ ଲାଗି, ଯୀଶୁ ସ୍ମ୍ଦୁର୍ କ୍ଣ୍ତିଲ୍ଗେ ଯାଇ ଗଟେକ୍ ଡଙ୍ଗାଲ୍ଗେ ବ୍ସ୍ଲା, ଆରେକ୍ ଲକ୍ମ୍ନ୍ କ୍ଣ୍ତିଲ୍ଗେ ଟିଆ ଅଇରିଲାଇ।
3
ଆରେକ୍, ଯୀଶୁ ଦ୍କାଇକ୍ରି କ୍ଉତା କ୍ତା ଲ୍ଗେ ବିନ୍ବିନ୍ ବିଷୟ୍ ଶିକ୍ୟା ଦେମ୍କେ ଲାଗ୍ଲା।
4
ଆର୍ କଇଲା, “ଦ୍କା, ଗଟେକ୍ ଚାଷି ବୁଣୁକେ ବାର୍ଲା। ସେ ବିଆନ୍ ବୁଣୁ ବୁଣୁ କ୍ତେକ୍ ବିଆନ୍ ବାଟ୍ ଉହ୍ରେ ଅଦୁର୍ଲି, ଆରେକ୍, ଚେଳେମ୍ନ୍ ଆସି ସେ ବିଆନ୍କେ କାଇ ଦିଲାଇ।
5
ଆରେକ୍ କ୍ତେକ୍ କମ୍ ମାଟି ରେତା ଟେଳାକୁଳି ଉହ୍ରେ ଅଦୁର୍ଲି ଆର୍ ଅଦିକ୍ ମାଟି ନ୍ରିଲାକେ ବେଗି ଗ୍ଜା ଅଇଲି,
6
ମ୍ତର୍ ବେଳ୍ ବାରିକ୍ରି ବେସିକ୍ରା ଅଇଲାକେ କମ୍ଜ୍ଲି ଆରେକ୍ ଚେର୍ବିନ୍ଦୁ ନାହାର୍ଲାକେ ସୁକିଗ୍ଲି।
7
ଆରେକ୍ କ୍ତେକ୍ ବିଆନ୍ କାଟାବୁଟା ବିତ୍ରେ ଅଦୁର୍ଲି, ଆରେକ୍, କାଟାବୁଟାମ୍ନ୍ ଉଟି ବ୍ଡ୍ଅଇ ସେ ଗ୍ଜାକେ ଡାହି ଅଇଲି
8
ଆରେକ୍, କ୍ତେକ୍ ବିଆନ୍ ଗାଦିଆ ବୁଇଁଏ ଅଦୁର୍ଲି, ଆର୍ ଗ୍ଜାଅଇ ନିଗିକ୍ରି ତିରିଶ୍ ଗୁଣ୍, ଷାଟେଗୁଣ୍ ଆର୍ ଶଏଗୁଣ୍ ହ୍ତେକ୍ ହ୍ଳ୍ ହ୍ଳ୍ଲି।
9
ଯଦି କାର୍ ଶୁଣୁକେ କାନ୍ ଆଚେ, ସେ ମ୍ନ୍ ଦେଇକ୍ରି ଶୁଣା ଆର୍ ସେ କ୍ତାକେ ବୁଜୁକେ ଚେଷ୍ଟାକ୍ରା।”
10
ଆର୍ ହ୍ଚେ ଚେଲାମ୍ନ୍ ଯୀଶୁର୍ ଲଗେ ଆସି ହ୍ଚାରୁକେ ଲାଗ୍ଲାଇ, ତୁଇ କାଇତାକ୍ ସେମ୍ନ୍କେ ଦ୍କାଇକ୍ରି କ୍ଉତା କ୍ତା କ୍ମ୍ଲିସ୍?
11
ଯୀଶୁ ଉତର୍ଦିଲା, “ଇଶ୍ୱର୍ ରାଇଜେ ଲୁକିରିଲା ସ୍ତ୍କ୍ତା ଜାଣୁକେ ତୁମୁକେ ଶ୍କ୍ତି ଦିଆଅଇଲି ଆଚେ, ମ୍ତର୍ ସେମ୍ନ୍କେ ଦିଆଅଇ ନ୍କେରେ।
12
ଆରେକ୍ ଯାର୍ ଲ୍ଗେ ଇଶ୍ଵରାର୍ ବୁଦି ଗ୍ଯାନ୍ ଅଦିକ୍ ଆଚେ, ତାକେ ଇଶ୍ୱର୍ ଆରେକ୍ ଅଦିକ୍ ବୁଦି ଗ୍ଯାନ୍ ଦେଇଦ୍। ଆରେକ୍ ଯାର୍ ଲ୍ଗେ ଇଶ୍ଵରାର୍ ବୁଦି ଗ୍ଯାନ୍ ନାଇ, ତାର୍ ଲ୍ଗେ ଯାଇରି ବୁଦି ଗ୍ଯାନ୍ ହେ ଆଚେ, ସେରି ତାର୍ ତ୍ଇହ୍ଣି ଇଶ୍ୱର୍ ବେଟି ନେଇଦ୍।
13
ସେମ୍ନ୍ ମର୍ କାମ୍କେ ଦ୍କ୍ତି ମ୍ତର୍ ବିଶ୍ବାସ୍ ନ୍କେର୍ତି ଆର୍ ମର୍ କ୍ତାକେ ଶୁଣ୍ତି ମ୍ତର୍ ବୁଜୁ ନାହାର୍ତି। ସେତାକ୍ ମୁଇ ସେମନ୍କେ ଦ୍କାଇକ୍ରି କ୍ଉତା କ୍ତା ସ୍ଙ୍ଗ୍ ଶିକ୍ୟା ଦେମ୍ଲେ।
14
ଆରେକ୍ ବବିସତ୍ କ୍ଉତା ଯିଶାଇୟର୍ ଇରି ବବିସତ୍କ୍ତା ସେମ୍ନ୍କାର୍ ବିଷୟେ ହୁରା ଅମ୍ଲି, ‘ତୁମିମ୍ନ୍ ଶୁଣୁ ଶୁଣୁ ଶୁଣାସ୍, ମ୍ତର୍ କାଇରି ହେଁ ବୁଜି ନ୍କେରାସ୍। ଆରେକ୍, ଦ୍କୁ ଦ୍କୁ ଦ୍କାସ୍, ମ୍ତର୍ କାଇରି ହେଁ ଜାଣି ନ୍କେରେ।
15
କାଇତାକ୍ ଇଲକାର୍ ମ୍ନ୍ ଅଟୁଆ ଅଇଗଲି ଆଚେ, ସେମ୍ନ୍ କାନେ କ୍ଡେକ୍ କ୍ଷ୍ଟେ ଶୁଣ୍ଲାଇ। ଆର୍ ନିଜାର୍ ନିଜାର୍ ଆକି ଲୁମ୍ଲାଇ। ଜ୍ନ୍କ୍ରି ସେମ୍ନ୍ ଆକିଏ ଦ୍କି ନ୍କେର୍ତି, ଆର୍ କାନେ ଶୁଣିନ୍କେର୍ତି। ଆରେକ୍ ହୃଦଏ ବୁଜି ନ୍କେର୍ତି, ଆରେକ୍, ମ୍ନ୍ ନ୍ବାଦ୍ଲାଉତି, ଆରେକ୍ ଅମି ସେମ୍ନ୍କେ ବ୍ଲ୍କ୍ରି ନ୍କେରୁ।’
16
ମ୍ତର୍ ଦନ୍ୟ ତୁମାର୍ମ୍ନ୍କାର୍ ଆକି, କାଇତାକ୍ ସେରି ଦ୍କୁହାରେ। ଦନ୍ୟ ତୁମାର୍ମ୍ନ୍କାର୍ କାନ୍, କାଇତାକ୍ ସେରି ଶୁଣୁହାରେ।
17
କାଇତାକ୍ ମୁଇ ତୁମୁକ୍ମ୍ନ୍ ସ୍ତ୍ କ୍ମ୍ଲେ, ତୁମିମ୍ନ୍ ଜୁଇରି ଜୁଇରି ଦ୍କୁଲାସ୍, ସେରି ଗାଦି ବବିଶତ୍ କ୍ତା କ୍ଉତା ଲକ୍ମ୍ନ୍ ଆର୍ ଦ୍ର୍ମ୍ ଲକ୍ ଦ୍କୁକେ ମ୍ନ୍କ୍ଲାଇ, ମ୍ତର୍ ଦ୍କି ନ୍ହାର୍ଲାଇ। ଆରେକ୍, ତୁମିମ୍ନ୍ ଜୁଇ ଜୁଇରି ଶୁଣିଆଚାସ୍ ସେସ୍ବୁ ସେମ୍ନ୍ ଶୁଣୁକେ ମ୍ନ୍କ୍ଲାଇ ମ୍ତର୍ ଶୁଣୁ ନ୍ହାର୍ଲାଇ।”
18
“ସେତାକ୍ ତୁମିମ୍ନ୍ ବିଆନ୍ ବୁଣ୍ତା ଲକାର୍ ଦ୍କାଇକ୍ରି କ୍ଉତା କ୍ତା ଶୁଣାସ୍।
19
ଯେ କେ ଇଶ୍ୱର୍ ରାଇଜାର୍ କ୍ତାଶୁଣି ନ୍ବୁଯେ, ଶଇତାନ୍ ଆସି ଜୁଇ ବାକ୍ୟ ସେମ୍ନ୍କାର୍ ହୃଦୟ୍ ତ୍ଇ ବୁଣା ଅଇରିଲା ସେରି ଚରିକ୍ରି ନେଇଦ୍, ସେ ଏକ୍ଲା ବାଟ୍ଲ୍ଗେ ବୁଣା ଅଇରିଲା ବିଆନ୍ ସ୍ମାନ୍।
20
ଜୁଇଲକ୍ ବାକ୍ୟ ଶୁଣ୍ଲାମାଡେ ସ୍ର୍ଦା ଅଇକ୍ରି ମାନ୍ତି, ମ୍ତର୍ ସେମ୍ନ୍କାର୍ ମ୍ନ୍ ବିତ୍ରେ ବାକ୍ୟ ଚେର୍ ନ୍ବେଦ୍ଲାର୍ ଗିନେ କ୍ତିଦିନ୍ ହ୍ତେକ୍ ଶାନ୍ତି ଅଇରେତି,
21
ହ୍ଚେ ବାକ୍ୟର୍ ଗିନେ କ୍ଷ୍ଟ ଆର୍ ଲିନ୍ଦା ଗଟ୍ଲେକ୍ ସେମାଡେ ଡିର୍ତି, ସେ ଗଟେକ୍ ବୁଣା ଅଇରିଲା ଟେଳାକୁଳି ବୁଇଁର୍ ଚେର୍ ନ୍ବେଦ୍ଲାର୍ ବିଆନ୍ ହର୍।
22
ଜୁଇଲକ୍ ବାକ୍ୟ ଶୁଣେଦ୍, ଆରେକ୍ ଦୁନିଆର୍ ଚିନ୍ତା, ଦ୍ନାର୍ ଆଶା ସେ ବାକ୍ୟକେ ଚାହି ହ୍କାଇଦ୍ ଆର୍ ତାର୍ ଲ୍ଗେ ହ୍ଳ୍ ନ୍ଦେରେ, ସେ ଏକ୍ଲା, କାଟାବୁଟା ବୁଇଁ ଲ୍ଗେ ଅଦ୍ରିରିଲା ବିଆନ୍ ହର୍।
23
ମ୍ତର୍ ଜୁଇଲକ୍ ବାକ୍ୟ ଶୁଣିକ୍ରି ବୁଜେଦ୍ ଆର୍ ସ୍ତ୍କ୍ରି ହ୍ଳ୍ ହ୍ଳେଦ୍, ଆର୍ କେ କେ ତିରିଶ୍ ଗୁଣ୍, କେ କେ ଷାଟେଗୁଣ୍ ଆର୍ କେ କେ ଶଏଗୁଣ୍ ହଳ୍ ହଳ୍ତି, ତ୍ବେ ସେ ଲକ୍ମ୍ନ୍ ଗଟେକ୍ ବୁଣା ଅଇରିଲାର୍ ଗାଦିଆ ବୁଇଁର୍ ବିଆନ୍ ହର୍।”
24
ଯୀଶୁ ସେମ୍ନ୍କେ ଆରେକ୍ ଗଟେକ୍ ଦ୍କାଇକ୍ରି କ୍ଉତା କ୍ତା ସ୍ଙ୍ଗ୍ କଇଲା, “ସ୍ର୍ଗ୍ ରାଇଜ୍ ନିଜାର୍ ହ୍ଦାଇ ବ୍ଲ୍ ବିଆନ୍ ବୁଣା ଅଇରିଲା ଗଟେକ୍ ଚାଷି ଲକାର୍ ହର୍।
25
ମ୍ତର୍ ଲକ୍ମ୍ନ୍ ନିଦେ ସଇରିଲା ବ୍ଳ୍ ତାକାର୍ ଶ୍ତ୍ରୁ ଆସି ସେ ଗ୍ଉଁ ବିତ୍ରେ ର୍ନ୍ ମ୍ଞ୍ଜି ବୁଣି କ୍ରି ଉଟିଗ୍ଲା।
26
ଯ୍ଡେବ୍ଳ୍ ହ୍ତାର୍ ବାରି ହ୍ଳ୍ ହ୍ଳୁକେ ଲାଗ୍ଲି, ସେଡେବ୍ଳ୍ ର୍ନ୍ ହେଁ ଡିସ୍ଲି।
27
ସେଡେବ୍ଳ୍ ହ୍ଦାର୍ ମାଲିକାର୍ ଡ୍ଣ୍ଡାସିମ୍ନ୍ ମାଲିକ୍ କାର୍ ଲ୍ଗେ ଆସି କଇଲାଇ, ‘ମାଲିକ୍, ତୁଇ କାଇରି ନିଜାର୍ ହଦାୟ୍ ବ୍ଲ୍ ବିଆନ୍ ବୁଣୁକେ ଦେଇ ନ୍ରିଲିସ୍ କି? ସେତାକ୍ ର୍ନ୍ କୁଇତିହ୍ଣି ଅଇଲି?’
28
ମାଲିକ୍ ସେମ୍ନ୍କେ କଇଲା, ‘ଗଟେକ୍ ଶ୍ତ୍ରୁ ଇରି କ୍ରିଆଚେ।’ ଆରେକ୍, ଦାସ୍ମ୍ନ୍ ତାକେ କଇଲାଇ, ‘ଅମିମ୍ନ୍ ଜାଇକ୍ରି ସେ ର୍ନ୍କେ ଜିକୁନ୍ ଆର୍ ଗଟେତ୍ଇ ଗାଦା କ୍ରୁନ୍ଦ୍, ଇରିକାଇରି ତର୍ ମ୍ନ୍?’
29
ମ୍ତର୍ ସେ କଇଲା, ‘ନାଇ ସେନ୍ କ୍ରାନାଇ କ୍ଡେବ୍ଳ୍ ତୁମିମ୍ନ୍ ର୍ନ୍ ମ୍ନ୍କେ ଗଟେତ୍ଇ କ୍ରୁ କ୍ରୁ ର୍ନ୍ ସ୍ଙ୍ଗ୍ ଗ୍ଉଁ ଜିକି ହ୍କାଉଆସ୍।
30
ଗ୍ଉଁ ନ୍କାଟ୍ତା ହ୍ତେକ୍ ଦୁଇ ଲକ୍କେ ଗଟେତ୍ଇ ବାଡୁକେ ଚାଡିଦିଆସ୍, ଆରେକ୍ ଗ୍ଉଁ କାଟ୍ତା ବ୍ଳ୍ ମୁଇ କାଟ୍ତା ଲକ୍ମ୍ନ୍କେ କଇନ୍ଦ୍, ବାନ୍ଦ୍ତା ଆଗେ ର୍ନ୍ ମ୍ନ୍ ଗଟେତ୍ଇ ହଡାଉତାର୍ ଗିନେ ହ୍ଣ୍ତା ବାନ୍ଦା, ମ୍ତର୍ ଗ୍ଉଁ ମର୍ ହାଲାଇ ରୁଣ୍ଡାଇ କ୍ରି ସ୍ଙ୍ଗାଉଆ।’”
31
ଯୀଶୁ ସେମ୍ନ୍କେ ଆର୍ ଗଟେକ୍ ଦ୍କାଇକ୍ରି କ୍ଉତା କ୍ତାକେ କଇଲା, “ଇଶ୍ଵରାର୍ ରାଇଜ୍ ଅନ୍କାର୍ ଗଟେକ୍ ସ୍ର୍ସୁ ମ୍ଞ୍ଜି ହ୍ର୍, ଜୁଇରି ନ୍ଇ ଗଟେଲକ୍ ନିଜାର୍ ଜମିଏ ବୁଣ୍ଲା।
32
ସେରି ହୁର୍ତିବିର୍ ସ୍ବୁ ବିଆନ୍ ତ୍ଇହ୍ଣି ସାନ୍, ମ୍ତର୍ ବୁଣା ଅଇଲେକ୍ ସେରି ଗ୍ଚ୍ ଉଟିକ୍ରି ସ୍ବୁଶାଗ୍ ତ୍ଇହ୍ଣି ବ୍ଡ୍ ଅଇଦ୍, ଆକାଶାର୍ ଚେଳେମ୍ନ୍ ତାର୍ କ୍ନ୍ଦାୟ୍ ଗୁଡାବାନ୍ଦି ବାସା କ୍ର୍ତି।”
33
ଯୀଶୁ ସେମ୍ନ୍କେ ଆରେକ୍ ଗଟେକ୍ ଦ୍କାଇକ୍ରି କ୍ଉତା କ୍ତା କଇଲା, “ଇଶ୍ଵରାର୍ ରାଇଜ୍ ଖମିର୍ ହର୍। ଏକ୍ଲା ମାଇଜି ସେରି ନେୟ୍ ଗୁଣ୍ତ୍ ଲ୍ଗେ ମିସାଇ ଡାହି ସ୍ଙ୍ଗାଇଲି ଆର୍ ସେରି ଗୁଣ୍ତ୍ ଚାରିହାକ୍ ଅଇଲି। ଅଳକ୍ ହର୍ ଖମିର୍ ଜେତେନ୍ ଚିଟ୍କ୍ଲା ଗୁଣ୍ତ୍ ଚାରି ବେଣ୍ତେ ଅଇଦ୍ ଆର୍ ବ୍ଲ୍କାମ୍ କ୍ରେଦ୍, ମାପ୍ରୁର୍ ବ୍ଲ୍ ଶିକ୍ୟା କ୍ତେକ୍ ଲକ୍ ଲ୍ଗେ ହ୍ଣି ହୁର୍ତିବି ସାରା ଚାରି ବେଣ୍ତେ ବିଚ୍ରି ଅଇ ଜାଇଦ୍।”
34
ଇ ସ୍ବୁକ୍ତା ଯୀଶୁ ଦ୍କାଇକ୍ରି କ୍ଉତା କ୍ତା ସ୍ଙ୍ଗ୍ ଲକ୍ମ୍ନ୍କେ କଇଲା, ଆରେକ୍ ଦ୍କାଇକ୍ରି କ୍ଉତା କ୍ତା ଚାଡି ଯୀଶୁ ସେମ୍ନ୍କାର୍ ଲ୍ଗେ କାଇକ୍ତା ହେଁ ନ୍କ୍ଉତି ରିଲା।
35
ଜ୍ନ୍କ୍ରି ବବିଶତ୍ କ୍ତା କ୍ଉତା ଲକ୍ମ୍ନ୍କାର୍ କଇଲା ଇକ୍ତା ହୁରାଅଇଦ୍, “ଅମି ନିଜାର୍ ଟଣ୍ତ୍ ହୁଟାଇକ୍ରି ଦ୍କାଇକ୍ରି କ୍ଉତା କ୍ତାର୍ ଗିନେ କ୍ତା କ୍ମା, ହୁର୍ତିବି ତିଆର୍ ଅଇଲାତ୍ଇ ହ୍ଣି ଲୁକିରିଲା କ୍ତାସ୍ବୁ କ୍ମା।”
36
ହ୍ଚେ ସେ ଲକ୍ମ୍ନ୍କେ ଚାଡିକ୍ରି ଗ୍ରେ ହୁର୍ଲା, ଆରେକ୍ ତାର୍ ଚେଲାମ୍ନ୍ ତାର୍ ଲ୍ଗେ ଆସି କଇଲାଇ, “ଜମିର୍ ରନାର୍ ଦ୍କାଇକ୍ରି କ୍ଉତା କ୍ତାକେ ବ୍ଲ୍କ୍ରି ବୁଜାଇକ୍ରି କ୍ଉଆ।”
37
ସେ ଉତର୍ଦିଲା, “ଯେ ବ୍ଲ୍ ବିଆନ୍ ବୁଣେଦ୍, ସେ ମୁଇ ମାନାଇ ହିଲା।
38
ଜ୍ଗତାର୍ ଲକ୍ମ୍ନ୍ ହ୍ଦା ହର୍। ବ୍ଲ୍ ବିଆନ୍ ଇଶ୍ଵରାର୍ ରାଇଜ୍ର୍ ଲକ୍ମ୍ନ୍। ର୍ନ୍ ଶଇତାନାର୍ ଲକ୍ମ୍ନ୍।
39
ଜୁଇ ଶ୍ତ୍ରୁ ସେରି ବୁଣ୍ଲା, ସେ ଶଇତାନ୍। ଗ୍ଉଁ କାଟ୍ତା ବ୍ଳାର୍ ଅର୍ତ ଅମ୍ଲି ଯୁଗସେସ୍, ଆରେକ୍, କାଟ୍ତା ଲକ୍ମ୍ନ୍ ଅଇଲାଇ ଦୂତ୍ମ୍ନ୍।
40
ତ୍ବେ, ର୍ନ୍ ମ୍ନ୍କେ ଜ୍ନ୍କ୍ରି ଗଟେତ୍ଇ କ୍ରାଅଇ ଜୟେ ହଡା ଅଇଦ୍, ଯୁଗ୍ ଶେସ୍ ଅଉତାବ୍ଳ୍ ସେନ୍କ୍ରି ଗଟ୍ଣା ଗଟେଦ୍।
41
ମୁଇ ମାନାଇ ହିଲା ମର୍ ଦୂତ୍ମ୍ନ୍କେ ହ୍ଟାଇନ୍, ଆର୍ ସେମ୍ନ୍ ଇଶ୍ଵରାର୍ ରାଇଜର୍ ତ୍ଇହ୍ଣି ସ୍ବୁ ମିଚୁଆ ପାପି ଆର୍ ଅନ୍ୟାୟ୍ କ୍ଲା ଲକ୍ମ୍ନ୍କେ ବିନେ କ୍ର୍ତି,
42
ଆରେକ୍, ସେ ଦୂତ୍ମ୍ନ୍ ସେମ୍ନ୍କେ ଜୟ୍ ଲାଗ୍ତା କୁଣ୍ଡେ ହ୍କାଇ ଦେତି, ସେତି ଲକ୍ମ୍ନ୍ କାନ୍ଦ୍ତି ଆର୍ ଦାତ୍ କିଡି ମିଡ୍ ଅଇଦ୍।
43
ସେଡେବ୍ଳ୍ ଦ୍ର୍ମି ଲକ୍ମ୍ନ୍ ସେମ୍ନାର୍ ଉବାସିର୍ ରାଇଜେ ଜାଇ ବେଳ୍ ହର୍ ଉଜାଳ୍ ଦ୍କାଅଉତି। ଯଦି କାର୍ ଶୁଣୁକେ କାନ୍ ଆଚେ, ସେ ମନ୍ ଦେଇକ୍ରି ଶୁଣା ଆର୍ ସେ କ୍ତାକେ ବୁଜୁକେ ଚେଷ୍ଟାକ୍ରା।”
44
“ସ୍ର୍ଗ୍ ରାଇଜ୍ ଗଟେକ୍ ହ୍ଦାଇ ତହା ଅଇଲା ଦ୍ନ୍ ହର୍। ଗଟେଲକ୍ ସେରି ଦ୍କି ମ୍ନେ ଲୁକାଇକ୍ରି ସ୍ଙ୍ଗାଇଲା ଆର୍ ସ୍ର୍ଦା ଅଇ ଯାୟ୍ ନିଜାର୍ ସ୍ବୁ ଜିନିଷ୍ ବିକିକ୍ରି ସେ ହ୍ଦାକେ ଗେନ୍ଲା।”
45
ଆରେକ୍ ଯୀଶୁ କଇଲା, “ସ୍ର୍ଗ୍ ରାଇଜ୍ ଗଟେକ୍ ବ୍ଲ୍ ମୁକ୍ତା କଜ୍ତିରିଲା ଗଟେକ୍ ବେପାରି ହର୍।
46
ସେ ଗଟେକ୍ ବେସି ବ୍ଲ୍ ମୁକ୍ତା ଦ୍କି ଯାଇ ନିଜାର୍ ସ୍ବୁ ଜିନିଷ୍ ବିକିକ୍ରି ସେ ମୁକ୍ତାକେ ଗେନ୍ଲା।”
47
ଆରେକ୍ ଯୀଶୁ କଇଲା, “ସ୍ର୍ଗ୍ ରାଇଜ୍ ସ୍ମ୍ଦୁରେ ସ୍ତ୍କ୍ରି ସ୍ବୁ ପର୍କାର୍ ମାଚ୍ ଦ୍ର୍ତା ଗଟେକ୍ ଟାଣା ଜାଲ୍ ହର୍।
48
ସେରି ମାଚ୍ ବର୍ତି ଅଇଲାକେ ଲକ୍ମ୍ନ୍ କ୍ଣ୍ତିଲ୍ଗେ ଜିକି ଆନ୍ଲାଇ ଆର୍, ବ୍ସିକ୍ରି ବ୍ଲ୍ ମାଚ୍ କ୍ଳାଇୟେ ବେଟିକ୍ରି ସ୍ଙ୍ଗାଇଲାଇ ମ୍ତର୍ କ୍ରାପ୍ ମାଚ୍ ମ୍ନ୍କେ ହିଙ୍ଗି ଦିଲାଇ।
49
ଯୁଗ୍ ଶେସ୍ ଅଉତାବ୍ଳ୍ ସେନ୍କ୍ରି ଗଟେଦ୍। ଦୂତ୍ମ୍ନ୍ ବାରିଆସି ଦ୍ର୍ମ୍ ଲକ୍ମ୍ନ୍କାର୍ ତ୍ଇହ୍ଣି କ୍ରାପ୍ ଲକ୍ମ୍ନ୍କେ ବିନେ କ୍ର୍ତି,
50
ଆରେକ୍, ସେ କ୍ରାପ୍ ଲକ୍ମ୍ନ୍କେ ଜୟ୍ ଲାଗ୍ତା କୁଣ୍ଡେ ହ୍କାଉତି। ସେତି କାନ୍ଦ୍ତି ଆର୍ ଦାତ୍ କିଡି ମିଡି ଅଇଦ୍।”
51
ହ୍ଚେ ଯୀଶୁ ସେମ୍ନ୍କେ କଇଲା, “ତୁମିମ୍ନ୍ କାଇରି ଇ ସ୍ବୁକ୍ତା ବୁଜୁଲାସ୍?” ସେମ୍ନ୍ ତାକେ କଇଲାଇ, “ହାଁ।”
52
ତାର୍ ହ୍ଚେ ସେ ସେମ୍ନ୍କେ କଇଲା, “ତ୍ବେ ସ୍ବୁ ନିଆଇ ଶିକାଉତା ଲକ୍, ଯେ କି ଇଶ୍ଵରାର୍ ରାଇଜର୍ ଚେଲା ଅଇଆଚେ, ସେ ସେ ଗ୍ର୍ ମାଲିକାର୍ ହର୍, ଯେ ନ୍ଉଆ ଆର୍ ହ୍ର୍ନା ବେସିଦାମାର୍ ଜିନିଷ୍କେ ନିଜାର୍ ଗ୍ରେହ୍ଣି ବାର୍ କ୍ରୁହାରେ।”
53
ଯୀଶୁ ଇରିସ୍ବୁ ଦ୍କାଇକ୍ରି କ୍ଉତା କ୍ତା କ୍ଇ ସ୍ରାଇଲା ହ୍ଚେ, ସେ ଜାଗାଚାଡି ନିଜାର୍ ଗାମ୍ ନାଜରିତ୍କେ ଆଇଲା।
54
ଆରେକ୍, ଯୀଶୁ ଯିହୁଦିମ୍ନ୍କାର୍ ପାର୍ତେନା ଗ୍ରେ ଅନ୍କରି ଶିକ୍ୟା ଦିଲା ଯେ, ସେ ଶିକ୍ୟା ଶୁଣ୍ତା ଲକ୍ମ୍ନ୍ ଚାନିଆ ଅଇ କଇଲାଇ, “ଏ ମାନାଇ ଇ ସ୍ବୁ ବୁଦିର୍ କ୍ତା କେଣେହ୍ଣି ସିକ୍ଲା, ଆର୍ ଅନ୍କାର୍ ଚମ୍ତ୍କାର୍ କାମ୍ କ୍ରୁକେ କୁଇତିହ୍ଣି ଶ୍କ୍ତି ହାଇଲା?”
55
ସେମ୍ନ୍ ଅନ୍କାର୍ ଇନସ୍ତା କ୍ରି ଯୀଶୁକେ କଇଲାଇ, “ଏ କି ସେ ବାଡାଇର୍ ହଇସି ନଇ? ଆର୍ ଆଇସିର୍ ନାଉଁ କାଇରି ମରୀୟମ୍ ନଇ? ଆରେକ୍ ଆର୍ ବାଇସି ମନାର୍ ନାଉଁ କାଇରି ଯାକୁବ, ଯୋଷେପ୍, ଶିମୋନ୍ ଆର୍ ଯିହୁଦା ନଇ?
56
ଆରେକ୍, ଆର୍ ସ୍ବୁ ବେଣ୍ସିମ୍ନ୍ କାଇରି ଅମାର୍ମ୍ନ୍କାର୍ ସ୍ଙ୍ଗେ ନାଇ? ତ୍ବେ ସେ ଇସ୍ବୁ ଶ୍କ୍ତି କୁଇତିହ୍ଣି ହାଇଲା?”
57
ଆରେକ୍, ସେମ୍ନ୍ ଇରି କ୍ଇ ଯୀଶୁକେ ଇନସ୍ତା କ୍ଲାଇ। ମ୍ତର୍ ଯୀଶୁ ସେମ୍ନ୍କେ କଇଲା, “ବବିଶତ୍ କ୍ତା କ୍ଉତା ଲକ୍ମ୍ନ୍କେ ତାର୍ ଗାମେ, ତାର୍ ଗ୍ରେ, ଆର୍ ତାର୍ ନିଜାର୍ ଲକ୍ବାକ୍ ମ୍ନ୍କେ ଚାଡି ଆର୍ କୁନ୍ତି ହେ ତାକେ ଇନସ୍ତା ନ୍କେର୍ତି।”
58
ଆର୍ ଯୀଶୁ ସେମ୍ନ୍କାର୍ ବିଶ୍ବାସ୍ ନ୍କେର୍ତାର୍ ଗିନେ ସେତି କାଇରି ଚମ୍ତ୍କାର୍ କାମ୍ ନ୍କେଲା।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28