bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
Matthew 26
Matthew 26
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 27 →
1
ଯୀଶୁ ଇ ସ୍ବୁକ୍ତା ସ୍ରାଇ ସେଡେବ୍ଳ୍ ନିଜାର୍ ଚେଲାମ୍ନ୍କେ କଇଲା,
2
“ଦୁଇଦିନ୍ ହ୍ଚେ ଯେ ନିସ୍ତାର୍ ହ୍ର୍ବ୍ ଅଇଦ୍, ଇରି ତୁମିମ୍ନ୍ ଜାଣା, ଆରେକ୍, ମାନାଇ ହିଲା କୁର୍ଶେ ମ୍ର୍ତାର୍ ଗିନେ ସ୍ହ୍ରି ଅଇଦ୍।”
3
ସେଡେବ୍ଳ୍ ମୁକିଆ ଜାଜକ୍ ଆର୍ ଲକ୍ମ୍ନ୍କାର୍ ପାରାଚିନ୍ ଦ୍ଳାର୍ କୟାଫା ନାଉଁର୍ ମୁକିଆ ଜାଜକାର୍ ସ୍କ୍ଳାଇ ରୁଣ୍ତ୍ଲାଇ,
4
ଆର୍ ସେମ୍ନ୍ କ୍ତାବାର୍ତା କ୍ଲାଇ ଆର୍ ଯୀଶୁକେ ଦ୍ରି ମ୍ର୍ନେ ମାର୍ତାର୍ ଗିନେ ମନ୍ତର୍ କ୍ଲାଇ।
5
ମ୍ତର୍ ସେମ୍ନ୍ କଇଲାଇ, ହ୍ର୍ବ୍ ଦିନ୍ ଯୀଶୁକେ ବନ୍ଦି କ୍ଲେକ୍ କି ମାର୍ଲେକ୍, କେଡେବ୍ଳ୍ ଲକ୍ମ୍ନ୍କାର୍ ବିତ୍ରେ ଗଣ୍ତ୍ ଗଳ୍ ଅଇଦ୍।
6
ଜ୍ଡେବ୍ଳ୍ ଯୀଶୁ ବେଥନିଆ ଗାମେ ଗଟେକ୍ କୁଷ୍ଟରଗେ ହ୍ଣି ବ୍ଲ୍ ଅଇରିଲା ଶିମୋନାର୍ ଗ୍ରେ ରିଲାବ୍ଳ୍,
7
ଏକ୍ଲା ମାଇଜି ଗଟେକ୍ ଟାଙ୍ଗାଇ ବେସିଦାମାର୍ ବାସ୍ନା ଚିକାଣ୍ ଆଣି ଯୀଶୁର୍ ଲ୍ଗେ ଆଇଲି ଆର୍ ସେ କାଦି କାମ୍କେ ବ୍ସିରିଲା ବ୍ଳ୍ ତାର୍ ମୁଣ୍ଡେ ଲାଗାମ୍କେ ଆରମ୍ କ୍ଲି।
8
ମ୍ତର୍ ଚିକାଣ୍ ଲାଗାଉତାର୍ ଦ୍କି ଚେଲାମ୍ନ୍ ରିସାଅଇ କଇଲାଇ, “ଏତେକ୍ ଚିକାଣ୍ କାଇତାକ୍ ହଲିଆ ନ୍ଷ୍ଟ୍ କ୍ରୁଲିସ୍?
9
ଇରି ତୋ ବେସି ଦାମେ ବିକିକ୍ରି ଦରିଦ୍ର ଲକ୍ମ୍ନ୍କେ ଦିଆଅଇଲି ହ୍ଣି।”
10
ଯୀଶୁ ସେରି ଜାଣି ଚେଲାମ୍ନ୍କେ କଇଲା, “କାଇତାକ୍ ମାଇଜି ଲକ୍କେ କ୍ଷ୍ଟ୍ ଦେମ୍ଲାସ୍? ସେ ମର୍ ମୁଣ୍ତେ ଚିକାଣ୍ ଲାଗାଇ ସେ ବ୍ଲ୍କାମ୍ କ୍ରିଆଚେ।
11
ଦରିଦ୍ର ମ୍ନ୍ ତୋ ସ୍ବୁବ୍ଳ୍ ତୁମାର୍ମ୍ନ୍କାର୍ ଲ୍ଗେ ଆତ୍ତି, ମ୍ତର୍ ମୁଇ ସ୍ବୁବ୍ଳ୍ ତୁମାର୍ମ୍ନ୍କାର୍ ଲ୍ଗେ ର୍ଇ ନ୍କେରି।
12
ଆର୍, ସେ ମର୍ ମ୍ଳ୍କେ ତହ୍ତା ଦିନାର୍ ଗିନେ ମର୍ ଗ୍ଗାଳେ ଇ ବାସ୍ନା ଚିକାଣ୍ ଲାଗାଇଲି ଆଚେ।
13
ମୁଇ ତୁମୁକ୍ମ୍ନ୍ ସ୍ତ୍ କ୍ମ୍ଲେ, ହୁର୍ତିବି ସାରା ଜୁଇତି ଇ ସୁବ୍କ୍ବର୍ ପର୍ଚାର୍ କ୍ର୍ତି, ସେ ଜାଗାଇ ଇ ମାଇଜି କ୍ଲା କାମ୍କେ କ୍ଉତି ଆର୍ ତାକେ ଲକ୍ମ୍ନ୍ ମ୍ନେ ହ୍କାଉତି।”
14
ସ୍ଡେବ୍ଳ୍ ବାରଗଟ୍ ଚେଲାମ୍ନ୍କାର୍ ବିତ୍ରେ ଇଷ୍କାରିୟତ୍ ଯିହୁଦା ନାଉଁର୍ ଚେଲା ମୁକିଆ ଜାଜକ୍ମ୍ନ୍କାର୍ ଲ୍ଗେ ଜାଇ କଇଲା,
15
“ମକେ କାଇରି ଦିଆସ୍ କ୍ଉଆ, ମୁଇ ଯୀଶୁକେ ଦ୍ରାଇ ଦ୍ଇନ୍ଦ୍।” ସେତାକ୍ ସେମ୍ନ୍ ତାକେ ତିରିଶ୍ ଗଟ୍ ରୁହାଟ୍କା ତୁଳି କ୍ରି ଦିଲାଇ।
16
ଆର୍ ସେଡେବ୍ଳ୍ ହ୍ଣି ଇଷ୍କାରିୟତ୍ ଯୀଶୁକେ ଦ୍ରାଇ ଦ୍ଇନ୍ଦ୍ ବ୍ଲି ସୁଜଗ୍ କଜୁକେ ଲାଗ୍ଲା।
17
ହ୍ଚେ କମିର୍ ସଡା ନଇଲା ରୁଟିର୍ ହ୍ର୍ବ୍ ହ୍ର୍ତୁ ଦିନ୍ ଚେଲାମ୍ନ୍ ଯୀଶୁର୍ ଲ୍ଗେ ଆସି ହ୍ଚାର୍ଲାଇ, “ଅମିମ୍ନ୍ ଯାଇ କୁଇ ଜାଗାଇ ତୁମାର୍ ଗିନେ ନିସ୍ତାର୍ ହ୍ର୍ବାର୍ ବଜି ତିଆର୍ କ୍ରୁନ୍ଦ୍ ବ୍ଲି ତୁଇ ମ୍ନ୍ କ୍ର୍ସି?”
18
ଯୀଶୁ କଇଲା, “ସ୍ହରେ ଯାଇ ଲକ୍ମ୍ନ୍କାର୍ ଲଗେ ଯାଇ କ୍ଉଆ, ଗୁରୁ କ୍ମ୍ଲା, ମର୍ ମ୍ର୍ତା ଦିନ୍ ଲ୍ଗେ ଅଇଲିବେ, ମୁଇ ମର୍ ଚେଲାମ୍ନ୍କାର୍ ସ୍ଙ୍ଗ୍ ତୁମାର୍ ଗ୍ରେ ନିସ୍ତାର୍ ହ୍ର୍ବ୍ ମାନିନ୍ଦ୍।”
19
ସେତାକ୍ ଚେଲାମ୍ନ୍ ଯୀଶୁର୍ ଆଦେଶେ କାମ୍କ୍ରି ନିସ୍ତାର୍ ହ୍ର୍ବାର୍ ବଜି ତିଆର୍ କ୍ଲାଇ।
20
ହ୍ଚେ ସ୍ଞ୍ ଅଉତାବ୍ଳ୍, ଯୀଶୁ ସେ ବାରଗଟ୍ ଚେଲାମ୍ନ୍କାର୍ ସ୍ଙ୍ଗ୍ କାମ୍କେ ବ୍ସ୍ଲା।
21
ସେମ୍ନ୍ କାଦି କାତିରିଲା ବ୍ଳ୍ ଯୀଶୁ କଇଲା, “ମୁଇ ତୁମୁକ୍ମ୍ନ୍ ସ୍ତ୍ କ୍ମ୍ଲେ, ତୁମାର୍ମ୍ନ୍କାର୍ ତ୍ଇହ୍ଣି ଗଟେଲକ୍ ମକେ ଶ୍ତ୍ରୁର୍ ଆତେ ସ୍ହ୍ରି ଦ୍ଇଦ୍।”
22
ସେଡେବ୍ଳ୍ ଚେଲାମ୍ନ୍ ବେସି ଦୁକ୍ ଅଇ ସବୁଲକ୍ ତାକେ ହ୍ଚାରୁକେ ଲାଗ୍ଲାଇ, “ମାପ୍ରୁ, ସେ କାଇରି ମୁଇ?”
23
ଯୀଶୁ ଉତର୍ଦିଲା, “ଯେ ମର୍ସ୍ଙ୍ଗ୍ ଗିନାଇ ଆତ୍ ବୁଡାଇଲା, ସେ ମକେ ଶ୍ତ୍ରୁ ଆତେ ସ୍ହ୍ରି ଦ୍ଇଦ୍।
24
ମୁଇ ମାନାଇ ହିଲା ମର୍ ବିଷୟେ ଜ୍ନ୍କ୍ରି ଲେକାଆଚେ, ତାର୍ ହର୍ ମୁଇ ଜ୍ମ୍ଲେ ସ୍ତ୍, ମ୍ତର୍ ଜୁଇଲକ୍ ମୁଇ ମାନାଇ ହିଲାକେ ଶ୍ତ୍ରୁ ଆତେ ଦ୍ରାଇ ଦେମ୍ଲା, ହାଇ, ସେ ଡ୍ଣ୍ଡ୍ ହାଉତା ଲକ୍! ସେ ଜ୍ର୍ନ୍ ଅଇ ନ୍ରିଲେକ୍ ତାର୍ ଗିନେ ବ୍ଲ୍ ଅଇଲିହଣି।”
25
ସେତାକ୍ ଜୁଇ ଇଷ୍କାରିୟତ୍ ଯିହୁଦା ଯୀଶୁକେ ଶ୍ତ୍ରୁ ଆତେ ସ୍ହ୍ରିଦିଲା, ସେ କଇଲା, “ଏଗୁରୁ, ସେ କାଇରି ମୁଇ?” ସେ ତାକେ କଇଲା, “ତୁଇ କଇ ଆଚ୍ସି।”
26
ଆର୍, ଚେଲାମ୍ନ୍ କାଦି କାତାବ୍ଳ୍ ଯୀଶୁ ରୁଟି ନ୍ଇ ଇଶ୍ଵର୍କେ ଦନ୍ୟବାଦ୍ କ୍ଲା ଆର୍ ସେରି ବାଙ୍ଗି ଚେଲାମ୍ନ୍କେ ଦ୍ଇ କଇଲା, ନିଆ, ଇରି କାହା, ଇରି ମର୍ ଗ୍ଗାଳ୍।
27
ଆରେକ୍ ସେ ଗିଲ୍ସେକ୍ ଅଙ୍ଗୁର୍ ର୍ସ୍ ଦ୍ରି ଇଶ୍ଵର୍କେ ଦନ୍ୟବାଦ୍ ଦିଲା ଆର୍ ସେମ୍ନ୍କେ କଇଲା,
28
ଇତିହ୍ଣି ସ୍ବୁଲକ୍ ଏ ଅଙ୍ଗୁର୍ ର୍ସ୍ ମର୍ ବ୍ନି, ଯାଇରି ବେସିଲକାର୍ ପାପାର୍ କେମା ଗିନେ ଡାଳି ଦିଆଅଇଦ୍, ଇ ବ୍ନି ଇଶ୍ଵରାର୍ ଆର୍ ମାନାଇ ବିତ୍ରେ ନ୍ଉଆ ନିୟମ୍ ଅଇଦ୍।
29
ମ୍ତର୍ ମୁଇ ତୁମୁକେ ସ୍ତ୍ କ୍ମ୍ଲେ, ଜୁଇ ଦିନ୍ ମୁଇ ନିଜାର୍ ଉବାର୍ ରାଇଜେ ତୁମାର୍ମ୍ନ୍କାର୍ ସ୍ଙ୍ଗ୍ ନ୍ଉଆ କ୍ରି ଅଙ୍ଗୁର୍ ହ୍ଳାର୍ ର୍ସ୍ କାଇନ୍ଦ୍, ସେ ଦିନ୍ ହ୍ତେକ୍ ଆଜିହ୍ଣି ଇରି ଆରେକ୍ କ୍ବେହେଁ ର୍ସ୍ ନ୍କାଇ।
30
ଆରେକ୍ ସେମ୍ନ୍ ନିସ୍ତାର୍ ହ୍ର୍ବାର୍ ଗିତ୍ କଇଲା ହ୍ଚେ ଜିତ୍ ଗ୍ଚାର୍ ଡଙ୍ଗୁର୍କେ ବାରିଗ୍ଲାଇ।
31
ସେଡେବ୍ଳ୍ ଯୀଶୁ ସେମ୍ନ୍କେ କଇଲା, ଇ ରାତି ତୁମିମ୍ନ୍ ସ୍ବୁ ଲକ୍ ମର୍ତ୍ଇହ୍ଣି ଅଲ୍ଗା ଅଉଆସ୍, କାଇତାକ୍ ଶାସ୍ତର୍ ଲ୍ଗେ ଲେକାଆଚେ, ଅମି ମେଣ୍ଢା ଗୌଡିଆ କେ ଆର୍ଲା କ୍ରୁମା, ଆର୍ କୁଟାଇ ବାନ୍ଦ୍ଲା ମେଣ୍ଢାମ୍ନ୍ ଚାର୍କାର୍ ଅଉତି।
32
ମ୍ତର୍ ମୁଇ ଜୁଇ ଉଟ୍ଲା ହ୍ଚେ ତୁମାର୍ମ୍ନ୍କାର୍ ଆଗେ ଆଗେ ଗାଲିଲୀ ଜିଲାକେ ଜାଇନ୍ଦ୍।
33
ମ୍ତର୍ ପିତର୍ ଯୀଶୁକେ କଇଲା, “ସ୍ବୁଲକ୍ ତର୍ ତ୍ଇହ୍ଣି ଚାଡି ହ୍ଳାଉତି, ସେତାକ୍ ମୁଇ କ୍ବେ ନ୍ହେଳାଇ।”
34
ଯୀଶୁ ପିତର୍କେ କଇଲା, “ମୁଇ ତକେ ସ୍ତ୍ କ୍ମ୍ଲେ, ଆଜି ରାତି କୁକ୍ଳା ବାସ୍ତା ଆଗେ ତୁଇମକେ ତିନିତର୍ ନ୍ଜାଣିବ୍ଲି କ୍ଉସି।”
35
ପିତର୍ ତାକେ କଇଲା, “ଯଦି ମକେ ତୁମାର୍ ସ୍ଙ୍ଗ୍ ମ୍ରୁକେ ଅଇଦ୍, ସେତାକ୍ ମୁଇ ତକେ ନ୍ଜାଣିବ୍ଲି କ୍ବେହେଁ ନ୍କଇ।” ସ୍ବୁ ଚେଲାମ୍ନ୍ ହେଁ ସେନ୍କ୍ରି କଇଲାଇ।
36
ଆର୍ ହ୍ଚେ ଯୀଶୁ ନିଜାର୍ ଚେଲାମ୍ନ୍କାର୍ ସ୍ଙ୍ଗ୍ ଗେତ୍ଶିମନୀ ନାଉଁର୍ ବଗିଚାଇ କେଟ୍ଲାଇ। ସେ ତାର୍ ଚେଲାମ୍ନ୍କେ କଇଲା, ମୁଇ ଜାଇ ଇଶ୍ୱର୍ ଲ୍ଗେ ପାର୍ତେନା କ୍ର୍ତା ହ୍ତେକ୍ ଇତି ବ୍ସିରିଆ।
37
ଆର୍, ସେ ପିତର୍ ଆର୍ ଜେବଦୀର୍ ଜଳେକ୍ ହଇସିକେ ତାର୍ସ୍ଙ୍ଗ୍ ନିଲା ଆର୍ ଅକା ବାକା ଆର୍ କାକୁଲ୍ତି ଅଇଲା।
38
ସେଡେବ୍ଳ୍ ଯୀଶୁ ସେମ୍ନ୍କେ କଇଲା, “ମୁଇ ବେସି କ୍ଷ୍ଟ ଲ୍ଗେଆଚି ମକେ ମ୍ଲାହର୍ ଲାଗୁଲି, ତୁମିମ୍ନ୍ ଇତି ର୍ଇ ମକେ ସ୍ଙ୍ଗେ ଜାଗିରିଆ।”
39
ଆରେକ୍, ସେ ସେମ୍ନ୍କାର୍ ତ୍ଇହ୍ଣି ଅଳକ୍ ଦୁରିକେ ଜାଇକ୍ରି ପାର୍ତେନା କ୍ରୁ କ୍ରୁ କଇଲା, ଏ ଉବା, ମୁଇ ମ୍ନ୍ କ୍ଲେକ୍ ମର୍ତ୍ଇହ୍ଣି ଇ ଦୁକ୍ କ୍ଷ୍ଟକେ ଦୁରିକ୍ର୍। ମର୍ଇଚା ନାଇ ମ୍ତର୍ ତର୍ ଇଚାହର୍ ଅଉଅ।
40
ଆର୍, ସେ ଚେଲାମ୍ନ୍କାର୍ ଲ୍ଗେ ଆସି ସେମ୍ନ୍କେ ନିଦାଉତାର୍ ଦ୍କ୍ଲା ଆର୍ ପିତରକେ କଇଲା, ତୁମିମ୍ନ୍ କି ମକେ ଗଟେକ୍ ଗଣ୍ଟା ହେଁ ଜାଗୁ ନ୍ହାର୍ଲାସ୍?
41
ପରିକ୍ଯାଇ ଜ୍ନ୍କ୍ରି ନ୍ହେଳା, ଇତାର୍ଗିନେ ଜାଗି ର୍ଇକ୍ରି ପାର୍ତେନା କ୍ରା। ମୁଇ କଇଲା କ୍ତା ତୁମି କ୍ରୁକେ ଇଚ୍ଚା କ୍ରୁଲାସ୍, ମ୍ତର୍ ତୁମି ସେରି କ୍ରୁକେ ତୁମାର୍ ଲଗେ ଶ୍କ୍ତି ନାଇ।
42
ଆର୍ ଗଟେତର୍ ସେ ଦୁଇତର୍ ଜାଇ ପାର୍ତେନା କ୍ରି କଇଲା, ଏ ମର୍ ଉବା, ର୍ସ୍ ନ୍କାଇଲେକ୍ ଇ ଦୁକ୍କ୍ଷ୍ଟ୍ ମର୍ତ୍ଇହ୍ଣି ଦୁରି ଅମ୍ନ୍ହାରେ, ତ୍ବେ ତୁମାର୍ ଇଚା ହୁରା ଅଉଅ।
43
ଆର୍, ସେ ଆସି ଆର୍ ଗଟେତର୍ ସେମ୍ନ୍କେ ନିଦାଉତାର୍ ଦ୍କ୍ଲା, କାଇତାକ୍ ସେମ୍ନ୍ ନିନ୍ଦେ ମାତି ରିଲାଇ।
44
ସେତି ସେ ସେମ୍ନ୍କେ ଚାଡିକ୍ରି ଆରେକ୍, ତରେକ୍ ଜାଇ ଆର୍ ତରେକ୍ ସେ କ୍ତା କ୍ଇ ତିନିତର୍ ପାର୍ତେନା କ୍ଲା।
45
ତାର୍ ହ୍ଚେ ଯୀଶୁ ଚେଲାମ୍ନ୍କାର୍ ଲ୍ଗେ ଆସି ସେମ୍ନ୍କେ କଇଲା, “ଅଳକ୍ ସ୍ମୟ୍ ସଇ କ୍ରି ହୁଣ୍ଡା, ଦ୍କା, ସେ ସମୟ୍ ଲ୍ଗେ ଅଇଲିନି, ଆରେକ୍, ମୁଇ ମାନାଇ ହିଲା ପାପିମ୍ନ୍କାର୍ ଆତେ ସ୍ହ୍ରି ଅମ୍ଲେ।
46
ଉଟା, ଅମିମ୍ନ୍ ଜୁମା, ଯେ ମକେ ଶ୍ତ୍ରୁ ଆତେ ସ୍ହ୍ରି ଦେମ୍ଲା, ସେଲ୍ଗେ କେଟ୍ଲାବେ।”
47
ଯୀଶୁ କ୍ତା କ୍ଉତାବ୍ଳ୍, ଦ୍କା, ଯିହୁଦା ଯେ କି ସେ ବାରଗଟ୍ ଚେଲା ବିତ୍ରେହ୍ଣି ଗଟେଲକ୍ ରିଲା ଆର୍ ତାର୍ସ୍ଙ୍ଗ୍ ମୁକିଆ ଜାଜକ୍ ଆର୍ ପାରାଚିନ୍ମ୍ନ୍ ହ୍ଟାଇରିଲା ବେସି ସଂଖ୍ୟାୟ୍ ଲକ୍ କ୍ଣ୍ତା ଆର୍ ଡାଙ୍ଗ୍ ଦ୍ରି ଆଇଲାଇ।
48
ଆର୍, ଯୀଶୁକେ ଶ୍ତ୍ରୁ ଆତେ ଦ୍ରାଉତା ଲକ୍ ସେମ୍ନ୍କେ ଇ ଚିନ୍ ଦ୍ଇ କଇରିଲା, ମୁଇ ଯାକେ ଚୁମିନ୍ଦେ, ସେ ଯୀଶୁ, ତାକେ ଦ୍ରାସ୍।
49
ଆର୍, ଇଷ୍କାରିୟତ୍ ଯିହୁଦା ସେମାଡେ ଯୀଶୁର୍ ଲ୍ଗେ ଆସି, ଏଗୁରୁ, ଜୁଆର୍, ଇରି କ୍ଇକ୍ରି ତାକେ ବେସି ଚୁମ୍ଲା।
50
ମ୍ତର୍ ଯୀଶୁ ତାକେ କଇଲା, ଏ ବନ୍ଦୁ, ଜୁଇରି କ୍ର୍ତାର୍ ଗିନେ ଆଇଲା ଆଚାସ୍, ସେରି କ୍ରା। ସେତାକ୍ ସେମ୍ନ୍ ଲ୍ଗେ ଆସି ଯୀଶୁକେ ଦ୍ର୍ଲାଇ ଆର୍ ବାନ୍ଦଲାଇ।
51
ଆର୍ ଦ୍କା, ଯୀଶୁର୍ ସ୍ଙ୍ଗ୍ ରେତା ଲକାର୍ ବିତ୍ରେହ୍ଣି ଏକ୍ଲା ଆତ୍ ଲାମାଇ କ୍ଣ୍ତା ବାର୍କ୍ଲା ଆର୍ ମୁକିଆ ଜାଜକାର୍ ଚାକର୍କେ କାନ୍ କାଟି ହ୍କାଇଲା।
52
ସେତାକ୍ ଯୀଶୁ ତାକେ କଇଲା, “ତୁମାର୍ କ୍ଣ୍ତା ଆର୍ ତରେକ୍ ନିଜାର୍ ଲ୍ଗେ ସ୍ଙ୍ଗାଉ, କାଇତାକ୍ ଜୁଇଲକ୍ କ୍ଣ୍ତାସ୍ଙ୍ଗ୍ ମାର୍ତି, ସେ ଲକ୍ କ୍ଣ୍ତାଇ ମ୍ର୍ତି।
53
ଆର୍ ତୁମିମ୍ନ୍ କାଇରି ମ୍ନେ ବାବୁଲାସ୍ ଯେ, ମୁଇ ମର୍ ଉବାକେ ଗ୍ୱାରି କ୍ରୁ ନ୍ହାରି ଆର୍ ସେ ଇମାଡେ ମର୍ଗିନେ ବାରଗଟ୍ ଦ୍ଳାର୍ ତ୍ଇହ୍ଣି ବେସି ଦୂତ୍କେ ହ୍ଟାଇ ନ୍କେରେ?
54
ତ୍ବେ ମୁଇ ଅନ୍କ୍ରି କ୍ଲେକ୍ ଦ୍ର୍ମ୍ ଶାସ୍ତର୍ କ୍ତାଇ କ୍ନ୍କ୍ରି ହୁରାଅଇଦ୍? ଇସ୍ବୁ ଅତେନ୍ ଗ୍ଟ ବ୍ଲି ଦ୍ର୍ମ୍ ଶାସ୍ତର୍ ଲ୍ଗେ ଲେକା ଅଇଆଚେ।”
55
ସେଡେବ୍ଳ୍ ଯୀଶୁ ଲକ୍ମ୍ନ୍କାର୍ ଲ୍ଗେ କଇଲା, କାଇରି ମକେ ତୁମିମ୍ନ୍ ଚର୍ ବାବି କ୍ଣ୍ତା ଆର୍ ଟେଙ୍ଗା ଆଣି ବନ୍ଦି କ୍ରୁକେ ଆଇଲାସ୍? ମୁଇ ସ୍ବୁଦିନ୍ ତୁମାର୍ ସ୍ଙ୍ଗ୍ ମନ୍ଦିର୍ ସ୍କ୍ଳି ଲ୍ଗେ ଶିକ୍ୟା ଦେତିରିଲେ, ମ୍ତର୍ ତୁମିମ୍ନ୍ ମକେ ଦ୍ରି ନ୍କେଲାସ୍।
56
ମ୍ତର୍ ବବିଶତ୍ କ୍ତା କ୍ଉତା ଲକ୍ମ୍ନ୍କାର୍ ଦ୍ର୍ମ୍ ଶାସ୍ତରେ ଲେକା ଅଇଲା କ୍ତା ଜ୍ନ୍କ୍ରି ହୁରାଅଇଦ୍, ସେତାର୍ଗିନେ ଇ ସ୍ବୁ ଗ୍ଟ୍ଲି ଆଚେ। ସେଡେବ୍ଳ୍ ସ୍ବୁ ଚେଲାମ୍ନ୍ ଯୀଶୁକେ ଚାଡି ହ୍ଳାଇ ଗ୍ଲାଇ।
57
ହ୍ଚେ ଜୁଇ ଲକ୍ମ୍ନ୍ ଯୀଶୁକେ ଦ୍ରିରିଲାଇ, ସେମ୍ନ୍ ତାକେ ଲକ୍ମ୍ନ୍କାର୍ ପାରାଚିନ୍ ଦ୍ଳାର୍ କୟାଫା ନାଉଁର୍ ମୁକିଆ ଜାଜକ୍ ଲ୍ଗେ ନିଲାଇ। ସେ ଜାଗାଇ ମୋଶାର୍ ନିଆଇ ଶିକାଉତା ଲକ୍ମ୍ନ୍ ଗଟେତ୍ଇ ଅଇରିଲାଇ।
58
ମ୍ତର୍ ପିତର୍ ଦୁରିର୍ଇ ମୁକିଆ ଜାଜକାର୍ ଗ୍ର୍ ହ୍ତେକ୍ ତାର୍ ହ୍ଚେ ହ୍ଚେ ଗ୍ଲା, ଆରେକ୍ ସ୍ରାସ୍ରି ହ୍ତେକ୍ କାଇରି ଗ୍ଟେଦ୍ ବ୍ଲି, ସେରି ଦ୍କ୍ତାର୍ ଗିନେ ସେ ବିତ୍ରେ ଜାଇ ମନ୍ଦିର୍ ଜାଗୁଆଳି ମ୍ନ୍କାର୍ ସ୍ଙ୍ଗ୍ ଜୟ୍ ଚେକ୍ତି ରିଲାଇ।
59
ସେଡେବ୍ଳ୍ ଯିହୁଦିମ୍ନ୍କାର୍ ମୁକିଆ ଜାଜକ୍ମ୍ନ୍ ଆର୍ ସ୍ବୁ ଯିହୁଦି ପରିଷଦାର୍ ମେମର୍ ମ୍ନ୍ ମିଟିଙ୍ଗ୍ କ୍ଲାଇ ଯୀଶୁକେ ମ୍ର୍ନେ ମାର୍ତାର୍ ଗିନେ ତାର୍ ବିରୁଦେ ମିଚ୍ ସାକି କଜୁକେ ଲାଗ୍ଲାଇ,
60
ଆର୍ ବେସି ମିଚ୍ ସାକି ବାର୍ଲେକ୍ ହେଁ ସେମ୍ନ୍ କାଇରି ହାଇ ନ୍କେଲାଇ। ସ୍ରାସ୍ରି ଦୁଇ ଲକ୍ ବାରି କଇଲାଇ,
61
ଇଲକ୍ କଇରିଲା, ମୁଇ ଇଶ୍ଵରାର୍ ମନ୍ଦିର୍କେ ବାଙ୍ଗି ସେରି ତିନ୍ଦିନ୍ ବିତ୍ରେ ତିଆର୍ କ୍ରୁହାରେ।
62
ସେତି ମୁକିଆ ଜାଜକ୍ ଉଟିକ୍ରି ଯୀଶୁକେ କଇଲା, ତୁଇ କାଇ ଉତର୍ ନ୍ଦେମ୍ଲିସ୍? ତର୍ ବିରୁଦେ ଇ ଲକ୍ମ୍ନ୍ ଇ ଜୁଇ ବିଷୟେ ସାକି ଦେମ୍ଲାଇ, ଇରିକାଇରି?
63
ମ୍ତର୍ ଯୀଶୁ ଚୁପ୍ ଅଇରିଲା। ସେଡେବ୍ଳ୍ ମୁକିଆ ଜାଜକ୍ ଯୀଶୁକେ କଇଲା, ଅମି ତକେ ଜୀବନ୍ ଇଶ୍ଵରାର୍ ନାଉଁଏ ଶପତ୍ କ୍ରି କମ୍ଲୁ, ଅମୁକ୍ମ୍ନ୍କେ କ୍ଉ, ତୁଇ କି ଇଶ୍ଵରାର୍ ହଇସି ଯୀଶୁ ଖ୍ରୀଷ୍ଟ?
64
ଯୀଶୁ ମୁକିଆ ଜାଜକ୍କେ କଇଲା, ତୁଇ କ୍ଇ ଆଚ୍ଚି। ଆରେକ୍ ମୁଇ ତୁମୁକ୍ମ୍ନ୍କେ କ୍ମ୍ଲେ, ଏବେ ହ୍ଣି ତୁମିମ୍ନ୍ ମୁଇ ମାନାଇ ହିଲାକେ ଇଶ୍ଵରାର୍ କାତାବାଟ୍ ଅଦିକାର୍ ସ୍ଙ୍ଗ୍ ବ୍ସି ରିଲାର୍ ଆର୍ ଆକାଶାର୍ ମେଗ୍ମାଳାଇ ଆସ୍ତାର୍ ଦ୍କାସ୍।
65
ସେତି ମୁକିଆ ଜାଜକ୍ ନିଜାର୍ ଆଙ୍ଗିକେ ଚିରି କଇଲା, ଏ ଇଶ୍ଵରାର୍ ଲିନ୍ଦା କ୍ଲା, ସାକି ମ୍ନ୍କାର୍ ଅମାର୍ କାଇରି ଆର୍ ଦ୍ର୍କାର୍? ଦ୍କା, ତୁମିମ୍ନ୍ ଅବେ ହେଁ ଇଶ୍ଵରାର୍ ଲିନ୍ଦା ଶୁଣ୍ଲାସ୍,
66
ତୁମାର୍ମ୍ନ୍କାର୍ ଇଚା କାଇରି? ସେତି ସେମ୍ନ୍ ଉତର୍ ଦିଲାଇ, ସେ ମ୍ର୍ତା ଡ୍ଣ୍ଡ୍ ହାଉତା ଦ୍ର୍କାର୍।
67
ସେଡେବ୍ଳ୍ ଲକ୍ମ୍ନ୍ ଯୀଶୁର୍ ମୁଏ ଲାଳ୍ ତୁକି ତାକେ ବିଦା ମାର୍ଲାଇ। ଆର୍ କେ କେ ଯୀଶୁକେ ଚାହୁଳ୍ ମାରି କଇଲାଇ,
68
ରେ ଖ୍ରୀଷ୍ଟ, ତୁଇ ଯଦି ବବିସତ୍ କ୍ତା କ୍ଉତାଲକ୍ ତ୍ବେ ତକେ କେ ମାର୍ଲା, ଅମୁକ୍ମ୍ନ୍ କ୍ଉ?
69
ଜ୍ଡେବ୍ଳ୍ ପିତର୍ ସ୍କ୍ଳାଇ ବ୍ସିରିଲା, ଆର୍ ଗଟେକ୍ ଚାକର୍ନି ଆସି କଇଲି, ତୁମି ହେଁ ଗାଲିଲୀ ଜିଲାର୍ ଯୀଶୁର୍ ସ୍ଙ୍ଗ୍ ରିଲାସ୍।
70
ମ୍ତର୍ ପିତର୍ ସ୍ବ୍କାର୍ ଆଗେ ତୁମି କାଇରି କ୍ମ୍ଲାସ୍, ମୁଇ ଜାଣି ନ୍କେରି ବ୍ଲି କଇଲା।
71
ଆରେକ୍, ସେ ସ୍କ୍ଳାଇ ବାଟ୍ ଦୁଆଁରେ ହ୍ଣି ବାରିଜାତାବ୍ଳ୍ ଆର୍ ଗଟେକ୍ ଚାକର୍ନି ପିତରକେ ଦ୍କି ସେ ଜାଗାର୍ ଲକ୍ମ୍ନ୍କେ କଇଲା, ଏ ନାଜରିତର୍ ଯୀଶୁର୍ ସ୍ଙ୍ଗ୍ ରିଲା।
72
ଆରେକ୍, ପିତର୍ ରାଣ ହ୍କାଇ କ୍ରି ଆର୍ ତରେକ୍, ମୁଇ ସେ ଲକ୍କେ ଜାଣି ନ୍କେରି ବ୍ଲି କଇଲା।
73
ଆରେକ୍ ଅଳକ୍ ସ୍ମୟ୍ ହ୍ଚେ ଲ୍ଗେ ଟିଆ ଅଇରିଲା ଲକ୍ମ୍ନ୍ ପିତରକେ କଇଲାଇ, ତୁଇ ହେଁ ସ୍ତ୍କ୍ରି ତାର୍ ଗଟେକ୍ ଚେଲା, କାଇତାକ୍ ତର୍ କ୍ତାଇ ତ ଜାଣା ହ୍ଳୁଲି।
74
ସେତି ପିତର୍ ନିଜାର୍ ଉହ୍ରେ ଅବିଶାପ୍ ଦେମ୍କେ ଆରମ୍ କ୍ଲା ଆର୍ ହ୍ର୍ମାଣ୍ କ୍ରି କମ୍କେ ଲାଗ୍ଲା, ମୁଇ ତାକେ ନ୍ଜାଣି। ସେମାଡେ କୁକ୍ଳା ବାସ୍ଲି।
75
ସେମାଡେ କୁକ୍ଳା ବାସ୍ତା ଆଗେ ତୁଇମକେ ତିନିତର୍ ନ୍ଜାଣିବ୍ଲି କ୍ଉସି, ଇ ଜୁଇକ୍ତା ଯୀଶୁ କଇରିଲା, ସେରି ପିତରାର୍ ମ୍ନେ ହ୍ଳ୍ଲି, ଆର୍ ସେ ସ୍କ୍ଳା ହ୍ଣି ହ୍ଦାଇ ଜାଇ ଅଦିକ୍ କାକୁଲ୍ତି ଅଇ କାନ୍ଦ୍ଲା।
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 27 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28