bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
Matthew 22
Matthew 22
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 23 →
1
ଆର୍ ଗଟେତର୍ ଯୀଶୁ ସେମ୍ନ୍କେ ଦ୍କାଇକ୍ରି କ୍ଉତା କ୍ତାର୍ ସ୍ଙ୍ଗ୍ କଇଲା,
2
“ସ୍ର୍ଗ୍ ରାଇଜ୍ ଅନ୍କାର୍ ଗଟେକ୍ ର୍ଜା ହର୍, ଯେ ନିଜାର୍ ହିଲାର୍ ବିବା ବଜି ଆୟଜନ୍ କ୍ଲା,
3
ଆରେକ୍ ସେ ବିବା ବଜି କାମ୍କେ କ୍ବର୍ ଦେଇରିଲା ଲକ୍ମ୍ନ୍କେ କୁଦ୍ତାର୍ ଗିନେ ନିଜାର୍ ଚାକର୍ମ୍ନ୍କେ ହ୍ଟାଇଲା, ମ୍ତର୍ ସେମ୍ନ୍ ଆସୁକେ ମ୍ନ୍ ନ୍କେଲାଇ।
4
ଆରେକ୍, ତରେକ୍ ସେ ବିନ୍ ଚେଲାମ୍ନ୍କେ ହ୍ଟାଇ କଇଲା, ‘କୁଦାଇଲା ଲକ୍ମ୍ନ୍କେ କ୍ଉଆ, “ଦ୍କା, ମୁଇ ମର୍ ବଜି ରାନ୍ଦି ଆଚି, ମର୍ ମେଣ୍ଢା ଆର୍ ଲିଙ୍ଗ୍ ଲିଙ୍ଗା ପଶୁମ୍ନ୍ ବଜି ରାନ୍ତାର୍ ଗିନେ ମାରି ଆତ୍ତି, ସେରି ସ୍ବୁ ହେଁ ତିୟାର୍ ଅଇଲିଆଚେ, ତୁମିମ୍ନ୍ ବିବା ବଜି କାମ୍କେ ଆଶା।”’
5
ମ୍ତର୍ ସେମ୍ନ୍ ସେରି କେ ଏଲା କ୍ରି ନିଜାର୍ ନିଜାର୍ ହ୍ଦାକେ, ଆର୍ କେ କେ ନିଜାର୍ ନିଜାର୍ ବେପାର୍ କ୍ରୁକେ ବାରିଗ୍ଲାଇ,
6
ଆର୍ ବାକିଲକ୍ ତାର୍ ଚାକର୍ମ୍ନ୍କେ ଦ୍ରି ଟେଲା ହେଲା କ୍ଲାଇ ଆର୍ ମ୍ର୍ନେ ମାର୍ଲାଇ।
7
ମ୍ତର୍ ଜ୍ଡେବ୍ଳ୍ ର୍ଜା ଇରି ଶୁଣ୍ଲା ଆର୍ ରିସାଅଇକ୍ରି ନିଜାର୍ ସ୍ଇନ୍ ଦ୍ଳ୍ମ୍ନ୍କେ ହ୍ଟାଇ, ସେ ମାର୍ତା ଲକ୍ମ୍ନ୍କେ ନାସ୍ କ୍ଲା ଆର୍ ସେମ୍ନ୍କାର୍ ସ୍ହର୍କେ ଚାର୍କାର୍ କ୍ରିଦିଲା।
8
ସେଡେବ୍ଳ୍ ସେ ନିଜାର୍ ଚାକର୍ମ୍ନ୍କେ କଇଲା, ‘ବିବା ବଜି ତ ରାନ୍ଦା ଅଇଆଚେ, ମ୍ତର୍ କୁଦାଇଲା ଲକ୍ମ୍ନ୍ ଟିକ୍ନାଇ।
9
ସେତାକ୍ ତୁମିମ୍ନ୍ ର୍ସ୍ତା ମ୍ନ୍କାର୍ ଚକେ ଚକେ ଜାଇ ଜ୍ତେକ୍ ଲକ୍କେ ଦ୍କାସ୍, ସେମ୍ନ୍କେ ବିବା ବଜିଲ୍ଗେ କୁଦିଆଣା।’
10
ସେଡେବ୍ଳ୍ ସେ ଚାକର୍ମ୍ନ୍ ର୍ସ୍ତା ମ୍ନ୍କେ ଜାଇ ମୁର୍କ ଆର୍ ସାଦୁ ଜ୍ତେକ୍ ଲକ୍ ଦ୍କାଇ ଅଇଲାଇ, ସେ ସ୍ବ୍କେ ରୁଣ୍ଡାଇ କ୍ରି କୁଦି ଆନ୍ଲାଇ, ଆରେକ୍ ଆଇଲା ଲକ୍ମ୍ନ୍ ବିବାଗ୍ର୍ ବ୍ର୍ତି ଅଇଲାଇ।
11
ମ୍ତର୍ ର୍ଜା କୁଦ୍ଲା ଗତିଆ ମ୍ନ୍କେ ଦ୍କ୍ତାର୍ ଗିନେ ବିତ୍ରେ ଆସି ସେତି ବିବା ହ୍ଚିଆ ହିନ୍ଦି ନ୍ରିଲା ଏକ୍ଲାକେ ଦ୍କି ତାକେ କଇଲା,
12
‘ଏ ବନ୍ଦୁ, ତୁଇ ବିବା ହ୍ଚିଆ ହିନ୍ଦି ନ୍କେରି କ୍ନ୍କ୍ରି ଇ ଜାଗାକେ ଆଇଲିସ୍?’ ମ୍ତର୍ ସେ ଚୁପ୍ ଅଇରିଲା।
13
ସେତାକ୍ ର୍ଜା ତାର୍ ଚାକର୍ମ୍ନ୍କେ କଇଲା, ‘ଇତାକେ ଆତେ ଗଡେ ବାନ୍ଦି ହ୍ଦାଇ ଅନ୍ଦାରେ ହ୍କାଇ ଦିଆସ୍, ସେତି କାନ୍ଦ୍ଲା ଆର୍ ଦାତ୍ କିଡି ମିଡି ହର୍ କ୍ଷ୍ଟ୍ ଅଇଦ୍।’
14
କାଇତାକ୍ କୁଦାଇ ଅଇଲା ଲକ୍ ବେସି, ମ୍ତର୍ ବାଚା ଅଇଲା ଲକ୍ ଅଳକ୍।”
15
ସେଡେବ୍ଳ୍ ଫାରୂଶୀମ୍ନ୍ ଜାଇ ତାକେ କ୍ତାଲ୍ଗେ ହାନ୍ଦାଇ ହ୍କାମ୍କେ ମନ୍ତର୍ କ୍ଲାଇ।
16
ଆର୍ ତାର୍ ହ୍ଚେ, ସେ ଫାରୂଶୀମ୍ନ୍ ହେରୋଦିୟ ଦ୍ଳାର୍ ଲକାର୍ ସ୍ଙ୍ଗ୍ ନିଜାର୍ ଚେଲାମ୍ନ୍କେ ଶିକାଇ କ୍ରି ଯୀଶୁର୍ ଲ୍ଗେ ହ୍ଟାଇଲାଇ, ଆର୍ ସେମ୍ନ୍ ଯୀଶୁର୍ ଲ୍ଗେ ଆସି କଇଲାଇ, “ଏଗୁରୁ, ଅମିମ୍ନ୍ ଜାଣୁ, ତୁଇ ସ୍ତ୍ ଆର୍ ସ୍ତ୍ ହର୍ ଇଶ୍ଵରାର୍ ବାଟ୍ ଶିକ୍ୟା ଦେମ୍ଲିସ୍, ଆର୍ କାକେ ନ୍ଡିରିସ୍। କାଇତାକ୍ ତୁଇ ସ୍ବ୍କେ ସ୍ମାନ୍ ଦ୍କୁଲିସ୍।
17
ତ୍ବେ ଆମୁକ୍ ମ୍ନ୍ କ୍ଉ, ତର୍ ମ୍ତ୍ କାଇରି? କାଇସର୍ ର୍ଜାକେ ସିସ୍ତୁ ଦେତା ନିୟମ୍ କି ନାଇ?”
18
ମ୍ତର୍ ଯୀଶୁ ସେମ୍ନ୍କାର୍ କ୍ରାପ୍ ବୁଦିକେ ଜାଣିକ୍ରି କଇଲା, “ରେ ଅକାରିଆମ୍ନ୍, କାଇତାକ୍ ମକେ ପରିକ୍ୟା କ୍ରୁଲାସ୍?
19
ସେ ରୁହାଟ୍କା ମ୍କେ ଦ୍କାଉଆ।” ସେତାକ୍ ସେମ୍ନ୍ ତାକେ ଗଟେକ୍ ଅଣା ଆଣି ଦିଲାଇ।
20
ଯୀଶୁ ସେମ୍ନ୍କେ ହ୍ଚାର୍ଲା, “ଇ ମୁର୍ତି ଆର୍ ଇତିରିଲା ନାଉଁ କାର୍?”
21
ସେମ୍ନ୍ କଇଲାଇ, “କାଇସର୍ ର୍ଜାର୍।” ସେତିର୍ ଲାଗି ଯୀଶୁ ସେମ୍ନ୍କେ କଇଲା, “ଯାଇରି କାଇସରାର୍ ର୍ଜାର୍, ସେରି କାଇସର୍ ର୍ଜାକେ ଦିଆସ୍। ଆରେକ୍, ଯାଇରି ଇଶ୍ଵର୍ରାର୍, ସେରି ଇଶ୍ଵର୍କେ ଦିଆସ୍।।”
22
ସେମ୍ନ୍ ଇରି ଶୁଣି କାବାଅଇ ତାକେ ଚାଡି ଉଟି ଗ୍ଲାଇ।
23
ମ୍ରିକ୍ରି ଜିଇ ଉଟ୍ତା କ୍ତାକେ, ବିଶ୍ବାସ୍ ନ୍କେର୍ତା ସାଦ୍ଦୂକୀମ୍ନ୍ ସେ ଦିନ୍ ତାର୍ ଲ୍ଗେ ଆସି ହ୍ଚାର୍ଲାଇ,
24
“ଏଗୁରୁ, ମୋଶା କଇଲା ଆଚେ ଯେ, ଯଦି କେ ହିଲା ନ୍ଉତେ ମ୍ରେଦ୍, ତ୍ବେ ତାର୍ ବାଇ ତାର୍ ରାଣ୍ଡି ମାଇଜିକେ ବିବା କ୍ରି ନିଜାର୍ ବାଇର୍ ବ୍ଉଁସ୍ ବାଡାଇଦ୍।
25
ଦ୍କା, ଅମାର୍ମ୍ନ୍କାର୍ ବିତ୍ରେ ସାତ୍ ବାଇ ରିଲାଇ। ହର୍ତୁ ବାଇ ବିବା କ୍ରି ମ୍ରିଗ୍ଲା, ଆରେକ୍, ହିଲା ନ୍ରିଲାକ୍ ନିଜାର୍ ବାଇର୍ ଗିନେ ନିଜାର୍ ମାଇଜିକେ ଚାଡିଗ୍ଲା।
26
ଦୁଇ ଲ୍ମ୍ବର୍ ବାଇ, ତିନି ଲ୍ମ୍ବର୍ ବାଇ ସ୍ବୁ ସାତ୍ ବାଇ ହ୍ତେକ୍ ହେଁ ସେନ୍କ୍ରି ମ୍ଲାଇ।
27
ସ୍ବ୍କାର୍ ସ୍ରାସ୍ରି ସେ ମାଇଜି ହେଁ ମ୍ରିଗ୍ଲି।
28
ତ୍ବେ ମ୍ରିକ୍ରି ଜିଇ ଉଟ୍ଲେକ୍, ସେ ସାତ୍ ଲକାର୍ ତ୍ଇହ୍ଣି ସେ କାର୍ ମାଇଜି ଅଇଦ୍? ସବୁଲକ୍ ତ ତାକେ ବିବା ଅଇରିଲାଇ।”
29
ଯୀଶୁ ସେମ୍ନ୍କେ ଉତର୍ଦିଲା, “ତୁମିମ୍ନ୍ ଦ୍ର୍ମ୍ ଶାସ୍ତର୍ ଆର୍ ଇଶ୍ଵରାର୍ ଶ୍କ୍ତି ବିଷୟେ ନ୍ଜାଣି, ବୁଲ୍ ବୁଜୁଲାସ୍।
30
କାଇତାକ୍ ମ୍ରିକ୍ରି ଜିଇ ଉଟ୍ଲା ଲକ୍ ଆରେକ୍ ବିବା ନ୍କେର୍ତି କି ବିବା ନ୍ଉତି, ମ୍ତର୍ ସ୍ର୍ଗାର୍ ଦୂତ୍ମ୍ନ୍ ହର୍ ରେତି।
31
ମ୍ତର୍ ମ୍ରିକ୍ରି ଜିଇ ଉଟ୍ତାର୍ ବିଷୟ୍ ଇଶ୍ୱର୍ ତୁମୁକ୍ମ୍ନ୍ ଯାଇରି କଇଲା ଆଚେ, ସେରି ତୁମିମ୍ନ୍ କାଇରି ହଳି ନ୍କେରାସ୍?
32
‘ଅମି ଅବ୍ରାହାମାର୍ ଇଶ୍ୱର୍, ଇସ୍ହାକାର୍ ଇଶ୍ୱର୍ ଆର୍ ଯାକୁବାର୍ ଇଶ୍ୱର୍।’ ସେ ମ୍ଲା ଲକାର୍ ଇଶ୍ୱର୍ ନଇ, ମ୍ତର୍ ଜୀବନ୍ ଲକାର୍।”
33
ଲକ୍ମ୍ନ୍ ଇରି ଶୁଣି ତାର୍ ଶିକ୍ୟାଇ କାବାଅଇଲାଇ।
34
ସେ ସାଦ୍ଦୂକୀମ୍ନ୍କାର୍ ଟଣ୍ଡ୍କେ ଚୁପ୍ କ୍ଲା ଆଚେ, ଇରି ଶୁଣି ଫାରୂଶୀମ୍ନ୍ ଗଟେତ୍ଇ ରୁଣ୍ଡ୍ଲାଇ,
35
ଆର୍ ସେମ୍ନ୍କାର୍ ବିତ୍ରେହ୍ଣି ଏକ୍ଲା ମୋଶାର୍ ନିଆଇ ଶିକାଉତା ଲକ୍ ଯୀଶୁର୍ ଦସ୍କେ ଦ୍ରିନ୍ଦ୍ ବ୍ଲି ତାକେ ହ୍ଚାର୍ଲା,
36
“ଏଗୁରୁ, ମୋଶାର୍ ନିୟମ୍ ବିତ୍ରେ କୁଇ ଆଦେଶ୍ ସ୍ବ୍କେ ବ୍ଡ୍?”
37
ସେ ତାକେ କଇଲା, “ତୁମି ନିଜାର୍ ସ୍ବୁ ହୁର୍ଦୟ୍, ସ୍ବୁ ଜୀବନ୍ ଆର୍ ସ୍ବୁ ବୁଦି ଦ୍ଇ ମାପ୍ରୁ, ନିଜାର୍ ଇଶ୍ଵର୍କେ ଲାଡ୍କ୍ରା।
38
ଇରିହ୍କା ବେସିବ୍ଡ୍ ଆର୍ ହର୍ତୁ ଆଦେଶ୍।
39
ଦୁଇ ଲ୍ମ୍ବର୍ ଆଦେଶ୍ ଅଇଲି, ତୁମି ନିଜାର୍ ହ୍ଡ୍ସା ଲକ୍କେ ନିଜାର୍ ହର୍ ଲାଡ୍କ୍ରା।
40
ଇ ଜଳେକ୍ ଆଦେଶ୍ ଉହ୍ରେ ସ୍ବୁ ମୋଶାର୍ ନିୟମ୍ ଆର୍ ବବିଶତ୍ କ୍ତା କ୍ଉତା ଲକ୍ମ୍ନ୍କାର୍ ଦ୍ର୍ମ୍ ଶାସ୍ତର୍ ଅଇଆଚେ।”
41
ଫାରୂଶୀମ୍ନ୍ ଗଟେତ୍ଇ ରୁଣ୍ଡି ରିଲାବ୍ଳ୍ ଯୀଶୁ ସେମ୍ନ୍କେ ହ୍ଚାର୍ଲା,
42
“ଖ୍ରୀଷ୍ଟର୍ ବିଷୟେ ତୁମାର୍ମ୍ନ୍କାର୍ ମତ କାଇରି? ସେ କାର୍ ହିଲା?” ସେମ୍ନ୍ ତାକେ କଇଲାଇ, “ଦାଉଦ୍ ର୍ଜାର୍ ହିଲା।”
43
ଯୀଶୁ ସେମ୍ନ୍କେ କଇଲା, “ତ୍ବେ ଦାଉଦ୍ ରଜା କ୍ନ୍କ୍ରି ଆତ୍ମାର୍ ସ୍ଙ୍ଗ୍ ଖ୍ରୀଷ୍ଟକେ ମାପ୍ରୁ ବ୍ଲି କ୍ଉତି?
44
‘ଆରେକ୍, ମାପ୍ରୁ ମର୍ ଇଶ୍ଵର୍କେ କଇଲା, ଅମି ଜ୍ଡେବ୍ଳ୍ ହ୍ତେକ୍ ତୁମାର୍ ଶ୍ତ୍ରୁମ୍ନ୍କେ ତର୍ ହାଦ୍ତ୍ଳେ ନାଣ୍ତା ହ୍ତେକ୍, ତୁଇ ମର୍ କାତାଆତ୍ ହାକ୍ ସେ ବ୍ସିରେ।’
45
ଜ୍ନ୍କ୍ରି, ଦାଉଦ୍ ର୍ଜା ଯଦି ଖ୍ରୀଷ୍ଟକେ ମାପ୍ରୁ ବ୍ଲି କଇଦ୍। ତ୍ବେ ସେ କ୍ନ୍କ୍ରି ତାର୍ ହିଲା?”
46
ସେତାକ୍ କେ ହେଁ ତାକେ ହ୍ଦେକ୍ ଉତର୍ ଦେମ୍ ନାହାର୍ଲାଇ, ଆରେକ୍, ସେଦିନ୍ ହ୍ଣି କେ ହେଁ ତାକେ ଆରେକ୍ ପର୍ସନ୍ ହ୍ଚାରୁକେ ସାହାସ୍ ନ୍କେଲାଇ।
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 23 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28