bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
1 Chronicles 1
1 Chronicles 1
Odia - 1840
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 2 →
1
"ଆଦମ, ଶେଥ, ଈନୋଶ,"
2
"କଯିନାନ, ମହଲଲଲେ, ଯରେସ,"
3
"ହନୋକ, ମଥୁଶଲହେ, ଲମେକ, ନୋହ।"
4
"ନୋହଙ୍କର ପୁତ୍ରମାନଙ୍କର ନାମ ଥିଲା ଶମେ, ହାମ, ଯଫେତ୍।"
5
"ଯଫେତ୍ଙ୍କର ପୁତ୍ରମାନେ ଥିଲେ: ଗୋମର, ମା ରୋଗ, ମାଦଯ, ୟବନ, ତୁବଲ, ମେଶକ୍ ଓ ତୀରସ୍।"
6
"ଗୋମରଙ୍କର ପୁତ୍ରମାନେ ଥିଲେ: ଅସ୍ମିନସ୍, ଦୀଫତ୍ ଓ ତୋଗର୍ମ।"
7
"ୟବନର ପୁତ୍ରମାନେ ଥିଲେ ଇଲୀଶା, ତର୍ଶୀଶ୍, କିତ୍ତୀମ ଓ ଗୋଦାନିମ୍।"
8
"ହାମର ସନ୍ତାନମାନେ ଥିଲେ: କୂଶ୍ (ଇଥିଓପିଆ) ଓ ମିଶର, ପୁଟ୍ ଓ କିଣାନ।"
9
"ପୁଣି କୂଶଙ୍କର ପୁତ୍ରମାନେ ଥିଲେ: ସବା, ହବୀଲା, ସପ୍ତା, ରଯମା ଓ ସପ୍ତକା। ରଯମାର ସନ୍ତାନମାନେ ଶିବା ଓ ଦଦାନ୍।"
10
"କୂଶ୍ଙ୍କର ବଂଶଧରମାନଙ୍କ ମଧ୍ଯରୁ ନିମ୍ରୋଦ ନାମକ ଜଣେ ବ୍ଯକ୍ତି ବୃଦ୍ଧିପ୍ରାପ୍ତ ହାଇେ ପୃଥିବୀର ସବୁଠାରୁ ଶକ୍ତିଶାଳୀ ଯୋଦ୍ଧା ହବୋକୁ ଲାଗିଲା।"
11
"ମିଶ୍ରଯୀମ (ମିଶର), ଲୂଦୀଯ, ଅନାମୀଯ, ଲହାବୀଯ ଓ ନପ୍ତୂହୀଯମାନଙ୍କର ପିତା ଥିଲେ।"
12
"ପଥ୍ରୋଷୀଯ, କସଲୁହୀଯ ଓ (ପଲେଷ୍ଟୀୟମାନେ ସମାନଙ୍କେ ପାଖରୁ ଆସିଲେ) କପ୍ତୋରୀଯ।"
13
"କିଣାନ ସୀଦୋନର ପିତା ଥିଲା। ସୀଦୋନ ତାହାର ପ୍ରଥମ ସନ୍ତାନ ଥିଲା। କିଣାନ ହିତ୍ତୀଯମାନଙ୍କର"
14
"ୟିବୂଷୀଯ, ଇ ମାରେୀଯ, ଗିଗୀଶୀଯ;"
15
"ହବ୍ବୀଯ, ଅର୍କୀଯ, ସୀନୀଯ;"
16
"ଅର୍ବଦୀଯ, ସମାରୀଯ ଓ ହମାତୀଯମାନଙ୍କର ମଧ୍ଯ ପିତା ଥିଲେ।"
17
"ଶମଙ୍କେର ସନ୍ତାନଗଣ ଥିଲେ: ଏଲମ୍, ଅଶୂର, ଅର୍ଫକ୍କ୍ଷଦ, ଲୂଦ୍, ଅରାମ। ଅରାମଙ୍କର ପୁତ୍ରମାନେ ଥିଲେ: ଊସ୍, ହୂଲ, ଗେଥର ଓ ମେଶକ୍।"
18
"ଅର୍ଫକ୍ଷଦ, ଶଲହଙ୍କେର ପିତା ଥିଲେ। ଶଲହେ ଏବରଙ୍କ ପିତା ଥିଲା।"
19
"ଏବରର ଦୁଇ ପୁତ୍ର ଥିଲେ। ଜଣକର ନାମ ଥିଲା ପଲେଗ୍; କାରଣ ତାହାର ଜନ୍ମ ସମୟରେ ପୃଥିବୀର ଲୋକମାନଙ୍କ ମଧିଅରେ ଭାଷାର ପ୍ରଭଦେ ଜନ୍ମିତ ଥିଲା। ୟକ୍ତନ୍ ପଲେଗ୍ଙ୍କର ଭ୍ରାତା ଥିଲେ।"
20
"ଏହି ୟକ୍ତନ୍, ଅଲ୍ମୋଦିତ, ଶଲେଫ୍, ହତସ୍ରମାବତ, ଯରହେ"
21
"ହଦୋରାମ୍, ଉସଲ, ଦିକ୍ଲା,"
22
"ଓବଲ, ଅବୀମାଯଲେ, ଶିବା,"
23
"ଓଫୀର, ହବୀଲା, ୟୋବବଙ୍କର ପିତା ଥିଲେ। ଏହି ସମସ୍ତ ବ୍ଯକ୍ତିଗଣ ୟକ୍ତନର ପୁତ୍ରଗଣ ଥିଲେ।"
24
"ତେଣୁ ଶମଙ୍କେର ବଂଶଧରଗଣ ଥିଲେ: ଶମେ, ଅର୍ଫକ୍ଷଦ, ଶଲହେ;"
25
"ଏବର, ପଲେଗ୍, ରିଯ;"
26
"ସରୁଗ୍, ନାହାରେ, ତରହେ,"
27
"ଅବ୍ରାମଙ୍କୁ ଅବ୍ରହାମ୍ ବୋଲି କୁହାଯାଉଥିଲା।"
28
"ଅବ୍ରହାମଙ୍କର ପୁତ୍ରମାନେ ଥିଲେ; ଇସ୍ହାକ୍ ଓ ଇଶ୍ମାଯଲେ।"
29
"ସମାନଙ୍କେର ବଂଶଧରଗଣ ଏହିପରି ଥିଲେ:-"
30
"ମିଶମ, ଦୂମା, ମସା; ହଦଦ୍, ତମାେ, ୟିଟୂର, ନାଫୀଶ୍ ଓ କଦମାେ।"
31
"ଏସମସ୍ତେ ଇଶ୍ମାଯଲଙ୍କେର ପୁତ୍ରମାନେ ଥିଲେ।"
32
"କଟୁରା ଅବ୍ରହାମଙ୍କର ଜଣେ ଦାସୀ ଥିଲେ। ସେ ସିମ୍ରନ୍, ୟକଷନ୍, ମଦାନ୍, ମିଦିଯନ୍, ୟିଶବକ୍, ଓ ଶୂହକୁ ଜନ୍ମ ଦେଲେ।"
33
"ମିଦିଯନର ପୁତ୍ରଗଣ ଥିଲେ: ଐଫା, ଏଫର, ହନୋକ, ଅବୀଦ, ଇଲଦୀଯ। ଏହି ସମସ୍ତ ବ୍ଯକ୍ତିମାନେ କଟୁରାର ବଂଶଧର ଥିଲେ।"
34
"ଅବ୍ରହାମ୍ ଇସହାକଙ୍କର ପିତା ଥିଲେ। ସହେି ଇସହାକଙ୍କର ପୁତ୍ରମାନେ ଥିଲେ: ଏଷୌ ଓ ଇଶ୍ରାୟେଲ।"
35
"ଏଷୌର ପୁତ୍ରମାନେ ଥିଲେ: ଇଲୀଫସ୍, ରୁଯଲେ, ୟିଯସ୍, ୟାଲମ୍ ଓ କୋରହ।"
36
"ଇଲୀଫସଙ୍କର ପୁତ୍ରମାନେ ଥିଲେ: ତୈମନ, ଓମାର, ସଫୀ, ଗଯିତମ ଓ କନସ, ଇଲିଫସ, ତିମ୍ନଙ୍କର ଓ ଅମାଲକେ।"
37
"ରୁଯଲଙ୍କେର ପୁତ୍ରମାନେ ଥିଲେ: ନହତ୍, ସରହେ, ଶମ୍ମ ଓ ମିସା।"
38
"ସଯେୀରର ପୁତ୍ରମାନେ ଥିଲେ: ଲୋଟନ୍, ଶାେବଲ୍, ସିବିଯୋନ୍, ଅନା, ଦିଶୋନ୍, ଏତସର ଓ ଦୀଶନ୍।"
39
"ଲୋଟନର ପୁତ୍ରମାନେ ଥିଲେ: ହୋରି ଓ ହୋମମ୍। ଲୋଟଙ୍କର ତିମ୍ନା ନାମ୍ନୀ ଜଣେ ଭଗିନୀ ଥିଲେ।"
40
"ଶାେବଲର ପୁତ୍ରମାନେ ଥିଲେ: ଅଲିଯନ୍, ମାନହତ୍, ଏବଲ; ଶଫୀ ଓ ଓନମ୍।"
41
"ଅନାର ପୁତ୍ର ଦିଶୋନ୍।"
42
"ଏତସରଙ୍କର ପୁତ୍ରମାନେ ଥିଲେ: ବିଲ୍ହନ୍, ସାବନ୍ ଓ ୟାକନ୍। ଦୀଶନର ପୁତ୍ରମାନେ ଥିଲେ: ଊସ୍ ଓ ଅରାଣ।"
43
"ଇଶ୍ରାୟେଲର ରାଜାଗଣଙ୍କର ବହୁ ପୂର୍ବରୁ ଇଦୋମର ରାଜାମାନେ ଥିଲେ। ଇଦୋମର ରାଜାଗଣଙ୍କର ନାମ ଏହିପରି ଥିଲା:"
44
"ବଲୋଙ୍କର ମୃତ୍ଯୁ ହୁଅନ୍ତେ, ସରହଙ୍କେର ପୁତ୍ର ୟୋବବ୍ ନୂତନ ରାଜା ହେଲେ। ୟୋବବ୍ ବସ୍ରାରୁ ଆସିଥିଲେ।"
45
"ୟୋବବ୍ଙ୍କ ମୃତ୍ଯୁ ପରେ ବଦୋଦ୍ଙ୍କର ପୁତ୍ର ନୂତନ ରାଜା ହେଲେ। ହୂଶମ୍ ତମାନେୀଯମାନଙ୍କର ଦେଶରୁ ଆସିଥିଲେ।"
46
"ହୂଶମ୍ଙ୍କର ମୃତ୍ଯୁ ପରେ ହଦଦ୍ ନୂତନ ରାଜା ହେଲେ। ସେ ମାୟୋବ ଦେଶ ରେ ମିଦିଯନୀଯଙ୍କୁ ପରାସ୍ତ କଲେ। ତାଙ୍କ ନଗରର ନାମ ଥିଲା ଅବୀତ୍।"
47
"ହଦଦ୍ଙ୍କର ମୃତ୍ଯୁ ପରେ ସମ୍ଲ ନୂତନ ରାଜା ହେଲେ। ଏହି ସମ୍ଲ ମସ୍ ରକୋରୁ ଆସିଥିଲେ।"
48
"ସମ୍ଲଙ୍କ ମୃତ୍ଯୁ ପରେ ଶୌଲ୍ ନୂତନ ରାଜା ହେଲେ। ଶୌଲ୍ ଫରାତ୍ ନଦୀ କୂଳସ୍ଥ ରହୋବୋତରୁ ଆସିଥିଲେ।"
49
"ଶୌଲ୍ଙ୍କର ମୃତ୍ଯୁ ପରେ କ୍ବୋର ପୁତ୍ର ବାଲ୍ହାନନ୍ ନୂତନ ରାଜା ହେଲେ।"
50
"ବାଲ୍ହାନନ୍ଙ୍କର ମୃତ୍ଯୁ ପରେ ହଦଦ୍ ନୂତନ ରାଜା ହେଲେ। ହଦଦ୍ଙ୍କର ନଗରର ନାମ ଥିଲା ପାଯୀ। ହଦଦ୍ଙ୍କ ସ୍ତ୍ରୀଙ୍କର ନାମ ଥିଲା ମ ହଟେବଲେ। ମ ହଟେବଲେ ମଟ୍ ରଦେରଙ୍କ କନ୍ଯା ଥିଲେ। ମଟ୍ ରଦେର ମଷୋହବଙ୍କର କନ୍ଯା ଥିଲେ।"
51
"ତା'ପରେ ହଦଦ୍ଙ୍କର ମୃତ୍ଯୁ ଘଟିଲା।"
52
"ଇଦୋମର ନେତାମାନେ ଥିଲେ ତିମ୍ନ, ଅଲିଯା, ୟିଥେତ୍ ଓ ଅହଲୀବାମା, ଏଲା, ପୀ ନୋନ୍,"
53
"କନସ, ତୈମନ, ମିବ୍ସର,"
54
"ମଗଦୀଯଲେ ଓ ଈରମ୍। ଏହା ହିଁ ଇଦୋମଙ୍କର ଦତାମାନଙ୍କେର ତାଲିକା ଅଟେ।"
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29