bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
1 Chronicles 23
1 Chronicles 23
Odia - 1840
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 24 →
1
"ଦାଉଦ ବୃଦ୍ଧ ହେଲେ, ତେଣୁ ସେ ତାଙ୍କର ପୁତ୍ର ଶଲୋମନଙ୍କୁ ଇଶ୍ରାୟେଲର ନୂତନ ରାଜା କଲେ।"
2
"ଦାଉଦ ଇଶ୍ରାୟେଲର ସମସ୍ତ ନେତାମାନଙ୍କୁ ଏକତ୍ରୀତ କଲେ। ସେ ଯାଜକ ଓ ଲବେୀୟମାନଙ୍କୁ ମଧ୍ଯ ଏକତ୍ର କଲେ।"
3
"ଯେଉଁ ଲବେୀୟମାନେ 30 ବର୍ଷ ବଯସ୍କ ଓ ତଦୁଦ୍ଧର୍ବ ଥିଲେ, ଦାଉଦ ସମାନଙ୍କେୁ ଗଣନା କଲେ। ସମୁଦାଯ 38,000 ଲବେୀୟ ହେଲେ।"
4
"ଦାଉଦ କହିଲେ, 24,000 ଲବେୀୟ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ୟ୍ଯ ତଦାରଖ କରିବେ। 6,000 ଲବେୀୟ ପୋଲିସ୍ ଓ ବିଚାରକର୍ତ୍ତା ହବେେ।"
5
"4,000 ଲବେୀୟ ଦ୍ବାରପାଳ ହବେେ ଏବଂ 4,000 ଲବେୀୟ ବାଦ୍ଯକାର ହବେେ। ମୁଁ ସମାନଙ୍କେ ନିମନ୍ତେ ବିଶଷେ ବାଦ୍ଯୟନ୍ତ୍ରସବୁ ନିର୍ମାଣ କରିଅଛି। ସମାନେେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ସହେି ବାଦ୍ଯୟନ୍ତ୍ରଗୁଡ଼ିକୁ ବ୍ଯବହାର କରିବେ।"
6
"ଦାଉଦ ଲବେୀୟମାନଙ୍କୁ ତିନି ଗୋଟି ଦଳ ରେ ବିଭକ୍ତ କଲେ। ସମାନେେ ଲବେୀୟ ତିନିପୁତ୍ର ଗେର୍ଶୋନ, କହାତ୍ ଓ ମରାରିଙ୍କ ପରିବାରବର୍ଗର ଥିଲେ।"
7
"ଗେର୍ଶୋନଙ୍କ ବଂଶର ଲାଦନ୍ ଓ ଶିମିଯି।"
8
"ଲାଦନଙ୍କର ତିନିପୁତ୍ର ଥିଲେ। ତାଙ୍କର ଜେଷ୍ଠପୁତ୍ର ଥିଲେ ୟିହୀଯଲେ। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ, ୟିହୀଯଲେ, ସେଥମ୍ ଓ ଯାୟେଲ।"
9
"ଶିମିଯିଙ୍କ ପୁତ୍ରମାନେ ଥିଲେ ଶଲୋମୀତ୍, ହସୀଯଲେ ଓ ହାରୋଣ। ଏହି ତିନିପୁତ୍ର ଲାଦନଙ୍କ ପରିବାରର ମୁଖ୍ଯ ଥିଲେ।"
10
"ଶିମିଯିଙ୍କର ଚାରିପୁତ୍ର ଥିଲେ। ସମାନେେ ହେଲେ, ୟହତ୍, ସୀଷ, ୟିଯଶ୍ ଓ ବରୀଯ।"
11
"ୟହତ୍ ଜେଷ୍ଠ ପୁତ୍ର ଓ ସୀଷ ଦ୍ବିତୀୟ ପୁତ୍ର ଥିଲେ। କିନ୍ତୁ ୟିଯୂଶ୍ ଓ ବରୀଯର ଅନକେ ସନ୍ତାନ ନ ଥିଲେ। ତେଣୁ ୟିଯଶ୍ ଓ ବରୀଯଙ୍କୁ ଗୋଟିଏ ପରିବାର ରୂପେ ଗଣ୍ଯ କରାଯାଉ ନ ଥିଲା।"
12
"କହାତଙ୍କର ଚାରିପୁତ୍ର ଥିଲେ। ସମାନେେ ହେଲେ ଅମ୍ରାମ୍, ୟିଷ୍ହର, ହିବ୍ରୋଣ ଓ ଉଷୀଯଲେ।"
13
"ଅମ୍ରାମଙ୍କ ପୁତ୍ରମାନେ ଥିଲେ ହାରୋଣ ଓ ମାଶାେ। ହାରୋଣ ବିଶଷେ ରୂପେ ମନୋନୀତ କରାୟାଇଥିଲେ। ହାରୋଣ ଓ ତାଙ୍କର ବଂଶଧରମାନେ ଚିରକାଳ ନିମନ୍ତେ, ବିଶଷେ ରୂପେ ମନୋନୀତ ହାଇେଥିଲେ। ସଦାପ୍ରଭୁଙ୍କ ସବୋକାର୍ୟ୍ଯ ନିମନ୍ତେ ସବୁଠାରୁ ମହାପବିତ୍ର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ସମାନଙ୍କେୁ ମନୋନୀତ କରାୟାଇଥିଲା। ସଦାପ୍ରଭୁ ସମ୍ମୁଖ ରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ହାରୋଣ ଓ ତାହାଙ୍କ ବଂଶ ମନୋନୀତ ହାଇେଥିଲେ। ସମାନେେ ଯାଜକରୂପେ ସଦାପ୍ରଭୁଙ୍କର ସବୋକାର୍ୟ୍ଯ କରିବା ନିମନ୍ତେ ମନୋନୀତ ହାଇେଥିଲେ। ଚିରକାଳ ପାଇଁ ସଦାପ୍ରଭୁଙ୍କ ନାମକୁ ବ୍ଯବହାର କରିବା ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସମାନେେ ମନୋନୀତ ହାଇେଥିଲେ।"
14
"ମାଶାେ ପରମେଶ୍ବରଙ୍କ ଲୋକ ଥିଲେ। ମାଶାଙ୍କେ ପୁତ୍ରମାନେ ଲବେୀୟ ଗୋଷ୍ଠୀର ଅନ୍ତଭୁର୍କ୍ତ ଥିଲେ।"
15
"ମାଶାଙ୍କେ ପୁତ୍ରମାନେ ଥିଲେ ଗେର୍ଶୋନ ଓ ଇଲୀଯଷେର।"
16
"ଗେର୍ଶୋନଙ୍କ ଜେଷ୍ଠ ପୁତ୍ର ଥିଲେ ଶବୂଯଲେ।"
17
"ଇଲୀଯଷେରଙ୍କ ଜେଷ୍ଠ ପୁତ୍ର ଥିଲେ ରହବିଯ। ଇଲୀଯଷେରଙ୍କ ଆଉ କୌଣସି ପୁତ୍ର ସନ୍ତାନ ନ ଥିଲେ। କିନ୍ତୁ ରହବିଯଙ୍କର ଅନକେ ପୁତ୍ର ଥିଲେ।"
18
"ୟିଷ୍ହରର ଜେଷ୍ଠପୁତ୍ର ଥିଲେ ଶ ଲୋମୀତ୍।"
19
"ହିବ୍ରୋଣଙ୍କ ଜେଷ୍ଠପୁତ୍ର ଥିଲେ ୟିରୀଯ। ହିବ୍ରୋଣଙ୍କ ଦ୍ବିତୀୟ ପୁତ୍ର ଥିଲେ ଅମରିଯ। ୟହସୀଯଲେ ତୃତୀୟ ପୁତ୍ର ଓ ୟିକମିଯାମ୍ ଚତୁର୍ଥ ପୁତ୍ର ଥିଲେ।"
20
"ଉଷୀଯଲଙ୍କେ ଜେଷ୍ଠପୁତ୍ର ଥିଲେ ମୀଖା ଓ ୟିଶିଯ ତାଙ୍କର ଦ୍ବିତୀୟ ପୁତ୍ର ଥିଲେ।"
21
"ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି। ମହଲିଙ୍କ ପୁତ୍ରମାନେ ଥିଲେ ଇଲୀଯାସର ଓ କୀଶ୍।"
22
"ଇଲୀଯାସର ଅପୁତ୍ରିକ ହାଇେ ମୃତ୍ଯୁବରଣ କଲେ। ତାଙ୍କର କବଳେ କନ୍ଯାମାନେ ଥିଲେ। ଇଲୀଯାସରଙ୍କ କନ୍ଯମାନେ ସମାନଙ୍କେର ନିଜ ଆତ୍ମୀଯମାନଙ୍କୁ ବିବାହ କଲେ। କୀଶଙ୍କର ପୁତ୍ରମାନେ ସମାନଙ୍କେର ଆତ୍ମୀଯ ଥିଲେ।"
23
"ମୂଶିଙ୍କ ପୁତ୍ରମାନେ ଥିଲେ, ମହଲି, ଏଦର ଓ ଯିରମୋେତ୍। ସମୁଦାଯ ତିନିଜଣ ପୁତ୍ର ଥିଲେ।"
24
"ଏହିମାନେ ଲବେୀଙ୍କ ଗୋଷ୍ଠୀର ଥିଲେ। ସମାନେେ ସମାନଙ୍କେର ପରିବାର ଦ୍ବାରା ତାଲିକାଭୁକ୍ତ ହାଇେଥିଲେ। ସମାନେେ ପରିବାରର ମୁଖ୍ଯ ଥିଲେ। ପ୍ରେତ୍ୟକକ ଲୋକର ନାମ ତାଲିକାଭୁକ୍ତ କରାଗଲା। ଯେଉଁ ଲୋକମାନଙ୍କର ନାମ ତାଲିକାଭୁକ୍ତ କରାଗଲା, ସମାନେେ କୋଡ଼ିଏ ବର୍ଷ ବା ତଦୁଦ୍ଧର୍ବ ବଯସର ଥିଲେ। ସମାନେେ ସଦାପ୍ରଭୁଙ୍କ ମନ୍ଦିର ରେ ସବୋକାର୍ୟ୍ଯ କଲେ।"
25
"ଦାଉଦ କହିଥିଲେ, ଇଶ୍ରାୟେଲ ସଦାପ୍ରଭୁ ପରମେଶ୍ବର ତାହାଙ୍କ ଲୋକମାନଙ୍କୁ ଶାନ୍ତି ପ୍ରଦାନ କରିଅଛନ୍ତି। ସଦାପ୍ରଭୁ ୟିରୁଶାଲମ ରେ ଚିରକାଳ ନିମନ୍ତେ ବାସ କରିବାକୁ ଆସିଅଛନ୍ତି।"
26
"ତେଣୁ ଲବେୀୟମାନଙ୍କୁ ଆଉ ପବିତ୍ର ତମ୍ବୁ କିଅବା ସେଥି ରେ ବ୍ଯବହୃତ ସାମଗ୍ରୀଗୁଡ଼ିକୁ ବୋହିକରି ନବୋକୁ ପଡ଼ିବ ନାହିଁ।"
27
"ଇଶ୍ରାୟେଲୀୟମାନଙ୍କୁ ଦାଉଦଙ୍କର ଶଷେ ଆଦେଶ ଥିଲା ଲବେୀୟ ଗୋଷ୍ଠୀର ବଂଶଧରମାନଙ୍କୁ ଗଣିବାକୁ କହିବା। ଯେଉଁ ଲବେୀୟ ବ୍ଯକ୍ତି 20 ବର୍ଷ ବା ତଦୁଦ୍ଧର୍ବ ବଯସର ଥିଲେ, ସମାନେେ ସମାନଙ୍କେୁ ଗଣନା କଲେ।"
28
"ସଦାପ୍ରଭୁଙ୍କ ମନ୍ଦିରର ସବୋକାର୍ୟ୍ଯ ରେ ହାରୋଣଙ୍କ ବଂଶଧରମାନଙ୍କୁ ସାହାୟ୍ଯ କରିବା ଲବେୀୟମାନଙ୍କ କାର୍ୟ୍ଯ ଥିଲା। ଲବେୀୟମାନେ ଆହୁରି ମଧ୍ଯ ମନ୍ଦିରର ପ୍ରାଙ୍ଗଣ ଓ ପାଶର୍ବବର୍ତ୍ତୀ କଠାେରୀଗୁଡ଼ିକର ଯତ୍ନ ନେଉଥିଲେ। ସମସ୍ତ ପବିତ୍ର ସାମଗ୍ରୀକୁ ଶୁଚି କରିବା ସମାନଙ୍କେର କାର୍ୟ୍ଯ ଥିଲା। ପରମେଶ୍ବରଙ୍କ ମନ୍ଦିରର ସବୋ କରିବା କାର୍ୟ୍ଯ ସମାନଙ୍କେର ଥିଲା।"
29
"ମନ୍ଦିରର ମଜେ ଉପରେ ବିଶଷେ ରୋଟୀ ରଖିବାର ଦାଯିତ୍ବ ସମାନଙ୍କେର ଥିଲା। ଆହୁରି ମଧ୍ଯ, ସମାନଙ୍କେର ମଇଦା, ଶସ୍ଯ ନବୈେଦ୍ଯ ଓ ଖମିର ବିନା ରୋଟୀ ପ୍ରସ୍ତୁତ କରିବାର ଦାଯିତ୍ବ ଥିଲା। ପିଠା ପାକ କରିବା ଓ ମିଶ୍ରିତ ନବୈେଦ୍ଯ ଉତ୍ସର୍ଗ କରିବା ଦାଯିତ୍ବ ମଧ୍ଯ ସମାନଙ୍କେର ଥିଲା। ସମାନେେ ସବୁ ପ୍ରକାର ମାପ ତୌଲି କରୁଥିଲେ।"
30
"ଲବେୀୟମାନେ ପ୍ରତି ପ୍ରଭାତ ରେ ଛିଡ଼ା ହେଉଥିଲେ ଓ ସଦାପ୍ରଭୁଙ୍କର ପ୍ରଶଂସାଗାନ କରୁଥିଲେ। ସମାନେେ ପ୍ରତିଦିନ ସନ୍ଧ୍ଯା ରେ ମଧ୍ଯ ଏହିପରି କରୁଥିଲେ।"
31
"ବିଶଷେ ବିଶ୍ରାମବାର, ଅମାବାସ୍ଯାର ଉତ୍ସବ ଓ ସମସ୍ତ ବିଶଷେ ରୋଟୀମାନଙ୍କ ରେ ଲବେୀୟମାନେ ସବୁପ୍ରକାର ହାମବେଳି ପ୍ରସ୍ତୁତ କରୁଥିଲେ। ସମାନେେ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରତିଦିନ ସବୋକର୍ୟ୍ଯ କରୁଥିଲେ। ପ୍ରତିଥର କେତଜେଣ ଲବେୀୟ ସବୋକର୍ୟ୍ଯ କରିବେ, ଏଥି ନିମନ୍ତେ ବିଶଷେ ନିଯମମାନ ଥିଲା।"
32
"ତେଣୁ ଲବେୀୟମାନେ ଯେଉଁ କାର୍ୟ୍ଯ କରିବା ଉଚିତ୍, ସମାନେେ ସହେିସବୁ କାର୍ୟ୍ଯ କରୁଥିଲେ। ସମାନେେ ପବିତ୍ର ତମ୍ବୁର ଯତ୍ନ ନେଉଥିଲେ। ସମାନେେ ପବିତ୍ର ସ୍ଥାନର ଯତ୍ନ ନେଉଥିଲେ। ଆଉ, ସମାନେେ ସମାନଙ୍କେର ଆତ୍ମୀଯ (ଯାଜକମାନେ) ହାରୋଣଙ୍କ ବଂଶଧରମାନଙ୍କୁ ସାହାୟ୍ଯ କରୁଥିଲେ। ସଦାପ୍ରଭୁଙ୍କ ମନ୍ଦିରର ସବୋକାର୍ୟ୍ଯ କରିବା ସହିତ ଲବେୀୟମାନେ ଯାଜକମାନଙ୍କୁ ସାହାୟ୍ଯ କରୁଥିଲେ।"
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 24 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29