bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
1 Chronicles 18
1 Chronicles 18
Odia - 1840
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 19 →
1
"ପରେ ଦାଉଦ ପଲେଷ୍ଟୀୟ ଲୋକଙ୍କୁ ଆକ୍ରମଣ କଲେ। ସେ ସମାନଙ୍କେୁ ପରାସ୍ତ କଲେ। ସେ ପଲେଷ୍ଟୀୟମାନଙ୍କଠାରୁ ଗାଥ ସହର ଓ ତାହାର ଚତୁର୍ଦ୍ଦିଗ ରେ ଥିବା କ୍ଷୁଦ୍ର ସହରଗୁଡ଼ିକୁ ଚ୍ଛିନ୍ନ କରି ନଇଗେଲେ।"
2
"ଏହାପରେ ଦାଉଦ ମାୟୋବ ଦେଶକୁ ପରାସ୍ତ କଲେ। ମାୟୋବୀଯ ଲୋକମାନେ ଦାଉଦଙ୍କ ଦାସ ହେଲେ। ସମାନେେ ଦାଉଦଙ୍କୁ ରାଜଦଯେ ଅର୍ପଣ କଲେ।"
3
"ଦାଉଦ ଆହୁରି ମଧ୍ଯ ହଦ ରଷେରଙ୍କ ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ସୋବର ରାଜା ଥିଲେ। ଦାଉଦ ହମାତ ସହର ପର୍ୟ୍ଯନ୍ତ ପଥରେ ସହେି ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ଫରାତ୍ ନଦୀ ପର୍ୟ୍ଯନ୍ତ ତାହାଙ୍କ ରାଜ୍ଯ ବିସ୍ତାର କରିବାକୁ ଚେଷ୍ଟା କରିବାରୁ ଦାଉଦ ଏହିପରି କଲେ।"
4
"ଦାଉଦ ହଦ ରଷେରଙ୍କଠାରୁ 1,000 ରଥ, 7,000 ରଥଚାଳକ, ଓ 20,000 ସୈନ୍ଯ ନଇଗେଲେ। ରଥ ଟାଣିବା ନିମନ୍ତେ ବ୍ଯବହୃତ ହେଉଥିବା ହଦ ରଷେରଙ୍କ ଅଧିକାଂଶ ଅଶ୍ବକୁ ଦାଉଦ ପଙ୍ଗୁ କର ଦେଲେ। କିନ୍ତୁ ଦାଉଦ 100 ଗୋଟି ରଥକୁ ଟାଣିବା ନିମନ୍ତେ ୟଥେଷ୍ଟ ଅଶ୍ବକୁ ସୁରକ୍ଷିତ ରଖିଲେ।"
5
"ଅରାମୀଯ ଲୋକମାନେ ଦମ୍ମେଶକରୁ ହଦ ରଷେରଙ୍କୁ ସାହାୟ୍ଯ କରିବାକୁ ଆସିଲେ। ମାତ୍ର ସହେି ଅରାମୀଯର 22,000 ସୈନ୍ଯଙ୍କୁ ଦାଉଦ ମାରି ଦେଲେ।"
6
"ତା'ପରେ ଦାଉଦ ଦମ୍ମେଶକ ସହରର ଅରାମ ରେ ପ୍ରହରୀ ସ୍ଥାପନ କଲେ। ଅରାମୀଯ ଲୋକମାନେ ଦାଉଦଙ୍କର ଦାସ ହେଲେ ଓ ଦର୍ଶନୀ ଆଣିଲେ। ତେଣୁ ଦାଉଦ ଯେଉଁଆଡ଼େ ଗଲେ ସଦାପ୍ରଭୁ ତାଙ୍କୁ ବିଜଯ ପ୍ରଦାନ କଲେ।"
7
"ଦାଉଦ ହଦ ରଷେରଙ୍କ ସନୋପତିମାନଙ୍କଠାରୁ ସୁବର୍ଣ୍ଣ ଢ଼ାଲଗୁଡ଼ିକ ନଇଗେଲେ ଓ ସଗେୁଡ଼ିକୁ ୟିରୁଶାଲମକୁ ଆଣିଲେ।"
8
"ଦାଉଦ ଆହୁରି ମଧ୍ଯ ହଦ ରଷେରର ଟିଭତ୍ ଓ କୂନି ସହରରୁ ବହୁତ ପିତ୍ତଳ ଆଣିଲେ। ଶଲୋମନ ସହେି ପିତ୍ତଳରୁ ପିତ୍ତଳ ଜଳଧାର, ପିତ୍ତଳ ସ୍ତମ୍ଭ ଓ ଅନ୍ଯାନ୍ଯ ବସ୍ତୁ ନିର୍ମାଣ କଲେ।"
9
"ତଯି ହମାତ ନଗରୀର ରାଜା ଥିଲେ। ହଦ ରଷେର ସୋବାର ରାଜା ଥିଲେ। ତଯି ଶୁଣିବାକୁ ପାଇଲେ ଯେ, ଦାଉଦ ହଦ ରଷେରଙ୍କ ସମସ୍ତ ସୈନ୍ଯବାହିନୀକୁ ପରାସ୍ତ କରିଛନ୍ତି।"
10
"ତେଣୁ ତଯି ଅଭ୍ଯର୍ଥନା ଜଣାଇବା ନିମନ୍ତେ ଓ ତାଙ୍କ ସହିତ ସନ୍ଧି କରିବା ନିମନ୍ତେ ନିବଦନେ କରି ଆପଣା ପୁତ୍ର ହଦୋରାମଙ୍କୁ ଦାଉଦଙ୍କ ପାଖକୁ ପଠାଇଲେ। ସେ ଏପରି କଲେ, କାରଣ ତଯି ହଦ ରଷେରଙ୍କ ବିରୁଦ୍ଧ ରେ ୟୁଦ୍ଧ ରେ ଥିଲେ। ତଯି ଦାଉଦଙ୍କୁ ସୁବର୍ଣ୍ଣ, ରେ ୗପ୍ୟ ଓ ପିତ୍ତଳ ନିର୍ମିତ ଉପହାର ପ୍ରଦାନ କଲେ।"
11
"ରାଜା ଦାଉଦ ସହେିସବୁ ବସ୍ତୁକୁ ପବିତ୍ର କଲେ ଓ ସଦାପ୍ରଭୁଙ୍କୁ ଅର୍ପଣ କଲେ। ଦାଉଦ ଇଦୋମ, ମାୟୋବ ଓ ଅେମ୍ମାନୀୟ, ପଲେଷ୍ଟୀୟ ଓ ଅମାଲକେୀଯମାନଙ୍କଠାରୁ ଆଣିଥିବା ରୂପା ଓ ସୁନା ରେ ଠିକ୍ ସହେି ପ୍ରକାର ସାମଗ୍ରୀ ତିଆରି କଲେ।"
12
"ଲବଣ ଉପତ୍ୟକା ରେ ସରୁଯାଙ୍କ ପୁତ୍ର ଅବୀଶଯ 18,000 ଇଦୋମୀଯ ଲୋକଙ୍କୁ ହତ୍ଯା କଲେ।"
13
"ଅବୀଶଯ ଇଦୋମ ରେ ମଧ୍ଯ ଦୁର୍ଗମାନ ନିର୍ମାଣ କଲେ ଓ ସମସ୍ତ ଇଦୋମୀଯ ଲୋକ ଦାଉଦଙ୍କ ଦାସ ହେଲେ। ଦାଉଦ ଯେଉଁସବୁ ସ୍ଥାନକୁ ଗଲେ, ସହେିଠା ରେ ସଦାପ୍ରଭୁ ତାଙ୍କୁ ବିଜଯ ପ୍ରଦାନ କଲେ।"
14
"ଦାଉଦ ସମଗ୍ର ଇଶ୍ରାୟେଲର ଉପରେ ରାଜା ଥିଲେ। ଏବଂ ସେ ସମସ୍ତଙ୍କ ପାଇଁ ନ୍ଯାଯବାନ ଥିଲେ।"
15
"ସରୁଯାର ପୁତ୍ର ଯୋୟାବ ଦାଉଦଙ୍କ ସୈନ୍ଯଦଳର ସନୋପତି ଥିଲେ। ଦାଉଦ ଯେଉଁସବୁ କର୍ମ କରୁଥିଲେ, ତାହାକୁ ଅହୀଲୂଦଙ୍କ ପୁତ୍ର ଯିହାଶାଫେଟ୍ ଲେଖି ରଖୁଥିଲେ।"
16
"ସାଦୋକ୍ ଓ ଅହୀମଲେକ୍ ଯାଜକ ଥିଲେ। ସାଦୋକ୍ ଅହୀଟୂବର ପୁତ୍ର ଏବଂ ଅହୀମଲେକ୍ ଅବିଯାଥରଙ୍କ ପୁତ୍ର ଥିଲେ। ଶାବ୍ଶା ଲିପିକାର ଥିଲେ।"
17
"ବନାଯ, କରେଥୀଯ ଓ ପଲେଥୀଯ ରକ୍ଷୀମାନଙ୍କର ଦାଯିତ୍ବ ରେ ଥିଲେ। ବନାଯ ଯିହାୟୋଦାରଦାଙ୍କ ପୁତ୍ର ଥିଲେ। ଆଉ ଦାଉଦଙ୍କ ପୁତ୍ରମାନେ ରାଜା ଦାଉଦଙ୍କର ସବୋ ନିମନ୍ତେ ମୁଖ୍ଯ ପଦାଧିକାରୀ ଥିଲେ।"
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 19 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29