bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
1 Chronicles 25
1 Chronicles 25
Odia - 1840
← Chapter 24
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 26 →
1
"ଦାଉଦ ଓ ସନୋଧ୍ଯକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶଷେ ସବୋକାର୍ୟ୍ଯ କରିବା ନିମନ୍ତେ ପୃଥକ୍ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହମେନ ଓ ୟିହୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ହିଁ ସମାନଙ୍କେର ବିଶଷେ କାର୍ୟ୍ଯ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସବୋକାର୍ୟ୍ଯ କରୁଥିଲେ, ସମାନଙ୍କେର ତାଲିକା ଏହି:"
2
"ଆସଫଙ୍କ ପରିବାରରୁ: ସକ୍କୁର, ଯୋଷେଫ୍, ନଥନିଯ ଓ ଅସା ରେଲ। ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ନିମନ୍ତେ ରାଜା ଦାଉଦ ଆସଫଙ୍କୁ ମନୋନୀତ କରିଥିଲେ। ଆଉ ଆସଫ ତାଙ୍କର ପୁତ୍ରମାନଙ୍କୁ ପରିଚାଳନା କଲେ।"
3
"ୟିହୂଥୂନଙ୍କ ପରିବାରରୁ: ଗଦଲିଯ, ସରୀ, ୟିଶାଯାହ, ହଶବିଯ ଓ ମତ୍ତଥିଯ। ସମାନେେ ସମୁଦାଯ ଛଅ ଜଣ ଥିଲେ ୟିଦୂଥୂନ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦଶେ ଦେଲେ। ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ଓ ସଦାପ୍ରଭୁଙ୍କର ଧନ୍ଯବାଦ, ପ୍ରଶଂସା କରିବା ନିମନ୍ତେ ୟିଦୂଥୂନ ବୀଣାୟନ୍ତ୍ରର ବ୍ଯବହାର କରୁଥିଲେ।"
4
"ହମେନଙ୍କର ଯେଉଁ ପୁତ୍ରମାନେ ସବୋକାର୍ୟ୍ଯ କରୁଥିଲେ, ସମାନେେ ହେଲେ: ବୁକ୍କିଯ, ମତ୍ତନିଯ, ଉଷୀଯଲେ, ଶବୂଯଲେ ଓ ଯିରମୋେତ୍, ହନାନିଯ, ହନାନି, ଇଲୀଯାଥା, ଗିଦ୍ଦଲତି ଓ ରୋମମତି-ଏଷର, ୟଶବକାଶା, ମଲ୍ଲୋଥି, ହୋଥୀର, ମହସୀଯୋତ୍।"
5
"ଏମାନେ ସମସ୍ତେ ହମେନଙ୍କର ପୁତ୍ରଗଣ ଥିଲେ। ହମେନ ଦାଉଦଙ୍କ ଭବିଷ୍ଯତବକ୍ତା ଥିଲେ। ପରମେଶ୍ବର ପ୍ରତିଜ୍ଞା କରିଥିଲେ ଯେ, ସେ ହମେନଙ୍କୁ ବଳବାନ କରିବେ। ତେଣୁ ହମେନଙ୍କର ଅନକେ ପୁତ୍ର ଜାତ ହେଲେ। ପରମେଶ୍ବର ହମେନଙ୍କୁ ଚଉଦ ପୁତ୍ର ଓ ତିନି କନ୍ଯା ଦେଲେ।"
6
"ହମେନ ସଦାପ୍ରଭୁଙ୍କ ମନ୍ଦିର ରେ ଗୀତଗାଯନ କରିବାକୁ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦଶେ ଦେଲେ। ସହେି ପୁତ୍ରମାନେ ଗିନି, ସାରଙ୍ଗ ଓ ବୀଣା ବଜାଉଥିଲେ। ସମାନେେ ଏହି ପ୍ରକା ରେ ପରମେଶ୍ବରଙ୍କ ମନ୍ଦିର ରେ ସବୋକାର୍ୟ୍ଯ କରୁଥିଲେ। ରାଜା ଦାଉଦ ଏହିସବୁ ବ୍ଯକ୍ତିମାନଙ୍କୁ ମନୋନୀତ କରିଥିଲେ: ଆସଫ, ୟିଦୁଥୂନ ଓ ହମେନ।"
7
"ଲବେୀ ଗୋଷ୍ଠୀର ସହେି ବ୍ଯକ୍ତିମାନେ ଓ ସମାନଙ୍କେର ଆତ୍ମୀଯମାନେ ଗାଯନ ବିଦ୍ଯା ରେ ତାଲିମପ୍ରାପ୍ତ ହାଇେଥିଲେ। 288 ଜଣ ବ୍ଯକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାର ଗୀତ ଗାନ କରିବା ଶିକ୍ଷା କଲେ।"
8
"ସମାନେେ ଗୁଳାବାଣ୍ଟ ଦ୍ବାରା ପ୍ରେତ୍ୟକକ ବ୍ଯକ୍ତି ନିମନ୍ତେ ବିଭିନ୍ନ କାର୍ୟ୍ଯ ନିରୂପଣ କଲେ। ପ୍ରେତ୍ୟକକ ଲୋକ ପ୍ରତି ସମାନ ବ୍ଯବହାର କରାଗଲା। ୟୁବା ଓ ବୃଦ୍ଧ ଉଭୟଙ୍କ ପ୍ରତି ସମବ୍ଯବହାରା କରାଗଲା। ଛାତ୍ର ପ୍ରତି ଯେ ପ୍ରକାର ବ୍ଯବହାର, ଶିକ୍ଷକ ପ୍ରତି ମଧ୍ଯ ସେ ପ୍ରକାର ବ୍ଯବହାର କରାଗଲା।"
9
"ପ୍ରଥମ ରେ, ଆପଣଙ୍କ ପରିବାରରୁ ଯୋଷଫଙ୍କେୁ ମନୋନୀତ କରାଗଲା।"
10
"ତୃତୀୟ ରେ, ସକ୍କରଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
11
"ଚତୁର୍ଥ ରେ ୟିଷ୍ରିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
12
"ପଞ୍ଚମ ରେ, ନଥନିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
13
"ଷଷ୍ଠ ରେ ବୁକ୍କିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
14
"ସପ୍ତମ ରେ ୟିଶା ରେଲାଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
15
"ଅଷ୍ଟମ ରେ ୟିଶାଯାହଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
16
"ନବମ ରେ ମତ୍ତନିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
17
"ଦଶମ ରେ ଶିମିଯିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
18
"ଏକାଦଶ ରେ, ଅସା ରେଲଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
19
"ଦ୍ବାଦଶ ରେ, ହଶବିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
20
"ତ୍ରଯୋଦଶ ରେ, ଶବୂଯଲଙ୍କେ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
21
"ଚତୁର୍ଦ୍ଦଶ ରେ, ମତ୍ତଥିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
22
"ପଞ୍ଚଦଶ ରେ, ଯିରମୋେତ୍ଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
23
"ଷୋଡ଼ଶ ରେ, ହନାନିଯଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
24
"ସପ୍ତଦଶ ରେ, ୟଶବକାଶାଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
25
"ଅଷ୍ଟଦଶ ରେ, ହନାନିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
26
"ଊନବିଂଶ ରେ, ମଲୋ୍ଲଥିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
27
"ବିଂଶ ରେ, ଇଲୀଯାଥାଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
28
"ଏକବିଂଶ ରେ, ହୋଥୀରଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
29
"ଦ୍ବାବିଂଶ ରେ, ଗିଦ୍ଦଲତିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
30
"ତ୍ରଯୋବିଂଶ ରେ, ମହସୀଯୋତ୍ଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
31
"ଚତୁବିଂଶ ରେ, ରୋମମତି-ଏଷରଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ"
← Chapter 24
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 26 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29