bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
2 Chronicles 10
2 Chronicles 10
Odia - 1840
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 11 →
1
"ରିହବିଯାମ୍ ଶିଖିମ୍ ସହରକୁ ଗଲେ, କାରଣ ଇଶ୍ରାୟେଲର ସମସ୍ତ ଲୋକ ତାଙ୍କୁ ରାଜା କରିବା ନିମନ୍ତେ ସଠାେକୁ ୟାଇଥିଲେ।"
2
"ରିହବିଯାମ୍ ମିଶର ରେ ଥିଲେ, କାରଣ ସେ ରାଜା ଶଲୋମନଙ୍କଠାରୁ ପଳାଯନ କରିଥିଲେ। ୟାରବିଯାମ୍ ନବାଟଙ୍କ ପୁତ୍ର ଥିଲେ। ୟାରବିଯାମ୍ ଶୁଣିଲେ ଯେ, ରିହବିଯାମ୍ ନୂତନ ରାଜା ହବୋକୁ ଯାଉଅଛନ୍ତି। ତେଣୁ ୟାରବିଯାମ୍ ମିଶରରୁ ଫରେି ଆସିଲେ।"
3
"ଇଶ୍ରାୟେଲର ଲୋକମାନେ ୟାରବିଯାମ୍ଙ୍କୁ ସମାନଙ୍କେ ସଙ୍ଗ ରେ ଆସିବାକୁ ନିମନ୍ତ୍ରଣ ଜଣାଇଲେ। ଏହାପରେ ୟାରବିଯାମ୍ ଓ ଇଶ୍ରାୟେଲ ସମସ୍ତ ଲୋକ ରିହବିଯାମ୍ଙ୍କ ନିକଟକୁ ଗଲେ। ସମାନେେ ତାଙ୍କୁ କହିଲେ, ରିହବିଯାମ୍,"
4
"ତୁମ୍ଭର ପିତା ଆମ୍ଭମାନଙ୍କ ଜୀବନକୁ ଅସହ୍ଯ କରିଛନ୍ତି। ଆମ୍ଭମାନଙ୍କୁ ତାହା ଏକ ଅତ୍ଯନ୍ତ ଭାରୀ ବୋଝ ବୋହିଲା ପରି ଲାଗୁଅଛି। ସହେି ବୋଝକୁ ଆମ୍ଭମାନଙ୍କ ନିମନ୍ତେ ହାଲୁକା କରିଦିଅ, ତବେେ ଆମ୍ଭମାନେେ ତୁମ୍ଭର ସବୋ କରିବୁ।"
5
"ରିହବିଯାମ୍ ସମାନଙ୍କେୁ କହିଲେ, ମାେ ନିକଟକୁ ତିନିଦିନ ପରେ ପୁନର୍ବାର ଆସ। ତେଣୁ ଲୋକମାନେ ଫରେିଗଲେ।"
6
"ଏହାପରେ ରାଜା ରିହବିଯାମ୍ ବୃଦ୍ଧ ବ୍ଯକ୍ତିମାନଙ୍କ ସହିତ କଥା ହେଲେ, ଯେଉଁମାନେ କି ଅତୀତ ରେ ତାଙ୍କର ପିତା ଶଲୋମନଙ୍କର ସବୋ କରୁଥିଲେ। ରିହବିଯାମ୍ ସମାନଙ୍କେୁ କହିଲେ, ଏହି ଲୋକମାନଙ୍କୁ କହିବା ନିମନ୍ତେ ଆପଣମାନେ ମାେତେ କେଉଁ ପରାମର୍ଶ ଦେଉଛନ୍ତି।?"
7
"ବୃଦ୍ଧ ବ୍ଯକ୍ତିମାନେ ରିହବିଯାମ୍ଙ୍କୁ କହିଲେ, ଯଦି ତୁମ୍ଭେ ଏହି ଲୋକମାନଙ୍କ ପ୍ରତି ଦୟାଳୁ ହବେ ଓ ସମାନଙ୍କେୁ ସନ୍ତୁଷ୍ଟ କରିବ ଏବଂ ସମାନଙ୍କେୁ ମଧୁର କଥା କହିବ, ତବେେ ସମାନେେ ଚିରକାଳ ତୁମ୍ଭର ସବୋ କରିବେ।"
8
"କିନ୍ତୁ ରିହବିଯାମ୍ ବୃଦ୍ଧ ଲୋକମାନେ ଦଇେଥିବା ଉପଦେଶକୁ ଗ୍ରହଣ କଲେ ନାହିଁ। ରିହବିଯାମ୍ ତାଙ୍କ ସଙ୍ଗେ ଏକତ୍ର ବଢ଼ିଥିବା ଓ ତାଙ୍କର ସବୋ କରୁଥିବା ୟୁବା ଲୋକମାନଙ୍କ ସହିତ କଥା ହେଲେ।"
9
"ରିହବିଯାମ୍ ସମାନଙ୍କେୁ କହିଲେ, ତୁମ୍ଭମାନେେ ମାେତେ କେଉଁ ପରାମର୍ଶ ଦେଉଅଛ, ଆମ୍ଭମାନେେ ଏହି ଲୋକମାନଙ୍କୁ କି ପ୍ରକା ରେ ଉତ୍ତର ଦବୋ ଉଚିତ୍? ମାରେ ପିତା ସମାନଙ୍କେ ଉପରେ ଯେଉଁ ଭାର ରଖିଛନ୍ତି, ତାହା ମୁଁ ହାଲୁକା କରେ ବୋଲି ସମାନେେ ଚାହାଁନ୍ତି।"
10
"ଏହାପରେ ରିହବିଯାମ୍ଙ୍କ ସହିତ ବଢ଼ିଥିବା ୟୁବା ଲୋକମାନେ ତାଙ୍କୁ କହିଲେ, ତୁମ୍ଭ ସହିତ କଥା ହାଇେଥିବା ଲୋକମାନଙ୍କୁ ତୁମ୍ଭେ ଏହି ପ୍ରକା ରେ ଉତ୍ତର ଦବୋ ଉଚିତ୍। ଲୋକମାନେ ତୁମ୍ଭକୁ କହିଲେ, 'ତୁମ୍ଭର ପିତା ଆମ୍ଭମାନଙ୍କ ଜୀବନକୁ ଅସହ୍ଯ କରିଅଛନ୍ତି। ଆମ୍ଭମାନଙ୍କୁ ତାହା ଏକ ଭାରୀ ବୋଝ ବହିଲା ପରି ମନେ ହେଉଛି। କିନ୍ତୁ ତୁମ୍ଭେ ଆମ୍ଭମାନଙ୍କର ସହେି ବୋଝକୁ ହାଲୁକା କର ବୋଲି ଆମ୍ଭମାନେେ ଚାହୁଁ। କିନ୍ତୁ ସମାନେେ ରିହବିଯାମ୍ଙ୍କୁ କହିଲେ, ତୁମ୍ଭେ ସହେି ଲୋକମାନଙ୍କୁ ଏହିପରି କହିବା ଉଚିତ୍; ସମାନଙ୍କେୁ କୁହ, ' ମାରେ କନିଷ୍ଠ ଅଙ୍ଗୁଳି ମାରେ ପିତାଙ୍କର ଅଣ୍ଟାଠାରୁ ମଧ୍ଯ ମାଟେ!!"
11
"ମାରେ ପିତା ତୁମ୍ଭମାନଙ୍କ ଉପରେ ଏକ ଭାରୀ ବୋଝ ଲଦି ଦଇେଛନ୍ତି, ମୁଁ ସହେି ବୋଝକୁ ଆହୁରି ଭାରୀ କରିବି। ମାରେ ପିତା ତୁମ୍ଭକୁ ଚାବୁକ ଦ୍ବାରା ଦଣ୍ଡ ଦେଉଥିଲେ। ମୁଁ ତୁମ୍ଭମାନଙ୍କୁ ଏ ପ୍ରକାର ଚାବୁକ ଦ୍ବାରା ଶାସନ କରିବି, ଯେଉଁଥି ରେ ମୁନିଆ କଣ୍ଟାମାନ ବାହାରିଥିବ।'"
12
"ତିନିଦିନ ପରେ, ୟାରବିଯାମ୍ ଓ ଅନ୍ୟ ଲୋକମାନେ ରିହବିଯାମ୍ଙ୍କ ନିକଟକୁ ଆସିଲେ। ରାଜା ରିହବିଯାମ୍ ସମାନଙ୍କେୁ ମାେ' ନିକଟକୁ ତିନିଦିନ ପରେ ଆସ ବୋଲି କହିଥିଲେ।"
13
"ଏହା ପରେ ରାଜା ସମାନଙ୍କେୁ ଅତି କର୍କଶ ଭାବେ କଥା କହିଲେ। ରାଜା ରିହବିଯାମ୍ ବୃଦ୍ଧ ବ୍ଯକ୍ତିମାନଙ୍କର ଉପଦେଶକୁ ଗ୍ରହଣ କରି ନ ଥିଲେ।"
14
"ୟୁବା ଲୋକମାନେ ତାଙ୍କୁ ଯେ ପ୍ରକାର ପରାମର୍ଶ ଦଇେଥଲେ, ରାଜା ରିହବିଯାମ୍ ଲୋକମାନଙ୍କୁ ସହେି ପ୍ରକାର କଥା କହିଲେ। ସେ କହିଲେ, ମାରେ ପିତା ତୁମ୍ଭମାନଙ୍କର ବୋଝକୁ ଭାରୀ କରିଥିଲେ, କିନ୍ତୁ ମୁଁ ତାହାକୁ ଆହୁରି ଭାରୀ କରିବି। ମାରେ ପିତା ତୁମ୍ଭମାନଙ୍କୁ ଚାବୁକ୍ ଦ୍ବାରା ଦଣ୍ଡିତ କରୁଥିଲେ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ଏପରି ଚାବୁକ୍ ଦ୍ବାରା ଦଣ୍ଡ ଦବେି, ଯାହାର ଅଗ ରେ ମୁନିଆଁ କଣ୍ଟାମାନ ବାହାରିଥିବ।"
15
"ତେଣୁ ରାଜା ରିହବିଯାମ୍ ବୃଦ୍ଧ ଲୋକମାନଙ୍କର କଥା ଶୁଣିଲେ ନାହିଁ। ପରମେଶ୍ବର ଏହି ପ୍ରକା ରେ ଏହିସବୁ ଘଟାଇଲେ। ସଦାପ୍ରଭୁ ଅହିଯଙ୍କ ମାଧ୍ଯମ ରେ ୟାରବିଯାମ୍ଙ୍କୁ ଯେଉଁ କଥା କହିଥିଲେ, ତାହା ଯେପରି ସଫଳ ହୁଏ, ଏହା ସପରେି ଘଟିଲା ଅହିଯ ଶିଲୋନୀଯ ଲୋକ ଥିଲେ, ଏବଂ ୟାରବିଯାମ୍ ନବାଟଙ୍କ ପୁତ୍ର ଥିଲେ।"
16
"ଇଶ୍ରାୟେଲର ଲୋକମାନେ ଦେଖିଲେ ଯେ ରାଜା ରିହବିଯାମ୍ ସମାନଙ୍କେର କଥା ଶୁଣିଲେ ନାହିଁ। ତେଣୁ ସମାନେେ ରାଜାଙ୍କୁ କହିଲେ, ଆମ୍ଭମାନେେ କ'ଣ ଦାଉଦଙ୍କ ବଂଶର ଅଂଶ ବିଶଷେ ଅଟୁ? ନା! ଆମ୍ଭମାନେେ କ'ଣ ୟିଶୀଙ୍କ ପୁତ୍ର ଠାରୁ କିଛି ପାଇଅଛୁ? ନା! ତେଣୁ ଇଶ୍ରାୟେଲ, ଆସ ଆମ୍ଭୋମନେ ନିଜ ନିଜ ଗୃହକୁ ଫରେିୟିବା। ଦାଉଦ ତାଙ୍କର ଆତ୍ମୀଯମାନଙ୍କ ଉପରେ ରାଜତ୍ବ କରନ୍ତୁ। ଏହାପରେ ଇଶ୍ରାୟେଲର ସମସ୍ତ ଲୋକ ସମାନଙ୍କେର ଗୃହସବୁକୁ ଫରେିଗଲେ।"
17
"କିନ୍ତୁ ଇଶ୍ରାୟେଲ ରେ କେତକେ ଲୋକ ଥିଲେ, ଯେଉଁମାନେ କି ଯିହୁଦାର ସହରଗୁଡ଼ିକରେ ବାସ କରୁଥିଲେ। ଆଉ, ରିହବିଯାମ୍ ସହେି ଲୋକମାନଙ୍କ ଉପରେ ରାଜତ୍ବ କଲେ।"
18
"ଯେଉଁ ଲୋକମାନଙ୍କୁ କାର୍ୟ୍ଯ କରିବାକୁ ବାଧ୍ଯ କରାଗଲା, ହଦୋରାମ ସମାନଙ୍କେ ଦାଯିତ୍ବ ରେ ଥିଲେ। ରିହବିଯାମ୍ ତାହାଙ୍କୁ ଇଶ୍ରାୟେଲର ଲୋକାମାନଙ୍କ ନିକଟକୁ ପଠାଇଲେ। କିନ୍ତୁ ଇଶ୍ରାୟେଲର ଲୋକମାନେ ତାଙ୍କ ଉପରେ ପଥର ଫୋପାଡ଼ିଲେ ଓ ତାଙ୍କୁ ହତ୍ଯା କଲେ। ଏହାପରେ ରିହବିଯାମ୍ ଦୌଡ଼ି ୟାଇ ତାଙ୍କ ରଥ ଉପରକୁ ଡ଼ଇେଁ ଚଢ଼ିଗଲେ ଓ ଖସି ପଳାଇଲେ। ସେ ୟିରୁଶାଲମକୁ ପଳାଇଲେ।"
19
"ସହେି ସମୟଠାରୁ ଆଜି ପର୍ୟ୍ଯନ୍ତ ଇଶ୍ରାୟେଲର ଲୋକମାନେ ଦାଉଦଙ୍କ ବଂଶର ବିରୋଧୀ ହାଇେଅଛନ୍ତି।"
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36