bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
2 Chronicles 34
2 Chronicles 34
Odia - 1840
← Chapter 33
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 35 →
1
"ଯୋଶିୟ ରାଜା ହବୋ ସମୟରେ ଆଠ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଏକତିରିଶ ବର୍ଷ ପର୍ୟ୍ଯନ୍ତ ରାଜା ହାଇେଥିଲେ।"
2
"ଯୋଶିୟଯ ଯଥାର୍ଥ କର୍ମ କଲେ। ସେ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କାର୍ୟ୍ଯ କଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଉତ୍ତମ କାର୍ୟ୍ଯମାନ କଲେ। ଯୋଶିୟ ଉତ୍ତମକର୍ମ କରିବାରୁ କ୍ଷାନ୍ତ ହେଲେ ନାହିଁ।"
3
"ଯୋଶିୟ ପରମେଶ୍ବରଙ୍କର ଇଚ୍ଛା ଅନୁସରଣ କରିବାକୁ ଲାଗିଲେ, ଯାହାଙ୍କୁ ତାଙ୍କର ପୂର୍ବପୁରୁଷ ଦାଉଦ ତାଙ୍କ ରାଜତ୍ବର ଅଷ୍ଟମ ବର୍ଷ ରେ ଅନୁସରଣ କରିଥିଲେ। ଯୋଶିୟଯ ପରମେଶ୍ବରଙ୍କୁ ଅନୁସରଣ କରିବାକୁ ଆରମ୍ଭ କରିବା ସମୟରେ ତଥାପି ଅଳ୍ପବଯସ୍କ ଥିଲେ। ଯୋଶିୟଯଙ୍କ ରାଜତ୍ବର ଦ୍ବାଦଶ ବର୍ଷ ରେ ସେ ଯିହୁଦା ଓ ୟିରୁଶାଲମ ରେ ଥିବା ଉଚ୍ଚସ୍ଥାନ, ଆଶରୋ ସ୍ତମ୍ଭ ଖାଦେିତ ପ୍ରତିମା ଓ ଢ଼ାଞ୍ଚା ରେ ଢ଼ଳା ମୂର୍ତ୍ତିସବୁକୁ ବିନଷ୍ଟ କଲେ।"
4
"ଲୋକମାନେ ବାଲ୍ ଦବେତାର ୟଜ୍ଞବଦେୀସବୁ ଭାଙ୍ଗି ପକାଇଲେ। ସମାନେେ ଯୋଶିୟଙ୍କ ଉପସ୍ଥିତି ରେ ଏହା କଲେ। ଏହାପରେ ଯୋଶିୟଯ ଲୋକମାନଙ୍କ ସମ୍ମୁଖ ରେ ଦଣ୍ଡାଯମାନ ଉଚ୍ଚ ସୁଗନ୍ଧିଧୂପର ୟଜ୍ଞବଦେୀ ଭାଙ୍ଗି ପକାଇଲେ। ସେ ଖାଦେିତ ମୂର୍ତ୍ତିସବୁ ଓ ଛାଞ୍ଚ ରେ ଢ଼ଳା ମୂର୍ତ୍ତିସବୁ ଭାଙ୍ଗି ପକାଇଲେ। ସେ ସହେି ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଧୂଳି ରେ ପରିଣତ କରି ଦେଲେ। ଏହାପରେ ଯେଉଁ ଲୋକମାନେ ମୂର୍ତ୍ତିଗୁଡ଼ିକ ସମ୍ମୁଖ ରେ ବଳି ଉତ୍ସର୍ଗ କରିଥିଲେ, ଯୋଶିୟଯ ସମାନଙ୍କେ କବର ଉପରେ ସହେି ଗୁଣ୍ଡକୁ ସିଞ୍ଚିଲେ।"
5
"ଯୋଶିୟ ଯାଜକମାନଙ୍କ ନିଜ ୟଜ୍ଞବଦେୀ ଉପରେ ସମାନଙ୍କେର ହାଡ଼କୁ ମଧ୍ଯ ଜ୍ବଳାଇଲେ। ଏହି ପ୍ରକା ରେ ଯୋଶିୟଯ ଯିହୁଦା ଓ ୟିରୁଶାଲମକୁ ପବିତ୍ର କଲେ।"
6
"ଯୋଶିୟଯ, ମନଃଶି, ଇଫ୍ରଯିମ୍,ଶିମିଯୋନ ଓ ନପ୍ତାଲି ପର୍ୟ୍ଯନ୍ତ ଅଞ୍ଚଳର ସମସ୍ତ ସହର ରେ ଏହିପରି କଲେ। ସେ ସହେି ସହରଗୁଡ଼ିକର ନିକଟରେ ଥିବା ଭଗ୍ନାବଶଷେ ପ୍ରତି ମଧ୍ଯ ସହେିରୂପ କଲେ।"
7
"ଯୋଶିୟଯ ୟଜ୍ଞବଦେୀ ଓ ଆଶରୋ ସ୍ତମ୍ଭସବୁ ଭାଙ୍ଗି ପକାଇଲେ। ସେ ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଧୂଳି ରେ ପରିଣତ କରି ଦେଲେ। ସେ ଇଶ୍ରାୟେଲର ସାରା ଦେଶ ରେ ସମସ୍ତ ସୁଗନ୍ଧବଦେୀ ଭାଙ୍ଗି ପକାଇଲେ। ଏହାପରେ ଯୋଶିୟଯ ୟିରୁଶାଲମକୁ ଫରେିଗଲେ।"
8
"ତାଙ୍କର ରାଜତ୍ବର ଅଷ୍ଟାଦଶ ବର୍ଷା ରେ ସେ ସବୁ ସ୍ଥାନ ଓ ମନ୍ଦିର ପବିତ୍ର କଲାପରେ, ଯୋଶିୟଯ, ଶାଫନ୍, ମା ସଯେ ଏବଂ ୟୋଯାହଙ୍କୁ ସଦାପ୍ରଭୁ ପରମେଶ୍ବରଙ୍କର ମନ୍ଦିର ମରାମତି ପାଇଁ ପଠାଇଲେ। ଶାଫାନ୍ଙ୍କ ପିତାଙ୍କର ନାମ ଥିଲା ଅତ୍ସଲିଯ। ମା ସଯେ ନଗରର ନେତା ଥିଲେ ଓ ୟୋଯାହଙ୍କ ପିତାଙ୍କର ନାମ ଥିଲା ୟୋଯାହସ। ୟୋଯାହ ବିତରଣ ରକ୍ଷକ ଥିଲେ।"
9
"ସହେି ଲୋକମାନେ ପ୍ରଧାନ ଯାଜକ ହିଲ୍କିଯଙ୍କ ନିକଟକୁ ଆସିଲେ ଓ ଲୋକମାନେ ମନ୍ଦିର ନିମନ୍ତେ ଦଇେଥିବା ଟଙ୍କା ତାଙ୍କୁ ଦେଲେ। ଲବେୀୟ ଦ୍ବାରପାଳଗଣ ମନଃଶି, ଇଫ୍ରଯିମ ଓ ଇଶ୍ରାୟେଲର ଅବଶିଷ୍ଟ ଲୋକମାନଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ। ସମାନେେ ଯିହୁଦା, ବିନ୍ଯାମୀନ ଓ ୟିରୁଶାଲମ ରେ ବାସ କରୁଥିବା ସମସ୍ତ ଲୋକଙ୍କଠାରୁ ମଧ୍ଯ ଏହି ଟଙ୍କା ସଂଗ୍ରହ କରିଥିଲେ।"
10
"ଏହାପରେ ଲବେୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ତଦାରଖ କାର୍ୟ୍ଯ କରୁଥିବା ଲୋକମାନଙ୍କୁ ମଜୁରୀ ଦେଲେ। ଆଉ ତଦାରଖକାରୀମାନେ ସଦାପ୍ରଭୁଙ୍କ ମନ୍ଦିର ମରାମତି କରୁଥିବା ଶ୍ରମିକମାନଙ୍କୁ ମଜୁରୀ ଦେଲେ।"
11
"କଟା ହାଇେଥିବା ବିରାଟକାଯ ପ୍ରସ୍ତର ଓ କାଠ କଣିକା ନିମନ୍ତେ ସମାନେେ ବଢ଼ଇେ ଓ ଗୃହ ନିର୍ମାଣକାରୀମାନଙ୍କୁ ଟଙ୍କା ଦେଲେ। ଗୃହର ପୁନଃନିର୍ମାଣ ଓ ଗୃହର କଡ଼ି ନିର୍ମାଣ କରିବା ନିମନ୍ତେ ଏହି କାଠ ବ୍ଯବହୃତ ହେଲା। ଅତୀତ ରେ ଯିହୁଦାର ରାଜାମାନେ ମନ୍ଦିରର ଅଟ୍ଟାଳିକା ଯତ୍ନ ନଇେ ନ ଥିଲେ। ସହେି ଅଟ୍ଟାଳିକାଗୁଡ଼ିକ ପୁରାତନ ଓ ଭଗ୍ନପ୍ରାଯ ହାଇୟୋଇ ଥିଲା।"
12
"ଲୋକମାନେ ଅତି ବିଶ୍ବସ୍ତଭାବରେ କାର୍ୟ୍ଯ କରୁଥିଲେ। ସମାନଙ୍କେର ତଦାରଖକାରୀମାନେ ଥିଲେ ୟହତ୍ ଓ ଓବଦିଯ। ୟହତ୍ ଓ ଓବଦିଯ ଲବେୀୟ ଓ ମରାରିଙ୍କ ବଂଶଧର ଥିଲେ। ଅନ୍ୟ ତଦାରଖକାରୀମାନେ ଥିଲେ ଜିଖରିଯ ଓ ମଶୁଲ୍ଲମ୍। ସମାନେେ କହାତ୍ ବଂଶର ଥିଲେ।"
13
"ଯେଉଁ ଲବେୀୟମାନେ ବାଦ୍ଯୟନ୍ତ୍ର ସବୁ ବଜାଇବା ରେ ନିପୁଣ ଥିଲେ, ସହେିମାନେ ମଧ୍ଯ ଶ୍ରମିକ ଓ ଅନ୍ୟ କାର୍ୟ୍ଯକାରୀମାନଙ୍କର କାର୍ୟ୍ଯ ତଦାରଖ କଲେ। କିଛି ଲବେୀୟ ସଚିବ ଓ କାର୍ୟ୍ଯାଧିକାରୀ ଦ୍ବାରପାଳରୂପେ କାର୍ୟ୍ଯ କଲେ।"
14
"ଲବେୀୟମାନେ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ଟଙ୍କାକୁ ବାହାର କରୁଥିଲେ। ଆଉ ସହେି ସମୟରେ ହିଲ୍କିଯ ଯାଜକ ମାଶାଙ୍କେ ଦ୍ବାରା ପ୍ରଦତ୍ତ ସଦାପ୍ରଭୁଙ୍କ ବ୍ଯବସ୍ଥା ନିଯମ ପୁସ୍ତକଟି ପାଇଲେ।"
15
"ହିଲ୍କିଯ ସଚିବ ଶାଫନ୍ଙ୍କୁ କହିଲେ, ମୁଁ ସଦାପ୍ରଭୁଙ୍କ ଗୃହ ରେ ବ୍ଯବସ୍ଥା ନିଯମ ପୁସ୍ତକଟି ପାଇଅଛି! ହିଲ୍କିଯ ଶାଫନ୍ଙ୍କୁ ସହେି ପୁସ୍ତକଟି ଦେଲେ।"
16
"ଶାଫନ୍ ସହେି ପୁସ୍ତକକୁ ରାଜା ଯୋଶିୟଙ୍କ ନିକଟକୁ ଆଣିଲେ। ଶାଫନ୍ ରାଜାଙ୍କୁ କହିଲେ, ତୁମ୍ଭେ ତୁମ୍ଭର ଭୃତ୍ଯମାନଙ୍କୁ ଯାହା କରିବାକୁ କହିଅଛ, ତାହା ସମାନେେ କରୁଛନ୍ତି।"
17
"ସମାନେେ ସଦାପ୍ରଭୁଙ୍କ ମନ୍ଦିର ମଧିଅରେ ଥିବା ଟଙ୍କା ଆଣି ତଦାରଖକାରୀ ଓ ଶ୍ରମିକମାନଙ୍କୁ ପଇଠ କରିଛନ୍ତି।"
18
"ଏହାପରେ ଶାଫନ୍ ୟିଏ କି ସାମ୍ପାଦକ, ରାଜା ଯୋଶିୟଙ୍କୁ କହିଲେ, ଯାଜକ ହିଲ୍କିଯ ମାେତେ ଏକ ପୁସ୍ତକ ଦଇେଛନ୍ତି। ଏହାପରେ ଶାଫନ୍ ସହେି ପୁସ୍ତକ ପାଠ କରି ରାଜାଙ୍କୁ ଶୁଣାଇଲେ।"
19
"ରାଜା ଯୋଶିୟଯ ଯେତବେେଳେ ବ୍ଯବସ୍ଥା ନିଯମର ବାକ୍ଯଗୁଡ଼ିକ ପଢ଼ାୟିବାର ଶୁଣିଲେ, ସେ ଦୁଃଖ ପ୍ରକାଶ କରିବାକୁ ନିଜର ବସ୍ତ୍ରକୁ ଚିରି ପକାଇଲେ।"
20
"ଏହାପରେ ରାଜା ହିଲ୍କିଯ, ଶାଫନ୍ଙ୍କର ପୁତ୍ର ଅହୀକାମ୍, ମୀଖାଯଙ୍କର ପୁତ୍ର ଅବ୍ଦୋନ, ସଚିବ ଶାଫନ୍ ଓ ଭୃତ୍ଯ ଆସାଯଙ୍କୁ ଏକ ଆଦେଶ ଦେଲେ। ରାଜା କହିଲେ,"
21
"ୟାଅ, ମାେ' ତରଫରୁ ଓ ଯିହୁଦା ଏବଂ ଇଶ୍ରାୟେଲର ଅବଶିଷ୍ଟ ଲୋକଙ୍କ ତରଫରୁ ଓ ଯିହୁଦା ଏବଂ ଇଶ୍ରାୟେଲ ରେ ଅବଶିଷ୍ଟ ଲୋକଙ୍କ ତରଫରୁ ସଦାପ୍ରଭୁଙ୍କୁ ପଚାର। ଯେଉଁ ପୁସ୍ତକ ମିଳିଅଛି, ସେଥି ରେ ଥିବା ବାକ୍ଯ ସମ୍ବନ୍ଧ ରେ ସଦାପ୍ରଭୁଙ୍କୁ ପଚାର। ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଅତ୍ଯନ୍ତ କୋର୍ଧ କରିଅଛନ୍ତି, କାରଣ ଆମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ବାକ୍ଯ ମାନିଲେ ନାହିଁ। ଏହି ପୁସ୍ତକରେ ଯେଉଁସବୁ ବିଷଯ ଉଲ୍ଲେଖ ହାଇେଅଛି, ତାହା ସମାନେେ କଲେ ନାହିଁ।"
22
"ହିଲ୍କିଯ ଓ ରାଜାଙ୍କର ସବେକାମାନେ ଭବିଷ୍ଯଦ୍ବକ୍ତୀ ହୁଲ୍ଦାଙ୍କ ନିକଟକୁ ଗଲେ। ହୁଲ୍ଦା ଶଲ୍ଲୁମଙ୍କ ପତ୍ନୀ ଥିଲେ। ଶଲ୍ଲୁମ୍ ତୋଖତ୍ଙ୍କ ପୁତ୍ର ଥିଲେ। ତୋଖତ୍ ହସ୍ରଙ୍କ ପୁତ୍ର ଥିଲେ। ଶଲ୍ଲୁମ ରାଜାଙ୍କ ବସ୍ତ୍ରର ତତ୍ତ୍ବାବଧାରକ ଥିଲେ। ହୁଲ୍ଦା ୟିରୁଶାଲମର ଦ୍ବିତୀୟ ମହଲା ରେ ବାସ କରୁଥିଲେ। ହିଲ୍କିଯ ଓ ରାଜାଙ୍କ ସବେକଗଣ ହୁଲ୍ଦାଙ୍କୁ ସମସ୍ତ ଘଟଣା ଜଣାଇଲେ।"
23
"ହୁଲ୍ଦା ସମାନଙ୍କେୁ କହିଲେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି: ସହେି ଲୋକଙ୍କୁ କୁହ, ୟିଏ ତୁମ୍ଭକୁ ମାେ ପାଖକୁ ପଠାଇଥିଲେ।"
24
"ସଦାପ୍ରଭୁ ଏହିକଥା କହନ୍ତି, 'ଆମ୍ଭେ ଏହି ସ୍ଥାନକୁ ଓ ଏହିଠା ରେ ବାସ କରୁଥିବା ଲୋକଙ୍କ ନିମନ୍ତେ ବିପଦ ଆଣିବା। ଯିହୁଦାର ରାଜାଙ୍କ ସମ୍ମୁଖ ରେ ଏହି ପୁସ୍ତକରୁ ଯେଉଁ ସବୁ ବିଷଯ ପାଠ କରାଗଲା, ଆମ୍ଭେ ସହେି ସମସ୍ତ ଭୟଙ୍କର ବିଷଯ ଘଟାଇବା।"
25
"ଆମ୍ଭେ ଏହା କରିବା, କାରଣ ଲୋକମାନେ ଆମ୍ଭଙ୍କୁ ପରିତ୍ଯାଗ କରିଅଛନ୍ତି ଓ ଅନ୍ୟ ଦବେତାଗଣଙ୍କ ନିକଟରେ ସୁଗନ୍ଧିଧୂପ ଜାଳିଛନ୍ତି। ସହେି ଲୋକମାନେ ଯେଉଁସବୁ ମନ୍ଦ କର୍ମମାନ କରିଛନ୍ତି, ତଦ୍ଦ୍ବାରା ଆମ୍ଭଙ୍କୁ କୋର୍ଧାନ୍ବିତ କରିଛନ୍ତି। ତେଣୁ ଆମ୍ଭେ ଏହି ସ୍ଥାନ ଉପରେ ଆମ୍ଭକୁ ମାରେ ନିର୍ବାପିତ ହାଇେ ପାରୁ ନ ଥିବା ଅଗ୍ନିପରି କୋରଧ ଢ଼ାଳିବା।'"
26
"କିନ୍ତୁ ଯିହୁଦାର ରାଜାଙ୍କୁ ଏହିକଥା ତୁମ୍ଭର କହିବା ଉଚିତ୍। ସେ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ନିକଟକୁ ପଚାରିବା ନିମନ୍ତେ ପଠାଇଲେ: ତୁମ୍ଭେ କିଛିକ୍ଷଣ ପୂର୍ବେ ଯେଉଁ ବାକ୍ଯ ଶୁଣିଲା, ସେ ବିଷଯ ରେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି:"
27
"'ଯେତବେେଳେ ତୁମ୍ଭମାନେେ ଏହି ସ୍ଥାନ ବିଷଯ ରେ ଓ ଏଠା ରେ ବାସ କରୁଥିବା ଲୋକମାନଙ୍କ ବିଷଯ ରେ ପରମେଶ୍ବରଙ୍କର ବାର୍ତ୍ତା ଶୁଣିଲ, ତୁମ୍ଭମାନେେ ଦୁଃଖ କଲ, ପରମେଶ୍ବରଙ୍କ ଆଗ ରେ ନିଜକୁ ନମଯ କଲ ଏବଂ ଦୁଃଖ ରେ ନିଜର ବସ୍ତ୍ରକୁ ଚିରି ପକାଇଲ। ଆମ୍ଭେ ତାହା ଦେଖିଲୁ, ସଦାପ୍ରଭୁ କହନ୍ତି।"
28
"ଆମ୍ଭେ ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ନିକଟକୁ ନଇୟିବେ। ତୁମ୍ଭେ ତୁମ୍ଭର କବରକୁ ଶାନ୍ତି ରେ ୟିବ। ଆମ୍ଭେ ଏହି ସ୍ଥାନ କି ଏଠା ରେ ବାସ କରୁଥିବା ଲୋକମାନଙ୍କ ଉପରେ ଯେଉଁ ବିପଦ ଆଣିବା, ତାହା ତୁମ୍ଭକୁ ଦେଖିବାକୁ ପଡ଼ିବ ନାହିଁ। ହିଲ୍କିଯ ଓ ରାଜାଙ୍କ ସବେକମାନେ ଏହି ବାର୍ତ୍ତାସବୁ ରାଜା ଯୋଶିୟଯଙ୍କ ନିକଟକୁ ଆଣିଲେ।"
29
"ଏହାପରେ ରାଜା ଯୋଶିୟଯ ଯିହୁଦା ଓ ୟିରୁଶାଲମର ସମସ୍ତ ବଯୋଜ୍ଯୋଷ୍ଠ ବ୍ଯକ୍ତିମାନଙ୍କୁ ତାଙ୍କୁ ସାକ୍ଷାତ କରିବାକୁ ଡାକିଲେ।"
30
"ରାଜା ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। ଯିହୁଦାର ସମସ୍ତ ଲୋକ, ୟିରୁଶାଲମ ରେ ବାସ କରୁଥିବା ଲୋକମାନେ, ଯାଜକମାନେ, ଲବେୀୟମାନେ, ଏବଂ ସମସ୍ତ ଗୁରୁତ୍ବପୂର୍ଣ୍ଣ ଓ ଗୁରୁତ୍ବହୀନ ଲୋକମାନେ, ଯୋଶିୟଯଙ୍କ ସହିତ ଥିଲେ। ଯୋଶିୟଯ ସୋମନଙ୍କ ନିକଟରେ ବ୍ଯବସ୍ଥା ନିଯମ ପୁସ୍ତକରୁ ସବୁ ବାକ୍ଯ ପଢ଼ି ଶୁଣାଇଲେ। ସଦାପ୍ରଭୁଙ୍କ ମନ୍ଦିର ମଧ୍ଯରୁ ସହେି ପୁସ୍ତକ ମିଳିଥିଲା।"
31
"ଏହାପରେ ରାଜା ତାଙ୍କ ସ୍ଥାନ ରେ ଉଠି ଛିଡ଼ା ହେଲେ ଓ ସେ ସଦାପ୍ରଭୁଙ୍କ ସହିତ ଗୋଟିଏ ନିଯମ କଲେ। ସେ ସଦାପ୍ରଭୁଙ୍କ ଅନୁଗମନ କରିବା ଓ ସଦାପ୍ରଭୁଙ୍କ ଆଦେଶ, ନିଯମ ଓ ନୀତିକୁ ମାନିବା ପାଇଁ ସମସ୍ତ ହୃଦଯ ଓ ଆତ୍ମାର ସହିତ ପୁସ୍ତକରେ ଥିବା ନିଯମର ବାକ୍ଯକୁ ମାନିବା ନିମନ୍ତେ ସମ୍ମତ ହେଲେ।"
32
"ଏହାପରେ ଯୋଶିୟ ୟିରୁଶାଲମ ଓ ବିନ୍ଯାମୀନର ସମସ୍ତ ଲୋକଙ୍କୁ ସହେି ନିଯମକୁ ଗ୍ରହଣ କରିବା ନିମନ୍ତେ ଶପଥ କରାଇଲେ। ୟିରୁଶାଲମର ଲୋକମାନେ ସମାନଙ୍କେର ପୂର୍ବପୁରୁଷମାନେ ଯେଉଁ ପରମେଶ୍ବରଙ୍କର ବାଧ୍ଯ ହାଇେଥିଲେ, ସହେି ପରମେଶ୍ବରଙ୍କ ନିଯମର ବାଧ୍ଯ ହେଲେ।"
33
"ଇଶ୍ରାୟେଲର ଲୋକମାନଙ୍କ ନିକଟରେ ଅନକେ ଦେଶର ଦବୋଦବେୀ ମୂର୍ତ୍ତିମାନ ଥିଲା। କିନ୍ତୁ ଯୋଶିୟ ସହେିସବୁ ଭୟଙ୍କର ମୂର୍ତ୍ତିଗୁଡ଼ିକୁ ଧ୍ବଂସ କରି ଦେଲେ। ଯୋଶିୟଯ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କର ସବୋ କରାଇଲେ। ଯୋଶିୟଯ ଜୀବିତ ଥିବା ପର୍ୟ୍ଯନ୍ତ ଲୋକମାନେ ସଦାପ୍ରଭୁ, ସୋମନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ବରଙ୍କର ସବୋ କଲେ।"
← Chapter 33
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 35 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36