bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
2 Chronicles 9
2 Chronicles 9
Odia - 1840
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 10 →
1
"ଶିବାର ରାଣୀ ଶଲୋମନଙ୍କର ସୁଖ୍ଯାତି ବିଷଯ ରେ ଶୁଣିବାକୁ ପାଇଲେ। ତେଣୁ ସେ କଠିନ ପ୍ରଶ୍ନ ଦ୍ବାରା ଶଲୋମନଙ୍କୁ ପରୀକ୍ଷା କରିବା ନିମନ୍ତେ ୟିରୁଶାଲମକୁ ଆସିଲେ। ଶିବାର ରାଣୀଙ୍କ ସହିତ ତାଙ୍କ ଲୋକମାନଙ୍କର ଏକ ବୃହତ୍ ଦଳ ଥିଲା। ତାଙ୍କ ସହିତ ମସଲା, ପ୍ରଚୁର ସୁନା ଓ ବହୁମୂଲ୍ଯ ପଥର ରେ ଲଦି ହାଇେଥିବା ଓଟମାନେ ଥିଲେ। ସେ ଶ ଲୋମନଙ୍କ ନିକଟକୁ ଆସିଲେ ଓ ସେ ଯେଉଁ ବିଷଯ ରେ ଆଲୋଚନା କରିବାକୁ ଚାହୁଁଥିଲେ, ସେ ବିଷଯ ରେ ପଚାରିଲେ। ଶଲୋମନଙ୍କୁ ପଚାରିବା ନିମନ୍ତେ ତାଙ୍କ ନିକଟରେ ଅନକେ ପ୍ରଶ୍ନ ଥିଲା।"
2
"ଶଲୋମନ ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଲେ। ଶଲୋମନଙ୍କ ନିମନ୍ତେ ଉତ୍ତର ଦବୋ କିମ୍ବା ବୁଝାଇ ଦବୋ ପାଇଁ କୌଣସି କଠିନ ବିଷଯ ନ ଥିଲା।"
3
"ଶିବାର ରାଣୀ ଶ ଲୋମନଙ୍କର ଜ୍ଞାନ ଓ ତାଙ୍କ ନିର୍ମିତ ଗୃହ ଦେଖିଲେ।"
4
"ସେ ଶଲୋମନଙ୍କ ମଜେ ଉପରେ ରଖା ଯାଉଥିବା ଖାଦ୍ୟ ଓ ତାଙ୍କର ଅନକେ ବିଶଷେ କର୍ମଚାରୀଗଣଙ୍କୁ ଦେଖିଲେ। ସେ ତାଙ୍କର ଚାକରମାନଙ୍କର ବସ୍ତ୍ର ଓ କାର୍ୟ୍ଯ କରିବାର ପ୍ରଣାଳୀ ଦେଖିଲେ। ସେ ଶଲୋମନଙ୍କର ମଦ୍ଯ ପରିବଷେଣକାରୀମାନଙ୍କୁ ଓ ସମାନଙ୍କେର ବସ୍ତ୍ରକୁ ଦେଖିଲେ। ସେ ଶଲୋମନଙ୍କ ଦ୍ବାରା ସଦାପ୍ରଭୁଙ୍କ ମନ୍ଦିର ରେ ଉତ୍ସର୍ଗୀକୃତ ହାମବେଳିଗୁଡ଼ିକୁ ଦେଖିଲେ। ଶିବାର ରାଣୀ ଯେତବେେଳେ ଏହିସବୁ ବିଷଯ ଦେଖିଲେ, ସେ ହତଚକିତ ହାଇଗେଲେ।"
5
"ଏହାପରେ ସେ ଶଲୋମନଙ୍କୁ କହିଲେ, ମୁଁ ମାେ ଦେଶ ରେ ଆପଣଙ୍କ ମହାନ୍ କାର୍ୟ୍ଯାବଳୀ ଓ ଆପଣଙ୍କ ଜ୍ଞାନ ସମ୍ବନ୍ଧ ରେ ଯାହା ଶୁଣିଥିଲି, ତାହା ସତ୍ଯ ଅଟେ।"
6
"ମୁଁ ଏହି ସ୍ଥାନକୁ ନ ଆସିବା ପର୍ୟ୍ଯନ୍ତ ଓ ନିଜ ଚକ୍ଷୁ ରେ ନ ଦେଖିବା ପର୍ୟ୍ଯନ୍ତ ସହେି ଗଳ୍ପଗୁଡ଼ିକୁ ବିଶ୍ବାସ କରୁ ନ ଥିଲି। ଓଃ, ଆପଣଙ୍କ ମହାନ୍ ଜ୍ଞାନର ଅର୍ଦ୍ଧକେ ସୁଦ୍ଧା ମାେତେ କୁହାୟାଇ ନ ଥଲା। ମୁଁ ଯେଉଁ ସମସ୍ତ ଗଳ୍ପ ଶୁଣିଥିଲି। ଆପଣ ସେ ସବୁଥିରୁ ଆହୁରି ଅଧିକ ମହାନ୍ ଅଟନ୍ତି।"
7
"ତୁମ୍ଭର ଲୋକମାନେ ଓ ସବେକଗଣ ଅତ୍ଯନ୍ତ ସୌଭାଗ୍ଯଶାଳୀ ଅଟନ୍ତି। ସମାନେେ ଆପଣଙ୍କର ସବୋ କରିବା ସମୟରେ ଆପଣଙ୍କ ଜ୍ଞାନର କଥା ଶୁଣିପାରିବେ।"
8
"ଆପଣଙ୍କର ସଦାପ୍ରଭୁ ପରମେଶ୍ବର ପ୍ରଶଂସିତ ହୁଅନ୍ତୁ। ସେ ଆପଣଙ୍କଠା ରେ ପ୍ରସନ୍ନ ଅଟନ୍ତି ଓ ଆପଣଙ୍କ ସଦାପ୍ରଭୁ ପରମେଶ୍ବରଙ୍କ ସବୋ କରିବା ନିମନ୍ତେ ସେ ଆପଣଙ୍କୁ ଏହି ସିଂହାସନ ରେ ଉପବିଷ୍ଟ କରାଇଅଛନ୍ତି। ଆପଣଙ୍କ ପରମେଶ୍ବର ଇଶ୍ରାୟେଲକୁ ପ୍ ରମେ କରନ୍ତି ଓ ଅନନ୍ତକାଳ ନିମନ୍ତେ ଇଶ୍ରାୟେଲର ସପକ୍ଷ ଅଟନ୍ତି। ସେଥିନିମନ୍ତେ ସଦାପ୍ରଭୁ ଉତ୍ତମ ଓ ଯଥାର୍ଥ କର୍ମ କରିବା ନିମନ୍ତେ ଆପଣଙ୍କୁ ଇଶ୍ରାୟେଲର ରାଜା କରିଅଛନ୍ତି।"
9
"ଏହାପରେ ଶିବାର ରାଣୀ ରାଜା ଶଲୋମନଙ୍କୁ 120 ତାଳନ୍ତ ସୁନା, ପ୍ରଚୁର ପରିମାଣର ମସଲା ଓ ମୂଲ୍ଯବାନ ପ୍ରସ୍ତରମାନ ପ୍ରଦାନ କଲେ। ଶିବାର ରାଣୀଙ୍କ ପରି କୌଣସି ବ୍ଯକ୍ତି ଶଲୋମନଙ୍କୁ ଏ ପ୍ରକାର ବିରୁଦ୍ଧ ମସଲା ଦଇେ ନ ଥିଲା।"
10
"ହୂରମ୍ଙ୍କ ଦାସ ଓ ଶଲୋମନଙ୍କ ଦାସମାନେ ଓଫୀରକୁ ସୁନା ଆଣିଲେ। ଆହୁରି ମଧ୍ଯ, ସମାନେେ ଆଲ୍ଗମ୍ କାଠ ଓ ବହୁମୂଲ୍ଯ ପଥରସବୁ ଆଣିଲେ।"
11
"ରାଜା ଶ ଲୋମନ ସଦାପ୍ରଭୁଙ୍କ ମନ୍ଦିରର ପହାଚ ଓ ରାଜାଙ୍କ ଗୃହ ନିର୍ମାଣ କରିବା ନିମନ୍ତେ ଆଲ୍ଗମ୍ କାଠକୁ ବ୍ଯବହାର କଲେ। ଶଲୋମନ ଗାଯକମାନଙ୍କ ନିମନ୍ତେ ବୀଣା ଓ ସାରଙ୍ଗ ବାଦ୍ଯ ନିର୍ମାଣ କରିବା ନିମନ୍ତେ ମଧ୍ଯ ଆଲ୍ଗମ୍ କାଠ ବ୍ଯବହାର କଲେ। ଯିହୁଦା ଦେଶର କୌଣସି ବ୍ଯକ୍ତି ଆଲ୍ଗମ୍ କାଠରୁ ଏପ୍ରକାର ସୁନ୍ଦର ବସ୍ତ୍ର ନିର୍ମିତ ହବୋ ପୂର୍ବରୁ କବେେ ମଧ୍ଯ ଦେଖି ନ ଥିଲେ।"
12
"ଶିବାର ରାଣୀ ରାଜା ଶଲୋମନଙ୍କୁ ଯାହାକିଛି ମାଗିଲେ, ସେ ତାଙ୍କୁ ସହେି ସମସ୍ତ ପ୍ରଦାନ କଲେ। ଶିବାରା ରାଣୀ ତାଙ୍କୁ ଦବୋ ନିମନ୍ତେ ଯେଉଁସବୁ ବସ୍ତୁ ଆଣିଥିଲେ, ଶଲୋମନ ତାହାଠାରୁ ଅଧିକ ପରିମାଣ ରେ ବସ୍ତୁ ତାଙ୍କୁ ଦେଲେ। ଏହାପରେ ଶିବାର ରାଣୀ ଓ ତାଙ୍କର ଦାସମାନେ ନିଜ ଦେଶକୁ ଫରେିଗଲେ।"
13
"ଏକ ବର୍ଷ ମଧିଅରେ ଶଲୋମନ ଯେତେ ପରିମାଣ ରେ ସୁନା ପାଇଥିଲେ, ତାହାର ଓଜନ 666 ତାଳନ୍ତ ହେଲା।"
14
"ଭ୍ରମଣକାରୀ ବଣିକ ଓ ବ୍ଯବସାଯୀମାନେ ଶଲୋମନଙ୍କ ନିମନ୍ତେ ଆହୁରି ସୁନା ଆଣିଲେ। ଆରବର ସମସ୍ତ ରାଜାଗଣ ଓ ଦେଶର ଶାସକଗଣ ଶଲୋମନଙ୍କ ନିକଟକୁ ସୁନା ଓ ରୂପା ନଇେ ଆସିଲେ।"
15
"ଶ ଲୋମନ ପିଟା ସୁନାରୁ 200 ବୃହତ୍ ଢ଼ାଲ ନିର୍ମାଣ କଲେ। ପ୍ରେତ୍ୟକକଟି ଢ଼ାଲ ନିମନ୍ତେ 600 ଶକେଲ ପିଟା ସୁନା ବ୍ଯବହୃତ ହାଇେଥିଲା।"
16
"ଆହୁରି ମଧ୍ଯ ଶଲୋମନ ପିଟା ସୁନାରୁ 300ଟି କ୍ଷୁଦ୍ର ଢ଼ାଲ ନିର୍ମାଣ କଲେ। ପ୍ରେତ୍ୟକକ ଢ଼ାଲ ନିମନ୍ତେ 300 ଶକେଲ ସୁନା ବ୍ଯବହୃତ ହାଇେଥିଲା। ରାଜା ଶଲୋମନ ଲିବାନୋନର ଅରଣ୍ଯ ନାମକ ଗୃହ ରେ ଏହି ସୁବର୍ଣ୍ଣ ଢ଼ାଲଗୁଡ଼ିକ ରଖିଲେ।"
17
"ରାଜା ଶଲୋମନ ଏକ ବୃହତ୍ ସିଂହାସନ ନିର୍ମାଣ କରିବା ନିମନ୍ତେ ହାତୀଦାନ୍ତର ବ୍ଯବହାର କଲେ। ସେ ସହେି ସିଂହାସନକୁ ଖାଣ୍ଟି ସୁନା ଦ୍ବାରା ଆବୃତ କଲେ।"
18
"ସହେି ଛଅ ଗୋଟି ପାହାଚ ସିଂହାସନ ନିକଟକୁ ରାସ୍ତା କଢ଼ାଇ ନଲୋ। ସୁନା ରେ ନିର୍ମିତ ଏକ ପାଦପୀଠ ତାହାର ଥିଲା। ସିଂହାସନର ଆସନର ଉଭୟ ପାଶର୍ବ ରେ ବାହୁଭରାମାନ ଥିଲା। ପ୍ରେତ୍ୟକକ ବାହୁଭରାର ପାଶର୍ବ ରେ ଗୋଟିଏ ଲଖାଏଁେ ସିଂହମୂର୍ତ୍ତି ଦଣ୍ଡାଯମାନ ଥିଲା।"
19
"ଛଅ ଗୋଟି ପାହାଚ ରେ ବାର ଗୋଟି ସିଂହଙ୍କର ପ୍ରତିମୂର୍ତ୍ତି ଥିଲା। ପ୍ରେତ୍ୟକକ ପାହାଚର ଶଷେ ରେ ଗୋଟିଏ ସିଂହ ଥିଲା। ଅନ୍ୟ କୌଣସି ରାଜ୍ଯ ରେ ଏ ପ୍ରକାର ସିଂହାସନ ନିର୍ମିତ ହାଇେ ନ ଥିଲା।"
20
"ରାଜା ଶଲୋମନଙ୍କର ସମସ୍ତ ପାନପାତ୍ର ସ୍ଥାନ ରେ ନିର୍ମିତ ହାଇେଥିଲା। ଲିବାନୋନର ଅରଣ୍ଯସ୍ଥିତ ଗୃହର ସମସ୍ତ ଗୃହୋପକରଣ ଖାଣ୍ଟି ସୁନା ରେ ନିର୍ମିତ ହାଇେଥିଲା। ଶ ଲୋମନଙ୍କ ସମୟରେ ରୂପା ଏକ ବହୁମୂଲ୍ଯ ଦ୍ରବ୍ଯରୂପେ ଗଣ୍ଯ ହେଉ ନ ଥିଲା।"
21
"ରାଜା ଶ ଲୋମନଙ୍କର ଜାହାଜମାନ ଥିଲା, ଯେଉଁଗୁଡ଼ିକ କି ତର୍ଶୀଶକୁ ଯାଉଥିଲା। ହୂରମ୍ଙ୍କ ଲୋକମାନେ ଶଲୋମନଙ୍କ ଜାହାଜର ନାବିକ ଥିଲେ। ପ୍ରତି ତିନିବର୍ଷ ରେ ଥରେ ସହେି ଜାହାଜଗୁଡ଼ିକ ଶଲୋମନଙ୍କ ନିକଟକୁ ସୁନା, ରୂପା, ହାତୀଦାନ୍ତ, ମାଙ୍କଡ଼ ଓ ମଯୁରମାନ ବହି ଆଣୁଥିଲେ।"
22
"ରାଜା ଶଲୋମନ ପୃଥିବୀସ୍ଥ ଅନ୍ୟ ରାଜାମାନଙ୍କଠାରୁ ଧନସମ୍ପଦ ଓ ଜ୍ଞାନ ରେ ଅତ୍ଯନ୍ତ ମହାନ୍ ହାଇେ ଉଠିଲେ।"
23
"ପୃଥିବୀର ସମସ୍ତ ରାଜାଗଣ ଶ ଲୋମନଙ୍କୁ ସାକ୍ଷାତ କରିବାକୁ ଓ ତାଙ୍କର ଜ୍ଞାନପୂର୍ଣ୍ଣ ବିଚାର ଶୁଣିବା ପାଇଁ ଆସିବାକୁ ଲାଗିଲେ। ପରମେଶ୍ବର ଶଲୋମନଙ୍କୁ ସହେିପରି ଜ୍ଞାନ ପ୍ରଦାନ କରିଥିଲେ।"
24
"ପ୍ରତି ବର୍ଷ ସହେି ରାଜାମାନେ ଶଲୋମନଙ୍କ ନିମନ୍ତେ ଉପହାରମାନ ନଇେ ଆସୁଥିଲେ। ସମାନେେ ସୁନା, ରୂପା ଦ୍ରବ୍ଯ, ବସ୍ତ୍ର, ୟୁଦ୍ଧସାଜ, ମଶାଲ, ଅଶ୍ବଗୁଡ଼ିକ ଓ ଖଚରମାନ ଆଣିଲେ।"
25
"ଅଶ୍ବ ଓ ରଥମାନଙ୍କୁ ରଖବା ନିମନ୍ତେ ଶଲୋମନଙ୍କର 4,000 ଅଶ୍ବଶାଳା ଥିଲା। ତାଙ୍କର 12,000 ରଥଚାଳକ ଥିଲେ। ଶଲୋମନ ସମାନଙ୍କେୁ ତାଙ୍କ ସଙ୍ଗ ରେ ୟିରୁଶାଲମ ରେ ଓ ରଥ ନିମନ୍ତେ ନିର୍ମିତ ବିଶଷେ ନଗରଗୁଡ଼ିକରେ ରଖିଲେ।"
26
"ଫରାତ୍ ନଦୀଠାରୁ ଆରମ୍ଭ କରି ପଲେଷ୍ଟୀୟ ଲୋକମାନଙ୍କର ଦେଶ ଓ ମିଶରର ସୀମା ପର୍ୟ୍ଯନ୍ତ ସମସ୍ତ ଦେଶ ଉପରେ ଶଲୋମନ ରାଜା ଥିଲେ।"
27
"ରୂପାର ପରିମାଣ ଏତେ ଥିଲା ଯେ, ତାହା ୟିରୁଶାଲମର ଗୋଡ଼ି, ପଥର ତୁଲ୍ଯ ଥିଲା। ଆଉ, ତାଙ୍କ ନିକଟରେ ଏତେ ପରିମାଣର ଦବଦୋରୁ କାଠ ଥିଲା ଯେ, ତାହା ଡ଼ିମ୍ବିରିଗଛ ତୁଲ୍ଯ ଥିଲା, ଯାହା ମାଳଭୂମିରେ ୟଥେଷ୍ଟ ପରିମାଣ ରେ ବଢ଼େ।"
28
"ଲୋକମାନେ ମିଶର ଓ ଅନ୍ଯାନ୍ଯ ଦେଶମାନଙ୍କରୁ ଶଲୋମନଙ୍କ ନିମନ୍ତେ ଅଶ୍ବମାନ ଆଣିଲେ।"
29
"ଶଲୋମନ କରିଥିବା ଅନ୍ଯାନ୍ଯ କାର୍ୟ୍ଯସକଳ ଭବଷ୍ଯଦ୍ବକ୍ତା ନାଥନଙ୍କ ଲଖାେସବୁ, ଶୀଲୋନୀଯ ଭବିଷ୍ଯଦ୍ବକ୍ତା, ଅହିଯଙ୍କର ଭବିଷ୍ଯଦ୍ବାଣୀ ଓ ଭବିଷ୍ଯଦ୍ବକ୍ତା ଇଦୋଙ୍କର ଦର୍ଶନ ପୁସ୍ତକରେ ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଲଖାୟୋଇ ଅଛି। ଇଦ୍ଦୋ ୟିଏ ନବାଟଙ୍କ ପୁତ୍ର ୟାରବିଯାମ୍ଙ୍କ ବିଷଯ ରେ ଲେଖିଛନ୍ତି।"
30
"ଶଲୋମନ ସମଗ୍ର ଇଶ୍ରାୟେଲ ଉପରେ ୟିରୁଶାଲମ ରେ ଚାଳିଶ ବର୍ଷ ପର୍ୟ୍ଯନ୍ତ ରାଜା ହାଇେ ରହିଲେ।"
31
"ଏହାପରେ, ଶଲୋମନ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ବିଶ୍ରାମ ନେଲେ। ଲୋକମାନେ ତାହାଙ୍କୁ ତାଙ୍କର ପିତା ଦାଉଦଙ୍କ ନଗର ରେ କବର ଦେଲେ। ଶଲୋମନଙ୍କ ସ୍ଥାନ ରେ ଶଲୋମନଙ୍କ ପୁତ୍ର ରିହବିଯାମ୍ ନୂତନ ରାଜା ହେଲ।"
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 10 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36