bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
2 Chronicles 29
2 Chronicles 29
Odia - 1840
← Chapter 28
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 30 →
1
"ହିଜକିଯ ରାଜା ହବୋ ସମୟରେ ପଚିଶ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଅଣତିରିଶ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅବିଜା। ଅବିଜା ଜିଖରିଯଙ୍କ କନ୍ଯା ଥିଲେ।"
2
"ହିଜକିଯ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କାର୍ୟ୍ଯ କଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଯଥାର୍ଥ କର୍ମ କଲେ।"
3
"ହିଜକିଯ ସଦାପ୍ରଭୁଙ୍କ ମନ୍ଦିରର ଦ୍ବାରସବୁ ମରାମତି କଲେ। ହିଜକିଯ ମନ୍ଦିରକୁ ପୁନର୍ବାର ଉନ୍ମୁକ୍ତ କଲେ। ସେ ରାଜା ହବୋର ପ୍ରଥମ ବର୍ଷର ପ୍ରଥମ ମାସ ରେ ହିଁ ଏହା କଲେ।"
4
"ହିଜକିଯ ଯାଜକ ଓ ଲବେୀୟମାନଙ୍କୁ ଏକ ସଭା ରେ ସମ୍ମିଳିତ କରାଇଲେ। ମନ୍ଦିରର ପୂର୍ବ ପାଶର୍ବସ୍ଥ ଉନ୍ମୁକ୍ତ ପ୍ରାଙ୍ଗଣ ରେ ସେ ସମାନଙ୍କେ ସହିତ ଏକ ସଭା କଲେ।"
5
"ହିଜକିଯ ସମାନଙ୍କେୁ କହିଲେ, ହେ ଲବେୀୟମାନେ, ମାେ' କଥା ଶୁଣ। ତୁମ୍ଭର ପୂର୍ବପୁରୁଷମାନଙ୍କ ସଦାପ୍ରଭୁ ପରମେଶ୍ବରଙ୍କ ମନ୍ଦିର ରେ ସବୋ କରିବା ପାଇଁ ନିଜକୁ ଉତ୍ସର୍ଗୀକୃତ କର। ଅପବିତ୍ର ବସ୍ତୁକୁ ମନ୍ଦିରରୁ ବାହାର କରିନିଅ।"
6
"ଆମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କୁ ତ୍ଯାଗ କଲେ। ସଦାପ୍ରଭୁ ପରମେଶ୍ବର ମନ୍ଦ ବୋଲି ବିବଚେନା କରିଥିବା କାର୍ୟ୍ଯକୁ ସମାନେେ କଲେ। ସମାନେେ ସଦାପ୍ରଭୁଙ୍କୁ ଅବମାନନା କଲେ। ସମାନେେ ସଦାପ୍ରଭୁଙ୍କୁ ପଛ କଲେ।"
7
"ସମାନେେ ମନ୍ଦିର ଅଳିନ୍ଦର ଦ୍ବାରସବୁ ବନ୍ଦ କରି ଦେଲେ ଓ ପ୍ରଦୀପର ଶିଖା ଲିଭାଇ ଦେଲେ। ସମାନେେ ଇଶ୍ରାୟେଲର ପରମେଶ୍ବରଙ୍କର ପବିତ୍ର ସ୍ଥାନ ରେ ସୁଗନ୍ଧିଧୂପ ଜଳାଇବା ଓ ନବୈେଦ୍ଯ ହାମବେଳି ଉପହାର ଉତ୍ସର୍ଗ କରିବା ବନ୍ଦ କରି ଦେଲେ।"
8
"ତେଣୁ ସଦାପ୍ରଭୁ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ପ୍ରତି ଅତ୍ଯନ୍ତ କୋର୍ଧ କଲେ। ସଦାପ୍ରଭୁ ସମାନଙ୍କେୁ ଦଣ୍ଡିତ କଲେ। ଯିହୁଦା ଓ ୟିରୁଶାଲମର ଲୋକମାନଙ୍କର ସଦାପ୍ରଭୁ ଯାହା ଘଟାଇଲେ, ତାହା ଯେତବେେଳେ ଅନ୍ୟ ଲୋକମାନେ ଦେଖିଲେ, ସମାନେେ ଅତ୍ଯନ୍ତ ଭୟଭୀତ ଓ ହତଚକିତ ହାଇପେଡ଼ିଲେ। ସହେି ଅନ୍ୟ ଦେଶମାନେ ଯିହୁଦାର ଲୋକଙ୍କ ନିମନ୍ତେ ଘୃଣା ଓ ଲଜ୍ଜା ରେ ଆପଣା ଆପଣା ମୁଣ୍ଡ ନୁଆଁଇଲେ। ତୁମ୍ଭମାନେେ ତାହା ସ୍ବଚକ୍ଷୁ ରେ ଦେଖୁଅଛ।"
9
"ଆଉ ସେଥି ନିମନ୍ତେ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ୟୁଦ୍ଧ ରେ ନିହତ ହେଲେ। ଆମ୍ଭମାନଙ୍କ ପୁତ୍ର ଓ କନ୍ଯା ଓ ସ୍ତ୍ରୀମାନେ ବନ୍ଦୀରୂପେ ନିଆଗେଲ।"
10
"ତେଣୁ ବର୍ତ୍ତମାନ ମୁଁ ହିଜକିଯ, ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ସହିତ ଏକ ନିଯମ କରିବାକୁ ମନସ୍ଥ କରିଅଛି। ତବେେ ସେ ଆମ୍ଭମାନଙ୍କ ଉପରେ ଆଉ କୋର୍ଧ କରିବେ ନାହିଁ।"
11
"ତେଣୁ ହେ ମାରେ ପୁତ୍ରଗଣ, ଆଉ ପରିଚର୍ୟ୍ଯା କର ନାହିଁ କି ଆଉ ସମୟ ନଷ୍ଟ କର ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ସବୋକାର୍ୟ୍ଯ ନିମନ୍ତେ ମନୋନୀତ କରିଅଛନ୍ତି। ସେ ତୁମ୍ଭମାନଙ୍କୁ ତାଙ୍କର ମନ୍ଦିର ରେ ସବୋକାର୍ୟ୍ଯ କରିବା ଓ ସୁଗନ୍ଧିଧୂପ ଜଳାଇବା ନିମନ୍ତେ ମନୋନୀତ କରିଛନ୍ତି।"
12
"ଯେଉଁ ଲବେୀୟମାନେ କାର୍ୟ୍ଯ କରିବାକୁ ଆରମ୍ଭ କଲେ, ସମାନଙ୍କେର ତାଲିକା ଏହି: କହାତ୍ ବଂଶର ଅମାସଯଙ୍କ ପୁତ୍ର ମାହତ୍ ଓ ଅସରିଯଙ୍କ ପୁତ୍ର ଯାୟେଲ୍ ଥିଲେ। ମରାରି ବଂଶଧରର ବବ୍ଦିଙ୍କ ପୁତ୍ର କୀଶ୍ ଓ ୟିହୋଲିଲଲଙ୍କେ ପୁତ୍ର ଅସରିଯ ଥିଲେ।"
13
"ଗେର୍ଶୋନ ବଂଶଧରରରୁ ସିମ୍ମଙ୍କ ପୁତ୍ର ୟୋଯାହ ଓ ୟୋଯାହଙ୍କ ପୁତ୍ର ଏଦନ୍ ଥିଲେ। ଇଲୀଶାଫନ୍ଙ୍କ ବଂଶଧରମାନଙ୍କ ମଧ୍ଯରୁ ଜିଖରିଯ ଓ ମତ୍ତନୀଯ ଥିଲେ। ହମେନ୍ଙ୍କ ବଂଶଧରମାନଙ୍କ ମଧ୍ଯରୁ ୟିହୀଯେଲ୍ ଓ ଶିମିଯି ଥିଲେ।"
14
"ୟିଦୂଥିନ୍ଙ୍କ ବଂଶଧର ମାନଙ୍କ ମଧ୍ଯରୁ ଶିମ୍ରି ଓ ୟିଯୂଯଲେ ଥିଲେ। ଆସଫ୍ ବଂଶଧରମାନଙ୍କ ମଧ୍ଯରୁ ଶମଯିଯ ଓ ଉଷିଯଲେ ଥିଲେ।"
15
"ଏହାପରେ ଏହି ଲବେୀୟମାନେ ସମାନଙ୍କେର ଭ୍ରାତାମାନଙ୍କୁ ଏକତ୍ର କଲେ ଓ ମନ୍ଦିରର ପବିତ୍ର ସବୋକାର୍ୟ୍ଯ ନିମନ୍େତ ସମାନଙ୍କେୁ ପ୍ରସ୍ତୁତ କଲେ। ସମାନେେ ରାଜାଙ୍କର ଆଦେଶ ମାନିଲେ, ଯାହାକି ସଦାପ୍ରଭୁଙ୍କଠାରୁ ଆସିଥିଲା।"
16
"ଯାଜକମାନେ ମନ୍ଦିରକୁ ପରିଷ୍କାର କରିବା ନିମନ୍ତେ ତାହା ମଧିଅରେ ପ୍ରବେଶ କଲେ। ସଦାପ୍ରଭୁଙ୍କ ମନ୍ଦିର ମଧିଅରେ ଯେତେ ଅପବିତ୍ର ବସ୍ତୁ ପାଇଲେ, ତାହାକୁ ବାହାର କରି ଦେଲେ। ସମାନେେ ସହେି ଅପବିତ୍ର ବସ୍ତୁଗୁଡ଼ିକୁ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣକୁ ଆଣିଲେ। ଏହାପରେ ଲବେୀୟମାନେ ଅପବିତ୍ର ବସ୍ତୁଗୁଡ଼ିକୁ ବାହାର କରି କିଦ୍ରୋଣ ଉପତ୍ୟକାକୁ ନଇଗେଲେ।"
17
"ପ୍ରଥମ ମାସର ପ୍ରଥମ ଦିନ ରେ ଲବେୀୟମାନେ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ନିଜଙ୍କୁ ପ୍ରସ୍ତୁତ କରିବା ଆରମ୍ଭ କରି ଦେଲେ। ମାସର ଅଷ୍ଟମ ଦିନ ରେ, ଲବେୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ଅଳିନ୍ଦକୁ ଆସିଲେ। ସଦାପ୍ରଭୁଙ୍କ ମନ୍ଦିରକୁ ପବିତ୍ରରୂପେ ବ୍ଯବହାର କରିବା ପାଇଁ ସମାନେେ ଆହୁରି ଆଠ ଦିନ ପର୍ୟ୍ଯନ୍ତ ସମାନେେ ତାକୁ ପରିଷ୍କାର କଲେ। ସମାନେେ ପ୍ରଥମ ମାସର ଷୋହଳତମ ଦିନ ରେ ତାହା ସମାପ୍ତ କଲେ।"
18
"ଏହାପରେ ସମାନେେ ରାଜା ହିଜକିଯଙ୍କ ନିକଟକୁ ଗଲେ। ସମାନେେ ତାଙ୍କୁ କହିଲେ, ରାଜା ହିଜକିଯ, ଆମ୍ଭମାନେେ ସଦାପ୍ରଭୁଙ୍କ ସମଗ୍ର ମନ୍ଦିର, ସୁଗନ୍ଧିଧୂପ ଜ୍ବଳାଇବାର ୟଜ୍ଞବଦେୀ ଓ ମନ୍ଦିରସ୍ଥ ସମସ୍ତ ବିଷଯକୁ ପରିଷ୍କାର କରିଅଛୁ। ଧାଡ଼ିଧାଡ଼ି ଦର୍ଶନୀଯ ରୋଟୀ ରଖାୟିବାର ମଳେ ଓ ମଳେ ରେ ବ୍ଯବହୃତ ସାମଗ୍ରୀକୁ ଆମ୍ଭମାନେେ ପରିଷ୍କାର କରିଅଛୁ।"
19
"ଆହସ୍ ରାଜା ଥିବା ସମୟରେ ପରମେଶ୍ବରଙ୍କର ବିରୁଦ୍ଧ ରେ ବିଦ୍ରୋହ କଲେ। ସେ ମନ୍ଦିର ମଧିଅରେ ଥିବା ଅନକେ ସାମଗ୍ରୀକୁ ଫୋପାଡ଼ି ଦଇେଥିଲେ। କିନ୍ତୁ ଆମ୍ଭମାନେେ ସହେିସବୁ ସାମଗ୍ରୀକୁ ନିରୂପିତ କରିଅଛୁ ଓ ସଗେୁଡ଼ିକୁ ବିଶଷେ ବ୍ଯବହାର ନିମନ୍ତେ ପ୍ରସ୍ତୁତ କରିଅଛୁ। ସଗେୁଡ଼ିକ ବର୍ତ୍ତମାନ ସଦାପ୍ରଭୁଙ୍କ ୟଜ୍ଞବଦେୀର ସମ୍ମୁଖ ରେ ଅଛି।"
20
"ରାଜା ହିଜକିଯ ପରବର୍ତ୍ତୀ ଦିନ ପ୍ରତ୍ଯୁଷ ରେ ନଗରର ପଦାଧିକାରୀମାନଙ୍କୁ ଏକତ୍ର କଲେ ଓ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।"
21
"ସମାନେେ ସାତ ଗୋଟି ବଳଦ, ସାତାଟେି ମଷେ, ସାତାଟେି ମଷେଶାବକ ଓ ସାତାଟେି ବୋଦା ଆଣିଲେ। ଏହି ପଶୁଗୁଡ଼ିକ ପବିତ୍ର ସ୍ଥାନର ଓ ଯିହୁଦାର ଲୋକମାନଙ୍କ ନିମନ୍ତେ ପାପାର୍ଥକ ବଳିସ୍ବରୂପେ ଉତ୍ସର୍ଗୀକୃତ ହବୋକୁ ଥିଲା। ରାଜା ହିଜକିଯ ହାରୋଣଙ୍କ ବଂଶଧର ଯାଜକମାନଙ୍କୁ ସଦାପ୍ରଭୁଙ୍କ ୟଜ୍ଞବଦେୀ ଉପରେ ସହେି ପଶୁଗୁଡ଼କ ଉତ୍ସର୍ଗ କରିବାକୁ ଆଦେଶ ଦେଲେ।"
22
"ତେଣୁ ଯାଜକମାନେ ବଳଦମାନଙ୍କୁ ହତ୍ଯା କଲେ ଓ ରକ୍ତକୁ ରଖିଲେ। ଆଉ ସମାନେେ ସହେି ବଳଦର ରକ୍ତକୁ ବଦେୀ ଉପରେ ସିଞ୍ଚିଲେ। ଏହାପରେ ଯାଜକମାନେ ମଷେମାନଙ୍କୁ ହତ୍ଯା କଲେ ଓ ମଷେମାନଙ୍କର ରକ୍ତ ୟଜ୍ଞବଦେୀ ଉପରେ ସିଞ୍ଚନ କଲେ।"
23
"ଏହାପରେ ଯାଜକମାନେ ଛାଗଗୁଡ଼ିକୁ ରାଜାଙ୍କ ସମ୍ମୁଖକୁ ଆଣିଲେ ଓ ଲୋକମାନେ ଏକତ୍ର ସମ୍ମିଳିତ ହେଲେ। ଏହି ଛାଗଗୁଡ଼ିକ ପାପାର୍ଥକ ବଳି ଥିଲା। ଯାଜକମାନେ ସମାନଙ୍କେ ହସ୍ତ ଛାଗମାନଙ୍କ ମସ୍ତକ ଉପରେ ରଖିଲେ ଓ ଛାଗଗୁଡ଼ିକୁ ବଧ କଲେ।"
24
"ଛାଗମାନଙ୍କର ରକ୍ତକୁ ୟଜ୍ଞବଦେୀ ଉପରେ ଉତ୍ସର୍ଗ କରି ଯାଜକମାନେ ପାପାର୍ଥକ ବଳି ଉତ୍ସର୍ଗ କଲେ। ପରମେଶ୍ବର ଯେପରି ଇଶ୍ରାୟେଲର ଲୋକମନଙ୍କର ପାପସବୁ କ୍ଷମା କରନ୍ତି, ଏଥିନିମନ୍ତେ ସମାନେେ ଏହିପରି କଲେ। ରାଜା କହିଲେ ଯେ, ଇଶ୍ରାୟେଲର ସମସ୍ତ ଲୋକଙ୍କ ନିମନ୍ତେ ହାମବେଳି ଉପହାର ଓ ପାପାର୍ଥକ ବଳି ଏକତ୍ର ଉତ୍ସର୍ଗ କରାୟିବା ଉଚିତ୍।"
25
"ଦାଉଦ, ରାଜାଙ୍କ ଭବିଷ୍ଯତ୍ବକ୍ତା ଗାଦ୍ ଓ ନାଥନ୍ ଭବିଷ୍ଯତ୍ବକ୍ତା ଯେଉଁ ପ୍ରକାର ଆଦେଶ ଦଇେଥିଲେ, ରାଜା ହିଜକିଯ ସହେି ପ୍ରକା ରେ ଲବେୀୟମାନଙ୍କୁ ଝାଞ୍ଜ, ବୀଣା ଓ ସାରଙ୍ଗ ସହିତ ସଦାପ୍ରଭୁଙ୍କ ମନ୍ଦିର ରେ ଅବସ୍ଥାପିତ କଲେ। ଏହି ଆଦେଶ ସଦାପ୍ରଭୁଙ୍କଠାରୁ ତାଙ୍କର ଭବିଷ୍ଯତ୍ବକ୍ତାମାନଙ୍କର ମାଧ୍ଯମ ରେ ଆସିଥିଲା।"
26
"ତେଣୁ ଲବେୀୟମାନେ ଦାଉଦଙ୍କ ବାଦ୍ଯୟନ୍ତ୍ରସବୁ ସହିତ ପ୍ରସ୍ତୁତ ହାଇେ ଠିଆ ହେଲେ ଓ ଯାଜକମାନେ ସମାନଙ୍କେର ତୂରୀ ସହିତ ପ୍ରସ୍ତୁତ ହାଇେ ଠିଆ ହେଲେ।"
27
"ଏହାପରେ ହିଜକିଯ ବଦେୀ ଉପରେ ବଳିଦାନ ଉପହାର ଉତ୍ସର୍ଗ କରିବାକୁ ଆଦେଶ ଦେଲେ। ହାମବେଳି ଉପହାରର ଉତ୍ସର୍ଗ ଯେତବେେଳେ ଆରମ୍ଭ ହେଲା, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସଙ୍ଗୀତଗାନ ସେତବେେଳେ ଆରମ୍ଭ ହେଲା। ତୂରୀ ବଜାଗଲା ଓ ଇଶ୍ରାୟେଲ ରାଜା ଦାଉଦଙ୍କ ବାଦ୍ଯୟନ୍ତ୍ର ସବୁ ବଜାଇଲା।"
28
"ହାମବେଳି ଉପହାରର ଉତ୍ସର୍ଗୀକରଣ ଶଷେ ନ ହବୋ ପର୍ୟ୍ଯନ୍ତ ସମସ୍ତ ଜନତା ନତ ମସ୍ତକ ହେଲେ, ଗାଯକମାନେ ଗୀତଗାନ କଲେ ଓ ତୂରୀବାଦ୍ଯକାରୀମାନେ ତୂରୀ ବଜାଇଲେ।"
29
"ଉତ୍ସର୍ଗ କାର୍ୟ୍ଯ ଶଷେ ହବୋପରେ, ରାଜା ହିଜକିଯ ଓ ତାଙ୍କ ସହିତ ସମସ୍ତ ଜନତା ନତମସ୍ତକ ହେଲେ ଓ ଉପାସନା କଲେ।"
30
"ରାଜା ହିଜକିଯ ଓ ତାଙ୍କର ପଦାଧିକାରୀମାନେ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାଗାନ କରିବାକୁ ଆଦେଶ ଦେଲେ। ସମାନେେ ଦାଉଦ ଓ ଆସଫ ଭବିଷ୍ଯତ୍ବକ୍ତାଙ୍କ ରଚିତ୍ ସଙ୍ଗୀତମାନ ଗାନ କଲେ। ସମାନେେ ପରମେଶ୍ବରଙ୍କର ପ୍ରଶଂସା କଲେ ଓ ଆନନ୍ଦିତ ହେଲେ। ସମାନେେ ସମସ୍ତେ ନତମସ୍ତକ ହେଲେ ଓ ପରମେଶ୍ବରଙ୍କର ଉପାସନା କଲେ।"
31
"ହିଜକିଯ କହିଲେ, ବର୍ତ୍ତମାନ, ଯିହୁଦାର ଲୋକମାନେ, ତୁମ୍ଭମାନେେ ନିଜକୁ ସଦାପ୍ରଭୁଙ୍କ ଉତ୍ସର୍ଗୀକୃତ କରିଅଛ। ନିକଟକୁ ଆସ ଓ ସଦାପ୍ରଭୁଙ୍କ ମନ୍ଦିରକୁ ବଳିଦାନ ଓ ଧନ୍ଯବାଦର ଉପହାରସବୁ ଆଣ। ଏହାପରେ ଲୋକମାନେ ବଳିଦାନ ଓ ଧନ୍ଯବାଦର ଉପହାର ସବୁ ଆଣିଲେ। ଯଦି କୌଣସି ଲୋକ ଚାହିଁଲା, ସେ ହାମବେଳି ଉପହାରସବୁ ଆଣିଲା।"
32
"ସମ୍ମିଳିତ ଜନତା ଏହିପରି ଭାବରେ ହାମବେଳି ଉପହାର ସବୁ ଆଣିଲେ: ସତୁରି ବଳଦ, 100 ଗୋଟି ମଷେ ଓ 200 ଗୋଟି ମଷେଶାବକ। ଏହିସବୁ ପଶୁକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ଉପହାର ସ୍ବରୂପେ ଉତ୍ସର୍ଗ କରାଗଲା।"
33
"ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ନବୈେଦ୍ଯ ଥିଲା 600ଟି ଷଣ୍ଢ ଓ 3,000 ମଷେ ଓ ଛାଗ।"
34
"କିନ୍ତୁ ଏହି ସମସ୍ତ ପଶୁଙ୍କୁ କାଟି ଓ ଚମଡ଼ା ପରିଷ୍କାର କରି ହାମବେଳି ନବୈେଦ୍ଯ ସ୍ବରୂପେ ଉତ୍ସର୍ଗ କରିବା ନିମନ୍ତେ ୟଥେଷ୍ଟ ସଂଖ୍ଯକ ଯାଜକ ନ ଥିଲେ। ତେଣୁ ସମାନଙ୍କେର ଆତ୍ମୀଯମାନେ ଓ ଲବେୀୟମାନେ କାର୍ୟ୍ଯ ଶଷେ ହବୋ ପର୍ୟ୍ଯନ୍ତ ଓ ଯାଜକମାନେ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ପର୍ୟ୍ଯନ୍ତ ସମାନଙ୍କେୁ ସାହାୟ୍ଯ କଲେ। ଲବେୀୟମାନେ ସଦାପ୍ରଭୁଙ୍କ ସବୋ କରିବା ନିମନ୍ତେ ନିଜଙ୍କୁ ପ୍ରସ୍ତୁତ କରିବା ଉଦ୍ଦେଶ୍ଯ ରେ ଅତ୍ଯନ୍ତ ସଚତନେ ଥିଲେ। ସମାନେେ ଯାଜକମାନଙ୍କଠାରୁ ମଧ୍ଯ ଅଧିକ ସଚତନେ ଥିଲେ।"
35
"ସଠାେରେ ଅନକେ ହାମବେଳି ନବୈେଦ୍ଯ ଓ ମଙ୍ଗଳାର୍ଥକ ନବୈେଦ୍ଯ ସ୍ବରୂପ ଚର୍ବିର ଉତ୍ସର୍ଗ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରାଗଲା। ଏହିପରି ଭାବରେ, ସଦାପ୍ରଭୁଙ୍କ ମନ୍ଦିର ରେ ସବୋକାର୍ୟ୍ଯ ଆଉଥରେ ଆରମ୍ଭ ହେଲା।"
36
"ପରମେଶ୍ବର ତାଙ୍କର ଲୋକମାନଙ୍କ ନିମନ୍ତେ ଯେଉଁସବୁ ବିଷଯ ପ୍ରସ୍ତୁତ କରିଥିଲେ, ସେଥିନିମନ୍ତେ ହିଜକିଯ ଓ ଲୋକମାନେ ଅତ୍ଯନ୍ତ ଆନନ୍ଦିତ ଥିଲେ। ଆଉ ସେ ତାହା ଏତେ ଶୀଘ୍ର କଲେ, ଯେ ସେଥିନିମନ୍ତେ ସମାନେେ ଆନନ୍ଦିତ ଥିଲେ।"
← Chapter 28
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 30 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36