bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Jeremiah 32
Jeremiah 32
Odia - 1840
← Chapter 31
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 33 →
1
"ଯିହୁଦାର ରାଜା ସିଦିକିଯର ଦଶମ ବର୍ଷ ରେ ଅର୍ଥାତ୍ ନବୂଖଦନିତ୍ସରର ଶାସନର ଅଷ୍ଟାଦଶ ବର୍ଷ ରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।"
2
"ସେତବେେଳେ ବାବିଲ ରାଜାର ସୈନ୍ଯଗଣ ୟିରୁଶାଲମ ଅବରୋଧ କରୁଥିଲେ ଓ ଯିରିମିୟ ଭବିଷ୍ଯଦବକ୍ତା ଯିହୁଦାର ରାଜଗୃହର ପ୍ରହରୀ ପ୍ରାଙ୍ଗଣ ରେ ବନ୍ଦ ଥିଲେ।"
3
"ଯିହୁଦାର ରାଜା ସିଦିକିଯ ଯିରିମିୟଙ୍କୁ ବନ୍ଦୀ କରିଥିଲେ। କାରଣ ସେ ଭବିଷ୍ଯଦବାକ୍ଯ ପ୍ରଚାର କରି କହିଥିଲେ ଯେ, ସଦାପ୍ରଭୁ କହନ୍ତି, 'ଆମ୍ଭେ ବାବିଲର ରାଜା ନବୂଖଦନିତ୍ସର ହସ୍ତ ରେ ୟିରୁଶାଲମକୁ ଅର୍ପଣ କରିବା।"
4
"ଆଉ ଯିହୁଦାର ରାଜା ସିଦିକିଯ କଲଦୀଯମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ସେ ନିଶ୍ଚିତ ବାବିଲ ରାଜଞର ହସ୍ତ ରେ ସମର୍ପିତ ହବେ ଓ ସାମନା ସାମନି ହାଇେ ତାହ ସହିତ କଥା କହିବ ଓ ସ୍ବଚକ୍ଷୁ ରେ ସେ ତାହା ଦେଖିବ।"
5
"ପୁଣି ସେ ସିଦିକିଯକୁ ବାବିଲକୁ ଘନେିୟିବ। ଆମ୍ଭେ ଯେ ପର୍ୟ୍ଯନ୍ତ ତାକୁ ଶାସ୍ତି ନ ଦଇେଛୁ ସେ ପର୍ୟ୍ଯନ୍ତ ସେ ସଠାେ ରେ ରହିବ।' ଆଉ ସଦାପ୍ରଭୁ କହନ୍ତି, 'ତୁମ୍ଭମାନେେ କଲଦୀଯମାନଙ୍କ ସହିତ ୟୁଦ୍ଧ କଲେ ହେଁ କୃତକାର୍ୟ୍ଯ ହବେ ନାହିଁ।"
6
"ଯିରିମିୟ ବନ୍ଦୀ ଥିଲା ବେଳେ, ସଦାପ୍ରଭୁଙ୍କର ଏହି ବାକ୍ଯ ତାଙ୍କ ନିକଟରେ ଉପସ୍ଥିତ ହେଲା। ଯଥା:"
7
"ହେ ଯିରିମିୟ, ତୁମ୍ଭ ପିତୃବ୍ଯ ଶଲୂମର ପୁତ୍ର ହନନଲେ ତୁମ୍ଭ ନିକଟକୁ ଆସି ଏହି କଥା କହିବ, 'ଅନାେଥାତ ରେ ମାରେ ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ ନିଜ ପାଇଁ କ୍ରଯ କର। କାରଣ ତୁମ୍ଭେ ମାରେ ଅତି ନିକଟ ସର୍କୀଯ ଓ ତୁମ୍ଭର କ୍ରଯ କରିବାର ସୂର୍ଣ୍ଣ ଅଧିକାର ଅଛି।'"
8
"ତତ୍ପ ରେ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ମାରେ ପିତୃବ୍ଯର ପୁତ୍ର ହନନଲେ ପ୍ରହରୀ ପ୍ରାଙ୍ଗଣ ରେ ମାେ ନିକଟକୁ ଆସି କହିଲା, 'ମୁଁ ଅନୁରୋଧ କରୁଛି, ଅନାେଥାତ ରେ ମାରେ ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ କ୍ରଯ କର, ଯାହା ବିନ୍ଯାମୀନଙ୍କର ଗୋଷ୍ଠୀଯ ରେ ଅଛି। କାରଣ ତାହାକୁ କ୍ରଯ କରିବାର ଅଧିକାର କବଳେ ତୁମ୍ଭର ଅଛି।'"
9
"ଆଉ ମାରେ ପିତୃବ୍ଯ ପୁଅ ହନନଲଠାରୁେ ଅନାେଥାତସ୍ଥିତ ସହେି କ୍ଷେତ୍ର କ୍ରଯ କଲି ଓ ତାହାର ମୂଲ୍ଯ ସ୍ବରୂପ ସତର ସକେଲ ରୂପା ତୌଲି ତାହାକୁ ଦଲେି।"
10
"ଆଉ ମୁଁ କ୍ରଯ ପତ୍ର ରେ ସ୍ବାକ୍ଷର କରି ମୁଦ୍ରାଙ୍କ କଲି ଓ ସାକ୍ଷୀ ରଖି ନିକିତି ରେ ରୂପା ତୌଲି ତାହାକୁ ଦଲେି।"
11
"ତା'ପ ରେ ମୁଁ ଏହାର ଦୁଇଟି ନକଲ କଲି, ସେଥିରୁ ଗୋଟିଏ ରେ ସର୍ତ୍ତ ଓ ଚୁକ୍ତି ଲଖାୟୋଇଥିବାଟି ମୁଦି ଦିଆଗଲା ଏବଂ ଅନ୍ୟଟି ଖାେଲା ଥିଲା।"
12
"ପୁଣି ମାେ ପିତୃବ୍ଯର ପୁତ୍ର ହନନଲରେ ସାକ୍ଷାତ ରେ, କ୍ରଯପତ୍ରର ସ୍ବାକ୍ଷରକାରୀ ସାକ୍ଷୀମାନଙ୍କ ସାକ୍ଷାତ ରେ ମୁଁ ସହେି କ୍ରଯପତ୍ର ମହ ସଯରେ ପୌତ୍ର ନରେିଯର ପୁତ୍ର ବାରୂକର ହସ୍ତ ରେ ସମର୍ପଣ କଲି।"
13
"ଆଉ ସମସ୍ତଙ୍କ ସାକ୍ଷାତ ରେ ମୁଁ ବାରୂକକୁ ଏହି ଆଜ୍ଞା କଲି।"
14
"ସୈନ୍ଯାଧିପତି ଇଶ୍ରାୟେଲର ପରମେଶ୍ବର କହନ୍ତି, 'ତୁମ୍ଭେ ଏହି ଦୁଇଖଣ୍ଡ କ୍ରଯ ଦଲିଲ ନିଅ, ଗୋଟିଏ ମୁଦି ଦିଆୟାଇଥିବା ଓ ଅନ୍ୟଟି ଖାେଲା ଓ ତାହା ଯେପରି ତୀର୍ଘକାଳ ରହିବ ଏଥିପାଇଁ ଏକ ମୃତ୍ତିକା ପାତ୍ର ରେ ରଖ।'"
15
"ଆଉ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଭବିଷ୍ଯତ ରେ ଆମ୍ଭର ଲୋକମାନେ ଆହୁରି ଗୃହ, କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର କ୍ରଯ କରିବେ।'"
16
"ନରେିଯର ପୁତ୍ର ବାରୂକକୁ ସହେି କ୍ରଯପତ୍ର ସମର୍ପି ଦଲୋ ପ ରେ ମୁଁ ସଦାପ୍ରଭୁଙ୍କ ନିକଟରେ ଏହି ପ୍ରାର୍ଥନା କଲି।"
17
" ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ମହାପରାକ୍ରମ ଓ ବିଶାଳ ବାହୁ ଦ୍ବାରା ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ। ତୁମ୍ଭର ଅସାଧ୍ଯ କିଛି ନାହିଁ।"
18
"ତୁମ୍ଭେ ସହସ୍ର ସହସ୍ର ଲୋକମାନଙ୍କ ପ୍ରତି ଦୟା ପ୍ରକାଶ କରୁଅଛ। ପୁଣି ପିତୃଗଣଙ୍କ ଅପରାଧର ପ୍ରତିଫଳ ସମାନଙ୍କେ ପିଲାମାନଙ୍କ ଉପ ରେ ଦେଉଅଛ। ତୁମ୍ଭେ ମହାନ୍ ପରାକ୍ରାନ୍ତ ପରମେଶ୍ବର, ସୈନ୍ଯାଧିପତି ସଦାପ୍ରଭୁ ତୁମ୍ଭର ନାମ।"
19
"ତୁମ୍ଭର ମନ୍ତ୍ରଣା ଓ କ୍ରିଯା ମହାନ୍। ତୁମ୍ଭେ ପ୍ରେତ୍ୟକକଙ୍କର କାର୍ୟ୍ଯକଳାପ ଲକ୍ଷ୍ଯ କର। ତୁମ୍ଭେ କ୍ରିଯାନୁସା ରେ ସମୁଚିତ ଫଳ ସମାନଙ୍କେୁ ପ୍ରଦାନ କର। ସୁକର୍ମ କରୁଥିବା ବ୍ଯକ୍ତି ପୁରସ୍କୃତ ଓ ଅଧର୍ମ କରୁଥିବା ବ୍ଯକ୍ତି ଦଣ୍ଡିତ ହୁଏ।"
20
"ହେ ସଦାପ୍ରଭୁ, ତୁମ୍ଭେ ମିଶର ରେ ନାନା ଅଦ୍ଭୁତ ଓ ଅଲୌକିକ କାର୍ୟ୍ଯ ସାଦନ କରିଅଛ। ଆଜି ପର୍ୟ୍ଯନ୍ତ ଇଶ୍ରାୟେଲ ଓ ଅନ୍ଯାନ୍ଯ ଲୋକମାନଙ୍କ ମଧିଅରେ ସହେି ଅଦ୍ଭୁତ ଲକ୍ଷଣ ଦଖାେଉଛ। ପୁଣି ଏହିସବୁ କାର୍ୟ୍ଯ ଯୋଗୁଁ ତୁମ୍ଭେ ପ୍ରସିଦ୍ଧ ହାଇେଅଛ।"
21
"ତୁମ୍ଭେ ସହେି ଅଲୌକିକ ଶକ୍ତି, ଅଦ୍ଭୁତ ଲକ୍ଷଣ, ବଳବାନ୍ ହସ୍ତ ଓ ବିସ୍ତୀର୍ଣ୍ଣ ବାହୁ ଦ୍ବାରା ତୁମ୍ଭର ଇଶ୍ରାୟେଲ ଲୋକଙ୍କୁ ମିଶର ଦେଶରୁ ବାହାର କରି ଆଣିଲ।"
22
" ହେ ସଦାପ୍ରଭୁ, ତୁମ୍ଭେ ଯେଉଁ ଦୁଗ୍ଧମଧୁ ପ୍ରବାହୀ ଦେଶ ସମାନଙ୍କେୁ ଦବୋପାଇଁ ସମାନଙ୍କେ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲ, ତାହା ସମାନଙ୍କେୁ ଦଲେ।"
23
"ପୁଣି ଇଶ୍ରାୟେଲ ଲୋକମାନେ ଆସି ତାହା ଅଧିକାର କଲେ, ମାତ୍ର ସମାନେେ ତୁମ୍ଭ କଥା ପ୍ରତି ଧ୍ଯାନ ଦେଲେ ନାହିଁ। ଆଉ ତୁମ୍ଭ ବ୍ଯବସ୍ଥା ପଥରେ ଚାଲିଲେ ନାହିଁ। ତୁମ୍ଭେ ସମାନଙ୍କେୁ ଯାହାସବୁ ପାଳନ କରିବାକୁ ଆଜ୍ଞା ଦଲେ, ସେସବୁ ମଧ୍ଯରୁ ସମାନେେ କିଛି ପାଳନ କଲେ ନାହିଁ। ତେଣୁ ତୁମ୍ଭେ ସମାନଙ୍କେ ଉପ ରେ ଏହିସବୁ ଅମଙ୍ଗଳ ଘଟାଇଲ।"
24
"ବର୍ତ୍ତମାନ ଶତ୍ରୁମାନେ କାଠଗଣ୍ଡି ନିର୍ମାଣ କରି ନଗର ଅବରୋଧ କରିଛନ୍ତି। ସମାନେେ ଯେପରି ଶତ୍ରୁ ନଗରକୁ ପରାସ୍ତ କରିପାରିବେ ଖଡ୍ଗ, ଦୁର୍ଭିକ୍ଷ, ମହାମାରୀ ଘଟାଇଲେ ଏବଂ ଏହା ବିରୁଦ୍ଧ ରେ ୟୁଦ୍ଧ କରୁଥିବା କଲଦୀଯମାନଙ୍କୁ ତାହା ହସ୍ତାନ୍ତର କର। ହେ ସଦାପ୍ରଭୁ, ତୁମ୍ଭେ କହିଥିଲ ଏହା ଘଟିବ ଓ ଆଜି ଦେଖ ତାହା ଘଟୁଅଛି।"
25
"ପୁଣି ହେ ସଦାପ୍ରଭୁ ମାରେ ପ୍ରଭୁ, ତୁମ୍ଭେ ନିଜେ ମାେତେ କହିଲ, ମୂଲ୍ଯ ଦଇେ କ୍ଷେତ୍ର କିଣ ଓ ସାକ୍ଷୀ ରଖ।' ମାତ୍ର ଯେତବେେଳେ ଏହି ଭୂମି କଲଦୀଯମାନଙ୍କ ହସ୍ତ ରେ ଦତ୍ତ ହେଉଅଛି, ମୁଁ କାହିଁକି ମାରେ ଅର୍ଥ ନଷ୍ଟ କରିବି?"
26
"ତାହାପ ରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ଯ ଉପସ୍ଥିତ ହେଲା।"
27
" ହେ ଯିରିମିୟ, ଦେଖ, ଆମ୍ଭେ ସଦାପ୍ରଭୁ, ସମଗ୍ର ମର୍ତ୍ତ୍ଯ ରେ ପରମେଶ୍ବର, ଆମ୍ଭର ଅସାଧ୍ଯ ହାଇେ କିଛି ନାହିଁ।"
28
"ପୁଣି ସଦାପ୍ରଭୁ ଏହା ମଧ୍ଯ କହିଲେ, ଦେଖ, ଆମ୍ଭେ କଲଦୀଯମାନଙ୍କ ହସ୍ତ ରେ ଓ ବାବିଲର ରାଜା ନବୂଖଦନିତ୍ସରର ହସ୍ତ ରେ ଏହି ନଗର ସମର୍ପଣ କରିବା। ସେ ତାହା ହସ୍ତଗତ କରିବେ।"
29
"ଆଉ କଲଦୀଯମାନେ ଏହି ନଗର ବିରୁଦ୍ଧ ରେ ସମାନଙ୍କେର ଆକ୍ରମଣ ଆରମ୍ଭ କରିଦଇେଛନ୍ତି, ସମାନେେ ଖୁବଶୀଘ୍ର ଏହି ନଗର ରେ ପ୍ରବେଶ କରି ଅଗ୍ନି ଲଗାଇବେ। ଯେଉଁସବୁ ଗୃହଗୁଡ଼ିକରେ ବାଲଦବେ ପାଇଁ ନବୈେଦ୍ଯ ଉତ୍ସର୍ଗ କରିଥିଲେ ଓ ଆମ୍ଭଙ୍କୁ କୋରଧିତ କରିବା ପାଇଁ ଅନ୍ୟ ଦବେତାମାନଙ୍କୁ ପଯେ ନବୈେଦ୍ଯ ଉତ୍ସର୍ଗ କଲ, ସମାନେେ ସହେିସବୁ ଗୃହଗୁଡ଼ିକୁ ଦଗ୍ଧ କରିବେ।"
30
"ପୁଣି ଆମ୍ଭ ଦୃଷ୍ଟି ରେ ଯାହା ମନ୍ଦ, ଇଶ୍ରାୟେଲ ଓ ଯିହୁଦାର ସନ୍ତାନଗଣ ତାହା ସମାନଙ୍କେ ବାଲ୍ଯକାଳରୁ କରି ଆସୁଛନ୍ତି। ଇଶ୍ରାୟେଲ ସନ୍ତାନଗଣ ନିଜ ହସ୍ତକୃତ ପ୍ରତିମା ପୂଜା କରି କବଳେ ଆମ୍ଭକୁ ବିରକ୍ତ କରିଛନ୍ତି। ଏହା ସଦାପ୍ରଭୁ କହନ୍ତି।"
31
"ଆଉ ସମାନେେ ଏହି ନଗର ନିର୍ମାଣ ଆରମ୍ଭ କରିବା ଦିନଠାରୁ ଆଜି ପର୍ୟ୍ଯନ୍ତ କବଳେ ଆମ୍ଭର କୋରଧ ଓ କୋପ ବଢ଼ାଇ ଆସିଛନ୍ତି। ତେଣୁ ଆମ୍ଭେ ତାହାକୁ ଆମ୍ଭ ସମ୍ମୁଖରୁ ଦୂ ରଇେ ଦବୋ।"
32
"ଆମ୍ଭେ ୟିରୁଶାଲମକୁ ଧ୍ବଂସ କରିବା, କାରଣ ଇଶ୍ରାୟେଲ ଓ ଯିହୁଦାର ସନ୍ତାନଗଣ, ସମାନଙ୍କେର ରାଜାଗଣ, ଅଧିପତିଗଣ, ଯାଜକ ଓ ଭବିଷ୍ଯଦବକ୍ତାଗଣ ଆମ୍ଭକୁ ବିରକ୍ତ କରିବା ପାଇଁ ନାନାପ୍ରକାର ଦୁଷ୍କର୍ମ କରିଅଛନ୍ତି।"
33
" ସମାନେେ ଆମ୍ଭ ପ୍ରତି ବିମୁଖ ହାଇେ ଆମ୍ଭ ପ୍ରତି ବିମୁଖ ହାଇେଅଛନ୍ତି। ଆମ୍ଭେ ସମାନଙ୍କେୁ ବାରମ୍ବାର ଶିକ୍ଷା ଦେଲେ ନାହିଁ। ସମାନେେ ତାହା ଶୁଣି ନାହାଁନ୍ତି।"
34
"ପୁଣି ସମାନେେ ଆମ୍ଭ ମନ୍ଦିର ରେ ସମାନଙ୍କେ ହସ୍ତଦ୍ବାରା ନିର୍ମିତ ପ୍ରତିମା ରଖିଛନ୍ତି। ଆମ୍ଭ ନାମ ବହନ କରିଥିବା ମନ୍ଦିରକୁ କଳୁଷିତ କରିବା ପାଇଁ।"
35
" ସମାନେେ ହିନ୍ନୋମ ପୁତ୍ରର ଉପତ୍ୟକା ରେ ବାଲ୍ଦବରେ ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି। ସମାନେେ ମାେଲକର ଉଦ୍ଦେଶ୍ଯ ରେ ଆପଣା ପୁତ୍ର କନ୍ଯାଗଣଙ୍କୁ ଅଗ୍ନି ମଧ୍ଯଦଇେ ଗମନ କରାଇବା ପାଇଁ ଏସବୁ ନିର୍ମାଣ କରିଛନ୍ତି। ମାତ୍ର ଏସବୁ ଘୃଣ୍ଯକର୍ମ କରିବା ପାଇଁ ଆମ୍ଭେ ଆଜ୍ଞା ଦଇେ ନାହୁଁ କିଅବା ଆମ୍ଭ ମନ ରେ ତାହା ଉଦଯ ହାଇେ ନାହିଁ। ଯିହୁଦାକୁ ପାପ କରାଇବା ପାଇଁ ସମାନେେ ଏହା କରିଛନ୍ତି।"
36
"ତୁମ୍ଭମାନେେ କହୁଅଛ ଯେ, 'ବାବିଲର ରାଜା ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପ୍ରଯୋଗ କରି ଏହି ରାଜ୍ଯ ଅଧିକାର କରିବ।' ମାତ୍ର ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି।"
37
"'ଆଉ ଦେଖ, ଆମ୍ଭେ ଆପଣା କୋରଧ ଓ ପ୍ରଚଣ୍ଡ କୋପ ରେ ଯେଉଁସବୁ ଦେଶ ରେ ସମାନଙ୍କେୁ ଚ୍ଛିନ୍ନଭିନ୍ନ କରିଦଇେଥିଲୁ, ସହେି ସହସ୍ର ଦେଶରୁ ପୁନର୍ବାର ସମାନଙ୍କେୁ ସଂଗ୍ରହ କରିବା। ସମାନଙ୍କେୁ ପୁନର୍ବାର ଏହି ସ୍ଥାନକୁ ଆଣିବା ଓ ସମାନଙ୍କେୁ ଶାନ୍ତି ଏବଂ ନିରାପଦ ରେ ଏହି ସ୍ଥାନ ରେ ବାସ କରାଇବା।"
38
"ପୁଣି ଇଶ୍ରାୟେଲ ଓ ଯିହୁଦାର ଲୋକମାନେ ଆମ୍ଭର ହବେେ ଓ ଆମ୍ଭେ ସମାନଙ୍କେର ପରମେଶ୍ବର ହବୋ।"
39
"ଆଉ ସମାନେେ ଓ ସମାନଙ୍କେର ସନ୍ତାନମାନେ ସମାନଙ୍କେ ମଙ୍ଗଳ ନିମନ୍ତେ ଯେପରି ଆମ୍ଭକୁ ଭୟ କରିବେ, ଏଥିପାଇଁ ଆମ୍ଭେ ସମାନଙ୍କେୁ ଏକ ଚିତ୍ତ ଓ ଏକ ପଥ ଦବୋ।"
40
"ପୁଣି ସମାନଙ୍କେର ମଙ୍ଗଳ ପାଇଁ ଆମ୍ଭେ ସମାନଙ୍କେ ପ୍ରତି ବିମୁଖ ହବୋ ନାହିଁ। ଏହିପରି ଭାବରେ ଗୋଟିଏ ନିତ୍ଯସ୍ଥାଯୀ ନିଯମ ସମାନଙ୍କେ ସଙ୍ଗେ କରିବା। ସମାନେେ ଯେପରି ଆମ୍ଭଠାରୁ ଦୂ ରଇେ ନ ଯିବେ, ଏଥିପାଇଁ ଆମ୍ଭେ ଆମ୍ଭ ବିଷଯକ ଭୟ ସମାନଙ୍କେ ଅନ୍ତର ରେ ସ୍ଥାପନ କରିବା।"
41
"ଆମ୍ଭେ ସମାନଙ୍କେର ମଙ୍ଗଳ ସାଧନ କରି ଖୁସି ହବୋ। ଆଉ ମଧ୍ଯ ଆମ୍ଭେ ଆପଣା ଆପଣା ମନପ୍ରାଣ ଦଇେ ସମାନଙ୍କେୁ ସ୍ଥାପିତ କରିବା।"
42
"ପୁଣି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ସମାନଙ୍କେ ପ୍ରତି ଯେଉଁପରି ଭାବରେ ମହା ଅମଙ୍ଗଳ ଘଟାଇଅଛୁ, ସହେିପରି ଭାବରେ ସମାନଙ୍କେ ପ୍ରତି ମଙ୍ଗଳ ବିଧାନ କରିବା, ଏହା ଆମ୍ଭେ ପ୍ରତିଜ୍ଞା କରିଅଛୁ।"
43
"ପୁଣି ତୁମ୍ଭମାନେେ କହୁଅଛ, 'ଏହା ମନୁଷ୍ଯ ଓ ପଶୁତୁଲ୍ଯ ଧ୍ବଂସ ସ୍ଥାନ ହାଇେଅଛି ଓ କଲଦୀଯମାନଙ୍କ ହସ୍ତ ରେ ସମର୍ପିତ ହାଇେଅଛି।' ମାତ୍ର ଭବିଷ୍ଯତ ରେ ଲୋକମାନେ ଏଠା ରେ କ୍ଷେତ୍ର କ୍ରଯ କରିବେ।"
44
"ଲୋକମାନେ ବିନ୍ଯାମୀନ ପ୍ରଦେଶ ରେ, ୟିରୁଶାଲମର ଚତୁର୍ଦ୍ଦିଗସ୍ଥ ନାନା ସ୍ଥାନ ରେ, ଯିହୁଦାର ନଗର ସମୂହ ରେ, ପାର୍ବତୀଯ, ପ୍ରଦେଶସ୍ଥ ନାନା ନଗର ରେ, ନିମ୍ନ ଭୂମିସ୍ଥ ନଗରମାନଙ୍କ ରେ ଓ ଦକ୍ଷିଣ ଦିଗସ୍ଥ ନଗରଗୁଡ଼ିକରେ ମୂଲ୍ଯଦଇେ କ୍ଷେତ୍ର କ୍ରଯ କରିବେ ଓ ଦଲିଲ ସ୍ବାକ୍ଷର କରି ମୁଦ୍ରାଙ୍କିତ କରିବେ। ଆଉ ସାକ୍ଷୀ ରଖିବେ। କାରଣ ସଦାପ୍ରଭୁ କହନ୍ତି ଆମ୍ଭେ ସମାନଙ୍କେୁ ବନ୍ଦୀତ୍ବ ଅବସ୍ଥାରୁ ମୁକ୍ତ କରିବା।"
← Chapter 31
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 33 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52