bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Jeremiah 34
Jeremiah 34
Odia - 1840
← Chapter 33
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 35 →
1
"ବାବିଲର ରାଜା ନବୂଖଦନିତ୍ସର ଓ ତାହାର ସମସ୍ତ ସୈନ୍ଯ, ତାହାର ଶାସନାଧୀନ ସମସ୍ତ ରାଜ୍ଯ ଓ ସମସ୍ତ ଗୋଷ୍ଠୀ ୟିରୁଶାଲମ ଓ ତାହାର ନଗର ସମୂହର ବିରୁଦ୍ଧ ରେ ୟୁଦ୍ଧ କରୁଥିବା ସମୟରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ଉପସ୍ଥିତ ହେଲା।"
2
"ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହନ୍ତି, ହେ ଯିରିମିୟ, ତୁମ୍ଭେ ୟାଇ ଯିହୁଦାର ରାଜା ସିଦିକିଯଙ୍କୁ କୁହ, 'ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ବାବିଲର ରାଜା ହସ୍ତ ରେ ୟିରୁଶାଲମକୁ ସମର୍ପଣ କରିବା, ତାହାକୁ ସେ ଅଗ୍ନି ରେ ଦଗ୍ଧ କରିବ।"
3
"ଆଉ ତୁମ୍ଭେ ତାହା ହସ୍ତରୁ ରକ୍ଷା ପାଇବ ନାହିଁ। ନିଶ୍ଚଯ ଧରାୟିବ ଓ ତାହା ହସ୍ତ ରେ ସମର୍ପିତ ହବେ। ତୁମ୍ଭେ ବାବିଲ ରାଜାଙ୍କୁ ସ୍ବଚକ୍ଷୁ ରେ ଦେଖିବ। ସେ ମୁହାଁମୁହିଁ ହାଇେ ତୁମ୍ଭ ସହିତ କଥା କହିବେ ଓ ତୁମ୍ଭେ ବାବିଲକୁ ୟିବ।"
4
"ମାତ୍ର ହେ ଯିହୁଦାର ସିଦିକିଯ, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ଶୁଣ। ସଦାପ୍ରଭୁ ତୁମ୍ଭ ବିଷଯ ରେ ଏହି କଥା କହନ୍ତି। ତୁମ୍ଭେ ଖଡ୍ଗ ରେ ନିହତ ହବେ ନାହିଁ।"
5
"ତୁମ୍ଭେ ତୁମ୍ଭ ପୂର୍ବପୁରୁଷଙ୍କ ପରି ଓ ପୂର୍ବବର୍ତ୍ତୀ ରାଜାମାନଙ୍କ ପରି ଶାନ୍ତି ରେ ମୃତ୍ଯୁବରଣ କରିବ। ଯେପରି ସୁଗନ୍ଧ ସମାନେେ ତାଙ୍କ ପାଇଁ ଜାଳି ଥିଲେ, ସହେିପରି ସମାନେେ ତୁମ୍ଭ ପାଇଁ ସୁଗନ୍ଧ ଜାଳିବେ। ପୁଣି ହାୟ ପ୍ରଭୋ! ହାୟ ପ୍ରଭୋ! କହି ସମାନେେ ତୁମ୍ଭ ପାଇଁ ବିଳାପ କରିବେ।' କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଏହା କହିଅଛୁ।"
6
"ତେଣୁ ଭବିଷ୍ଯଦବକ୍ତା ଯିରିମିୟ ୟିରୁଶାଲମ ରେ ଯିହୁଦାର ରାଜା ସିଦିକିଯଙ୍କୁ ଏହିସବୁ କଥା କହିଲେ।"
7
"ସେତବେେଳେ ବାବିଲ ରାଜାର ସୈନ୍ଯ ୟିରୁଶାଲମ ବିରୁଦ୍ଧ ରେ, ଯିହୁଦାର ଅବଶଷ୍ଟ ସକଳ ନଗର ବିରୁଦ୍ଧ ରେ ଓ ଲାଖୀର ଏବଂ ଆ ସକୋ ବିରୁଦ୍ଧ ରେ ୟୁଦ୍ଧ କରୁଥିଲେ। କାରଣ ଯିହୁଦା ଦେଶର ନଗର ସମୂହ ମଧିଅରେ ଏହି ଦୁଇଟି ମାତ୍ର ପ୍ରାଚୀର ବେଷ୍ଟିତ ନଗର ଅବଶିଷ୍ଟ ଥିଲା।"
8
"ସିଦିକିଯ ରାଜା ୟିରୁଶାଲମ ଲୋକମାନଙ୍କ ସହିତ ଏହି ନିଯମ କରିଥିଲେ ଯେ ପ୍ରେତ୍ୟକକ ନିଜ ନିଜ ଏବ୍ରୀଯ ଦାସଦାସୀଙ୍କୁ ମୁକ୍ତ କରି ବିଦାଯ ଦବେେ। କହେି ସମାନଙ୍କେୁ ଅର୍ଥାତ୍ ନିଜ ୟିହୁଦୀଯ ଭ୍ରାତାକୁ ଦାସ୍ଯକର୍ମ କରାଇବେ ନାହିଁ। ସିଦିକିଯ ଏହି ନିଯମ କଲାପ ରେ ସଦାପ୍ରଭୁଙ୍କ ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।"
9
"ପ୍ରେତ୍ୟକକ ଏବ୍ରୀଯ ଦାସଦାସୀଙ୍କୁ ମୁକ୍ତ କରିବେ ଓ କହେି ୟିହୁଦୀଯମାନଙ୍କୁ ଦାସ୍ଯକର୍ମ କରାଇବେ ନାହିଁ।"
10
"ତେଣୁ ସମସ୍ତ ଅଧିପତି ଓ ସମସ୍ତ ଲୋକ ଏହି ନିଯମ ଗ୍ରହଣ କଲେ ଓ ପ୍ରେତ୍ୟକକ ନିଜ ନିଜ ଦାସଦାସୀଙ୍କୁ ମୁକ୍ତ କରି ବିଦାଯ ଦେଲେ। ଏହି ନିଯମ ରେ ସମସ୍ତେ ସମ୍ମତ ହେଲେ ଓ ସମାନଙ୍କେୁ ଦାସ୍ଯକର୍ମ ଆଉ କରାଇଲେ ନାହିଁ।"
11
"ମାତ୍ର ତାହାପ ରେ ସମାନେେ ନିଜ ନିଜ ହୃଦଯ ପରିବର୍ତ୍ତନ କଲେ ଓ ଯେଉଁ ଦାସଦାସୀଙ୍କୁ ମୁକ୍ତ କରିଥିଲେ, ସମାନଙ୍କେୁ ପୁନର୍ବାର ଆଣି ଦାସ୍ଯକର୍ମ ରେ ନିୟୁକ୍ତ କଲେ।"
12
"ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।"
13
"ହେ ଯିରିମିୟ! ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିଶର ଦେଶର ଦାସତ୍ବରୁ ମୁକ୍ତ କରିଥିଲୁ ଓ ସମାନଙ୍କେ ସହିତ ଏହି ନିଯମ କରିଥିଲୁ।"
14
"ଆମ୍ଭେ ସମାନଙ୍କେୁ କହିଥିଲୁ, 'ତୁମ୍ଭର କୌଣସି ଏବ୍ରୀଯ ଭ୍ରାତା ତୁମ୍ଭ ନିକଟରେ ବୀକ୍ରିତ ହାଇେ ଛଅବର୍ଷ ତୁମ୍ଭର ଦାସ୍ଯକର୍ମ କଲା ଉତ୍ତା ରେ ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାଯ ଦବେ, ତୁମ୍ଭମାନେେ ପ୍ରେତ୍ୟକକ ସାତବର୍ଷର ଶଷେ ରେ ଆପଣା ଆପଣାର ସହେି ଭ୍ରାତାଙ୍କୁ ମୁକ୍ତ କରିବ।' ମାତ୍ର ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭର ବାକ୍ଯ ଶୁଣିଲେ ନାହିଁ କି କର୍ଣ୍ଣପାତ କଲେ ନାହିଁ।"
15
"ପୁଣି ତୁମ୍ଭମାନେେ ଏହାପ ରେ ଆପଣା ପ୍ରତିବେଶୀଙ୍କୁ ମୁକ୍ତି କରି ଆମ୍ଭ ଦୃଷ୍ଟି ରେ ଯଥାର୍ଥ କର୍ମ କଲ। ଆଉ ଆମ୍ଭ ନାମ ରେ ଖ୍ଯାତ ମନ୍ଦିର ରେ ଆମ୍ଭ ସମ୍ମୁଖ ରେ ନିଯମ କରିଥିଲ।"
16
"ମାତ୍ର ତେମ୍ଭମାନେେ ତୁମ୍ଭମାନଙ୍କର ମନ ବଦଳାଇ ଆମ୍ଭର ନାମକୁ ଅପବିତ୍ର କଲ। ଆଉ ଯେଉଁମାନଙ୍କୁ ମୁକ୍ତ କରି ବିଦାଯ ଦଇେଥିଲୁ, ପୁନର୍ବାର ସମାନଙ୍କେୁ ଆଣି ଆପଣା ଆପଣା ଦାସ୍ଯକର୍ମ ରେ ବାଧ୍ଯ କରି ନିୟୁକ୍ତ କଲ।"
17
"'ଏଣୁ ସଦାପ୍ରଭୁ ଏହି କଥା କହନ୍ତି, 'ତୁମ୍ଭମାନେେ ଆପଣା ପ୍ରତିବେଶୀଙ୍କୁ ମୁକ୍ତ ଦବୋ ପାଇଁ' ଆମ୍ଭ ନିଯମର ପାଳନ କରି ନାହଁ। ଏଣୁ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇ ବିନାଶ କରିବା ଓ ପୃଥିବୀର ସମସ୍ତ ରାଜ୍ଯ ଆତଙ୍କିତ ହବେ, ଯାହା ଆମ୍ଭେ ତୁମ୍ଭମାନଙ୍କ ପାଇଁ କରିବା।"
18
"ପୁଣି ଯେଉଁମାନେ ଆମ୍ଭର ନିଯମ ଲଙ୍ଘନ କରିଅଛନ୍ତି ଓ ଗୋବତ୍ସକୁ ଦୁଇଖଣ୍ଡ କରି ତନ୍ମଧିଅରେ ଗମନ କରିଛନ୍ତି, ମୁଁ ସମାନଙ୍କେୁ ସହେି ବାଛୁରୀ ପରି କରିବି।"
19
"ପୁଣି ଯିହୁଦାର ଅଧିପତିଗଣଙ୍କୁ, ୟିରୁଶାଲମର ଅଧିପତିମାନଙ୍କୁ ନପୁଂସକମାନଙ୍କୁ, ଯାଜକମାନଙ୍କୁ ଓ ଦେଶର ସମସ୍ତ ଲୋକଙ୍କୁ ଯେଉଁମାନେ ଗୋବତ୍ସର ଦୁଇଖଣ୍ଡ ମଧ୍ଯ ଦଇେ ଗମନ କଲେ ସମାନଙ୍କେୁ ମଧ୍ଯ ସମର୍ପଣ କରିବା।"
20
"ଆମ୍ଭେ ସମାନଙ୍କେୁ ସମାନଙ୍କେର ଶତ୍ରୁଗଣ ହସ୍ତ ରେ ଓ ସମାନଙ୍କେର ପ୍ରାଣନାଶକାରୀଙ୍କ ହସ୍ତ ରେ ସମର୍ପଣ କରିବା। ତହିଁରେ ସମାନଙ୍କେର ଶବ ଆକାଶର ପକ୍ଷୀମାନଙ୍କର ଓ ପୃଥିବୀର ବନ୍ଯ ପଶୁମାନଙ୍କର ଖାଦ୍ୟ ହବେ।"
21
"ପୁଣି ଯିହୁଦାର ରାଜା ସିଦିକିଯକୁ ଓ ତାହାର ଅଧିପତିଗଣକୁ ଆମ୍ଭେ ସମାନଙ୍କେ ଶତ୍ରୁଗଣ ହସ୍ତ ରେ ସମର୍ପଣ କରିବା। ଆଉ ସମାନଙ୍କେ ପ୍ରାଣନାଶକାରୀଙ୍କ ହସ୍ତ ରେ ଓ ବାବିଲ ରାଜାର ଯେଉଁ ସୈନ୍ଯଗଣ ତୁମ୍ଭମାନଙ୍କ ନିକଟରୁ ଉଠିୟାଇ ଅଛନ୍ତି, ସମାନଙ୍କେ ହସ୍ତ ରେ ସମର୍ପଣ କରିବି।"
22
"ମାତ୍ର ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ପୁଣି ସମାନଙ୍କେୁ ଆମ୍ଭର ଆଜ୍ଞା ରେ' ଏହି 'ନଗରକୁ ଅଣାଇବା। ତହିଁରେ ସମାନେେ ନଗର ବିରୁଦ୍ଧ ରେ ୟୁଦ୍ଧ କରି ତାହାକୁ ଅଧିକାର କରିବେ ଓ ତାହାକୁ ଅଗ୍ନି ରେ ଦଗ୍ଧ କରିବେ। ପୁଣି ଆମ୍ଭେ ଯିହୁଦାର ସମସ୍ତ ନଗରକୁ ଜନଶୂନ୍ଯ କରି ଧ୍ବଂସ ସ୍ତୁପ ରେ ପରିରତ କରିବା।"
← Chapter 33
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 35 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52