bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Jeremiah 36
Jeremiah 36
Odia - 1840
← Chapter 35
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 37 →
1
"ଅନନ୍ତର ଯୋଶିୟର ପୁତ୍ର ଯିହୁଦାର ରାଜା ଯିହାୟୋଦାରମୀମର ରାଜତ୍ବର ଚତୁର୍ଥ ବର୍ଷ ରେ ସଦାପ୍ରଭୁଙ୍କଠାରୁ ଯିରିମିୟଙ୍କ ନିକଟରେ ଏହି ବାକ୍ଯ ଉପସ୍ଥିତ ହେଲା। ଯଥା:"
2
" ହେ ଯିରିମିୟ, ଗୋଟିଏ ନଳାକାର ପୁସ୍ତକ ନିଅ। ଆମ୍ଭେ ଯୋଶିୟ ରାଜାଙ୍କ ରାଜତ୍ବ କାଳରୁ ଆଜି ପର୍ୟ୍ଯନ୍ତ ଇଶ୍ରାୟେଲ, ଯିହୁଦା ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧ ରେ ଯାହା ଯାହା କରିଅଛୁ, ସେ ସମସ୍ତ ସହେି ପୁସ୍ତକରେ ଲେଖ।"
3
"ମୁଁ ତାଙ୍କ ଉପରକୁ ବିପର୍ୟ୍ଯଯ ଆଣିବାର ଯୋଜନା ଶୁଣିଲା ପ ରେ ଏହା ଏପରି ହାଇପୋ ରେ, ସମାନେେ ଭୁଲ ରାସ୍ତାରୁ ଫରେି ପାରନ୍ତି ଏବଂ ତା'ପ ରେ ମୁଁ ସମାନଙ୍କେୁ କ୍ଷମା କରି ଦବେି।"
4
"ତେଣୁ ଯିରିମିୟ ନରେିଯର ପୁତ୍ର ବାରୂକକୁ ଡାକିଲେ। ଆଉ ଯିରିମିୟ ବାରୂକକୁ ସଦାପ୍ରଭୁଙ୍କର ଯେଉଁସବୁ ବାକ୍ଯ କହିଲେ, ବାରୂକ ସେସବୁ ଏକ ନଳାକାର ପୁସ୍ତକରେ ଲେଖିଲେ।"
5
"ତା'ପ ରେ ଯିରିମିୟ ବାରୂକକୁ କହିଲେ, ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ୟାଇପାରିବି ନାହିଁ, କାରଣ ମାେତେ ମନ୍ଦିର ରେ ପ୍ରବେଶ କରିବାକୁ ମନା।"
6
"ତେଣୁ ତୁମ୍ଭେ ୟାଅ ଓ ମାେ ମୁଖରୁ ଯାହାସବୁ ଶୁଣିଛ ଏହି ପୁସ୍ତକରେ ଲେଖ, ସଦାପ୍ରଭୁଙ୍କର ସହେିସବୁ ବାକ୍ଯ ଉପବାସ ଦିନ ସଦାପ୍ରଭୁଙ୍କ ମନ୍ଦିର ରେ ଉପସ୍ଥିତ ସମସ୍ତ ଲୋକଙ୍କ କର୍ଣ୍ଣଗୋଚର ରେ ପାଠ କର। ଆଉ ମଧ୍ଯ ଯିହୁଦାର ନଗରଗୁଡ଼ିକରୁ ଆଗତ ସମସ୍ତ ଲୋକଙ୍କ ଶୁଣିବା ଭଳି ତାହା ପାଠ କର।"
7
"ସମାନେେ ହୁଏତ ସଦାପ୍ରଭୁଙ୍କ ସାକ୍ଷାତ ରେ ନିଜ ନିଜର ବୀନତି ଜଣାଇବେ ଓ ପ୍ରେତ୍ୟକକ ଆପଣା ଆପଣା କୁପଥରୁ ଫରେିବେ; କାରଣ ସଦାପ୍ରଭୁ ଏହି ଲୋକମାନଙ୍କ ବିରୁଦ୍ଧ ରେ ଭୟଙ୍କର କୋରଧ ଓ ପ୍ରଚଣ୍ଡ କୋପ କଥା କହିଛନ୍ତି।"
8
"ତେଣୁ ନରେିଯର ପୁତ୍ର ବାରୂକ ଯିରିମିୟ ଭବିଷ୍ଯଦବକ୍ତାଙ୍କର କହିବାନୁସା ରେ ସମସ୍ତ କାର୍ୟ୍ଯ କରି ସହେି ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ବାକ୍ଯ ସଦାପ୍ରଭୁଙ୍କ ମନ୍ଦିର ରେ ପାଠ କଲେ।"
9
"ଏହାପ ରେ ଯୋଶିୟଯର ପୁତ୍ର ଯିହୁଦାର ରାଜା ୟିହୋଯାମୀମର ରାଜତ୍ବର ପଞ୍ଚମ ବର୍ଷର ନବମ ମାସ ରେ ୟିରୁଶାଲମର ସମସ୍ତ ଲୋକ ଓ ଯିହୁଦାର ନଗରସମୂହରୁ ୟିରୁଶାଲମକୁ ଆଗତ ସମସ୍ତ ଲୋକ, ସଦାପ୍ରଭୁଙ୍କ ସାକ୍ଷାତ ରେ ଉପବାସ ଘାଷେଣା କଲେ।"
10
"ସେତବେେଳେ ବାରୂକ ସହେି ନଳାକାର ପୁସ୍ତକ ଲିଖିତ ଯିରିମିୟଙ୍କ ସମସ୍ତ ବାକ୍ଯ ପାଠ କଲେ। ସେ ସଦାପ୍ରଭୁଙ୍କ ମନ୍ଦିରର ଉପର ପ୍ରାଙ୍ଗଣ ରେ, ସଦାପ୍ରଭୁଙ୍କ ମନ୍ଦିରର ନୂତନ ଫାଟକ ନିକଟରେ ଓ ଶାଫନ ଲେଖକର ପୁତ୍ର ଶମରିଯର କଠାେରୀ ରେ ସମସ୍ତ ଲୋକଙ୍କ କର୍ଣ୍ଣ ଗୋଚର ରେ ତାହା ପାଠ କଲେ।"
11
"ବାରୂକ ତାହା ପାଠ କଲା ବେଳେ ଶାଫନର ପୌତ୍ର ଶମରିଯର ପୁତ୍ର ମୀଖାଯ ସଦାପ୍ରଭୁଙ୍କର ବାକ୍ଯ ଶୁଣିଲେ।"
12
"ସେତବେେଳେ ସେ ସଦାପ୍ରଭୁଙ୍କ ବାକ୍ଯ ଶୁଣି ରାଜଗୃହକୁ ଓହ୍ଲାଇ ଲେଖକର କଠାେରୀକୁ ଗଲା, ସେତବେେଳେ ସେ ସ୍ଥାନ ରେ ସମସ୍ତ ଅଧିପତି, ଯଥା: ଇଲୀଶାମା ଲେଖକ, ଶମଯିଯର ପୁତ୍ର ଦଲଯିଯ, ଅକବୋରର ପୁତ୍ର ଇଲନାଥନ୍, ଶାଫନର ପୁତ୍ର ଗମରିଯ ଓ ହନାନିଯର ପୁତ୍ର ସିଦିକିଯ ଉପବିଷ୍ଟ ଥିଲେ।"
13
"ମୀଖାଯ ଲୋକମାନଙ୍କର କର୍ଣ୍ଣଗୋଚର ରେ ବାରୂକ ପାଠ କରିଥିବା ସଦାପ୍ରଭୁଙ୍କର ସମସ୍ତ ବାକ୍ଯ ସମାନଙ୍କେୁ ଜଣାଇଲା।"
14
"ତାହାପ ରେ ଅଧିପତିଗଣ କୁଶିର ପ୍ରପୌତ୍ର, ଶଲେିମିଯର ପୌତ୍ର, ନଥନିଯର ପୁତ୍ର ୟିହୁଦିକୁ ପଠାଇଲେ। ଏବଂ ତାକୁ କହିଲେ, ତୁମ୍ଭେ ଲୋକମାନଙ୍କ କର୍ଣ୍ଣଗୋଚର ରେ ଯେଉଁ ନଳାକାର ପୁସ୍ତକ ପାଠ କରିଅଛ, ତାହା ନଇେ ଏଠାକୁ ଆସ।"
15
"ତା'ପ ରେ ସହେି ଅଧିପତିଗଣ ବାରୂକକୁ କହିଲେ, ଏଠା ରେ ବସ, ଆମ୍ଭମାନଙ୍କ କର୍ଣ୍ଣଗୋଚର ରେ ତାହା ପାଠ କର।"
16
"ସେତବେେଳେ ସହେି ଅଧିପତିଗଣ ସବୁକଥା ଶୁଣି ଭୟଭୀତ ହେଲେ ଓ ପରସ୍ପର ମୁହଁକୁ ଅନାଇଲେ। ସମାନେେ ବାରୂକକୁ କହିଲେ, ଆମ୍ଭମାନେେ ନିଶ୍ଚିତଭାବରେ ନଳାକାର ପୁସ୍ତକ ଲିଖିତ ଏହିସବୁ ବାକ୍ଯ ରାଜା ଯିହାୟୋଦାରକୀମ୍ଙ୍କୁ ଜଣାଇବୁ।"
17
"ପୁଣି ସମାନେେ ବାରୂକକୁ ପଚାରିଲେ, ତୁମ୍ଭେ ଏହି ପୁସ୍ତକରେ ଯାହା ଲେଖିଛ କେଉଁଠାରୁ ତାହା ଶୁଣିଲ? ତୁମ୍ଭେ କ'ଣ ଯିରିମିୟଙ୍କଠାରୁ ଏହା ଶୁଣି ଲେଖିଅଛ?"
18
"ବାରୂକ ଉତ୍ତର କଲେ, ହଁ, ଯିରିମିୟ ଯାହାସବୁ ମାେତେ କହିଲେ, ମୁଁ କାଳି ନଇେ ଏହି ପୁସ୍ତକରେ ସେସବୁ ଲେଖିଲି।"
19
"ତାହାପ ରେ ଅଧିପତିମାନେ ବାରୂକକୁ କହିଲେ, ତୁମ୍ଭେ ଓ ଯିରିମିୟ ୟାଇ କୁହ। ଆଉ କେଉଁଠା ରେ ଅଛ ତାହା ଅନ୍ୟକୁ ଜଣାଅ ନାହିଁ।"
20
"ଅନନ୍ତର ଅଧିପତିମାନେ ପୁସ୍ତକଟିକୁ ଗଲୀଶାମା ଲେଖକର କଠାେରୀ ରେ ଛାଡ଼ିଗଲେ। ସମାନେେ ରାଜା ଯିହାୟୋଦାରକୀମ ନିକଟକୁ ଗଲେ ଓ ପୁସ୍ତକ ଲିଖିତ ସମସ୍ତ ବାକ୍ଯ ତାଙ୍କୁ ଜଣାଇଲେ।"
21
"ଏଣୁ ରାଜା ଯିହାୟୋଦାରକୀମ୍ ପୁସ୍ତକ ଆଣିବା ପାଇଁ ୟିହୁଦିକୁ ପଠାଇଲେ ଓ ସେ ଇଲୀଶାମା ଲେଖକର କୋଠରୀରୁ ତାହା ଆଣିଲେ। ତା'ପ ରେ ୟିହୁଦି ରାଜା ଓ ରାଜାଙ୍କ ଚାରି ପାଖ ରେ ଛିଡ଼ା ହାଇେଥିବା ବ୍ଯକ୍ତି ସମସ୍ତ ଅଧିପତିମାନଙ୍କ କର୍ଣ୍ଣଗୋଚର ରେ ତାହା ପାଠ କଲେ।"
22
"ଯେଉଁ ସମୟରେ ଏହା ଘଟିଲା ତାହା ଥିଲା ନବମ ମାସ ଓ ସେ ସମୟରେ ରାଜା ଶୀତକାଳ କ୍ଷପେଣର ଗୃହ ରେ ବସିଥିଲେ। ଆଉ ତାହାଙ୍କ ସମ୍ମୁଖ ରେ ଅଗ୍ନିପାତ୍ର ରେ ଅଗ୍ନି ଜଳୁଥିଲା।"
23
"ଅନନ୍ତର ୟିହୁଦି ପୁସ୍ତକରୁ ତନିଚାରି ପତ୍ର ପାଠ କଲାପ ରେ ରାଜା ଏକ କ୍ଷୁଦ୍ର ଛୁରୀ ରେ ତାହାକୁ କାଟି ଅଗ୍ନିପାତ୍ର ରେ ଥିବା ଅଗ୍ନି ରେ ତାହା ପକାଇ ଦେଲେ। ଶଷେ ରେ ସହେି ପାତ୍ର ଅଗ୍ନି ରେ ସମସ୍ତ ପୁସ୍ତକ ଭସ୍ମସାତ୍ ହେଲା।"
24
"ଆଉ ମଧ୍ଯ ରାଜା ଓ ତାଙ୍କର ଦାସଗଣ ଯେତବେେଳେ ସହେି ପୁସ୍ତକର ବାକ୍ଯ ଶୁଣିଲେ, ସମାନେେ କହେି ଭୟଭୀତ ହେଲେ ନାହିଁ କିଅବା ଆପଣା ବସ୍ତ୍ର ଚିରି ଦୁଃଖ ପ୍ରକାଶ କଲେ ନାହିଁ।"
25
"ଆୁ ରାଜା ଯେପରି ପୁସ୍ତକ ପୋଡ଼ି ନ ପକାନ୍ତି, ଏଥିପାଇଁ ଇଲନାଥନ, ଦଲାଯ ଓ ଶମରିଯ ତାହାଙ୍କୁ ନିବଦନେ କରିଥିଲେ, ମାତ୍ର ସେ ସମାନଙ୍କେ କଥା ଶୁଣିଲେ ନାହିଁ।"
26
"ପୁଣି ରାଜା ବାରୂକ ଲେଖକକୁ ଓ ଯିରିମିୟ ଭବିଷ୍ଯତବକ୍ତାକୁ ଗିରଫ କରିବାକୁ ରାଜପୁତ୍ର ୟିରହମଲକେୁ, ଅସ୍ରୀଯଲରେ ପୁତ୍ର ସରାଯକୁ ଓ ଅବଦିଯଲରେ ପୁତ୍ର ଶଲେିମିଯକୁ ଆଜ୍ଞା କଲେ। ମାତ୍ର ସମାନେେ ବାରୂକ ଓ ଯିରିମିୟକୁ ପାଇଲେ ନାହିଁ କାରଣ ସଦାପ୍ରଭୁ ସମାନଙ୍କେୁ ଲୁଚାଇ ରଖିଥିଲେ।"
27
"ଯିରିମିୟଙ୍କ ମୁଖନିଃସୃତ ବାକ୍ଯ ରୂପକ ଯେଉଁ ପୁସ୍ତକରେ ଲେଖିଥିଲେ, ରାଜା ତାକୁ ଦଗ୍ଧ କଲାପ ରେ ସଦାପ୍ରଭୁଙ୍କର ଏହି ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ଯଥା:"
28
" ହେ ଯିରିମିୟ, ଯିହୁଦାର ରାଜା ଯିହାୟୋଦାରକୀମ୍ ଯେଉଁ ପୁସ୍ତକ ପୋଡ଼ି ପକାଇଅଛି, ସହେି ପୁସ୍ତକ ଲିଖିତ ସମସ୍ତ ବାକ୍ଯ ତୁମ୍ଭେ ଆଉ ଖଣ୍ଡେ ପୁସ୍ତକ ନଇେ ପୁନର୍ବାର ଲେଖ।"
29
"ପୁଣି ଯିହୁଦାର ରାଜା ୟିହୋଯାମୀମଙ୍କୁ ତୁମ୍ଭେ ଏହା କହିବ, 'ସଦାପ୍ରଭୁ ଏହା କହନ୍ତି, ବାବିଲର ରାଜା ନିଶ୍ଚଯ ଆସିବ ଓ ଏହି ଦେଶ ନଷ୍ଟ କରିବ। ଆଉ ଏହାକୁ ତାହାକୁ ମନୁଷ୍ଯ ଓ ପଶୁଶୂନ୍ଯ କରିବ। ଏପରି କଥା ସେଥି ରେ ଅଛି? ଏଥି ସକାେଶ ତୁମ୍ଭେ ଏହି ପୁସ୍ତକ ଦଗ୍ଧ କରିଅଛ।"
30
"ଏଣୁ ଯିହୁଦାର ରାଜା ଯିହାୟୋଦାରକୀମ୍ ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି, ଦାଉଦର ସିଂହାସନ ରେ ବସିବା ପାଇଁ ତାହାର କହେି ବଂଶଧର ରହିବେ ନାହିଁ। ଆଉ ତାହାର ମୃତ ଶରୀରକୁ ଦିନ ବେଳେ ଖରା ରେ ଓ ରାତ୍ରି ବଳୋ କାକର ରେ ପକାୟିବ।"
31
"ପୁଣି ଆମ୍ଭେ ରାଜା ଯିହାୟୋଦାରକୀମକୁ, ତାହାର ବଂଶଧରକୁ ଓ ତାହାର ସମସ୍ତ ଦାସଙ୍କୁ ସମାନଙ୍କେ ଅଧର୍ମ ସକାେଶ ଶାସ୍ତି ଦବୋ। ଆଉ ଆମ୍ଭେ ସମାନଙ୍କେ ପ୍ରତିକୂଳ ରେ ଯେଉଁସବୁ ଅମଙ୍ଗଳର କଥା କହିଅଛୁ, ସେସବୁ ସମାନଙ୍କେ ଉପ ରେ, ୟିରୁଶାଲମ ନିବାସୀମାନଙ୍କ ଉପ ରେ ଓ ଯିହୁଦାର ଲୋକମାନଙ୍କ ଉପ ରେ ଘଟାଇବା। କାରଣ ସମାନେେ ଆମ୍ଭ କଥା ଶୁଣିଲେ ନାହିଁ।'"
32
"ତା'ପ ରେ ଯିରିମିୟ ଆଉ ଖଣ୍ଡେ ନଳାକାର ପୁସ୍ତକ ନଇେ ନରେିଯର ପୁତ୍ର ବାରୂକକୁ ଦେଲେ। ଯିହାୟୋଦାରକୀମ୍ ଯେଉଁ ନଳାକାର ପୁସ୍ତକ ଅଗ୍ନି ରେ ଦଗ୍ଧ କରିଥିଲେ, ସହେି ନଳାକାର ପୁସ୍ତକ ଲିଖିତ ସମସ୍ତ ବାକ୍ଯ ଯିରିମିୟଙ୍କ ମୁଖରୁ ଶୁଣି ପୁଣି ସହେି ନଳାକାର ପୁସ୍ତକରେ ଲେଖିଲା। ଆଉ ମଧ୍ଯ ଅନକେ ସହେି ପ୍ରକାର କଥା ଏହି ଦ୍ବିତୀୟ ନଳାକାର ପୁସ୍ତକରେ ୟୋଗ କରାଇଲେ।"
← Chapter 35
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 37 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52