bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Jeremiah 39
Jeremiah 39
Odia - 1840
← Chapter 38
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 40 →
1
"ଅନନ୍ତର ଯିହୁଦାର ରାଜା ସିଦିକିଯର ରାଜଜ୍ବର ନବମ ବର୍ଷର ଦଶମ ମାସ ରେ ବାବିଲର ରାଜା ନବୁଖଦନିତ୍ସର ଓ ତାହାର ସମସ୍ତ ସୈନ୍ଯ ୟିରୁଶାଲମର ବିରୁଦ୍ଧ ରେ ଆସି ତାହା ଅବରୋଧ କଲେ।"
2
"ସିଦିକିଯର ରାଜତ୍ବର ଏକାଦଶ ବର୍ଷର ଚତୁର୍ଥ ମାସର ନବମ ଦିନ ରେ ଏହି ନଗରର ପ୍ରାଚୀର ଭଙ୍ଗାଗଲା ଓ ୟିରୁଶାଲମକୁ କରଗତ କରାଗଲା।"
3
"ତା'ପ ରେ ବାବିଲ ରାଜାର ସମସ୍ତ ଅଧିପତିମାନେ ଯଥା: ର୍ନଗେଲଶ ରେତ୍ସର, ସମଗର-ନବୋ, ଶସଖୀମ, ରବସାରୀସ୍ ଓ ରବମାଗ ପ୍ରଭୃତି ବାବିଲ ରାଜାର ଅବିଶିଷ୍ଟ ଅଧିପତି ସମସ୍ତେ ଆସି ମାଧ୍ଯମ ଦ୍ବାର ରେ ବସିଲେ।"
4
"ତହୁଁ ଯିହୁଦାର ରାଜା ସିଦିକିଯ ଓ ସମସ୍ତ ସୈନ୍ଯଗଣ ସମାନଙ୍କେୁ ଦେଖି ପଳାଯନ କଲେ। ସମାନେେ ରାତ୍ରିକାଳ ରେ ରାଜାର ଉଦ୍ୟାନ ନିକଟସ୍ଥ ପଥ ଦଇେ ଦୁଇ ପ୍ରାଚୀରର ମଧ୍ଯସ୍ଥିତ ଦ୍ବାର ରେ ନଗରରୁ ବାହାରି ଗଲେ। ପୁଣି ସମାନେେ ପ୍ରାନ୍ତର ଆଡ଼େ ଚାଲିଲେ।"
5
"ମାତ୍ର କଲଦୀଯମାନଙ୍କର ସୈନ୍ଯ ସମାନଙ୍କେ ପେଛ ପେଛ ଗୋଡ଼ାଇ ଯିରୀହାେ ପଦା ରେ ସିଦିକିଯ ନିକଟରେ ପହନ୍ଚିଲେ। ସମାନଙ୍କେୁ ଧରି ହମାତ୍ ଦେଶସ୍ଥ ରିବ୍ଲା ରେ ବାବିଲର ରାଜା ନବୁଖଦନିତ୍ସର ନିକଟକୁ ଆଣିଲେ, ତହୁଁ ସେ ତାହାର ଦଣ୍ଡ ବ୍ଯବସ୍ଥା କଲେ।"
6
"ବାବିଲ ରାଜା ରିବ୍ଲା ରେ ସିଦିକିଯର ସମ୍ମୁଖ ରେ ସିଦିକିଯର ପୁତ୍ରମାନଙ୍କୁ ବଧ କଲେ। ଆଉ ମଧ୍ଯ ତାଙ୍କର ଅଧିପତିଙ୍କୁ ବଧ କଲେ।"
7
"ପୁଣି ସେ ସିଦିକିଯର ଚକ୍ଷୁ ଉପାଡ଼ି ତାକୁ ବାବିଲକୁ ନବୋକୁ ପିତ୍ତଳ ଶୃଙ୍ଖଳ ରେ ବାନ୍ଧିଲେ।"
8
"କଲଦୀଯମାନେ ରାଜଗୃହ ଓ ଲୋକମାନଙ୍କର ସମସ୍ତ ଗୃହ ଅଗ୍ନି ରେ ଦଗ୍ଧ କଲେ। ଆଉ ୟିରୁଶାଲମର ପ୍ରାଚୀର ସବୁ ଭାଙ୍ଗି ପକାଇଲେ।"
9
"ବାବିଲ ରାଜାର ନବୂଷରଦନ ନାମକ ଜଣେ ପ୍ରହରୀବର୍ଗର ସନୋପତି ୟିରୁଶାଲମ ନଗରର ଅବଶିଷ୍ଟ ପଳାତକମାନଙ୍କୁ ଓ ତାଙ୍କ ପକ୍ଷ ହାଇେଥିବା ପଳାତକମାନଙ୍କୁ ବନ୍ଦୀକରି ବାବିଲକୁ ନଇଗେଲା।"
10
"କିନ୍ତୁ ସହେି ପ୍ରହରୀବର୍ଗ ରେ ସନୋପତି ନବୂଷରଦନ୍ କେତକେ ଦୀନ ଦରିଦ୍ର ଲୋକଙ୍କୁ ଯିହୁଦା ଦେଶ ରେ ଛାଡ଼ିଗଲା, ଆଉ ସମାନଙ୍କେୁ ସହେିଦିନ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦଲୋ।"
11
"ମାତ୍ର ବାବିଲର ରାଜା ନବୂଖଦନିତ୍ସର ଯିରିମିୟଙ୍କ ବିଷଯ ରେ ପ୍ରହରୀବର୍ଗର ସନୋପତି ନବୂଷରଦନକୁ ଏହି ଆଜ୍ଞା ଦେଲେ।"
12
"ତୁମ୍ଭେ ଯିରିମିୟଙ୍କୁ ଦକେ ଓ ତାଙ୍କର ଯତ୍ନ ନିଅ। ତାଙ୍କର କୌଣସି କ୍ଷତି କର ନାହିଁ। ସେ ତୁମ୍ଭକୁ ଯାହା ମାଗିବେ, ତାହା ତାଙ୍କୁ ଦିଅ।"
13
"ତେଣୁ ପ୍ରହରୀବର୍ଗର ସନୋପତି ନବୂଷରଦନ୍, ସନୋଧ୍ଯକ୍ଷ ନବୂଶସବନ୍ ଓ ନେଶୀର ଶଲେତ୍ସର ଓ ବାବିଲର ସମସ୍ତ ପ୍ରଧାନବର୍ଗ ଲୋକ ପଠାଇ ଯିରିମିୟଙ୍କୁ ଡ଼କାଇଲେ।"
14
"ସମାନେେ ପ୍ରହରୀ ପ୍ରାଙ୍ଗଣରୁ ଯିରିମିୟଙ୍କୁ ଆଣିଲେ ଓ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିଯର ହସ୍ତ ରେ ସମର୍ପଣ କଲେ। ଗଦଲିଯ ଯିରିମିୟଙ୍କୁ ତାଙ୍କ ମନ୍ଦିରକୁ ପଠାଇ ଦେଲେ ଓ ସେ ତାଙ୍କ ନିଜ ଲୋକମାନଙ୍କ ମଧିଅରେ ବାସ କଲେ।"
15
"ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ବନ୍ଦୀଥିବା ସମୟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ତାଙ୍କ ନିକଟରେ ଉପସ୍ଥିତ ହେଲା।"
16
" ହେ ଯିରିମିୟ, ତୁମ୍ଭେ ୟାଇ କୁଶୀଯ ଏବଦମଲକେକୁ କୁହ, 'ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଦେଖ, ଏହି ନଗର ପ୍ରତି ମଙ୍ଗଳ ପାଇଁ ନୁହଁ, ଅମଙ୍ଗଳ ନିମନ୍ତେ ଆମ୍ଭର ବାକ୍ଯସବୁ ସଫଳ କରିବା। ଆଉ ସେସବୁ ତୁମ୍ଭ ସାକ୍ଷାତ ରେ ସଫଳ ହବୋର ଦେଖିବ।"
17
"ମାତ୍ର ସଦାପ୍ରଭୁ କହନ୍ତି, ସଦେିନ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା।' 'ଆଉ ତୁମ୍ଭେ ଯେଉଁ ଲୋକମାନଙ୍କୁ ଭୟ କରୁଛ, ସମାନଙ୍କେ ହସ୍ତ ରେ ତୁମ୍ଭେ ସମର୍ପିତ ହବେ ନାହିଁ।"
18
"ଆଉ ହେ ଏବଦମଲକେ, ଆମ୍ଭେ ତୁମ୍ଭକୁ ନିଶ୍ଚଯ ରକ୍ଷା କରିବା। ତୁମ୍ଭେ ଖଡ୍ଗ ରେ ନିହତ ହବେ ନାହିଁ। ମାତ୍ର ତୁମ୍ଭେ ରକ୍ଷା ପାଇବ ଓ ବଞ୍ଚିବ। ଯେ ହତେୁ ତୁମ୍ଭେ ଆମ୍ଭଠା ରେ ବିଶ୍ବାସ ରଖିଛ।ଏହି ବାକ୍ଯ ସଦାପ୍ରଭୁଙ୍କଠାରୁ ଆସିଥିଲା।"
← Chapter 38
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 40 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52