bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Leviticus 11
Leviticus 11
Odia - 1840
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 12 →
1
"ସଦାପ୍ରଭୁ ମାଶାଙ୍କେୁ ଓ ହାରୋଣଙ୍କୁ କହିଲେ,"
2
"ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନେେ ପୃଥିବୀସ୍ଥିତ ପଶୁମାନଙ୍କ ମଧ୍ଯରୁ ଏହି ସମସ୍ତ ଜୀବ ଭୋଜନ କରିବ।"
3
"ପଶୁମାନଙ୍କ ମଧିଅରେ ଯାହାର ଖୁରା ଦୁଇ ଭାଗ ରେ ବିଭକ୍ତ ଓ ପାଦ ଚିରା ଏବଂ ଯେ ପାକୁଳି କରେ, ତାହାକୁ ତୁମ୍ଭମାନେେ ଭୋଜନ କରିବ।"
4
"କେତକେ ପଶୁ ଅଛନ୍ତି ଯେଉଁମାନେ କି ପାକୁଳି କରନ୍ତି।"
5
"ମାତ୍ର ସମାନଙ୍କେର ଖୁରା ଦୁଇଫାଳ ରେ ବିଭକ୍ତ ନୁହେଁ, ସଭେଳି ପ୍ରାଣୀଙ୍କୁ ତୁମ୍ଭମାନେେ ଭୋଜନ କରିବ ନାହିଁ।"
6
"ସମାନଙ୍କେ ମଧିଅରେ ଓଟ, ଶାଫନ୍ ଓ ଠକେୁଆ ପ୍ରଭୃତି ତୁମ୍ଭମାନଙ୍କ ପାଇଁ ଅଶୁଚି ଅଟେ।"
7
"ଆଉ କେତକେ ପ୍ରାଣୀ ଅଛନ୍ତି ଯେଉଁମାନଙ୍କର ଦୁଇଫାଳ ବିଶିଷ୍ଟ ଖୁରା ଅଛି। ମାତ୍ର ସମାନେେ ପାକୁଳି କରନ୍ତି ନାହିଁ। ସଗେୁଡିକୁ ମଧ୍ଯ ତୁମ୍ଭମାନେେ ଭୋଜନ କରିବ ନାହିଁ। ସେପ୍ରକାର ପ୍ରାଣୀ ହେଉଛି ଶୂକର, ସେ ମଧ୍ଯ ତୁମ୍ଭମାନଙ୍କ ପାଇଁ ଅଶୁଚି।"
8
"ତୁମ୍ଭମାନେେ ସମାନଙ୍କେର ମାଂସ ଭକ୍ଷଣ କରିବ ନାହିଁ କି ସମାନଙ୍କେର ଶବ ସ୍ପର୍ଶ କରିବ ନାହିଁ। ସମାନେେ ତୁମ୍ଭମାନଙ୍କ ପାଇଁ ଅଶୁଚି।"
9
"ସମୁଦ୍ର ଓ ନଦୀ ରେ ବାସ କରୁଥିବା ଜଳଜନ୍ତୁ ମଧ୍ଯରୁ ଯାହାର ଡଣୋ ବା କାତି ଅଛି, ସଗେୁଡିକ ତୁମ୍ଭମାନେେ ଭୋଜନ କରିପାରିବ।"
10
"ମାତ୍ର ସମୁଦ୍ର କିମ୍ବା ନଦୀ ରେ ବାସ କରୁଥିବା ଜଳଚର ପ୍ରାଣୀମାନଙ୍କ ମଧିଅରେ, ଯେଉଁମାନଙ୍କର ଡଣୋ ବା କାତି ନାହିଁ, ସମାନଙ୍କେୁ ତୁମ୍ଭେ ଭୋଜନ କରିବ ନାହିଁ।"
11
"ସଦାପ୍ରଭୁ କୁହନ୍ତି ସଗେୁଡିକ ଘୃଣ୍ଯଜୀବ, ତୁମ୍ଭମାନେେ ସମାନଙ୍କେର ମାଂସ ଭକ୍ଷଣ କରିବା ଉଚିତ୍ ନୁହେଁ କି ସମାନଙ୍କେର ଶବ ସ୍ପର୍ଶ କରିବା ଉଚିତ୍ ନୁହେଁ।"
12
"ଜଳଚରମାନଙ୍କ ମଧିଅରେ ଯେଉଁମାନଙ୍କର ଡଣୋ ଓ କାତି ନାହିଁ, ସହେି ସମସ୍ତ ତୁମ୍ଭମାନଙ୍କ ପ୍ରତି ଘୃଣା ଯୋଗ୍ଯ।"
13
"ପକ୍ଷୀମାନଙ୍କ ମଧ୍ଯରୁ ଯେଉଁମାନେ ଘୃଣା ଯୋଗ୍ଯ ଓ ଭୋଜନ ଯୋଗ୍ଯ ନୁହନ୍ତି, ସମାନେେ ହେଲେ ଛଞ୍ଚାଣ, ଶାଗୁଣା ଓ ବାଜପକ୍ଷୀ।"
14
"ପୁଣି ଚିଲ ଓ ସବୁ ଜାତିର ବାଜପକ୍ଷୀ।"
15
"ପୁଣି ସମସ୍ତ ପ୍ରକାର ଡାମରା କାଉ।"
16
"ଓଟପକ୍ଷୀ, ତାମସପକ୍ଷୀ, ସମୁଦ୍ର ଚିଲ ଓ ବିଭିନ୍ନ ଜାତିର ଛଞ୍ଚାଣ,"
17
"ପୁଣି କୋଷପକ୍ଷୀ, ପାଣିକୁଆ ଓ ବଗ।"
18
"ଦୀର୍ଘଗଳ ହଂସ, ପାଣିଭଳୋ ଓ ଶାଗୁଣା।"
19
"ପୁଣି ଚରଳ, ବିଭିନ୍ନ ଜାତିର କଙ୍କ, ଟିଟ୍ଟିବ ଓ ଚାମଗିକା।"
20
"ପୁଣି ଚାରିପାଦ ଗମନକାରୀ ପକ୍ଷ ବିଶିଷ୍ଟ ଜୀବ ସକଳ ତୁମ୍ଭମାନଙ୍କର ଘୃଣା ଯୋଗ୍ଯ ହବେେ।"
21
"ତଥାପି ଚତୁଷ୍ପଦ ଗମନକାରୀ ପକ୍ଷବିଶିଷ୍ଟ ଜନ୍ତୁ ମଧିଅରେ ଭୁମି ରେ ଡଇେଁବା ପାଇଁ ଯେଉଁମାନଙ୍କର ଗୋଡନଳୀ ଦୀର୍ଘ ସମାନେେ ତୁମ୍ଭମାନଙ୍କର ଖାଦ୍ୟ ହବେ।"
22
"ତୁମ୍ଭମାନେେ ସବୁ ଜାତିର ପଙ୍ଗପାଳ, ସବୁ ଜାତିର ବାଘୁଆ ପତଙ୍ଗ, ସବୁ ପ୍ରକାରର ଝିଙ୍କାରୀ ଓ ସବୁ ଜାତିର ଝିଣ୍ଟିକା ଖାଦ୍ୟ ରୁପେ ଭୋଜନ କରିପାରିବ।"
23
"ମାତ୍ର ଏମାନଙ୍କ ବ୍ଯତୀତ ଚାରି ଗୋଡିଆ ଉଡନ୍ତା ସମସ୍ତ ପତଙ୍ଗ ତୁମ୍ଭମାନଙ୍କର ଘୃଣା ଯୋଗ୍ଯ ହବେ।"
24
"ଆଉ ଏମାନଙ୍କ ଦ୍ବାରା ତୁମ୍ଭମାନେେ ଅଶୁଚି ହବେ, ୟିଏ କହେି ସମାନଙ୍କେର ଶବ ଛୁଇଁବ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।"
25
"ପୁଣି ଯେକହେି ସମାନଙ୍କେର ଶବର କୌଣସି ଅଂଶ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।"
26
" ଯେଉଁସବୁ ଜନ୍ତୁର ଖୁରା ବିଭକ୍ତ ମାତ୍ର ପାଦ ଚିରା ନୁହେଁ, କିମ୍ବା ଯେଉଁମାନେ ପାକୁଳି କରନ୍ତି ନାହିଁ ସମାନେେ ତୁମ୍ଭମାନଙ୍କ ପାଇଁ ଅଶୁଚି। ୟିଏ କହେି ସମାନଙ୍କେୁ ସ୍ପର୍ଶ କରିବ ସେ ଅଶୁଚି ହବେ।"
27
"ପୁଣି ଚାରିଗୋଡିଆ ବନ୍ଯଜନ୍ତୁମାନଙ୍କ ମଧିଅରେ ଯେଉଁମାନେ ତଳିପାଦ ରେ ଚାଳନ୍ତି, ସମାନେେ ତୁମ୍ଭମାନଙ୍କ ପାଇଁ ଅଶୁଚି। ୟିଏ କହେି ସମାନଙ୍କେ ଶବ ସ୍ପର୍ଶ କରିବ, ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।"
28
"ୟିଏ ସମାନଙ୍କେର ଶବ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। ସଗେୁଡିକ ତୁମ୍ଭମାନଙ୍କ ପାଇଁ ଅଶୁଚି।"
29
"ଆଉ ଭୂଚର ଉରୋଗାମୀ ଜନ୍ତୁମାନଙ୍କ ମଧିଅରେ ଏଗୁଡିକ ତୁମ୍ଭମାନଙ୍କ ପାଇଁ ଅଶୁଚି ହବେ। ସମାନେେ ହେଲ ଚୁଚୁନ୍ଦ୍ରା, ମୂଷା ଓ ସବୁ ଜାତିର ବଡ ଏଣ୍ଡୁଅ।"
30
"ଆଉ ଝିଟିପିଟି, ସ୍ଥଳ କୁମ୍ଭୀର, ଏଣ୍ଡୁଅ, ବାଲି ଏଣ୍ଡୁଅ ଓ ବହୁରୂପୀ ଏଣ୍ଡୁଅ।"
31
"ଏହି ଉରୋଗାମୀ ଜନ୍ତୁଗୁଡିକ ତୁମ୍ଭମାନଙ୍କ ପାଇଁ ଅଶୁଚି ହବେେ। ଯେ କହେି ସମାନଙ୍କେର ଶବକୁ ଛୁଇଁବ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।"
32
"ଅଶୁଚି ପ୍ରାଣୀମାନଙ୍କ ଶବ କୌଣସି ଦ୍ରବ୍ଯ ଉପରେ ପଡିଲେ ତାହା ଅଶୁଚି ହବେ। ଯଦି ସହେି ଶବ କାଠପାତ୍ର କି ବସ୍ତ୍ର, କି ଚର୍ମ କି ଅଖା କିମ୍ବା କୌଣସି କର୍ମ ହତିଆର ଉପରେ ପଡିଲେ ତାହା ଜଳ ରେ ଧୂଆୟିବା ଉଚିତ୍। ଆଉ ତାହା ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। ତା'ପରେ ଶୁଚି ହବେ।"
33
"ପୁଣି କୌଣସି ମାଟିପାତ୍ର ଉପରେ ସମାନଙ୍କେର ଶବ ପଡିଲେ, ତା' ମଧିଅରେ ଥିବା ସମସ୍ତ ଦ୍ରବ୍ଯ ଅଶୁଚି ହବେ। ତେଣୁ ତାକୁ ତୁମ୍ଭମାନେେ ଭଙ୍ଗୀ ପକାଇବ।"
34
"ପୁଣି ସହେି ଅଶୁଚି ପାତ୍ରରୁ ଯଦି ପାଣି କୌଣସି ଖାଦ୍ୟ ଦ୍ରବ୍ଯ ଉପରେ ପଡେ ତାହା ମଧ୍ଯ ଅଶୁଚି ହବେ। ଯେ କୌଣସି ପାନୀଯ, ପାତ୍ର ମଧିଅରେ ଥିଲେ ତାହା ଅଶୁଚି ହବେ।"
35
"ପୁଣି ଯେକୌଣସି ଦ୍ରବ୍ଯ ଉପରେ ସମାନଙ୍କେର ଶବର କିଛି ପଡେ, ତାହା ଅଶୁଚି ହବେ, ତୁନ୍ଦୁର ହେଉ କିମ୍ବା ହାଣ୍ଡି ହେଉ ତାହା ଭଙ୍ଗା ୟିବ, ତାହା ଅଶୁଚି ଅଟେ ଓ ତାହା ତୁମ୍ଭମାନଙ୍କ ପାଇଁ ଅଶୁଚି ହବେ।"
36
"କୌଣସି ଝରଣା କିମ୍ବା କୂପରେ ଥିବା ଜଳ ଶୁଚି ହବେ। ମାତ୍ର ୟିଏ କହେି ସମାନଙ୍କେର ଶବ ଛୁଏଁ ସେ ଅଶୁଚି ହବେ।"
37
"ପୁଣି ବୁଣା ୟିବାକୁ ଥିବା ବିହନ ଉପରେ ଯଦି ସମାନଙ୍କେର ଶବର କିଛି ପଡେ ତବେେ ତାହା ଶୁଚି ରହିବ।"
38
"ମାତ୍ର ଯଦି ବିହନ ପାଣି ରେ ଥିବ, ଯବେେ ସମାନଙ୍କେର ଶବର କିଛି ଅଂଶ ପଡେ, ସେସବୁ ବିହନ ତୁମ୍ଭମାନଙ୍କ ପାଇଁ ଅଶୁଚି ହବେ।"
39
"ଆଉ ମଧ୍ଯ ତୁମ୍ଭମାନଙ୍କର ଖାଦ୍ୟ ଯୋଗ୍ଯ କୌଣସି ପଶୁ ମଲେ, ୟିଏ କହେି ସହେି ଶବକୁ ଛୁଇଁବ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।"
40
"ପୁଣି ୟିଏ କହେି ଶବ ଖାଏ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। ଆଉ ୟିଏ କହେି ତାକୁ ବହନ କରେ, ସେ ମଧ୍ଯ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।"
41
"ଆଉ ଭୂଚର ପ୍ରେତ୍ୟକକ ଉ ରୋଗାମୀ ପ୍ରାଣୀ ଘୃଣା ଯୋଗ୍ଯ ଅଟେ, ତାହା ଖାଦ୍ୟ ହବେ ନାହିଁ।"
42
"ସରୀସୃପ ଯେଉଁମାନେ ପଟେ ରେ ଭରାଦଇେ ଗମନ କରନ୍ତି, ଯେଉଁମାନେ ଚାରିପାଦ ରେ ଗମନ କରନ୍ତି କିମ୍ବା ଯେଉଁମାନଙ୍କର ଅନକେ ପାଦ ଅଛି, ଏପ୍ରକାର ସମସ୍ତ ଭୂଚର ଉରୋଗାମୀ ଜନ୍ତୁଙ୍କୁ ତୁମ୍ଭମାନେେ ଖାଇବା ଉଚିତ୍ ନୁହଁ। କାରଣ ସଗେୁଡିକ ଘୃଣ୍ଯ।"
43
"ତୁମ୍ଭମାନେେ ଏହିସବୁ ଭୁଚର ଉରୋଗାମୀ ପ୍ରଣୀମାନଙ୍କ ଦ୍ବାରା ନିଜକୁ ଘୃଣା ଯୋଗ୍ଯ କରିବ ନାହିଁ କିମ୍ବା ସମାନଙ୍କେର ଦ୍ବାରା ଅଶୁଚି ହବୋ ପାଇଁ ନିଜକୁ ଅଶୁଚି କରିବ ନାହିଁ।"
44
"କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ। ଏଣୁ ତୁମ୍ଭମାନେେ ନିଜକୁ ପବିତ୍ର କର ଓ ତୁମ୍ଭମାନେେ ପବିତ୍ର ହୁଅ। ଯେ ହତେୁ ଆମ୍ଭେ ପବିତ୍ର, ତୁମ୍ଭମାନେେ ଭୂମିରେ ଗମନକାରୀ କୌଣସି ଉରୋଗାମୀ ଜୀବ ଦ୍ବାରା ନିଜକୁ ଅଶୁଚି କରିବ ନାହିଁ।"
45
"ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ବର, ତୁମ୍ଭମାନଙ୍କୁ ମିଶରରୁ ଆଣିଅଛୁ। ଏଣୁ ତୁମ୍ଭମାନେେ ପବିତ୍ର ହବେ କାରଣ ଆମ୍ଭେ ପବିତ୍ର ଅଟୁ।"
46
"ସମସ୍ତ ଯୋଗା ପ୍ରାଣୀ, ପକ୍ଷୀ ଓ ଅନ୍ୟ ପୃଥିବୀସ୍ଥିତ ପ୍ରାଣୀମାନଙ୍କ ବିଷଯ ରେ ଏହି ବ୍ଯବସ୍ଥା ସବୁ ଅଟେ। ସମସ୍ତ ଜଳଚର ଓ ଉରୋଗାମୀ ପ୍ରାଣୀମାନଙ୍କ ବିଷଯ ରେ ମଧ୍ଯ ଏହି ବ୍ଯବସ୍ଥା ଅଟେ।"
47
"ଅଶୁଚି ଓ ଶୁଚି ପ୍ରାଣୀମାନଙ୍କ ବିଷଯ ରେ ଲୋକମାନଙ୍କ ପାଇଁ ଏହିସବୁ ଶିକ୍ଷା ବ୍ଯବସ୍ଥା ଅଟେ। ତେଣୁ ସମାନେେ କେଉଁ ପ୍ରାଣୀ ଭକ୍ଷ୍ଯ ଓ କେଉଁ ପ୍ରଣୀ ଅଭକ୍ଷ୍ଯ ଜାଣି ପାରିବେ।"
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27