bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Leviticus 23
Leviticus 23
Odia - 1840
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 24 →
1
"ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,"
2
"ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନେେ ସଦାପ୍ରଭୁଙ୍କର ଯେଉଁସବୁ ନିରୂପିତ ପର୍ବ ପବିତ୍ର ସଭା ବୋଲି ଘାଷେଣା କରିବ, ଆମ୍ଭର ସେସମସ୍ତ ପର୍ବ ଏହି।"
3
"ଛଅଦିନ କାମ କରାୟିବ, ମାତ୍ର ସପ୍ତମଦିନ ବିଶ୍ରାମଦିନ। ଅର୍ଥାତ୍ ପବିତ୍ର ଶଭା ହବେ। ତୁମ୍ଭମାନେେ କୌଣସି ପ୍ରକାର କର୍ମ କରିବ ନାହିଁ। ତାହା ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନ ରେ ସଦାପ୍ରବୁଙ୍କ ଉଦ୍ଦେଶ୍ଯ ରେ ବିଶ୍ରାମଦିନ ହବେ।"
4
"ଏଗୁଡିକ ସଦାପ୍ରଭୁଙ୍କ ନିରୂପିତ ପର୍ବ। ତୁମ୍ଭମାନେେ ସହେି ନିରୂପିତ ଦିନ ରେ ପବିତ୍ର ସଭା ଘାଷେଣା କରିବ।"
5
"ପ୍ରଥମ ମାସ ରେ, ମାସର ଚତୁର୍ଦ୍ଦଶ ଦିନ ରେ ସନ୍ଧ୍ଯା ବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନିସ୍ତାରପର୍ବ ହବେ।"
6
"ପୁଣି ସହେି ମାସର ପଞ୍ଚଦଶ ଦିନ ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ତାଡିଶୂନ୍ଯ ରୋଟୀର ପର୍ବ ହବେ। ତୁମ୍ଭମାନେେ ସାତଦିନ ପର୍ୟ୍ଯନ୍ତ ତାଡିଶୂନ୍ଯ ରୋଟୀ ଭୋଜନ କରିବ।"
7
"ପର୍ବର ପ୍ରଥମ ଦିନ ରେ ତୁମ୍ଭମାନଙ୍କର ପବିତ୍ର ସଭା ହବେ। ସଦେିନ ତୁମ୍ଭମାନେେ କୌଣସି ବ୍ଯବସାଯ କର୍ମ କରିବ ନାହିଁ।"
8
"ମାତ୍ର ତୁମ୍ଭମାନେେ ସାତଦିନ ୟାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ ଉତ୍ସର୍ଗ କରିବା ଉଚିତ୍। ସପ୍ତମ ଦିନ ରେ ବିଶଷେ ସଭା ହବେ। ତୁମ୍ଭମାନେେ ସଦେିନ କୌଣସି ବ୍ଯବସାଯ କିମ୍ବା କୌଣସି ଚିରାଚରିତ କର୍ମ କରିବା ଉଚିତ୍ ନୁହେଁ।"
9
"ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,"
10
"ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦବେୁ ତୁମ୍ଭମାନେେ ସେ ଦେଶ ରେ ପ୍ରବେଶ କରିବ। ଯେତବେେଳେ ତୁମ୍ଭମାନେେ ଶସ୍ଯ କାଟିବ, ସେତବେେଳେ ପ୍ରଥମ କଟା ଶସ୍ଯରୁ ଏକବିଡା ଯାଜକ ନିକଟକୁ ଆଣିବ।"
11
"ତହିଁରେ ସବୁଦିନ ପାଇଁ ତୁମ୍ଭମାନଙ୍କ ପକ୍ଷ ରେ ଗ୍ରାହ୍ଯ ହବୋ ନିମନ୍ତେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖ ରେ ସହେି ବିଡା ଟକେିବ। ବିଶ୍ରାମ ଦିନ ପରେ ସେ ଏହାକୁ ଝୁଲାଇବା ଉଚିତ୍।"
12
"ପୁଣି ଯେଉଁଦିନ ତୁମ୍ଭମାନେେ ସହେି ବିଡା ଦୋଳାଇବ ସହେିଦିନ ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ନିମନ୍ତେ ଏକ ବର୍ଷୀଯ ନିଖୁଣ ମଷେବତ୍ସ ଗୋଟିଏ ଉତ୍ସର୍ଗ କରିବ।"
13
"ପୁଣି ଐଫାର ଦୁଇ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ସହେିଦିନ ଶସ୍ଯ ନବୈେଦ୍ଯ ରୂପେ ଉତ୍ସର୍ଗ କରାୟିବା ଉଚିତ୍। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସୁବାସିତ ନବୈେଦ୍ଯ ହବେ, ଆଉ ଏକ ଚତୁର୍ଥାଂଶ ଦ୍ରାକ୍ଷାରସ ତହିଁର ପଯେ ନବୈେଦ୍ଯ ରୂପେ ଉତ୍ସର୍ଗ କରାୟିବ।"
14
"ତୁମ୍ଭମାନେେ ଯେଉଁ ପର୍ୟ୍ଯନ୍ତ ନୂତନ ଶସ୍ଯର ନବୈେଦ୍ଯ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ନ ଆଣିଛ ସପେର୍ୟ୍ଯନ୍ତ ତୁମ୍ଭମାନେେ ରୋଟୀ, କି ଭଜା ଶସ୍ଯ କି ଫଳ ଖାଇବ ନାହିଁ। ତୁମ୍ଭମାନଙ୍କର ସମସ୍ତ ନିବାସସ୍ଥାନ ରେ ଏହା ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବ୍ଯବସ୍ଥା ହବେ।"
15
"ଅନନ୍ତର ସହେି ବିଶ୍ରାମବାର ପରଦିନଠାରୁ ଯେଉଁଦିନ ଦୋଳନୀଯ ନବୈେଦ୍ଯରୂପେ ବିଡା ଆଣିଲ ସହେିଦିନଠାରୁ ପୂର୍ଣ ସାତ ସପ୍ତାହ ଗଣନା କରିବ।"
16
"ଏହିରୂପେ ତୁମ୍ଭେ ବିଶ୍ରାମଦିନ ପରେ ସପ୍ତମ ଦିନଠାରୁ, ପଚାଶ ଦିନ ଗଣନା କରିବା ଉଚିତ୍। ଆଉ ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନୂତନ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍।"
17
"ତୁମ୍ଭମାନେେ ନିଜ ନିଜ ଘରୁ ଦୋଳନୀଯ ନବୈେଦ୍ଯାର୍ଥେ ଏକ ଐଫାର ଦୁଇ ଦଶମାଂଶର ଦୁଇ ରୋଟୀ ଆଣିବ। ତାହା ସରୁ ମଇଦା ରେ ପ୍ରସ୍ତୁତ ହବେ ଓ ତାଡି ରେ ପାକ କରାୟିବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଥମଜାତ ଉପହାର ହବେ।"
18
"ପୁଣି ତୁମ୍ଭମାନେେ ସହେି ରୋଟୀ ସହିତ ଏକବର୍ଷୀଯ ସାତଟି ନିଖୁଣ ମଷେବତ୍ସ, ଗୋଟିଏ ବୃଷଭ ଓ ଦୁଇଟି ମଷେ ବଳିଦାନ କରିବା ଉଚିତ୍। ତାହା ସଦାପ୍ରଭୁଙ୍କୁ ହାମବେଳି ହବେ। ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ସହିତ ଏହା ସଦାପ୍ରଭୁଙ୍କୁ ସୁବାସିତ ନବୈେଦ୍ଯ ହବେ।"
19
"ତା'ପରେ ତୁମ୍ଭମାନେେ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳି ନିମନ୍ତେ ଦୁଇଟି ଏକ ବର୍ଷୀଯ ମଷେବତ୍ସ ଉତ୍ସର୍ଗ କରିବ।"
20
"ପୁଣି ଯାଜକ ପ୍ରଥମଜାତ ଫଳର ରୋଟୀ ସହିତ ଦୁଇ ମଷେବତ୍ସ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୋଳନୀଯ ନବୈେଦ୍ଯରୂପେ ଦୋଳାଇବ। ତାହାସବୁ ଯାଜକ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ।"
21
"ଠିକ୍ ସହେିଦିନ ତୁମ୍ଭମାନେେ ଏକ ପବିତ୍ର ସଭା ପାଇଁ ଘାଷେଣା କରିବ। ସହେି ଦିନ କୌଣସି ବ୍ଯବସାଯ କର୍ମ କରିବ ନାହିଁ। ଏହା ତୁମ୍ଭମାନଙ୍କ ସମସ୍ତ ଗୃହ ରେ ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବିଧି ହବେ।"
22
"ଆଉ ତୁମ୍ଭମାନେେ ଶସ୍ଯ କାଟିଲା ବେଳେ, କ୍ଷେତ୍ରରୁ ସମସ୍ତ ଶସ୍ଯ ନିଃଶଷେ କରି କାଟିବ ନାହିଁ। ଆଉ ତଳେ ପଡିଥିବା ଶସ୍ଯକୁ ସାଉଁଟିବ ନାହିଁ। ତୁମ୍ଭମାନେେ ସେସବୁ ଦୁଃଖୀ ଓ ବିଦେଶୀମାନଙ୍କ ପାଇଁ ଛାଡିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।"
23
"ପୁଣି ସଦାପ୍ରଭୁ ମାଶାଙ୍କେୁ କହିଲେ,"
24
"ଇଶ୍ରାୟେଲର ସନ୍ତାନଗଣଙ୍କୁ ତୁମ୍ଭେ କୁହ, ସପ୍ତମ ମାସର ପ୍ରଥମ ଦିନ ରେ ତୁମ୍ଭମାନଙ୍କର ମହାବିଶ୍ରାମ, ତୂରୀଧ୍ଯନି ଦ୍ବାରା ସ୍ମରଣାର୍ଥକ ପବିତ୍ର ସଭା ହବେ।"
25
"ତୁମ୍ଭମାନେେ ସହେି ଦିନ କୌଣସି ବ୍ଯବସାଯିକ କିମ୍ବା କୌଣସି କର୍ମ କରିବା ଉଚିତ୍ ନୁହେଁ। ମାତ୍ର ସଦାପ୍ରଭୁଙ୍କୁ ନବୈେଦ୍ଯ ଉତ୍ସର୍ଗ କରିବ।"
26
"ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,"
27
" ସହେି ସପ୍ତମ ମାସର ଦଶମ ଦିନ ଅବଶ୍ଯ ପାପରୁ ପ୍ରାଯଶ୍ଚିତ୍ତର ଦିନ ହବେ। ସଦେିନ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହବୋ ଉଚିତ୍। ତୁମ୍ଭମାନେେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ ଓ ସଦାପ୍ରଭୁଙ୍କୁ ସୁବାସିତ ଉପହାର ଉତ୍ସର୍ଗ କରିବା ଉଚିତ୍।"
28
"ସହେିଦିନ ତୁମ୍ଭମାନେେ କୌଣସି ପ୍ରକାର କାର୍ୟ୍ଯ କରିବ ନାହିଁ। କାରଣ ଏହା ପ୍ରାଯଶ୍ଚିତ୍ତର ଦିନ। ସଦେିନ ଯାଜକ ସଦାପ୍ରଭୁଙ୍କ ସମ୍ମୁଖକୁ ୟାଇ ତୁମ୍ଭମାନଙ୍କର ପ୍ରାଯଶ୍ଚିତ୍ତ କରିବ।"
29
" ଯବେେ କୌଣସି ଲୋକ ସହେିଦନି ଉପବାସ କରିବାକୁ ବିରତ ହୁଏ, ତବେେ ସେ ତା'ର ଲୋକମାନଙ୍କଠାରୁ ପୃଥକ୍ ରହିବ।"
30
"ଯଦି କୌଣସି ପ୍ରାଣୀ ସହେିଦିନ କୌଣସି କର୍ମ କରେ ତବେେ ଆମ୍ଭେ ତାହା ଲୋକମାନଙ୍କ ମଧିଅରେ ତାକୁ ବିନାଶ କରିବୁ।"
31
"ତୁମ୍ଭମାନେେ କୌଣସି ପ୍ରକାର କାର୍ୟ୍ଯ ସଦେିନ କରିବ ନାହିଁ। ଏହା ତୁମ୍ଭମାନଙ୍କର ସମସ୍ତ ଗୃହ ରେ ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବ୍ଯବସ୍ଥା ଅଟେ।"
32
"ସହେି ଦିନ ତୁମ୍ଭମାନଙ୍କର ସ୍ବତନ୍ତ୍ର ବିଶ୍ରାମଦିନ ହବେ। ତୁମ୍ଭମାନେେ କୌଣସି ଖାଦ୍ୟ ଖାଇବ ନାହିଁ। ମାସର ନବମ ଦିନର ସନ୍ଧ୍ଯାକାଳ ରେ, ଏକ ସନ୍ଧ୍ଯାଠାରୁ ଆର ସନ୍ଧ୍ଯା ପର୍ୟ୍ଯନ୍ତ ତୁମ୍ଭମାନେେ ନିଜ ନିଜର ବିଶ୍ରାମ ଦିନ ପାଳନ କରିବ।"
33
"ପୁମି ସଦାପ୍ରଭୁ ମାଶାଙ୍କେୁ କହିଲେ,"
34
"ତୁମ୍ଭେ ଇଶ୍ରାୟେଲର ସନ୍ତାନଗଣଙ୍କୁ କୁହ, ସପ୍ତମ ମାସର ପଞ୍ଚଦଶ ଦିନଠାରୁ ସାତଦିନ ୟାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପତ୍ରକୁଟୀର ପର୍ବ ପାଳିତ ହବେ।"
35
"ପ୍ରଥମ ଦିନ ରେ ପବିତ୍ର ସଭା ହବେ, ତୁମ୍ଭମାନେେ କୌଣସି ବ୍ଯବସାଯିକ କର୍ମ କରିବ ନାହିଁ।"
36
"ସାତଦିନ ୟାଏ ତୁମ୍ଭମାନେେ ସଦାପ୍ରଭୁଙ୍କୁ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍, ଅଷ୍ଟମ ଦିନ ରେ ତୁମ୍ଭମାନଙ୍କର ପବିତ୍ର ସଭା ହବୋ ଉଚିତ୍ ଓ ତୁମ୍ଭମାନେେ ସଦାପ୍ରଭୁଙ୍କ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍। ତାହା ଏକ ମହାନ୍ ସଭା ଅଟେ, ତୁମ୍ଭମାନେେ କୌଣସି ବ୍ଯବସାଯିକ କର୍ମ କରିବା ଉଚିତ୍ ନୁହେଁ।"
37
"ଏହିସବୁ ସଦାପ୍ରଭୁଙ୍କର ପାଇଁ ସ୍ବତନ୍ତ୍ର ପର୍ବ, ଯାହା ତୁମ୍ଭେ ପବିତ୍ର ସଭାପରି ପ୍ରକାଶ କରିଥାଅ, ସହେିଥି ରେ ତୁମ୍ଭମାନେେ ପ୍ରେତ୍ୟକକ ପର୍ବର ନିରୂପିତ ଦିନ ରେ ସଦାପ୍ରଭୁଙ୍କୁ ନବୈେଦ୍ଯ, ହାମବେଳି, ଶସ୍ଯ ନବୈେଦ୍ଯ, ବଳିଦାନ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍। ଏହା ତୁମ୍ଭମାନେେ ପବିତ୍ର ସଭା ରେ ଘାଷେଣା କରିବା ଉଚିତ୍"
38
"ତୁମ୍ଭମାନେେ ସଦାପ୍ରଭୁଙ୍କ ବିଶ୍ରାମଦିନ ଛଡା, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ଦାନ ଛଡା ତୁମ୍ଭମାନଙ୍କର ସକଳ ମାନତ ଛଡା ଓ ତୁମ୍ଭମାନଙ୍କ ସ୍ବେଚ୍ଛାଦତ୍ତ ସକଳ ନବୈେଦ୍ଯ ଛଡା ଏହିସବୁ ପର୍ବ ପାଳନ କରିବ।"
39
"ସପ୍ତମ ମାସର ପଞ୍ଚଦଶ ଦିନ ଯେତବେେଳେ ତୁମ୍ଭମାନେେ ଭୂମିରୁ ଶସ୍ଯ ସଂଗ୍ରହ କରିସାରିବ ତୁମ୍ଭମାନେେ ସାତଦିନ ୟାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଅବଶ୍ଯ ପର୍ବ ପାଳନ କରିବ। ପ୍ରଥମ ଦିନ ସ୍ବତନ୍ତ୍ର ବିଶ୍ରାମଦିନ ହବେ ଓ ଅଷ୍ଟମ ଦିନ ସ୍ବତନ୍ତ୍ର ବିଶ୍ରାମଦିନ ହବେ।"
40
"ଆଉ ତମ୍ଭମାନେେ ପ୍ରଥମ ଦିନ ରେ ଉତ୍ତମ ବୃକ୍ଷର ଫଳ, ବାତାପି ଗଛର ଗୋଟିଏ ପ୍ରକାର ଖଜୁର୍ର ବାହୁଙ୍ଗା, ଗହଳିଆ ବୃକ୍ଷର ଶାଖା ଓ ନଦୀ ତୀରସ୍ଥ ବାଇସୀ ବୃକ୍ଷ ଘନେି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ସମ୍ମୁଖ ରେ ସାତ ଦିନ ୟାଏ ଆନନ୍ଦ କରିବ।"
41
"ପୁଣି ତୁମ୍ଭମାନେେ ପ୍ରତିବର୍ଷ ସାତ ଦିନ ଧରି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସହେି ପର୍ବ ପାଳନ କରିବ। ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବ୍ଯବସ୍ଥା, ତୁମ୍ଭମାନେେ ସପ୍ତମ ମାସ ରେ ତାହା ପାଳନ କରିବ।"
42
"ତୁମ୍ଭମାନେେ ସାତଦିନ ପତ୍ର କୁଟୀର ରେ ରହିବ। ଇଶ୍ରାୟେଲ ବଂଶଧର ସମସ୍ତେ ପତ୍ର କୁଟୀର ରେ ବାସ କରିବେ।"
43
"ଆମ୍ଭେ ଇଶ୍ରୀଯଲେ ସନ୍ତାନଗଣଙ୍କୁ ମିଶର ଦେଶରୁ ବାହାର କରି ଆଣିବା ବେଳେ ସମାନଙ୍କେ ପତ୍ର କୁଟୀର ରେ ବାସ କରାଇଥିଲୁ ଏହା ତୁମ୍ଭମାନଙ୍କ ଭବିଷ୍ଯତ ବଂଶଧର ଜାଣିପାରିବେ। ଆମ୍ଭେ ସଦାପ୍ରଭୁ ତମ୍ଭମାନଙ୍କର ପରମେଶ୍ବର ଅଟୁ।"
44
"ତହୁଁ ମାଶାେ ଇଶ୍ରାୟେଲ ସନ୍ତାନଗଣଙ୍କୁ ସଦାପ୍ରଭୁଙ୍କ ସମ୍ମାନାର୍ଥେ ସ୍ଥାପିତ ସମସ୍ତ ପର୍ବ ବିଷଯ ରେ କହିଲେ।"
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 24 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27