bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Leviticus 5
Leviticus 5
Odia - 1840
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 6 →
1
"ଯଦି କୌଣସି ବ୍ଯକ୍ତି ଯାହା ଦେଖିଅଛି, ଶୁଣିଅଛି ବା ଜାଣିଅଛି ସାକ୍ଷୀରୂପେ ତାହା ପ୍ରକାଶ କରିବା କଥା, ମାତ୍ର ତାହା ଯଦି ସେ ପ୍ରକାଶ ନ କରେ ତବେେ ସେ ପାପ କରେ ଓ ଅପରାଧୀ ହୁଏ।"
2
"କିମ୍ବା ଯଦି କୌଣସି ବ୍ଯକ୍ତି କିଛି ଅଶୁଚି ଦ୍ରବ୍ଯ ସ୍ପର୍ଶ କରେ ଅର୍ଥାତ୍ ଅଶୁଚି ପଶୁର ଶବ, କି ଅଶୁଚି ଗୋମଷୋଦି ଶବ କି ଅଶୁଚି ଉ ରୋଗାମୀ ପ୍ରାଣୀର ଶବ ସ୍ପର୍ଶ କରେ ଓ ଯଦି ସେ ଏହା ଅଜାଣତ ରେ କରିଥାଏ ତଥାପି ସେ ଅପରାଧୀ ହବେ।"
3
"ଆହୁରି ଅନକେ ଜିନିଷ ଅଛି ଯାହା କି ମନୁଷ୍ଯକୁ ଅଶୁଚି କରେ। ଯଦି କହେି ଜାଣିଥାଏ ଯାହାକୁ ସ୍ପର୍ଶ କଲେ ଅଶୁଚି ହୁଏ ଏବଂ ସେ ତାହା ଅଜ୍ଞାତ ରେ କରିଥାଏ, ତବେେ ସେ ଯେତବେେଳେ ଜାଣେ ସେ ଦୋଷୀ ହବେ।"
4
"କିମ୍ବା କହେି ଯଦି ମନ୍ଦ କରିବାକୁ କି ଭଲ କରିବାକୁ ବାଚାଳତା ପୂର୍ବକ ଶପଥ କରେ ଏବଂ ସେ ଶପଥ ବିଷଯ ରେ ଭୂଲିୟାଏ, ସେ ଦୋଷୀ ବୋଲି ବିବଚେିତ ହବେ, ଯେତବେେଳେ ସେ ମନେ ପକାଇବ କାରଣ ସେ ତା'ର ଶପଥ ରକ୍ଷା କରିପାରିଲା ନାହିଁ।"
5
"ତେଣୁ ଯଦି କହେି ଏହି ବିଷଯଗୁଡିକ ମଧ୍ଯରୁ କୌଣସି ଗୋଟିକରେ ଦୋଷୀ ହୁଏ, ତବେେ ସେ ନିଜର ସେ ପାପକର୍ମ ସ୍ବୀକାର କରିବ।"
6
"ତହୁଁ ସେ ତା'ର କୃତ ପାପର ପ୍ରାଯଶ୍ଚିତ ପାଇଁ ପାପାର୍ଥକ ବଳିଦାନ ରୂପେ ପଲରୁ ଗୋଟିଏ ମାଈ ମେଣ୍ଢାଛୁଆ କିମ୍ବା ମାଈ ଛଳେିଛୁଆ ସଦାପ୍ରଭୁଙ୍କ ଛାମୁକୁ ଆଣିବ। ତା'ପରେ ଯାଜକ ତା'ର କୃତ ପାପର ପ୍ରାଯଶ୍ଚିତ କରାଇବ।"
7
"ଯଦି ସେ ମଷେ ଶାବକ ଦବୋକୁ ଅକ୍ଷମ ଦବେେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆପଣା କୃତ ଦୋଷାର୍ଥକ ବଳିଦାନ ରୂପେ ଆଣିବ। ତହିଁରୁ ଗୋଟିଏ ପାପ ନିମନ୍ତେ ଓ ଅନ୍ୟଟି ହାମବେଳି ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ।"
8
"ପୁଣି ସେ ସଗେୁଡିକୁ ଯାଜକ ନିକଟକୁ ଆଣିବ। ଯାଜକ ପ୍ରଥମେ ପାପାର୍ଥକ ନବୈେଦ୍ଯ ଉତ୍ସର୍ଗ କରି, ତା'ର ବକରେୁ ମୁଣ୍ଡ ମାେଡିବ ମାତ୍ର ତାକୁ ଦୁଇଭାଗ କରିବ ନାହିଁ।"
9
"ତା'ପରେ ସେ ଏହି ରକ୍ତରୁ କିଛି ନଇେ ୟଜ୍ଞବଦେୀ ପାଖ ରେ ଛିଞ୍ଚିବ, ପୁଣି ଅବଶିଷ୍ଟ ରକ୍ତ ସବୁ ନଇେ ୟଜ୍ଞବଦେୀ ମୂଳ ରେ ଢାଳିବ। ଏହା ପାପରୁ ମୁକ୍ତ ହବୋ ପାଇଁ ଏକ ନବୈେଦ୍ଯ ବୋଲି ବିବଚେନା କରାୟିବ।"
10
"ତା'ପରେ ଯାଜକ ବିଧି ଅନୁସାରେ ଦ୍ବିତୀୟ ପକ୍ଷୀକୁ ହାମବେଳି ରୂପେ ଉତ୍ସର୍ଗ କରିବ। ଏହିରୂପେ ସେ ତା'ର କୃତ ପାପ ନିମନ୍ତେ ଯାଜକ ଦ୍ବାରା ପ୍ରାଯଶ୍ଚିତ ପ୍ରପ୍ତ ହବେ ଏବଂ ପରମେଶ୍ବର ତାକୁ କ୍ଷମା କରିବେ।"
11
"ଯଦି ସେ ଦୁଇଟି କପୋତ ଛୁଆ କିମ୍ବା ଦୁଇଟି ପାରା ଛୁଆ ଆଣିବାକୁ ଅସମର୍ଥ ହୁଏ ତବେେ ସେ ପାପାର୍ଥକ ନବୈେଦ୍ଯ ପାଇଁ ଐଫାର ଦଶମାଂଶ ସରୁ ମଇଦା ଆଣିବା ଉଚିତ୍, ସେଥି ରେ ତୈଳ ଦବୋ ଉଚିତ୍ ନୁହେଁ କି ସୁଗନ୍ଧି ହବୋ ଉଚିତ୍ ନୁହଁ କାରଣ ତାହା ପାପାର୍ଥକ ନବୈେଦ୍ଯ ।"
12
"ସେ ଯାଜକ ନିକଟକୁ ତାହା ଆଣିବ ଓ ଯାଜକ ସେଥିରୁ ସ୍ମରଣାର୍ଥକ ନବୈେଦ୍ଯ ରୂପେ ମୁଠାଏ ନଇେ ୟଜ୍ଞବଦେୀ ରେ ସଦାପ୍ରଭୁଙ୍କ ଅଗ୍ନିକୃତ ନବୈେଦ୍ଯ ଉପରେ ଦଗ୍ଧ କରିବ। ପାପରୁ ମୁକ୍ତ ହବୋ ପାଇଁ ଏହା ପାପାର୍ଥକ ବଳି।"
13
"ଏହିରୂପେ ଯାଜକ ନିଜକୁ ପ୍ରାଯଶ୍ଚିତ କରିବ, ଏହି ପାପଗୁଡିକର କୌଣସି ବିଷଯ ପାଇଁ ସେ କରିଛି ଏବଂ ସଦାପ୍ରଭୁ ତାଙ୍କୁ କ୍ଷମା ଦବେେ। ଅବଶିଷ୍ଟ ନବୈେଦ୍ଯ ଶସ୍ଯ ନବୈେଦ୍ଯ ପରି ଯାଜକର ହବେ।"
14
"ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,"
15
"କହେି ଯଦି ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ବିଷଯ ରେ ଅଜାଣତ ରେ ପାପ କରେ, ସେ ତା'ର ପଲରୁ ଦୋଷାର୍ଥକ ବଳିରୂପେ କୌଣସି କ୍ଷତ ନଥିବା ଏକ ମଷେଛୁଆ ଆଣି ସଦାପ୍ରଭୁଙ୍କୁ ତା'ର ପାଇଁ କ୍ଷତି ପୂରଣ ଦବୋ ଉଚିତ୍। ସହେି ମଷେ ଛୂଆର ମୁଲ୍ଯ କାର୍ୟ୍ଯାଳଯ ମାପ ଅନୁୟାଯୀ ନିରୂପିତ ହବୋ ଉଚିତ୍।"
16
"ପୁଣି ପବିତ୍ର ବସ୍ତୁ ବିଷଯ ରେ ସେ ଯେଉଁ ପାପ କରିଅଛି ତାହା ପରିଶାଧେ କରିବ। ଏହା ବ୍ଯତୀତ ଏକ ପଞ୍ଚମାଂଶ ଯାଜକକୁ ଦବେ, ତହୁଁ ଯାଜକ ଦୋଷାର୍ଥକ ନବୈେଦ୍ଯ ଦ୍ବାରା ତା'ପାଇଁ ପ୍ରାଯଶ୍ଚିତ କରିବ, ତହିଁରେ ସେ କ୍ଷମା ପ୍ରାପ୍ତ ହବେ।"
17
"ଯଦି ସଦାପ୍ରଭୁ ଯାହା ନ କରିବାକୁ କହିଥାନ୍ତି ଓ କୌଣସି ପ୍ରାଣୀ ସେଥିମଧ୍ଯରୁ କୌଣସି କର୍ମ କରି ପାପ କରେ। ୟଦ୍ଯପି ସେ ଜାଣି ନ ଥାଏ, ତଥାପି ସେ ଦୋଷୀ ଅଟେ। ପୁଣି ସେ ତା'ର ଅପରାଧ ବହନ କରିବ।"
18
"ସହେି ବ୍ଯକ୍ତି ଅପରାଧର ମାତ୍ରା ଅନୁସାରେ ଏକ ନିଖୁଣ ମଷେ ଦୋଷାର୍ଥକ ନବୈେଦ୍ଯ ରୂପେ ଯାଜକ ନିକଟକୁ ଆଣିବ। ପୁଣି ଯେଉଁ ପାପ ସେ ଅଜ୍ଞାତ ରେ କରିଛି ସେଥିପାଇଁ ଯାଜକ ପ୍ରାଯଶ୍ଚିତ କରିବ। ତହିଁରେ ସେ କ୍ଷମାପ୍ରାପ୍ତ ହବେ।"
19
"ଏପରିକି ଯେଉଁ ପ୍ରାଣୀ ପାପ କରିଛି ଓ ସେ ଜାଣି ନାହିଁ ତଥାପି ସେ ଦୋଷୀ, ତେଣୁ ସେ ସଦାପ୍ରଭୁଙ୍କ ଛାମୁ ରେ ଦୋଷାର୍ଥକ ନବୈେଦ୍ଯ ଉତ୍ସର୍ଗ କରିବ।"
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 6 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27