bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Leviticus 7
Leviticus 7
Odia - 1840
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 8 →
1
"ଏହିସବୁ ଦୋଷାର୍ଥକ ବଳିର ବିଧି ଅଟେ। ତାହା ମହାପବିତ୍ର।"
2
"ଯେଉଁ ସ୍ଥାନ ରେ ଯାଜକ ହାମବେଳି ବଧ କରନ୍ତି, ସହେି ସ୍ଥାନ ରେ ସମାନେେ ଦୋଷାର୍ଥକ ବଳି ବଧ କରିବେ। ତା'ପରେ ଯାଜକ ସହେି ବଳିର ରକ୍ତ ନଇେ ୟଜ୍ଞବଦେୀ ଚାରିପାଖ ରେ ଛିଞ୍ଚିବ।"
3
"ଆଉ ସେ ଯାଜକ ତାହାର ସମସ୍ତ ମଦେ ଅର୍ଥାତ୍ ଲାଙ୍ଗୁଳର ମଦେ ଓ ଅନ୍ତାଚ୍ଛାଦକ ମଦେ ଦୋଷାର୍ଥକ ବଳିରୂପେ ଉତ୍ସର୍ଗ କରିବ।"
4
"ଆଉ ସେ ଯାଜକ ଦୁଇ ଗୁରୁଦା ଓ ମଦେ ଉପରିସ୍ଥିତ ଓ ପାଶର୍ବସ୍ଥ ମଦରେ ପଛ ମାଂସପେଶୀର ନିମ୍ନଭାଗ ଓ ମଦରେ ଆଚ୍ଛାଦିତ ୟକୃତ ନଇେ ଉତ୍ସର୍ଗ କରିବା ଉଚିତ୍। ସେ ଏହା ଗୁରୁଦା ସହିତ ନିଶ୍ଚଯ ବାହର କରିବ।"
5
"ପୁଣି ଯାଜକ ସଦାପ୍ରଭୁଙ୍କୁ ଉପହାର ସ୍ବରୂପ ଏହିସବୁ ନଇେ ୟଜ୍ଞବଦେୀ ଉପରେ ଦଗ୍ଧ କରିବ, ଏହା ହେଉଛି ଦୋଷାର୍ଥକ ବଳି।"
6
"ଯାଜକ ପରିବାର ମଧ୍ଯରୁ ଯେକୌଣସି ପୁରୁଷ ଏହି ଦୋଷାର୍ଥକ ବଳି ଭୋଜନ କରିପାରିବେ। ଏହା ମହାପବିତ୍ର, ତେଣୁ କୌଣସି ପବିତ୍ର ସ୍ଥାନ ରେ ତାହା ଭୋଜନ କରାୟିବ।"
7
"ପାପାର୍ଥକ ବଳି ଯେଉଁପରି, ଦୋଷାର୍ଥକ ବଳି ମଧ୍ଯ ସହେିପରି। ଯେଉଁ ଯାଜକ ସହେି ପ୍ରାଯଶ୍ଚିତ କରେ, ତାହା ତାଙ୍କର ହବେ। ଦୁଇଟିର ବ୍ଯବସ୍ଥା ଏକ।"
8
"ପୁଣି ଯାଜକ ଯେଉଁ ଲୋକର ହାମବେଳି ଉତ୍ସର୍ଗ କରେ, ତା'ର ସହେି ଉତ୍ସର୍ଗୀକୃତ ହାମବେଳିର ଚର୍ମ ସହେି ଯାଜକ ନିଜେ ନବେ।"
9
"ପ୍ରେତ୍ୟକକ ଶସ୍ଯ ନବୈେଦ୍ଯ ଯାହା ତୁନ୍ଦୁର ରେ ବା କରଇେ ରେ ପକ୍ବ କରାୟାଏ, ସେସବୁ ଉତ୍ସର୍ଗକାରୀ ଯାଜକର ହବେ।"
10
"ସମସ୍ତ ଶସ୍ଯ ନବୈେଦ୍ଯ ହାରୋଣଙ୍କ ପୁତ୍ରମାନଙ୍କର। ତାହା ତୈଳ ମିଶ୍ରିତ ହେଉ ବା ଶୁଷ୍କ ହେଉ, ସେଥି ରେ କିଛି ପ୍ରଭଦେ ରହିବ ନାହିଁ। ସହେି ନବୈେଦ୍ଯ ହାରୋଣଙ୍କ ପୁତ୍ରଗଣଙ୍କ ମଧିଅରେ ବଣ୍ଟାୟିବ।"
11
"ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ ନିମ୍ନ ବ୍ଯବସ୍ଥା ଅଟେ।"
12
"କହେି ଯବେେ ସଦାପ୍ରଭୁଙ୍କୁ ପ୍ରଶଂସା କରିବାକୁ ମଙ୍ଗଳାର୍ଥକ ବଳି ଆଣେ, ତବେେ ସେ ତଲେ ରେ ଛଣା ହାଇେଥିବା ମଙ୍ଗଳାର୍ଥକ ବଳି ସହିତ ତାଡିଶୂନ୍ଯ ରୋଟୀ, ତୈଳୟୁକ୍ତ ଚାଡିଶୂନ୍ଯ ଚକୁଳି ଓ ସରୁ ମଇଦାର ତୈଳମିଶ୍ରିତ ପକ୍ବପିଠା ଉତ୍ସର୍ଗ କରିବ।"
13
"ମଙ୍ଗଳାର୍ଥକ ବଳିର ଅର୍ଥ ଜଣେ ବ୍ଯକ୍ତି ସଦାପ୍ରଭୁଙ୍କୁ ଧନ୍ଯବାଦ ପ୍ରକାଶ କରିବା ଓ ପ୍ରଶଂସାର ସହିତ ଅର୍ପଣ କରୁଥିବା ବଳି। ଏହି ଉପହାର ସହିତ ସେ ତାଡିୟୁକ୍ତ ପିଠା ମଧ୍ଯ ଆଣିବା ଉଚିତ୍।"
14
"ସେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରୁଥିବା ଉପହାରରୁ ଗୋଟିଏ ପିଠା ନବେ। ଯେଉଁ ଯାଜକ ମଙ୍ଗଳାର୍ଥକ ବଳିର ରକ୍ତ ସିଞ୍ଚନ କରେ ପିଠାଟି ତାହାର ହବେ।"
15
"ମଙ୍ଗଳାର୍ଥକ ବଳି ପ୍ରଭୁଙ୍କ ଧନ୍ଯବାଦର ବଳି ରୂପେ ଉତ୍ସର୍ଗ କରାୟାଏ। ସହେି ବଳିର ମାଂସ ସହେି ଉତ୍ସର୍ଗ ଦିନ ରେ ଭୋଜନ କରାୟିବ। ତହିଁରୁ କୌଣସି ମାଂସ ପରଦିନ ପ୍ରାତଃକାଳ ପର୍ୟ୍ଯନ୍ତ ରହିବ ନାହିଁ।"
16
"ମାତ୍ର ଯଦି ସହେି ମଙ୍ଗଳାର୍ଥକ ବଳି ପ୍ରତିଜ୍ଞା ବା ସ୍ବେଚ୍ଛାଦତ୍ତ ଉପହାର ହୁଏ। ତବେେ ସେ ତାହାର ସହେି ବଳି ଉତ୍ସର୍ଗ କରିବା ଦିନ ହିଁ ତାହା ଭୋଜନ କରିବ। ପୁଣି ତହିଁରୁ ଯାହା ଅବଶିଷ୍ଟ ରହିବ ତାହା ପରଦିନ ପ୍ରାତଃକାଳ ରେ ଭୋଜନ କରିବ।"
17
"ମାତ୍ର ଯବେେ କୌଣସି ବଳି ମାଂସ ପୁଣି ରହିୟାଏ, ତବେେ ତାହା ତୃତୀୟ ଦିନ ରେ ଅଗ୍ନି ରେ ଦଗ୍ଧ କରିବ।"
18
"ଯଦି ତୃତୀୟ ଦିନ ରେ ସହେି ମଙ୍ଗଳାର୍ଥକ ବଳିରୁ କିଛି ମାତ୍ର ଭୋଜନ କରାୟାଏ, ତବେେ ତାହା ଗ୍ରାହ୍ଯ ହବେ ନାହିଁକିମ୍ବା ତାହା ବଳିଦାନକାରୀ ପକ୍ଷ ରେ ଗଣାୟିବ ନାହିଁ। ତାହା ଘୃଣା ଯୋଗ୍ଯ ହବେ, ଆଉ ଯେଉଁ ବ୍ଯକ୍ତି ତାହା ଭୋଜନ କରିବ ସେ ନିଜର ଅପରାଧ ବହନ କରିବ।"
19
"ଆଉ ଯଦି ତାହା କୌଣସି ଅଶୁଚି ବସ୍ତୁ ସଂସ୍ପର୍ଶ ରେ ଆସିଥାଏ, ତବେେ ତାହା ଭୋଜନ କରାୟିବା ଉଚିତ୍ ନୁହେଁ। ତାହା ଅଗ୍ନି ରେ ଦଗ୍ଧ କରାୟିବା ଉଚିତ୍। ଯେକୌଣସି ଶୁଚିମନ୍ତ ଲୋକ ସହେି ମଙ୍ଗଳାର୍ଥକ ବଳିରୁ ମାଂସ ଭୋଜନ କରିପାରିବ।"
20
"ମାତ୍ର ଯଦି କୌଣସି ଅଶୁଚି ବ୍ଯକ୍ତି ସଦାପ୍ରଭୁଙ୍କ ମଙ୍ଗଳାର୍ଥକ ବଳି ଭୋଜନ କରେ ତବେେ ସେ ନିଜେ ଲୋକମାନଙ୍କଠାରୁ ଅଲଗା ରହିବ।"
21
"ଯଦି କୌଣସି ବ୍ଯକ୍ତି ଅଶୁଚି ବସ୍ତୁ କିମ୍ବା ଅଶୁଚି ପ୍ରାଣୀ କିମ୍ବା କୌଣସି ଘୃଣା ଯୋଗ୍ଯ ଅଶୁଚି ବସ୍ତୁ ସ୍ପର୍ଶ କରେ ତବେେ ସେ ଅପବିତ୍ର ହୁଏ ଓ ଯଦି ସେ ସଦାପ୍ରଭୁଙ୍କ ସମ୍ବନ୍ଧୀଯ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରେ ତବେେ ସହେି ବ୍ଯକ୍ତି ଆପଣା ଲୋକମାନଙ୍କଠାରୁ ପୃଥକ୍ ରହିବ।"
22
"ଆଉ ସଦାପ୍ରଭୁ ମାଶାଙ୍କେୁ କହିଲେ,"
23
"ଇଶ୍ରାୟେଲର ଲୋକମାନଙ୍କୁ କୁହ, ଗାଇ କି ମଷେ କି ଛାଗର ମଦେ ଭୋଜନ ନ କରିବା ପାଇଁ।"
24
"ସମାନଙ୍କେୁ ମଧ୍ଯ କୁହ ଯେ, ସମାନେେ ଗୋଟିଏ ପଶୁର ସ୍ବାଭାବିକ ମୃତ୍ଯୁ ହେଉ କିମ୍ବା ଯାହାର ଅନ୍ୟ ପଶୁ ଦ୍ବାରା ବିଦୀର୍ଣ୍ଣ ହାଇେ ମୃତ୍ଯୁ ହାଇେଥିଲା ଖାଇବା ଉଚିତ୍ ନୁହଁ। ସହେି ମଦେ ଅନ୍ୟ କୌଣସି କାର୍ୟ୍ଯ ରେ ବ୍ଯବହାର କରାୟାଇପା ରେ, ମାତ୍ର ସମାନେେ ତାହା ଭୋଜନ କରିବା ଉଚିତ୍ ନୁହେଁ।"
25
"ଯଦି କୌଣସି ବ୍ଯକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ପଶୁର ମଦେ ଭକ୍ଷଣ କରେ। ତବେେ ସହେି ଭୋଜନକାରୀ ଆପଣା ଲୋକମାନଙ୍କଠାରୁ ପୃଥକ୍ ରହିବା ଉଚିତ୍।"
26
"ତୁମ୍ଭମାନେେ ଯେଉଁଠା ରେ ବାସ କରନା କାହିଁକି ତୁମ୍ଭମାନେ କୌଣସି ପଶୁ କିମ୍ବା ପକ୍ଷୀର ରକ୍ତ ଭୋଜନ କରିବ ନାହିଁ।"
27
"ଯଦି କୌଣସି ବ୍ଯକ୍ତି ସେ ରକ୍ତ ଭୋଜନ କରେ ତବେେ ସେ ନିଜ ଲୋକମାନଙ୍କଠାରୁ ଅଲଗା ରହିବ।"
28
"ପୁଣି ସଦାପ୍ରଭୁ ମାଶାଙ୍କେୁ କହିଲେ,"
29
"ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ଯେ କହେି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ସେ ଆପଣା ସମାଗମ ବଳିରୁ ସଦାପ୍ରଭୁଙ୍କ ନିକଟକୁ ଆପଣା ନବୈେଦ୍ଯ ଆଣିବ।"
30
"ତା'ର ନିଜ ହସ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଦୋଳନୀଯ ନବୈେଦ୍ଯ ଆଣିବ। ସେ ବକ୍ଷ ଏବଂ ମଦେ ଆଣି ଯାଜକକୁ ଦବୋ ଉଚିତ୍। ସହେି ବକ୍ଷ ତା'ର ଆଗ ରେ ଉଠାୟାଇ ସଦାପ୍ରଭୁଙ୍କୁ ଉପହାର ଦିଆୟିବ।"
31
"ତା'ପରେ ଯାଜକ ୟଜ୍ଞବଦେୀ ଉପରେ ସହେି ମଦକେୁ ଦଗ୍ଧ କରିବା ଉଚିତ୍। ମାତ୍ର ବକ୍ଷ ହାରୋଣ ଓ ତା'ର ପୁତ୍ରମାନଙ୍କର ହବେ।"
32
"ତୁମ୍ଭମାନେେ ନିଜ ନିଜ ମଙ୍ଗଳାର୍ଥକ ବଳିରୁ ଡାହାଣ ଚଟୁଆ ଯାଜକକୁ ଦବେ।"
33
"ହାରୋଣଙ୍କ ପୁତ୍ରମାନଙ୍କ ମଧ୍ଯରୁ ୟିଏ କହେି ମଦେ ଓ ରକ୍ତ ମଙ୍ଗଳାର୍ଥକ ବଳି କରେ, ସେ ଆପଣା ଅଂଶ ରୂପେ ଡାହାଣ ଚଟୁଆ ପାଇବ।"
34
"ମୁଁ (ସଦାପ୍ରଭୁ) ଇଶ୍ରାୟେଲ ସନ୍ତାନଗଣର ମଙ୍ଗଳାର୍ଥକ ନବୈେଦ୍ଯରୁ ବକ୍ଷ ଓ ଚଟୁଆ ନଇେ ଚିରକାଳ ଦଯେ ରୂପେ ସେସବୁ ଯାଜକ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଦଇେଅଛି।"
35
"ସମାନେେ ସଦାପ୍ରଭୁଙ୍କର ଯାଜକରୂପେ ସବୋ କରିବାକୁ ଉପସ୍ଥିତ ହେଲାପରେ, ସଦାପ୍ରଭୁଙ୍କ ଉପହାରରୁ ଏହି ଅଂଶ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦିଆଗଲା।"
36
"ସମାନେେ ଅଭିଷିକ୍ତ ହେଲାପରେ ସଦାପ୍ରଭୁ ଏହା ସମାନଙ୍କେୁ ଦବୋପାଇଁ ଇଶ୍ରାୟେଲ ଲୋକମାନଙ୍କୁ ଆଦେଶ ଦେଲେ। ପୁରୁଷାନୁକ୍ରମ ରେ ତାହା ସମାନଙ୍କେର ଅଂଶ ହବେ।"
37
"ହାମବେଳି, ଶସ୍ଯ ନବୈେଦ୍ଯ, ପାପାର୍ଥକ ବଳି, ଦୋଷାର୍ଥକ ବଳି, ମଙ୍ଗଳାର୍ଥକ ବଳି ଓ ପଦ ନି ଯୋଗର୍ଥକ ବିଷଯ ରେ ଏହିସବୁ ବ୍ଯବସ୍ଥା ଅଛି।"
38
"ସଦାପ୍ରଭୁ ଯେଉଁ ଦିନ ସୀନଯ ପର୍ବତ ରେ ମାଶାଙ୍କେୁ ଆଦେଶ ଦେଲେ ସହେିଦିନ ଇଶ୍ରାୟେଲ ସନ୍ତାନଗଣଙ୍କୁ ସୀନଯ ପ୍ରାନ୍ତରସ୍ଥିତ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଆପଣା ଆପଣା ଉପହାର ଦବୋକୁ ଆଜ୍ଞା କଲେ।"
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27