bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
Luke 16
Luke 16
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 17 →
1
ଯୀଶୁ ତାର୍ ଚେଲାମ୍ନ୍କେ କଇଲା, “ଗଟେତର୍ ଗଟେକ୍ ସାଉକାର୍ ଲକ୍ରିଲା, ସେ ତାର୍ ଦ୍ନ୍ ସ୍ମ୍ପତିକେ ଦ୍କା ସାକା କ୍ର୍ତାର୍ ଗିନେ ଗଟେକ୍ ଗୁମୁସ୍ତାକେ ସ୍ଙ୍ଗାଇରିଲା, ସେ ଗୁମୁସ୍ତା ତାର୍ ଦ୍ନ୍ ସ୍ମ୍ପତିକେ ନ୍ଷ୍ଟ କ୍ରୁଲା ବ୍ଲି ଶୁଣି, ସେ ତାକେ କୁଦିକ୍ରି କଇଲା,
2
‘ମୁଇ ତର୍ ବିଷୟେ କାଇରି ସ୍ବୁ ଶୁଣୁଲେ, ତୁଇ ଇ କାମାର୍ ଡାବୁର୍ ହିସାବ୍ ମକେ ଦେ, କାଇତାକ୍ ତୁଇ ଆର୍ ଇ କାମ୍ କ୍ରୁ ନାହାର୍ସି।’
3
ତ୍ବେ ସେ ମାନାଇ ତାର୍ ମ୍ନେ ମ୍ନେ ବାବ୍ଲା, ‘କାଇ କ୍ରିନ୍ଦ୍? ମର୍ ସାଉକାର୍ ତୋ ମର୍ତ୍ଇହ୍ଣି ଗୁମୁସ୍ତା କାମ୍ ଚାଡାଇ ନେମ୍ଲା ଆର୍ ମୁଇ ତୋ ଅବେ ମାଟି କାମ୍ କ୍ରୁନାହାରି, ଆର୍ ବିକ୍ ମାଗି କାତାର୍ ହେଁ ମକେ ଲାଜ୍ ଲାଗେଦ୍।
4
ଆର୍ ମର୍ ସାଉକାର୍ ମକେ କାମେ ହ୍ଣି ବାଆର୍ କ୍ଲାହ୍ଚେ, ଜ୍ନ୍ କାମ୍ କ୍ଲେକ୍ ଲକ୍ମ୍ନ୍ ମକେ ତାକାର୍ ଗ୍ର୍କେ ସାଇଜ କ୍ରୁକେ କୁଦ୍ତି, ସେରି କାମ୍ ମକେ ଜାଣା।’
5
ଆର୍ ସେ ତାର୍ ସାଉକାରାର୍ ତ୍ଇହ୍ଣି ରୁଣ୍ ନ୍ଇ ରିଲାର୍ ସ୍ବୁ ଲକ୍ମ୍ନ୍କେ ତାର୍ ଲ୍ଗେ କୁଦ୍ଲା, ଆର୍ ହ୍ର୍ତୁର୍ ଲକ୍କେ ହ୍ଚାର୍ଲା, ‘ତୁଇ ମର୍ ସାଉକାର୍ ତ୍ଇହ୍ଣି କ୍ତେକ୍ ରୁଣ୍ ନ୍ଇ ଆଚ୍ସି?’
6
ସେ କଇଲା ‘ଶଏ ଡ୍ରମ୍ ଜିତ୍ ଗ୍ଚାର୍ ଚିକାଣ୍,’ ତ୍ବେ ସେ ହ୍ର୍ତୁର୍ ଲକ୍କେ କଇଲା, ଅବେ ତୁଇ ନ୍ଉଆ କାତା ଲ୍ଗେ ବେଗି ପଚାଶ୍ ଡ୍ରମ୍ ଜିତ୍ ଗ୍ଚାର୍ ଚିକାଣ୍ ବ୍ଲି ଲେକ୍।
7
ତାର୍ ହ୍ଚେ ଗୁମୁସ୍ତା ଆରେକ୍ ଗଟେକ୍ ମାନାଇକେ କୁଦିକ୍ରି କଇଲା, ‘ତୁଇ ମର୍ ସାଉକାରାର୍ ତ୍ଇହ୍ଣି କ୍ତେକ୍ ରୁଣ୍ ନ୍ଇ ଆଚ୍ସି?’ ସେ କଇଲା, ‘ଶଏ ବାସ୍ତା ଗ୍ଉଁ,’ ତ୍ବେ ସେ ତାକେ କଇଲା, ‘ଅବେ ତୁଇ ନ୍ଉଆ କ୍ତା ଲ୍ଗେ ବେଗି ଅଶେ ବାସ୍ତା ଗ୍ଉଁ ବ୍ଲି ଲେକ୍।’
8
ସେ ଚ୍ତୁର୍ ଗୁମୁସ୍ତା ତାର୍ ବୁଦି ସ୍ଙ୍ଗ୍ କାମ୍ କ୍ର୍ତାର୍ ଦ୍କି ସାଉକାର୍ ସ୍ର୍ଦା ଅଇଲା, କାଇତାକ୍ ହୁର୍ତିବିର୍ ଉଜାଳାର୍ ଲକ୍ମ୍ନ୍କାର୍ ତ୍ଇହ୍ଣି ଅବାର୍ ଲକ୍ମ୍ନ୍ ଅଦିକ୍ ବୁଦିମାନ୍।
9
ମୁଇ ତୁମୁକେ କ୍ମ୍ଲେ, ହୁର୍ତିବିର୍ ଦ୍ନ୍ ସ୍ମ୍ପତି ତ୍ଇ ନିଜାର୍ ନିଜାର୍ ଗିନେ କୁଡିଆ ତିଆର୍ କ୍ରା, ଜ୍ନ୍କ୍ରି ସେସ୍ବୁ ସ୍ର୍ଲା ହ୍ଚେ, ଇଶ୍ୱର୍ ତୁମୁକେ ସ୍ବୁଦିନ୍ ରେତା ସ୍ର୍ଗେ କୁଦ୍ତି।
10
ଜୁଇଲକ୍ ସାନ୍ କାମେ ହେଁ ବ୍ଲ୍କାମ୍ କ୍ରେଦ୍, ତ୍ବେ ସେ ବ୍ଡ୍ କାମେ ହେଁ ବ୍ଲ୍କାମ୍ କ୍ରେଦ୍, ତ୍ବେ ଯେ ସାନ୍ କାମେ ହେଁ ବ୍ଲ୍କାମ୍ ନ୍କେରେ, ତ୍ବେ ସେ ବ୍ଡ୍ କାମେ ହେଁ ବ୍ଲ୍କାମ୍ ନ୍କେରେ।
11
ଯଦି ତୁମିମ୍ନ୍ ହୁର୍ତିବିର୍ ଦ୍ନ୍ ବ୍ଲ୍ କାମେ ଲାଗାଇ ନ୍କେଲେକ୍, ଇଶ୍ୱର୍ ତୁମୁକେ ସ୍ର୍ଗାର୍ ଦ୍ନ୍ ଦେଇ ନ୍କେରେ।
12
ଯଦି ତୁମିମ୍ନ୍ ବିନ୍ଲକାର୍ ଦନ୍ ବ୍ଲ୍ କାମେ ଲାଗାଇ ନ୍କେଲେକ୍, ତ୍ବେ ତୁମୁକେ ତୁମାର୍ ଗିନେ କେ ଡାବୁ ଦେଇଦ୍?
13
ଜୁଇଲକ୍ ଗଟେମାଡେ ଜଳେକ୍ ମାପ୍ରୁର୍ ଦାସ୍ ଅମ୍ନାହାରେ, କାଇତାକ୍ ସେ ଗଟେକ୍ ଲକ୍କେ ଲାଡ୍ କ୍ରେଦ୍, ଆରେକ୍ ଗଟେକ୍ ଲକ୍କେ ଲାଡ୍ ନ୍କ୍ରେଦ୍। ଗଟେକ୍ ଲକାର୍ କାମ୍ ବ୍ଲ୍ବାବେ କ୍ରେଦ୍, ଆର୍ ଗଟ୍ଲକାର୍ କାମ୍ ବ୍ଲ୍ବାବେ ନ୍କେରେ। ତ୍ବେ ତୁମିମ୍ନ୍ ଇଶ୍ୱର୍ ଆର୍ ହୁର୍ତିବିର୍ ଦ୍ନ୍ ଇ ଦୁଇଲକାର୍ ଚାକର୍ ଅମ୍ ନାହାରାସ୍।”
14
ଜ୍ଡେବ୍ଳ୍ ଫାରୂଶୀମ୍ନ୍ ଇକ୍ତା ଶୁଣ୍ଲାଇ ଆର୍ ସେମ୍ନ୍ ଯୀଶୁକେ ଲାଜ୍ କ୍ଲାଇ, କାଇତାକ୍ ସେମ୍ନ୍ ଦ୍ନ୍କେ ଲାଡ୍ କ୍ର୍ତିରିଲାଇ।
15
ଯୀଶୁ ଫାରୂଶୀମ୍ନ୍ କଇଲା, “ଜୁଇ ଲକ୍ମ୍ନ୍ ନିଜ୍କେ ନିଜ୍ ଲକ୍ମ୍ନ୍କାର୍ ମୁଏ ବ୍ଲ୍ ଲକ୍ବ୍ଲି ଦ୍କାଇ ଅମ୍ଲାଇ ତୁମିମ୍ନ୍ ସେନ୍କାର୍ ଲକ୍, ମ୍ତର୍ ଇଶ୍ୱର୍ ତୁମାର୍ ମ୍ନ୍କେ ଜାଣେଦ୍। ଜୁଇରି ଲକ୍ମ୍ନ୍କାର୍ ମୁଏ ବ୍ଡ୍ ସେରି ଇଶ୍ଵରାର୍ ମୁଏ ସାନ୍।
16
ଡୁବେନ୍ ଦେତା ଯୋହନାର୍ ସମୟ୍ ହ୍ତେକ୍ ମୋଶାର୍ ନିୟମ୍ ଆର୍ ବବିଶତ୍ କ୍ତା କ୍ଉତା ଲକ୍ମ୍ନ୍କାର୍ ଲେକା ରିଲି, ଇଶ୍ଵରାର୍ ରାଜିର୍ ସୁବ୍କ୍ବର୍ ପର୍ଚାର୍ ଅଇ ଆସୁଲି, ଆର୍ ସ୍ବୁ ଲକ୍ମ୍ନ୍ ଇଶ୍ଵରାର୍ ରାଇଜେ ହୁରୁକେ ଉପାଇ କ୍ରୁଲାଇ।
17
ଆକାଶ୍ ଆର୍ ହୁର୍ତିବି ନ୍ଷ୍ଟ ଅଇଦ୍, ମ୍ତର୍ ମୋଶା ଲେକ୍ଲା ଦ୍ର୍ମ୍ ଶାସ୍ତର୍ ବିଦିବିଦାନ୍ ଲ୍ଗେରିଲା ଗଟେକ୍ ବିନ୍ଦୁ ହେଁ ନ୍ଷ୍ଟ ଅଇନ୍କେରେ।
18
ଅନ୍କାର୍, ଯଦି ଜୁଇଲକ୍ ନିଜାର୍ ଡକୁର୍ସିକେ ଚାଡିକ୍ରି ବିନ୍ ଟକିକେ ବିବା ଅଇଦ୍, ତ୍ବେ ସେ ଦାରିକାମ୍ କ୍ରେଦ୍, ଆର୍ ଜୁଇଲକ୍ ସେ ଚାଡିରିଲା ଟକିକେ ବିବା ଅଇଦ୍, ସେ ହେଁ ଦାରିକାମ୍ କ୍ରେଦ୍।”
19
ଆରେକ୍ ଯୀଶୁ କଇଲା, “ଗଟେକ୍ ସାଉକାର୍ ଲକ୍ରିଲା। ସେ ବୁତେକ୍ ଟ୍କାର୍ ହ୍ଚିଆ ହ୍ଜି ସ୍ବୁଦିନ୍ ବ୍ଲ୍ବାବେ ରେତିରିଲା। ସେ ଏଡେକ୍ ସାଉକାର୍ ରିଲା ଯେ ସ୍ବୁଦିନ୍ ଗଟେକ୍ ବଜି ଦେମ୍କେ ଶ୍କ୍ତି ରିଲି।
20
ମ୍ତର୍ ତାର୍ କାହାଟ୍ ମୁଏ ଲାଜାର୍ ନାଉର୍ ଗଟେକ୍ ବିକାରି ଲକ୍ କାହାଟ୍ ଲ୍ଗେ ସ୍ଉତି ରିଲା,
21
ସାଉକାର୍ କାଇଲା ଉବ୍ରି ରିଲା ଅଣ୍ତା ଲିତାମ୍ନ୍ କାଇକ୍ରି ତାର୍ ହେଟ୍ ହୁରାମ୍କେ ମ୍ନ୍କ୍ର୍ତିରିଲା, ତାର୍ ଗ୍ଗାଳ୍ ଗାଉ ଅଇରିଲି, କୁକୁର୍ମ୍ନ୍ ହେଁ ଆସି ତାର୍ ଗାଉକେ ଚାଟ୍ତି ରିଲାଇ।
22
ମ୍ତର୍ କ୍ତିଦିନ୍ ହ୍ଚେ ସେ ବିକାରି ଲାଜାର୍ ମ୍ରିଗ୍ଲା ଆର୍ ସ୍ର୍ଗାର୍ ଦୂତ୍ମ୍ନ୍ ଆଇଲାଇ ଆର୍ ତାକେ ନ୍ଇକ୍ରି ଅବ୍ରାହାମାର୍ କଡେ ବ୍ସାଇଲାଇ। ଆର୍ ହ୍ଚେ ସେଦିନ୍ ସାଉକାର୍ ହେଁ ମ୍ଲା ଆର୍ ତାକେ ତ୍ହ୍ ଲାଇ।
23
ସାଉକାର୍କେ ନ୍ର୍କେ ହିଙ୍ଗ୍ଲାଇ ଆର୍ ସେ ଜୟେ ଲ୍ଗେ ବେସି କ୍ଷ୍ଟ ହାଇଲା, ସ୍ର୍ଗେ ଅବ୍ରାହାମାର୍ କଡେ ଲାଜାର୍କେ ବ୍ସି ରିଲାର୍ ଦ୍କ୍ଲା।
24
ସେ କଇଲା, ‘ହେ ଉବା ଅବ୍ରାହାମ୍ ଦ୍ର୍ମ୍ କ୍ରି ଲାଜାର୍କେ ଇତିକ୍ ହ୍ଟାଉ ଆର୍ ସେ ଆସି ହାଣିଲ୍ଗେ ତାର୍ ଆଙ୍ଗ୍ଟି ବୁଡାଇ ସେରି ମର୍ ଜିବେ ଚାକାଇ କାକର୍ କ୍ର, କାଇତାକ୍ ମୁଇ ଇ ଜୟ୍ଲ୍ଗେ ବେସି କ୍ଷ୍ଟ ହାମ୍ଲେ।’
25
ମ୍ତର୍ ଅବ୍ରାହାମ୍ କଇଲା, ‘ମର୍ ହୋ, ତୁଇ ବାଚି ରିଲାବ୍ଳ୍ ବ୍ଲ୍ ବ୍ଲ୍ କାଦି କାତି ରିଲିସ୍ ଆର୍ ବ୍ଲ୍ ବ୍ଲ୍ ଜିନିଷ୍ ସ୍ବୁ ହାଉତି ରିଲିସ୍, ମ୍ତର୍ ଲାଜାର୍ ଇ ସ୍ବୁ ହାଇ ନ୍ରିଲା ସେ ଦୁକ୍କ୍ଷ୍ଟ ବଗିରିଲା କ୍ତା ମ୍ନେ ହ୍କାଉ, ଅବେ ଲାଜାର୍ ଇ ଲ୍ଗେ ଶାନ୍ତି ହାମ୍ଲା ଆର୍ ତୁଇ ଦୁକ୍କ୍ଷ୍ଟ ହାମ୍ଲିସ୍।
26
ତାକେ ଚାଡି ତର୍ ଅମାର୍ ବିତ୍ରେ ବେସି ଡେଙ୍ଗ୍ କାଲ୍ ଆଚେ, ସେତାର୍ଗିନେ ଇ ଜାଗାର୍ ଲକ୍ ସେ ଜାଗାକେ ଜ୍ମ୍କେ ମ୍ନ୍ କ୍ଲେକ୍ ହେଁ ଜ୍ମ୍ ନାହାର୍ତି, ଆର୍ ସେ ଜାଗାର୍ ଲକ୍ ଇ ଜାଗାକେ ଆସୁକେ ମ୍ନ୍ କ୍ଲେକ୍ ହେଁ ଆସୁ ନାହାର୍ତି।’
27
ହ୍ଚେ ଦନୀଲକ୍ କଇଲା, ‘ହେ ଉବା ଅବ୍ରାହାମ୍ ମୁଇ କାନିକ୍ର୍ମ୍ ଅଇ ତକେ ଗ୍ଉଆରୁଲେ, ଲାଜାର୍କେ ମର୍ ଉବାର୍ ଗ୍ରେ ହ୍ଟାଉ,
28
ସେତି ମର୍ ହାଚ୍ ବାଇ ଆତ୍ତି। ସେମ୍ନ୍ ଜ୍ନ୍କ୍ରି ଇ ଦୁକ୍ କ୍ଷ୍ଟାର୍ ଜାଗାକେ ନାସ୍ତି ସେତାର୍ଗିନେ ସେ ସେମ୍ନ୍କେ ଶିକ୍ୟା ଦିଅ।’
29
ମ୍ତର୍ ଅବ୍ରାହାମ୍ କଇଲା, ‘ସେମ୍ନ୍କାର୍ ଲ୍ଗେ ମୋଶା ବିଦିବିଦାନ୍ ଆର୍ ବବିଶତ୍ କ୍ତା କ୍ଉତା ଲକ୍ମ୍ନ୍କାର୍ ଦ୍ର୍ମ୍ ଶାସ୍ତର୍ ଆଚେ, ସେମ୍ନ୍ ଶାସ୍ତର୍ କେ ହଳତ୍ ଆର୍ ମାନତ୍।’
30
ତ୍ବେ ସେ ସାଉକାର୍ କଇଲା, ‘ହେ ଉବା ଅବ୍ରାହାମ୍ ସେରି ନଅଇ, ମ୍ତର୍ ମ୍ଲା ଲକାର୍ ତ୍ଇହ୍ଣି ଗଟେକ୍ ଲକ୍ ଜୀବନ୍ ହାଇକ୍ରି ଉଟି ଗଲେକ୍ ସେମ୍ନ୍ ପାପେହ୍ଣି ମ୍ନ୍ ବାଦ୍ଲାଉତି।’
31
ମ୍ତର୍ ଅବ୍ରାହାମ୍ ତାକେ କଇଲା, ‘ଯଦି ସେମ୍ନ୍ ମୋଶାର୍ ବିଦିବିଦାନ୍ ଆର୍ ବବିଶତ୍ କ୍ତା କ୍ଉତା ଲକ୍ମ୍ନ୍କାର୍ କ୍ତାକେ ବିଶ୍ବାସ୍ ନ୍କେର୍ତି ତ୍ବେ ମ୍ଲା ଲକ୍ମ୍ନ୍କାର୍ ବିତ୍ରେହ୍ଣି ଗଟେକ୍ ଲକ୍ ଜୀବନ୍ ହାଇକ୍ରି ଉଟି ଗ୍ଲେକ୍ ହେଁ ସେମ୍ନ୍ ତାକାର୍ କ୍ତାକେ ବିଶ୍ବାସ୍ ନ୍କେର୍ତି।’”
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 17 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24