bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
Luke 8
Luke 8
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 9 →
1
ଅଳ୍କ୍ ସ୍ମୟ୍ ହ୍ଚେ ଯୀଶୁ ସ୍ହର୍ ସ୍ହର୍ ଆର୍ ଗାମ୍ ଗାମ୍ ବୁଲିକ୍ରି ଇଶ୍ଵରାର୍ ରାଇଜର୍ ସୁବ୍କ୍ବର୍ ପର୍ଚାର୍ କ୍ରୁକେ ଲାଗ୍ଲା, ବାର୍ଗଟ୍ ଚେଲାମ୍ନ୍ ହେଁ ତାର୍ସ୍ଙ୍ଗ୍ ରିଲାଇ।
2
ଆରେକ୍, ଜୁଇସ୍ବୁ ମାଇଜି ଟକିମ୍ନ୍କେ ବୁତ୍ଆତ୍ମା ଡ୍ସି ରିଲି ଆର୍ ସେମ୍ନ୍ ବ୍ଲ୍ ଅଇରିଲାଇ, ଅନ୍କାର୍ କେତେକ୍ ମାଇଜି ଟକିମ୍ନ୍, ସେମ୍ନ୍ ଅଇଲାଇ ମରୀୟମ୍ ଯାକେ ମଗ୍ଦଲୀନୀ ବ୍ଲି କ୍ଉତି, ଯାର୍ ତ୍ଇହ୍ଣି ଯୀଶୁ ସାତ୍ଗଟ୍ ବୁତ୍ଆତ୍ମା ଚାଡାଇ ରିଲା।
3
ହେରୋଦ୍ ର୍ଜାର୍ ଗୁମୁସ୍ତା କୁଜା ନାଉର୍ ଡକୁର୍ସି ଯୋହାନା, ଆର୍ ଶୋଶନ୍ନା, ଆର୍ ବିନ୍ସ୍ବୁ କ୍ତେକ୍ ମାଇଜି ଟକିମ୍ନ୍ ତାକାର୍ ସ୍ଙ୍ଗେ ର୍ଇ ନିଜାର୍ ନିଜାର୍ ସ୍ମ୍ପତି ଦ୍ଇକ୍ରି ଯୀଶୁ ଆର୍ ତାର୍ ଚେଲାମ୍ନ୍କାର୍ ସେବା କ୍ର୍ତିରିଲାଇ।
4
ଜ୍ଡେବ୍ଳ୍ ବେସିଲକ୍ ତାର୍ ଲ୍ଗେ ରୁଣ୍ତ୍ଲାଇ, ଆରେକ୍ ସ୍ହରେ ସ୍ହରେ ହ୍ଣି ଲକ୍ମ୍ନ୍ ତାର୍ ଲ୍ଗେ ଆସୁକେ ଦ୍ର୍ଲାଇ, ସେଡେବଳ୍ ଯୀଶୁ ସେମ୍ନ୍କେ ଇ ଦ୍କାଇକ୍ରି କ୍ଉତା କ୍ତା କଇଲା,
5
“ଗଟେତର୍ ଗଟେକ୍ ଚାଷି ବୁଣୁକେ ବାର୍ଲା। ସେ ବାଳେ ବିଆନ୍ ବୁଣୁ ବୁଣୁ କ୍ତେକ୍ ବିଆନ୍ ବାଟ୍ଲ୍ଗେ ଅଦୁର୍ଲି, ଆର୍ ଇଣ୍ତି ଜାତା ଲକ୍ମ୍ନ୍ କ୍ତେକ୍ ମାଡ୍ଲାଇ ଆର୍ କ୍ତେକ୍ ଆକାଶାର୍ ଚେଳେମ୍ନ୍ ଆସି ସେ ବିଆନ୍କେ କାଇଲାଇ।
6
ଆର୍ କ୍ତେକ୍ ବିଆନ୍ ହାତୁଳ୍ ମାଟି ରିଲାର୍ ଟେଡା ଉହ୍ରେ ଅଦୁର୍ଲି, ସେରି ଗ୍ଜା ଅଇଲି ମ୍ତର୍ ତ୍ଳେ ଟେଡା ରିଲି ଲାଗି ଚେର୍ ବିତୁର୍କେ ନ୍ଜାଇ କ୍ରି ସୁକିଗ୍ଲି।
7
ଆର୍ କ୍ତେକ୍ ବିଆନ୍ କାଟାବୁଟା ବିତ୍ରେ ଅଦୁର୍ଲି, ଆରେକ୍, କାଟା ବୁଟାମ୍ନ୍ ବାଡ୍ଲି ଆର୍ ସେ ଗ୍ଜାକେ ଚାହି ହ୍କାଇଲି।
8
ଆର୍, କ୍ତେକ୍ ବିଆନ୍ ଗାଦିଆ ବୁଇଁଏ ଅଦୁର୍ଲି, ଆର୍ ସେରି ଗ୍ଜାଅଇ ବାଡ୍ଲି ଆର୍ ଶଏଗୁଣ୍ ହ୍ତେକ୍ ହ୍ଳ୍ ହ୍ଳ୍ଲି।” ଯୀଶୁ ସେମ୍ନ୍କେ କଇଲା, “ଯାର୍ ଶୁଣୁକେ କାନ୍ ଆଚେ ସେ ମ୍ନ୍ ଦେଇକ୍ରି ଶୁଣା ଆର୍ ବୁଜୁକେ ଚେଷ୍ଟାକ୍ରା।”
9
ତାର୍ ଚେଲାମ୍ନ୍ ଯୀଶୁକେ ଇ ଦ୍କାଇକ୍ରି କ୍ଉତା କ୍ତାର୍ ଅର୍ତ୍ କାଇରି ବ୍ଲି ହ୍ଚାରୁକେ ଲାଗ୍ଲାଇ।
10
ସେଡେବ୍ଳ୍ ଯୀଶୁ ସେମ୍ନ୍କେ କଇଲା, “ଇଶ୍ୱର୍ ରାଇଜେ ଲୁକିରିଲା ସ୍ତ୍କ୍ତା ଜାଣୁକେ ତୁମୁକ୍ ଶ୍କ୍ତି ଦିଆଅଇଲି ଆଚେ, ମ୍ତର୍ ବିନ୍ସ୍ବୁ ଲକ୍ମ୍ନ୍କେ ଦ୍କାଇକ୍ରି କ୍ଉତା କ୍ତା କ୍ଇକ୍ରି ବୁଜାମ୍କେ ହ୍ଡୁଲି। ଜ୍ନ୍କ୍ରି ସେମ୍ନ୍ ଦ୍କି ଦ୍କି ଦ୍କୁ ନାହାର୍ତି ଆର୍ ଶୁଣୁ ଶୁଣୁ ବୁଜି ନ୍କେର୍ତି।
11
ଇ ଦ୍କାଇକ୍ରି କ୍ଉତା କ୍ତାର୍ ଅର୍ତ ଅଇଲି, ବିଆନ୍ ବ୍ଲେକ୍ ଇଶ୍ଵରାର୍ ବାକ୍ୟ,
12
କ୍ତେକ୍ ଲକ୍ମ୍ନ୍ ବାଟ୍ଲ୍ଗେ ଅଦୁର୍ଲା ବିଆନ୍ ହର୍, ବ୍ଲେକ୍ ସେମ୍ନ୍ ଇଶ୍ଵରାର୍ ବାକ୍ୟକେ ଶୁଣ୍ତି। ମ୍ତର୍ ଶଇତାନ୍ ଆସିକ୍ରି ସେମ୍ନ୍କାର୍ ହୁର୍ଦୟେ ହ୍ଣି ସେ ବାକ୍ୟକେ ଚାଡାଇ କ୍ରିନେତି, ଜ୍ନ୍କ୍ରି ସେମନ୍ ବିଶ୍ବାସେ ବାଡୁ ନାହାର୍ତି, କି ଉଦାର୍ ହାମ୍ ନାହାର୍ତି ସେତାର୍ଗିନେ ଶଇତାନ୍ ସେନ୍ କ୍ରେଦ୍।
13
ଆର୍ କ୍ତେକ୍ ଲକ୍ମ୍ନ୍ ଟେଡା ଉହ୍ରେ ରିଲା ହାତୁଳ୍ ମାଟାଇ ଅଦୁର୍ଲା ବିଆନ୍ ହର୍, ଇଶ୍ଵରାର୍ ବାକ୍ୟକେ ସେମ୍ନ୍ ଶୁଣ୍ତି ଆର୍ ସ୍ର୍ଦା ଅଉତି, ମ୍ତର୍ ସେ ବାକ୍ୟ ସେମ୍ନ୍କାର୍ ଜୀବନ୍ ବିତୁର୍କେ ଚେର୍ ହର୍ ଜାଇ ନ୍ରିଲାର୍ ଗିନେ କମ୍ ଦିନ୍ ହ୍କା ଇଶ୍ଵରାର୍ ତ୍ଇ ବିଶ୍ବାସ୍ କ୍ର୍ତି ଆର୍ ତାର୍ ହ୍ଚେ ଜ୍ଡେବ୍ଳ୍ ଲିନ୍ଦା ତାଳ୍ନା, ପରିକ୍ୟା ଆସେଦ୍ ସେଡେବ୍ଳ୍ ସେମ୍ନ୍ ତାକାର୍ ବିଶ୍ବାସ୍କେ ସ୍ଙ୍ଗେ ସ୍ଙ୍ଗେ ଚାଡି ଦେତି।
14
ଆର୍, କ୍ତେକ୍ ଲକ୍ମ୍ନ୍ କାଟା ବୁଟାଇ ଅଦୁର୍ଲା ବିଆନ୍ ହର୍, ସେମ୍ନ୍ ଇଶ୍ଵରାର୍ ବାକ୍ୟକେ ଶୁଣ୍ତି, ମ୍ତର୍ ଜ୍ଗତାର୍ ଚିନ୍ତା, ଦ୍ନୀ ଅମ୍କେ ଆର୍ ସୁକେ ଜୀବନ୍ କାଟୁକେ ଆଶା ଅଇ ଜୀବନ୍ ଜିଉ ଜିଉ ଜଗତ୍ ସେମ୍ନ୍କେ ଚାହି ହ୍କାଇଦ୍ ଆର୍ ସେମ୍ନ୍ ବ୍ଲ୍ ହ୍ଳ୍ ହ୍ଳୁ ନାହାର୍ତି।
15
ଆର୍ କ୍ତେକ୍ ଲକ୍ମ୍ନ୍ ସୁଦ୍ ମାଟାଇ ଅଦୁର୍ଲାର୍ ବିଆନ୍ ହର୍, ସେମ୍ନ୍ ବ୍ଲ୍ମ୍ନେ ଆର୍ ବ୍ଲ୍ ହୁର୍ଦୟେ ଇଶ୍ବରାର୍ ବାକ୍ୟକେ ଶୁଣ୍ତି। ତାର୍ ହର୍ ଜୀବନ୍ ବିତାଉତି ଆର୍ ସାସ୍ ଦ୍କିକ୍ରି ହ୍ଳ୍ ହ୍ଳ୍ତି।”
16
ଯୀଶୁ ଆରେକ୍ କଇଲା, “କେ ହେଁ କୁପି ଲାଗାଇ ଗିନା ନ୍ଡାହ୍ତି, କି କ୍ଟ୍ ତ୍ଳେ ନ୍ସ୍ଙ୍ଗାଉତି, ମ୍ତର୍ ସେତାକ୍ କୁପି ବ୍ତା ଉହ୍ରେ ସ୍ଙ୍ଗାଉତି। ଜ୍ନ୍କ୍ରି ଗ୍ର୍ ବିତ୍ରେ ହୁର୍ତା ଲକ୍ମ୍ନ୍ ତାର୍ ଉଜାଳ୍ ଦ୍କୁ ହାର୍ତି।
17
କାଇତାକ୍ ଜାଇରି ହେଁ ଲୁକି ଆଚେ ଜାଣ୍ତାର୍ ଗିନେ ଲୁକି ଆଚେ। ଆର୍ ଜୁଇରି ସ୍ବୁ ବିଷୟ୍ ଡାହି ଅଇଲିଆଚେ, ସେ ସ୍ବୁ ଉଗାଳି ଅଇଦ୍ ଆର୍ ଉଜାଳେ ଜାଣା ହ୍ଳେଦ୍।
18
ସେତାକ୍, କ୍ନ୍କ୍ରି ଇଶ୍ଵରାର୍ ବାକ୍ୟ ଶୁଣୁଲାସ୍, ସେ ବିଷୟେ ଜାଗ୍ରତ୍ ଅଇରିଆ। ମ୍ତର୍ ଯାର୍ ଲ୍ଗେ ଅଦିକ୍ ବୁଦି ଗ୍ଯାନ୍ ଆଚେ, ସେ ଆରେକ୍ ଅଦିକ୍ ହାଇଦେ। ଆରେକ୍ ଯାର୍ ଲ୍ଗେ ବୁଦି ଗ୍ଯାନ୍ ନାଇ, ସେ ଜୁଇରି ନିଜାର୍ ବୁଦି ଗ୍ଯାନ୍ ଆଚେ ବ୍ଲି ମ୍ନେ କ୍ରେଦ୍, ସେରି ହେ ତାର୍ ତ୍ଇହ୍ଣି ନିଆ ଅଇଦ୍।”
19
ସେଡେବଳ୍ ଯୀଶୁର୍ ଆଇସି ଆର୍ ତାର୍ ସାନ୍ ବାଇସିମ୍ନ୍ ତାର୍ ଲ୍ଗେ ଆଇଲାଇ, ଆର୍ ସେତି ବେସିଲକ୍ ଗହ୍ଳି ରିଲାଇ ଲାଗି ତାର୍ସ୍ଙ୍ଗ୍ ମିସୁ ନାହାର୍ତି ରିଲାଇ।
20
ସେଡେବ୍ଳ୍ ଗଟେକ୍ ଲକ୍ ଯୀଶୁକେ କଇଲାଇ, “ତର୍ ଆଇଦି ଆର୍ ତର୍ ସାନ୍ ବାଇଦିମ୍ନ୍ ହ୍ଦାଇ ଟିଆଅଇ ତର୍ସ୍ଙ୍ଗ୍ କ୍ତା ଅମ୍କେ ମ୍ନ୍ କ୍ରୁଲାଇ।”
21
ମ୍ତର୍ ଯୀଶୁ ସେମ୍ନ୍କେ ଇକ୍ତା କଇଲା, “ଜୁଇ ଲକ୍ମ୍ନ୍ ଇଶ୍ଵରାର୍ ବାକ୍ୟ ଶୁଣ୍ଲାଇ ଆର୍ ମାନୁଲାଇ ସେମ୍ନ୍ ହ୍କା ମର୍ ଆୟା ଆର୍ ବାଇମ୍ନ୍।”
22
ଗଟେଦିନ୍ ଯୀଶୁ ଆର୍ ତାର୍ ଚେଲାମ୍ନ୍ ଗଟେକ୍ ଡଙ୍ଗାଇ ଚ୍ଗ୍ଲାଇ, ଆର୍ ଯୀଶୁ ସେମ୍ନ୍କେ କଇଲା, “ଆଶା, ଗାଲିଲୀ ଜିଲାର୍ ସ୍ମ୍ଦୁର୍ ସେହାଟିକେ ଯୁମା।” ତ୍ବେ ସେମ୍ନ୍ ଜ୍ମ୍କେ ଦ୍ର୍ଲାଇ।
23
ମ୍ତର୍ ସେମ୍ନ୍ ଡଙ୍ଗାଇ ଚ୍ଗି ଜାତାବ୍ଳ୍ ଯୀଶୁ ଡଙ୍ଗାଇ ସଇଲା। ସେଡେବ୍ଳ୍ ସ୍ମ୍ଦୁରେ ହାଣି ହ୍ବନ୍ ଅଇ ଡଙ୍ଗାଇ ହାଣି ବ୍ର୍ତି ଅମ୍କେ ଲାଗ୍ଲି, ଆର୍ ସେମ୍ନ୍ ବେସି ବିପଦେ ହ୍ଳ୍ଲାଇ।
24
ସ୍ଡେବ୍ଳ୍ ଚେଲାମ୍ନ୍ ଯୀଶୁର୍ ଲ୍ଗେ ଗ୍ଲାଇ ଆର୍ ତାକେ ଉଟାଇକ୍ରି କଇଲାଇ, “ହେ ଗୁରୁ, ହେ ଗୁରୁ ଅମି ମ୍ଲୁ!” ଯୀଶୁ ଉଟ୍ଲା ଆର୍ ହାଣି ହ୍ବନ୍କେ ବ୍ନ୍ଦ୍ ଅଉ ବ୍ଲି ଦ୍ମ୍କାଇ କ୍ରି କଇଲା, ତ୍ବେ ସେସ୍ବୁ ବ୍ନ୍ଦ୍ ଅଇଲି।
25
ତାର୍ ହ୍ଚେ ଯୀଶୁ ସେମ୍ନ୍କେ କଇଲା, “ତୁମାର୍ ବିଶ୍ବାସ୍ ନାଇ କି?” ମ୍ତର୍ ସେମ୍ନ୍ ଚାନିଆ ଅଇଲାଇ ଆର୍ ବେସି ଡିର୍ଲାଇ, ଆର୍ ତାକାର୍ ତାକାର୍ ବିତ୍ରେ କ୍ଉଆ କ୍ଉଇ ଅମ୍କେ ଲାଗ୍ଲାଇ, “ଏ କେ ଯେ? ହ୍ବନ୍ ଆର୍ ସ୍ମ୍ଦୁର୍ ଆର୍ ଆଦେଶ୍ ମାନ୍ତି।”
26
ହ୍ଚେ ଯୀଶୁ ଆର୍ ତାର୍ ଚେଲାମ୍ନ୍ ଗାଲିଲୀ ଜିଲାର୍ ସ୍ମ୍ଦୁର୍ ଲିଙ୍ଗି କ୍ରି, ସେହାଟି ରିଲା ଗରାଶିୟ ମ୍ନ୍କାର୍ ସ୍ନ୍ଦିୟେ ହ୍ଚ୍ଲାଇ।
27
ଯୀଶୁ କ୍ଣ୍ଡାଇ ହ୍ଣି ଉତୁର୍ଲା ଦାହ୍ରେ, ବୁତ୍ଆତ୍ମା ଡ୍ସିରିଲା ଗଟେକ୍ ଲକ୍ ତାକେ ବେଟ୍ ହାଇଲା, ସେ ବେସିଦିନ୍ ଅଇଲି ହ୍ଚିଆ ନ୍ହେଜି ଆର୍ ଗ୍ରେ ନ୍ରେଇ ସ୍ବୁବ୍ଳ୍ ମ୍ସୁଣ୍ ହାରେ ରେତିରିଲା।
28
ସେ ଯୀଶୁକେ ଦୁରିହ୍ଣି ଦ୍କିକ୍ରି, ଦ୍ବ୍ଳି ଆସି ତାର୍ ମୁଏ ଅଦ୍ରି ତାକେ ଜୁଆର୍ କ୍ରି କଇଲା, “ହେ ଇଶ୍ଵରାର୍ ହଇସି ଯୀଶୁ, କାଇତାକ୍ ତୁଇ ମର୍ଗିନେ ମ୍ନ୍ ଦେମ୍ଲିସ୍? ମୁଇ ତକେ ଗ୍ଉଆରିକ୍ରି କ୍ମ୍ଲେ, ‘ମକେ କ୍ଷ୍ଟ୍ ଦେନାଇ।’”
29
କାଇତାକ୍ ଯୀଶୁ ସେ ବୁତ୍ଆତ୍ମାକେ ସେ ମାନାଇ ତ୍ଇହ୍ଣି ବାରି ଯାଆ ବ୍ଲି କ୍ମ୍କେ ଜାତିରିଲା। ସେ ବୁତ୍ ତାକେ ବେସିତର୍ ଡ୍ସି ରିଲି, ଆର୍ ଲକ୍ମ୍ନ୍ ତାର୍ ଗଡେ ଲ୍ଉଆର୍ ସିକ୍ଳି ଆର୍ ଆତେ ଆତ୍ ହ୍ଙ୍ଗ୍ଳି ସ୍ଙ୍ଗ୍ ବାନ୍ଦି ରିଲାଇ, ମ୍ତର୍ ସେ ବାନ୍ଦ୍ଲାର୍ ଚିଡାଇ କ୍ରି, ବୁତ୍ ଜ୍ନ୍କ୍ଲେକ୍ ସେନ୍ ଅଇ ଶୁନ୍ସାନ୍ ଜାଗାଲ୍ଗେ ରେତି ରିଲି।
30
ଯୀଶୁ ତାକେ ହ୍ଚାର୍ଲା, “ତର୍ କାଇ ନାଉଁ?” ସେ କଇଲା, “ମର୍ ନାଉଁ ବାହିନି” ବ୍ଲେକ୍ ଗାଦି ବୁତ୍ଆତ୍ମା ତାର୍ ତ୍ଇ ଡ୍ସି ରିଲାଇ।
31
ଆର୍ ଯୀଶୁ ଜ୍ନ୍କ୍ରି ସେମନ୍କେ ହାତାଳ୍ ବିତୁର୍କେ ନ୍ହେଟାଉଅ, ଇତାର୍ଗିନେ ସେମନ୍ କାନିକ୍ର୍ମ୍ ଅଇକ୍ରି ଗୁଆରୁକେ ଦ୍ର୍ଲାଇ।
32
ସେତି ଡଙ୍ଗୁର୍ ତ୍ଳେ ଗଟେକ୍ ଗୁଷ୍ରା ମ୍ନ୍ଦା ଚ୍ର୍ତି ରିଲାଇ, ଆର୍ ଯୀଶୁ ଜ୍ନ୍କ୍ରି ସେମ୍ନ୍କେ ସେ ଗୁଷ୍ରା ମ୍ନ୍କାର୍ ବିତ୍ରେ ହୁରୁକେ ଆଦେଶ୍ ଦେତି, ଇତାର୍ଗିନେ ସେମ୍ନ୍ ତାକେ ଗ୍ୱାର୍ଲାଇ।
33
ଯୀଶୁ ବୁତ୍ଆତ୍ମାମ୍ନ୍କେ ଆଦେଶ୍ ଦିଲାକେ, ସେ ବୁତ୍ମ୍ନ୍ ସେ ମାନାଇ ତ୍ଇହ୍ଣି ବାରାଇ ଜାଇକ୍ରି ଗୁଷ୍ରା ମ୍ନ୍ଦାଇ ହୁର୍ଲାଇ, ସେଡେବ୍ଳ୍ ସେ ଗୁଷ୍ରାମ୍ନ୍ ସେଦାହ୍ରେ ହ୍ଳାଇ କ୍ରି ଡଙ୍ଗୁର୍ କ୍ଣ୍ଡିଏ ହ୍ଣି ସ୍ମ୍ଦୁରେ ଅଦ୍ରି ବୁଡି ମ୍ଲାଇ।।
34
ଗୁଷ୍ରା ଚ୍ରାଉତିରିଲା ଲକ୍ମ୍ନ୍ ଇ ସ୍ବୁ ଗଟ୍ଣା ଦ୍କି ସେଦାହ୍ରେ ଜାଇକ୍ରି ଗାମ୍ ମ୍ନ୍କେ ଆର୍ ସ୍ହର୍ମ୍ନ୍କେ କଇଲାଇ।
35
ତ୍ବେ ଲକ୍ମ୍ନ୍ ସେ ଗଟ୍ଣା ଦ୍କୁକେ ଯୀଶୁର୍ ଲ୍ଗେ ଆଇଲାଇ। ଜ୍ଡେବ୍ଳ୍ ସେମ୍ନ୍ ଯୀଶୁର୍ ଲ୍ଗେ ଆଇଲାଇ, ସେମ୍ନ୍ ବୁତ୍ଆତ୍ମା ଡ୍ସିରିଲା ମାନାଇକେ ବ୍ଲ୍ ଅଇ ହ୍ଚିଆ ହ୍ଜି ବ୍ଲ୍ମ୍ନେ ଯୀଶୁର୍ ହାଦ୍ତ୍ଳେ ବ୍ସି ରିଲାର୍ ଦ୍କି ବେସି କାବାଅଇଲାଇ।
36
ଆର୍ ଜୁଇ ଲକ୍ମ୍ନ୍ ଇରି ଦ୍କି ରିଲାଇ, ସେମ୍ନ୍ ବିନ୍ ଲକ୍ମ୍ନ୍କେ ସେ କ୍ନ୍କ୍ରି ବୁତ୍ ଲଗେହ୍ଣି ଉଦାର୍ କ୍ଲା, ସେ ବିଷୟେ କଇଲାଇ।
37
ତ୍ବେ ଗରାଶିୟ ମ୍ନ୍କାର୍ ସ୍ନ୍ଦିହ୍କାର୍ ସ୍ବୁ ଲକ୍ମ୍ନ୍ ଯୀଶୁକେ ସେ ଜାଗାଚାଡି ହ୍ଳାଉ ବ୍ଲି ଗ୍ୱାରୁକେ ଲାଗ୍ଲାଇ, କାଇତାକ୍ ସେମ୍ନ୍ ବେସି ଡିରିଜାଇରିଲାଇ। ସେତାର୍ଗିନେ ଯୀଶୁ ଡଙ୍ଗାଇ ଚ୍ଗି ଗାଲିଲୀ ଜିଲାକେ ବାଉଳି ଆଇଲା।
38
ମ୍ତର୍ ଜୁଇଲକାର୍ ତ୍ଇହ୍ଣି ବୁତ୍ଆତ୍ମା ଚାଡିରିଲି ସେ ଲକ୍, ମୁଇ ତର୍ସ୍ଙ୍ଗ୍ ଆସିନ୍ ବ୍ଲି ଯୀଶୁକେ ଗ୍ୱାରୁକେ ଲାଗ୍ଲା।
39
ମ୍ତର୍ ଯୀଶୁ ତାକେ ବୁଜାଇକ୍ରି ଗ୍ରେ ହ୍ଟାଇ କଇଲା, “ଗ୍ରେ ଲେଉଟି ଯାଆ ଆର୍ ଇଶ୍ୱର୍ ତର୍ଗିନେ ଜୁଇସ୍ବୁ ଦ୍ର୍ମ୍ କାମ୍ କ୍ରିଆଚେ, ସେରି ସେମ୍ନ୍କେ କ୍ଉ।” ତ୍ବେ ସେ ମାନାଇ ସ୍ହର୍ ବାଟ୍ ଅଇ ଲେଉଟି ଗ୍ଲା ଆର୍, ଯୀଶୁ ତାର୍ ଗିନେ କ୍ରିରିଲା ଗଟ୍ଣା ସ୍ବୁ ଲକ୍ମ୍ନ୍କେ କଇଲା।
40
ଯୀଶୁ ଗାଲିଲୀ ଜିଲାର୍ ସ୍ମ୍ଦୁର୍ ସେହାକ୍ ହ୍ଣି ଲେଉଟି ଆଇଲା ହ୍ଚେ ଲକ୍ମ୍ନ୍ ତାକେ ଆର୍ ତାର୍ ଚେଲାମ୍ନ୍କେ ସ୍ର୍ଦା ଅଇକ୍ରି ମାନ୍ଲାଇ, କାଇତାକ୍ ସେସ୍ବୁ ଲକ୍ମ୍ନ୍ ତାକେ ଜାଗିରିଲାଇ।
41
ତାର୍ ହ୍ଚେ ଯାଇର୍ସ୍ ନାଉଁ ଗଟେକ୍ ଲକ୍ ସେତି ଆଇଲା। ସେ ଯିହୁଦିମ୍ନ୍କାର୍ ପାର୍ତେନା ଗ୍ରାର୍ ମୁକିଆ ରିଲା। ସେ ଯୀଶୁର୍ ହାଦ୍ତ୍ଳେ ହ୍ଳି ମୁଣ୍ତିଆ ମାରି ଅମାର୍ ଗ୍ରେ ଜୁବ୍ଲି ଗ୍ୱାରି କ୍ରି କଇଲା,
42
କାଇତାକ୍ ତାର୍ ବାର ବର୍ଷାର୍ ଗଟେକ୍ ହ୍କା ସାନ୍ ଟକି ରିଲି, ଆର୍ ସେ ମ୍ର୍ତା ଉହ୍ରେ ରିଲି। ମ୍ତର୍ ଯୀଶୁ ଜାତାବ୍ଳ୍ ଲକ୍ମ୍ନ୍ ତାର୍ ଉହ୍ରେ ମାଡା ମାଡି ଅଉତି ରିଲାଇ।
43
ସେଡେବ୍ଳ୍ ସେ ମ୍ନ୍ଦା ବିତ୍ରେ ଗଟେକ୍ ମାଇଜି ରିଲି, ତାକେ ବାର ବ୍ର୍ଷ୍ ହ୍ତେକ୍ ବ୍ନିଜାତା ରଗ୍ ଅଇରିଲି, ସେ ବ୍ଲ୍ ଅମ୍କେ ତାର୍ ସ୍ବୁ ଟ୍କା ଡାକ୍ଟର୍ ମ୍ନ୍କେ ଦ୍ଇକ୍ରି ସ୍ରାଇଲି, ମ୍ତର୍ କେ ହେଁ ତାକ୍ ବ୍ଲ୍କ୍ରୁ ନାହାର୍ତି ରିଲାଇ।
44
ସେ ମାଇଜି ଟକି ଲକ୍ମ୍ନ୍ଦା ବିତ୍ରେହ୍ଣି ହ୍ଚ୍ବାଟ୍ ଆସି ଯୀଶୁର୍ ହ୍ଚିଆକେ ଚୁଇଲି, ଆର୍ ସେଦାହ୍ରେ ସେ ଟକିର୍ ବ୍ନି ଜାତାର୍ ବ୍ନ୍ଦ୍ ଅଇଲି।
45
ସେଡେବ୍ଳ୍ ଯୀଶୁ ହ୍ଚାର୍ଲା, “କେ ମକେ ଚୁଇଲା?” ମ୍ତର୍ ସ୍ବୁ ଲକ୍ ଅମି ନାଇବ୍ଲି କଇଲାଇ। ପିତର୍ କଇଲା, “ଏଗୁରୁ, ଲକ୍ ଟେଲା କୁର୍ଚା ଅଇ ତର୍ଉହ୍ରେ ମାଡା ମାଡି ଅମ୍ଲାଇ।”
46
ମ୍ତର୍ ଯୀଶୁ କଇଲା, “କେ ଗଟେକ୍ ମ୍କେ ଚୁଇଲା, କାଇତାକ୍ ମର୍ଲ୍ଗେହ୍ଣି ବ୍ଲ୍ କ୍ର୍ତା ଶ୍କ୍ତି ବାର୍ଲି ବ୍ଲି ମୁଇ ଜାନ୍ଲେ।”
47
ସେ ମାଇଜି ଟକି ଲୁକୁ ନ୍ହାରି ଯୀଶୁ ଜାନ୍ଲା ବ୍ଲି ବାବି, ତ୍ର୍ତ୍ରି ଆସି ଯୀଶୁର୍ ହାଦେ ଡୁଳ୍ଲି, ଆର୍ ସେ କାଇତାକ୍ ତାର୍ ହ୍ଚିଆକେ ଚୁଇଲି, ଆର୍ ସେ ଦାହ୍ରେ କ୍ନ୍କାର୍ ବ୍ଲ୍ ଅଇଲି, ସେସ୍ବୁ ବିଷୟ୍ ସେ ଲକ୍ମ୍ନ୍କାର୍ ମୁଏଁ କଇଲି।
48
ସେତାକ୍ ଯୀଶୁ ତାକେ କଇଲା, “ଟକି! ତର୍ ବିଶ୍ବାସ୍ ତକେ ବ୍ଲ୍ କ୍ରିଆଚେ। ସୁସ୍ତାରେ ଇଣ୍ତି ଯାଆ।”
49
ଯୀଶୁ ସେ ମାଇଜିକେ କ୍ତା କ୍ଉତାବ୍ଳ୍ ଯିହୁଦିମ୍ନ୍କାର୍ ପାର୍ତେନା ଗ୍ରାର୍ ମୁକିଆ ଯାଇରସ୍ ଗ୍ରେହ୍ଣି କ୍ବର୍କାରିଆ ଆସି ଯାଇରସ୍କେ କଇଲା, “ତର୍ ଜିଦି ମ୍ଲିବେ, ଗୁରୁକେ କୁଦିନ୍ଇ କ୍ରି ତାକେ କ୍ଷ୍ଟ ଦେସ୍ନାଇ।”
50
ମ୍ତର୍ ଯୀଶୁ ଇରି ଶୁଣି ଯାଇରସ୍କେ କଇଲା, “ଡିରାନାଇ, ମର୍ ଉହ୍ରେ ବିଶ୍ବାସ୍ କ୍ରା।, ତର୍ ଜିଦି ବ୍ଲ୍ ଅଇଦ୍।”
51
ଆରେକ୍, ଯୀଶୁ ଯାଇରସାର୍ ଗ୍ରେ ହଚ୍ଲା, ସେଡେବ୍ଳ୍ ତାର୍ସ୍ଙ୍ଗ୍ ପିତର୍, ଯୋହନ୍ ଆର୍ ଯାକୁବ ଆରେକ୍ ସେ ଟକିର୍ ଆଇସି ଉବାସି ହ୍କା ଗ୍ରେ ହୁର୍ଲାଇ, ଆର୍ କାକେ ହୁରାଇ ନ୍କେଲାଇ।
52
ମ୍ତର୍ ସ୍ବୁ ଲକ୍ମ୍ନ୍ ସେ ଟକିର୍ ଗିନେ ବୁକେ ମାରି ଅଇ କାନ୍ଦ୍ତି ରିଲାଇ। ସେଡେବ୍ଳ୍ ଯୀଶୁ ସେମ୍ନ୍କେ କଇଲା, “କାନ୍ଦାନାଇ, ଟକି ମ୍ରିନ୍କେରେ, ମ୍ତର୍ ସଇଲି ଆଚେ।”
53
ସେ ଇକ୍ତା କଇଲା ଲାଗି ସେତିରିଲା ସ୍ବୁ ଲକ୍ମ୍ନ୍ ନିଚଳି କ୍ରି ଯୀଶୁକେ ଲାଜ୍ କ୍ରାଇଲାଇ, କାଇତାକ୍ ସେ ଟକିହିଲା ମ୍ଲି ବ୍ଲି ସେମ୍ନ୍ ଜାଣିରିଲାଇ।
54
ମ୍ତର୍ ଯୀଶୁ ସେ ଟକିର୍ ଆତେ ଦ୍କିକ୍ରି କଇଲା, “ଏ ଟକି ଉଟ୍।”
55
ସେଦାହ୍ରେ ସେ ଟକିର୍ ଜୀବନ୍ ଲେଉଟି ଆଇଲି ଆର୍ ସେ ଉଟିକ୍ରି ବ୍ସ୍ଲି, ଯୀଶୁ ତାକେ କାଇରି ଅଲେ କାମ୍କେ ଦିଆସ୍ ବ୍ଲି କଇଲା।
56
ତାର୍ ଉବାସି ଆଇସି ସେରି ଦ୍କିକ୍ରି ବେସି କାବାଅଇଲାଇ, ମ୍ତର୍ ଯୀଶୁ ଇକ୍ତା କାକ୍ କ୍ଉଆନାଇ ବ୍ଲି ସେମ୍ନ୍କେ ଆଦେଶ୍ ଦିଲା।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
Recommended Reading
Commentary
Luke Commentaries
→
Devotional
Luke Devotional Guide
→
Get This Bible
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ) Study Bible
→