bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
Luke 20
Luke 20
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 21 →
1
ଗଟେଦିନ୍ ଯୀଶୁ ମନ୍ଦିର୍ ବିତ୍ରେ ଲକ୍ମ୍ନ୍କେ ଶିକ୍ୟା ଦେତିରିଲା ଆର୍ ଇଶ୍ଵରାର୍ ରାଇଜର୍ ସୁବ୍କ୍ବର୍ ପର୍ଚାର୍ କ୍ର୍ତିରିଲା, ସ୍ଡେବ୍ଳ୍ ମୁକିଆ ଜାଜକ୍, ନିଆଇ ଶିକାଉତା ଲକ୍ମ୍ନ୍ ଯିହୁଦିମ୍ନ୍କାର୍ ପାରାଚିନ୍ମ୍ନ୍କାର୍ ସ୍ଙ୍ଗ୍ ମିଶି କ୍ରି ଯୀଶୁର୍ ଲ୍ଗେ ଆଇଲାଇ,
2
ସେମ୍ନ୍ ଯୀଶୁକେ ହ୍ଚାର୍ଲାଇ, “ଅମୁକ୍ କ୍ଉ, ତୁମି କୁଇ ଅଦିକାରେ ଇସ୍ବୁକାମ୍ କ୍ରୁଲାସ୍, ତକେ କେ ଇ ଅଦିକାର୍ ଦିଲାଆଚେ।”
3
ଯୀଶୁ ସେମ୍ନ୍କେ ଉତର୍ଦିଲା, “ମୁଇ ହେଁ ତୁମୁକ୍ମ୍ନ୍ ଗଟେକ୍ କ୍ତା ହ୍ଚାରିନ୍ଦ୍, ମକେ ସେରି କ୍ଉଆ,
4
ଯୋହନ୍ ଡୁବେନ୍ ଦେତାର୍ ଅଦିକାର୍ ସ୍ର୍ଗେ ଇଶ୍ୱର୍ ଦେଇରିଲା କି ମାନାଇମ୍ନ୍କାର୍ ତ୍ଇହ୍ଣି ମିଳିରିଲି? ମକେ କୁଆ।”
5
ସେଡେବ୍ଳ୍ ସେମ୍ନ୍ ନିଜାର୍ ନିଜାର୍ ବିତ୍ରେ ଚିଡ୍ହଡ୍ ଅଇ କ୍ମ୍କେ ଲାଗ୍ଲାଇ, “ଯଦି ଅମି ସ୍ର୍ଗେ ହ୍ଣି ବ୍ଲି କ୍ମ୍ନ୍ଦେ, ସେରି ଅଇଲେକ୍ ସେ କଇଦ୍, ‘ତ୍ବେ ତୁମିମ୍ନ୍ କାଇତାକ୍ ତାକେ ବିଶ୍ବାସ୍ ନ୍କେଲାସ୍?’
6
ଆର୍ ଯଦି ‘ମାନାଇ ତ୍ଇହ୍ଣି’ ବ୍ଲି କ୍ମ୍ନ୍ଦେ, ତ୍ବେ ଇତିରିଲା ଲକ୍ମ୍ନ୍ ସ୍ବୁ ଆମୁକେ ଟେଡା ମାର୍ତି, କାଇତାକ୍ ସେମ୍ନ୍ ଯୋହନ୍କେ ଗଟେକ୍ ଇଶ୍ଵରାର୍ ସ୍ତ୍ ବବିଶତ୍ କ୍ତା କ୍ଉତାଲକ୍ ବ୍ଲି ଡାଟ୍କ୍ରି ବିଶ୍ବାସ୍ କ୍ର୍ତିରିଲାଇ।”
7
ତ୍ବେ ସେମ୍ନ୍ ଯୀଶୁକେ କଇଲାଇ, “କୁଇତିହ୍ଣି ଯୋହନ୍ ସେ ଅଦିକାର୍ ହାଇରିଲା ସେରି ଅମି ନ୍ଜାଣୁ।”
8
ଯୀଶୁ ସେମ୍ନ୍କେ କଇଲା, “ତ୍ବେ ମୁଇ କୁଇ ଅଦିକାରେ ଇ ସ୍ବୁ କ୍ରୁଲେ, ସେରି ମୁଇ ହେଁ ତୁମୁକ୍ମ୍ନ୍କେ କ୍ଇ ନ୍କେରି।”
9
ତାର୍ ହ୍ଚେ ଯୀଶୁ ଲକ୍ମ୍ନ୍କେ ଇ ଦ୍କାଇକ୍ରି କ୍ଉତା କ୍ତା କ୍ମ୍କେ ଲାଗ୍ଲା, “ଗଟେତର୍ ଗଟେକ୍ ମାନାଇ ଅଙ୍ଗୁର୍ ବାଳ୍ ତିଆର୍ କ୍ଲା, ଆର୍ ସେ ବାଳ୍କେ ଚାଷିମ୍ନ୍କେ ବାଗେ ଦେଇକ୍ରି ବେସି ଦିନାର୍ ହାଇଁ ବିଦେସ୍କେ ବାରିଗ୍ଲା।
10
ଜ୍ଡେବ୍ଳ୍ ଅଙ୍ଗୁର୍ ହ୍ଳ୍ ହାକ୍ତା ବେଳା ଆଇଲି ସେଡେବ୍ଳ୍ ସେ ତାର୍ ଚାକର୍ ମ୍ନ୍କାର୍ ବିତ୍ରେ ଗଟେଲକ୍କେ ସେ ବାଗ୍ନିଲା ଚାଷିମ୍ନ୍କାର୍ ଲ୍ଗେ ଅଙ୍ଗୁର୍ ବାଳେ ହ୍ଟାଇଲା। ଜ୍ନ୍କାର୍ କି ସେ ଅଙ୍ଗୁର୍ ବାଳେ ହ୍ଣି ତାକେ କ୍ତେକ୍ ଲାବ୍ ମିଳେଦ୍, ମ୍ତର୍ ଚାଷିମ୍ନ୍ ସେ ଚାକର୍କେ ମାଡ୍ ମାରି ଚୁଚା ଆତେ ଲେଉଟାଇ କ୍ରି ହ୍ଟାଇଲାଇ।
11
ଆରେକ୍ ମାଲିକ୍ ଗଟେକ୍ ଚାକର୍କେ ବାଗ୍ନିଲା ଚାଷିର୍ ଲ୍ଗେ ହ୍ଟାଇଲା। ମ୍ତର୍ ଚାଷିମ୍ନ୍ ତାକେ ହେଁ ମାଡ୍ ମାର୍ଲାଇ ଆର୍ ଇନସ୍ତା କ୍ରି ଚୁଚା ଆତେ ଲେଉଟାଇ କ୍ରି ହ୍ଟାଇଲାଇ।
12
ତାର୍ ହ୍ଚେ ମାଲିକ୍ ଆରେକ୍ ଗଟେତର୍ ଆର୍ ଗ୍ଟ ଚାକର୍କେ ସେମ୍ନ୍କାର୍ ଲ୍ଗେ ହ୍ଟାଇଲା ତ୍ବେ ସେ ଚାଷିମ୍ନ୍ ସେ ଚାକର୍କେ ହେଁ ମାଡ୍ ମାରି କ୍ଣ୍ତିଆ କାବ୍ରା କ୍ରି ସେ ବାଳେ ହ୍ଣି ବାହାରେ ହିଙ୍ଗ୍ଲାଇ।
13
ତ୍ବେ ସେ ଅଙ୍ଗୁର୍ ବାଡାର୍ ସାଉକାର୍ ମ୍ନେ ବାବ୍ଲା, ‘ଅବେ ମୁଇ କାଇରି କ୍ରିନ୍ଦ୍? ମୁଇ ମର୍ ନିଜାର୍ ଲାଡାର୍ ହିଲାକେ ସେମ୍ନ୍କାର୍ ଲ୍ଗେ ହ୍ଟାଇନ୍ ତ୍ବେ ସେମ୍ନ୍ ତାକେ ମାନ୍ତି।’
14
ମ୍ତର୍ ଜ୍ଡେବ୍ଳ୍ ଚାଷିମ୍ନ୍ ତାକେ ଦ୍କ୍ଲାଇ ସେମ୍ନ୍ ନିଜାର୍ ନିଜାର୍ ବିତ୍ରେ କ୍ଉଆ କ୍ଉଇ ଅଇଲାଇ, ‘ଏତ ଅଙ୍ଗୁର୍ ହ୍ଦାର୍ ମାଲିକାର୍ ହଇସି, ଆଶା, ଇତାକ୍ ମ୍ର୍ନେ ମାରୁ। ସେରି ଅଇଲେକ୍ ଅଙ୍ଗୁର୍ ହ୍ଦାର୍ ଅଦିକାର୍ ଅମାର୍ମ୍ନ୍କାର୍ ଅଇଦ୍।’
15
ଆର୍ ସେମ୍ନ୍ ତାକେ ଅଙ୍ଗୁର୍ ବାଳେ ହ୍ଣି ବାହାରେ ହିଙ୍ଗିକ୍ରି ମ୍ର୍ନେ ମାର୍ଲାଇ। ତ୍ବେ ଅଙ୍ଗୁର୍ ବାଳାର୍ ମାଲିକ୍ ସେ ଚାଷିମ୍ନ୍କେ କାଇ କ୍ରେଦ୍?
16
ସେ ଆସିକ୍ରି ସେନ୍କ୍ରି ବାଗ୍ନିଲା ଚାଷିମ୍ନ୍କେ ମ୍ର୍ନେ ମାରେଦ୍ ଆର୍ ବିନ୍ ଲକ୍କେ ଅଙ୍ଗୁର୍ ହ୍ଦା ଦେତି।” ଇ ସ୍ବୁ ଶୁଣି ସେମ୍ନ୍ କଇଲାଇ, “ଇଶ୍ୱର୍ ଅନ୍କ୍ରି ନ୍କେରେ।”
17
ମ୍ତର୍ ଯୀଶୁ ସେମ୍ନ୍କେ ଦ୍କ୍ଲା ଆର୍ ହ୍ଚାର୍ଲା, “ତ୍ବେ ଦ୍ର୍ମ୍ ଶାସ୍ତରାର୍ ଲେକା ଅଇରିଲା ଇ ବାକ୍ୟର୍ ଅର୍ତ କାଇରି ଅଇଦ୍, ‘ଗ୍ର୍ ତିଆର୍ କ୍ର୍ତା ଲକ୍ମ୍ନ୍ ଜୁଇ ଟେଳାକେ ନ୍ଚି ରିଲାଇ, ଇଶ୍ୱର୍ ସେ ଟେଳାକେ ଗ୍ରାର୍ ମୁଳ୍ ଟେଡା କ୍ରେଦ୍।
18
ଜୁଇଲକ୍ ସେ ଟେଡା ଉହ୍ରେ ଅଦ୍ରେଦ୍ ସେ ଗ୍ର୍ଣ୍ତା ଗ୍ର୍ଣ୍ତା ଅଇଦ୍, ଆରେକ୍ ଇ ଟେଡା ଯାର୍ ଉହ୍ରେ ଅଦ୍ରେଦ୍, ତାକେ ସେରି ଚିନ୍ ଚତର୍ କ୍ରେଦ୍।’”
19
ତ୍ବେ ନିଆଇ ଶିକାଉତା ଲକ୍ମ୍ନ୍ ଆର୍ ମୁଖିଆ ଜାଜକ୍ମ୍ନ୍ ସେମାଡେ ସେମ୍ନ୍ ଯୀଶୁକେ ଦ୍ରୁକେ ଚେଷ୍ଟା କ୍ଲାଇ, ମ୍ତର୍ ସେମ୍ନ୍ ଲକ୍ମ୍ନ୍କେ ଦ୍କିକ୍ରି ଡିର୍ଲାଇ। କାଇତାକ୍ ଯୀଶୁ ଇ ଦ୍କାଇକ୍ରି କ୍ଉତା କ୍ତା ସେମ୍ନ୍କେ ଦ୍କାଇକ୍ରି କଇରିଲା ବ୍ଲି ସେମ୍ନ୍ ବୁଜ୍ଲାଇ।
20
ସେଡେବ୍ଳ୍ ଦ୍ର୍ମ୍ ଶାସ୍ତର୍ ଜାନ୍ତା ଲକ୍ ଆର୍ ମୁଖିଆ ଜାଜକ୍ମ୍ନ୍ ଯୀଶୁକେ ବୁଲ୍ ଦ୍ରୁକେ ଆର୍ ତାକେ ରମ୍ ଗବର୍ନର୍ ଆତେ ସ୍ହ୍ରି ଦେମ୍ନ୍ଦେ ବ୍ଲି ସୁଜଗ୍ କଜ୍ତି ରିଲାଇ, ସେମ୍ନ୍ ତାକାର୍ ବେଶ୍କେ ବାଦ୍ଲାଇ କ୍ରି ନିଜ୍କେ ବ୍ଲ୍ ଲକ୍ବ୍ଲି ଦ୍କାଉତି ରିଲାଇ ଅନ୍କ୍ରି କ୍ତେକ୍ ଲକ୍ମ୍ନ୍କେ ସେମ୍ନ୍ ଯୀଶୁର୍ ଲ୍ଗେ ହ୍ଟାଇଲାଇ।
21
ବେଶ୍ ବାଦ୍ଲାଇ କ୍ରି ଜାଇରିଲା ଲକ୍ମ୍ନ୍ ଯୀଶୁକେ ହ୍ଚାର୍ଲାଇ, “ଏଗୁରୁ, ଅମିମ୍ନ୍ ଜାଣୁଲୁ ଯେ ଜୁଇରି ସ୍ତ୍ ସେ କ୍ତା ହ୍କା ତୁଇ କ୍ମ୍ଲିସ୍ ଆର୍ ଶିକ୍ୟା ଦେମ୍ଲିସ୍, ଆର୍, ତୁଇ ସ୍ବୁ ଲକ୍କେ ସ୍ମାନ୍ ଦ୍କୁଲିସ୍, ଆର୍ ଇଶ୍ଵରାର୍ ସ୍ତ୍ ବାଟ୍ ଦ୍କାମ୍ଲିସ୍।
22
ତ୍ବେ ଅମୁକ୍ କ୍ଉ, ରୋମୀୟ ର୍ଜା କାଇସର୍କେ ସିସ୍ତୁ ଦେତାର୍ ଅମାର୍ ନିୟମ୍ କି ନାଇ?”
23
ମ୍ତର୍ ଯୀଶୁ ସେମ୍ନ୍କାର୍ କଇଲା କ୍ତାର୍ ଅର୍ତ ଜାନ୍ଲା ଆର୍ ସେମ୍ନ୍କେ କଇଲା,
24
“ମକେ ଗଟେକ୍ ରୁହାର୍ ଟ୍କା ଦ୍କାଉଆ” ଆର୍ ସେମ୍ନ୍ ଦ୍କାଇ ଲାଇ, ତ୍ବେ ସେ ସେମ୍ନ୍କେ ହ୍ଚାର୍ଲା, “ଇତି କାର୍ ମୁର୍ତି ଆର୍ ନାଉଁ କାର୍?” ସେମ୍ନ୍ କଇଲାଇ, “ରୋମୀୟ ର୍ଜା କାଇସରାର୍ ବ୍ଲି କଇଲାଇ।”
25
ସେତାର୍ ଗିନେ ଯୀଶୁ ସେମ୍ନ୍କେ କଇଲା, “ଜୁଇରି ରୋମୀୟ ର୍ଜା କାଇସରାର୍, ସେରି ରୋମୀୟ ର୍ଜାକେ ଦିଆସ୍। ଆରେକ୍, ଜୁଇରି ଇଶ୍ଵର୍ରାର୍, ସେରି ଇଶ୍ଵର୍କେ ଦିଆସ୍।”
26
ତ୍ବେ ସେମ୍ନ୍ ଲକ୍ମ୍ନ୍କାର୍ ମୁଏ ଯୀଶୁର୍ ବୁଲ୍ ଦ୍ରୁ ନ୍ହାର୍ଲାଇ, ଆର୍ ସେମ୍ନ୍ ଯୀଶୁ ଉତର୍ ଦେତାର୍ ଶୁଣିକ୍ରି କାବାଅଇ ଚୁପ୍ ଅଇଲାଇ।
27
କ୍ତେକ୍ ସାଦ୍ଦୂକୀମ୍ନ୍ ଜୁଇ ଲକ୍ମ୍ନ୍ ମ୍ରିକ୍ରି ଜିଇ ଉଟ୍ତା କ୍ତାକେ ବିଶ୍ବାସ୍ ନ୍କେର୍ତିରିଲାଇ, ସେମ୍ନ୍ ଯୀଶୁର୍ ଲ୍ଗେ ଆସି ହ୍ଚାର୍ଲାଇ,
28
“ହେ ଗୁରୁ, ମୋଶା ଅମାର୍ ଗିନେ ଇ ବିଦିବିଦାନ୍ ଲେକିଆଚେ ଯେ, ‘ଯଦି କାର୍ ବାଇସି ତାର୍ ଡକୁର୍ସି ରେମ୍ ରେମ୍ ହିଲାଜିଲା ନ୍ଉତ୍ ମ୍ରେଦ୍, ତ୍ବେ ତାର୍ ବାଇସି ତାର୍ ଡକୁର୍ସିକେ ବିବା ଅଇ ସେ ମ୍ଲା ବାଇସିର୍ ବ୍ଉଁସ୍ ବଡାଉତାର୍ ଗିନେ ହିଲାଜିଲା ଜ୍ର୍ନ୍ କ୍ରେଦ୍।’
29
ତ୍ବେ, ଗଟେକ୍ ଗରେ ସାତ୍ ବାଇ ରିଲାଇ। ହ୍ର୍ତୁ ବ୍ଡ୍ ବାଇ ଗଟେକ୍ ମାଇଜିକେ ବିବା ଅଇଲା ଆର୍ ହିଲା ନ୍ଉତେ ମ୍ଲା।
30
ତାର୍ ହ୍ଚେ ତାର୍ ହ୍ଚାର୍ ବାଇସି ତାକେ ବିବା ଅଇଲା ଆର୍ ସେ ହେଁ ହିଲା ନ୍ଉତେ ମ୍ଲା।
31
ତାର୍ ହ୍ଚେ ତାର୍ ଆରେକ୍ ଗଟେକ୍ ବାଇସି ଆର୍ ତିନ୍ ନ୍ମ୍ର ବାଇସି ହେଁ ସେ ମାଇଜିକେ ବିବା ଅଇଲାଇ ଆର୍ ହିଲାଜିଲା ନ୍ଉତେ ମ୍ଲାଇ, ଆର୍ ଅନ୍କ୍ରି ସାତ୍ ଲକ୍ ହେଁ ହିଲା ନ୍ଉତେ ମ୍ଲାଇ। ସ୍ବ୍କାର୍ ହ୍ଚେ ସେ ମାଇଜି ହେଁ ମ୍ରିଗ୍ଲି।
32
ସ୍ରାସ୍ରି ବ୍ଳ୍ ସେ ମାଇଜି ଟକି ହେଁ ମ୍ଲି।
33
ସେତାକ୍ ମରିକ୍ରି ଜିଇ ଉଟ୍ଲେକ୍ ସେ ସାତ୍ ଲକାର୍ ତ୍ଇହ୍ଣି ସେ କାର୍ ମାଇଜି ଅଇଦ୍? ସ୍ବୁଲକ୍ ତ ତାକେ ବିବା ଅଇରିଲାଇ।”
34
ଯୀଶୁ ସାଦ୍ଦୂକୀମ୍ନ୍କେ କଇଲା, “ହୁର୍ତିବିର୍ ହିଲା ଆର୍ ଟକିମ୍ନ୍ ବିବା ଅମ୍ଲାଇ,
35
ମ୍ତର୍ ଜୁଇ ଲକ୍ମ୍ନ୍ ଜ୍ଗତ୍ ଆର୍ ମ୍ଲା ଲକ୍ମ୍ନ୍ ମ୍ରିକ୍ରି ଜିଇ ଉଟିକ୍ରି ନ୍ସେର୍ତା ଜୀବନ୍ ହାଉତାର୍ ଗିନେ ବାଚା ଅଇଦ୍, ସେଡେବ୍ଳ୍ ସେମ୍ନ୍ ଆରେକ୍ ବିବା ନ୍କେର୍ତି କି ବିବା ନ୍ଉତି।
36
ଆରେକ୍ ସେମ୍ନ୍ କ୍ବେ ହେଁ ନ୍ମର୍ତି, କାଇତାକ୍ ସେମ୍ନ୍ ସ୍ର୍ଗାର୍ ଦୂତ୍ମ୍ନ୍କାର୍ ହର୍ ଅଇରେତି, ଆର୍ ମ୍ରିକ୍ରି ଜିଇ ଉଟ୍ଲାର୍ ଗିନେ ସେମ୍ନ୍ ଇଶ୍ଵରାର୍ ହିଲାଜିଲା ଅଉତି।
37
ମ୍ତର୍ ମ୍ଲାଲକ୍ ଆର୍ ଗଟେତର୍ ଉଟ୍ତି, ଇରି ମୋଶା ଜୟ୍ ଲାଗ୍ତିରିଲା ବୁଟାର୍ ବିଷୟେ କଇଲା ଆଚେ, ଅମାର୍ ଲ୍ଗେ ମାପ୍ରୁକେ ଅବ୍ରାହାମର୍ ଇଶ୍ୱର୍, ଇସ୍ହାକାର୍ ଇଶ୍ୱର୍ ଆର୍ ଯାକୁବର୍ ଇଶ୍ୱର୍ ବ୍ଲି ଜ୍ଣାଇଲା ଆଚେ।
38
ଇଶ୍ୱର୍ ମ୍ଲା ଲକାର୍ ନଇ, ମ୍ତର୍ ଜୀବନ୍ ଲକାର୍ ଇଶ୍ୱର୍। କାଇତାକ୍ ତାର୍ ଲ୍ଗେ ସ୍ବୁଲକ୍ ଜୀବନ୍ ଆଚ୍ତି।”
39
ସ୍ଡେବ୍ଳ୍ ନିଆଇ ଶିକାଉତା ଲକ୍ମ୍ନ୍କାର୍ ବିତ୍ରେ କ୍ତେକ୍ ଲକ୍ ଯୀଶୁକେ କଇଲାଇ, “ଏଗୁରୁ, ତୁଇ ସ୍ତ୍କ୍ତା କଇଲିସ୍।”
40
କାଇତାକ୍ ସେମ୍ନ୍ ଆରେକ୍ କାଇ କ୍ତାକେ ହେଁ ତାକେ କାଇରି ହେଁ ପ୍ରଶ୍ନ ହ୍ଚାରୁକେ ସାହାସ୍ ନ୍କେଲାଇ।
41
ଯୀଶୁ ଲକ୍ମ୍ନ୍କେ ହ୍ଚାର୍ଲା, “ତ୍ବେ ଲକ୍ମ୍ନ୍ କ୍ନ୍କ୍ରି ଖ୍ରୀଷ୍ଟ ଯେ ଦାଉଦ୍ ର୍ଜାର୍ ହିଲା ବ୍ଲି କ୍ମ୍ଲାଇ?
42
କାଇତାକ୍ ଦାଉଦ୍ ନିଜେ ଗିତ୍ ଶାସ୍ତର୍ ଲ୍ଗେ କଇଲା, ‘ମାପ୍ରୁ ମର୍ ମାପ୍ରୁକେ (ଯୀଶୁ) କଇଲା’
43
ଅମି ଜ୍ଡେବ୍ଳ୍ ହ୍ତେକ୍ ତୁମାର୍ ଶ୍ତ୍ରୁମ୍ନ୍କେ ତର୍ ହାଦ୍ତ୍ଳେ ନାଣ୍ତା ହ୍ତେକ୍, ତୁଇ ମର୍ କାତାଆତ୍ ହାକ୍ ସେ ବ୍ସିରେ।
44
ଦାଉଦ୍ ର୍ଜା ନିଜେ ଖ୍ରୀଷ୍ଟକେ ମାପ୍ରୁ ବ୍ଲି କଇଦ୍। ତ୍ବେ ସେ କ୍ନ୍କ୍ରି ତାକାର୍ ହିଲା?”
45
ଲକ୍ମ୍ନ୍କାର୍ ଆଗେ ତାର୍ ଶୁଣ୍ତାବ୍ଳ୍ ଯୀଶୁ ତାର୍ ଚେଲାମ୍ନ୍କେ କଇଲା,
46
“ନିଆଇ ଶିକାଉତା ଲକ୍ମ୍ନ୍କାର୍ ତ୍ଇହ୍ଣି ଜାଗ୍ରତ୍! କାଇତାକ୍ ସେମ୍ନ୍ ବେସି ଡେଙ୍ଗ୍ ଆଙ୍ଗି ହିନ୍ଦିକ୍ରି ବୁଲ୍ତାର୍, ଆର୍ ଆଟ୍ ବ୍ଜାରେ ଜୁଆର୍ କ୍ରାଇ ଅମ୍କେ, ପାର୍ତେନା ଗ୍ରାର୍ ମୁକିଆ ଜାଗାଇ ବ୍ସୁକେ ଆର୍ ବଜିତ୍ଇ ମୁକିଆ ଜାଗାଇ ବ୍ସୁକେ ବ୍ଲ୍ ହାଉତି।
47
ସେମ୍ନ୍ ଲକ୍ମ୍ନ୍କେ ଦ୍କାଇ ଅମୁକେ ଡେଙ୍ଗ୍ ପାର୍ତେନା କ୍ର୍ତି, ମ୍ତର୍ ସେମ୍ନ୍ ରାଣ୍ଡି ମାଇଜି ମ୍ନ୍କାର୍ ଗ୍ରାର୍ ସ୍ବୁ ଜିନିଷ୍କେ ଟକିକ୍ରି ନେତି, ସେତାର୍ଗିନେ ଇଶ୍ୱର୍ ସେମ୍ନ୍କେ ବେସିବ୍ଡ୍ ଡ୍ଣ୍ଡ୍ ଦେଇଦ୍।”
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 21 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24