bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
Mark 15
Mark 15
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 16 →
1
ସ୍କାଳ୍ ହାମ୍ ହାମ୍ ଯିହୁଦିମ୍ନ୍କାର୍ ମେମର୍ ମ୍ନ୍, ପାରାଚିନ୍ ଆର୍ ମୋଶାର୍ ନିଆଇ ଶିକାଉତା ଲକ୍ମ୍ନ୍କାର୍ ସ୍ଙ୍ଗ୍ ମୁକିଆ ଜାଜକ୍ମ୍ନ୍ ମିଟିଙ୍ଗ୍ କ୍ରି, ସେମ୍ନ୍ ସ୍ବୁ ଲକ୍ ମିସି ଯୀଶୁକେ ପିଲାତ ର୍ଜାର୍ ଆତେ ସ୍ହ୍ରି ଦିଲାଇ।
2
ପିଲାତ ଯୀଶୁକେ ହ୍ଚାର୍ଲା, “ତୁଇ କି ଯିହୁଦିମ୍ନ୍କାର୍ ର୍ଜା?” ଯୀଶୁ ତାକେ ଉତର୍ଦିଲା, “ତୁଇ ନିଜେ କ୍ମ୍ଲିସ୍।”
3
ଆରେକ୍ ମୁକିଆ ଜାଜକ୍ମ୍ନ୍ ଯୀଶୁର୍ ବିରୁଦେ ଅବିଜଗ୍ କ୍ରୁକେ ଲାଗ୍ଲାଇ।
4
ସେଡେବ୍ଳ୍ ପିଲାତ ଆର୍ ଗଟେତର୍ ଯୀଶୁକେ ହ୍ଚାର୍ଲା, “ତୁଇ କାଇରି ଉତର୍ ନ୍ଦେମ୍ଲିସ୍? ଦ୍କ୍, ଏମ୍ନ୍ ତର୍ ବିରୁଦେ କ୍ତେକ୍ କ୍ତା କ୍ମ୍ଲାଇ।”
5
ମ୍ତର୍ ଯୀଶୁ ଚୁପ୍ରିଲା, ସେଡେବ୍ଳ୍ ପିଲାତ କାବା ଅଇଲା।
6
ମ୍ତର୍ ସ୍ବୁ ହ୍ରବ୍ ବ୍ଳ୍ ପିଲାତ ଗଟେକ୍ ବନ୍ଦିକେ ସେମ୍ନ୍କାର୍ ଗିନେ ମୁକ୍ତି କ୍ର୍ତାର୍ ଶାସନ୍କ୍ର୍ତା ଲକାର୍ ନିୟମ୍ ରିଲି।
7
ସେ ସ୍ମୟେ ବାରବା ନାଉଁର୍ ଗଟେଲକ୍ ଜେଲ୍ଲ୍ଗେ ଦେଶାର୍ ଗିନେ ଲଳ୍ତା ଲକ୍ମ୍ନ୍କାର୍ ସ୍ଙ୍ଗ୍ ରିଲା। ଜୁଇ ଲକ୍ମ୍ନ୍ କି ରୋମୀୟ ସ୍ର୍କାର୍ ସ୍ଙ୍ଗ୍ ଜୁଯ୍ କ୍ରି କ୍ତି ଲକ୍ମ୍ନ୍କେ ମ୍ର୍ନେ ମାରିରିଲାଇ।
8
ସେତାକ୍ ଲକ୍ମ୍ନ୍କାର୍ ବିଡ୍ ପିଲାତ ଲ୍ଗେ ଆସି ତାକେ ତାକାର୍ ଗିନେ ଆର୍ଗଟେ ବନ୍ଦିକେ ସ୍ବୁ ବର୍ଷ ସେ ଚାଡ୍ଲା ହ୍ର୍ ଚାଡ୍ ବ୍ଲି ଗ୍ଉଆରି କ୍ଲାଇ।
9
ସେଡେବ୍ଳ୍ ପିଲାତ ସେମ୍ନ୍କେ ହ୍ଚାର୍ଲା, “ତୁମି କାଇରି ମ୍ନ୍କ୍ରୁଲାସ୍? ଅମି କାଇରି ତୁମାର୍ ଗିନେ ଯିହୁଦିମ୍ନ୍କାର୍ ର୍ଜାକେ ଚାଡି ଦେମା?”
10
କାଇତାକ୍ ମୁକିଆ ଜାଜକ୍ମ୍ନ୍ ଯେ ଯୀଶୁକେ ଅକାର୍ ଅଇ ବନ୍ଦି କ୍ରିରିଲାଇ, ସେରି ସେ ବୁଜ୍ଲା।
11
ମ୍ତର୍ ମୁକିଆ ଜାଜକ୍ ଲକ୍ମ୍ନ୍କେ ଯୀଶୁର୍ ବାଦୁଲେ ବାରବାକେ ମୁକ୍ତି କ୍ର୍ବ୍ଲି ପିଲାତକେ ଗ୍ଉଆରା ବ୍ଲି ଉସ୍କାଇଲା।
12
ମ୍ତର୍ ପିଲାତ ଆର୍ ଗଟେତର୍ ସେ ମ୍କେ ଉତର୍ଦିଲା, “ତ୍ବେ ଯାକେ ତୁମିମ୍ନ୍ ଯିହୁଦିମ୍ନାର୍ ର୍ଜା ବ୍ଲି କ୍ମ୍ଲାସ୍, ତାକେ ଅମି କାଇରି କ୍ରୁମା?”
13
ଆରେକ୍ ଲକ୍ମ୍ନ୍ ବେଲ୍କି ଅଇଲାଇ, “ତାକେ କୁର୍ଶକାଟେ ଚ୍ଗାଇ ମ୍ର୍ନେ ମାରା।”
14
ସେଡେବ୍ଳ୍ ପିଲାତ ସେମ୍ନ୍କେ ହ୍ଚାର୍ଲା, “କାଇରି, ସେ କାଇ ଦସ୍ କ୍ରିଆଚେ?” ମ୍ତର୍ ସେ ଲକ୍ମ୍ନ୍ ଅଦିକ୍ ବେଲ୍କି ଅଇଲାଇ, “ତାକେ କୁର୍ଶକାଟେ ଚ୍ଗାଇ ମ୍ର୍ନେ ମାରା।”
15
ସେତାକ୍ ପିଲାତ ଲକ୍ମ୍ନ୍କାର୍ ବିଡ୍ ବିତ୍ରେ ସାନ୍ତି କ୍ରୁକେ ଇଚାକ୍ରି ସେମ୍ନ୍କାର୍ ଗିନେ ବାରବାକେ ଚାଡିଦିଲା, ଆରେକ୍ ଯୀଶୁକେ କ୍ର୍ଡା ମାରିକ୍ରି କୁର୍ଶକାଟେ ଚ୍ଗାଇ ମ୍ର୍ନେ ମାରୁକେ ରୋମୀୟ ସେନା ମ୍ନ୍କେ ସ୍ହ୍ରି ଦିଲାଇ।
16
ସେଡେବ୍ଳ୍ ପିଲାତର୍ ସେନାମନ୍ ଯୀଶୁକେ ସ୍କ୍ଳି ବିତୁର୍କେ ନ୍ଇକ୍ରି ସ୍ବୁ ସ୍ଇନ୍ ଦ୍ଳ୍କେ ତାର୍ ଲ୍ଗେ ଗଟେତ୍ଇ ରୁଣ୍ଡାଇଲାଇ।
17
ଆରେକ୍, ସେମ୍ନ୍ ଯୀଶୁର୍ ହ୍ଚିଆ କୁସ୍ଳାଇ ନ୍ଇ ତାକେ ବାଇଗଣ୍ ର୍ଙ୍ଗାର୍ ହ୍ଚିଆ ହିନ୍ଦାଇଲାଇ ଆର୍ କାଟାର୍ ମୁକୁଟ୍ ବ୍ନାଇ କ୍ରି ତାର୍ ମୁଣ୍ଡେ ହିନ୍ଦାଇଲାଇ।
18
ଆରେକ୍ “ଏ ଯିହୁଦିମ୍ନ୍କାର୍ ର୍ଜା, ଜୁଆର୍!” ଇରି କ୍ଇ ତାର୍ ମୁଣ୍ତିଆ ମାରୁକେ ଲାଗ୍ଲାଇ।
19
ଆରେକ୍ ସେମ୍ନ୍ ନ୍ଳା ଡାଙ୍ଗ୍ ସ୍ଙ୍ଗ୍ ତାର୍ ମୁଣ୍ତେ ମାର୍ଲାଇ, ଆରେକ୍ ସେମ୍ନ୍ ତାର୍ ଉହ୍ରେ ଲାଳ୍ ତୁକ୍ଲାଇ, ଆରେକ୍ ତାର୍ ଆଗେ ମୁଣ୍ତିଆ ମାରି ଜୁଆର୍ କ୍ରି ଲାଜ୍ କ୍ରାଇଲାଇ।
20
ସେମ୍ନ୍ ତାକେ ଲାଜ୍ କ୍ରାଇଲା ହ୍ଚେ ସେ ବେଜା ର୍ଙ୍ଗାର୍ ଆଙ୍ଗି କାଡିନେଇ ତାକାର୍ ନିଜାର୍ ହ୍ଚିଆ ହିନ୍ଦାଇଲାଇ। ଆରେକ୍, ସେମ୍ନ୍ ତାକେ କୁର୍ଶେ ଚ୍ଗାଉତାର୍ ଗିନେ ସ୍ହ୍ରେ ହ୍ଣି ବାହାର୍କେ ନିଲାଇ।
21
ଜ୍ଡେବ୍ଳ୍ ସେମ୍ନ୍ ସ୍ହର୍ ଲ୍ଗେ ହ୍ଣି ବାହାରେ ଗ୍ଲାଇ ଶିମୋନ୍ ବ୍ଲି ଗଟେଲକ୍ ଗାମ୍ ବାଟ୍ ହ୍ଣି ଯିରୁଶାଲମ୍ ଜାତିରିଲା। ଶିମୋନ୍ ନାଉଁ ଏକ୍ଲା କୂରୀଣୀୟ ଲକ୍କେ ଆଲେକ୍ ଜାଣ୍ଡାର୍ ଆର୍ ରୁଫସ୍ର୍ ଉବାସି ରିଲା। ଯୀଶୁକେ ଜୁଇତି କୁର୍ଶ ମାର୍ତି ସେ ଜାଗା ହ୍ତେକ୍ ତାକେ ଯୀଶୁର୍ କୁର୍ଶକାଟ୍ ବ୍ମ୍କେ ତାକେ ବାଦିଅ କ୍ଲାଇ।
22
ଆର୍, ସେମ୍ନ୍ ଯୀଶୁକେ ଗଲ୍ଗଥା ନାମାର୍ ଜାଗାକେ ନିଲାଇ, ଆରାମିକ୍ ବାଷା ଲ୍ଗେ ଜୁଆର୍ ଅର୍ତ ଜାକେ କାହାଳ୍ ନାଉର୍ ଜାଗାକେ ଆନ୍ଲାଇ।
23
ଆରେକ୍ ସେନାମ୍ନ୍ ଯୀଶୁକେ ଦୁକା ନ୍ଉତାର୍ ଗିନେ ଅଙ୍ଗୁର୍ ର୍ସ୍ ଲ୍ଗେ ଗଟେକ୍ ବାସ୍ନା ଚିକାଣ୍ ମିସାଇ ସୁରୁକେ ଦିଲାଇ। ମ୍ତର୍ ସେ ସୁରୁକେ ଇଚା ନ୍କେଲା।
24
ହ୍ଚେ ସେନାମ୍ନ୍ ଯୀଶୁକେ କୁର୍ଶେ ଚ୍ଗାଇଲାଇ, ଆରେକ୍, କେ କାଇରି ହାଉଆସ୍ ବ୍ଲି, ତାର୍ ହ୍ଚିଆ ଲେଟ୍ରି ହୁଟାଇ ନିଜାର୍ ନିଜାର୍ ବିତ୍ରେ ବାଗ୍ କ୍ରି ନିଲାଇ।
25
ଦିନ୍ ନଅଟା ଅଇରିଲି ଜ୍ଡେବ୍ଳ୍ ସେମ୍ନ୍ ଯୀଶୁକେ କୁର୍ଶେ ଚଗାଇଲାଇ।
26
ଆରେକ୍ ସେମ୍ନ୍ କୁର୍ଶକାଟ୍ ଲ୍ଗେ ଯୀଶୁର୍ ମୁଣ୍ତ୍ ଉହ୍ରେ ଗଟେକ୍ ଚିନାକେ ଡ୍ସାଇଲାଇ, ଜୁଇତିକି ଲେକା ଅଇରିଲି, “ଏ ଯିହୁଦିମ୍ନ୍କାର୍ ର୍ଜା ଯୀଶୁ।”
27
ଆରେକ୍ ତାର୍ କାତାଆତ୍ ବାଟ୍ ଏକ୍ଲା ଆର୍ ଡେବ୍ରିଆତ୍ ବାଟ୍ ଏକ୍ଲା, ଅନ୍କ୍ରି ସେମ୍ନ୍ ଜଳେକ୍ ଚର୍ମ୍ନ୍ ତାର୍ସ୍ଙ୍ଗ୍ କୁର୍ଶେ ଚ୍ଗାଇଲାଇ।
28
ସେତାକ୍ ଦ୍ର୍ମ୍ ଶାସ୍ତର୍ ଖ୍ରୀଷ୍ଟର୍ ଗିନେ ଜାଇରି ଲେକା ଅଇରିଲି ସେରି ଅନ୍କରି ସ୍ତ୍ ଅଇଲି, ସେ କ୍ରାପ୍ ଲକାର୍ ସ୍ଙ୍ଗ୍ ମିସା ଅଇଦେ।
29
ସେବାଟ୍ ଦେଇ ଯାତିରିଲା ଲକ୍ମ୍ନ୍ ନିଜାର୍ ନିଜାର୍ ମୁଣ୍ତ୍ ହାଲାଇ କ୍ରି ତାକାର୍ ଲିନ୍ଦା କ୍ରି କ୍ମ୍କେ ଲାଗ୍ଲା, “ବାଃ! ହେ ମନ୍ଦିର୍ ବାଙ୍ଗୁ ଆର୍ ତିନ୍ଦିନ୍ ବିତ୍ରେ ସେରି ତିଆର୍ କ୍ର୍ତା ଲକ୍, ତୁଇ ଜ୍ବେ ଇଶ୍ଵରାର୍ ହଇସି,
30
ତ୍ବେ ନିଜ୍କେ ଉଦାର୍ ହାଇକ୍ରି କୁର୍ଶକାଟେ ହ୍ଣି ତ୍ଳେ ଉତ୍ରି ଆଉ।”
31
ମୁକିଆ ଜାଜକ୍ମ୍ନ୍ ହେଁ ସେନ୍କାର୍ ମୋଶାର୍ ନିଆଇ ଶିକାଉତା ଲକ୍ମନ୍କାର୍ ସ୍ଙ୍ଗ୍ ନିଜାର୍ ନିଜାର୍ ବିତ୍ରେ ଇନସ୍ତା କ୍ରୁକେ ଲାଗ୍ଲାଇ, “ସେ ଅଲ୍ଗା ଲକ୍ମ୍ନ୍କେ ଉଦାର୍ କ୍ଲା, ମ୍ତର୍ ନିଜ୍କେ ଉଦାର୍ କ୍ରୁ ନାହାର୍ଲା!
32
ସେ କାଇରି ଇସ୍ରାଏଲ୍ ଦେଶାର୍ ର୍ଜା, ଖ୍ରୀଷ୍ଟ ଇମାଡେ କୁର୍ଶକାଟେ ହ୍ଣି ତ୍ଳେ ଉତ୍ରି ଆଉ, ତ୍ବେ ଅମି ଦ୍କୁନ୍ ଆର୍ ତର୍ଉହ୍ରେ ବିଶ୍ବାସ୍ କ୍ରୁନ୍ଦ୍।” ଆରେକ୍ ଜୁଇ ଲକ୍ମ୍ନ୍ ତାର୍ସ୍ଙ୍ଗ୍ କୁର୍ଶେ ଚ୍ଗାଇ ଅଇରିଲାଇ, ସେମ୍ନ୍ ହେଁ ତାକେ ଲିନ୍ଦା କ୍ରୁକେ ଲାଗ୍ଲାଇ।
33
ଦିନ୍ ବାର୍ଟା ବ୍ଳ୍ ଦେଶ୍ ଜାକ ଅନ୍ଦାର୍ ଅଇ ସ୍ଞ୍ ତିନ୍ଟା ହ୍ତେକ୍ ରିଲି।
34
ସ୍ଞ୍ ତିନ୍ଟା ବ୍ଳ୍ ଯୀଶୁ ବେଲ୍କି ଅଇକ୍ରି କଇଲା, “ଏଲହୀ, ଏଲହୀ, ଲାମା ସବକ୍ଥାନୀ?” ବଲେକ୍ “ଏ ମର୍ ଇଶ୍ୱର୍, ଏ ମର୍ ଇଶ୍ୱର୍, ତୁମି ମକେ କାଇତାକ୍ ଚାଡ୍ଲାସ୍?”
35
ଇରି ଶୁଣି ଲ୍ଗେ ଟିଆ ଅଇରିଲା ଲକ୍ମ୍ନ୍କାର୍ ତ୍ଇହ୍ଣି କେ କେ କଇଲାଇ, ଦ୍କା, ସେ ଏଲିୟକେ କୁଦୁଲା।
36
ଆରେକ୍, ଏକ୍ଲା ଦ୍ବ୍ଳି ଜାଇ ଗଟେକ୍ ସ୍ପଜ୍ ଆଣି ତାକେ ଅମ୍ବ୍ଳି ଅଙ୍ଗୁର୍ ର୍ସ୍ ଲାଗାଇ ଗଟେକ୍ ଆର୍ ସେରି କ୍ଣ୍ତେକ୍ ନ୍ଳା ଡାଙ୍ଗେ ଲାଗାଇଲା ଆର୍ ତାକେ ର୍ସ୍ କାମ୍କେ ଦିଲା, “ତାକେ ଏକ୍ଲା ଚାଡିଦିଆସ୍, ଅମି ଦ୍କୁ ଏଲିୟ ଉଦାର୍ କ୍ରୁକେ ଆସୁଲା କି ନାଇ, ଦ୍କୁମା।”
37
ମ୍ତର୍ ଯୀଶୁ ବେଲ୍କି ଅଇକ୍ରି ମ୍ଲା।
38
ମନ୍ଦିରାର୍ ବ୍ଡ୍ ହ୍ଚିଆ ଉହ୍ରେ ହ୍ଣି ତ୍ଳେ ହ୍ତେକ୍ ଚିରି ଦୁଇ କ୍ଣ୍ତ୍ ଅଇଲି।
39
ତାର୍ ଲ୍ଗେ ଟିଆ ଅଇରିଲା ଶଏଗଟ୍ ସେନାର୍ ମୁକିଆ ତାକାର୍ ବେଲ୍କି ଅଇକ୍ରି ମ୍ଲାର୍ ଦ୍କି କଇଲା “ସ୍ତ୍, ଏ ଇଶ୍ଵରାର୍ ହଇସି ରିଲା।”
40
କ୍ତେକ୍ ମାଇଜିମ୍ନ୍ ହେଁ ଦୁରିହ୍ଣି ଦ୍କ୍ତି ରିଲାଇ। ସେମ୍ନ୍କାର୍ ବିତ୍ରେ ମଗ୍ଦଲୀନୀ ମରୀୟମ୍, ସାନ୍ ଯାକୁବ ଆର୍ ଯୋସିର୍ ଆଇସି ମରୀୟମ୍, ଆରେକ୍ ଶଲୋମୀ ରିଲାଇ।
41
ଇ ତିନିଗଟ୍ ମାଇଜିମ୍ନ୍ ତାର୍ ହ୍ଚେ ହ୍ଚେ ଚେଲା ଅଇ ବୁଲ୍ତି ରିଲାଇ ଆର୍ ତାକେ ଜାଇରି ଲଡା ସେରି ଦେତିରିଲାଇ। ଆରେକ୍ କ୍ତେକ୍ ଅଲ୍ଗା ମାଇଜିମ୍ନ୍ ହେଁ ତାର୍ ଲ୍ଗେ ଯିରୁଶାଲମ୍କେ ଆସିରିଲାଇ ଜୁଇଲକ୍ କି ଗାଲିଲୀ ଜିଲାଇ ତାର୍ସ୍ଙ୍ଗ୍ ରିଲାଇ। ସେମ୍ନ୍ ହେଁ ଦୁରିହ୍ଣି ଦ୍କ୍ତି ରିଲାଇ।
42
ବେଳ୍ ବୁଡି ଆସ୍ତାବ୍ଳ୍ ହାରାମାଥିୟା ସ୍ହରାର୍ ଯୋଷେପ୍, ଯେ କି ଯିହୁଦି ପରିଷଦାର୍ ଗଟେକ୍ ସନ୍ମାନ୍ ହାଉତା ଲକ୍ରିଲା, ଆର୍ ଇଶ୍ଵରାର୍ ରାଇଜ୍କେ ଜାଗ୍ତି ରିଲା ଲକ୍ମ୍ନ୍କାର୍ ବିତ୍ରେ ସେ ଗଟେକ୍ ଲକ୍ରିଲା। ସେ ସେ ଜାଗାଇ ଆଇଲା ଆରେକ୍ ଡିରି ନ୍କେରି ପିଲାତ ଲ୍ଗେ ଜାଇ ଯୀଶୁର୍ ମ୍ଲା ଗ୍ଗାଳ୍କେ କ୍ବର୍ ଦେତାର୍ ଗିନେ ମାଗ୍ଲା। କାଇତାକ୍ ସେରି ବିଶାଉତା ଦିନାର୍ ଆଗାର୍ ଦିନ୍ ରିଲା,
44
ମ୍ତର୍ ଯୀଶୁ ମ୍ଲାନି, ଇରି ଶୁଣି ପିଲାତ ଚ୍ମ୍କିଗ୍ଲା, ଆରେକ୍ ଶଏଗଟ୍ ସେନାର୍ ମୁକିଆକେ ଲ୍ଗେ କୁଦି ହ୍ଚାର୍ଲା, “ଯୀଶୁ ମ୍ଲାବେ କି?”
45
ପିଲାତ ଶଏଗଟ୍ ସେନାର୍ ମୁକିଆ ତ୍ଇହ୍ଣି ଯୀଶୁର୍ ମ୍ଲା କ୍ତାଶୁଣି, ସେ ଯୀଶୁର୍ ମ୍ଲା ଗ୍ଗାଳ୍ ଯୋଷେପ୍କେ ନେମ୍କେ ଆଦେଶ୍ ଦିଲା।
46
ସେ କ୍ଣ୍ତେକ୍ ବ୍ଲ୍ ଦବ୍ଳା ହ୍ଚିଆ ଗେନି ଯୀଶୁକେ କୁର୍ଶେ ହ୍ଣି ତ୍ଳେ ଉତ୍ରାଇ ଡାହ୍ଲା ଆର୍ ତାକେ ମ୍ସୁଣ୍ ଜୁଇତି କି ବ୍ଡ୍ ଟେଡା ଲ୍ଗେ ହାର୍ କ୍ରି ବ୍ନାଇ ରିଲାଇ ସେତି ସ୍ଙ୍ଗାଇଲାଇ। ହ୍ଚେ ସେ ଗଟେକ୍ ବ୍ଡ୍ ବ୍ଟୁଡା ଟେଳାକେ ଡୁଳାଇ ନ୍ଇ ସେ ମ୍ସୁଣ୍ କେ ଡାହ୍ଲା।
47
ତାକେ ଜୁଇ ଜାଗାଇ ସ୍ଙ୍ଗାଇଲାଇ, ସେରି ମଗ୍ଦଲୀନୀ ମରୀୟମ୍ ଆରେକ୍ ଯୋସି ଆର୍ ଯାକୁବାର୍ ଆଇସି ମରୀୟମ୍ ଦ୍କ୍ଲାଇ।
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16
Recommended Reading
Commentary
Mark Commentaries
→
Devotional
Mark Devotional Guide
→
Get This Bible
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ) Study Bible
→