bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
Mark 2
Mark 2
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 3 →
1
କ୍ତିଦିନ୍ ହ୍ଚେ ଯୀଶୁ ଆରେକ୍ ଗଟେତର୍ କପର୍ନାହୁମ୍ ସ୍ହରେ ହୁର୍ଲାକେ ଯୀଶୁ ଗ୍ରେ ଆଚେ ବ୍ଲି ଲକ୍ମ୍ନ୍କେ ଜାଣା ହ୍ଳ୍ଲି।
2
ସେତାର୍ଲାଗି ବେସିଲକ୍ ରୁଣ୍ଡ୍ଲାଇ, ଯେ ଦୁଆର୍ ଲ୍ଗେ ହେଁ ଜଗା ନ୍ଇଲି, ଆରେକ୍ ଯୀଶୁ ସ୍ବ୍କାର୍ ଲ୍ଗେ ମାପ୍ରୁର୍ କ୍ତା କ୍ମ୍କେ ଲାଗ୍ଲା।
3
ସେଡେବ୍ଳ୍ ଚାରିଲକ୍ ଗଟେକ୍ ନିର୍କୁଳୀ ରଗିକେ ଯୀଶୁର୍ ଲ୍ଗେ ଟେକି ଆନ୍ଲାଇ,
4
ମ୍ତର୍ ଜ୍ବର୍ ବିଡ୍ ଲାଗି ଯୀଶୁର୍ ଲ୍ଗେ ଆଣୁ ନାହାର୍ଲାକେ, ଯୀଶୁ ଜୁଇ ଜାଗାଇ ରିଲା, ସେ ଜାଗାର୍ ଚାନୀ, କାଣା କ୍ରି, ଜୁଇ ଟାଟିଏ ନିର୍କୁଳୀ ରଗି ସଇରିଲା, ସେଟାଟି ସ୍ଙ୍ଗ୍ ମିସ୍ତେ ତାକେ ସେତି ଉତ୍ରାଇ ଲାଇ।
5
ଯୀଶୁ ସେମ୍ନ୍କାର୍ ବିଶ୍ବାସ୍ ଦ୍କି ସେ ନିର୍କୁଳୀ ରଗିକେ କଇଲା, “ବାଇ, ମୁଇ ତର୍ ସ୍ବୁ ପାପ୍ କେମା କ୍ଲେ।”
6
ମ୍ତର୍ ମୋଶାର୍ ନିଆଇ ଶିକାଉତା ଲକ୍ ସେ ଜାଗାଇ ବ୍ସି ନିଜାର୍ ନିଜାର୍ ମ୍ନେ ଚିଡ୍ହଡ୍ କ୍ର୍ତିରିଲାଇ,
7
“ଇଲକ୍ କାଇତାକ୍ ଅନ୍କ୍ରି କ୍ମ୍ଲା? ସେ ଇଶ୍ଵର୍କେ ଲିନ୍ଦା କ୍ରୁଲା। ବ୍ଲେକ୍ ଇଶ୍ୱର୍ ବିନା ଆରେକ୍ କେ ପାପ୍ କେମା କ୍ରୁହାରେ?”
8
ସେମ୍ନ୍ ମ୍ନେ ମ୍ନେ ଅନ୍କ୍ରି ଚିଡ୍ହଡ୍ କ୍ରୁଲାଇ, ସେମାଡେ ଯୀଶୁ ନିଜାର୍ ଆତ୍ମାଇ ସେରି ଜାଣି ସେମ୍ନ୍କେ କଇଲା, “ତୁମିମ୍ନ୍ ନିଜାର୍ ନିଜାର୍ ମ୍ନେ କାଇତାକ୍ ଇରିସ୍ବୁ ଚିଡ୍ହଡ୍ କ୍ରୁଲାସ୍?
9
କାଇରି ସ୍ହଜ୍, ନିର୍କୁଳୀ ରଗିକେ ତର୍ ପାପ୍ସ୍ବୁ କେମା କ୍ରାଗ୍ଲି ବ୍ଲି କ୍ମା, ନ୍ଇଲେକ୍, ଉଟ୍, ତର୍ ଟାଟିଦ୍ରି ଇଣ୍ଡ୍ ବ୍ଲି କ୍ମା?
10
ମ୍ତର୍ ଜ୍ଗତାର୍ ପାପ୍ କେମା କ୍ରୁକେ ମାନାଇ ହିଲାର୍ ଅଦିକାର୍ ଆଚେ। ଯେ ଜ୍ନ୍କ୍ରି ତୁମିମ୍ନ୍ ଜାଣୁହାରାସ୍,” ଇତାର୍ଗିନେ ଯୀଶୁ ନିର୍କୁଳୀ ରଗିକେ କଇଲା,
11
“ମୁଇ ତକେ କ୍ମ୍ଲେ, ଉଟ୍, ନିଜାର୍ ଟାଟିଦ୍ରି ତର୍ ଗ୍ରେ ବାରିଯା।”
12
ସେଡେବ୍ଳ୍ ସେ ଉଟିକ୍ରି ସେମାଡେ ଟାଟିଦ୍ରି ସ୍ବ୍କାର୍ ମୁଏ ବାରାଇଗ୍ଲା। ସେତିରିଲା ସ୍ବୁଲକ୍ ଇରି ଦ୍କିକ୍ରି କାବାଅଇ ଇଶ୍ୱର୍ ମଇମା କୀର୍ତନ୍ କ୍ରୁ କ୍ରୁ କଇଲାଇ, “ଅମିମ୍ନ୍ କ୍ବେହେଁ ଅନ୍କାର୍ ଦ୍କି ନ୍ରିଲୁ।”
13
ଯୀଶୁ ଆର୍ ଗଟେତର୍ ଗାଲିଲୀ ଜିଲାର୍ ସ୍ମ୍ଦୁର୍ କ୍ଣ୍ଡି ଲ୍ଗେ ବାରିଗ୍ଲା, ଆରେକ୍ ଲକ୍ମ୍ନ୍କାର୍ ବିଡ୍ ତାର୍ ଲ୍ଗେ ଅଇଲାକେ ଯୀଶୁ ସେମ୍ନ୍କେ ଶିକ୍ୟା ଦେମ୍କେ ଲାଗ୍ଲା।
14
ଆରେକ୍, ଯୀଶୁ ବାଟେ ଜ୍ମ୍ ଜ୍ମ୍ ଆଲଫିର୍ ହଇସି ଲେବୀକେ ସିସ୍ତୁ ଆଦାଇ କ୍ର୍ତା ଗ୍ରେ ବ୍ସି ରିଲାର୍ ଦ୍କି, ଯୀଶୁ ତାକେ କଇଲା ମର୍ହ୍ଚେ ଆଶା। ସେଡେବ୍ଳ୍ ଲେବୀ ଉଟି ଯୀଶୁର୍ ସ୍ଙ୍ଗ୍ ଗ୍ଲା।
15
ଆରେକ୍, ଯୀଶୁ ଲେବୀର୍ ଗ୍ରେ କାଦି କାମ୍କେ ବ୍ସ୍ତାବ୍ଳ୍ ଦ୍କା କ୍ତେକ୍ ସିସ୍ତୁ ଆଦାଇ କ୍ର୍ତା ଲକ୍ ଆର୍ ପାପିଲକ୍ ତାର୍ ଚେଲାମ୍ନ୍କାର୍ ସ୍ଙ୍ଗ୍ ବ୍ସ୍ଲାଇ। କାଇତାକ୍ ସେମ୍ନ୍ ବେସିଲକ୍ ରିଲାଇ, ଆର୍ ତାର୍ସ୍ଙ୍ଗ୍ ଜାତିରିଲାଇ।
16
ଯୀଶୁ ପାପି ଆର୍ ସିସ୍ତୁ ଆଦାଇ କ୍ର୍ତା ଲକ୍ମ୍ନ୍କାର୍ ସ୍ଙ୍ଗ୍ କାମ୍ଲା, ସେରି ଦ୍କି ଫାରୂଶୀ ଦ୍ଳାର୍ ମୋଶାର୍ ନିଆଇ ଶିକାଉତା ଲକ୍ ଯୀଶୁର୍ ଚେଲାମ୍ନ୍କେ ହ୍ଚାର୍ଲାଇ, “ଇରିକାଇରି? ଯୀଶୁ ସିସ୍ତୁ ଆଦାଇ କ୍ର୍ତା ଲକ୍ ଆର୍ ପାପିମ୍ନ୍କାର୍ ସ୍ଙ୍ଗ୍ ମିସିକ୍ରି କାମ୍ଲା!”
17
ଯୀଶୁ ସେରି ଶୁଣି ସେମ୍ନ୍କେ କଇଲା, “ବ୍ଲ୍ ଲକ୍ମ୍ନ୍କାର୍ ଗିନେ ଡାକ୍ଟର୍ ଲଡାନାଇ, ମ୍ତର୍ ରଗି ଲକ୍ମ୍ନ୍କାର୍ ଗିନେ ଲଡା। ମୁଇ ଦ୍ର୍ମ୍ ଲକ୍ମ୍ନ୍କେ କୁଦୁକ୍ ଆସି ନ୍କେରି, ମ୍ତର୍ ମୁଇ ପାପି ମ୍ନ୍କେ କୁଦୁକ୍ ଆଇଲେଆଚି।”
18
ଯୋହନାର୍ ଚେଲାମ୍ନ୍ ଆର୍ ଫାରୂଶୀ ଦ୍ଳ୍ମ୍ନ୍ ଉପାସ୍ କ୍ର୍ତିରିଲାଇ। ଗଟେଦିନ୍ କ୍ତିଲକ୍ ଯୀଶୁର୍ ଲ୍ଗେ ଆସି ହ୍ଚାର୍ଲାଇ, “ଯୋହନାର୍ ଚେଲାମ୍ନ୍ ଆର୍ ଫାରୂଶୀ ଦ୍ଳାର୍ ଚେଲାମ୍ନ୍ ଉପାସ୍ କ୍ର୍ତି, ମ୍ତର୍ ତର୍ ଚେଲାମ୍ନ୍ କାଇତାକ୍ ଉପାସ୍ ନ୍କେର୍ତି?”
19
ଯୀଶୁ ସେମ୍ନ୍କେ କଇଲା, “ବିବାଗ୍ରେ ବ୍ର୍ ଦ୍ଙ୍ଗ୍ଳା ବାଟାର୍ ଲକ୍ସ୍ଙ୍ଗ୍ ବ୍ର୍ ରେତାବ୍ଳ୍ ସେମ୍ନ୍ କାଇତାକ୍ ବଜି ନ୍କାଇ ଉପାସ୍ ରେତି? ବ୍ର୍ ଜ୍ଡେବ୍ଳ୍ ସେମ୍ନ୍କାର୍ ସ୍ଙ୍ଗ୍ ର୍ଇଦ୍, ସେଡେବ୍ଳ୍ ହ୍ତେକ୍ ଉପାସ୍ ନ୍ରେତି।
20
ମ୍ତର୍ ସମୟ୍ ଆସେଦ୍, ଜ୍ଡେବ୍ଳ୍ ସେମ୍ନ୍କାର୍ ତ୍ଇହ୍ଣି ବ୍ରକେ ନିଆ ଅଇଦ୍, ସେଦିନ୍ ସେଡେବ୍ଳ୍ ସେମ୍ନ୍ ଉପାସ୍ ରେତି।
21
କେ ନ୍ଉଆ ହ୍ଚିଆକେ କାଟିକ୍ରି ହ୍ର୍ନା ହ୍ଚିଆର୍ କାଣାଇ ସିଲାଇ ନ୍କେର୍ତି। ସିଲାଇଲେକ୍ ନ୍ଉଁଆ ହ୍ଚିଆ ଆକାଳ୍ଲେକ୍ ଜିକିଅଇ ହ୍ର୍ନା ହ୍ଚିଆକେ ଅଦିକ୍ ଚିଡାଇ ନ୍ଇ ଆରେକ୍ ଅଦିକ୍ ବ୍ଡ୍କାଣା ଅଇଦେ।
22
ଆରେକ୍ କେ ନ୍ଉଆ ଅଙ୍ଗୁର୍ ର୍ସ୍ ହ୍ର୍ନା ଚାମ୍ଳା ମଣାଇ ନ୍ସେଙ୍ଗାଉତି। ସ୍ଙ୍ଗାଇଲେକ୍ ଚାମ୍ଳା ମଣାକେ ଅଙ୍ଗୁର୍ ର୍ସ୍ ହେହୁଲ୍ ଅଇ ହୁଲିକ୍ରି ହୁଟାଇଦେ, ଆରେକ୍, ଅଙ୍ଗୁର୍ ର୍ସ୍ ଆର୍ ଚାମ୍ଳା ମଣା ଜ୍ଡେକ୍ ନ୍ଷ୍ଟ ଅଇଦ୍। ମ୍ତର୍ ନ୍ଉଆ ଅଙ୍ଗୁର୍ ରସ୍ ନ୍ଉଆ ଚାମ୍ଳା ମଣାଇ ସ୍ଙ୍ଗାଉତା ଦ୍ର୍କାର୍।”
23
ତରେକ୍ ଯୀଶୁ ଯିହୁଦିମ୍ନ୍କାର୍ ବିଶାଉଣିଦିନ୍ ହାଚି କ୍ଲା ହ୍ଦାବାଟ୍ ଜାତିରିଲାଇ, ଆରେକ୍ ତାର୍ ଚେଲାମ୍ନ୍ ଜମ୍ ଜମ୍ କାଦିର୍ କେଡ୍ ଚିଡାଇ କାମ୍କେ ଲାଗ୍ଲାଇ।
24
ଇତାର୍ଗିନେ ଫାରୂଶୀମ୍ନ୍ ଯୀଶୁକେ କଇଲାଇ, “ଦ୍କା, ବିଶାଉଣିଦିନ୍ ଜୁଇରି କ୍ର୍ତାର୍ ଯିହୁଦିମ୍ନ୍କାର୍ ନିୟମ୍ ନାଇ, ସେରି ଏମ୍ନ୍ କାଇତାକ୍ କ୍ରୁଲାଇ?”
25
ଯୀଶୁ ସେମ୍ନ୍କେ କଇଲା, “ଦାଉଦ୍ ର୍ଜାର୍ କାଇରି ନ୍ରିଲି ସେଡେବ୍ଳ୍ ଦାଉଦ୍ ର୍ଜା ଆର୍ ତାର୍ ସ୍ଙ୍ଗ୍ମ୍ନ୍ ବୁକେରିଲାଇ, ସେଡେବ୍ଳ୍ ଦାଉଦ୍ କାଇରି କ୍ରିରିଲା, ସେରି କି ତୁମିମ୍ନ୍ କ୍ବେହେଁ ହଳି ନ୍କେରାସ୍?
26
ଅବିୟାଥର୍ ବ୍ଡ୍ ଜାଜକ୍ ସମୟ୍ ଦାଉଦ୍ ର୍ଜା କ୍ନ୍କ୍ରି ଇଶ୍ଵରାର୍ ତମ୍ୱୁ ବିତ୍ରେ ହୁରିକ୍ରି, ଜୁଇ ମାନ୍ସି ରୁଟିକେ ଜାଜକ୍କେ ଚାଡିଦିଲେକ୍ ଆରେକ୍ କାର୍ କାତାର୍ ଅଦିକାର୍ ନାଇ, ସେରି ସେମ୍ନ୍ କାଇ ରିଲାଇ, ଆରେକ୍, ନିଜାର୍ ସ୍ଙ୍ଗ୍ମ୍ନ୍କେ ହେଁ ଦେଇରିଲା।”
27
ଆରେକ୍ ଯୀଶୁ ଫାରୂଶୀମ୍ନ୍କେ କଇଲା, “ବିଶାଉଣିଦିନ୍ ଲକ୍ମ୍ନ୍କାର୍ ବ୍ଲ୍ ଗିନେ ଅଇଆଚେ, ବିଶାଉତା ଦିନ୍ ଲକ୍ମ୍ନ୍ କ୍ରାପ୍ ଗିନେ ଅଇନ୍କେରେ।
28
ସେତାକ୍ ମୁଇ ମାନାଇ ହିଲା, ବିଶାଉଣିଦିନ୍ ହେଁ ମାପ୍ରୁ ଅଇଦେ।”
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16