bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ezra 2
Ezra 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 3 →
1
ଫେରିଥିବା ବନ୍ଦୀମାନଙ୍କର ତାଲିକା ପ୍ରଦେଶର ଏହି ଲୋକମାନେ ଯୁଦ୍ଧ ବନ୍ଦୀରୁ ମୁକ୍ତିପାଇ ଫେରି ଆସିଲେ। ଅତୀତରେ ବାବିଲର ରାଜା ନବୂଖଦ୍ନିତ୍ସର ବନ୍ଦୀ ଭାବରେ ବାବିଲୋନକୁ ନେଇଯାଇଥିଲେ। ସେହି ଲୋକମାନେ ଯିରୁଶାଲମ ଓ ଯିହୁଦାକୁ ଫେରି ଆସିଲେ। ପ୍ରତ୍ୟେକ ଲୋକ ସେମାନଙ୍କର ନିଜ ନିଜ ସହରକୁ ଫେରି ଆସିଲେ।
2
ଏହି ଲୋକମାନେ ସରୁବ୍ବାବିଲ, ଯେଶୂୟ, ନିହିମୟା, ସରାୟ, ରିୟେଲାୟ, ମର୍ଦ୍ଦଖୟ, ବିଲ୍ଶନ୍, ମିସ୍ପର, ବିଗ୍ବୟ, ରହୂମ୍ ଓ ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲୀୟ ବଂଶୀୟ ପୁରୁଷମାନଙ୍କର ସଂଖ୍ୟା ଏହିପରି ଥିଲା।
3
ପରିୟୋଶର ବଂଶଧର 2172 ଜଣ।
4
ଶଫଟିୟର ବଂଶଧର 372 ଜଣ।
5
ଆରହର ବଂଶଧର 775 ଜଣ।
6
ଯେଶୂୟ ଓ ଯୋୟାବର ପରିବାର ମଧ୍ୟରୁ ପହତ୍ ମୋୟାବର ବଂଶଧର 2812 ଜଣ।
7
ଏଲମର ବଂଶଧର 1254 ଜଣ।
8
ସତ୍ତୂର ବଂଶଧର 945 ଜଣ।
9
ସକ୍କୟର ବଂଶଧର 760 ଜଣ।
10
ବାନିର ବଂଶଧର 642 ଜଣ।
11
ବେବୟର ବଂଶଧର 623 ଜଣ।
12
ଅସଗଦର ବଂଶଧର 1222 ଜଣ।
13
ଅଦୋନୀକାମର ବଂଶଧର 666 ଜଣ।
14
ବିଗ୍ବୟର ବଂଶଧର 2056 ଜଣ।
15
ଅଦୀନର ବଂଶଧର 454 ଜଣ।
16
ହିଜକିୟର ପରିବାରରୁ ଅଟରର ବଂଶଧର 98 ଜଣ।
17
ବେତ୍ସୟର ବଂଶଧର 323 ଜଣ।
18
ଯୋରାହର ବଂଶଧର 112 ଜଣ।
19
ହଶୁମର ବଂଶଧର 223 ଜଣ।
20
ଗିବ୍ବରର ବଂଶଧର 95 ଜଣ।
21
ବୈଥ୍ଲେହମ ବଂଶଧର 123 ଜଣ।
22
ନଟୋଫାର ସହରରୁ 56 ଜଣ।
23
ଅନାଥୋତର ସହରରୁ 128ଜଣ।
24
ଅସ୍ମାବତର ପୁତ୍ରଗଣ 42 ଜଣ।
25
କିରିୟତ-ଯାରୀମ୍ ଓ କଫୀରା ଓ ବେରୋତ ସହରରୁ 743 ଜଣ।
26
ରାମାର ଓ ଗେବା ସହରରୁ 621 ଜଣ।
27
ମିକ୍ମସର ସହରରୁ 122 ଜଣ।
28
ବୈଥେଲ୍ର ଓ ଅୟ ସହରରୁ 223 ଜଣ।
29
ନେବାର ସହରରୁ 52 ଜଣ।
30
ମରାବୀଶ ସହରରୁ 156 ଜଣ।
31
ଅନ୍ୟ ଏଲମ ସହରରୁ 1254 ଜଣ।
32
ହାରୀମ ସହରରୁ 320 ଜଣ।
33
ଲୋଦ ଓ ହାଦୀଦ୍ ଓ ଓନୋ ସହରରୁ 725 ଜଣ।
34
ଯିରୀହୋ ସହରରୁ 345 ଜଣ।
35
ସନାୟା ସହରରୁ 3630 ଜଣ।
36
ଯିଦୟିୟର ଯାଜକମାନଙ୍କର ସଂଖ୍ୟା- ଯେଶୂୟ ପରିବାରରୁ 973 ଜଣ।
37
ଇମ୍ମେର ବଂଶଧର 1052 ଜଣ।
38
ପଶ୍ହୂରର ବଂଶଧର 1247 ଜଣ।
39
ହାରୀମର ବଂଶଧର 1017 ଜଣ।
40
ଲେବୀୟ ପରିବାରବର୍ଗରୁ ହୋଦବିୟର ପରିବାର ମଧ୍ୟରୁ ଯେଶୂୟ ଓ କଦ୍ମୀୟେଲର ବଂଶଧର 74 ଜଣ।
41
ଗାୟକମାନଙ୍କ ସଂଖ୍ୟା: ଆସଫର ବଂଶଧର 128 ଜଣ।
42
ମନ୍ଦିର ଦ୍ୱାରପାଳମାନଙ୍କ ବଂଶଧରମାନଙ୍କ ସଂଖ୍ୟା, ଶଲ୍ଲୁମର ବଂଶଧରଗଣ, ଆଟର ବଂଶଧରଗଣ, ଟଲମୋନ ବଂଶଧରଗଣ, ଆକ୍କବ ବଂଶଧରଗଣ, ହଟୀଟା ବଂଶଧରଗଣ ଓ ଶୋବୟର ବଂଶଧରଗଣ ସର୍ବମୋଟ 139 ଜଣ।
43
ମନ୍ଦିରର ବିଶେଷ ଦାସମାନଙ୍କ ବଂଶଧରମାନେ ହେଲେ: ସୀହ, ହସୂଫା, ଟବ୍ବୟୋତ।
44
କେରୋସ, ସୀୟ, ପାଦିନେ,
45
ଲବାନାର, ହଗାବ, ଅକୂବ,
46
ହାଗବ, ଶମ୍ଲୟ, ହାନନ,
47
ଗଦ୍ଦେଲ, ଗହର, ରାୟା,
48
ରତ୍ସୀନ ବଂଶଧରଗଣ, ନକୋଦ ବଂଶଧରଗଣ, ଗସମ ବଂଶଧରଗଣ,
49
ଉଷ ବଂଶଧରଗଣ, ପାସେହ ବଂଶଧରଗଣ, ବେଷୟ ବଂଶଧରଗଣ,
50
ଆସ୍ନା ବଂଶଧରଗଣ, ମିଯୂନୀମ ବଂଶଧରଗଣ, ନଫିଷୀମ ବଂଶଧରଗଣ,
51
ବକ୍ବୁକ ବଂଶଧରଗଣ, ହକୁଫା ବଂଶଧରଗଣ, ହର୍ହୂର ବଂଶଧରଗଣ,
52
ବସ୍ଲୂତ ବଂଶଧରଗଣ, ମହୀଦା ବଂଶଧରଗଣ, ଦର୍ଶା ବଂଶଧରଗଣ,
53
ବର୍କୋସ ବଂଶଧରଗଣ, ସୀଷରା ବଂଶଧରଗଣ, ତେମହ ବଂଶଧରଗଣ,
54
ନତ୍ସୀହ ବଂଶଧରଗଣ, ହଟୀଫା ବଂଶଧରଗଣ,
55
ଶଲୋମନର ଦାସମାନଙ୍କର ବଂଶଧରଗଣ, ସୋଟୟ ବଂଶଧରଗଣ, ହସୋଫେରତ ବଂଶଧରଗଣ, ପରୁଦା ବଂଶଧରଗଣ,
56
ଯାଳା ବଂଶଧରଗଣ, ଦର୍କୋଣ ବଂଶଧରଗଣ, ଗିଦ୍ଦେଲ ବଂଶଧରଗଣ,
57
ଶଫଟିୟ ବଂଶଧରଗଣ, ହଟୀଲ ବଂଶଧରଗଣ, ପୋଖେରତ୍ ବଂଶଧରଗଣ, ହତ୍ସବାୟିମ ବଂଶଧରଗଣ, ଅମୀ ବଂଶଧରଗଣ,
58
ନଥନିୟ ଶଲୋମନଙ୍କ ଦାସମାନଙ୍କର ବଂଶଧର ସର୍ବମୋଟ 392 ଜଣ।
59
ନିମ୍ନ ଲିଖିତ ଲୋକମାନେ ସହରରୁ ଆସିଲେ, ତେଲମେଲହ, ତେଲହର୍ଶା, କେରୁବ, ଅଦ୍ଦନ୍ ଓ ଇମ୍ମେର, ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ନିଜ ନିଜ ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସେହି ଲୋକମାନେ ହେଲେ:
60
ଦଲାୟ, ଟୋବିୟ ଓ ନକୋଦର ବଂଶଧର 652 ଜଣ।
61
ଯାଜକମାନଙ୍କ ବଂଶଧରମାନଙ୍କ ମଧ୍ୟରୁ ହବାୟ, ହକୋସ, ବର୍ସିଲ୍ଲୟ, ବର୍ସିଲ୍ଲୟ ଗିଲିୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମ ଅନୁସାରେ ଖ୍ୟାତି ହୋଇଥିଲା।
62
ଏହି ଲୋକମାନେ ସେମାନଙ୍କର ବଂଶାବଳୀର ନଥିପତ୍ର ଖୋଜିଲେ, କିନ୍ତୁ ସେଗୁଡ଼ିକ ପାଇବାକୁ ଅକ୍ଷମ ହେଲେ, ତେଣୁ ସେମାନଙ୍କୁ ଯାଜକତ୍ୱରୁ ବାହାର କରି ଦିଆଗଲା।
63
ଶାସନକର୍ତ୍ତା ସେମାନଙ୍କୁ କହିଲେ ଯେ, ସେମାନେ ସବୁଠୁ ପବିତ୍ର ଖାଦ୍ୟ ଖାଇ ପାରିବେ ନାହିଁ, ଯେପର୍ଯ୍ୟନ୍ତ ଜଣେ ଯାଜକ ଊରୀମ ଓ ତୁମ୍ମୀମ ସହିତ ପରାମର୍ଶ କରି ଉପସ୍ଥିତ ହୋଇ ନାହିଁ।
64
ଏମାନେ ସମସ୍ତେ ମିଶି 42,360 ଜଣ ଥିଲେ। ଏମାନଙ୍କର ଦାସଦାସୀ ମିଶି 7337 ଜଣ। ସେମାନଙ୍କର ମଧ୍ୟ 200 ଜଣ ଗାୟକ ଓ ଗାୟୀକା ଥିଲେ।
66
ସେମାନଙ୍କର 736 ଟି ଘୋଡ଼ା ଥିଲା। 245 ଟି ଖଚର, 435 ଟି ଓଟ ଓ 6720 ଟି ଗଧମାନ ଥିଲା।
68
ସେହି ଦଳଟି ଆସି ଯିରୁଶାଲମର ସଦାପ୍ରଭୁଙ୍କର ମନ୍ଦିରରେ ଉପସ୍ଥିତ ହେଲେ। ସଦାପ୍ରଭୁଙ୍କର ସେହି ମନ୍ଦିର ସ୍ୱସ୍ଥାନରେ ସ୍ଥାପନ କରିବା ପାଇଁ ସ୍ୱେଚ୍ଛାପୂର୍ବକ ଦାନ କଲେ।
69
ସେମାନେ ନିଜ ନିଜ ଶକ୍ତି ଅନୁସାରେ ସେହି କର୍ମର ଭଣ୍ତାରରେ 61,000 ଡାରିକ ନାମକ ସ୍ୱର୍ଣ୍ଣମୂଦ୍ରା ଓ 5000 ପାଉଣ୍ତ ରୂପା ଓ ଯାଜକମାନଙ୍କ ନିମନ୍ତେ 100 ବସ୍ତ୍ର ଦେଲେ।
70
ଯାଜକମାନେ ଓ ଲେବୀୟମାନେ ଲୋକମାନଙ୍କ ମଧ୍ୟରୁ କେତେକ ଏବଂ ଗାୟକମାନେ, ଦ୍ୱାରପାଳକମାନେ, ନଥୀନୀୟମାନେ ନିଜ ନିଜ ନଗରରେ ଓ ସମଗ୍ର ଇସ୍ରାଏଲ ନିଜ ନିଜ ନଗରରେ ବାସ କଲେ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 3 →
All chapters:
1
2
3
4
5
6
7
8
9
10