bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
John 4
John 4
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 5 →
1
ଫାରୂଶୀମ୍ନ୍ ଶୁଣ୍ଲାଇ, ଯେ ଯୀଶୁ ଡୁବେନ୍ ଦେତା ଯୋହନାର୍ ତ୍ଇହ୍ଣି ଅଦିକ୍ ଲକ୍ମ୍ନ୍କେ ଚେଲା କ୍ରୁଲା ଆର୍ ସେମ୍ନ୍କେ ଡୁବେନ୍ ଦେମ୍ଲା।
2
ମ୍ତର୍ ଯୀଶୁ ନିଜେ କାକେ ଡୁବେନ୍ ନ୍ଦେତି ରିଲା, ମ୍ତର୍ ତାର୍ ଚେଲାମ୍ନ୍ ଡୁବେନ୍ ଦେତିରିଲାଇ,
3
ତାର୍ ବିଷୟେ ଲକ୍ମ୍ନ୍ ଅନ୍କ୍ରି କ୍ତାବାର୍ତା ଅଉତି ରିଲାର୍ ଯୀଶୁ ଶୁଣ୍ଲା, ଆର୍ ଯିହୁଦା ଦେଶ୍ ଚାଡି ଗାଲିଲୀ ଜିଲାକେ ତାର୍ ଚେଲାମ୍ନ୍କାର୍ ସ୍ଙ୍ଗ୍ ଲେଉଟି ଗ୍ଲା।
4
ଗାଲିଲୀ ଜିଲାକେ ଜାତାବ୍ଳ୍ ତାକେ ଶମିରୋଣୀୟ ସ୍ହର୍ ବାଟ୍ ଅଇ ଜ୍ମ୍କେ ଅଇଲି, ଇରି ଇଶ୍ଵରାର୍ ଇଚ୍ଚା ରିଲି ଯେ ଯୀଶୁ ଆସିକ୍ରି ହଚ୍ଲା।
5
ଶମିରୋଣୀୟ ସ୍ହର୍କେ ଜାଇ ଜୁଇ କ୍ଣ୍ତେକ୍ ହ୍ଦା ଯାକୁବ ତାର୍ ନିଜାର୍ ହଇସି ଯୋଷେପ୍କେ ଦାନ୍ ଦେଇରିଲା, ସେଲ୍ଗେ ସୁଖାର୍ ନାଉର୍ ଗଟେକ୍ ଶମିରୋଣୀୟ ସ୍ହରେ ହଚ୍ଲା।
6
ସେତି ଯାକୁବାର୍ କୁଇ କାଲ୍ ଲ୍ଗେ ଯୀଶୁ ଇଣ୍ତି ଇଣ୍ତି ତାକି କ୍ରି ବ୍ସିରିଲା, ସେଡେବ୍ଳ୍ ମୁଣ୍ତେବେଳ୍ ଅଇରିଲି।
7
ଯୀଶୁ ସେତି ବ୍ସିରିଲା ବ୍ଳ୍ ଶମିରୋଣୀୟ ସ୍ହରାର୍ ଗଟେକ୍ ମାଇଜି ହାଣି ନେମ୍କେ ସେ କୁଇଁକାଲ୍ ଲ୍ଗେ ଆଇଲି। ଯୀଶୁ ତାକେ କଇଲା, “ମକେ ଗୁଳିକ୍ ହାଣି କାମ୍କେ ଦେ।”
8
ସେଡେବ୍ଳ୍ ତାର୍ ଚେଲାମ୍ନ୍ କାଦି ଗେନୁକେ ସ୍ହର୍ ବିତ୍ରେ ଜାଇରିଲାଇ।
9
ସେ ମାଇଜି କଇଲି, “ତୁଇ ଗଟେକ୍ ଯିହୁଦିଲକ୍ ଆର୍ ମୁଇ ଗଟେକ୍ ଶମିରୋଣୀୟ ଲକ୍, ମର୍ ଆତେହ୍ଣି ତୁଇ ହାଣି କାସି କି?” କାଇତାକ୍ ଯିହୁଦିମ୍ନାର୍ ଶମିରୋଣୀୟ୍ମ୍ନାର୍ ସ୍ଙ୍ଗ୍ କାଇରି କାମ୍ ନ୍ରିଲି।
10
ଯୀଶୁ ସେ ମାଇଜିକେ କଇଲା, “ଯଦି ତୁଇ ଇଶ୍ଵରାର୍ ଦାନ୍କେ ଜାନ୍ଲିସ୍ ହ୍ଣି, ତ୍ବେ ଯେ ତର୍ ଆତେହ୍ଣି ହାଣି କାମ୍କେ ମାଗୁଲା, ସେ କେ, ଇରି ଜାନ୍ଲିସ୍ ହ୍ଣି, ତ୍ବେ ତୁଇ ତାକେ ହାଣି ମାଗ୍ଲିସ୍ ହ୍ଣି, ଆର୍ ସେ ତକେ ଜୀବନ୍ ଦେତା ହାଣି ଦିଲାହ୍ଣି।”
11
ସେ ମାଇଜି ଯୀଶୁକେ କଇଲି, “ଆଗ୍ୟା, ତର୍ଲ୍ଗେ ତୋ ହାଣି ଜିକୁକ୍ କାଇରି ହେଁ ନାଇ, ଆର୍ କୁଇଁକାଲ୍ ହେଁ ବେସି ଡେଙ୍ଗ୍ ଆଚେ, ତ୍ବେ ତୁଇ କୁଇତିହ୍ଣି ସେ ଜୀବନ୍ ଦେତା ହାଣି ହାଇ ଆଚିସି?
12
ଅମାର୍ ଦାଦିବାବୁ ଯାକୁବ ଇ କୁଇଁକାଲ୍ ମାରିରିଲା, ତାର୍ ହଇସିମ୍ନ୍ ଆର୍ ତାର୍ ଗାଇ ମେଣ୍ଢାମ୍ନ୍ ଇ କୁଇ କାଲେ ହ୍ଣି ହାଣି କାତି ରିଲାଇ, ତ୍ବେ ତୁଇ କାଇରି ଯାକୁବାର୍ ତ୍ଇହ୍ଣି ବ୍ଡ୍କି?”
13
ଯୀଶୁ କଇଲା, “ଯେ ଇ କୁଇ କାଲାର୍ ହାଣି କାଇଦ୍ ତାକେ ଆରେକ୍ ଶସ୍ ଲାଗେଦ୍।
14
ମ୍ତର୍ ମୁଇ ଜୁଇ ହାଣି କାମ୍କେ ଦେଇନ୍ଦ୍ ଆର୍ ଯେ ସେ ହାଣି କାଇଦ୍, ସେ କ୍ବେ ଶସ୍ ନଇ, ମୁଇ ଦେଇରିଲା ହାଣି ତାର୍ ଜୀବନ୍ ବିତ୍ରେ ଗଟେକ୍ ନ୍ସେର୍ତା ଜୀବନ୍ ଦେତା ହାଜ୍ରା ହାଣି ହର୍ ବାରାଇଦ୍।”
15
ସେ ମାଇଜି କଇଲି, “ଆଗ୍ୟା ସେ ହାଣି ମକେ ଦେ ତ୍ବେ କ୍ବେହେଁ ମୁଇ ଶସ୍ ନ୍ଇ, ଆର୍ ଅତେକ୍ ଦୁରିକେ ଜ୍ନ୍କାର୍ କି ମକେ ହାଣି ନେମ୍କେ ଇ କୁଇ କାଲେ ଆସୁକେ ନ୍ହେଳେ।”
16
ଯୀଶୁ ତାକେ କଇଲା, “ଜାଇ ତର୍ ଡକ୍ରାଦିକେ କୁଦିକ୍ରି ଆଣ୍।”
17
ସେ ଟକି କଇଲି, “ମକେ ଅଣ୍ଡ୍ରା ନାୟ୍,” ଯୀଶୁ ତାକେ କଇଲା, “ତର୍ ଡକ୍ରାଦି ନାୟ୍ ବ୍ଲି ଇରି ତୁଇ ସ୍ତ୍ କଇଲିସ୍।
18
କାଇତାକ୍ ତର୍ ହାଁଚ୍ଗଟ୍ ଡକ୍ରାଦି ରିଲାଇ, ଆର୍ ଅବେ ତୁଇ ଜାର୍ ସ୍ଙ୍ଗେ ଆଚ୍ସି ସେ ହେଁ ତର୍ ଡକ୍ରାଦି ନୟ୍। ଇରି ସ୍ତ୍ କଇଆଚି।”
19
ସେ ମାଇଜି କଇଲି, “ଆଗ୍ୟା ଅବେ ମୁଇ ଜାଣୁ ହାରୁଲେ, ଯେ ତୁଇ ଗଟେକ୍ ବବିଶତ୍ କ୍ତା କ୍ଉତାଲକ୍ ବ୍ଲି।
20
ଅମାର୍ ଶମିରୋଣୀୟ ଦାଦିବାବୁମ୍ନ୍ ଇ ଡଙ୍ଗ୍ରେ ଆରାଦନା କ୍ର୍ତିରିଲା। ମ୍ତର୍ ତୁମାର୍ ଯିହୁଦି ଲକ୍ମ୍ନ୍ ଇଶ୍ଵରାର୍ ଆରାଦନା କ୍ରୁକେ ଯିରୁଶାଲମ୍ ହ୍କା ଜ୍ମ୍କେ ଲଡାବ୍ଲି କ୍ମ୍ଲାଇ।”
21
ଯୀଶୁ କଇଲା, “ମକେ ବିଶ୍ବାସ୍ କ୍ର୍, ସମୟ୍ ଆସୁଲି ଜ୍ଡେବ୍ଳ୍ କି ଲକ୍ମ୍ନ୍ ମର୍ ଉବା ଇଶ୍ଵର୍କେ ଇ ଡଙ୍ଗ୍ରେ କି ଯିରୁଶାଲମ୍ ଆରେକ୍ ଆରାଦନା ନ୍କେର୍ତି।
22
ମ୍ତର୍ ତୁମି ସ୍ବୁ ଶମିରୋଣୀୟ ରାଜିର୍ ଲକ୍ମ୍ନ୍କାର୍ ଆରାଦନା କ୍ରୁଲାସ୍ ସେରି ନ୍ଜାଣାସ୍, ମ୍ତର୍ ଅମିସ୍ବୁ ଯିହୁଦି ଲକ୍ମ୍ନ୍କାର୍ ଆରାଦନା କ୍ରୁଲୁ ସେରି ଅମିମ୍ନ୍ ଜାଣୁଲୁ, ବ୍ଲେକ୍ ଯିହୁଦିମ୍ନ୍କାର୍ ତ୍ଇହ୍ଣି ହ୍କା ଉଦାର୍ ହାଉତା ବାଟ୍ ଆସେଦ୍।
23
ମ୍ତର୍ ସମୟ୍ ଆସୁଲି, ଆର୍ ସେ ସମୟ୍ କେଟିଲିବେ, ଜ୍ଡେବ୍ଳ୍ ଆତ୍ମା ଆର୍ ଶ୍କ୍ତି ସ୍ଙ୍ଗ୍ ଲକ୍ମ୍ନ୍ ଉବା ଇଶ୍ଵର୍କେ ଜାଣ୍ତି, ସେଡେବ୍ଳ୍ ସେମ୍ନ୍ ତାକେ ହୁର୍ଦୟାର୍ ସ୍ଙ୍ଗ୍ ଆରାଦନା କ୍ର୍ତି, ଅନ୍କାର୍ ଆରାଦନା ହାମ୍କେ ସେ ମ୍ନ୍କ୍ରେଦ୍।
24
ଇଶ୍ୱର୍ ହ୍କା ପବିତର୍ ଆତ୍ମା, ଆର୍ ଜୁଇଲକ୍ ତାର୍ ଆରାଦନା କ୍ର୍ତି, ସେ ସ୍ତ୍ ଆର୍ ଆତ୍ମାଇ ହୁରା ଅଇକ୍ରି ତାର୍ ଆରାଦନା କ୍ର୍ତାର୍ ଲଡା।”
25
ସେ ମାଇଜି କଇଲି, “ମୁଇ ଜାଣୁଲେ ଯେ। ମସିହା ଖ୍ରୀଷ୍ଟ ଜ୍ଡେବ୍ଳ୍ ଆସେଦ୍, ସେ ଅମୁକେ ସ୍ବୁ ବିଷୟ୍ ବୁଜାଇ ଦେଇଦ୍।”
26
ଯୀଶୁ ତାକେ କଇଲା, “ମୁଇ ସେ ମାନାଇ ହ୍କା, ଆର୍ ମୁଇ ଅବେ ତର୍ସ୍ଙ୍ଗ୍ କ୍ତାବାର୍ତା କ୍ରୁଲେ।”
27
ସେଡେବ୍ଳ୍ ଚେଲାମ୍ନ୍ ସ୍ହରେ ହ୍ଣି ଲେଉଟି ଆଇଲାଇ, ଆର୍ ଯୀଶୁ ଗଟେକ୍ ମାଇଜିକେ କ୍ତା ଅଉତି ରିଲାର୍ ଦ୍କି କାବା ଅଇଲାଇ, “ତୁଇ ତାର୍ ତ୍ଇହ୍ଣି କାଇରି ମ୍ନ୍ କ୍ରୁଲିସ୍? କି କାଇତାକ୍ ତୁଇ ତାର୍ସ୍ଙ୍ଗ୍ କ୍ତା କ୍ରୁଲିସ୍ ବ୍ଲି କେ ହେଁ ଯୀଶୁକେ ନ୍ହେଚାର୍ଲାଇ।”
28
ତାର୍ ହ୍ଚେ ସେ ମାଇଜି ତାର୍ ହାଣି ଡକା ସେ ଜାଗାଇ ଚାଡିକ୍ରି ସ୍ହର୍ ବିତ୍ରେ ଗ୍ଲି, ଆର୍ ଲକ୍ମ୍ନ୍କେ କଇଲି,
29
“ଆଶା, ଗଟେକ୍ ମାନାଇକେ ଦ୍କା, ମୁଇ ମର୍ ଜୀବନେ ଜୁଇସ୍ବୁ କାମ୍ କ୍ଲେଆଚି, ସେ ସ୍ବୁକ୍ତା ମକେ କ୍ଇଦିଲା, ସେ ଖ୍ରୀଷ୍ଟ ଅଇରେଇଦ୍ କି?”
30
ଇକ୍ତା ଶୁଣିକ୍ରି ଲକ୍ମ୍ନ୍ ସ୍ହର୍ ବାହାର୍କେ ଆଇଲାଇ ଆର୍ ଯୀଶୁକେ ବେଟ୍ଲାଇ।
31
ଇ ବିତ୍ରେ ଚେଲାମ୍ନ୍ ତାକେ କଇଲାଇ, “ଏଗୁରୁ ଅଳକ୍ କାଦି କାଆ।”
32
ମ୍ତର୍ ଯୀଶୁ ଚେଲାମ୍ନ୍କେ କଇଲା, “ମର୍ଲ୍ଗେ ଜୁଇ କାଦିଆଚେ ସେ ବିଷୟେ ତୁମିମ୍ନ୍ ନ୍ଜାଣାସ୍।”
33
ଚେଲାମ୍ନ୍ ତାକାର୍ ତାକାର୍ ବିତ୍ରେ ହ୍ଚାରା ହ୍ଚାରି ଅଇଲାଇ, କେ ତାକ୍ କ୍ଣ୍ତେକ୍ କାଦି ଆଣି ଦିଲାଇ ଆତ୍ତି କାଇରି?
34
ଯୀଶୁ ସେମ୍ନ୍କେ କଇଲା, “ମକେ ହ୍ଟାଇଲା ଇଶ୍ଵରାର୍ ଇଚାକେ ମାନିକ୍ରି ସେ ଦିଲା କାମ୍ ସ୍ବୁ ହୁରା କ୍ର୍ତାର୍ ହ୍କା ମର୍ କାଦି।
35
ତୁମିମ୍ନ୍ କ୍ଇ ରିଆସ୍, ‘ଆର୍ ସେରି କାଟୁକେ ଚାରି ମାସ୍ ଆଚେ’ ମ୍ତର୍ ମୁଇ କ୍ମ୍ଲେ ତୁମିମ୍ନ୍ ସେ ଆସ୍ତା ଲକ୍ମ୍ନ୍କେ ଦ୍କା। ସେମ୍ନ୍ ଗଟେକ୍ ହାକିରିଲା ତାଷ୍ ହର୍। ସେରି ସ୍ବୁ କାଟ୍ତାର୍ ଗିନେ ହାକ୍ଲିବେ!
36
ଆତ୍ମା ତାଷ୍ କାଟ୍ତା ଲକ୍ମ୍ନ୍ ବୁତି ଦିଲାଇ ଆତ୍ତି, ଆର୍ ସେ ନ୍ସେର୍ତା ଜୀବନାର୍ ଗିନେ ତାଷ୍ ହର୍ ଲକାର୍ ଆତ୍ମା ସ୍ଙ୍ଗାମ୍ଲାଇ, ତ୍ବେ ବିଆନ୍ ବୁଣ୍ତା ଲକ୍ ଆର୍ କାଟା ବେଟା କ୍ର୍ତା ଲକ୍ ଇ ଦୁଇ ଲକ୍ ମିସିକ୍ରି ସ୍ର୍ଦା କ୍ର୍ତି।
37
କାଇତାକ୍ ଗଟେଲକ୍ ବିଆନ୍ ବୁଣେଦ୍ ଆର୍ ଆର୍ ଗଟେଲକ୍ କାଟେଦ୍, ଇକ୍ତା ସ୍ତ୍ ଅଇଦ୍।
38
ତୁମିମ୍ନ୍ ଜୁଇ ବେଡାଇ କାମ୍ ନ୍କେରାସ୍ ସେ ବେଡାଇ ହ୍ଣି ତାଷ୍ କାଟୁକେ ମୁଇ ତୁମୁକ୍ମ୍ନ୍କେ ହ୍ଟାଇଲେ ଆଚି, ବିନ୍ ଲକ୍ମ୍ନ୍ ସ୍ବୁ ସେତି କାମ୍ କ୍ଲାଇ ଆତ୍ତି ମ୍ତର୍ ତୁମିମ୍ନ୍ ସେତି ଲାବ୍ ହାଉଆସ୍।”
39
ସେ ସ୍ହରାର୍ ଶମିରୋଣୀୟ ଲକ୍ମ୍ନ୍ ଯୀଶୁକେ ବିଶ୍ବାସ୍ କ୍ଲାଇ, କାଇତାକ୍ ବ୍ଲେକ୍ ସେ ମାଇଜି ସେମ୍ନ୍କେ କଇରିଲି, “ମୁଇ ମର୍ ଜୀବନେ ଜୁଇସ୍ବୁ କାମ୍ କ୍ଲେଆଚି, ସେ ସ୍ବୁ ସେ କଇଲା।”
40
ଶମିରୋଣୀୟ ମ୍ନ୍ ଯୀଶୁର୍ ଲ୍ଗେ ଆସି ତାକାର୍ ସ୍ଙ୍ଗ୍ କ୍ତିଦିନ୍ ରେମ୍କେ ଯୀଶୁକେ କାନିକ୍ର୍ମ୍ ଅଇ କଇଲାଇ। ସେତାକ୍ ଯୀଶୁ ସେମ୍ନ୍କାର୍ ସ୍ଙ୍ଗ୍ ସେତି ଦୁଇଦିନ୍ ରିଲା।
41
ଯୀଶୁର୍ କ୍ତା ଶୁଣିକ୍ରି ସେତି ଆରେକ୍ ଗାଦା ଲକ୍ମ୍ନ୍ ବିଶ୍ବାସ୍ କ୍ଲାଇ।
42
ସେସ୍ବୁ ଲକ୍ମ୍ନ୍ ସେ ମାଇଜିକେ କଇଲାଇ, “ତୁଇ କଇଲାକ୍ ଅମିମ୍ନ୍ ବିଶ୍ବାସ୍ ନ୍କେରି ଆଚୁ, ମ୍ତର୍ ଅମିମ୍ନ୍ ନିଜେ ତାର୍କ୍ତା ଶୁଣ୍ଲୁ ଆର୍ ଜାଣୁଲୁ, ଯେ ସ୍ତ୍କ୍ରି ଏ ହ୍କା ହୁର୍ତିବିର୍ ଉଦାର୍କ୍ର୍ତା ଇରି ଅମିମ୍ନ୍ ବିଶ୍ବାସ୍ କ୍ରୁଲୁ।”
43
ସେତି ଦୁଇଦିନ୍ ରେଇକ୍ରି ଯୀଶୁ ଗାଲିଲୀ ଜିଲାକେ ଲେଉଟି ଆଇଲା।
44
କାଇତାକ୍ ବ୍ଲେକ୍ ସେ ଆଗ୍ତୁ କଇରିଲା, ଗଟେକ୍ ବବିଶତ୍ କ୍ତା କ୍ଉତାଲକ୍ ତାର୍ ନିଜାର୍ ଦେଶେ ମାନ୍ତି ନ୍ହାଇ ବ୍ଲି।
45
ଗାଲିଲୀ ଜିଲାର୍ ଲକ୍ମ୍ନ୍ ଯୀଶୁକେ ଦ୍କିକ୍ରି ସ୍ର୍ଦା ଅଇଲାଇ, କାଇତାକ୍ ଯୀଶୁ ନିସ୍ତାର୍ ହ୍ରବ୍ ବ୍ଳ୍ ଯିରୁଶାଲମ୍ କ୍ରିରିଲା ଚାନିଆକାମ୍ ସ୍ବୁ ଦ୍କି ରିଲାଇ।
46
ତାର୍ ହ୍ଚେ ଯୀଶୁ ଗାଲିଲୀ ଜିଲାର୍ କାନ୍ନା ନାଉର୍ ଗାମ୍କେ ଲେଉଟି ଆଇଲା, ଜୁଇତି କି ସେ ହାଣିକେ ଅଙ୍ଗୁର୍ ର୍ସ୍ କ୍ରିରିଲା।
47
ସେତିରିଲା ଗଟେକ୍ ର୍ଜାର୍ ଗ୍ରେ କାମ୍କ୍ର୍ତା ଲକାର୍ ହଇସି କପର୍ନାହୁମ୍ ଗାମେ ବେମାର୍ ହ୍ଳିରିଲା। ଯୀଶୁ ଯିହୁଦା ଦେଶେହ୍ଣି ଗାଲିଲୀ ଜିଲାକେ ବାରି ଆଇଲା, ଇରି ଶୁଣି ସେ ତାକାର୍ ଲ୍ଗେ ଜାଇ ସେ ଜ୍ନ୍କ୍ରି ଆସି ତାର୍ ହଇସିକେ ବ୍ଲ୍ କ୍ର୍ତି, ସେତାର୍ଗିନେ ତାକେ ଗ୍ଆରୁକେ ଲାଗ୍ଲା, କାଇତାକ୍ ସେ ମ୍ଲାହର୍ ଅଇରିଲା।
48
ସେତାର୍ଗିନେ ଯୀଶୁ ତାକେ କଇଲା, “ଚାନିଆକାମ୍ ଆର୍ ଚିନାମ୍ନ୍ ନ୍ଦେକ୍ଲେକ୍ ତୁମିମ୍ନ୍ କ୍ବେହେଁ ବିଶ୍ବାସ୍ ନ୍କେରାସ୍।”
49
ସେ ଚାକ୍ରିଆ ଯୀଶୁକେ କଇଲା, “ଏ ମାପ୍ରୁ ମର୍ ହିଲା ମ୍ରତା ଆଗେ ମର୍ସ୍ଙ୍ଗ୍ ଆଉ।”
50
ଯୀଶୁ ତାକେ କଇଲା, “ଜା, ତର୍ ହଇଦି ବଚେଦ୍,” ସେ ଯୀଶୁର୍ କ୍ତା ବିଶ୍ବାସ୍ କ୍ଲା ଆର୍ ଗ୍ଲା।
51
ଆର୍ ଗ୍ରେ ଜାତାବ୍ଳ୍ ତାର୍ ଦାସ୍ମ୍ନ୍ ତାକେ ଆସି କଇଲାଇ, “ତର୍ ହଇଦି ବ୍ଲ୍ ଅଇଲା।”
52
କ୍ଡେବ୍ଳ୍ ସେ ହିଲା ବ୍ଲ୍ ଅଇଲା ବ୍ଲି ସେ ହ୍ଚାର୍ଲାକେ ସେମ୍ନ୍ କଇଲାଇ, “କାଲି ଦିନ୍ ଗଣ୍ଟେ ବ୍ଳ୍ ତାର୍ ଜ୍ର୍ ଚାଡ୍ଲି।”
53
ସେ ମ୍ନେ ହ୍କାଇଲା, କାଲି ଟିକ୍ ସେଡେବ୍ଳ୍ ଯୀଶୁ ତାକେ କଇଲା, “ତର୍ ହଇଦି ବାଚେଦ୍” ଇ ଗଟ୍ଣା ସ୍ର୍ଲା ହ୍ଚେ ସେ ଆର୍ ତାର୍ ଗ୍ରାର୍ ସ୍ବୁ ଲକ୍ମ୍ନ୍ ଯୀଶୁକେ ବିଶ୍ବାସ୍ କ୍ଲାଇ।
54
ଯୀଶୁ ଯିହୁଦା ଜିଲାଇ ହ୍ଣି ଗାଲିଲୀ ଜିଲାକେ ଆଇଲା ହ୍ଚେ, ଇରି ତାର୍ ଦୁଇ ନ୍ମ୍ର ଚାନିଆକାମ୍।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 5 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21