bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
John 5
John 5
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 6 →
1
ତାର୍ ହ୍ଚେ ଯିହୁଦି ମ୍ନ୍କାର୍ ଗଟେକ୍ ହ୍ର୍ବ୍ ଆଇଲି, ଆର୍ ଯୀଶୁ ଯିରୁଶାଲମ୍ ସ୍ହର୍କେ ଗ୍ଲା।
2
ସେତିର୍ ମେଣ୍ଢାମ୍ନ୍ ହୁର୍ତା ବାଟ୍ଗଳି ଲ୍ଗେ ଗଟେକ୍ ବ୍ନ୍ଦ୍ ରିଲି, ସେ ବ୍ନ୍ଦ୍ ଲ୍ଗେ ହାଁଚ୍ଗଟ୍ ମଣ୍ତପ୍ ରିଲି। ଏବ୍ରୀ ବିଷୟ୍ ଇତାକେ ବେଥେସ୍ଦା ବ୍ଲି କ୍ଉତି।
3
ସେ ମଣ୍ତପ୍ ଲ୍ଗେ ଗାଦା ର୍ଗିମ୍ନ୍, କାଣା, ଚଟା, ଆର୍ଗଟେ ହାକ୍ ଶୁକି ଜାଇରିଲା ଲକ୍ମ୍ନ୍ ହ୍ଳି ରିଲାଇ।
4
କାଇତାକ୍ କ୍ଡେ କ୍ଡେବ୍ଳ୍ ମାପ୍ରୁର୍ ଦୂତ୍ ଆସିକ୍ରି ସେ ବ୍ନ୍ଦାର୍ ହାଣିକେ ଜୁଲ୍କାଉତି ରିଲା, ସେଡେବ୍ଳ୍ ଜୁଇଲକ୍ ସେ ବିତ୍ରେ ହ୍ର୍ତୁ ଜାତିରିଲାଇ, ସେ ଜଳେକ୍ ବ୍ଡ୍ ରଗି ଅଇଲେକ୍ ହେଁ ବ୍ଲ୍ ଅଉତି ରିଲାଇ।
5
ସେତି ଗଟେକ୍ ରଗେ ହ୍ଳି ତିରିଶ୍ ଆଟ୍ ବ୍ର୍ଷାର୍ ଅଇରିଲା ରଗି ରିଲା।
6
ଯୀଶୁ ସେତି ତାକେ ହ୍ଳିରିଲାର୍ ଦ୍କ୍ଲା ଆର୍ ଇ ମାନାଇ ବେସି ବର୍ଷ ଅଇଲି ଇତି ଆଚେ ବ୍ଲି ଜାଣି ତାକେ ହ୍ଚାର୍ଲା, “ତୁଇ କାଇରି ବ୍ଲ୍ ଅମ୍କେ ମ୍ନ୍ କ୍ରୁଲିସ୍?”
7
ସେ ରଗି ଯୀଶୁକେ କଇଲା, “ଗୁରୁ ହାଣି ଜୁଲ୍କାଉତି ରିଲାବ୍ଳ୍ ସେ ହାଣି ବିତ୍ରେ ନେମ୍କେ କେ ମ୍ର୍ନାଇ, ମୁଇ ଜ୍ମ୍କେ ଇଚା କ୍ର୍ତାବ୍ଳ୍ ଅଲ୍ଗା ଲକ୍ ଜାଇକ୍ରି ସେତି ହୁରୁଲା।”
8
ଯୀଶୁ ତାକେ କଇଲା, “ଉଟ୍, ନିଜାର୍ ଟାଟିଦ୍ରି ତର୍ ଗ୍ରେ ବାରିଯା।”
9
ସେମାଡେ ସେ ରଗି ବ୍ଲ୍ ଅଇଲା ଆର୍ ଉଟିକ୍ରି ନିଜାର୍ ଟାଟିଦ୍ରି ବାରିଗ୍ଲା, ସେଦିନ୍ ବିଶାଉତା ଦିନ୍ ରିଲା।
10
ସେତାର୍ଗିନେ ଯିହୁଦି ନେତାମ୍ନ୍ ସେ ବ୍ଲ୍ ଅଇରିଲା ମାନାଇକେ କଇଲାଇ, “ଆଜି ବିଶାଉତା ଦିନ୍ ତୁଇ ଆଜି ଟାଟିକେ ଦ୍କିକ୍ରି ଜାତାର୍ ଅମାର୍ ନିୟମାର୍ ବିରୁଦ୍।”
11
ମ୍ତର୍ ସେ ସେମ୍ନ୍କେ କଇଲା, “ଯେ ମକେ ବ୍ଲ୍କ୍ଲା ଆଚେ ସେ ମକେ ଇ ଟାଟିଦ୍ରି ଜ୍ମ୍କେ କଇଲା।”
12
ସେମ୍ନ୍ ତାକେ ହ୍ଚାର୍ଲାଇ, “ଯେ ତକେ ଇରି ଦ୍କିକ୍ରି ଜାଆ ବ୍ଲି କଇଲା, ସେ ମାନାଇକେ?”
13
ସେ ବ୍ଲ୍ ଅଇରିଲା ରଗି ଯୀଶୁକେ ଜାଣି ନ୍ରିଲା, କାଇତାକ୍ ବ୍ଲେକ୍ ଲକ୍ମ୍ନ୍ଦା ବିତ୍ରେହ୍ଣି ଯୀଶୁ ନ୍ଜାଣ୍ତେ ବାରି ଜାଇରିଲା।
14
ତାର୍ ହ୍ଚେ ଯୀଶୁ ତାକେ ମନ୍ଦିରେ ବେଟ୍ ଅଇଲା ଆର୍ କଇଲା, “ଦ୍କ୍ ଅବେ ତୁଇ ବ୍ଲ୍ ଅଇଲି ଆଚ୍ସି ଆରେକ୍ ପାପ୍ କ୍ର୍ନାଇ, ନଇଲେକ୍ ତୁଇ ଆରେକ୍ ବେସି ଡ୍ଣ୍ଡ୍ ହାଉସି।”
15
ସେ ମାନାଇ ବେଗି ଗ୍ଲା ଆର୍ ଯିହୁଦିମ୍ନ୍କାର୍ ନେତାମ୍ନ୍କେ କଇଲା, “ଜୁଇଲକ୍ ମକେ ବ୍ଲ୍ କ୍ରିରିଲା ସେ ଯୀଶୁ।”
16
ସେତାକ୍ ଯୀଶୁ ବିଶାଉଣିଦିନ୍ ଇ କାମ୍ କ୍ଲାଆଚେ ବ୍ଲି ଯିହୁଦି ନେତାମ୍ନ୍ ଯୀଶୁକେ ଲିନ୍ଦା ତାଳ୍ନା କ୍ରୁକେ ଲାଗ୍ଲାଇ।
17
ମ୍ତର୍ ଯୀଶୁ ସେମ୍ନ୍କେ କଇଲା, “ମର୍ ଉବା ଇଶ୍ୱର୍ ସ୍ବୁବ୍ଳ୍ କାମ୍ କ୍ରୁଲା, ମୁଇ ହେଁ ସେନ୍କ୍ରି କାମ୍ କ୍ରୁଲେ।”
18
ଇକ୍ତା ଶୁଣିକ୍ରି ଯିହୁଦି ନେତାମ୍ନ୍ ଯୀଶୁକେ ମ୍ର୍ନେ ମାରୁକେ ଚେଷ୍ଟା କ୍ଲାଇ, କାଇତାକ୍ ବ୍ଲେକ୍ ସେ ବିଶାଉଣିଦିନ୍ ହେଁ ନ୍ମାନ୍ତିରିଲା ଆର୍ ନିଜ୍କେ ଇଶ୍ଵରାର୍ ହଇସିବ୍ଲି ଇଶ୍ଵରାର୍ ସ୍ଙ୍ଗ୍ ସ୍ମାନ୍ କ୍ର୍ତିରିଲା।
19
ଯୀଶୁ ସେମ୍ନ୍କେ କଇଲା, “ମୁଇ ସ୍ତ୍କ୍ରି କ୍ମ୍ଲେ, ହଇସି ନିଜେ କାଇରି କ୍ରୁନାହାରେ, ବ୍ଲେକ୍ ଉବା ଜୁଇରି କ୍ର୍ତାର୍ ସେ ଦ୍କେଦ୍ ସେରି ସେ କ୍ରୁଲା, ସେତାର୍ଗିନେ ଉବା ଜୁଇରି କ୍ରୁଲା ହଇସି ହେଁ ସେରି କ୍ରୁଲା।
20
କାଇତାକ୍ ଉବାସି ହଇସିକେ ଲାଡ୍ କ୍ରେଦ୍। ଆର୍ ସେ କ୍ଲା ସ୍ବୁକାମ୍ ତାକେ ଦ୍କାଇଦ୍। ଅବେ ଜୁଇରି ତୁମିମ୍ନ୍ ଦ୍କୁଲାସ୍ ସେତିହ୍ଣି ଅଦିକ୍ ବ୍ଡ୍ କାମ୍ମ୍ନ୍ ଦ୍କୁକେ ହାଉଆସ୍, ଆର୍ ସେସ୍ବୁ ଦ୍କିକ୍ରି ତୁମିମ୍ନ୍ ଅଦିକ୍ କାବା ଅଉଆସ୍।
21
ଇଶ୍ୱର୍ ଜ୍ନ୍କ୍ରି ମ୍ଲାଲକ୍କେ ଜୀବନ୍ ଦ୍ଇକ୍ରି ଉଟାମ୍ଲା, ସେନ୍କ୍ରି ହଇସି ହେଁ ଜାକେ ଇଚ୍ଚା ତାକେ ଜୀବନ୍ ଦାନ୍ କ୍ରେଦ୍।
22
ଉବା ଆରେକ୍ କାର୍ ବିଚାର୍ ନ୍କେରେ, ମ୍ତର୍ ସେ ସ୍ବୁ ବିଚାର୍ କ୍ର୍ତା ଅଦିକାର୍ ହଇସିକେ ଦିଲାଆଚେ।
23
ତ୍ବେ ଉବା ଜ୍ନ୍କ୍ରି ମାନ୍ତି ହାମ୍ଲା, ହଇସି ହେଁ ସେନ୍କ୍ରି ମାନ୍ତି ହାଇଦ୍, ଯେ ହଇସିକେ ମାନ୍ତି ନ୍କେରେ, ତ୍ବେ ସେ ତାକେ ହ୍ଟାଇଲା ଉବାକେ ହେଁ ମାନ୍ତି ନ୍କେରେ।
24
ମୁଇ ତୁମୁକ୍ମ୍ନ୍ ସ୍ତ୍କ୍ରି କ୍ମ୍ଲେ, ଯେ ମର୍କ୍ତା ଶୁଣିକ୍ରି, ମକେ ହ୍ଟାଇରିଲା ଉବାକେ ବିଶ୍ବାସ୍ କ୍ରେଦ୍, ସେ ନ୍ସେର୍ତା ଜୀବନ୍ ହାଇଦ୍। ସେ ବିଚାର୍ ଅଇନ୍କେରେ କାଇତାକ୍ ସେ ମ୍ର୍ନେ ହ୍ଣି ଜିଣିକ୍ରି ନ୍ସେର୍ତା ଜୀବନେ ହଚି ଆଚେ।
25
ମୁଇ ସ୍ତ୍କ୍ରି କ୍ମ୍ଲେ, ସମୟ୍ ଆସେଦ୍ ଆର୍ ଆଇଲିବେ, ସେଡେବ୍ଳ୍ ମ୍ଲା ଲକ୍ମ୍ନ୍ ଇଶ୍ଵରାର୍ ହଇସିର୍ ଟଣ୍ତ୍ ଶୁଣ୍ତି ଆର୍ ନ୍ସେର୍ତା ଜୀବନ୍ ହାଉତି।
26
କାଇତାକ୍ ଉବା ଜ୍ନ୍କ୍ରି ଜୀବନାର୍ ମୁଳ୍, ସେନ୍କ୍ରି ହଇସିକେ ହେଁ ଜୀବନାର୍ ଅଦିକାର୍ ଦିଲାଆଚେ।
27
ହଇସିକେ ସେ ମାନାଇ ହିଲାହର୍ ଜଗତେ ହ୍ଟାଇଲା ଆଚେ, ଆର୍ ସେ ତାକେ ଜଗତାର୍ ବିଚାର୍ କ୍ରୁକେ ଅଦିକାର୍ ଦିଲାଆଚେ।
28
ଇତାର୍ଗିନେ ତୁମିମ୍ନ୍ କାବା ଅଉଆନାଇ, ଦିନ୍ ଆସୁଲି ସେଡେବ୍ଳ୍ ମ୍ଲା ଲକ୍ମ୍ନ୍ ତାର୍ ଟଣ୍ତ୍ ଶୁଣ୍ତି,
29
ମ୍ସ୍ଣେ ହ୍ଣି ମ୍ଲା ଲକ୍ମ୍ନ୍ ଉଟ୍ତି, ଜୁଇସ୍ବୁ ଲକ୍ମ୍ନ୍ ବ୍ଲ୍କାମ୍ କ୍ଲାଇ ଆତ୍ତି, ସେମ୍ନ୍ ମରିକ୍ରି ଜିଇ ଉଟି ନ୍ସେର୍ତା ଜୀବନ୍ ହାଉତି। ମ୍ତର୍ କ୍ରାପ୍ କାମ୍ କ୍ଲା ଲକ୍ମନ୍ ଉଟ୍ତି ଆର୍ ବେସି ଡ୍ଣ୍ଡ୍ ହାଉତି।”
30
“ମୁଇ ମର୍ ନିଜାର୍ ଶ୍କ୍ତିୟେ କାଇରି କ୍ରୁନାହାରି, କାଇତାକ୍ ମୁଇ ଇଶ୍ଵରାର୍ ଆଦେଶେ ବିଚାର୍ କ୍ରୁଲେ, ଆର୍ ମର୍ ବିଚାର୍ ଟିକ୍ ଆଚେ କାଇତାକ୍ ମୁଇ ମର୍ ନିଜାର୍ ଇଚ୍ଚା ହୁରାକ୍ରୁକେ ଚେଷ୍ଟା ନ୍କେରି, ମୁଇ ମର୍ ହ୍ଟାଇରିଲା ଉବାର୍ ଇଚ୍ଚା ହ୍କା ହୁରା କ୍ରୁଲେ।
31
ଯଦି ମୁଇ ମର୍ ନିଜାର୍ ଗିନେ ସାକି କଇନ୍ଦ୍, ତ୍ବେ ମର୍ ସାକି ସ୍ତ୍ ଅଇନ୍କେରେ।
32
ମ୍ତର୍ ଆର୍ ଗଟେଲକ୍ ମର୍ ସାକ୍ଯ ଦେମ୍ଲା। ମୁଇ ଜାଣି, ମର୍ ବିଷୟେ ସେ ଜୁଇରି କ୍ମ୍ଲା, ସେସ୍ବୁ ସ୍ତ୍।
33
ତୁମିମ୍ନ୍ ଯୋହନାର୍ ଲ୍ଗେ ଗଟେକ୍ କ୍ବର୍ କାରିଆକେ ହ୍ଟାଇ ରିଲାସ୍, ଆର୍ ସେ ସେମ୍ନ୍କେ ସ୍ତ୍କ୍ତା କଇଲା ଆଚେ।
34
ମ୍ତର୍ ମକେ କୁଇଲକ୍ ମ୍ନ୍କାର୍ ସାକ୍ଯ ଲଡାନାଇ। ତୁମିମ୍ନ୍ ଜ୍ନ୍କ୍ରି ଉଦାର୍ ହାଉଆସ୍, ସେତାର୍ଗିନେ ମୁଇ ଇ ସ୍ବୁ କ୍ମ୍ଲେ।
35
ଯୋହନ୍ ଗଟେକ୍ ଲାଗ୍ତିରିଲା କୁପି ହର୍ ରିଲା, ଅଳକ୍ ଦିନାର୍ ଗିନେ ତୁମିମ୍ନ୍ ତାର୍ ଉଜାଳେ ଇଣ୍ତି ବୁଲୁକେ ମ୍ନ୍କ୍ରିରିଲାସ୍।
36
ମ୍ତର୍ ଯୋହନାର୍ ସାକ୍ଯ ତ୍ଇହ୍ଣି ମର୍ ସାକ୍ଯ ବେସିବ୍ଡ୍ ଆଚେ, କାଇତାକ୍ ଉବା ଇଶ୍ଵରାର୍ ମକେ ଜୁଇସ୍ବୁ କାମ୍ କ୍ରୁକେ ଆଦେଶ୍ ଦିଲାଆଚେ, ସେ ସ୍ବୁକାମ୍ ମୁଇ କରୁଲେ, ସେସ୍ବୁ ଜାଣାମ୍ଲି, ଯେ ଇଶ୍ୱର୍ ମକେ ହ୍ଟାଇଲା ଆଚେ।
37
ମକେ ହ୍ଟାଇରିଲା ଉବା ଇଶ୍ୱର୍ ହେଁ ମର୍ଗିନେ ସାକ୍ଯ ଦେମ୍ଲା, ତୁମିମ୍ନ୍ ତାର୍ ଟଣ୍ତ୍ ଶୁଣି ନ୍କେରାସ୍ କି ତାର୍ ରୁପ୍କେ ଦ୍କି ନ୍କେରାସ୍ତା।
38
ଆର୍ ତାର୍କ୍ତା ତୁମାର୍ ହୁର୍ଦୟେ ନାଇ, କାଇତାକ୍ ସେ ଜାକେ ହ୍ଟାଇ ଆଚେ, ତାକେ ତୁମିମ୍ନ୍ ବିଶ୍ବାସ୍ ନ୍କେରୁଲାସ୍।
39
ତୁମିମ୍ନ୍ ଦ୍ର୍ମ୍ ଶାସ୍ତର୍ ହଳି, ସେତି ନ୍ସେର୍ତା ଜୀବନ୍ ହାମ୍ନ୍ଦ୍ବ୍ଲି କଜୁଲାସ୍, ମ୍ତର୍ ସେ ଦ୍ର୍ମ୍ ଶାସ୍ତର୍ ମର୍ ବିଷୟେ ସାକି ଦେମ୍ଲି।
40
ମ୍ତର୍ ତୁମିମ୍ନ୍ ନ୍ସେର୍ତା ଜୀବନ୍ ହାମ୍କେ ମର୍ଲ୍ଗେ ଆସୁକେ ଇଚ୍ଚା ନ୍କେରୁଲାସ୍।
41
ମକେ ନ୍ର୍ ମ୍ନ୍କାର୍ ମାନ୍ତି ଲଡାନାଇ,
42
ତୁମିମ୍ନ୍ କ୍ନ୍କା ଲକ୍ ସେରି ମୁଇ ଜାଣି, ତୁମାର୍ ହୁର୍ଦୟେ ଇଶ୍ଵରାର୍ ଗିନେ ଲାଡ୍ନାଇ।
43
ମୁଇ ମର୍ ଉବାର୍ ତ୍ଇହ୍ଣି ଅଦିକାର୍ ହାଇକ୍ରି ଆଇଲେଆଚି, ମ୍ତର୍ ତୁମିମ୍ନ୍ ମକେ ମ୍ନ୍ ନ୍କେଲାସ୍, ମ୍ତର୍ କେ ଗଟେଲକ୍ ତାର୍ ନିଜାର୍ ଇଚ୍ଚା ତ୍ଇ ଆଇଲେକ୍ ତୁମିମ୍ନ୍ ତାକେ ମ୍ନ୍କ୍ରୁଲାସ୍।
44
ତୁମିମ୍ନ୍ ତୁମାର୍ ତୁମାର୍ ତ୍ଇହ୍ଣି ମାନ୍ତି ହାମ୍କେ ମ୍ନ୍କ୍ରୁଲାସ୍। ମ୍ତର୍ ଇଶ୍ୱର୍ ତ୍ଇହ୍ଣି ମାନ୍ତି ହାମ୍କେ ମ୍ନ୍ ନ୍କେରୁଲାସ୍, ତ୍ବେ ତୁମିମ୍ନ୍ ମକେ କ୍ନ୍କ୍ରି ବିଶ୍ବାସ୍ କ୍ରୁହାରାସ୍?
45
ମୁଇ ଯେ ତୁମାର୍ ବିରୁଦେ ଉବାର୍ ଲ୍ଗେ କଇନ୍ଦ୍, ସେନ୍କ୍ରି ବାବାନାଇ, ମ୍ତର୍ ଜୁଇ ମୋଶାର୍ ବିଦିବିଦାନ୍ ଉହ୍ରେ ତୁମିମ୍ନ୍ ଆଶା କ୍ରିଆଚାସ୍, ସେ ହ୍କା ତୁମୁକେ ଉବାର୍ ଲ୍ଗେ ଦସି କ୍ରେଦ୍।
46
ତୁମିମ୍ନ୍ ଯଦି ସ୍ତ୍କ୍ରି ମୋଶାକେ ବିଶ୍ବାସ୍ କ୍ଲେକ୍ ମକେ ହେଁ ବିଶ୍ବାସ୍ କ୍ଲାସ୍ହ୍ଣି, କାଇତାକ୍ ମୋଶା ମର୍ ବିଷୟେ ସେ ଲେକିଆଚେ।
47
ସେ ଜୁଇରି ସ୍ବୁ ଲେକ୍ଲା ଆଚେ, ସେସ୍ବୁ ଯଦି ତୁମାର୍ ବିଶ୍ବାସ୍ ନାଇ, ତ୍ବେ ମୁଇ ଜୁଇସ୍ବୁ କ୍ତା କ୍ମ୍ଲେ, ସେତାକ୍ କ୍ନ୍କ୍ରି ବିଶ୍ବାସ୍ କ୍ରାସ୍?”
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 6 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21