bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Numbers 11
Numbers 11
Odia - 1840
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 12 →
1
"ତା'ପରେ ଲୋକମାନେ ସଦାପ୍ରଭୁଙ୍କଠା ରେ ଅଭିଯୋଗ କରିବାକୁ ଆରମ୍ଭ କଲେ। ସଦାପ୍ରଭୁ ତାହା ଶୁଣିବାରୁ ତାଙ୍କର କୋରଧ ପ୍ରଜ୍ବଳିତ ହେଲା। ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସମାନଙ୍କେ ମଧିଅରେ ପ୍ରଜ୍ବଳିତ ହାଇେ ଛାଉଣୀର ପ୍ରାନ୍ତଭାଗ ଗ୍ରାସ କଲା।"
2
"ତେଣୁ ଲୋକମାନେ ମାଶାଙ୍କେ ନିକଟରେ ସାହାର୍ୟ୍ଯ ପାଇଁ କ୍ରନ୍ଦନ କଲେ। ତହୁଁ ମାଶାେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ ସହେି ଅଗ୍ନି ଥମିଗଲା।"
3
"ତେଣୁ ସହେି ସ୍ଥାନର ନାମ ତବିଯରୋ ହେଲା କାରଣ ସଦାପ୍ରଭୁଙ୍କ ଅଗ୍ନି ସମାନଙ୍କେ ମଧିଅରେ ଦହନ କଲା।"
4
"ତା'ପରେ ସମାନଙ୍କେ ମଧ୍ଯରୁ ଅସୁବିଧା ସୃଷ୍ଟିକାରୀଗଣଙ୍କର ଉତ୍ତମ ଖାଦ୍ୟ ଖାଇବାକୁ ପ୍ରବଳଇଚ୍ଛା ହେଲା। ଇଶ୍ରାୟେଲର ଲୋକମାନେ ସମାନଙ୍କେ ସହିତ ୟୋଗ ଦେଲେ ଏବଂ ପାଟି କଲେ, କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦବେ?"
5
"ଆମ୍ଭେ ମାନେ ମିଶର ଦେଶ ରେ ବିନା ମୂଲ୍ଯ ରେ ଯେଉଁ ମାଛ ଖାଉଥିଲୁ, ତାହା ମନେ ପଡେ। ଆମ୍ଭମାନଙ୍କର ମଧ୍ଯ ଉତ୍ତମ ପନିପରିବା ଯଥା: କାକୁଡି, ତରଭୁଜ, ପିଆଜ ଓ ରସୁଣ କଥା ମନେ ପଡେ।"
6
"ମାତ୍ର ଏବେ ଆମ୍ଭମାନେେ ଦୁର୍ବଳ ହାଇେ ଯାଉଅଛୁ, ଏଠି ଖାଇବାକୁ କିଛି ନାହିଁ, ଏହି ମାନ୍ନା ଛଡା ଆଉ ଦେଖିବାକୁ କିଛି ନାହିଁ,।"
7
"ଆଉ ସହେି ମାନ୍ନା ଧନିଆ ବୀଜଗୁଡିକ ସଦୃଶ ହବେ।"
8
"ଲୋକମାନେ ଏଣେ ତଣେେ ବୁଲି ମାନ୍ନା ସଂଗ୍ରହ କଲେ, ଚକି ରେ ତାକୁ ପଷେିଲେ, କିମ୍ବା କୁଟଣୀ ରେ ତାହା ଚୂର୍ଣ କରି କରଇେ ରେ ସିଦ୍ଧକରି ପିଠା ପ୍ରସ୍ତୁତ କଲେ, ଆଉ ଜୀତ ତୈଳ ରେ ପକ୍ବ ପିଠାପରି ତା'ର ସ୍ବାଦ ହେଲା।"
9
"ରାତ୍ରି ରେ ଛାଉଣୀ ଉପରେ କାକର ପଡିଲା ବେଳେ ତା ସହିତ ମାନ୍ନା ଝଡିଲା।"
10
"ଏହାପରେ ଲୋକମାନେ ସମୁଦାଯ ପରିବାର ସହିତ ନିଜନିଜ ତମ୍ବୁଦ୍ବାରା ନିକଟରେ ରୋଦନ କରିବାର ମାଶାେ ଶୁଣିଲେ; ତହିଁରେ ସଦାପ୍ରଭୁଙ୍କର କୋରଧ ଅତିଶଯ ପ୍ରଜ୍ବଳିତ ହେଲା। ଆଉ ମଧ୍ଯ ମାଶାେ ଅସନ୍ତୁଷ୍ଟ ହେଲେ।"
11
"ତହୁଁ ମାଶାେ ସଦାପ୍ରଭୁଙ୍କୁ କହିଲେ, ତୁମ୍ଭେ କାହିଁକି ଆପଣା ଦାସ ପ୍ରତି ଅସୁବିଧା କରୁଛ? ତୁମ୍ଭେ କାହିଁକି ମାେ ଉପରେ କୋର୍ଧ ଦଖାେଉଛ? କାହିଁକି ଆପଣା ମାେ ଉପରେ ଏହି ସମସ୍ତ ଲୋକଙ୍କ ଭାର ଦେଉଅଛ?"
12
"କ'ଣ ସମାନେେ ସମସ୍ତେ ମାଠାରୁେ ଜନ୍ମ ହାଇେଛନ୍ତି? ତୁମ୍ଭେ ସମାନଙ୍କେ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷଯ ରେ ପ୍ରତିଜ୍ଞା କରିଥିଲ ମୁଁ ସମାନଙ୍କେୁ ଶିଶୁ ପରି କ'ଣ ବୋହି ନବେି?"
13
"ମୁଁ ଏହି ସମସ୍ତ ଲୋକଙ୍କୁ ମାଂସ ଦବୋ ପାଇଁ କେଉଁଠା ରେ ପାଇବି? କାରଣ ସମାନେେ ମାେ ନିକଟରେ କାନ୍ଦି କହୁଛନ୍ତି, ସମାନେେ ପାଟି କରନ୍ତି, 'ଆମ୍ଭମାନଙ୍କୁ ମାଂସ ଦିଅ, ଆମ୍ଭମାନଙ୍କୁ ମାଂସ ଦିଅ।'"
14
"ମୁଁ ଏକାକୀ ଏତେ ଲୋକଙ୍କର ଭାର ବହନ କରିପାରିବି ନାହିଁ, କାରଣ ଏହା ମାେ ପାଇଁ ଅସହ୍ଯ ଅଟେ।"
15
"ଆଉ ଯଦି ତୁମ୍ଭେ ମାେ ପ୍ରତି ଏପରି ପଥରେ ବ୍ଯବହାର କରିବାକୁ ଯାଉଅଛ, ତବେେ ବିନଯ କରୁଅଛି, ମୁଁ ଯଦି ତୁମ୍ଭ ଅନୁଗ୍ରହର ପାତ୍ର, ତବେେ ମାେତେ ମାରିଦିଅ ପେଛ, ଏପରି ଦୁର୍ଗତି ଦେଖିବାକୁ ଦିଅ ନାହିଁ।"
16
"ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ, ଇଶ୍ରାୟେଲର ଏପରି ସତୁରି ଜଣ ପ୍ରାଚୀନ ଲୋକଙ୍କୁ ଡାକ। ସମାନଙ୍କେୁ ସମାଗମ ତମ୍ବୁ ନିକଟକୁ ଆଣ। ସମାନେେ ତୁମ୍ଭ ସହିତ ଛିଡା ହବୋ ଉଚିତ୍।"
17
"ମୁଁ ସହେି ସ୍ଥାନକୁ ଓହ୍ଲାଇ ଆସି ତୁମ୍ଭ ସଙ୍ଗେ କଥା କହିବି ଓ ତୁମ୍ଭଠା ରେ ଯେଉଁ ଆତ୍ମା ଅଛି ତହିଁରୁ ନଇେ ସମାନଙ୍କେୁ ଦବୋ, ତହିଁରେ ତୁମ୍ଭେ ଯେପରି ଏକାକୀ ଭାର ବହନ କରିବନାହିଁ, ସେଥିପାଇଁ ସମାନେେ ମଧ୍ଯ ତୁମ୍ଭ ସହିତ ଦାଯିତ୍ବ ଭାର ବହନ କରିବେ।"
18
"ଲୋକମାନଙ୍କୁ କୁହ, କାଲିପାଇଁ ନିଜକୁ ପବିତ୍ର କର। ଆଉ ତୁମ୍ଭମାନେେ ମାଂସ ଖାଇବ, କାରଣ ତୁମ୍ଭମାନେେ ସଦାପ୍ରଭୁଙ୍କ କର୍ଣ୍ଣ ଗୋଚର ରେ କହିଅଛ, 'କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦବେ? ବରଂ ମିଶର ଦେଶ ରେ ଆମ୍ଭମାନଙ୍କର ମଙ୍ଗଳ ଥିଲା!' ଏଣୁ ସଦାପ୍ରଭୁ ତୁମ୍ଭମାନଙ୍କୁ ମାଂସ ଖାଇବାକୁ ଦବେେ।"
19
"ତୁମ୍ଭମାନେେ ଦିନେ କି ଦୁଇଦିନ କି ପାଞ୍ଚଦିନ କି ଦଶଦିନ କି କୋଡିଏ ଦିନ ଖାଇବ ତାହା ନୁହେଁ।"
20
"ତୁମ୍ଭେ ସମ୍ପୂର୍ଣ୍ଣ ଏକମାସ ମାଂସ ଭକ୍ଷଣ କରିବ। ତୁମ୍ଭେ ମାଂସକୁ ଭକ୍ଷଣ କରିବ, ଘୃଣା ଯୋଗ୍ଯ ନ ହବୋ ପର୍ୟ୍ଯନ୍ତ। ଆଉ ଯେ ପର୍ୟ୍ଯନ୍ତ ତାହା ତୁମ୍ଭମାନଙ୍କ ନାସିକାରୁ ନିର୍ଗତ ନହୁଏ। କାରଣ ତୁମ୍ଭମାନେେ ସଦାପ୍ରଭୁଙ୍କୁ ପ୍ରତ୍ଯାଖ୍ଯାନ କରିଛ, ୟିଏ ତୁମ୍ଭ ସହିତ ଅଛନ୍ତି ଏବଂ ତୁମ୍ଭମାନେେ ତାଙ୍କଠା ରେ ଆପତ୍ତି କରିବ ଏହା କହି, 'ଆମ୍ଭମାନେେ କାହିଁକି ମିଶରରୁ ବାହାରି ଆସିଲୁ?'"
21
"ତବେେ ମାଶାେ କହିଲେ, ସଦାପ୍ରଭୁ, ମୁଁ ଯେଉଁ ଲୋକମାନଙ୍କ ମଧିଅରେ ଅଛି ସମାନେେ ଛଅ ଲକ୍ଷ ପଦାତିକ। ତଥାପି ତୁମ୍ଭେ କହୁଅଛ, 'ଆମ୍ଭେ ସମାନଙ୍କେୁ ମାଂସ ଦବୋ, ସମାନେେ ତାହା ସମ୍ପୂର୍ଣ ଏକ ମାସ ଖାଇବେ!'"
22
"ସମାନଙ୍କେୁ ଯୋଗଇବାପାଇଁ ପଲ ମଧ୍ଯରୁ ସମସ୍ତ ଗୋମଷେ ବଧ କଲେ ମଧ୍ଯ ଏକମାସ ପାଇଁ ଅଣ୍ଟିବ ନାହିଁ। ଆଉ ସମୁଦ୍ରର ସମସ୍ତ ମାଛ ସମାନଙ୍କେୁ ୟଥେଷ୍ଟ ନୁହେଁ!"
23
"ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ, କ'ଣ ସଦାପ୍ରଭୁଙ୍କ ଶକ୍ତି ସିମୀତ? ତୁମ୍ଭମାନେେ ବର୍ତ୍ତମାନ ଦେଖିବ, ଯଦି ସଦାପ୍ରଭୁଙ୍କ ବାକ୍ଯ ତୁମ୍ଭ ପ୍ରତି ସତ ହବେ।"
24
"ତବେେ ମାଶାେ ବାହାରକୁ ୟାଇ ଲୋକମାନଙ୍କୁ କହିଲେ, ଯାହା ସଦାପ୍ରଭୁ କହିଥିଲେ। ପୁଣି ସେ ଲୋକମାନଙ୍କର ପ୍ରାଚୀନବର୍ଗ ମଧ୍ଯରୁ ସତୁରି ଜଣଙ୍କୁ ଏକତ୍ର କରି ତମ୍ବୁର ଚତୁର୍ଦ୍ଦିଗ ରେ ଛିଡା କରାଇଲେ।"
25
"ତା'ପରେ ସଦାପ୍ରଭୁ ମେଘରୁ ଓହ୍ଲାଇ ମାଶାଙ୍କେୁ କହିଲେ, ଆଉ ଯେଉଁ ଆତ୍ମା ତାଙ୍କଠା ରେ ଥିଲା, ତହିଁରୁ ନଇେ ସତୁରି ପ୍ରାଚୀନବର୍ଗଙ୍କୁ ଦେଲେ। ଯେତବେେଳେ ସମାନଙ୍କେ ଉପରେ ଆତ୍ମା ଅବସ୍ଥାନ କଲା, ସମାନେେ ଭବିଷ୍ଯତ କଥା ପ୍ରଚାର ଆରମ୍ଭ କଲେ, ଏବଂ ସମାନେେ ଆଉ ବନ୍ଦ କଲେ ନାହିଁ।"
26
"ମାତ୍ର ଛାଉଣୀ ମଧିଅରେ ଦୁଇଜଣ ପ୍ରାଚୀନ ଇଲଦଦ୍ ଓ ମଦେଦ୍ ରହିଲେ, ଯଦିଓ ସମାନେେ ତାଲିକା ରେ ଥିଲେ, ସମାନେେ ତମ୍ବୁ ବାହାରକୁ ଆସି ନ ଥିଲେ। ସମାନଙ୍କେ ଉପରେ ସହେି ଆତ୍ମା ଅବସ୍ଥାନ କଲା ଓ ସମାନେେ ଛାଉଣୀ ମଧିଅରେ ରହି ଭବିଷ୍ଯତ କଥା ପ୍ରଚାର ଆରମ୍ଭ କଲେ।"
27
"ତହୁଁ ଜଣେ ୟୁବକ ଦୌଡି ୟାଇ ମାଶାଙ୍କେୁ କହିଲା, ଇଲଦଦ୍ ଓ ମଦେଦ୍ ଛାଉଣୀ ଭିତ ରେ ରହି ଭବିଷ୍ଯତ କଥା ପ୍ରଚାର କରୁଅଛନ୍ତି।"
28
"ତହିଁରେ ନୂନର ପୁତ୍ର ଯିହାଶୂେୟ ମାଶାଙ୍କେୁ କହିଲେ, ହେ ମାହେର ମୁନିବ ମାଶାେ, ସମାନଙ୍କେୁ ସ୍ଥଗିତ କରନ୍ତୁ। ୟିହୋଶୂଯ ୟୁବକ ସମୟରୁ ମାଶାଙ୍କେର ଜଣେ ମନୋନୀତ ସହକାରୀ ଥିଲେ।"
29
"ମାଶାେ ଉତ୍ତର ଦେଲେ, ତୁମ୍ଭେ ମାେ ସକାଶୁ କ'ଣ ଈର୍ଷା କରୁଅଛୁ? ସଦାପ୍ରଭୁ ସମସ୍ତ ଲୋକଙ୍କୁ ଭବିଷ୍ଯଦ୍ବାଣୀ କରିବା ପାଇଁ ସମାନଙ୍କେ ଉପରେ ଆପଣା ଆତ୍ମା ଦିଅନ୍ତୁ।"
30
"ଏହାପରେ ମାଶାେ ଓ ଇଶ୍ରାୟେଲ ପ୍ରାଚୀନଗଣ ଛାଉଣୀକି ଗମନ କଲେ।"
31
"ଅନନ୍ତର ସଦାପ୍ରଭୁଙ୍କ ନିକଟରୁ ବାଯୁ ବହିଲା ଓ ତାହା ସମୁଦ୍ରରୁ ଭଟୋଇ ପକ୍ଷୀ ଆଣିଲା। ସମାନଙ୍କେର ସଂଖ୍ଯା ଏତେ ଅଧିକ ହେଲା ଯେ ସମାନେେ ଛାଉଣୀର ଚତୁର୍ବ୍ଦିଗ ରେ ଏପାଖେ ଦିନକର ପଥ ଓ ସେ ପାଖେ ଦିନକର ପଥ ପର୍ୟ୍ଯନ୍ତ ବ୍ଯାପି ରହିଲେ। ସମାନେେ ଭୂମିଠାରୁ ପ୍ରାଯ ଦୁଇ ପୁଟ ବହଳ ରେ ଗଦା ହଇେ ଗଲେ।"
32
"ତହିଁରେ ଲୋକମାନେ ଛିଡା ହାଇେ ସହେି ସମସ୍ତ ଦିବାରାତ୍ର ଓ ପରଦିନ ସମସ୍ତ ଦିବସ ସହେି ଭାଟୋଇ ପକ୍ଷୀ ସଂଗ୍ରହ କଲେ। କହେି ଦଶ ବୁଶଲରେୁ ଊଣା ସଂଗ୍ରହ କଲାନାହିଁ। ଆଉ ସମାନେେ ନିଜପାଇଁ ଛାଉଣୀର ଚାରିଆଡେ ତାହା ବିଛାଇ ରଖିଲେ।"
33
"ସମାନଙ୍କେ ଦନ୍ତ ମଧିଅରେ ମାଂସ ଥିଲା ବେଳେ ତାହା ଚର୍ବଣ କରିବା ପୂର୍ବରୁ ସଦାପ୍ରଭୁଙ୍କ କୋର୍ଧ ସମାନଙ୍କେ ଉପରେ ପ୍ରଜ୍ବଳିତ ହେଲା। ତହୁଁ ସଦାପ୍ରଭୁ ସମାନଙ୍କେୁ ମହାମାରୀ ରେ ସଂହାର କଲେ ଓ ସହେି ସ୍ଥାନ ରେ ସମାନେେ କବର ନେଲେ।"
34
"ତେଣୁ ସହେି ସ୍ଥାନର ନାମ କିବ୍ରୋତ୍-ହତ୍ତାବା ହେଲା। କାରଣ ସମାନେେ ଖାଦ୍ୟ ନିମନ୍ତେ ଲୋଭୀ ଲୋକମାନଙ୍କୁ ସହେି ସ୍ଥାନ ରେ କବର ଦେଲେ।"
35
"ଲୋକମାନେ କିବ୍ରୋତ-ହତ୍ତାବାଠାରୁ ହତ ସରେୋତକୁ ୟାତ୍ରା କରି ସହେିଠା ରେ ରହିଲେ।"
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36