bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Numbers 22
Numbers 22
Odia - 1840
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 23 →
1
"ତା'ପରେ ଇଶ୍ରାୟେଲର ଲୋକମାନେ ମାୟୋବର ୟର୍ବ୍ଦନର ସମତଳ ଭୂମିକୁ ୟାତ୍ରା କଲେ। ସମାନେେ ୟର୍ବ୍ଦନ ନିକଟସ୍ଥ ଯିରୀହାଠାେ ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ।"
2
"ଇଶ୍ରାୟେଲ ଇ ମାରେୀଯମାନଙ୍କ ପ୍ରତି ଯାହା ଯାହା କରିଥିଲେ, ତାହା ସିପ୍ପୋରର ପୁତ୍ର ବାଲାକ୍ ଦେଖିଲେ।"
3
"ଏଣୁ ସେ ମାୟୋବ ଇଶ୍ରାୟେଲ ଲୋକମାନଙ୍କ ସକାଶୁ ଭୀତ ହେଲେ। ସମାନଙ୍କେର ସଂଖ୍ଯା ବହୁତ ଥିଲା, ଆଉ ମାୟୋବ ଇଶ୍ରାୟେଲ ଲୋକମାନଙ୍କ ସକାଶୁ ଉଦବିଗ୍ନ ଥିଲେ।"
4
"ମାୟୋବ ମଦିଯନୀଯ ପ୍ରାଚୀନଗଣକୁ କହିଲେ ଯେ, ଏହିସବୁ ଲୋକମାନେ ଗାଈପରି ସମଗ୍ର ଇଶ୍ରାୟେଲ ଭୂମିରେ ଚରିଯିବେ। ଗୋରୁ ଯେପରି ପଦାରୁ ଘାସ ଚାଟିଖାଏ, ସହେିପରି ଏହି ଜନତା ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସବୁ ଚାଟି ପକାଇବେ। ସେ ସମୟରେ ବାଲାକ୍ ମାୟୋବର ରାଜା ଥିଲେ। ସେ ସିପ୍ପୋର ପୁତ୍ର ଥିଲେ।"
5
"ତହୁଁ ସେ ବିଯୋରର ପୁତ୍ର ବିଲିଯମ ନିକଟକୁ ବାର୍ତ୍ତାବହ ପଠାଇଲେ। ସହେି ସମୟରେ ବିଲିଯମ ନିଜ ସମ୍ପର୍କୀଯମାନଙ୍କର ଦେଶର ଫରାତ ନଦୀ ନିକଟସ୍ଥ ପାଥୋର ନଗର ରେ ଥିଲେ। ବାଲାକ୍ର ବାର୍ତ୍ତା ଥିଲା, ମିଶରରୁ ବହୁତ ଲୋକ ଆସିଲେ। ସମାନେେ ସମଗ୍ର ଦେଶକୁ ଆଚ୍ଛନ୍ନ କରିଅଛନ୍ତି ଏବଂ ବର୍ତ୍ତମାନ ଆମ୍ଭ ନିକଟବର୍ତ୍ତୀ ହାଇେଛନ୍ତି।"
6
"ଏଣୁ ଆମ୍ଭେ ତୁମ୍ଭକୁ ଆସିବାକୁ ଓ ଆମ୍ଭ ତରଫରୁ ଏହିସବୁ ଲୋକମାନଙ୍କୁ ଅଭିଶାପ ଦବୋ ପାଇଁ ନିବଦନେ କରୁଅଛୁ। କାରଣ ସମାନେେ ଆମ୍ଭମାନଙ୍କଠାରୁ ବଳବାନ୍ ଅଛନ୍ତି। ତୁମ୍ଭ ସାହାୟ୍ଯ ଦ୍ବାରା ଆମ୍ଭେ ସମାନଙ୍କେୁ ଆମ୍ଭ ରାଜ୍ଯରୁ ବାହାର କରି ପାରିବୁ। ଆମ୍ଭେ ଜାଣୁ ତୁମ୍ଭେ ଯାହାକୁ ଆଶୀର୍ବାଦ କର, ସମାନେେ ଭାଗ୍ଯବାନ୍ ଏବଂ ତୁମ୍ଭେ ଯାହାକୁ ଶାପ ଦିଅ, ସେ ଶାପଗ୍ରସ୍ତ ହୁଏ।"
7
"ତହୁଁ ମାୟୋବର ଓ ମିଦିଯନର ପ୍ରାଚୀନବର୍ଗ ଉପହାର ନଇେ ଆସିଲେ। ସମାନେେ ବିଲିଯମ ନିକଟରେ ଉପସ୍ଥିତ ହାଇେ ବାଲାକ ଯାହା କହିଥିଲେ ତାହା କହିଲେ।"
8
"ତହୁଁ ବିଲଯମ ସମାନଙ୍କେୁ କହିଲେ, ତୁମେମାନେ ଆଜି ରାତ୍ରି ଏଠା ରେ ରୁହ, ଆଉ ସଦାପ୍ରଭୁ ମାେତେ ଯାହା କହିବେ ତାହା ମୁଁ ପୁନର୍ବାର ତୁମ୍ଭକୁ ଜଣାଇବି। ତହୁଁ ମାଯାେବର ଅଧିପତିମାନେ ବିଲିଯମ ସହିତ ରାତ୍ରି ୟାପନ କଲେ।"
9
"ପରମେଶ୍ବର ସ୍ବପ୍ନ ରେ ବିଲିଯମ ନିକଟରେ ଆବିର୍ଭାବ ହେଲେ ଏବଂ ତାଙ୍କୁ ପଚାରିଲେ, ତୁମ୍ଭ ସହିତ ବସବାସ କରୁଥିବା ଏହି ଲୋକମାନେ କିଏ?"
10
"ବିଲିଯମ ପରମେଶ୍ବରଙ୍କୁ କହିଲା, ମାୟୋବର ରାଜା ସିପ୍ପୋରର ପୁତ୍ର ବାଲାକ୍ ମାେ ନିକଟକୁ ଏକ ବାର୍ତ୍ତା ପଠାଇଅଛନ୍ତି।"
11
"ଦେଖ, ଏହି ଲୋକମାନେ ମିଶରରୁ ଆସିଛନ୍ତି। ସମାନଙ୍କେର ସଂଖ୍ଯା ଏତେ ଅଧିକ ଯେ ସମାନେେ ସମଗ୍ର ଦେଶକୁ ଆଚ୍ଛାଦିତ କରିଛନ୍ତି। ଆସ ଏବଂ ମାେ ତରଫରୁ ସମାନଙ୍କେୁ ଅଭିଶାପ ଦିଅ। ତାହାହେଲେ ଆମ୍ଭେ ସମାନଙ୍କେ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ସମର୍ଥ ହବେୁ ଓ ସମାନଙ୍କେୁ ତଡି ଦଇେ ପାରିବୁ।"
12
"କିନ୍ତୁ ପରମେଶ୍ବର ବିଲିଯମକୁ କହିଲେ, ତୁମ୍ଭେ ସମାନଙ୍କେ ସହିତ ୟିବା ଉଚିତ୍ ନୁହଁ, ତୁମ୍ଭେ ସହେି ଲୋକମାନଙ୍କୁ ଅଭିଶାପ ଦବୋ ଉଚିତ୍ ନୁହଁ। କାରଣ ଇଶ୍ରାୟେଲ ମାରେ ଦ୍ବାରା ଆଶୀର୍ବାଦ ପ୍ରାପ୍ତ ହାଇେଅଛି।"
13
"ଏଥି ରେ ବିଲିଯମ ପ୍ରାତଃକାଳ ରେ ଉଠି ବାଲାକ୍ଙ୍କ ଅଧିପତିମାନଙ୍କୁ କହିଲେ, ତୁମ୍ଭମାନେେ ଆପଣା ଦେଶକୁ ଚାଲିୟାଅ, କାରଣ ସଦାପ୍ରଭୁ ମାେତେ ତୁମ୍ଭମାନଙ୍କ ସହିତ ୟିବାକୁ ଅନୁମତି ଦେଲେ ନାହିଁ।"
14
"ତେଣୁ ମାୟୋବର ଅଧିପତିମାନେ ବାଲାକ୍ଙ୍କ ନିକଟକୁ ୟାଇ କହିଲେ, ବିଲିଯମ ଆମ୍ଭମାନଙ୍କ ସହିତ ଆସିବାକୁ ନାସ୍ତି କଲେ।"
15
"ଏହାପରେ ବାଲାକ୍ ପୂର୍ବାପେକ୍ଷା ଅଧିକ ସଂଖ୍ଯକ ଓ ଅଧିକ ସମ୍ଭ୍ରାନ୍ତ ଅଧିପତିମାନଙ୍କୁ ପୁନର୍ବାର ବିଲିଯମ ନିକଟକୁ ପଠାଇଲେ।"
16
"ସମାନେେ ବିଲିଯମ ନିକଟକୁ ୟାଇ କହିଲେ, ସିପ୍ପୋର ପୁତ୍ର ବାଲାକ୍ ଏହି କଥା କହନ୍ତି, ଆମ୍ଭେ ବିନଯ କରୁଅଛୁ, ଆମ୍ଭ ନିକଟକୁ ଆସିବାକୁ ତୁମ୍ଭେ ବାରଣ କରିବ ନାହିଁ।"
17
"ତୁମ୍ଭେ ଯଦି ମାେତେ ସାହାୟ୍ଯ କର, ମୁଁ ତୁମ୍ଭକୁ ବହୁତ ଭଲ ଭାବରେ ପୁରସ୍କାର ଦବେି। ତୁମ୍ଭେ ମାେତେ ଯାହା କହିବ ତାହା ମୁଁ କରିବି, ଏଣୁ ପାର୍ଥନା କରି ମୁଁ ବିନଯ କରୁଅଛି, ମାେ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ।"
18
"ଏଥି ରେ ବିଲିଯମ ବାଲାକ୍ର ଦାସମାନଙ୍କୁ କହିଲେ, ଯଦି ବାଲାକ୍ ସୁନା ରୂପା ରେ ପରିପୂର୍ଣ ନିଜର ଗୃହକୁ ମାେତେ ଦଇେ ଦିଅନ୍ତି, ତଥାପି ମୁଁ ସଦାପ୍ରଭୁ ମାରେପରମେଶ୍ବରଙ୍କ ଆଜ୍ଞା ବାହାରକୁ ୟାଇ ପାରିବି ନାହିଁ।"
19
"ମାତ୍ର ମୁଁ ତୁମ୍ଭମାନଙ୍କୁ ବିନଯ କରୁଛି, ତୁମ୍ଭମାନେେ ପୂର୍ବ ଲୋକମାନଙ୍କ ପରି ଆଜି ରାତ୍ରି ଏଠା ରେ ରୁହ। ସଦାପ୍ରଭୁ ମାେତେ ଆଉ ଯାହା କହିବେ ତାହା ମୁଁ ଜାଣିବି।"
20
"ସହେି ରାତ୍ରି ରେ ପରମେଶ୍ବର ବିଲିଯମ ନିକଟକୁ ଆସିଲେ ଏବଂ କହିଲେ, ଯଦି ଏହି ଲୋକମାନେ ତୁମ୍ଭକୁ ସମାନଙ୍କେ ସଙ୍ଗ ରେ ୟିବାକୁ ଅନୁ ରୋଧ କରୁଛନ୍ତି, ତୁମ୍ଭେ ୟାଇପାର, କିନ୍ତୁ ମୁଁ ତୁମ୍ଭକୁ ଯାହା କହିଅଛି, ତୁମ୍ଭେ ତାହାହିଁ କରିବା ଉଚିତ୍।"
21
"ତା' ପରଦିନ, ବିଲିଯମ ନିଜର ଗଧ ଉପରେ ଆରୋହଣ କରି ମାୟୋବର ଅଧିପତିମାନଙ୍କ ସହିତ ଗମନ କଲେ।"
22
"ସେତବେେଳେ ବିଲିଯମ ଆପଣା ଦୁଇ ଦାସଙ୍କ ସହିତ ଗଧ ଉପରେ ଚଢି ଯାଉଥିଲେ। ପରମେଶ୍ବରଙ୍କ କୋର୍ଧ ପ୍ରଜ୍ବଳିତ ହେଲା। ଆଉ ସଦାପ୍ରଭୁଙ୍କ ଦୃତ ତାହାର ଶତ୍ରୁରୂପେ ପଥ ମଧିଅରେ ଠିଆ ହାଇେ ରହିଲେ।"
23
"ଏଥି ରେ ବିଲିଯମଙ୍କର ଗଧ ସଦାପ୍ରଭୁଙ୍କ ଖଡ୍ଗଧାରୀ ଦୂତକୁ ଦେଖିଲା। ତହୁଁ ସେ ବାଟ ଛାଡି ବିଲ ଆଡକୁ ଗଲା। ତେଣୁ ବିଲିଯମ ରାଗିୟାଇ ଗଧକୁ ବାଟକୁ ଆଣିବା ପାଇଁ ପ୍ରହାର କଲା।"
24
"ପରେ ସଦାପ୍ରଭୁଙ୍କ ଦୂତ ଦୁଇ ଦ୍ରାକ୍ଷାକ୍ଷେତ୍ରର ଦୁଇ ପ୍ରାଚୀର ମଧିଅରେ ଥିବା ଗଳି ପଥରେ ଠିଆ ହେଲେ।"
25
"ସେତବେେଳେ ଗଧ ସଦାପ୍ରଭୁଙ୍କ ଦୂତକୁ ଦେଖି କାନ୍ଥ ଆଡକୁ ଠଲେି ହାଇଯେିବାରୁ ବିଲିଯମ ଗୋଡ କାନ୍ଥ ରେ ଘସି ହାଇଗେଲା। ତେଣୁ ସେ ପୁନର୍ବାର ଗଧକୁ ଚାବୁକ୍ ମାରିଲେ।"
26
"ଏହାପରେ ସଦାପ୍ରଭୁଙ୍କ ଦୂତ ଆହୁରି ଆଗକୁ ୟାଇ ଏକ ସଂକୀର୍ଣ ସ୍ଥାନ ରେ ଠିଆ ହେଲେ, ସଠାେରେ ଗଧକୁ ବାମ କିମ୍ବା ଡାହାଣକୁ ଫରେିବାର ସ୍ଥାନ ନ ଥିଲା।"
27
"ସେତବେେଳେ ଗଧ ସଦାପ୍ରଭୁଙ୍କ ଦୂତକୁ ଦେଖି ବିଲିଯମକୁ ପିଠି ରେ ଧରି ତଳେ ଶାଇେ ପଡିଲା। ଏଥି ରେ ବିଲିଯମର କୋର୍ଧ ପ୍ରଜ୍ବଳିତ ହେଲା ଓ ଗଧକୁ ଆପଣା ଆଶାବାଡି ରେ ପ୍ରହାର କଲେ।"
28
"ତହୁଁ ସଦାପ୍ରଭୁ ଗଧ ମୁଖ ରେ ଭାଷା ଦେଲେ, ତେଣୁ ସେ ବିଲିଯମକୁ କହିଲା, ମୁଁ ତୁମ୍ଭର କ'ଣ କଲି? କାହିଁକି ତୁମ୍ଭେ ରାଗି ମାେତେ ତିନିଥର ପ୍ରହାର କଲ?"
29
"ତହୁଁ ବିଲିଯମ ଗଧକୁ କହିଲା, କାରଣ ତୁମ୍ଭେ ମାେତେ ଦେଖିବାକୁ ନିର୍ବୋଧପରି କଲ। ଯଦି ମାେ ହାତ ରେ ଖଣ୍ତା ଥାନ୍ତା ମୁଁ ତୋତେ ବର୍ତ୍ତମାନ ହତ୍ଯା କରିଥାନ୍ତି।"
30
"ପୁଣି ଗଧ ବିଲିଯମକୁ କହିଲା, ତୁମ୍ଭେ ଜନ୍ମାବଧି ଆଜି ପର୍ୟ୍ଯନ୍ତ ଯେଉଁ ଗଧ ଉପରେ ଚଢି ଆସିଅଛ, ମୁଁ କ'ଣ ତୁମ୍ଭର ସହେି ଗଧ ନୁହେଁ? ମୁଁ କ'ଣ ଅତୀତ ରେ ତୁମ୍ଭ ପ୍ରତି କବେେ ଏପରି ବ୍ଯବହାର କରିଥିଲି?"
31
"ଏଥି ରେ ସଦାପ୍ରଭୁ ବିଲିଯମର ଚକ୍ଷୁ ଖାଲିେ ଦେଲେ ଏବଂ ସେ ସଦାପ୍ରଭୁଙ୍କ ଦୂତକୁ ପଥ ମଧିଅରେ ଖଡ୍ଗ ଧାରଣ କରି ଛିଡା ହାଇେଥିବା ଦେଖିଲା। ତହିଁରେ ସେ ହତାଶ ହାଇେ ଭୂମିରେ ପଡି ଗଲା।"
32
"ସେତବେେଳେ ସଦାପ୍ରଭୁଙ୍କ ଦୂତ ତାକୁ କହିଲେ, ତୁମ୍ଭେ ତିନିଥର ଏହି ଗଧକୁ କାହିଁକି ପ୍ରହାର କଲ? ଦେଖ, ମୁଁ ତୁମ୍ଭର ଶତୃରୂପେ ଆସିଅଛି, ଯେ ହତେୁ ତୁମ୍ଭର ୟାତ୍ରା ଭୂଲ୍ ଅଟେ।"
33
"ତୁମ୍ଭର ଗଧ ମାେତେ ଦେଖି ତିନିଥର ମାେ ସମ୍ମୁଖରୁ ଚାଲିଗଲା। ସେ ଯବେେ ମାେ ସମ୍ମୁଖରୁ ଫରେି ୟାଇନଥାନ୍ତା, ତବେେ ନିଶ୍ଚଯ ମୁଁ ଗଧକୁ ଜୀବିତ ରଖି ତୁମ୍ଭଙ୍କୁ ବଧ କରିଥାନ୍ତି।"
34
"ତହୁଁ ବିଲିଯମ ସଦାପ୍ରଭିଙ୍କ ଦୂତକୁ କହିଲା, ମୁଁ ପାପ କରିଅଛି, କାରଣ ତୁମ୍ଭେ ମାେ ବିପକ୍ଷ ରେ ପଥରେ ଠିଆ ହାଇେଅଛ। ଏହା ମୁଁ ଜାଣି ନ ଥିଲି। ମାେ ୟାତ୍ରା ଯଦି ତୁମ୍ଭ ଦୃଷ୍ଟି ରେ ମନ୍ଦ ହୁଏ, ତବେେ ମୁଁ ଗୃହକୁ ଫରେିୟିବି।"
35
"ତା'ପରେ ସଦାପ୍ରଭୁଙ୍କ ଦୂତ ବିଲିଯମକୁ କହିଲେ, ସହେି ଲୋକମାନଙ୍କ ସଙ୍ଗେ ୟାଅ। ମାତ୍ର ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା କବଳେ ତାହା ତୁମ୍ଭେ କହିବ। ତହୁଁ ବିଲିଯମ ବାଲାକଙ୍କ ଅଧିପତିମାନଙ୍କ ସହିତ ଗମନ କଲା।"
36
"ବାଲାକ୍ ଶୁଣିଲା ଯେ, ବିଲିଯମ ଆସୁଅଛି, ତେଣୁ ସେ (ବାଲାକ୍) ମାୟୋବ ନଗରକୁ ବିଲିଯମକୁ ସାକ୍ଷାତ କରିବା ପାଇଁ ଗଲେ। ଅର୍ଣୋନ ନଦୀ ନିକଟସ୍ଥ ଦେଶର ଉପାନ୍ତ ରେ ସହେି ନଗର ଥିଲା।"
37
"ବାଲାକ୍ ବିଲିଯମକୁ କହିଲେ, ମୁଁ ତୁମ୍ଭକୁ ମାରେ କୁଳିନମାନଙ୍କ ମାଧ୍ଯମ ରେ ନିମନ୍ତ୍ରଣ କଲି। କିନ୍ତୁ ତୁମ୍ଭେ ଆସିଲ ନାହିଁ। ମୁଁ କ'ଣ ତୁମ୍ଭକୁ ପୁରସ୍କାର ଦବୋକୁ ସମର୍ଥ ନୁହେଁ କି?"
38
"ତହୁଁ ବିଲିଯମ ବାଲାକଙ୍କୁ କହିଲା, ମୁଁ ତୁମ୍ଭ ନିକଟକୁ ଆସିଛି, ମାତ୍ର ପରମେଶ୍ବର, ମାେ ମୁଖ ରେ ଯେଉଁ ବାକ୍ଯ ଦବେେ ତାହା ହିଁ ମୁଁ କହିବି।"
39
"ଏହାପରେ ବିଲିଯମ ବାଲାକ୍ ସହିତ ଗମନ କରି କିରିଯତ ହୁଷୋତର ଉପସ୍ଥିତ ହେଲା।"
40
"ତହୁଁ ବାଲାକ୍ କିଛି ଗାଈ ଓ ମଷେ ବଳିଦାନ କରି ବିଲିଯମ ତାହାର (ବାଲାକ୍) ସଗୀଂ ଅଧିପତିମାନଙ୍କୁ ମାଂସ ଦେଲେ।"
41
"ତା' ପରଦିନ ବାଲାକ୍ ବିଲିଯମକୁ ନଇେ ବାମାେତ ବାଲକୁ ଗଲା। ଆଉ ସହେିଠାରୁ ସେ ଲୋକମାନଙ୍କର ଏକତ୍ରୀତ ସମାବେଶ ଦେଖିଲେ।"
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 23 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36