bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Numbers 6
Numbers 6
Odia - 1840
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 7 →
1
"ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,"
2
"ଇଶ୍ରାୟେଲ ଲୋକମାନଙ୍କୁ ଏହିସବୁ କୁହ, କୌଣସି ପୁରୁଷ କି ସ୍ତ୍ରୀ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଉତ୍ସର୍ଗିତ ହବୋ ନିମନ୍ତେ ବିଶଷେ ନାସରୀଯ ପ୍ରତିଜ୍ଞା କରିବା ଉଚିତ୍।"
3
"ତବେେ ସେ ଦ୍ରାକ୍ଷାରସ ଓ ସୁରା ପାନରୁ ନିଜକୁ ପୃଥକ ରଖିବ, ସେ ଦ୍ରାକ୍ଷାରସର ସିର୍କା ଓ ସୁରାର ସିର୍କା ପାନ କରିବ ନାହିଁ। କିମ୍ବା ସେ ଦ୍ରାକ୍ଷାଫଳ ଜାତ କୌଣସି ପଯେ ପାନ କରିବ ନାହିଁ ଓ କଞ୍ଚା କିମ୍ବା ଶୁଖିଲା ଦ୍ରାକ୍ଷାଫଳ ଖାଇବ ନାହିଁ।"
4
"ସେ ତାହାର ପୃଥକ୍ ଥିବା ସମସ୍ତ ଦିନ ଦ୍ରାକ୍ଷା ଫଳ ରେ ପ୍ରସ୍ତୁତ କୌଣସି ଦ୍ରବ୍ଯ କି ତହିଁରୁ ମଞ୍ଜିଠାରୁ ଚପୋ ପର୍ୟ୍ଯନ୍ତ କିଛି ଖାଇବ ନାହିଁ।"
5
"ତାହାର ପ୍ରତିଜ୍ଞା ହତେୁ ପୃଥକ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁରଲାଗିବ ନାହିଁ, ପରମେଶ୍ବରଙ୍କ ଉବ୍ଦେଶ୍ଯ ରେ ପୃଥକ୍ ଥିବା ଦିନ ସମାପ୍ତ ହବୋ ପର୍ୟ୍ଯନ୍ତ ସେ ପବିତ୍ର ରହିବ, ସେ ତା'ର ମସ୍ତକର କେଶ ବୃଦ୍ଧି ପାଇବାକୁ ଦବେ।"
6
"ନାସରୀଯ ପ୍ରତିଜ୍ଞା ପାଳନ ବେଳେ ସେ କୌଣସି ଶବ ନିକଟକୁ ୟିବା ଉଚିତ୍ ନୁହଁ। କାରଣ ସେ ନିଜକୁ ସମ୍ପୂର୍ଣ ରୂପେ ସଦାପ୍ରଭୁଙ୍କୁ ସମର୍ପଣ କରିଥାଏ।"
7
"ବ୍ରତ ସମୟରେ ଏପରିକି ସେ ନିଜର ପିତା କି ମାତା କି ଭ୍ରାତା କି ଭଗିନୀ ମଲେ ସମାନଙ୍କେୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ। କାରଣ ପରମେଶ୍ବରଙ୍କ ଉବ୍ଦେଶ୍ଯ ରେ ପୃଥକ୍ ହବୋର ଚିହ୍ନ ତାହାର ମସ୍ତକରେ ଅଛି,"
8
"ତାହାର ପୃଥକ୍ ଥିବା ସମସ୍ତ ଦିନ ସେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ପବିତ୍ର।"
9
"ଆଉ ଯଦି ନାସରୀଯ ବ୍ରତ ପାଳନ କରୁଥିବା ବ୍ଯକ୍ତିର ନିକଟରେ ରହୁଥିବା ବ୍ଯକ୍ତି ମ ରେ ଓ ସେ ନିଜର ପ୍ରତିଷ୍ଠିତ ମସ୍ତକ ଅଶୁଚି କରେ ତବେେ ସେ େଶୗଚ ଦିନ ରେ ଆପଣା ମସ୍ତକ ଲଣ୍ତା କରିବ।"
10
"ପୁଣି ଅଷ୍ଟମ ଦିନ ରେ ନାସରୀଯ ଦୁଇଟି କପୋତ କିମ୍ବା ପାରା ସମାଗମ ତମ୍ବୁ ଦ୍ବାର ରେ ଯାଜକ ନିକଟକୁ ଆଣିବ।"
11
"ଆଉ ଯାଜକ ତହିଁରୁ ଗୋଟିଏକୁ ପାପାର୍ଥକ ନବୈେଦ୍ଯ ରୂପେ ଓ ଅନ୍ୟଟି ହାମବେଳି ରୂପେ ଉତ୍ସର୍ଗ କରିବ। ସେ ଶବ ସମନ୍ଧ ରେ ଯେଉଁ ପାପ ନାସରୀଯ କଲା, ତହିଁ ଲାଗି ପ୍ରାଯଶ୍ଚିତ କରିବ ଓ ସେ ସହେିଦିନ ପୁନର୍ବାର ତା'ର ମସ୍ତକ ପବିତ୍ର କରିବ।"
12
"ତହୁଁ ସେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ପୃଥକ ହାଇେ ରହିବା ଦିନମାନ ପୃଥକ କରିବ, ପୁଣି ଦୋଷାର୍ଥକ ବଳି ନିମନ୍ତେ ଏକ ବର୍ଷୀଯ ଗୋଟିଏ ମଷେବତ୍ସ ଆଣିବ ମାତ୍ର ପୂର୍ବ ଦିନ ସବୁ ବୃଥା ହବେ, କାରଣ ତାହାର ପୃଥକୀକରଣ ନିରର୍ଥକ ହେଲା।"
13
" ସହେି ମନୁଷ୍ଯ ଆଉ ପୃଥକ ରହିବା ଦିନ ସମ୍ପୂର୍ଣ ହେଲେ ନାସରୀଯ ପ୍ରତିଜ୍ଞା ବ୍ଯବସ୍ଥା ଅନୁସାରେ ବ୍ରତକାରୀ ସମାଗମ ତମ୍ବୁ ଦ୍ବାର ନିକଟକୁ ଆସିବ।"
14
"ପୁଣି ସେ ସଦାପ୍ରଭୁଙ୍କ ପାଇଁ ତାହାର ଭଟେି ଆଣିବ ଗୋଟିଏ ଏକବର୍ଷୀଯ ହୃଷ୍ଟପୃଷ୍ଟ ଫୁ ମଷେ ହାମବେଳି ପାଇଁ ଆଣିବ। ଗୋଟିଏ ହୃଷ୍ଟପୃଷ୍ଟ ମଷେ ପାପାର୍ଥକ ବଳି ନିମନ୍ତେ ଓ ଗୋଟିଏ ହୃଷ୍ଟପୃଷ୍ଟ ଅଣ୍ତିରା ମେଣ୍ତା ମଙ୍ଗଳାର୍ଥକ ନବୈେଦ୍ଯକୁ ରୂପେ ଉତ୍ସର୍ଗ କରିବ।"
15
"ସେ ଉତ୍ସର୍ଗ କରିବ, ଏକ ଡାଲା ତାଡିଶୂନ୍ଯ ରୋଟୀ ଭଲ ମଇଦା ରେ, ତଲେ ମିଶାଇ ବନାଇବ ଏବଂ ତାଡିଶୂନ୍ଯ ସରୁ ପିଠା ତଲେ ତାହା ଉପରେ ଦଇେ ବନା ହବେ। ଓ ତହିଁର ଶସ୍ଯ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରିବ।"
16
"ତା'ପରେ ଯାଜକ ହାମବେଳି ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଆଗ ରେ ଉତ୍ସର୍ଗ କରିବା ଉଚିତ୍।"
17
"ଏହାପରେ ସେ ତାଡିଶୂନ୍ଯ ରୋଟୀର ଡାଲା ଏବଂ ମଷେକୁ ମଙ୍ଗଳାର୍ଥକ ନବୈେଦ୍ଯ ରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବା ଉଚିତ୍। ଯାଜକ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍।"
18
"ପୁଣି ନାସରୀଯ ବ୍ରତ ରେ ଥିବା ସମୟରେ ସହେି ବ୍ଯକ୍ତି ସମାଗମ ତମ୍ବୁର ସମ୍ମୁଖ ରେ ଆପଣା ମସ୍ତକ ଲଣ୍ତା କରିବ ଓ ସେ କେଶ ନଇେ ମଙ୍ଗଳାର୍ଥକ ନବୈେଦ୍ଯକୁ ଦଗ୍ଧ କରୁଥିବା ଅଗ୍ନି ରେ ପକାଇବ।"
19
"ନାସରୀଯ ବ୍ରତ ରେ ଥିବା ବ୍ଯକ୍ତି ନିଜର ମସ୍ତକ ଲଣ୍ତା କଲାପରେ, ଯାଜକ ସହେି ମଷେର ରନ୍ଧା ହାଇେଥିବା ସ୍କନ୍ଧ, ଗୋଟିଏ ତାଡିଶୂନ୍ଯ ପିଠା ସହେି ଡାଲାରୁ ଏବଂ ଗୋଟିଏ ସରୁ ପିଠା ଦବେ।"
20
"ତା'ପରେ ଯାଜକ ଦୋଳନୀଯ ନବୈେଦ୍ଯ ତାହାସବୁ ସଦାପ୍ରଭୁଙ୍କ ସମ୍ମୁଖ ରେ ଟକେିବ, ସହେି ଛାତି ଓ ଗୋଡ ନବୈେଦ୍ଯ ଯାଜକ ପାଇଁ ଏକ ପବିତ୍ର ଉପହାର ଅଟେ। ତା'ପରେ ସହେି ନାସରୀଯ ବ୍ରତ କରିଥିବା ବ୍ଯକ୍ତି ଦ୍ରାକ୍ଷାରସ ପାନ କରିପାରିବ।"
21
"ଏହି ହେଉଛି ବ୍ଯବସ୍ଥା, ଯେଉଁ ଲୋକ ବିଶଷେ ନାସରୀଯ ବ୍ରତ କରେ। ସେ ଏହି ନବୈେଦ୍ଯ ଆଣିବ, ଏତଦ୍ ବ୍ଯତିତ ଯଦି ସେ ଅନ୍ୟକିଛି ନଇେପାରିବ, ସେ ନିଶ୍ଚଯ ଯାହା ପ୍ରତିଜ୍ଞା କରିଛି ତାହା କରିବ।"
22
"ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,"
23
"ତୁମ୍ଭେ ହାରୋଣ ଓ ତା'ର ପୁତ୍ରଗଣଙ୍କୁ କୁହ, ତୁମ୍ଭମାନେେ ଇଶ୍ରାୟେଲ ସନ୍ତାନଗଣଙ୍କୁ ଏହିପରି ଆଶୀର୍ବଦ କରିବ; ତୁମ୍ଭମାନେେ ସମାନଙ୍କେୁ କହିବ,"
24
"ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ ଓ ତୁମ୍ଭକୁ ନିରାପଦ ରେ ରଖନ୍ତୁ।"
25
"ସଦାପ୍ରଭୁ ତୁମ୍ଭ ଉପରେ କୃପାଦୃଷ୍ଟି ରେ ଦେଖନ୍ତୁ ଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ।"
26
"ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖ ଉଠାନ୍ତୁ ଓ ତୁମ୍ଭକୁ ଶାନ୍ତି ଦିଅନ୍ତୁ।"
27
"ତା'ପରେ ସଦାପ୍ରଭୁ କହିଲେ, ଏହିରୂପେ ହାରୋଣ ଓ ତାଙ୍କର ସନ୍ତାନଗଣ ଇଶ୍ରାୟେଲୀୟମାନଙ୍କ ଉପରେ ଆମ୍ଭର ନାମ ରଖିବେ, ତହିଁରେ ଆମ୍ଭେ ସମାନଙ୍କେୁ ଆଶୀର୍ବାଦ କରିବା।"
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 7 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36