bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Numbers 4
Numbers 4
Odia - 1840
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 5 →
1
"ଅନନ୍ତର ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ,"
2
"ତୁମ୍ଭମାନେେ ଲବେୀର ସନ୍ତାନଗଣ ମଧ୍ଯରୁ କହାତ ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ ପୁରୁଷମାନଙ୍କୁ ଗଣନା କର।"
3
"ତିରିଶ ବର୍ଷଠାରୁ ପଚାଶ ବର୍ଷ ବଯସ୍କ ପର୍ୟ୍ଯନ୍ତ, ଯେଉଁମାନେ ସମାଗମ ତମ୍ବୁ ରେ କାର୍ୟ୍ଯ କରିବାକୁ ୟୋଗ୍ଯ ସମାନଙ୍କେୁ ଗଣନା କର।"
4
"ସମାଗମ ତମ୍ବୁ ରେ ମହାପବିତ୍ର ଦ୍ରବ୍ଯାଦିର ଯତ୍ନ ନବୋ କହାତ ପରିବାରବର୍ଗର କାର୍ୟ୍ଯ ଅଟେ।"
5
"ଯେତବେେଳେ ଛାଉଣୀ ସ୍ଥାନାନ୍ତର କରିବାର ସମୟ ହୁଏ, ତାଙ୍କର ପୁତ୍ରଗଣ ପରଦା ରେ ପବିତ୍ର ନିଯମ ସିନ୍ଦୁକକୁ ଢାଙ୍କିବେ।"
6
"ସମାନେେ ପୁନର୍ବାର ତାହାକୁ ଶିଶୁକ ଚର୍ମର ଆଚ୍ଛାଦନ କରିବେ ଓ ତହିଁ ଉପରେ ସମ୍ପୂର୍ଣ ନୀଳବର୍ଣ୍ଣ ଏକ ବସ୍ତ୍ର ଦବେେ, ତା'ପରେ ସମାନେେ ପବିତ୍ର ସିନ୍ଦୁକ ବହନ କରିବାର ସାଙ୍ଗି ଲଗାଇବେ।"
7
"ଏହାପରେ ସମାନେେ ପବିତ୍ର ମଜେ ଉପରେ ନୀଳବର୍ଣ୍ଣର ଏକ ବସ୍ତ୍ର ବିଛାଇବା ଉଚିତ୍ ଏବଂ ତାହା ଉପରେ ଥାଳୀ, ଚାମଚ, ପାତ୍ର ଜାର୍ ପଯେ ନବୈେଦ୍ଯ ରଖିବା ଉଚିତ୍। ଦର୍ଶନୀଯ ରୋଟୀ ସବୁବେଳେ ସେଥି ରେ ରଖିବା ଉଚିତ୍।"
8
"ତା'ପରେ ସେ ସମସ୍ତ ଉପରେ ସମାନେେ ଏକ ସିନ୍ଦୁରବର୍ଣ୍ଣ ବସ୍ତ୍ର ବିଛାଇବେ ଏବଂ ତା'ପରେ ଶିଶୁକଚର୍ମ ରେ ଆଚ୍ଛାଦନ କରିବେ। ତା'ପରେ ସମାନେେ ସହେି ସାଙ୍ଗି କଡା ଭିତ ରେ ପୁରାଇବେ।"
9
"ଏହାପରେ ସମାନେେ ଏକ ନୀଳବର୍ଣ୍ଣ ବସ୍ତ୍ର ନଇେ ଆ ଲୋକର ଦ୍ବପରୂଖା, ତାହାର ପ୍ରଦୀପ, ତାହାର ଅଗାଂରଧାନୀ ଏବଂ ସମସ୍ତ ତୈଳପାତ୍ରକୁ ଆଛାଦନ କରିବା ଉଚିତ୍।"
10
"ପୁଣି ସମାନେେ ତାକୁ ଓ ତହିଁର ସମସ୍ତ ସରଞ୍ଜାମ ଏକ ଶିଶୁକଚର୍ମର ମଧିଅରେ ରଖିବେ ଏବଂ ତାହାକୁ ଗୋଟିଏ ଖୁଣ୍ଟ ରେ ରଖିବେ।"
11
"ପୁଣି ସମାନେେ ସ୍ବର୍ଣ୍ଣମଯ ବଦେି ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇ ତାହା ଶିଶୁକଚର୍ମ ରେ ଢାଙ୍କିବେ ଏବଂ କଡା ମଧିଅରେ ସାଙ୍ଗୀ ପୁରାଇବେ।"
12
"ତା'ପରେ ସମାନେେ ସବୋର୍ଥକ ସମସ୍ତ ପବିତ୍ର ପାତ୍ର ନଇେ ନୀଳବର୍ଣ୍ଣ ବସ୍ତ୍ର ମଧିଅରେ ଗୁଡାଇ ରଖିବେ। ସମାନେେ ତାହାକୁ ଶିଶୁକଚର୍ମର ଆଛାଦନ କରିବେ ଏବଂ ତା'ପରେ ତାହାକୁ ଗୋଟିଏ ଖୁଣ୍ଟ ରେ ରଖିବେ।"
13
"ପୁଣି ସମାନେେ ୟଜ୍ଞବଦେୀରୁ ଭସ୍ମ କାଢି ନଇେ ତହିଁ ଉପରେ ବାଇଗଣି ରଗଂର ବସ୍ତ୍ର ବିଛାଇବେ।"
14
"ଆଉ ତା'ଉପରେ ସମାନେେ ଅଙ୍ଗାରଧାନୀ, ତସଲା, କଣ୍ଟା କୋଦାଳ, ଗହୀରା ପାତ୍ର ପ୍ରଭୃତି ୟଜ୍ଞବଦେୀ ରେ ସବୋର୍ଥକ ସମସ୍ତ ପାତ୍ର ରଖିବେ। ତହୁଁ ସମାନେେ ତାଉପରେ ଶିଶୁକଚର୍ମର ଆଚ୍ଛାଦନ ଦବେେ ଏବଂ କଡା ମଧିଅରେ ସାଙ୍ଗି ଲଗାଇବେ।"
15
"ଏହି ରୂପେ ଯେତବେେଳେ ଛାଉଣୀ ଅଗ୍ରସର ହବୋ ବେଳେ ହାରୋଣ ଓ ତାଙ୍କର ପୁତ୍ରଗଣ ପବିତ୍ରସ୍ଥାନ ଓ ପବିତ୍ର ସମସ୍ତ ଆସବାବ ଦ୍ରବ୍ଯ ଢାଙ୍କି ଦବେେ। ତାହାପରେ କହାତ ପୁତ୍ରଗଣ ତାହା ବହନ କରିବା ପାଇଁ ଆସିବା ଉଚିତ୍। ସେଥିପାଇଁ ସମାନେେ ନିଶ୍ଚଯ କୌଣସି ପବିତ୍ର ବସ୍ତ୍ର ସ୍ପର୍ଶ କରିବେ ନାହିଁ ନ ହେଲେ ସମାନେ ମୁତ୍ଯୁବରଣ କରିବେ। ପବିତ୍ର ତମ୍ବୁ ରେ ଏହାହିଁ କହାତ ପୁତ୍ରଗଣର କର୍ତ୍ତବ୍ଯ ହବେ।"
16
"ଆଉ ସମସ୍ତ ଆବାସର, ତତ୍ତ୍ବାବଧାନ ସହେି ପବିତ୍ର ତମ୍ବୁ ଏବଂ ତନ୍ମଧ୍ଯସ୍ଥିତ ସମସ୍ତ ପବିତ୍ରସ୍ଥାନ ଏବଂ ସମସ୍ତ ଦ୍ରବ୍ଯ ଅର୍ଥାତ୍ ଦୀପାର୍ଥକ ତୈଳ, ଧୂପାର୍ଥକ ସୁଗନ୍ଧି ଦ୍ରବ୍ଯ, ନିତ୍ଯଭକ୍ଷ୍ଯ ନବୈେଦ୍ଯ ଓ ଅଭିଷକୋର୍ଥକ ତୈଳ, ଏହି ସବୁର ତତ୍ତ୍ବାବଧାନ କାର୍ୟ୍ଯ ହାରୋଣର ପୁତ୍ର ଇଲିଯାସର ଯାଜକର ହବେ।"
17
"ଅନନ୍ତର ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ,"
18
"ତୁମ୍ଭମାନେେ ଲବେୀୟମାନଙ୍କ ମଧ୍ଯରୁ କହାତ ବଂଶୀଯ ଗୋଷ୍ଠୀକି ଅଲଗା କରିଦିଅ ନାହିଁ।"
19
"ମାତ୍ର ସମାନେେ ମହାପବିତ୍ର ସ୍ଥାନ ରେ ଥିବା ବସ୍ତ୍ରର ନିକଟବର୍ତ୍ତୀ ହେଲା ବେଳେ ଯେପରି ନ ମରନ୍ତି, ଏଥିପାଇଁ ତୁମ୍ଭେ ମାନେ ସମାନଙ୍କେ ପ୍ରତି ଏହିପରି କରିବ; ହାରୋଣ ଓ ତାହାର ପୁତ୍ରଗଣ ଭିତର ୟାଇ ସମାନଙ୍କେର ପ୍ରେତ୍ୟକକ ଜଣକୁ ଆପଣା ଆପଣା ସବୋ ରେ ଓ ଭାର ବହନ ରେ ନିୟୁକ୍ତି କରିବେ।"
20
"ସମାନେେ ପବିତ୍ର ବସ୍ତ୍ରକୁ ଦେଖିବା ଉଚିତ୍ ନୁହେଁ, ସମାନେେ ଯେତବେେଳେ ୟିବା ପାଇଁ ସଜାଡୁଛନ୍ତି। କାରଣ ଯଦି ସମାନେେ ତାହା କରନ୍ତି, ତବେେ ସମାନେେ ମରିଯିବେ।"
21
"ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,"
22
" ସମାନଙ୍କେର ପିତୃଗୃହ ଓ ପରିବାରବର୍ଗ ଅନୁସାରେ ଗେର୍ଶୋନ ପରିବାରକୁ ଗଣନା କର।"
23
"ଯେଉଁମାନେ ତିରିଶ ବର୍ଷଠାରୁ ପଚାଶବର୍ଷ ମଧିଅରେ ଓ ସମାଗମ ତମ୍ବୁ ରେ ସବୋ କରି ପାରିବେ, ସମାନଙ୍କେୁ ଗଣନା କର।"
24
" ସବୋ କରିବା ଓ ଭାର ବହିବା କାର୍ୟ୍ଯ ମଧିଅରେ ଗେର୍ଶୋନ ବଂଶର ସବୋ ଏହି।"
25
"ସମାନେେ ପବିତ୍ର ତମ୍ବୁର ପରଦା ସକଳ, ତହିଁର ଆଚ୍ଛାଦନ, ତହିଁର ଉପରିସ୍ଥିତ ଶିଶୁକଚର୍ମର ଛାତ ଓ ସମାଗମ ତମ୍ବୁର ପ୍ରବେଶ ଦ୍ବାରର ଆଚ୍ଛାଦନ ବସ୍ତ୍ର ବହନ କରିବେ।"
26
"ଆଉ ପ୍ରାଙ୍ଗଣର ପରଦା ଯାହା ପବିତ୍ର ତମ୍ବୁକୁ ଆଚ୍ଛାଦନ କରେ ଏବଂ ୟଜ୍ଞବଦେୀ, ପ୍ରବେଶ ଫାଟକର ପରଦା ତହିଁର ରଜ୍ଜୁ ଓ ତହିଁର ସବୋର୍ଥକ ସମସ୍ତ ଦ୍ରବ୍ଯ ବହନ କରିବେ ଓ ସହେି ସବୁ ରେ ଯେଉଁ କାର୍ୟ୍ଯ କରିବାକୁ ହୁଏ ତାହାସବୁ କରିବା ଉଚିତ୍।"
27
"ହାରୋଣ ଓ ତାଙ୍କର ପୁତ୍ରଗଣଙ୍କ ନିର୍ବ୍ଦେଶ ଅନୁସାରେ ଗେର୍ଶୋନର ଲୋକମାନେ ନିଜ ନିଜର କାର୍ୟ୍ଯ ଓ ସବୋ ସମ୍ବନ୍ଧୀଯ ସମସ୍ତ କର୍ମ କରିବା ଉଚିତ୍। ତୁମ୍ଭେ ସମାନଙ୍କେୁ, ଯାହାସବୁ ଦାଯୀତ୍ବ ବହନ କରନ୍ତି ସହେି କାର୍ୟ୍ଯ ଭାର ଦବୋ ଉଚିତ୍।"
28
"ସମାଗମ ତମ୍ବୁ ରେ ଗେର୍ଶୋନୀଯ ପରିବାରବର୍ଗ ଏହି ସବୋ ଦାଆୟାଏ। ଇଥାମର ଯାଜକ ହାରୋଣଙ୍କ ପୁତ୍ର ସମାନଙ୍କେ ଉପରେ ପର୍ୟ୍ଯବେକ୍ଷଣ କରିବେ।"
29
"ତୁମ୍ଭେ ମରାରି ସନ୍ତାନଗଣର ପିରିବାରବର୍ଗ ଓ ପିତୃଗୃହ ଅନୁସାରେ ସମାନଙ୍କେୁ ଗଣନା କରିବ।"
30
"ତିରିଶ ବର୍ଷଠାରୁ ପଚାଶ ବର୍ଷ ପର୍ୟ୍ଯନ୍ତ ବଯସ୍କ ଯେଉଁ ମାନେ ସମାଗମ ତମ୍ବୁ ରେ କାର୍ୟ୍ଯ କରିପାରିବେ, ସମାନଙ୍କେୁ ଗଣନା କରିବ।"
31
"ଏହି ଦାଯିତ୍ବ ସମାନେେ ବହନ କରିପାରିବେ, ସମାନେେ ସମାଗମ ତମ୍ବୁର କାଠପଟା ସବୁ, ଅର୍ଗଳ ସ୍ତମ୍ଭ ଓ ଚୁଙ୍ଗିସକଳ ବହନ କରିବା ଉଚିତ୍।"
32
"ସମାନେେ ପ୍ରାଙ୍ଗଣର ବାଡର ଖମ୍ବକୁ, ସଗେୁଡିକର ଭିତ୍ତିକୁ, ସଗେୁଡିକର ଖିଲକୁ, ସଗେୁଡିକର ରଜ୍ଜକୁ, ତାହା ସହିତ ସଂୟୁକ୍ତ ସମସ୍ତ ବସ୍ତୁକୁ ବହନ କରିବା ଉଚିତ୍। ତୁମ୍ଭେ ପ୍ରେତ୍ୟକକ ବ୍ଯକ୍ତିକୁ ନିର୍ଦ୍ଧିଷ୍ଟ କାର୍ୟ୍ଯଭାର ବହନ କରିବାକୁ ଦବୋ ଉଚିତ୍।"
33
"ସମାଗମ ତମ୍ବୁ ରେ ମରାରି ସନ୍ତାନମାନଙ୍କ ବଂଶର ସମସ୍ତ ସବୋ ସମ୍ବନ୍ଧୀଯ ଏହି କାର୍ୟ୍ଯ; ଏସବୁ ହାରୋଣ ଯାଜକର ପୁତ୍ର ଈଥାମରର ଦଖାେ ରଖାେ କରିବାର ଦାଯିତ୍ବ ହବେ।"
34
"ଅନନ୍ତର ମାଶାେ, ହାରୋଣ ଓ ଇଶ୍ରାୟେଲର ନେତାଗଣ କାହାତୀଯ ଲୋକମାନଙ୍କୁ ସମାନଙ୍କେର ପରିବାର ଓ ପିତୃଗୃହ ଅନୁସାରେ ଗଣନା କଲେ,"
35
"ତିରିଶ ବର୍ଷ ଠାରୁ ପଚାଶ ବର୍ଷ ବଯସ୍କ ପର୍ୟ୍ଯନ୍ତ ଯେଉଁମାନେ ସମାଗମ ତମ୍ବୁ ରେ କର୍ମ କରିବା ନିମନ୍ତେ ସବେକ ଶେଣ୍ରୀଭୁକ୍ତ ହବେେ, ସମାନଙ୍କେୁ ଗଣନା କଲେ।"
36
"ଏହି କର୍ମପାଇଁ ଯୋଗ୍ଯ କାହାତୀଯ ବଂଶର ଲୋକମାନଙ୍କ ସଂଖ୍ଯା 2,750 ହେଲା।"
37
"ଏହିମାନେ କାହାତୀଯ ବଂଶର ଲୋକ ଯେଉଁମାନେ ସମାଗମ ତମ୍ବୁ ରେ ସବୋକାର୍ୟ୍ଯ ରେ ନିୟୁକ୍ତି ହେଲେ, ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ଓ ହାରୋଣ ସମାନଙ୍କେୁ ଗଣନା କଲେ।"
38
"ଆଉ ମଧ୍ଯ ଗେର୍ଶୋନ ବଂଶ ସନ୍ତାନଗଣର ଆପଣା ଆପଣା ପିତୃଗୃହ ଓ ବଂଶ ଅନୁସାରେ ଗଣା ହେଲେ।"
39
"ତିରିଶ ବର୍ଷ ବଯସ୍କଠାରୁ ପଚାଶ ବର୍ଷ ବଯସ୍କ ପର୍ୟ୍ଯନ୍ତ ଯେଉଁମାନେ ସମାଗମ ତମ୍ବୁ ରେ କର୍ମ କରିବା ନିମନ୍ତେ ସବେକ ଶେଣ୍ରୀଭୁକ୍ତ ହେଲେ ସମାନଙ୍କେୁ ଗଣା ଗଲା।"
40
"ଗେର୍ଶୋନ ବଂଶ ରେ ପିତୃଗୃହ ଅନୁସାରେ ଗଣନା କରାୟିବାରୁ ସମାନଙ୍କେ ସଂଖ୍ଯା 2,630 ହେଲା।"
41
"ଏମାନେ ଗେର୍ଶୋନ ସନ୍ତାନଗଣର ପରିବାରବର୍ଗ ରେ ଗଣ୍ଯ ହେଲେ ଓ ସମାଗମ ତମ୍ବୁ ରେ ସବୋକାର୍ୟ୍ଯ ରେ ନିୟୁକ୍ତି ହେଲେ, ମାଶାେ ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଏମାନଙ୍କୁ ଗଣନା କଲେ।"
42
"ଆଉ ମଧ୍ଯ ମରାରି ବଂଶ ମଧିଅରେ ଲୋକମାନେ ନିଜ ନିଜ ବଂଶ ଓ ପିତୃଗୃହ ଅନୁସାରେ ଗଣା ଗଲେ।"
43
"ତିରିଶ ବର୍ଷ ବଯସ୍କଠାରୁ ପଚାଶବର୍ଷ ବଯସ୍କ ପର୍ୟ୍ଯନ୍ତ ଯେଉଁମାନେ ସମାଗମ ତମ୍ବୁ ରେ କର୍ମ କରିବା ନିମନ୍ତେ ସବେକ ଶେଣ୍ରୀଭୁକ୍ତ ହେଲେ, ସମାନେେ ଗଣ୍ଯ ହେଲେ।"
44
"ସମାନେେ ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣା ୟିବାରୁ ସମାନଙ୍କେ ସଂଖ୍ଯା 3,200 ହେଲା।"
45
"ଏମାନେ ମରାରି ସନ୍ତାନଗଣର ବଂଶ ରେ ଗଣ୍ଯ ହାଇେଥିବା ଲୋକ, ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ଓ ହାରୋଣ ଏମାନଙ୍କୁ ଗଣନା କଲେ।"
46
"ତେଣୁ ମାଶାେ, ହାରୋଣ ଓ ଇଶ୍ରାୟେଲର ଅଧିପତିଗଣ ଲବେୀୟମାନଙ୍କୁ ସମାନଙ୍କେର ପରିବାରବର୍ଗ ଓ ପିତୃଗୃହ ଅନୁସାରେ ଗଣନା କଲେ।"
47
"ତିରିଶ ବର୍ଷ ବଯସ୍କଠାରୁ ପଚାଶ ବର୍ଷ ବଯସ୍କ ପର୍ୟ୍ଯନ୍ତ ଯେଉଁମାନେ ସମାଗମ ତମ୍ବୁ ରେ ସବୋକାର୍ୟ୍ଯ ରେ ଓ ଭାର ବହିବା କର୍ମ ରେ ନୀୟୁକ୍ତ ହେଲେ, ସମାନେେ ସମସ୍ତେ ଗଣା ଗଲେ।"
48
"ସମାନଙ୍କେ ସଂଖ୍ଯା 8,580 ହେଲା।"
49
"ମାଶାଙ୍କେୁ ସଦାପ୍ରଭୁ ଯେଉଁ ଅନୁସାରେ ଆଜ୍ଞା ଦଇେଥିଲେ, ସହେିପରି ଭାବରେ ସେ ସମାନଙ୍କେର ସବୋ ଓ ଭାର ବହିବା ଅର୍ଥ ଅନୁସାରେ ଗଣ୍ଯ ହେଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାଙ୍କେ ଦ୍ବାରା ଏହା କରାଗଲା।"
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 5 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36