bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Numbers 33
Numbers 33
Odia - 1840
← Chapter 32
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 34 →
1
"ମାଶାେ ଓ ହାରୋଣ ଇଶ୍ରାୟେଲର ଲୋକମାନଙ୍କୁ ମିଶର ଦେଶରୁ ବାହାର କରି ଆଣି ଯେଉଁ ୟାତ୍ରା କରିଥିଲେ, ତାହାର ବିବିରଣ ଏହି।"
2
"ମାଶାେ ସଦାପ୍ରଭୁଙ୍କ ଆଜ୍ଞା ରେ ସମାନଙ୍କେର ୟାତ୍ରା ଅନୁସାରେ ସମାନଙ୍କେର ଗମନର ବିବରଣ ଲେଖିଲେ, ଯେଉଁ ଯେଉଁ ସ୍ଥାନକୁ ସମାନେେ ଗମନ କରିଥିଲେ, ସହେିସବୁ ୟାତ୍ରାର ବିବରଣ ଏହି।"
3
"ପ୍ରଥମ ମାସର ପଞ୍ଚଦଶ ଦିନ ରେ, ସମାନେେ ରାମିଷଷଠାରୁେ ୟାତ୍ରା କଲେ। ଇଶ୍ରାୟେଲର ଲୋକମାନେ ମିଶରବାସୀଙ୍କ ଆଗ ରେ ଦାମ୍ଭିକତାର ସହକା ରେ ବାହାରି ଗଲେ। ଏହା ନିସ୍ତାର ପର୍ବର ପରବର୍ତ୍ତି ଦିନ ଥିଲା।"
4
"ଆଉ ମିଶରୀଯମାନେ ସହେିମାନଙ୍କୁ କବର ଦେଉଥିଲେ, ଯେଉଁମାନେ ମୃତ୍ଯୁବରଣ କଲେ, ଯେତବେେଳେ ସଦାପ୍ରଭୁ ସମାନଙ୍କେର ପ୍ରଥମଜାତମାନଙ୍କୁ ହତ୍ଯାକଲେ ଓ ସମାନଙ୍କେର ଦବଗେଣଙ୍କ ବିପକ୍ଷ ରେ ନ୍ଯାଯ ଆଣିଲେ।"
5
"ଇଶ୍ରାୟେଲର ଲୋକମାନେ ରାମିଷଷଠାରୁେ ୟାତ୍ରା କରି ସୁକ୍କୋତର ଛାଉଣୀ ସ୍ଥାପନ କଲେ।"
6
"ପୁଣି ସମାନେେ ସୁକ୍କୋତରୁ ୟାତ୍ରା କରି ମରୁଭୂମିର ସୀମା ରେ ଏଥମ ରେ ଛାଉଣୀ ସ୍ଥାପନ କଲେ।"
7
"ତହୁଁ ସମାନେେ ଏଥମରୁ ୟାତ୍ରା କରି ବାଲସଫୋନର ନିକଟସ୍ଥ ପୀହହୀରୋତକୁ ଫରେି ଆସିଲେ। ସମାନେେ ମିଗ୍ଦୋଲ ନିକଟରେ ଛାଉଣୀ ସ୍ଥାପନ କଲେ।"
8
"ଏହାପରେ ସମାନେେ ପୀହହୀରୋତ୍ର ସମ୍ମୁଖରୁ ୟାତା୍ର କରି ସମୁଦ୍ର ମଧ୍ଯ ଦଇେ ମରୁଭୂମିରେ ପ୍ରବେଶ କଲେ। ଆଉ ଏଥମ ମରୁଭୂମିରେ ତିନି ଦିନ ୟାତ୍ରା କରି ମାରା ରେ ଛାଉଣୀ ସ୍ଥାପନ କଲେ।"
9
"ପୁଣି ମାରାରୁ ୟାତ୍ରା କରି ଏଲୀମ ରେ ଉପସ୍ଥିତ ହେଲେ; ସହେି ଏଲୀମ ରେ ବାର ଝରଣା ଓ ସତୁରି ଖଜୁରୀ ଗଛ ଥିଲା। ଏଣୁ ସମାନେେ ସହେି ସ୍ଥାନ ରେ ଛାଉଣୀ ସ୍ଥାପନ କଲେ।"
10
"ତହୁଁ ସମାନେେ ଏଲୀମରୁ ୟାତ୍ରାକରି ସୂଫ ସମୁଦ୍ର ନିକଟରେ ଛାଉଣୀ ସ୍ଥାପନ କଲେ।"
11
"ପୁଣି ସମାନେେ ସୂଫ ସମୁଦ୍ର ନିକଟରୁ ୟାତ୍ରା କରି ସୀନ୍ ମରୁଭୂମିରେ ଛାଉଣୀ ସ୍ଥାପନ କଲେ।"
12
"ପୁଣି ସମାନେେ ସୀନ୍ ମରୁଭୂମିରୁ ୟାତ୍ରା କଲେ ଓ ଦପ୍କା ରେ ଛାଉଣୀ ସ୍ଥାପନ କଲେ।"
13
"ସମାନେେ ଦପ୍କାରୁ ୟାତ୍ରା କରି ଆଲୂଶ ରେ ଛାଉଣୀ ସ୍ଥାପନ କଲେ।"
14
"ପୁଣି ସମାନେେ ଆଲୂଶରୁ ୟାତ୍ରା କରି ରଫୀଦୀମ ରେ ଛାଉଣୀ ସ୍ଥାପନ କଲେ। ସହେି ସ୍ଥାନ ରେ ଲୋକମାନଙ୍କର ପିଇବା ନିମନ୍ତେ ଜଳ ନଥିଲା।"
15
"ସମାନେେ ରଫୀଦୀମରୁ ୟାତ୍ରା କଲେ ଓ ସୀନଯ ମରୁଭୂମିରେ ଛାଉଣୀ ସ୍ଥାପନ କଲେ।"
16
"ସମାନେେ ସୀନଯ ମରୁଭୂମିରୁ ୟାତ୍ରା କରି କିବୋତ୍ହତ୍ତାବା ରେ ଛାଉଣୀ ସ୍ଥାପନ କଲେ।"
17
"ପୁଣି ସମାନେେ କିବ୍ରୋତ୍ହତ୍ତାବାରୁ ୟାତ୍ରା କରି ହତ୍ ସରେୋତ ରେ ଛାଉଣୀ ସ୍ଥାପନ କଲେ।"
18
"ଆଉ ସମାନେେ ହତ ସରେୋତରୁ ୟାତ୍ରା କରି ରିତ୍ମା ରେ ଛାଉଣୀ ସ୍ଥାପନ କଲେ।"
19
"ଏହାପରେ ସମାନେେ ରିତ୍ମାରୁ ୟାତ୍ରା କରି ରିମ୍ମାନେ ପରେସ ରେ ଛାଉଣୀ ସ୍ଥାପନ କଲେ।"
20
"ପୁଣି ସମାନେେ ରିମ୍ମାନେ ପରେସରୁ ୟାତ୍ରା କରି ଲିବ୍ନା ରେ ଛାଉଣୀ ସ୍ଥାପନ କଲେ।"
21
"ପୁଣି ସମାନେେ ଲିବ୍ନାରୁ ୟାତ୍ରା କରି ରିସ୍ସା ରେ ଛାଉଣୀ ସ୍ଥାପନ କଲେ।"
22
"ତା'ପରେ ସମାନେେ ରିସ୍ସାରୁ ୟାତ୍ରା କରି କ ହେଲାତରୁ ଛାଉଣୀ ସ୍ଥାପନ କଲେ।"
23
"ପୁଣି ସମାନେେ କ ହେଲାତ୍ରୁ ୟାତ୍ରା କରି ଶଫରେ ପର୍ବତ ରେ ଛାଉଣୀ ସ୍ଥାପନ କଲେ।"
24
"ତା'ପରେ ସମାନେେ ଶଫରେ ପର୍ବତରୁ ୟାତ୍ରା କରି ହରାଦା ରେ ଛାଉଣୀ ସ୍ଥାପନ କଲେ।"
25
"ପୁଣି ସମାନେେ ହରାଦାରୁ ୟାତ୍ରା କରି ମଖଲେୋତ ରେ ଛାଉଣୀ ସ୍ଥାପନ କଲେ।"
26
"ମଖଲେୋତରୁ ୟାତ୍ରା କରି ତହତ ରେ ଛାଉଣୀ ସ୍ଥାପନ କଲେ।"
27
"ପୁଣି ସମାନେେ ତହତରୁ ୟାତ୍ରା କରି ତରହେ ରେ ଛାଉଣୀ ସ୍ଥାପନ କଲେ।"
28
"ତା'ପରେ ସମାନେେ ତରହରେୁ ୟାତ୍ରା କରି ମିତ୍କା ରେ ଛାଉଣୀ ସ୍ଥାପନ କଲେ।"
29
"ପୁଣି ସମାନେେ ମିତ୍କାରୁ ୟାତ୍ରା କରି ହଶ୍ମାନୋ ରେ ଛାଉଣୀ ସ୍ଥାପନ କଲେ।"
30
"ତତ୍ପରେ ସମାନେେ ହଶ୍ମାନୋରୁ ୟାତ୍ରା କରି ମାେଷେରୋତ ରେ ଛାଉଣୀ ସ୍ଥାପନ କଲେ।"
31
"ପୁଣି ସମାନେେ ମାେଷେରୋତରୁ ୟାତ୍ରା କରି ବନଯୋକନ ରେ ଛାଉଣୀ ସ୍ଥାପନ କଲେ।"
32
"ତା'ପରେ ସମାନେେ ବନଯୋକନରୁ ୟାତ୍ରା କରି ର୍ହୋହଗଦଗଦ ରେ ଛାଉଣୀ ସ୍ଥାପନ କଲେ।"
33
"ପୁଣି ସମାନେେ ହାରଗଦଗେଦରୁ ୟାତ୍ର କରି ୟଟ୍ବାଥା ରେ ଛାଇଣୀ ସ୍ଥାପନ କଲେ।"
34
"ତା'ପରେ ସମାନେେ ୟଟ୍ବାଥାରୁ ୟାତ୍ରା କରି ଆବ୍ରୋଣା ରେ ଛାଉଣୀ ସ୍ଥାପନ କଲେ।"
35
"ପୁଣି ସମାନେେ ଆବ୍ରୋଣାରୁ ୟାତ୍ରା କରି ଇତସିୟୋନ ଗବରେ ରେ ଛାଉଣୀ ସ୍ଥାପନ କଲେ।"
36
"ସମାନେେ ଇତ୍ସିୟୋନ-ଗବରରେୁ ୟାତ୍ରା କଲେ ଓ ସିନ୍ ମରୁଭୂମିରେ କାଦେଶଠା ରେ ଛାଉଣୀ ସ୍ଥାପନ କଲେ।"
37
"ପୁଣି ସମାନେେ କାଦେଶରୁ ୟାଇ ଇଦୋମ ଦେଶ ସୀମା ରେ ଅବସ୍ଥିତ ହାରେ ପର୍ବତ ରେ ଛାଉଣୀ ସ୍ଥାପନ କଲେ।"
38
"ଏହାପରେ ହାରୋଣ ଯାଜକ ସଦାପ୍ରଭୁଙ୍କ ଆଜ୍ଞା ରେ ହାରେ ପର୍ବତ ରେ ଆରୋହଣ କଲେ। ପୁଣି ଇଶ୍ରାୟେଲର ଲୋକମାନେ ମିଶରରୁ ବାହାର ହାଇେ ଆସିବାର ଚାଳିଶତମ ବର୍ଷର ପଞ୍ଚମ ମାସର ପ୍ରଥମ ଦିନ ରେ ସହେି ସ୍ଥାନ ରେ ମଲେ।"
39
"ଆଉ ହାରେ ପର୍ବତ ରେ ହାରୋଣ ମୃତ୍ଯୁବରଣ କରିବା ସମୟରେ ସେ 123 ବର୍ଷ ବଯସ୍କ ଥିଲେ।"
40
"କିଣାନୀଯ ରାଜା ଆରାଦର ନଗେଭେ ରେ ଶୁଣିଲେ ଯେ, ଇଶ୍ରାୟେଲର ଲୋକମାନେ ଆସୁଥିଲେ।"
41
"ତା'ପରେ ସମାନେେ ହାରେ ପର୍ବତରୁ ୟାତ୍ରା କରି ସଲ୍ମୋନା ରେ ଛାଉଣୀ ସ୍ଥାପନ କଲେ।"
42
"ପୁଣି ସମାନେେ ସଲମାନୋରୁ ୟାଇ ପୂନୋନ ରେ ଛାଉଣୀ ସ୍ଥାପନ କଲେ।"
43
"ତା'ପରେ ସମାନେେ ପୂନୋନରୁ ତ୍ଯାଗ କରି ଓବୋତ ରେ ଛାଉଣୀ ସ୍ଥାପନ କଲେ।"
44
"ତହୁଁ ସମାନେେ ଓବୋତରୁ ୟାତ୍ରା କରି ମାଯାେବ ସୀମାସ୍ଥିତ ଇଯୀ-ଅବାରୀମ ରେ ଛାଉଣୀ ସ୍ଥାପନ କଲେ।"
45
"ତା'ପରେ ସମାନେେ ଇଯୀ-ଅବାରୀମରୁ ୟାତ୍ରା କରି ଦୀବୋନ୍-ଗାଦ ରେ ଛାଉଣୀ ପକାଇଲେ।"
46
"ପୁଣି ସମାନେେ ଦୀବୋନ୍ଗାଦରୁ ୟାତ୍ରା କରି ଅଲ୍ମାନେ-ଦିବ୍ଲାଥୟିମ ରେ ଛାଉଣୀ ସ୍ଥାପନ କଲେ।"
47
"ତହୁଁ ସମାନେେ ଅଲମାନେ-ଦିବ୍ଲାଥୟିମରୁ ୟାତ୍ରା କରି ନବୋ ନିକଟସ୍ଥ ଅବାରୀମ ପର୍ବତ ରେ ଛାଉଣୀ ସ୍ଥାପନ କଲେ।"
48
"ପୁଣି ସମାନେେ ଅବାରୀମ ପର୍ବତରୁ ବାହାରି ଯିରୀହାେ ସପୋରି ରେ ୟର୍ଦ୍ଦନ ନିକଟବର୍ତ୍ତୀ ମାୟୋବ ପଦା ରେ ଛାଉଣୀ ସ୍ଥାପନ କଲେ।"
49
"ସମାନେେ ୟର୍ଦ୍ଦନ ପାଶର୍ବବର୍ତ୍ତୀ ବୈତୟିଶୀମାେତ ଠାରୁ ଆବଲେ ଶିଟୀମ ପର୍ୟ୍ଯନ୍ତ ମାୟୋବ ପଦା ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ।"
50
"ଯିରୀହାେସ୍ଥିତ ୟର୍ଦ୍ଦନ ସପୋରି ରେ ମାୟୋବ ପଦା ରେ ସଦାପ୍ରଭୁ ମାଶାଙ୍କେୁ କହିଲେ,"
51
"ଇଶ୍ରାୟେଲ ଲୋକମାନଙ୍କୁ କୁହ, 'ଯେତବେେଳେ ତୁମ୍ଭମାନେେ ୟର୍ଦ୍ଦନ ନଦୀ ପାରହବେ ଏବଂ କିଣାନ ଦେଶ ରେ ପ୍ରବେଶ କରିବ,"
52
"ତୁମ୍ଭମାନେେ ନିଜ ସମ୍ମୁଖରୁ ସହେି ଦେଶନିବାସୀ ସମସ୍ତଙ୍କୁ ତଡି ବାହାର କରିଦବେ ଓ ସମାନଙ୍କେର ସମସ୍ତ ଖାଦେିତ ମୂର୍ତ୍ତି ଧାତୁ ନିର୍ମିତ ମୂର୍ତ୍ତିଗୁଡିକ ନଷ୍ଟ କରିଦବୋ ଉଚିତ୍ ଓ ସମାନଙ୍କେ ଉଚ୍ଚସ୍ଥଳୀଗୁଡିକୁ ବିନଷ୍ଟ କରିବା ଉଚିତ୍।"
53
"ପୁଣି ତୁମ୍ଭମାନେେ ସହେି ଦେଶ ଅଧିକାର କରି ତହିଁ ମଧିଅରେ ବାସ କରିବ। କାରଣ ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ତୁମ୍ଭମାନଙ୍କୁ ସହେି ଦେଶ ଦଇେଅଛୁ।"
54
"ଆଉ ତୁମ୍ଭମାନେେ ଗୁଳାବାଣ୍ଟ ଦ୍ବାରା ନିଜ ନିଜ ବଂଶାନୁସା ରେ ଦଶାଧେିକାର ବିଭାଗ କରି ନବେ। ଅଧିକଲୋକ ବିଶିଷ୍ଟ ବଂଶ ଅଧିକ ଭାଗ ଓ ଅଳ୍ପ ଲୋକ ବିଶିଷ୍ଟ ବଂଶ ଅଳ୍ପ ଅଂଶ ପାଇବ। ଗୁଳାଅନୁସାରେ ଯାହାର ବାଣ୍ଟ ଯେଉଁଠି ହବେ ସେ ତାକୁହିଁ ନବେ। ଏହିରୂପେ ତୁମ୍ଭମାନେେ ଆପଣା ପିତୃବଂଶାନୁସା ରେ ଅଧିକାର କରିବ।"
55
"ଯଦି ତୁମ୍ଭମାନେେ ସହେି ଦେଶନିବାସୀମାନଙ୍କୁ ନିଜ ସମ୍ମୁଖରୁ ତଡି ବାହାର କରି ନ ଦବେ, ଯେଉଁମାନେ ବାସ କରିବେ, ସମାନେେ ତୁମ୍ଭମାନଙ୍କ ଚକ୍ଷୁ ରେ କଣ୍ଟା ସ୍ବରୂପ ଓ ତୁମ୍ଭମାନଙ୍କ ପାଶର୍ବ ରେ କଣ୍ଟକ ସ୍ବରୂପ ହବେେ। ତୁମ୍ଭମାନେେ ବାସ କରିବ, ସମାନେେ ତୁମ୍ଭମାନଙ୍କ ପାଇଁ ବହୁ ଦୁଃଖ ଆଣିବେ।"
56
"ଯଦି ତୁମ୍ଭମାନେେ ସମାନଙ୍କେୁ ତୁମ୍ଭ ଦେଶ ରେ ତୁମ୍ଭମାନଙ୍କ ସହିତ ବାସ କରିବାକୁ ଦିଅ, ତବେେ ଆମ୍ଭେ ସମାନଙ୍କେ ପ୍ରତି ଯାହା କରିବାକୁ ମନସ୍ଥ କରିଥିଲୁ, ତାହା ତୁମ୍ଭମାନଙ୍କ ପ୍ରତି କରିବା।"
← Chapter 32
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 34 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36