bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Numbers 31
Numbers 31
Odia - 1840
← Chapter 30
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 32 →
1
"ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,"
2
"ଇଶ୍ରାୟେଲ ଲୋକମାନଙ୍କ ସକାେଶ ମିଦିଯନୀଯମାନଙ୍କ ଉପରେ ପ୍ରତି ଶାଧେ ନିଅ। ତା'ପରେ ତୁମ୍ଭମାନେ ମୃତ୍ଯୁ ବରଣ କରିବ।"
3
"ତହିଁରେ ମାଶାେ ଲୋକମାନଙ୍କୁ କହିଲେ, ତୁମ୍ଭମାନଙ୍କର କେତକେ ଲୋକମାନଙ୍କୁ ୟୁଦ୍ଧ ପାଇଁ ପ୍ରସ୍ତୁତ କର, ସମାନେେ ମିଦିଯନୀଯମାନଙ୍କ ବିଷଯ ରେ ସଦାପ୍ରଭୁଙ୍କ ଦଣ୍ତାଜ୍ଞା ସଫଳ କରିବା ନିମନ୍ତେ ୟୁଦ୍ଧ କରିବେ।"
4
"ତୁମ୍ଭମାନେେ ଇଶ୍ରାୟେଲର ପ୍ରେତ୍ୟକକ ବଂଶରୁ ଏକ ସହସ୍ର ଲୋକ ୟୁଦ୍ଧ ପାଇଁ ସଂଗ୍ରହ କର।"
5
"ତେଣୁ ଇଶ୍ରାୟେଲ ବଂଶରୁ ସମୁଦାଯ ବାର ସହସ୍ର ଲୋକ ଏହି ୟୁଦ୍ଧ ପାଇଁ ସଜ୍ଜିତ ହେଲେ।"
6
"ମାଶାେ ସହେି 12,000 ଲୋକଙ୍କୁ, ୟୁଦ୍ଧ ଭୂମିକୁ ପଠାଇଲେ। ପୁଣି ଯାଜକ ଇଲିଯାସରର ପୁତ୍ର ପୀନ୍ହସର ହସ୍ତ ରେ ପବିତ୍ର ପାତ୍ର ଓ ରଣତୂରୀ ଦଇେ ତାହାକୁ ସମାନଙ୍କେ ସଙ୍ଗେ ୟୁଦ୍ଧ କ୍ଷେତ୍ରକୁ ପଠାଇଲେ।"
7
"ତହୁଁ ସମାନେେ ମାଶାେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମିଦିଯନୀଯମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ, ପୁଣି ସମାନେେ ପ୍ରେତ୍ୟକକ ପୁରୁଷଙ୍କୁ ବଧ କଲେ।"
8
"ସମାନେେ ଇବି, ରକେମ୍, ସୂର, ହୂର ଓ ରବୋ ଏହି ପାଞ୍ଚଜଣ ମିଦାଯନୀଯ ରାଜାଙ୍କୁ ହତ୍ଯା କଲେ। ଆଉ ମଧ୍ଯ ବିଯୋରର ପୁତ୍ର ବିଲିଯମକୁ ମଧ୍ଯ ସମାନେେ ଖଡ୍ଗ ରେ ହତ୍ଯା କଲେ।"
9
"ଇଶ୍ରାୟେଲର ଲୋକମାନେ ମିଦିଯନର ସ୍ତ୍ରୀ ଲୋକମାନଙ୍କୁ ଓ ପିଲାମାନଙ୍କୁ ଅକ୍ତିଆର କଲେ। ଆଉ ସମାନେେ ସମାନଙ୍କେର ସମସ୍ତ ପଶୁ ଓ ସମସ୍ତ ମଷେପଲ ସହିତ ସମସ୍ତ ସମ୍ପତ୍ତି ଲୁଟିକରି ନେଲେ।"
10
"ତା'ପରେ ସମାନଙ୍କେର ସକଳ ନଗର ଓ ସକଳ ଗ୍ରାମଗୁଡିକ ଦଗ୍ଧ ଗଲେ।"
11
"ଆଉ ସମାନେେ ଲୁଟିତ ଦ୍ରବ୍ଯ ସହ ସମସ୍ତ ଧୃତ ମନୁଷ୍ଯ ଓ ପଶୁ ନଇଗେଲେ।"
12
"ପୁଣି ସମାନେେ ଯିରୀହାେ ନିକଟବର୍ତ୍ତୀ ୟର୍ଦ୍ଦନତୀରସ୍ଥ ମାୟୋବ ପଦା ରେ ସ୍ଥାପିତ ଛାଉଣୀକୁ ଆଣିଲେ। ସମାନେେ ସମାନଙ୍କେୁ ମାଶାଙ୍କେ ନିକଟକୁ, ଯାଜକ ଇଲିଯାସର ନିକଟକୁ ଓ ଇଶ୍ରାୟେଲର ସମସ୍ତ ଲୋକମାନଙ୍କ ନିକଟକୁ ଆଣିଲେ।"
13
"ତା'ପରେ ମାଶାେ, ଯାଜକ ଇଲିଯାସର ଓ ଲୋକମାନଙ୍କର ନତେୃଗଣ ସମାନଙ୍କେୁ ଦେଖିବାକୁ ଛାଉଣୀ ବାହାରକୁ ଗଲେ।"
14
"ସେତବେେଳେ ମାଶାେ ସନୋପତିମାନଙ୍କ ପ୍ରତି (ଅର୍ଥାତ୍ ସହସ୍ରପତି ଓ ଶତପତିମାନଙ୍କ ପ୍ରତି) କୋର୍ଧ କଲେ। ଯେଉଁମାନେ ୟୁଦ୍ଧ କ୍ଷେତ୍ରରୁ ଫରେି ଆସିଥିଲେ।"
15
"ଆଉ ମାଶାେ ସମାନଙ୍କେୁ କହିଲେ, ତୁମ୍ଭମାନେେ ସମସ୍ତ ସ୍ତ୍ରୀ ଲୋକମାନଙ୍କୁ ଜୀବିତ ରଖିଲ କାହିଁକି?"
16
"ଏହାକୁ ଦେଖ, ଏହି ସ୍ତ୍ରୀ ଲୋକମାନେ ବିଲିଯମର ପରାମର୍ଶ ରେ ପିୟୋରଠା ରେ ଇଶ୍ରାୟେଲ ସନ୍ତାନଗଣକୁ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଆଗଇେ ନଇେଥିଲେ। ସେଥି ସକାେଶ ସଦାପ୍ରଭୁଙ୍କ ଲୋକମାନଙ୍କ ମଧିଅରେ ମହାମାରୀ ହେଲା।"
17
"ଏଣୁ ତୁମ୍ଭମାନେେ ବନ୍ଦୀମାନଙ୍କ ମଧ୍ଯରୁ ସମସ୍ତ ପୁରୁଷ ପିଲାମାନଙ୍କୁ ହତ୍ଯା କର। ପୁଣି ଯେଉଁ ସ୍ତ୍ରୀ ଲୋକମାନେ ପୁରୁଷଙ୍କ ସହିତ ୟୌନ ସଂପର୍କ ରଖିଛନ୍ତି, ସମାନଙ୍କେୁ ହତ୍ଯା କର।"
18
"ମାତ୍ର ଯେଉଁ ୟୁବତୀ କନ୍ଯାମାନେ ପୁରୁଷମାନଙ୍କ ସହିତ ୟୌନ ସଂପର୍କ ରଖିବାର ଜ୍ଞାତ ହାଇନୋହାଁନ୍ତି, ସମାନଙ୍କେୁ ତୁମ୍ଭମାନଙ୍କ ସହିତ ଜୀବିତ ରଖ।"
19
"ତୁମ୍ଭମାନଙ୍କ ମଧ୍ଯରୁ ଯେଉଁମାନେ ମନୁଷ୍ଯ ହତ୍ଯା କରି ଅଛନ୍ତି କିମ୍ବା ମୃତ ଶରୀରକୁ ସ୍ପର୍ଶ କରିଅଛନ୍ତି, ସମାନେେ ସାତଦିନ ଛାଉଣୀ ବାହା ରେ ରହିବେ। ସମାନେେ ଓ ତୁମ୍ଭର ବନ୍ଦୀମାନେ ତୃତୀୟ ଦିନ ରେ ଓ ସପ୍ତମ ଦିନ ରେ ନିଜକୁ ଶୁଚି କରିବା ଉଚିତ୍।"
20
"ତୁମ୍ଭମାନେେ ୟାବତୀଯ ବସ୍ତ୍ର, ଚର୍ମନିର୍ମିତ ବସ୍ତୁ, ଛଳେି ଲୋମ ନିର୍ମିତ ବସ୍ତ୍ର ଓ କାଠ ନିର୍ମିତ ବସ୍ତୁ ବିଶୁଦ୍ଧ କରିବ।"
21
"ତହୁଁ ଇଲିଯାସର ଯାଜକ ୟୁଦ୍ଧକୁ ୟାଇଥିବା ୟୋଦ୍ଧାମାନଙ୍କୁ କହିଲା, ସଦାପ୍ରଭୁ ମାଶାଙ୍କେୁ ଯେଉଁ ବ୍ଯବସ୍ଥାର ଆଜ୍ଞା ଦଇେଥିଲେ, ତହିଁରେ ବିଧି ଏହି।"
22
"ତୁମ୍ଭମାନେେ ସୁନା, ରୂପା, ପିତ୍ତଳ, ଲୁହା, ଦସ୍ତା ଓ ସୀସା ଆଦି ଦ୍ରବ୍ଯ ଅଗ୍ନି ରେ ଦଗ୍ଧ କରି ଶୁଚି କରିବା ଉଚିତ୍ ଓ ଶୁଚି କରିବା ନିମନ୍ତେ ଧୋଇବ ଉଚିତ୍।"
23
"ଯେଉଁ ଦ୍ରବ୍ଯ ଅଗ୍ନି ରେ ପକାୟାଇ ପାରିବ ନାହିଁ ତାକୁ ଜଳ ରେ ଧୋଇ ଶୁଚି କରିବ।"
24
"ତୁମ୍ଭମାନେେ ସପ୍ତମ ଦିନ ରେ ନିଜ ନିଜ ବସ୍ତ୍ର ଧୋଇବା ଉଚିତ୍, ତହିଁରେ ତୁମ୍ଭମାନେେ ଶୁଚି ହବେ; ତା'ପରେ ତୁମ୍ଭମାନେେ ଛାଉଣୀ ରେ ପ୍ରବେଶ କରିପାରିବ।"
25
"ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,"
26
"ତୁମ୍ଭେ ଓ ଇଲିଯାସ ଯାଜକ ଓ ମଣ୍ତଳୀସ୍ଥ ପିତୃଗୃହର ପ୍ରଧାନମାନେ ୟୁଦ୍ଧ ରେ ସୈନ୍ଯମାନଙ୍କ ଦ୍ବାରା ଧୃତ ଜୀବଗଣର ଅର୍ଥାତ୍ ବନ୍ଦୀ ମନୁଷ୍ଯର, ପଶୁର ଗଣନା କର ଓ ସମସ୍ତ ଦ୍ରବ୍ଯର ସଂଖ୍ଯା କର।"
27
"ସହେିସବୁ ଜିନିଷକୁ ସମାନ ଭାବରେ ସୈନ୍ଯମାନଙ୍କ ମଧିଅରେ ଓ ସମସ୍ତ ମଣ୍ତଳି ମଧିଅରେ ବାଣ୍ଟି ଦିଅ।"
28
"ପୁଣି ୟୁଦ୍ଧକୁ ୟାଇଥିବା ୟୋଦ୍ଦାମାନଙ୍କଠାରୁ ସଦାପ୍ରଭୁଙ୍କ ନିମନ୍ତେ, ସମାନଙ୍କେର ଲଭ୍ଯ ଅର୍ଦ୍ଧାଂଶରୁ ମନୁଷ୍ଯ, ଗୋରୁ, ଗର୍ଦ୍ଦଭ, ଓ ମଷେମାନଙ୍କ ମଧ୍ଯରୁ ପ୍ରତି ପାଞ୍ଚଶହ ରେ ଗୋଟିଏ ଲଖାଏଁେ ଜୀବ ସଂଗ୍ରହ କର।"
29
"ଏହି ଜିନିଷସବୁ ସଦାପ୍ରଭୁଙ୍କୁ ଉପହାରରୂପେ ଯାଜକ ଇଲିଯାସରକୁ ଦିଅ।"
30
"ପୁଣି ଇଶ୍ରାୟେଲୀୟ ଲୋକମାନଙ୍କ ପ୍ରାପ୍ତ ଅର୍ଦ୍ଧାଂଶରୁ ତୁମ୍ଭେ ମନୁଷ୍ଯ,ଗୋରୁ, ଗର୍ଦ୍ଦଭ ଓ ମଷୋଦି ସମସ୍ତ ପଶୁ ମଧ୍ଯରୁ ପ୍ରତି ପଚାଶର ଗୋଟିଏ ଲଖାଏଁେ ନଇେ ଲବେୀୟମାନଙ୍କୁ ଦିଅ। କାରଣ ସମାନେେ ସଦାପ୍ରଭୁଙ୍କର ପବିତ୍ର ତମ୍ବୁର ରକ୍ଷକ ଅଟନ୍ତି।"
31
"ତହୁଁ ମାଶାଙ୍କେୁ ସଦାପ୍ରଭୁ ଯେଉଁ ଆଜ୍ଞା ଦଇେଥିଲେ ସହେି ଅନୁସାରେ ମାଶାେ ଓ ଇଲିଯାସର ଯାଜକ କଲେ।"
32
"ୟୁଦ୍ଧ ରେ ଲୁଣ୍ଠିତ ଦ୍ରବ୍ଯ ମଧିଅରେ 6,75,000 ମଷେ ଥିଲେ।"
33
"72,000 ଗୋରୁ।"
34
"61,000 ଗଧ"
35
"ଓ 32,000 ସ୍ତ୍ରୀ ଲୋକ ଯେଉଁମାନେ କି ପୁରୁଷ ସହବାସ ଅଜ୍ଞାତା ଥିଲେ।"
36
"ତହିଁରେ ୟୁଦ୍ଧକୁ ୟାଇଥିବା ଲୋକମାନଙ୍କର ଲଭ୍ଯ ଅର୍ଦ୍ଧାଂଶର ସଂଖ୍ଯା 3,37,500 ମଷେ।"
37
"ସହେି ମଷେ ମଧ୍ଯରୁ ସମାନେେ 675 ସଦାପ୍ରଭୁଙ୍କୁ ମଷେ କର ସ୍ବରୂପ ଦେଲେ।"
38
"ଆଉ ସମାନଙ୍କେର 36,000 ଗୋରୁ ମଧ୍ଯରୁ ବାସ୍ତରି ଗୋରୁ ସଦାପ୍ରଭୁଙ୍କର କର ସ୍ବରୂପ ଥିଲା।"
39
"ସମାନଙ୍କେର 30,500 ଗଧ ମଧ୍ଯରୁ ସଦାପ୍ରଭୁଙ୍କର ସେଥି ରେ ଏକଷଠି ଗଧ କର ସ୍ବରୂପ ଥିଲା।"
40
"ପୁଣି ସମାନଙ୍କେର 16,000 ସ୍ତ୍ରୀ ଲୋକ ମଧ୍ଯରୁ ବତିଶ୍ ପ୍ରାଣୀ ସଦାପ୍ରଭୁଙ୍କର କର ସ୍ବରୂପ ଥିଲା।"
41
"ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ମାଶାେ ଏହିସବୁ ଯାଜକ ଇଲିଯାସକୁ ଉପହାର ସ୍ବରୂପ ଦେଲେ।"
42
"ପୁଣି ଯୋଦ୍ଧାମାନଙ୍କ ଅଂଶ ଛଡା ଯେଉଁ ଅର୍ଦ୍ଧାଂଶ ମାଶାେ ଇଶ୍ରାୟେଲ ସନ୍ତାନଗଣକୁ ଦଇେଥିଲେ।"
43
"ମଣ୍ତଳୀ ସହେି ଅର୍ଦ୍ଧାଂଶ ଅନୁସାରେ 3,37,500 ମଷେ ପାଇଲେ।"
44
"36,000 ଗୋରୁ।"
45
"30,500 ଗଧ,"
46
"ଆଉ 16,000 ସ୍ତ୍ରୀ ଲୋକ ଥିଲେ।"
47
"ତହୁଁ ଇଶ୍ରାୟେଲ ସନ୍ତାନଗଣର ଲଭ୍ଯ ସହେି ପଚାଶ ପ୍ରତିଶତ ଅଂଶରୁ ମାଶାେ ମନୁଷ୍ଯ ଓ ପଶୁର ପ୍ରେତ୍ୟକକ ପଚାଶ ମଧ୍ଯରୁ ଗୋଟିଏ ଲଖାଏଁେ ନେଲେ ଓ ତାଙ୍କ ପ୍ରତି ସଦାପ୍ରଭୁଙ୍କର ଆଜ୍ଞାନୁସା ରେ ସଦାପ୍ରଭୁଙ୍କର ଆବାସ ରକ୍ଷକ ଲବେୀୟମାନଙ୍କୁ ଦେଲେ।"
48
"ଏହାପରେ ସୈନ୍ଯବାହୀନିର ନତେୃବର୍ଗ ସହସ୍ର ସୈନ୍ଯାଧିପତି ଓ ଶତ ସୈନ୍ଯାଧିପତିମାନେ ମାଶାଙ୍କେ ନିକଟକୁ ଆସିଲେ।"
49
"ସମାନେେ ମାଶାଙ୍କେୁ କହିଲେ, ଆମ୍ଭେ ତୁମ୍ଭର ସବେକଗଣ ନିଜ ଅଧୀନସ୍ଥ ସମସ୍ତ ଯୋଦ୍ଧାମାନଙ୍କୁ ଗଣନା କରିଅଛୁ। କହେିଜଣେ ହଜିୟାଇ ନାହାନ୍ତି।"
50
"ଆମ୍ଭମାନେେ ପ୍ରେତ୍ୟକକ ସୈନ୍ଯଙ୍କଠାରୁ ସଦାପ୍ରଭୁଙ୍କ ପାଇଁ ଉପହାର ସ୍ବରୂପ ସୁବର୍ଣ୍ଣ କଙ୍କଣ, ବଳା, ଅଙ୍ଗୁରୀଯ, କୁଣ୍ତଳ ଓ ହାରସବୁ ଆଣିଅଛୁ। ଏହି ସବୁ ସଦାପ୍ରଭୁଙ୍କୁ ଆମ୍ଭମାନଙ୍କର ପ୍ରାଯଶ୍ଚିତ ପାଇଁ ଉତ୍ସର୍ଗ କରୁଅଛୁ।"
51
"ତହୁଁ ମାଶାେ ଓ ଯାଜକ ଇଲିଯାସର ସମାନଙ୍କେଠାରୁ ଏହି ସମସ୍ତ ସ୍ବର୍ଣ ଅଳଙ୍କାର ନଇଗେଲେ।"
52
"ସହସ୍ର ସୈନ୍ଯାଧିପତି ଓ ଶତ ସୈନ୍ଯାଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେଉଁ ସ୍ବର୍ଣ ଅଳଙ୍କାର ସବୁ ଉପହାର ସ୍ବରୂପ ଉତ୍ସର୍ଗ କଲେ, ସେ ସମସ୍ତ ସ୍ବର୍ଣ ଉପହାର 420 ପାଉଣ୍ତ ଓଜନ ଥିଲା।"
53
"ପୁଣି ଯୋଦ୍ଧାମାନେ ନିଜ ନିଜ ପାଇଁ ଲୁଟିତ ଦ୍ରବ୍ଯର ଅବଶିଷ୍ଟ ଭାଗ ରଖି ନଇେଥିଲେ।"
54
"ଏହାପରେ ମାଶାେ ଓ ଇଲିଯାସର ଯାଜକ ସହସ୍ର ସୈନ୍ଯାଧିପତି ଓ ଶତ ସୈନ୍ଯାଧିପତିଙ୍କଠାରୁ ସହେି ସ୍ବର୍ଣ ଗ୍ରହଣ କଲେ ଓ ସଦାପ୍ରଭୁଙ୍କ ସମ୍ମୁଖ ରେ ଇଶ୍ରାୟେଲ ସନ୍ତାନଗଣଙ୍କ ସ୍ମୃତି ଚିହ୍ନ ରୂପେ ସହେି ସମାଗମ ତମ୍ବୁ ରେ ରଖିଲେ।"
← Chapter 30
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 32 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36