bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
Acts 19
Acts 19
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 20 →
1
ଜ୍ଡେବ୍ଳ୍ ଆପୋଲ୍ଲ କରନ୍ତିର୍ ସ୍ହରେ ରିଲା, ସ୍ଡେବ୍ଳ୍ ପାଉଲ୍ ଡଙ୍ଗୁର୍ ଦେଶ୍ ବାଟ୍ ଅଇ ଏଫିସ ସ୍ହର୍କେ ଆଇଲା, ଆର୍ ସେତି ସେ କ୍ତେକ୍ ଚେଲାମ୍ନ୍କେ ବେଟ୍ ହାଇଲା।
2
ସେ ସେମ୍ନ୍କେ ହ୍ଚାର୍ଲା, “ବିଶ୍ବାସ୍ କ୍ର୍ତାବ୍ଳ୍ କାଇରି ତୁମିମ୍ନ୍ ପବିତର୍ ଆତ୍ମାକେ ହାଇରିଲାସ୍?” ସେମ୍ନ୍ ତାକେ କଇଲାଇ, “ପବିତର୍ ଆତ୍ମା ଆଚେ ଇରି ଅମିମ୍ନ୍ ଶୁଣି ନ୍କେରୁ।”
3
ସେତାକ୍ ପାଉଲ୍ ସେମ୍ନ୍କେ ହ୍ଚାର୍ଲା, “ତ୍ବେ ତୁମିମ୍ନ୍ କ୍ନ୍କ୍ରି ଡୁବେନ୍ନ୍ଇ ଆଚାସ୍?” ସେମ୍ନ୍ କଇଲାଇ, “ଡୁବେନ୍ ଦେତା ଯୋହନାର୍ ତ୍ଇହ୍ଣି।”
4
ପାଉଲ୍ କଇଲା, “ଜୁଇଲକ୍ ପାପେହ୍ଣି ମ୍ନ୍ ବାଦ୍ଲାଇ ରିଲାଇ ସେମ୍ନ୍ ହ୍କା ଡୁବେନ୍ ଦେତା ଯୋହନାର୍ ଡୁବେନ୍ ଦେଇ, ମ୍ତର୍ ତାର୍ହ୍ଚେ ଯେ ଆସୁଲା, ସେ ଯୀଶୁର୍ ତ୍ଇ ବିଶ୍ବାସ୍ କ୍ରୁକେ ଯୋହନ୍ ଇସ୍ରାଏଲ୍ ଲକ୍ମ୍ନ୍କେ କଇରିଲା।”
5
ସେମ୍ନ୍ ଇରି ଶୁଣିକ୍ରି ମାପ୍ରୁ ଯୀଶୁର୍ ନାଉଁଏ ଡୁବେନ୍ ନିଲାଇ,
6
ଆର୍ ପାଉଲ୍ ସେମ୍ନ୍କାର୍ ଉହ୍ରେ ତାର୍ ଆତ୍ ସ୍ଙ୍ଗାଇଲାକେ ପବିତର୍ ଆତ୍ମା ସେମ୍ନ୍କାର୍ ଉହ୍ରେ ଉତ୍ରି ଆଇଲି, ଆରେକ୍ ସେମ୍ନ୍ ବିନ୍ବିନ୍ ବାଷାଇ କ୍ତାବାର୍ତା କ୍ଲାଇ ଆର୍ ଇଶ୍ଵରାର୍ ବାବବାଣି କଇଲାଇ।
7
ସେମ୍ନ୍ ସେତି ବାରଗଟ୍ ଅଣ୍ଡ୍ରା ହିଲାମ୍ନ୍ ରିଲାଇ।
8
ତାର୍ହ୍ଚେ ପାଉଲ୍ ତିନିମାସ୍ ହ୍ତେକ୍ ପାର୍ତେନା ଗ୍ରେ ନ୍ଡିରିକ୍ରି ଇଶ୍ଵରାର୍ ରାଇଜ୍ ବିଷୟେ କଇ ସେମ୍ନ୍କାର୍ ମ୍ନେ ବିଶ୍ବାସ୍ କ୍ରାମ୍କେ ଚେଷ୍ଟା କ୍ରୁକେ ଲାଗ୍ଲା।
9
ମ୍ତର୍ ସ୍ଡେବ୍ଳ୍ ସେମ୍ନ୍କାର୍ ବିତ୍ରେ କ୍ତେକ୍ ଅଟୁଆ ମ୍ନାର୍ ଲକ୍ ରିଲାଇ, ସେମ୍ନ୍ ବିଶ୍ବାସ୍ ନ୍କେଲାଇ। ସେମ୍ନ୍ ସେ ଦ୍ଳାର୍ ସ୍ବୁଲକାର୍ ମୁଏ ମାପ୍ରୁର୍ ର୍ସ୍ତା ବିଷୟେ ଲିନ୍ଦା କ୍ରୁକେ ଲାଗ୍ଲାଇ, ସ୍ଡେବ୍ଳ୍ ପାଉଲ୍ ସେମ୍ନ୍କେ ଚାଡିକ୍ରି କ୍ତେକ୍ ଚେଲାମ୍ନ୍କେ ଦ୍ରି ସ୍ବୁଦିନ୍ ତୁରାନାର୍ ଇସ୍କୁଲେ ହାଟ୍ ହ୍ଳାଉତା ଟାଣେ ଜାଇକ୍ରି ଶିକ୍ୟା ଦେମ୍କେ ଲାଗ୍ଲା।
10
ଅନ୍କ୍ରି ଦୁଇ ବର୍ଷ ହ୍ତେକ୍ ସେ ଶିକ୍ୟା ଦେତିରିଲା। ଆସିଆ ଜିଲାଇ ବାସାକ୍ରିରିଲା ବେସି ଯିହୁଦି ଆର୍ ଗ୍ରୀକ୍ ଜାତିର୍ ସ୍ବୁ ଲକ୍ମ୍ନ୍ ମାପ୍ରୁର୍ ବାକ୍ୟ ଶୁଣ୍ଲାଇ।
11
ଆରେକ୍ ଇଶ୍ୱର୍ ପାଉଲାର୍ ଆତେ ଚମ୍ତ୍କାର୍ କାମ୍ମ୍ନ୍ ସ୍ବୁ କ୍ର୍ତିରିଲା,
12
ଅନ୍କ୍ରି ପାଉଲ୍ କ୍ର୍ତିରିଲା, ରୁମାଲ୍ କି ତୁଆଲ୍ ରଗିମ୍ନ୍କାର୍ ଲ୍ଗେ ନିଲେକ୍ ସେମ୍ନ୍କାର୍ ତ୍ଇହ୍ଣି ରଗ୍ ଚାଡ୍ତି ରିଲି, ଆର୍ ସେମ୍ନ୍କାର୍ ତ୍ଇହ୍ଣି ବୁତ୍ଆତ୍ମାମ୍ନ୍ ବାରି ଜାତିରିଲାଇ।
13
ମ୍ତର୍ ବୁଲି ବୁଲିକ୍ରି ଗୁଣିଆ କାମ୍ କ୍ର୍ତିରିଲା ଯିହୁଦି ଲକ୍ମ୍ନ୍ ହେଁ ମାପ୍ରୁ ଯୀଶୁର୍ ନାଉଁ ଦ୍ରିକ୍ରି ବୁତ୍ଆତ୍ମା ଚାଡାମ୍କେ ଚେଷ୍ଟା କ୍ର୍ତି ରିଲାଇ, ସେମ୍ନ୍ କ୍ଉତିରିଲାଇ, “ପାଉଲ୍ ପର୍ଚାର୍ କ୍ର୍ତିରିଲା ଯୀଶୁର୍ ନାଉଁଏ ମୁଇ ତକେ ତାର୍ ନାଉଁଏ ଆଦେଶ୍ ଦେମ୍ଲେ।”
14
ଆରେକ୍ ସ୍କେବା ନାଉର୍ ଗଟେକ୍ ଯିହୁଦିର୍ ମୁକିଆ ଜାଜକାର୍ ସାତ୍ଗଟ୍ ହଇସିମ୍ନ୍ ଅନ୍କ୍ରି କ୍ର୍ତି ରିଲାଇ।
15
ମ୍ତର୍ ବୁତ୍ଆତ୍ମାମ୍ନ୍ ସେମ୍ନ୍କେ କ୍ଉତିରିଲାଇ, “ଅମିମ୍ନ୍ ଯୀଶୁକେ ଜାଣୁ ଆର୍ ପାଉଲ୍କେ ହେଁ ଜାଣୁ, ମ୍ତର୍ ତୁମିମ୍ନ୍ କେ?”
16
ସ୍ଡେବ୍ଳ୍ ସେ ବୁତ୍ଆତ୍ମା ଲାଗିରିଲା ମାନାଇ ସେମ୍ନ୍କାର୍ ଉହ୍ରେ ଡ୍ଗାଇ କ୍ରି ସେ ସେମ୍ନ୍କେ ମାରିକ୍ରି ସେମ୍ନ୍କାର୍ ହ୍ଚିଆ ହାଟା ଚିରି ହ୍କାଇଲି ଆର୍ ସେମ୍ନ୍କେ କ୍ଣ୍ତିଆ କାବ୍ରା କ୍ରି ତାର୍ ଗ୍ରେହ୍ଣି ବାରି ହ୍ଳାଇଲି।
17
ଏଫିସ ସ୍ହରେ ବାସାକ୍ରିରିଲା ଯିହୁଦିମ୍ନ୍, ଆର୍ ଗ୍ରୀକ୍ ଜାତିର୍ ଲକ୍ମ୍ନ୍ ଇ ସ୍ବୁକ୍ତା ଜାନ୍ଲାଇ। ଆର୍ ସେତିର୍ ସ୍ବୁ ଲକ୍ମ୍ନ୍ ଡିର୍ଲାଇ, ସେତି ମାପ୍ରୁ ଯୀଶୁର୍ ନାଉଁଏ ସ୍ବୁଲକ୍ ମାନ୍ଲାଇ।
18
ଆରେକ୍ ବିଶ୍ବାସିମ୍ନ୍କାର୍ ବିତ୍ରେ ବେସି ଲକ୍ମ୍ନ୍ ଆସି ନିଜାର୍ ନିଜାର୍ କ୍ରାପ୍ କାମ୍ ମାନ୍ଲାଇ ଆର୍ ଜାଣାଇ କ୍ରି କଇଲାଇ,
19
ଆର୍ ଗୁଣିଆ କାମ୍ କ୍ର୍ତିରିଲା ସ୍ବୁ ଲକ୍ମ୍ନ୍ ନିଜାର୍ ନିଜାର୍ ଶାସ୍ତର୍ ଆଣିକ୍ରି ସ୍ବୁ ଲକ୍ମ୍ନ୍କାର୍ ଲ୍ଗେ ସ୍ଙ୍ଗାଇ କ୍ରି ହଡାଇଲାଇ। ସେମ୍ନ୍ ସେ ସ୍ବୁ ଶାସ୍ତରାର୍ ଦାମ୍ ଇସାବ୍ କ୍ରି ସେରି ପଚାଷ୍ ହ୍ଜାର୍ ରୁହା ଡାବୁ ବ୍ଲି ଦ୍କ୍ଲାଇ।
20
ଅନ୍କ୍ରି ଇଶ୍ଵରାର୍ ବାକ୍ୟ ବେଗି ବାଡ୍ଲି ଆର୍ ବେସିଶ୍କ୍ତି ଅମ୍କେ ଲାଗ୍ଲି।
21
ଇ ସ୍ବୁ ବିଷୟ୍ ସ୍ର୍ଲା ହ୍ଚେ ପାଉଲ୍ ମାକିଦନିଆ ଜିଲା ଆର୍ ଆଖାୟା ସ୍ହର୍ ବାଟ୍ ଅଇ ଯିରୁଶାଲମ୍ ସ୍ହରେ ଜ୍ମ୍କେ ମ୍ନ୍କ୍ଲା, ଆର୍ ମ୍ନେ ବାବିକ୍ରି କଇଲା, ସେତିକେ ଗ୍ଲାହ୍ଚେ ମକେ ରୋମ୍ ରାଇଜ୍କେ ହେଁ ଜ୍ମ୍କେ ଅଇଦ୍।
22
ଆରେକ୍ ଜୁଇ ଲକ୍ମ୍ନ୍ ତାର୍ ସେବା କ୍ର୍ତି ରିଲାଇ, ସେମ୍ନ୍କାର୍ ବିତ୍ରେ ତୀମଥି ଆର୍ ଏରାଷ୍ଟ, ସେ ଜାତା ଆଗେ ଇ ଦୁଇ ଲକ୍କେ ମାକିଦନିଆ ଜିଲାକେ ହ୍ଟାଇଲା, ମ୍ତର୍ ସେ କ୍ତିଦିନ୍ ହ୍ତେକ୍ ଆସିଆ ଜିଲାର୍ ଏଫିସୀୟା ସ୍ହରେ ରିଲା।
23
ସ୍ଡେବ୍ଳ୍ ଏଫିସୀ ସ୍ହରେ ମାପ୍ରୁର୍ ର୍ସ୍ତା ବିଷୟେ ବେସି ମାଡ୍ଗଳ୍ ଆରମ୍ ଅଇଲି।
24
କାଇତାକ୍ ଦୀମିତ୍ରୀୟ ନାଉର୍ ଗଟେଲକ୍ ରୁହା କାମ୍କ୍ର୍ତା ଆର୍ତ୍ତେମି ଦେବିର୍ ସେ ସାନ୍ ସାନ୍ ରୁହାର୍ ମନ୍ଦିର୍ ତିଆର୍ କ୍ର୍ତି ରିଲାଇ, ଆର୍ ସେ ତିଆର୍ କ୍ଲାର୍ ବେସି ବେପାର୍ ଅଉତିରିଲି ଲାଗି ସେ ଲକ୍ମ୍ନ୍ ବେସି ଡାବୁ ଲାବ୍ କ୍ର୍ତି ରିଲାଇ।
25
ଦୀମିତ୍ରୀୟ ସେମ୍ନ୍କେ ଆର୍ ବେପାରିମ୍ନ୍ ସେ ତିଆର୍ କ୍ର୍ତା ଲକ୍ମ୍ନ୍କେ କୁଦିକ୍ରି କଇଲା, “ବାଇମନ୍, ଇ ବେପାର୍ ଗିନେ ଅମିମ୍ନ୍ ବେସି ଦ୍ନ୍ ଅଉଅ ବ୍ଲି ତୁମିମ୍ନ୍ ଜାଣାସ୍।”
26
ମ୍ତର୍ ପାଉଲ୍ ଜୁଇରି ସ୍ବୁ କ୍ରୁଲା ସେ ବିଷୟେ ତୁମିମ୍ନ୍ ଜାଣୁଲାସ୍ ଆର୍ ଶୁଣୁଲାସ୍, ସେ କ୍ମ୍ଲା ମାନାଇମ୍ନ୍ ଆତେ ତିଆର୍ କ୍ଲା ଦେବ୍ତା ସେରି ଇଶ୍ୱର୍ ନଇ। ସେ ଏଫିସୀ ସ୍ହରେ ଆର୍ ଗୁଳା ଆସିଆ ଦେଶେ ଗାଦି ଲକ୍ମ୍ନ୍କେ ଅନ୍କ୍ରି କଇ ବୁଲୁଲାଇ।
27
ଅମାର୍ମ୍ନ୍କାର୍ ବେପାର୍ ଯେ ବ୍ନ୍ଦ୍ ଅଇଦ୍ ସେ କ୍ତା ନଇ, ମ୍ତର୍ ଜୁଇ ବ୍ଡ୍ ଦେବି ଦେବ୍ତାର୍ ଆର୍ତ୍ତେମି ଜିଲାଇ ଆସିଆ ଜିଲା ଆର୍ ଗୁଳା ହୁର୍ତିବି ତ୍ଇ ହୁଜା ହାମ୍ଲି ସେ ମନ୍ଦିରାର୍ ନାଉଁ ଆରେକ୍ ନ୍ରେଇ, ଆର୍ତ୍ତେମି ଦେବ୍ତାର୍ ଆରାଦନା ଆରେକ୍ କେ ନ୍କେର୍ତି।
28
ଲକ୍ମ୍ନ୍ ଇକ୍ତା ଶୁଣିକ୍ରି ରିସା ଅଇଲାଇ, ଆର୍ ବେଲ୍କି ଅଇକ୍ରି କଇଲାଇ, “ଏଫିସୀୟାର୍ ବ୍ଡ୍ ଦେବି ଆର୍ତ୍ତେମି।”
29
ତ୍ବେ ଗୁଳା ସ୍ହରେ ଲକ୍ମ୍ନ୍କାର୍ ବିତ୍ରେ ମାଡ୍ଗଳ୍ ଆରମ୍ ଅଇଲି, ଆର୍ ମାଡ୍ଗଳ୍ କ୍ର୍ତା ଲକ୍ମ୍ନ୍ ସ୍ବୁ ପାଉଲାର୍ ସ୍ଙ୍ଗୁଆଳି ମାକିଦନିଆର୍ ଗାୟ ଆର୍ ଆରିସ୍ତାର୍ଖକେ ଦ୍ରିକ୍ରି ବେଗି ମାଡ୍ ଲାଗ୍ତା ଟାଣେ ନିଲାଇ।
30
ସେତାକ୍ ପାଉଲ୍ ନିଜେ ଲକ୍ମ୍ନ୍କାର୍ ଲ୍ଗେ ଜ୍ମ୍କେ ମ୍ନ୍କ୍ଲା, ମ୍ତର୍ ଚେଲାମ୍ନ୍ ତାକେ ଜ୍ମ୍କେ ନ୍ଦିଲାଇ।
31
ଆର୍ ଆସିଆ ଜିଲାର୍ କ୍ତେକ୍ ମୁକିଆ ନେତାମ୍ନ୍ ଯେ କି ପାଉଲାର୍ ସାଙ୍ଗ ରିଲାଇ, ସେମ୍ନ୍ ହେଁ ସେ ମାଡ୍ଗଳ୍ ଅଉତା ଟାଣେ ତୁଇ ଜାଆନାଇ ବ୍ଲି ତାକେ ଅନୁରଦ୍ କ୍ଲାଇ।
32
ସ୍ଡେବ୍ଳ୍ କୁଟୁମ୍ ବ୍ସ୍ଲା ସ୍ବୁ ଲକ୍ମ୍ନ୍ ବେସି ରିସା ଅଇରିଲାଇ, ସେମ୍ନ୍ ମ୍ନ୍ଦା ମ୍ନ୍ଦା ଅଇ ବିନ୍ବିନ୍ କ୍ତା କ୍ଉତିରିଲାଇ, ଆର୍ ସେମ୍ନ୍କାର୍ ବିତ୍ରେ ବେସିଲକ୍ କାଇତାକ୍ ସେତି ରୁଣ୍ତ୍ଲାଇ ଆତ୍ତି, ସେରି ହେଁ ଜାଣିନ୍ରିଲାଇ।
33
ଆରେକ୍ ଲକ୍ମ୍ନ୍କାର୍ ବିତ୍ରେହ୍ଣି କେ କେ କଇଲାଇ ଯେ ଆଲେକ୍ଜାଣ୍ତାର୍ ହ୍କା ସେତିର୍ ଦାଇ, କାଇତାକ୍ ଯିହୁଦିମ୍ନ୍ ତାକେ ମୁଳ୍ କ୍ରିରିଲାଇ, ଆଲେକ୍ଜାଣ୍ତାର୍ ଆତ୍ ଦ୍କାଇକ୍ରି ଲକ୍ମ୍ନ୍କେ ଶାନ୍ତି ଅମ୍କେ କଇଲା, ସେ ତାକାର୍ ଲକ୍ମ୍ନ୍କାର୍ ବାଟ୍ କ୍ମ୍କେ ମ୍ନ୍କ୍ର୍ତି ରିଲା, ଜୁଇରି ଗଟୁକେ ଜାତିରିଲି ସେରି ସେ ବ୍ଲ୍କ୍ରି ଜାନ୍ଲା।
34
ମ୍ତର୍ ସେ ଗଟେକ୍ ଯିହୁଦିଲକ୍ ବ୍ଲି ଜ୍ଡେବ୍ଳ୍ ସେମ୍ନ୍ ଜାନ୍ଲାଇ, ସ୍ଡେବ୍ଳ୍ ସେ ସ୍ବୁ ଲକ୍ମ୍ନ୍ ଗଟେମାଡେ ବ୍ଡ୍ ଟଣ୍ତ୍କ୍ରି କଇଲାଇ, “ଏଫିସୀୟ ସ୍ହରାର୍ ଆର୍ତ୍ତେମି ଦେବିର୍ ମଇମା ଅଉଅ,” ଅନ୍କ୍ରି ଦୁଇ ଗଣ୍ଟା ହ୍ତେକ୍ ବେଲ୍କି ଅଇକ୍ରି କ୍ମ୍କେ ଲାଗ୍ଲାଇ।
35
ସ୍ରାସ୍ରି ବ୍ଳ୍ ରାଇଜ୍କେ ଚାଲାଉତା ଲକ୍ମ୍ନ୍କେ ଶାନ୍ତି କ୍ରୁକେ କଇଲା, “ଏଫିସୀୟ ସ୍ହରେ ବାସା କ୍ର୍ତିରିଲା ସ୍ବୁ ବାଇମନ୍ ଶୁଣା ଯେ ଏଫିସୀ ସ୍ହରାର୍ ବ୍ଡ୍ ଦେବ୍ତା ଆର୍ତ୍ତେମିର୍ ମନ୍ଦିର୍, ସ୍ର୍ଗେ ହ୍ଣି ଅଦ୍ରି ଆସିରିଲା ଗଟେକ୍ ପବିତର୍ ମନ୍ଦିର୍ ବ୍ଲି ସ୍ବୁଲକ୍ ଜାଣ୍ତି?
36
ତ୍ବେ କେ ସେତାକ୍ ନ୍ଚେ ସେତାର୍ଗିନେ ତୁମିମ୍ନ୍ ଶାନ୍ତି ଅଉଆ, ଆର୍ ବୁଦି ନ୍ରିଲା ହର୍ କାଇ କାମ୍ ନ୍କେରା।
37
କାଇତାକ୍ ଇ ଲକ୍ମ୍ନ୍ ମନ୍ଦିରେ ହ୍ଣି କାଇରି ଚରି ନ୍କେର୍ତି କି ଅମାର୍ ଦେବିର୍ ବିରୁଦେ କାଇକ୍ତା ନ୍କଉତି, ତ୍ବେ ତୁମିମ୍ନ୍ ଇ ମାନାଇମ୍ନ୍କେ କାଇକ୍ରୁକ୍ ଦସି କ୍ରି ଦ୍ରି ଆଣି ଆଚାସ୍।
38
ଯଦି ଦୀମିତ୍ରୀୟ ଆର୍ ତାର୍ ମୁର୍ତି ତିଆର୍ କ୍ର୍ତା ମାନାଇମ୍ନ୍କାର୍ ବିରୁଦେ କାଇରି କ୍ମ୍କେ ଆଚେ, ତ୍ବେ ତାର୍ ବିଚାର୍ କ୍ରୁକେ ନେତାମ୍ନ୍ ଇତି ଆତ୍ତି। ବିଚାର୍ କ୍ର୍ତାଦିନ୍ ଆର୍ ସମୟ୍ ହେଁ ଆଚେ ସେତି ତୁମାର୍ କାଇରି କ୍ମ୍କେ ରିଲେକ୍ ତୁମିମ୍ନ୍ ଜାଣାମ୍ ହାରାସ୍।
39
ମ୍ତର୍ ତୁମାର୍ କ୍ତା ଯଦି ସେତି ବିଚାର୍ ଅମ୍ ନାହାର୍ଲେକ୍ ଜ୍ଡେବ୍ଳ୍ ସ୍ହରାର୍ କୁଟୁମ୍ ବ୍ସେଦ୍ ସ୍ଡେବ୍ଳ୍ ସେ ବିଷୟେ ବିଚାର୍ ଅଇଦ୍।
40
ଆଜି ଜୁଇ ମାଡ୍ଗଳ୍ ଗଟିଆଚେ ସେତାର୍ଗିନେ ଅମିମ୍ନ୍ ଦସି ଅମ୍କେ ଅଇଦ୍। କାଇତାକ୍ ଇ ମାଡ୍ଗଳାର୍ ବିଷୟେ ଅମାର୍ ଲ୍ଗେ କାଇ ହେଁ ଉତର୍ ନାଇ।”
41
ଇ ସ୍ବୁକ୍ତା କଇକ୍ରି ସେ ଲକ୍ମ୍ନ୍କେ ନିଜାର୍ ନିଜାର୍ ଗ୍ରେ ହ୍ଟାଇ ଦିଲାଇ।
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 20 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28