bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
Acts 7
Acts 7
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 8 →
1
ସେତାର୍ଗିନେ ମୁକିଆ ଜାଜକ୍ ସ୍ତିଫାନ୍କେ ହ୍ଚାର୍ଲା, ଇ ସ୍ବୁକ୍ତା ସ୍ତ୍ କି?
2
ସ୍ତିଫାନ୍ କଇଲା, ଏ ମର୍ ବାଇମ୍ନ୍ ଆର୍ ଉବାମ୍ନ୍ ମର୍କ୍ତା ଶୁଣା। ଅମାର୍ ଦାଦିବାବୁ ଅବ୍ରାହାମ୍ ହାରଣ୍ ସ୍ହରେ ବାସା କ୍ରୁକେ ଜାତା ଆଗ୍ତୁ ଜ୍ଡେବ୍ଳ୍ ସେ ମେସୋପୋଟାମିଆ ଦେଶେରିଲା, ସ୍ଡେବ୍ଳ୍ ମଇମାର୍ ଇଶ୍ୱର୍ ତାକେ ଦ୍କାଇଅଇ କଇଲା,
3
“ତୁମି ତୁମାର୍ କୁଟୁମ୍ ଆର୍ ଦେଶ୍କେ ଚାଡିକ୍ରି ମୁଇ ଜୁଇ ଦେଶ୍ ଦ୍କାଇନ୍ଦ୍, ସେ ଦେଶେ ଜ୍ହା।”
4
ସେତାର୍ଗିନେ କଲଦୀୟ ମ୍ନ୍କାର୍ ଦେଶେହ୍ଣି ବାରିକ୍ରି ସେ ହାରଣ୍ ଦେଶେ ଜାଇକ୍ରି ବାସାକ୍ଲା, ଆରେକ୍ ତାର୍ ଉବାସି ଅବ୍ରାହାମ୍ ମ୍ଲାହ୍ଚେ ଅବେ ତୁମିମ୍ନ୍ ଜୁଇ ଦେଶେ ବାସା କ୍ରୁଲାସ୍, ସେ ଦେଶେ ଇଶ୍ୱର୍ ତାକେ ଆନ୍ଲା,
5
ଆର୍ ସେ ସ୍ଡେବ୍ଳ୍ ଇଶ୍ୱର୍ ତାକେ ଇଦେଶେ ଅଳ୍କ୍ ସ୍ମ୍ପତି କି ଗଟେକ୍ ଆତ୍ ହେଁ ଟାଣ୍ ଦ୍ଇ ନ୍ରିଲା, ମ୍ତର୍ ଇଶ୍ୱର୍ ଅବ୍ରାହାମ୍କେ ଇଦେଶ୍ ତାର୍ ବ୍ଉଁଶାର୍ ଲକ୍ମ୍ନ୍କାର୍ ଗିନେ ସ୍ବୁଦିନାର୍ ଗିନେ ଦ୍ଇନ୍ଦ୍ ବ୍ଲି ହ୍ର୍ମାଣ୍ କ୍ରିରିଲା।
6
ସ୍ଡେବ୍ଳ୍ ଇଶ୍ୱର୍ ତାକେ ଇକ୍ତା କଇରିଲା, ତାକାର୍ ବ୍ଉଁଶାର୍ ଲକ୍ମ୍ନ୍କେ ବିଦେଶେ ଚାଳିଶ୍ ବର୍ଷ ହ୍ତେକ୍ ଗତି କ୍ଟ୍ତି ଆର୍ ସେମ୍ନ୍ ଲିନ୍ଦା ତାଳ୍ନା ହାଉତି।
7
ଆରେକ୍ ଇଶ୍ୱର୍ କଇଲା, ଜୁଇସ୍ବୁ ଲକ୍ମ୍ନ୍ ସେମ୍ନ୍କେ ଲିନ୍ଦା ତାଳ୍ନା କ୍ର୍ତି ମୁଇ ସେମ୍ନ୍କେ ବିଚାର୍ କ୍ରିନ୍ଦ୍। ତାର୍ହ୍ଚେ ସେମ୍ନ୍ ସେ ଦେଶେହ୍ଣି ବାରି ଆସ୍ତି ଆର୍ ଇଦେଶ୍ ମର୍ ଆରାଦନା କ୍ର୍ତି।
8
ଆର୍ ତାର୍ହ୍ଚେ ଇଶ୍ୱର୍ ଅବ୍ରାହାମାର୍ ସ୍ଙ୍ଗ୍ ନିୟମ୍ କ୍ଲା, ସେ ନିୟମାର୍ ଚିନା ଅମ୍ଲି ସୁନତ୍, ସେତାର୍ଗିନେ ଅବ୍ରାହାମ୍ ତାର୍ ହଇସି ଇସ୍ହାକ୍ ଜ୍ର୍ନ୍ ଅଇଲା ଆଟ୍ଦିନ୍ ହ୍ଚେ ତାକେ ସୁନତ୍ କ୍ଲା। ଇସ୍ହାକ୍ ହେଁ ତାର୍ ହଇସି ଯାକୁବ୍କେ ସୁନତ୍ କ୍ଲା, ଯାକୁବ ବାରଲକ୍କେ ଜ୍ର୍ନ୍ ଦ୍ଇ ବ୍ଉଁସ୍ ବାଡାଇଲା ଆର୍ ସେନ୍କ୍ରି ସୁନତ୍ କ୍ଲା।
9
ଯାକୁବାର୍ ହଇସିମ୍ନ୍ ତାର୍ ବାଇସି ଯୋଷେପ୍କେ ଅକାର୍ ଅଇକ୍ରି ମିସର ଦେଶ୍କେ ବିକ୍ଲାଇ। ମ୍ତର୍ ଇଶ୍ୱର୍ ଯୋଷେପାର୍ ସ୍ଙ୍ଗ୍ ରିଲା,
10
ଆରେକ୍ ତାର୍ ସ୍ବୁ ଦୁକ୍କ୍ଷ୍ଟ ତ୍ଇହ୍ଣି ଉଦାର୍ କ୍ଲା, ଜ୍ଡେବ୍ଳ୍ ସେ ମିସର ଦେଶାର୍ ର୍ଜା ଫାରର୍ ଲ୍ଗେ ଆଇଲା, ସ୍ଡେବ୍ଳ୍ ଇଶ୍ୱର୍ ତାକେ ବୁଦି ଗିଆନ୍ ଦିଲା ଆର୍ ଆଶିର୍ବାଦ୍ କ୍ଲା। ତାକେ ର୍ଜା ଗ୍ରାର୍ ଆର୍ ସ୍ବୁ ମିସର ଦେଶାର୍ ଶାସନ୍ କ୍ରୁକେ ବାଚ୍ଲା।
11
ତାର୍ହ୍ଚେ ସ୍ବୁ ମିସର ଦେଶେ ଆର୍ କିଣାନ୍ ଦେଶେ କାମ୍କେ ଅବାବ୍ ଅଇଲି ଆର୍ ବେସି ଦୁକ୍କ୍ଷ୍ଟ ଅଇଲି, ସ୍ଡେବ୍ଳ୍ ଅମାର୍ ହୁର୍ବାର୍ କାଳାର୍ ଲକ୍ମ୍ନ୍କେ କାମ୍କେ ନ୍ମିଲ୍ଲି।
12
ମ୍ତର୍ ଯାକୁବ ମିସର ଦେଶେ କାମ୍କେ କାଦିଆଚେ ବ୍ଲି ଶୁଣିକ୍ରି, ତାର୍ ହଇସି ମ୍ନ୍କେ କାତାର୍ ଗେନି ଆଣୁକେ ଅମାର୍ ହୁର୍ବାର୍ କାଳାର୍ ଲକ୍ମ୍ନ୍କେ ସେତିକେ ହ୍ଟାଇଲା।
13
ଆରେକ୍ ସେ ଜାଗାଇ ଦୁଇତର୍ ଆଇଲା ବ୍ଳ୍ ଯୋଷେପ୍ ତାର୍ ବାଇସି ମ୍ନ୍କାର୍ ଲ୍ଗେ ନିଜ୍କେ ଜାଣାଇ ଅଇଲା, ତ୍ବେ ମିସର ଦେଶାର୍ ର୍ଜା ଫାର ଯୋଷେପାର୍ ବାରଗଟ୍ ଗଷ୍ଟିକେ ଜାନ୍ଲା।
14
ତାର୍ହ୍ଚେ ଯୋଷେପ୍ ତାର୍ ଉବାସି ଯାକୁବ ଆର୍ ତାକାର୍ କୁଟୁମାର୍ ସତୁରି ହାଁଚ୍ ଲକ୍କେ ସ୍ବ୍କେ ମିସର ଦେଶେ ଆସୁକେ କୁଦାମ୍କେ ହ୍ଟାଇଲା, ଆର୍ ଯାକୁବ ମିସର ଦେଶେ ଗ୍ଲା,
15
ତାର୍ହ୍ଚେ ସେ ନିଜେ ଆର୍ ଅମାର୍ମ୍ନ୍କାର୍ ହୁର୍ବାର୍ କାଳାର୍ ତାର୍ ହଇସିମ୍ନ୍ ମ୍ଲାଇ,
16
ଆରେକ୍ ସେମ୍ନ୍କାର୍ ମ୍ଲା ଗ୍ଗାଳ୍କେ ଶିଖିମ୍ ସ୍ହରେ ନିଲାଇ, ଅବ୍ରାହାମ୍ ଜୁଇତିକି ହମୋର୍ ଲକ୍ମ୍ନ୍କାର୍ ତ୍ଇହ୍ଣି ରୁହା ଟ୍କାଦେଇ ଗେନିରିଲା, ସେ ମ୍ସ୍ଣେ ସେମ୍ନ୍କେ ତହ୍ଲାଇ।
17
ମ୍ତର୍ ଇଶ୍ୱର୍ ଅବ୍ରାହାମାର୍ ଲ୍ଗେ ଜୁଇ ହ୍ର୍ମାଣ୍ କ୍ରିରିଲା, ସେ ହ୍ର୍ମାଣ୍ ହୁରା ଅଉତା ସ୍ମୟ୍ ଲ୍ଗେ ଅଇଲି, ମିସର ଦେଶେ ଅମାର୍ ଲକ୍ମ୍ନ୍କାର୍ ଦ୍ଳ୍ ଗାଦା ଅଇ ବେସି ସଖ୍ଯା ଅଇଲି।
18
ସ୍ରାସ୍ରି ବ୍ଳ୍ ଗଟେକ୍ ମାନାଇ ମିସର ଦେଶେ ର୍ଜା ଅଇଲା, ସେ ଯୋଷେପ୍କେ ଜାଣି ନ୍ରିଲା।
19
ସେ ସେତି ଅମାର୍ ହୁର୍ବାର୍ କାଳାର୍ ଲକ୍ମ୍ନ୍କେ ବେସି ଡ୍ଣ୍ତ୍ ଦିଲାଇ, ଆର୍ ଅମାର୍ ନ୍ଉଁଆ ଜ୍ର୍ନ୍ ଅଇରିଲା ହିଲାମ୍ନ୍କେ ନ୍ଷ୍ଟ କ୍ରୁକେ, ହିଲାମ୍ନ୍କେ ହିଙ୍ଗି ଦିଆସ୍ ବ୍ଲି ଆଦେଶ୍ ଦିଲା।
20
ଇସ୍ମୟେ ମୋଶା ବବିଶତ୍ କ୍ତା କ୍ଉତାଲକ୍ ଜ୍ର୍ନ୍ ଅଇରିଲା, ସେ ଗଟେକ୍ ଇଶ୍ଵରାର୍ ଆକିଏ ବେସିସୁନ୍ଦୁର୍ ରିଲା, ଆର୍ ଗ୍ରେ ତିନିମାସ୍ ହ୍ତେକ୍ ତାର୍ ଉବାସି ଆଇସି ଲୁକାଇକ୍ରି ବାଡାଇ ଲାଇ।
21
ହ୍ଚେ ତାକେ ଲୁକାଇକ୍ରି ହସୁକେ ନ୍ହାର୍ଲାଇ, ଆର୍ ଜ୍ଡେବ୍ଳ୍ ତାକେ ଗ୍ର୍ ବାହାରେ ନ୍ଇ ର୍କ୍ଲାଇ, ସ୍ଡେବ୍ଳ୍ ର୍ଜା ଫାରର୍ ଜିସି ହ୍କା ତାକେ ମିଳାଇଲି ଆର୍ ନିଜାର୍ ହଇସି ହର୍ କ୍ରି ହସ୍ଲି।
22
ଆର୍ ମୋଶା ବବିଶତ୍ କ୍ତା କ୍ଉତାଲକ୍ ମିସରିୟ ମ୍ନ୍କାର୍ ସ୍ଙ୍ଗ୍ ହାଟ୍ ହଳିକ୍ରି ବୁଦି ଗିଆନ୍ ତ୍ଇ ବାଡ୍ଲା, ତ୍ବେ ତାର୍ କ୍ତାଇ ଆର୍ କାମେ ଗଟେକ୍ ବ୍ଡ୍ଲକ୍ ବ୍ଲି ଜାଣା ହ୍ଳ୍ଲା।
23
ମୋଶା ବବିଶତ୍ କ୍ତା କ୍ଉତାଲକ୍ ଚାଳିଶ୍ ବର୍ଷ ଅଇଲା ବ୍ଳ୍ ତାର୍ ଇସ୍ରାଏଲ୍ ଦେଶାର୍ ନିଜାର୍ ବାଇସି ମ୍ନ୍କେ, ସେ ଦ୍କୁ ଜ୍ମ୍କେ ମ୍ନ୍କ୍ଲା।
24
ସ୍ଡେବ୍ଳ୍ ଗଟେକ୍ ମିସର ଲକ୍ ଇସ୍ରାଏଲ୍ ଲକ୍କେ ମାର୍ତି ରିଲାର୍ ଦ୍କ୍ଲା, ଆର୍ ସେ ତାର୍ ବାଇସିକେ ଉଦାର୍ କ୍ରୁକେ ଜାଇକ୍ରି ସେ ମିସର ଲକ୍କେ ମ୍ର୍ନେ ମାର୍ଲା।
25
ତାର୍ ବାଇସି ମ୍ନ୍କେ ଉଦାର୍ କ୍ରୁକେ ଇଶ୍ୱର୍ ତାକେ ହ୍ଟାଇଲା ଆଚେ, ସେମ୍ନ୍ ଜାଣତ୍ ବ୍ଲି ସେ ବାବିରିଲା, ମ୍ତର୍ ସେମ୍ନ୍ ସେରି ବୁଜୁ ନ୍ହାର୍ଲାଇ।
26
ଆର୍ ଗଟେଦିନ୍ ଦୁଇ ଲକ୍ ଇସ୍ରାଏଲ୍ ଲକ୍କେ ମାଡ୍ଗଳ୍ ଅଉତାର୍ ସେ ଦ୍କି, ସେ ଦୁଇ ଲକ୍କେ ମିସାମ୍କେ ଚେଷ୍ଟା କ୍ଲା, ଆର୍ କଇଲା, “ତୁମିମ୍ନ୍ ତୋ ବାଇ ବାଇ କାଇତାକ୍ ଅନ୍କ୍ରି ମାଡ୍ଗଳ୍ ଅମ୍ଲାସ୍?”
27
ମ୍ତର୍ ଜୁଇଲକ୍ ଆର୍ ଗଟ୍ଲକ୍କେ ଅନିଆଇ କ୍ର୍ତିରିଲା, ସେ ମୋଶା ବବିଶତ୍ କ୍ତା କ୍ଉତା ଲକ୍କେ ହେଲାଇ କ୍ରି କଇଲା, “କେ ତକେ ଅମାର୍ ଉହ୍ରେ ଶାସନ୍କ୍ର୍ତା ଆର୍ ବିଚାର୍ କ୍ର୍ତା କ୍ରି ବାଚ୍ଲା ଆଚେ?
28
କାଲି ଜ୍ନ୍କ୍ରି ସେ ମିସର ଲକ୍ମ୍ନ୍କେ ମ୍ର୍ନେ ମାରି ରିଲାସ୍, ସେନ୍କ୍ରି କି ମକେ ମ୍ର୍ନେ ମାରୁକେ ଇଚା କ୍ରୁଲାସ୍?”
29
ମୋଶା ବବିଶତ୍ କ୍ତା କ୍ଉତାଲକ୍ ଇକ୍ତା ଶୁଣିକ୍ରି ଡିର୍ଲା, ଆର୍ ମିସର ଦେଶ୍ ଚାଡି ମିଦିୟନ୍ ଦେଶେ ହ୍ଳାଇଲା ଆର୍ ସେତି ବାସାକ୍ଲା। ସେତି ତାର୍ ଜଳେକ୍ ହଇସି ଜ୍ର୍ନ୍ ଅଇଲାଇ।
30
ମିଦିୟନ୍ ଦେଶେ ଚାଳିଶ୍ ବର୍ଷ ରିଲା ହ୍ଚେ, ଏକ୍ଲା ସୀନୟ ନାଉର୍ ଶୁନ୍ସାନ୍ ଜାଗାଇ ଦୂତ୍ ଗଟେକ୍ ହ୍ଦାଇ ଆସି ଜୟ୍ହର୍ ଅଇ ତାକେ ଦ୍କାଇ ଅଇଲା।
31
ମୋଶା ଜ୍ଡେବ୍ଳ୍ ସେ ହ୍ଦାକେ ଦ୍କ୍ଲାଇ ସେତି ଜୟ୍ ଲାଗ୍ଲେକ୍ ହେଁ କାଇ ନୟ୍ଲି ସେରି ଦ୍କି ସେ କାବା ଅଇଲା ଆର୍ ବ୍ଲ୍କ୍ରି ଦ୍କୁକେ ଲ୍ଗେ ଜାତାବ୍ଳ୍ ମାପ୍ରୁର୍ ଇ ଶ୍ବ୍ଦ ଅଇଲି,
32
“ଅମି ତୁମାର୍ ଆଗାର୍ ହୁର୍ବାର୍ ଲକ୍ମ୍ନ୍କାର୍ ଇଶ୍ୱର୍, ଅବ୍ରାହାମ୍, ଇସ୍ହାକ୍ ଆର୍ ଯାକୁବାର୍ ଇଶ୍ୱର୍।” ସେତାର୍ଲାଗି ମୋଶା ଡିରିକ୍ରି ତ୍ର୍ତ୍ରି ଗ୍ଲା ଆର୍ ବ୍ଲ୍କ୍ରି ଦ୍କୁକେ ସାସ୍ କ୍ରୁ ନ୍ହାର୍ଲା।
33
ତାର୍ହ୍ଚେ ମାପ୍ରୁ ତାକେ କଇଲା, “ତୁମାର୍ ହାଦାର୍ ହାଣ୍ଡାଇ କାଡି ହ୍କାଉଆ, କାଇତାକ୍ ତୁଇ ଜୁଇଜାଗାଇ ଟିଆଅଇ ଆଚ୍ସି ସେରି ପବିତର୍ ଜାଗା।
34
ମିସର୍ ଦେଶେ ମର୍ ଜୁଇ ଲକ୍ମ୍ନ୍ ଆତ୍ତି, ମୁଇ ସେମ୍ନ୍କାର୍ ଦୁକ୍ ଦ୍କିଆଚି ଆର୍ ସେମ୍ନ୍କାର୍ କାନ୍ଦ୍ତାର୍ ଶୁଣି ଆଚି, ଆର୍ ସେମ୍ନ୍କେ ଉଦାର୍ କ୍ରୁକେ ଉତ୍ରି ଆସିଆଚି, ଆରେକ୍ ଅବେ ଆଶା, ମୁଇ ତୁମୁକେ ମିସର ଦେଶ୍କେ ହଟାଇନ୍ଦ୍।”
35
କେ ତକେ ଶାସନ୍କ୍ର୍ତା ଆର୍ ବିଚାର୍ କ୍ର୍ତା କ୍ରି ବାଚ୍ଲା ଆଚେବ୍ଲି କଇ ଇରି ସେ ମୋଶା ଜାକେ ଇସ୍ରାଏଲ୍ ଲକ୍ମ୍ନ୍କେ ଗୁର୍ନା କ୍ଲାଇ, ତାକେ ଇଶ୍ୱର୍ ହ୍ଦାଇ ଦ୍ର୍ଶନ୍ ଦ୍କାଇ ଅଇଲା ଦୂତ୍ ସାଇଜରେ ଶାସନ୍ ଆର୍ ଉଦାର୍ କ୍ରି ହ୍ଟାଇଲା।
36
ଇଲକ୍ ମିସର ଦେଶେ ଆର୍ ସୁପ୍ ସ୍ମ୍ଦୁରେ ଆର୍ ଚାଳିଶ୍ ବ୍ର୍ସ୍ ହ୍ତେକ୍, ସେ ବାଲିଆ ବ୍ଟାଇ ବେସି ଚାନିଆକାମ୍କ୍ରି ସେମ୍ନ୍କେ ବାଟ୍ଦ୍କାଇ ବାର୍କ୍ରି ଆଣ୍ଲା।
37
ଇ ମୋଶା ନିଜେ ଇସ୍ରାଏଲ୍ ଦେଶାର୍ ଲକ୍ମ୍ନ୍କେ କଇରିଲା, ମକେ ଜ୍ନ୍କ୍ରି ଇଶ୍ୱର୍ ହ୍ଟାଇ ଆଚେ ସେନ୍କ୍ରି ସେ ତୁମାର୍ ଲ୍ଗେ ଗଟେକ୍ ବବିଶତ୍ କ୍ତା କ୍ଉତା ଲକ୍କେ ହ୍ଟାଇଦ୍, ସେ ତୁମାର୍ ବିତ୍ରାର୍ ଗଟେଲକ୍।
38
ଇ ଶୁନ୍ସାନ୍ ଜାଗାଇ ମୋଶା ଇସ୍ରାଏଲ୍ ଲକ୍ମ୍ନ୍କାର୍ ସ୍ଙ୍ଗ୍ ସୀନୟ ନାଉଁର୍ ଡଙ୍ଗ୍ରେ ଅମାର୍ ହୁର୍ବାର୍ କାଳାର୍ ଲକ୍ମ୍ନ୍କାର୍ ଆର୍ ସ୍ର୍ଗ୍ ଦୂତ୍ମ୍ନ୍କାର୍ ମାଲାକାରିଆ ରିଲା, ଆମୁକ୍ ଦେମ୍କେ ସେ ଇଶ୍ଵରାର୍ ତ୍ଇହ୍ଣି ଜୀବନ୍ ରିଲା ବାକ୍ୟ ଆନ୍ଲା।
39
ମ୍ତର୍ ଅମାର୍ ହୁର୍ବାର୍ କାଳାର୍ ଲକ୍ମ୍ନ୍ ତାର୍ କ୍ତାକେ ନ୍ମାନ୍ଲାଇ ଆର୍ ମିସର ଦେଶେ ଲେଉଟିକ୍ରି ଜ୍ମ୍କେ ମ୍ନ୍କ୍ଲାଇ ଆର୍ ମୋଶାର୍ ବାଇ ହାରଣ୍କେ କଇଲା,
40
“ଅମୁକ୍ମ୍ନ୍ ବାଟ୍ ଦ୍କାଇକ୍ରି ଅମାର୍ ଆଗେ ଆଗେ ଜାତାର୍ ଗିନେ ଗଟେକ୍ ଦେବ୍ତା ତିଆର୍ କ୍ର୍, କାଇତାକ୍ ଅମୁକେ ମିସର ଦେଶେହ୍ଣି ବାର୍କ୍ରି ଆଣିରିଲା ମୋଶା କୁଇ ବାଟ୍ ସେ ହ୍ଳାଇଲା ସେରି ଅମିମ୍ନ୍ ନ୍ଜାଣୁ।”
41
ଆର୍ ସ୍ଡେବ୍ଳ୍ ସେମ୍ନ୍ ସେତି ଗଟେକ୍ ବାଚିର୍ ମୁର୍ତି ତିଆର୍ କ୍ଲାଇ, ଆର୍ ତାର୍ ଗିନେ ବଳିହୁଜା ଦ୍ଇ ସେ ମୁର୍ତିକେ ମାନ୍ତି କ୍ରୁକେ ସେମ୍ନ୍ ବଜି ତିଆର୍ କ୍ଲାଇ।
42
ତ୍ବେ ଇଶ୍ୱର୍ ସେମ୍ନ୍କେ ଦୁକ୍ ଅଇଲା ଆର୍ ସେମ୍ନ୍କେ ଆକାଶାର୍ ତାରା ମ୍ନ୍କେ ଆରାଦନା କ୍ରୁକେ ଚାଡିଦିଲା, ଜ୍ନ୍କାର୍ ଇ ସ୍ବୁ ବିଷୟ୍ ବବିଶତ୍ କ୍ତା କ୍ଉତା ଲକ୍ମ୍ନ୍କାର୍ ଶାସ୍ତରେ ଲେକା ଅଇଆଚେ, “ଏ ଇସ୍ରାଏଲ୍ ବ୍ଉଁସ୍, ବାଲିଆ ବ୍ଟାଲ୍ଗେ ଅମାର୍ ଗିନେ ଚାଳିଶ୍ ବର୍ଷ ହ୍ତେକ୍ ତୁମିମ୍ନ୍ କାଇ ପଶୁ ବଳିହୁଜା ଆର୍ ଦାନ୍କ୍ରି ରିଲାସ୍?
43
ମ୍ତର୍ ତୁମିମ୍ନ୍ ଆରାଦନା କ୍ରୁକେ ଜୁଇ ମୁର୍ତି ତିଆର୍ କ୍ରିରିଲାସ୍ ସେ ମୋଲଖର୍ ତମ୍ୱୁ ଆର୍ ରେମ୍ପାନ୍ ଦେବ୍ତାର୍ ମୁର୍ତି ମ୍ନ୍କେ ଦ୍ରିକ୍ରି ବୁଲାସ୍, ସେତାର୍ଗିନେ ମୁଇ ତୁମୁକ୍ମ୍ନ୍ ବାବିଲୋନ୍ ଦେଶ୍ ସେହାକ୍ ବନ୍ଦିକ୍ରି ହ୍ଟାଇନ୍।
44
ତୁମି ଜୁଇରି ଦ୍କୁଲାସ୍, ସେନ୍କ୍ରି ସାକି ଦେମ୍କେ ତମ୍ୱୁ ସ୍ଙ୍ଗ୍ କୁଡିଆ ବ୍ନାଉ ବ୍ଲି ମୋଶାକେ କ୍ଉତିରିଲା, ଇଶ୍ଵରାର୍ ଆଦେଶ୍ ହର୍ ଇସ୍ରାଏଲ୍ ଲକ୍ମ୍ନ୍ ଅମାର୍ ଦାଦି ଅଜାମ୍ନ୍ ଶୁନ୍ସାନ୍ ଜାଗାଇ ବେସି ବ୍ରଷାର୍ ହ୍ଚାର୍ କ୍ତା ସାକି ହାଇରିଲାଇ।
45
ବେସି ବର୍ଷ ହ୍ଚେ ଅମାର୍ ଦାଦି ଅଜାମ୍ନ୍ ତାକାର୍ ଉବାସି ମ୍ନ୍କାର୍ ତ୍ଇହ୍ଣି ସେ ତମ୍ୱୁକେ ଯିହୋଶୂୟର୍ ସ୍ଙ୍ଗ୍ ବଇକ୍ରି ନିଲାଇ, ଇଶ୍ୱର୍ ଚାଡି ଜାଇରିଲା ଯିହୁଦି ଚାଡି ବିନ୍ଜାତିର୍ ଲକ୍ମ୍ନ୍କେ ହେଁ ସେମ୍ନ୍ ଅଦିକାର୍ କ୍ଲାଇ, ଦାଉଦାର୍ ସ୍ମୟ୍ ଆସ୍ତା ହ୍ତେକ୍ ସେ ତମ୍ୱୁ ସେତି ର୍କ୍ଲାଇ।
46
ଦାଉଦ୍ ର୍ଜା ଇଶ୍ଵରାର୍ ମୁଏଁ ବେସି ସ୍ର୍ଦା ଅଇ ଯାକୁବାର୍ ଇଶ୍ଵରାର୍ ଗିନେ ଗଟେକ୍ କୁଡିଆ ବ୍ନାମ୍କେ ପାର୍ତେନା କ୍ଲା।
47
ମ୍ତର୍ ଶଲୋମନ୍ ର୍ଜା ଇଶ୍ଵରାର୍ ଗିନେ ଗଟେକ୍ ମନ୍ଦିର୍ ବ୍ନାଇଲା।
48
ସେତାକ୍ ଯେ ବ୍ଡ୍ ଇଶ୍ୱର୍, ସେ ଆତେ ବ୍ନାଇଲା ମନ୍ଦିର୍ ଗ୍ରେ ବାସାକ୍ରି ନ୍କେରେ, ଇଶ୍ୱର୍ କଇଲା ଇକ୍ତା ଯିଶାଇୟ ବବିଶତ୍ କ୍ତା କ୍ଉତାଲକ୍ ବଇ ଲ୍ଗେ ଲେକା ଅଇଲିଆଚେ,
49
‘ସ୍ର୍ଗ୍ ଅମାର୍ ସିହାଁସନ୍ ହୁର୍ତିବି ଅମାର୍ ହାଦ୍ ସ୍ଙ୍ଗାଉତା ଟାଣ୍, ମାପ୍ରୁ କଇଲା, ତୁମି ଅମାର୍ ଗିନେ କ୍ନ୍କାର୍ ମନ୍ଦିର୍ ବ୍ନାଉତି? କି ଅମାର୍ ବିଶାଉତା ଟାଣ୍ କେଣେ?
50
କାଇରି ମୁଇ ନିଜେ ଇ ସ୍ବୁ ବିଷଇ ତିଆର୍ କ୍ରିନ୍କେରି?’”
51
ସ୍ତିଫାନ୍ ଆରେକ୍ କଇଲା, “ଏ ଇଶ୍ଵରାର୍ କ୍ତା ଶୁଣୁକେ ମ୍ନା କ୍ଲା ଲକ୍, ଆର୍ ଅବୁଜା ଲକ୍, ତୁମାର୍ ହୁର୍ବାର୍ କାଳାର୍ ଲକ୍ମ୍ନ୍ ଜ୍ନ୍କ୍ରି ପବିତର୍ ଆତ୍ମାକେ ବିରଦ୍ କ୍ରିରିଲାଇ। ସେନ୍କ୍ରି ତୁମିମ୍ନ୍ ହେଁ ସ୍ବୁବ୍ଳ୍ ପବିତର୍ ଆତ୍ମାକେ ବିରଦ୍ କ୍ରୁଲାସ୍।
52
ତୁମାର୍ ଦାଦିବାବୁମ୍ନ୍ ସ୍ବୁ ବବିଶତ୍ କ୍ତା କ୍ଉତା ଲକ୍ମ୍ନ୍କେ ଡ୍ଣ୍ତ୍ ଦ୍ଇରିଲାଇ, ଗଟେଲକ୍କେ ହେଁ ଚାଡି ନ୍ରିଲାଇ, ଇଶ୍ଵରାର୍ ଜୁଇ ବବିଶତ୍ କ୍ତା କ୍ଉତା ଲକ୍ମ୍ନ୍ ଆଗେ ତାର୍ ପବିତର୍ ଦ୍ଙ୍ଗ୍ଳା ଯୀଶୁର୍ ଆସ୍ତା ବିଷୟେ କଇରିଲା, ସେ ବବିଶତ୍ କ୍ତା କ୍ଉତା ଲକ୍ମ୍ନ୍କେ ତୁମାର୍ ଲକ୍ମ୍ନ୍ ମ୍ର୍ନେ ମାର୍ଲାଇ। ଅବେ ତୁମିମ୍ନ୍ ତାକେ ଶତ୍ରୁ ଆତେ ସ୍ହ୍ରି କ୍ରି ମ୍ର୍ନେ ମାରି ଆଚାସ୍।
53
ତୁମିମ୍ନ୍ ସ୍ର୍ଗ୍ ଦୂତ୍ ତ୍ଇହ୍ଣି ବିଦିବିଦାନ୍ ହାଇରିଲାସ୍, ମ୍ତର୍ ସେରି ମାନିନ୍କେଲାଇ।”
54
ଇ ସ୍ବୁକ୍ତା ଶୁଣିକ୍ରି ଯିହୁଦି ନେତାମ୍ନ୍ ଚାନିଆ ଅଇ ସ୍ତିଫାନ୍କେ ବେସି ରିସା ଅଇଲାଇ, ଆର୍ ତାକାର୍ ଦାତ୍ ଚାବ୍ଲାଇ।
55
ମ୍ତର୍ ସ୍ତିଫାନ୍ ପବିତର୍ ଆତ୍ମାଇ ହୁରା ଅଇକ୍ରି ସ୍ର୍ଗେ ଇଶ୍ଵରାର୍ ମଇମାକେ ଦ୍କ୍ଲା, ସେ ଯୀଶୁକେ ଇଶ୍ଵରାର୍ ଡେବ୍ରି ବାଟ୍ ଟିଆ ଅଇରିଲାର୍ ଦ୍କ୍ଲା,
56
ଆର୍ କଇଲା, “ଦ୍କା ମୁଇ ସ୍ର୍ଗ୍ ଉଗାଳି ଅଉତାର୍ ଆର୍ ମାନାଇ ହିଲାକେ ଇଶ୍ଵରାର୍ ଡେବ୍ରି ବାଟ୍ ଟିଆ ଅଇରିଲାର୍ ଦ୍କୁଲେ।”
57
ମ୍ତର୍ ସେମ୍ନ୍ ବ୍ଡ୍ ଟଣ୍ଡେ ବେଲ୍କି ଅଇଲାଇ, ଆର୍ ନିଜାର୍ ନିଜାର୍ କାନ୍କେ ବ୍ନ୍ଦ୍ କ୍ଲାଇ, ଆର୍ ସେ ସ୍ବୁ ଲକ୍ମ୍ନ୍ ଦ୍ଳ୍ ଅଇକ୍ରି ସ୍ତିଫାନାର୍ ଲ୍ଗେ ଦ୍ବ୍ଳି ଗ୍ଲାଇ,
58
ଆରେକ୍ ସେମ୍ନ୍ ଯିରୁଶାଲମ୍ ସ୍ହରେ ହ୍ଣି ତାକେ ବାହାରେ ନ୍ଇକ୍ରି ଟେଳା ହିଙ୍ଗି ମାରୁକେ ଦ୍ର୍ଲାଇ। ଆର୍ ମିଚ୍ କ୍ଉତା ସାକିମ୍ନ୍ ଶାଉଲ ନାଉଁର୍ ଗଟେକ୍ ଲକାର୍ ହାଦ୍ ଲ୍ଗେ ତାକାର୍ ତାକାର୍ ହ୍ଚିଆ ସ୍ଙ୍ଗାଇଲାଇ।
59
ଜ୍ଡେବ୍ଳ୍ ସେମ୍ନ୍ ସ୍ତିଫାନ୍କେ ଟେଳାସ୍ଙ୍ଗ୍ ମାର୍ତି ରିଲାଇ, ସ୍ଡେବ୍ଳ୍ ସେ ପାର୍ତେନା କ୍ରି କଇଲା, “ଏ ମାପ୍ରୁ ଯୀଶୁ ମର୍ ଆତ୍ମାକେ ଗ୍ରହଣ୍ କ୍ର୍।”
60
ଆରେକ୍ ସ୍ତିଫାନ୍ ମାଣ୍ତିକୁଟା ଟେସି ବ୍ଡ୍ ଟଣ୍ତ୍କ୍ରି କଇଲା, “ମାପ୍ରୁ ଇ ସ୍ବୁ ଲକ୍ମ୍ନ୍ ଜୁଇସ୍ବୁ ମର୍ଗିନେ କ୍ରୁଲାଇ ସେମ୍ନ୍କାର୍ ସେ ସ୍ବୁ ପାପ୍ କେମାକ୍ର୍” ସେ ଅନ୍କ୍ରି କଇକ୍ରି ମ୍ଲା।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
Recommended Reading
Commentary
Acts Commentaries
→
Devotional
Acts Devotional Guide
→
Get This Bible
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ) Study Bible
→