bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Bodo
/
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
/
Acts 23
Acts 23
Bodo BDVNT (ବ୍ଡ଼୍ ହ୍ର୍ଜା ବାଇବଲ)
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 24 →
1
ଆରେକ୍ ପାଉଲ୍ ମିଟିଙ୍ଗ୍ ବ୍ସିରିଲା ଲକ୍ମ୍ନ୍କାର୍ ବାଟ୍ ଦ୍ରିକ୍ରି କଇଲା, “ଏ ଯିହୁଦିର୍ ବାଇମନ୍, ମୁଇ ଏବେ ହ୍ତେକ୍ ଇଶ୍ଵରାର୍ ଲ୍ଗେ ବ୍ଲ୍କ୍ରି ଜୀବନ୍ ବିତାଇ ଆଇଲେଆଚି।”
2
ଇକ୍ତା ଶୁଣିକ୍ରି ମୁକିଆ ଜାଜକ୍ ହାନାନ ପାଉଲାର୍ ଲ୍ଗେ ଟିଆ ଅଇରିଲା ଲକ୍କେ କଇଲା, “ତାର୍ ମୁଏ ଚାହୁଳ୍ ସ୍ଙ୍ଗ୍ ମାର୍ ବ୍ଲି ଆଦେଶ୍ ଦିଲା।”
3
ସ୍ଡେବ୍ଳ୍ ପାଉଲ୍ ହାନାନ୍କେ କଇଲା, “ହେ ଦ୍କାଇ ଅଉତା ସାଦୁ ଲକ୍ମ୍ନ୍, ଇଶ୍ୱର୍ ତୁମୁକେ କ୍ଷ୍ଟ ଦେଇଦ୍, ତୁମି ମୋଶାର୍ ବିଦିବିଦାନ୍ ହର୍ ମର୍ ବିଚାର୍ କ୍ରୁକେ ବ୍ସି ତୁଇ କି ମକେ ମାଡ୍ ମାରୁକେ ଆଦେଶ୍ ଦେଇ ଆଚ୍ସି? ମ୍ତର୍ ତୁଇ ନିଜେ ମୋଶାର୍ ବିଦିବିଦାନ୍କେ ବିରଦ୍ କ୍ରୁଲିସ୍।”
4
ସେତି ପାଉଲାର୍ ଲ୍ଗେ ଟିଆ ଅଇରିଲା ସେ ସ୍ବୁ ଲକ୍ମ୍ନ୍ ତାକେ କଇଲାଇ, “ତୁଇ କି ଇଶ୍ଵରାର୍ ମୁକିଆ ଜାଜକ୍କେ ଅପ୍ମାନ୍ କ୍ରୁଲିସ୍?”
5
ଆରେକ୍ ପାଉଲ୍ କଇଲା, “ଏ ଯିହୁଦିର୍ ବାଇମନ୍, ଇ ମାନାଇ ଗଟେକ୍ ମୁକିଆ ଜାଜକ୍ ବ୍ଲି ମୁଇ ଜାଣି ନ୍ରିଲେ। କାଇତାକ୍ ଦ୍ର୍ମ୍ ଶାସ୍ତର୍ ଲ୍ଗେ ଲେକାଆଚେ, ତୁମିମ୍ନ୍ ନିଜାର୍ ଶାସନ୍କ୍ର୍ତା ଲକ୍କେ ଅବିଶାପ୍ ଦିଆସ୍ନାଇ।”
6
ଜ୍ଡେବ୍ଳ୍ ପାଉଲ୍ ଜାନ୍ଲା ଯେ ଗଟେବାଗ୍ ସାଦ୍ଦୂକୀ ଆର୍ ଗଟେବାଗ୍ ଫାରୂଶୀମ୍ନ୍ ବ୍ଲି ଜାଣିକ୍ରି ମିଟିଙ୍ଗେ ବ୍ଡ୍ ଟଣ୍ତ୍କ୍ରି କଇଲା, “ଏ ଯିହୁଦି ବାଇମନ୍, ମୁଇ ଗଟେକ୍ ଫାରୂଶୀ ଆର୍ ଫାରୂଶୀ ବ୍ଉଁଶେ ମର୍ ଜ୍ର୍ନ୍ ଅଇଲିଆଚେ। ଆର୍ ମ୍ଲା ଲକ୍ମ୍ନ୍ ଆରେଗଟ୍ତର୍ ଜୀବନ୍ ହାଇକ୍ରି ଉଟ୍ତି ଇରି ମର୍ ଆଶା, ଆର୍ ବିଶ୍ବାସ୍ କ୍ରୁଲେ ଲାଗି ଆଜି ମୁଇ ଇତି ବିଚାର୍ ଅମ୍ଲେ।”
7
ସେ ଇକ୍ତା କଇଲାକେ ଫାରୂଶୀ ଲକ୍ ଆର୍ ସାଦ୍ଦୂକୀ ଲକ୍ମ୍ନ୍କାର୍ ବିତ୍ରେ ଉଳାଉଳି ଅଇଲାଇ, ଆର୍ ମିଟିଙ୍ଗ୍ ବ୍ସିରିଲା ସ୍ବୁ ଲକ୍ମ୍ନ୍ ବାଗ୍ ବାଗ୍ ଅଇଲାଇ।
8
କାଇତାକ୍ ସାଦ୍ଦୂକୀମନ୍ କ୍ଉତିରିଲାଇ ମ୍ଲାଲକ୍ ଆର୍ ଉଟିନ୍କେର୍ତି କି, ସେମ୍ନ୍ କ୍ଉତିରିଲାଇ ଦୂତ୍ ନଇକି ବୁତ୍ଆତ୍ମା ହେଁ ନଇ ବ୍ଲି, ମ୍ତର୍ ଫାରୂଶୀମ୍ନ୍ ଇ ସ୍ବୁକ୍ତା ବିଶ୍ବାସ୍ କ୍ର୍ତି ରିଲାଇ।
9
ଇକ୍ତାର୍ ଗିନେ ବେସି ଉଲ୍ଗାଟ୍ ଅଇଲି, ଆର୍ ଫାରୂଶୀମ୍ନ୍କାର୍ ଦ୍ଳାର୍ କ୍ତେକ୍ ନିଆଇ ଶିକାଉତା ଲକ୍ମ୍ନ୍ ଉଟି ଟେକାଟେକି ଅଇ କଇଲାଇ, “ଅମିମ୍ନ୍ ଇଲକାର୍ ତ୍ଇ କାଇ ଦସ୍ ହାଇ ନ୍କେରୁ, କେଜାଣ୍ ଗଟେକ୍ ବୁତ୍ଆତ୍ମା କି ଦୂତ୍ ତାର୍ସ୍ଙ୍ଗ୍ କ୍ତା କ୍ମ୍ଲି।”
10
ଅନ୍କ୍ରି ମାଡ୍ଗଳ୍ ଅଇଲି ଯେ ହ୍ଜାର୍ ଗଟ୍ ସେନାର୍ ମୁକିଆ ପାଉଲ୍କେ କାଟି ଗ୍ର୍ଣ୍ତା ଗ୍ର୍ଣ୍ତା କ୍ରି ହ୍କାଉତି ବ୍ଲି ବାବ୍ଲା, ସେତାର୍ଗିନେ ସେ ମାଡ୍ଗଳ୍ କ୍ଲା ଲକ୍ମ୍ନ୍କାର୍ ତ୍ଇହ୍ଣି ପାଉଲ୍ ଉଦାର୍ କ୍ରୁକେ ତାକେ ସେନାମ୍ନ୍ ରେତା ଗ୍ରେ ନିଆବ୍ଲି ଶଇନ୍ମ୍ନ୍କେ ଆଦେଶ୍ ଦିଲା।
11
ସେ ରାତି ମାପ୍ରୁ ଯୀଶୁ ପାଉଲାର୍ ଲ୍ଗେ ଟିଆ ଅଇକ୍ରି କଇଲା, “ଡିର୍ନାଇ ତୁଇ ସାସ୍ଦ୍ର୍, କାଇତାକ୍ ତୁଇ ଜ୍ନ୍କ୍ରି ଇ ଯିରୁଶାଲମ୍ ମର୍ଗିନେ ଶିକ୍ୟା ଦିଲିସ୍, ସେନ୍କ୍ରି ରୋମ୍ ଦେଶେ ହେଁ ତକେ ମର୍ଗିନେ ସାକ୍ଯ ଦେମ୍କେ ଅଇଦେ।”
12
ତାର୍ ଆରେଗଟ୍ ଦିନ୍ କ୍ତେକ୍ ଯିହୁଦି ଲକ୍ମ୍ନ୍ ଗଟେଟାଣେ ରୁଣ୍ତ୍ଲାଇ, ଆର୍ ପାଉଲ୍କେ ମ୍ର୍ନେ ମାରୁକେ ଉପାଇ କ୍ଲାଇ ତାକେ ମ୍ର୍ନେ ନ୍ମାର୍ତା ହ୍ତେକ୍, ଅମିମ୍ନ୍ କାଇରି ନ୍କାମ୍ କି ହାଣି ଡୁକି ନ୍କେରୁ ବ୍ଲି ମାପ୍ରୁର୍ ଲ୍ଗେ ଅବିଶାପ୍ କ୍ରି ହ୍ର୍ମାଣ୍ କ୍ରିରିଲାଇ।
13
ପାଉଲ୍କେ ମାରୁକ୍ ଉପାଇ କ୍ରିରିଲା ଲକ୍ମ୍ନ୍, ଚାଳିଶ୍ ଲକ୍ ହ୍ଣି ଅଦିକ୍ ରିଲାଇ।
14
ସେମ୍ନ୍ ମୁକିଆ ଜାଜକ୍କେ ଆର୍ ପାରାଚିନ୍ମ୍ନ୍କାର୍ ଲ୍ଗେ ଆସିକ୍ରି କଇଲାଇ, “ଅମିମ୍ନ୍ ପାଉଲ୍କେ ମ୍ର୍ନେ ନ୍ମାର୍ତା ହ୍ତେକ୍ କାଇରି ନ୍କାମ୍ ବ୍ଲି ନିଜେ ନିଜ୍କେ ଶପତ୍ କ୍ରିଆଚୁ।
15
ସେତାର୍ଗିନେ ତୁମିମ୍ନ୍ ତାର୍ ବିଷୟେ ଅଦିକ୍ ବ୍ଲ୍କ୍ରି ବିଚାର୍ କ୍ରୁକେ ଅମିମ୍ନ୍ ମ୍ନ୍ କ୍ରୁଲୁ ବ୍ଲି ମିଚ୍କ୍ତା କଇକ୍ରି ପାଉଲ୍କେ ମିଟିଙ୍ଗ୍ ବ୍ସ୍ଲା ଜାଗାଇ ଆଣୁକେ ହ୍ଜାର୍ ଗଟ୍ ରୋମୀୟ ସେନାର୍ ମୁକିଆକେ କାନିକ୍ର୍ମ୍ ଅଇ କ୍ମ୍ନ୍ଦ୍। ମ୍ତର୍ ସେ ତର୍ଲ୍ଗେ ଆସ୍ତା ଆଗେ ଅମିମ୍ନ୍ ତାକେ ବାଟେ ମ୍ର୍ନେ ମାରୁକେ ଜାଗ୍ରତ୍ ଆଚୁ।”
16
ମ୍ତର୍ ପାଉଲାର୍ ବ୍ଣ୍ଜାସି ସେମ୍ନ୍କାର୍ କ୍ତାବାର୍ତା କ୍ର୍ତାର୍ ଶୁଣି ଆସି ସେନାମ୍ନ୍ ରେତା ଗ୍ର୍ ବିତ୍ରେ ହୁରିକ୍ରି ପାଉଲ୍କେ କଇଲା।
17
ପାଉଲ୍ ଗଟେକ୍ ଶଏଗଟ୍ ସେନାର୍ ମୁକିଆକେ କୁଦିକ୍ରି କଇଲା, “ଇ ଦ୍ଙ୍ଗ୍ଳାକେ ହ୍ଜାର୍ ଗଟ୍ ସେନାର୍ ମୁକିଆ ଲ୍ଗେ ଦ୍ରିନେ, କାଇତାକ୍ ସେ ତାକେ କାଇରି କଇନ୍ଦ୍ ବ୍ଲି କ୍ମ୍ଲା।”
18
ତ୍ବେ ସେନାପତି ସେ ଦ୍ଙ୍ଗ୍ଳାକେ ହ୍ଜାର୍ ଗଟ୍ ସେନାର୍ ମୁକିଆ ଲ୍ଗେ ନିଲା, ଆର୍ ତାକେ କଇଲା, “ଇ ଦ୍ଙ୍ଗ୍ଳାକେ ତର୍ଲ୍ଗେ ଆଣୁକେ ପାଉଲ୍ ମକେ କଇଲା, ଏ ତକେ କାଇରି କ୍ମ୍କେ ମ୍ନ୍କ୍ରୁଲା।”
19
ହ୍ଜାର୍ ଗଟ୍ ସେନାର୍ ମୁକିଆ ସେ ଦ୍ଙ୍ଗ୍ଳାର୍ ଆତେ ଦ୍ରିକ୍ରି ଶୁନ୍ସାନ୍ ଜାଗାଇ ନିଲା ଆର୍ ହ୍ଚାର୍ଲା, “ମକେ ତୁଇ କାଇରି କ୍ମ୍କେ ମ୍ନ୍ କ୍ରୁଲିସ୍ ସେରି କ୍ଉ?”
20
ସେ କଇଲା, ଯିହୁଦି ନେତାମ୍ନ୍ ପାଉଲ୍କେ ମ୍ର୍ନେ ମାରୁକେ ଉପାଇ କ୍ଲାଇ ଆତ୍ତି, ମିଟିଙ୍ଗ୍ ବ୍ସ୍ଲା ଲକ୍ମ୍ନ୍ ତାର୍ ବିଷୟେ ଅଦିକ୍ କ୍ତା ଜାଣୁକେ ଆର୍ ଅମି ମ୍ନ୍କ୍ରୁଲୁ ବ୍ଲି ଚ୍ଲାକି କ୍ରି ତକେ କାନିକ୍ର୍ମ୍ ଅଇ ପାଉଲ୍କେ ମିଟିଙ୍ଗ୍ ବ୍ସ୍ଲା ଜାଗାଇ କୁଦାମ୍କେ ମ୍ନ୍ କ୍ରୁଲାଇ।
21
ମ୍ତର୍ ସେମ୍ନ୍କାର୍ କ୍ତା ଶୁଣ୍ନାଇ, କାଇତାକ୍ ଚାଳିଶ୍ ଲକାର୍ ତ୍ଇହ୍ଣି ଅଦିକ୍ ଲକ୍ ପାଉଲ୍କେ ମ୍ର୍ନେ ମାର୍ତା ହ୍ତେକ୍ କାଇରି ନ୍କାମ୍କେ ବ୍ଲି ଶପତ୍ କ୍ଲାଇ ଆତ୍ତି, ଆର୍ ଅବେ ସେମ୍ନ୍ ତର୍ଲ୍ଗେ ଆସିକ୍ରି ଆଦେଶ୍ ମାଗ୍ତି, ସେତାକ୍ ସେମ୍ନ୍ ତର୍ ଆଦେଶ୍କେ ଜାଗିକ୍ରି ତିଆର୍ ଅଇଲାଇ ଆତ୍ତି।
22
ସେତାକ୍ ହ୍ଜାର୍ ଗଟ୍ ସେନାର୍ ମୁକିଆ ସେ ଦ୍ଙ୍ଗ୍ଳା ହିଲାକେ କଇଲା, ତୁଇମକେ ଇ ସ୍ବୁକ୍ତା କଇଲେ ବ୍ଲି ଆରେକ୍ କାକେ ହେଁ କ୍ଉନାଇ, ଅନ୍କ୍ରି ଆଦେଶ୍ ଦେଇ ତାକେ ହ୍ଟାଇଲା।
23
ହ୍ଜାର୍ ଗଟ୍ ସେନାର୍ ମୁକିଆ ତାର୍ ତ୍ଳେ ରିଲା ଜଳେକ୍ ସେନାପତିକେ କୁଦିକ୍ରି କଇଲା, “ଆଜି ରାତି ତିନି ଗଣ୍ଟା ଆଗେ କାଇସରିୟାକେ ଜ୍ମ୍କେ ସତୁରି ଗଟ୍ ଗଡା ଚାଲାଉତା ଶଇନ୍ ଆର୍ ଦୁଇଶ ଗଟ୍ ବାଲା ଦ୍ରିରିଲା ଶଇନ୍ମ୍ନ୍କେ ଆର୍ ଦୁଇଶ ଗଟ୍ ହାଦେ ଇଣ୍ତିକ୍ରି ଜାତା ଶଇନ୍ମ୍ନ୍କେ ବେଗି ତିଆର୍ କ୍ର୍।”
24
ଆରେକ୍ ସେମ୍ନ୍ ଜ୍ନ୍କ୍ରି ପାଉଲ୍କେ ଗବର୍ନର୍ ଫେଲିସ୍ ର୍ଜାର୍ ଲ୍ଗେ ବ୍ଲ୍କ୍ରି ନ୍ଇ ହଚାମ୍କେ ତାକେ କ୍ତେକ୍ ଗଡା ଦିଆସ୍।
25
ଆର୍ ସେ ହ୍ଜାର୍ ଗଟ୍ ସେନାର୍ ମୁକିଆକେ ଅନ୍କ୍ରି ଗଟେକ୍ ଚିଟି ଲେକ୍ଲା,
26
ମାନ୍ତି ହାଇ ଗବର୍ନର୍ ଫେଲିସ୍ ର୍ଜାକେ କ୍ଲାଉଦିଆ ଲୁସିୟାକେ ଜୁଆର୍ ଜାଣାମ୍ଲେ।
27
ଯିହୁଦିମ୍ନ୍ ଇ ମାନାଇକେ ଦ୍ରି ତାକେ ମ୍ର୍ନେ ମାରୁକେ ଚେଷ୍ଟା କ୍ର୍ତି ରିଲାଇ, ସେ ଗଟେକ୍ ରୋମୀୟ ଲକ୍ବ୍ଲି ଜାନ୍ଲାକେ ମୁଇ ଆର୍ ମର୍ ଶଇନ୍ମ୍ନ୍ ଜାଇକ୍ରି ତାକେ ଉଦାର୍ କ୍ଲୁ।
28
ଇ ମାନାଇ ସେମ୍ନ୍କାର୍ ବିରୁଦେ କାଇ ଦସ୍ କ୍ରିଆଚେ, ସେରି ଜାଣୁକେ ଇଚାକ୍ରି ମୁଇ ତାକେ ଯିହୁଦିମ୍ନ୍କାର୍ ମିଟିଙ୍ଗ୍ ବ୍ସ୍ଲା ଜାଗାଇ ଦ୍ରି ନିଲେ।
29
ମ୍ତର୍ ସେ ମ୍ରଣ୍ ଡ୍ଣ୍ତ୍ ହାଇଲା ହର୍ କି ଜେଇଲେ ରିଲାହର୍ କାଇ ଦସ୍ ନ୍କେଲାର୍ ମୁଇ ଜାନ୍ଲେ। ତାର୍ ବିରୁଦେ ଜୁଇସ୍ବୁ ଦସାର୍ କ୍ତା କ୍ମ୍ଲାଇ ସେରି ତାକାର୍ ମୋଶାର୍ ଦ୍ର୍ମ୍ ଶାସ୍ତରାର୍ ବିଦିବିଦାନ୍ ବିଷୟେ।
30
ଇଲକାର୍ ବିରୁଦେ ଗଟେକ୍ ଉପାଇ କ୍ଲାଇ ଆତ୍ତି ବ୍ଲି ମୁଇ କ୍ବର୍ ଶୁଣିକ୍ରି ସ୍ଙ୍ଗେ ସ୍ଙ୍ଗେ ତର୍ଲ୍ଗେ ହ୍ଟାଇଲେ। ତାର୍ ବିରୁଦେ ରିଲା କ୍ତାସ୍ବୁ ତର୍ଲ୍ଗେ କ୍ମ୍କେ ମୁଇ ତାର୍ ବିରୁଦେ ଦାବି କ୍ର୍ତା ଲକ୍ମ୍ନ୍କେ କଇଲେଆଚି।
31
ସେତାକ୍ ସେ ଶଇନ୍ମ୍ନ୍ ଆଦେଶ୍ ହର୍କ୍ରି ପାଉଲ୍କେ ଦ୍ରି ସେ ରାତି ତାକେ ଆନ୍ତିପାତ୍ରି ସ୍ହର୍କେ ଆନ୍ଲାଇ।
32
ତାର୍ ଆରେଗଟ୍ ଦିନ୍ ଇଣ୍ତିକ୍ରି ଜାତା ଶଇନ୍ମ୍ନ୍ ସେନାମନ୍ ରେତା ଗ୍ରେ ଲେଉଟି ଗ୍ଲାଇ, ଗଡା ଚାଲାଉତା ଶଇନ୍ମ୍ନ୍ ପାଉଲ୍କେ ଦ୍ରିକ୍ରି କାଇସରିୟା ସ୍ହରେ ହଚ୍ଲାଇ।
33
ହ୍ଚେ ସେମ୍ନ୍ କାଇସରିୟ୍ ଆସି ହ୍ଜାର୍ ଗଟ୍ ସେନାର୍ ମୁକିଆ ଦେଇରିଲା ଚିଟି ସ୍ଙ୍ଗ୍ ପାଉଲ୍କେ ଗବର୍ନର୍ ଫେଲିସ୍ ର୍ଜାର୍ ଆତେ ସ୍ହ୍ରି ଦିଲାଇ।
34
ଫେଲିସ୍ ର୍ଜା ଚିଟି ହଳ୍ଲା ହ୍ଚେ, ସେ କୁଇ ଦେଶାର୍ ଲକ୍ବ୍ଲି ହ୍ଚାର୍ଲା। ଆର୍ ପାଉଲ୍ କଇଲା, “ମୁଇ କିଲିକିଆ ଦେଶାର୍ ଲକ୍।”
35
ଫେଲିସ୍ କଇଲା, “ତର୍ ବିରୁଦେ କ୍ଉତା ଲକ୍ମ୍ନ୍ ଇତି ହଚ୍ଲାଇ ମୁଇ ଅବେ ତର୍ କ୍ତା ଶୁଣିନ୍।” ତାର୍ହ୍ଚେ ପାଉଲ୍କେ ହେରୋଦ୍ ର୍ଜାର୍ ସେନାମ୍ନ୍ ରେତା ଗ୍ରେ ବାନ୍ଦିକ୍ରି ସ୍ଙ୍ଗାମ୍କେ ଆଦେଶ୍ ଦିଲା।
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 24 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28