bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Matthew 9
Matthew 9
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 10 →
1
ଯୀଶୁ ଡଙ୍ଗାରେ ବସି ହ୍ରଦ ଆରପାରରେ ଥିବା ନିଜ ସହରକୁ ଫେରିଗଲେ।
2
ସେଠାରେ ଜରେଣ ପକ୍ଷାଘାତ ରୋଗୀକୁ ଲୋକେ ତାଙ୍କ ନିକଟକୁ ଆଣିଲେ। ରୋଗୀଟିକୁ ଲୋକେ ତାଙ୍କ ନିାଟକୁ ଆଣିଲେ। ରୋଗୀୀଟି ତା’ ବିଛଣାରେ ଶୋଇ ରହିଥିଲା। ସେମାନଙ୍କର ଏତେ ବିଶ୍ୱାସ ଦେଖି ଯୀଶୁ ପକ୍ଷାଘାତୀୁ କହିଲେ, “ପୁଅ, ସାହସ ଧର। ତୋର ସବୁ ପା କ୍ଷମା ହୋଇଗଲା।”
3
କେତେ ଧର୍ମଗୁରୁ ଏକଥା ଶୁଣି ମନେ ମନେ ଭାବିଲେ, “ଏ ବ୍ୟକ୍ତି ଈଶ୍ୱର ନିନ୍ଦା କରୁଛି।”
4
ସେମାନେ ମନ କଥାଜାଣି ଯୀଶୁ କହିଲେ, “ତୁମେ କାହିଁକି ଏପରି ଦୁଶ୍ଚିନ୍ତା କରୁଛି।”
5
‘ତୁମର ପାପ କ୍ଷମା ହୋଇଗଲା?’ ଏକଥା କହିବା ସହଜ ନା ‘ଉଠି ଚାଲି ଯାଅ’ କହିବା ଅଧିକ ସହଜ?
6
କିନ୍ତୁ ପାପ କ୍ଷମା କରିବା ପାଇଁ ମଧ୍ୟ ମନୁଷ୍ୟପୁତ୍ରଙ୍କ ଅଧିକାର ଅଛି, ଏକଥା ତୁମ ଆଗରେ ପ୍ରମଣେ କରିବି।” ତା’ପରେ ଯୀଶୁ ପକ୍ଷାଘାତ ରୋଗୀକୁ କହିଲେ, “ଉଠ, ବିଛଣା ଉଠାଇ, ଘରକୁ ଫେରିଯାଅ।”
7
ରୋଗୀଯି ଉଠି ଘରକୁ ଚାଲିଗଲା।
8
ଲୋକେ ଏହା ସେଖି ଶଙ୍କିତ ହେଲେ। କିନ୍ତିୁ କନୁଷ୍ୟକୁ ଏପରି ଅଧିକାର ଦେଇଥିବାରୁ ସେମାନେ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ।
9
ଯୀଶୁ ସେଠାରୁ ଚାଲିଯିବାବେଳେ ମାଥିଉ ନାମକ ଜଣେ କରଆଦୟକାରୀକୁ ତା’ର କାର୍ଯ୍ୟଳୟରେ ବସିଥିବା ଦେଖିଲେ ଓ ତାକୁ ଆହ୍ୱାନ କରି କହିଲେ, “ମୋ’ ପଛେ ପଛେ ଆସ।” ମାଥିଉ ଉଠି ତାଙ୍କୁ ଅନୁଦରଣ କଲେ।
10
ଯୀଶୁ ମାଥିଉଙ୍କ ଘରେ ଭୋଜନ କରିବା ବେଳେ ଅନେକ କରଆଦାୟକାରୀ ଓ ସାମାଜଚ୍ୟୁତ ଲୋକେ ତାଙ୍କ ସହିତ ଓ ତାଙ୍କ ଶିଷ୍ୟମନେ ସହିତ ଭୋଜନରେ ବସିଲେ।
11
କେତେଜଣ ଫାରୁଶୀ ଏହେ ସେଖି ଯୀଶୁଙ୍କ ଶିଷ୍ୟମାନଙ୍କ ପଚାରିଲେ, “ତୁମ ଗୁରୁ ଏଭଳି ଲୋକମାନଙ୍କ ସହିତ କାହିଁକି ଏକାଠି ବସି ଖାଉଛନ୍ତି?”
12
ଯୀଶୁ ସେମାନେ ପ୍ରଶ୍ନର ଉତ୍ତର ଦେଇ କହିଲେ, “ସୁସ୍ଥ ଲୋ୍ଙ୍କ ପାଇଁ ଡାକ୍ତରର ପ୍ରୟୋଜନ ନାହିଁ। କେବଳ ରୋଗୀମାନେ ଡାକ୍ତର ଆବଶ୍ୟକ କରନ୍ତି।
13
“ଶାସ୍ତ୍ରରେ ଲେଖା ହେରଇଛି, “ମୁଁ ଚାହେିଁ ଦୟା, ବଳିଦାନ ନୁହେଁ - ଏହି କଥାର ଅର୍ଥ କଅଣ, ଯାଇ ବୁଝିବାକୁ ଚେଷ୍ଠା କର। ମୁଁ ଧାର୍ମିକମାନଙ୍କୁ ଡାକିବାକୁ ଆସି ନାହିଁ; ଆସିଛି ପାପୀମାନଙ୍କ ପାଇଁ।”
14
ଏହାପରେ ଦିନେ ଜଳସୀକ୍ଷାଦାତା ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, “ଆମେ ସ ଫଶରୁଶୀମାନେ ଏତେ ଥର ଉପବାସି କରୁଛି, ଆପଣଙ୍କ ଶିଷ୍ୟମାନେ କାହିଁକି କେବେହେଲେ ଉପବାସ କରୁନାହାନ୍ତି?”
15
ଯୀଶୁ ଉତ୍ତର ସେଲେ, “ବିବାହ ଉତ୍ସବରେ ବର ଉପସ୍ଥିତ ଥିବାଯାଏ ଅତିଥିମାନେ କ’ଣ ଦୁଃଖ କରନ୍ତି? କଦାପି ନୁହେଁ। କିନ୍ତୁ ଦିନ ଆସିବ, ଯେତେବେଳେ ବର ଚରଲିଯିବେ; ସେତେବେଳେ ସେମାନେ ଉପବାସ କରିବେ।
16
“କେହି ପୁରୁଣା ପୋଷାକରେ ନୂଆ କନାର ତାଳି ପକାଏ ନାହିଁ। କାରଣ ନୂଆ କନାର ତାଳି ସୁଙ୍କଚିତ ହୋଇ ଛିଣ୍ଡା ଜାଗାଟିକୁ ଅଧିକ ଚିରି ପକାଇବ।
17
କେହି ପୁରୁଣା ଚମଡ଼ା ଥଳୀଟିରେ ତଟକା ଦ୍ରାକ୍ଷାରସ ଭତ୍ତି କରେ ନାହିଁଚାରଣ ତଦ୍ୱାରା ଚମଡ଼ା ଥଳୀଟି ଫାଟିଯାଇ ନଷ୍ଟ ହେବ ଏବଂ ଦାଷାରସ ବାହାରି ତଳେ ପଡ଼ିଯିବ। ତଟକା ଦ୍ରାଷାରସକୁ ନୂଆ ଚମଡ଼ା ଥଳୀରେ ରଖିଲେ, ଉଭୟ ଦ୍ରାଷାରସ ଓ ଥଳୀ ସୁରକ୍ଷିତ ହେବ।”
18
ଯୀଶୁ ଏହି ସବୁ ଶିକ୍ଷା ଦେଉଥିବାବେଳେ ଜଣେ ଇହୁଦୀ ଉଚ୍ଚ କର୍ମଚାରୀ ତାଙ୍କ ନିକଟକୁ ଆସି ଆଣଣ୍ଠୁମାଡ଼ି କହିଲା, “ଏହିକ୍ଷଣି ମୋ’ ଝିଅ ମରି ଯାଇଛି। କିନ୍ତୁ ଆପଣ ଆସି ତା’ ଉପରେ ହାତ ରଖିଲେ, ସେ ନିଶ୍ଚିତ ବଞ୍ଚିବ।”
19
ସଙ୍ଗେ ସଙ୍ଗେ ଯୀଶୁ ଉଠିଲେ ଏବଂ ସେ ଓ ତାଙ୍କ ଶିଷ୍ୟମାନେ ସେହି କର୍ମଚାରୀର ପଛେ ପଛେ ଗଲେ।
20
ଯୀଶୁ ବାଟରେ ଯାଉଥିବାବେଳେ ଜଣେ ସ୍ତ୍ରୀ ଲୋକ ତାଙ୍କ ପଛ ପଟୁ ଆସି ତାଙ୍କ ପୋଷାକ ଧାରକୁ ଛୁଇଁଲା। ସେ ବାରବର୍ଷ ଧରି ଭୀଶଣ ରକ୍ତସ୍ରୀବ ରୋଗ ଭୋଗୁଥିଲା।
21
ସେ ମନେ ମନେ ଭାବିଲା, “କେବଳ ତାଙ୍କର ପୋଷାକକୁ ଥରେ ଛୁଇଁ ପାରିଲେ, ମଁ ସଚସ୍ଥ ହୋଇଯିବି।”
22
ଯୀଶୁ ବୁଲିବଡ଼ି ତାକୁ ଦେଖିଲେ ଏବଂ ଅଭୟ ଦେଇ କହିଲେ, “ ଝିଅ, ସାହସ ଧର। ତୋ’ ବିଶ୍ୱାସ ତୋତେ ସୁସ୍ଥ କରିଛି।” ସେହି ମୁହୂର୍ତ୍ତରେ ସେହି ସ୍ତ୍ରୀ ଲୋକଟି ସୁସ୍ଥ ହୋଇଗଲା।
23
ତା’ପରେ ଯୀଶୁ ସେହି ଇହୁଦୀ କର୍ମଚାରୀଙ୍କ ଘରେ ନହଞ୍ଚିଲେ। ସେଠାରେ ଅନ୍ତ୍ୟେଷ୍ଟିକ୍ରି ୟା ପାଇଁ ଡକାଯାଇଥିବା ବାଦ୍ୟକାର ଓ ଅନ୍ୟାନ୍ୟ ଲୋକମାନେ ଗୋଳମାଳ କରୁଥିବା ଦେଖି,
24
ଯୀଶୁ କହିଲେ, “ସମସ୍ତେ ଏଠାରୁ ବାହାରି ଯାଅ। ଝିଅଟି ମରି ନାହିଁ। କେବଳ ଶୋଇଛି।” ତାଙ୍କ କଥା ଶୁଣି ସେମାନେ ପରିହସ କଲେ।
25
କିନ୍ତୁ ସେମାନେ ବାହାରି ଯିବା ପରେ ଯୀଶୁ ବାଳିକାର କୋଡରୀକୁ ଯାଇ ତା’ ହାତ ଧରି ଉହଠାଇଲେ ଓ ସେ ସଙ୍ଗେ ସଙ୍ଗେ ଉଠି ବସିଲା।
26
ଏହି ଘଯଣାର ସମ୍ବାଦ ସେହି ଅଞ୍ଚଳରେ ସବୁଆଡ଼େ ବ୍ୟାନିଗଲା।
27
ଯୀଶୁ ସେଠାରେ ପ୍ରସ୍ଥାନ କଳାବେଳେ ଦୁଇଜଣ ଅନ୍ଧ ତାଙ୍କ ଅନୁସରଣ କଲେ। ସେମାନେ ଚିତ୍କାର କରି କହୁଥିଲେ, “ହେ ଦାଉଦବଂଶଜ, ଆମକୁ ଦୟା କରନ୍ତୁ।”
28
ସେମାନେ ଯୀଶୁଙ୍କ ପଛେ ପଛେ ଯାଇ ଗୋଟିଏ ଘରେ ପ୍ରବେଶ କଲେ। ସେଠାରେ ଯୀଶଉ ସେମାନଙ୍କୁ ପଚାରିଲେ, “ମୁଁ ତୁମ୍ଭମାନଙ୍କୁ ସୁସ୍ଥ କରିପାରିବି ବୋଲି ବିଶ୍ୱାସ କରୁଛ କି?” ସେମାନେ ଉତ୍ତର ଦେଲେ-”ହଁ ପ୍ରଭୁ।”
29
ସେତେବେଳେ ଯୀଶୁ ସେମାନଙ୍କର ଚକ୍ଷୁ ସ୍ପର୍ଶ କରି କହିଲେ, “ତୁମ୍ଭର ବିଶ୍ୱାସ ଅନୁଯାୟୀ ତାହା ହେଉ।”
30
ସେହିକ୍ଷଣି ସେମନେ ଦୃଷ୍ଟିଶକ୍ତି ଫେରି ପାଇଲେ। ଯୀଶୁ ସେମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇ କହିଲେ, “ସାବଧାନ! କେହି ଯେପରି ଏକଥା ନ ଜାଣନ୍ତି।”
31
କିନ୍ତୁ ସେମାନେ ସେଠାରୁ ଯାଇ ଯୀଶୁଙ୍କ କଥା ସବୁଆଡ଼େ ପ୍ରଚାର କଲେ।
32
ସେମାନେ ଚାଲିଗଲାବେଳେ କେତେକ ଲୋକ ଜଣେ ମୂକକୁ ଯୀଶୁଙ୍କ ନିକଟକୁ ଆଣିଲେ। ତାକୁ ଭୂତ ଧରିଥିବାରୁ ସେ ମୂକ ହୋଇ ଯାଇଥିଲା।
33
ଯୀଶୁ ତା’ ଦେହରୁ ଭୂତଟିକୁ ବାହାର କରି ଦେବା ମାତ୍ର ସେ କଥା କହିବାକୁ ଲାଗିଲା। ସମସ୍ତେ ଆଶ୍ଚଯ୍ୟ ହୋଇ କହିଲେ, “ଇଶ୍ରାୟେଲ ଦେଶରେ ଆମେ ଏଭଳି କାର୍ଯ୍ୟ କେବେ ଦେଖି ନ ଥିଲୁ।”
34
କିନ୍ତୁ ଫାରୁଶୀମାନେ କହିଲେ, “ଏ ଲୋକ ପ୍ରେତପତିଙ୍କ ଶ୍ତିରେ ଭୂତ ଛାଡ଼ାଉଛି।”
35
ଯୀଶୁ ପରିଭ୍ରମଣ କରି କରି ଆନକ ସହର ଓ ଗ୍ରାମକୁ ଗଲେ। ପ୍ରତ୍ୟକ ସ୍ଥାନରେ ସେ ସମାଜ ଗୃହରେ ଶିକ୍ଷା ଦେଲେ, ସ୍ୱର୍ଗରାଜ୍ୟର ଶୁଭବାର୍ତ୍ତା ପ୍ରଚାର କଲେ ଏବଂ ନାନା ଅସୁସ୍ଥ ଓ ରୋଗଗ୍ରସ୍ତ ଲୋକଙ୍କୁ ସୁସ୍ଥ କଲେ।
36
ଜନତାକୁ ଦେଖି ସେ ଦୟାରେ ବିଗଳିତ ହୋଇଗଲେ, କାରଣ ରକ୍ଷକବିହୀନ ମେଷପଲ ପରି ସେମାନେ ନତଃସହାୟ ଓ ବିପନ୍ନ ହେଉଥିଲେ।
37
ତେଣୁ ସେ ଶିଷ୍ୟମାନଙ୍କୁ କହିଲେ, “ଫସଲ ପ୍ରଚୁର ହୋଇଛି, କିନ୍ତୁ ତାକୁ ସଂଗ୍ରହ କରିବା ପାଇଁ ଯଥେଷ୍ଟ ମୂଲିଆ ନାହାନ୍ତି।
38
ଯଥେଷ୍ଟ ସଂଖ୍ୟାରେ ମୂଲିଆ ପଠାଇ ଶସ୍ୟ ଅମଳ କରି ନେବା ପାଇଁ ଜମି ମାଲିକଙ୍କୁ ନିବେଦନ କର।”
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 10 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28