bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Job 16
Job 16
Odia Bible ERV 2004 (ପବିତ୍ର ବାଇବଲ)
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 17 →
1
ଆୟୁବ ଇଲିଫସ୍କୁ ଉତ୍ତର ଦେଲା ତା’ପରେ ଆୟୁବ ଉତ୍ତର ଦେଲା,
2
“ମୁଁ ଏସବୁ କଥା ପୂର୍ବରୁ ଶୁଣି ଅଛି। ତୁମ୍ଭେ ତିନି ଜଣ ମୋତେ ସାନ୍ତ୍ୱନା ନ ଦେଇ ଦୁଃଖ ଦେଉଛ।
3
ତୁମ୍ଭର ଶୂନ୍ୟ ବାକ୍ୟର କ’ଣ ଅନ୍ତ ହେବ ନାହିଁ। ତୁମ୍ଭକୁ ଯୁକ୍ତି କରିବାକୁ କ’ଣ ପ୍ରବର୍ତ୍ତାଉଛି ମୋତେ ଉତ୍ତର ଦିଅ?
4
ମୁଁ ମଧ୍ୟ ସେହିଭଳି କଥା ତୁମ୍ଭକୁ କହିପାରେ, ଯଦି ତୁମ୍ଭର ମୋ’ ଭଳି ବିପଦ ପଡ଼ିଥା’ନ୍ତା। ମୁଁ ମଧ୍ୟ ତୁମ୍ଭ ବିରୁଦ୍ଧରେ ବୁଦ୍ଧିମାନର ବାକ୍ୟ କହି ପାରନ୍ତି ଏବଂ ତୁମ୍ଭମାନଙ୍କ ପ୍ରତି ମୋ’ ମୁଣ୍ଡ ହଲାଇ ପାରନ୍ତି।
5
କିନ୍ତୁ ମୁଁ ତୁମ୍ଭକୁ ମୋର ବାକ୍ୟଦ୍ୱାରା ଉତ୍ସାହିତ କରିଥା’ନ୍ତି, ସାନ୍ତ୍ୱନା ଦେଇଥା’ନ୍ତି ଏବଂ ତୁମ୍ଭର କଷ୍ଟକୁ କମେଇ ଦେଇଥା’ନ୍ତି।
6
“ତଥାପି ମୁଁ ଯଦି କହେ, ମୋ’ ଦୁଃଖର ଉପଶମ ହେଉ ନାହିଁ ଏବଂ ଯଦି ମୁଁ ଚୁପ୍ ରହେ ତାହା ମଧ୍ୟ ମୋତେ ସାହାଯ୍ୟ କରେ ନାହିଁ।
7
କିନ୍ତୁ ବର୍ତ୍ତମାନ ପରମେଶ୍ୱର ପ୍ରକୃତରେ ମୋତେ ନିଃଶେଷ କରି ଦେଇଛନ୍ତି। ତୁମ୍ଭେ ମୋର ପରିବାରକୁ ଧ୍ୱଂସ କରିଛ।
8
ତୁମ୍ଭେ ମୋ’ ଶରୀରକୁ ଜରାଜୀର୍ଣ୍ଣ କରିଛ। ସେଥିପାଇଁ ଲୋକମାନେ ମୋତେ ଦୋଷୀ ବୋଲି ଭାବୁଛନ୍ତି।
9
“ପରମେଶ୍ୱର ମୋତେ ଆକ୍ରମଣ କରିଛନ୍ତି। ସେ ମୋ’ ଉପରେ କୋପ କରିବାରୁ ମୋର ଶରୀର ଲୋତକରେ ଭିଜି ଯାଇଛି। ପରମେଶ୍ୱର ମୋ’ ବିରୁଦ୍ଧରେ ତାଙ୍କ ଦାନ୍ତ ରଗଡ଼ନ୍ତି। ମୋର ଶତ୍ରୁ ମୋତେ ଘୃଣା ଚକ୍ଷୁରେ ଦେଖନ୍ତି।
10
ଲୋକମାନେ ମୋ’ ଗ୍ଭରିକଡ଼ରେ ଏକତ୍ରିତ ହୋଇଛନ୍ତି ଏବଂ ସେମାନେ ମୋତେ ଉପହାସ କରନ୍ତି, ଏବଂ ମୋ’ ଗାଲରେ ଗ୍ଭପୁଡ଼ା ମାରନ୍ତି।
11
ପରମେଶ୍ୱର ମୋତେ ଦୁଷ୍ଟ ଲୋକଙ୍କ ହାତରେ ସମର୍ପି ଦେଇଛନ୍ତି। ସେ ଦୁଷ୍ଟ ଲୋକମାନଙ୍କୁ ମୋତେ ଆଘାତ କରିବାକୁ ଅନୁମତି ଦେଇଛନ୍ତି।
12
ମୋର ଗୋଟିଏ ଆରାମଦାୟକ ଜୀବନ ଥିଲା। ତା’ପରେ ସେ ମୋତେ ଚୂର୍ଣ୍ଣବିଚୂର୍ଣ୍ଣ କଲେ। ସେ ମୋର ବେକକୁ ଧରି ମୋତେ ଛୋଟ ଛୋଟ ଖଣ୍ଡ କରି ଭାଙ୍ଗି ଦେଲେ। ସେ ଲକ୍ଷ୍ୟ ଅଭ୍ୟାସ ପାଇଁ ମୋତେ ବ୍ୟବହାର କଲେ।
13
ପରମେଶ୍ୱରଙ୍କ ତୀରବାହକମାନେ ମୋର ଚତୁର୍ପାର୍ଶ୍ୱରେ ଅଛନ୍ତି। ସେ ମୋର ବୃକକ୍କୁ ଶରଦ୍ୱାରା ବିଦ୍ଧ କରନ୍ତି। ସେ କୌଣସି ପ୍ରକାର ଦୟା ଦେଖାନ୍ତି ନାହିଁ। ସେ ମୋର ଅନ୍ତନାଳୀକୁ ଭୂମିରେ ଫିଙ୍ଗିଦିଅନ୍ତି।
14
ପରମେଶ୍ୱର ମୋତେ ବାରମ୍ବାର ଆକ୍ରମଣ କରନ୍ତି। ସେ ଯୁଦ୍ଧ କ୍ଷେତ୍ରର ସୈନିକ ପରି ମୋତେ ଆକ୍ରମଣ କରନ୍ତି।
15
“ମୋର ଦୁଃଖରେ ମୁଁ ମୋର ବସ୍ତ୍ର ଚଟରୁ ବସ୍ତ୍ର ତିଆରି କଲି। ଜଣେ ପରାଜିତ ଲୋକ ପରି ମୁଁ ଏହି ଧୂଳି ଓ ପାଉଁଶ ଉପରେ ବସୁଛି।
16
କାନ୍ଦି କାନ୍ଦି ମୋର ମୁହଁ ଲାଲ ପଡ଼ିଗଲାଣି। ମୋର ଆଖିର ଚତୁର୍ଦ୍ଦିଗରେ କଳା କଳା ଦାଗ ଦିଶିଲାଣି।
17
ମୁଁ ଜୀବନରେ କାହାପ୍ରତି ନିଷ୍ଠୁର ଆଚରଣ କରି ନାହିଁ, ତଥାପି ଏହିସବୁ ଅମଙ୍ଗଳ ମୋତେ ଘଟିଲା। ମୋର ପ୍ରାର୍ଥନା ନିର୍ମଳ ଓ ପବିତ୍ର ଅଟେ।
18
“ପୃଥିବୀ, ମୋ’ ପ୍ରତି ଯେଉଁ ଅନ୍ୟାୟ କରାଯାଇଛି ତାହା ଲୁଗ୍ଭଅ ନାହିଁ। ନ୍ୟାୟ ପାଇଁ ମୋର ଭୀକ୍ଷା ବନ୍ଦ ନ ହେଉ।
19
ଏବେ ବି ବର୍ତ୍ତମାନ ମୋ’ ପାଇଁ ସ୍ୱର୍ଗରାଜ୍ୟରେ କେହି ଜଣେ ଅଛି, ଯିଏ ମୋ’ ପକ୍ଷରେ କଥା କହିବେ। କେହି ଜଣେ ମୋ’ ପାଇଁ ସାକ୍ଷ୍ୟ ଦେବେ।
20
ମୋ’ ମିତ୍ରଗଣ ମୋ’ ପାଇଁ କୁହ, କିପରି ମୋର ଚକ୍ଷୁ ପରମେଶ୍ୱରଙ୍କ ପାଇଁ ଲୁହ ଢାଳି ଦେଉଛି।
21
ସେ ମୋ’ ପାଇଁ ପରମେଶ୍ୱରଙ୍କୁ କୁହନ୍ତି ଯେମିତିକି ଜଣେ ବ୍ୟକ୍ତି ତା’ର ବନ୍ଧୁ ପାଇଁ ଯୁକ୍ତି କରେ।
22
“ଆଉ କିଛି ବର୍ଷ ପରେ ମୁଁ ସେହି ମୃତ୍ୟୁ ରାଜ୍ୟକୁ ଯିବି ଯେଉଁଠାରୁ କେହି କେବେ ଫେରେ ନାହିଁ।
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 17 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42