Matthew 13
Odia Bible ERV 2004 (ପବିତ୍ର ବାଇବଲ)
16କିନ୍ତୁ ତୁମ୍ଭେ ଧନ୍ୟ, କାରଣ ତୁମ୍ଭେ ଯାହା ଆଖିରେ ଦେଖୁଛ, ତାହା ବୁଝୁଛ। ତୁମ୍ଭେ ଯାହା କାନରେ ଶୁଣୁଛ, ତାହା ବୁଝୁଛ।
Odia Bible ERV 2004 (ପବିତ୍ର ବାଇବଲ)