bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 1
1 Chronicles 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 2 →
1
ଆଦମଙ୍କଠାରୁ ନୋହଙ୍କ ପର୍ଯ୍ୟନ୍ତ ପାରିବାରିକ ଇତିହାସ ଆଦମ, ଶେଥ, ଈନୋଶ, କୟିନାନ, ମହଲଲେଲ, ଯେରଦ, ହନୋକ, ମଥୁଶେଲହ, ଲେମକ, ନୋହ।
4
ନୋହଙ୍କର ପୁତ୍ରମାନଙ୍କର ନାମ ଥିଲା ଶେମ, ହାମ, ଯେଫତ୍।
5
ଯେଫତ୍ଙ୍କର ବଂଶଧର ଯେଫତ୍ଙ୍କର ପୁତ୍ରମାନେ ଥିଲେ: ଗୋମର, ମାଗୋଗ, ମାଦୟ, ଯବନ, ତୁବଲ, ମେଶକ୍ ଓ ତୀରସ୍।
6
ଗୋମରର ପୁତ୍ରମାନେ ଥିଲେ: ଅସ୍କିନସ୍, ଦୀଫତ୍ ଓ ତୋଗର୍ମ।
7
ଯବନର ପୁତ୍ରମାନେ ଥିଲେ ଇଲୀଶା, ତର୍ଶୀଶ୍, କିତ୍ତୀମ୍ ଓ ରୋଦାନିମ୍।
8
ହାମରଙ୍କ ବଂଶଧର ହାମର ସନ୍ତାନମାନେ ଥିଲେ: କୂଶ୍ (ଇଥିଓପିଆ) ଓ ମିଶର, ପୂଟ୍ ଓ କିଣାନ।
9
ପୁଣି କୂଶଙ୍କର ପୁତ୍ରମାନେ ଥିଲେ: ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା। ରୟମାର ସନ୍ତାନମାନେ ଶିବା ଓ ଦଦାନ୍।
10
କୂଶ୍ଙ୍କର ବଂଶଧରମାନଙ୍କ ମଧ୍ୟରୁ ନିମ୍ରୋଦ ନାମକ ଜଣେ ବ୍ୟକ୍ତି ବୃଦ୍ଧିପ୍ରାପ୍ତ ହୋଇ ପୃଥିବୀର ସବୁଠାରୁ ଶକ୍ତିଶାଳୀ ଯୋଦ୍ଧା ହେବାକୁ ଲାଗିଲା।
11
ମିଶ୍ରୟୀମ (ମିଶର), ଲୂଦୀୟ, ଅନାମୀୟ, ଲହାବୀୟ ଓ ନପ୍ତୂହୀୟମାନଙ୍କର ପିତା ଥିଲେ।
12
ପଥ୍ରୋଷୀୟ, କସ୍ଲୁହୀୟ ଓ (ପଲେଷ୍ଟୀୟମାନେ କସ୍ଲୁହରୁ ଆସିଲେ) କପ୍ତୋରୀୟ।
13
କିଣାନ ସୀଦୋନର ପିତା ଥିଲା। ସୀଦୋନ ତାହାର ପ୍ରଥମ ସନ୍ତାନ ଥିଲା। କିଣାନ ହିତ୍ତୀୟମାନଙ୍କର
14
ଯିବୂଷୀୟ, ଇମୋରୀୟ, ଗିର୍ଗାଶୀୟ;
15
ହିବ୍ବୀୟ, ଅର୍କୀୟ, ସୀନୀୟ;
16
ଅର୍ବଦୀୟ, ସମାରୀୟ ଓ ହମାତୀୟମାନଙ୍କର ମଧ୍ୟ ପିତା ଥିଲେ।
17
ଶେମଙ୍କର ବଂଶଧରଗଣ ଶେମଙ୍କର ସନ୍ତାନଗଣ ଥିଲେ: ଏଲମ୍, ଅଶୂର, ଅର୍ଫକ୍ଷଦ, ଲୁଦ୍, ଅରାମ। ଅରାମଙ୍କର ପୁତ୍ରମାନେ ଥିଲେ: ଊସ୍, ହୂଲ, ଗେଥର ଓ ମେଶକ୍।
18
ଅର୍ଫକ୍ଷଦ, ଶେଲହଙ୍କର ପିତା ଥିଲେ। ଶେଲହ ଏବରଙ୍କ ପିତା ଥିଲା।
19
ଏବରର ଦୁଇ ପୁତ୍ର ଥିଲେ। ଜଣକର ନାମ ଥିଲା ପେଲଗ୍; କାରଣ ତାହାର ଜନ୍ମ ସମୟରେ ପୃଥିବୀର ଲୋକମାନଙ୍କ ମଧ୍ୟରେ ଭାଷାର ପ୍ରଭେଦ ଜନ୍ମିତ ଥିଲା। ଯକ୍ତନ୍ ପେଲଗ୍ଙ୍କର ଭ୍ରାତା ଥିଲେ।
20
ଏହି ଯକ୍ତନ୍, ଅଲ୍ମୋଦଦ, ଶେଲଫ୍, ହତ୍ସର୍ମାବତ୍, ଯେରହ
21
ହଦୋରାମ୍, ଉସଲ, ଦିକ୍ଲା,
22
ଓବଲ, ଅବୀମାୟେଲ, ଶିବା,
23
ଓଫୀର, ହବୀଲା, ଯୋବବଙ୍କର ପିତା ଥିଲେ। ଏହି ସମସ୍ତ ବ୍ୟକ୍ତି ଯକ୍ତନର ପୁତ୍ରଗଣ ଥିଲେ।
24
ଶେମଙ୍କର ବଂଶଧରଗଣ ଥିଲେ: ଶେମ, ଅର୍ଫକ୍ଷଦ, ଶେଲହ;
25
ଏବର, ପେଲଗ୍, ରିୟ;
26
ସରୁଗ୍, ନାହୋର, ତେରହ,
27
ଅବ୍ରାମଙ୍କୁ ଅବ୍ରହାମ ବୋଲି କୁହାଯାଉଥିଲା।
28
ଅବ୍ରହାମଙ୍କର ପରିବାର ଅବ୍ରହାମଙ୍କର ପୁତ୍ରମାନେ ଥିଲେ: ଇସ୍ହାକ ଓ ଇଶ୍ମାୟେଲ।
29
ସେମାନଙ୍କର ବଂଶଧରଗଣ ଏହିପରି ଥିଲେ: ଇଶ୍ମାୟେଲର ପ୍ରଥମ ପୁତ୍ର ଥିଲେ ନାବାୟୋତ୍। ଇଶ୍ମାୟେଲଙ୍କର ଅନ୍ୟ ପୁତ୍ରମାନେ ଥିଲେ: କେଦାର, ଅଦ୍ବେଲ୍, ମିବ୍ସମ୍,
30
ମିଶ୍ମ, ଦୁମା, ମସା; ହଦଦ୍, ତେମା, ଯିଟୂର, ନାଫୀଶ୍ ଓ କେଦମା।
31
ଏସମସ୍ତେ ଇଶ୍ମାୟେଲଙ୍କର ପୁତ୍ରମାନେ ଥିଲେ।
32
କଟୂରା ଅବ୍ରହାମଙ୍କର ଜଣେ ଦାସୀ ଥିଲେ। ସେ ସିମ୍ରନ୍, ଯକ୍ଷନ୍, ମଦାନ୍, ମିଦିୟନ୍, ଯିଶ୍ବକ୍, ଓ ଶୂହକୁ ଜନ୍ମ ଦେଲେ। ଯକ୍ଷନଙ୍କର ପୁତ୍ରମାନେ ଥିଲେ: ଶିବା ଓ ଦଦାନ୍।
33
ମିଦିୟନର ପୁତ୍ରଗଣ ଥିଲେ: ଐଫା, ଏଫର, ହନୋକ, ଅବୀଦ, ଇଲଦାୟା। ଏହି ସମସ୍ତ ବ୍ୟକ୍ତିମାନେ କଟୂରାର ବଂଶଧର ଥିଲେ।
34
ଇସ୍ହାକଙ୍କ ବଂଶଧର ଅବ୍ରହାମ ଇସ୍ହାକଙ୍କର ପିତା ଥିଲେ। ସେହି ଇସ୍ହାକଙ୍କର ପୁତ୍ରମାନେ ଥିଲେ: ଏଷୌ ଓ ଇସ୍ରାଏଲ।
35
ଏଷୌର ପୁତ୍ରମାନେ ଥିଲେ: ଇଲୀଫସ୍, ରୂୟେଲ, ଯିୟସ୍, ଯାଲମ୍ ଓ କୋରହ।
36
ଇଲୀଫସ୍ର ପୁତ୍ରମାନେ ଥିଲେ: ତୈମନ, ଓମାର, ସଫୀ, ଗୟିତମ ଓ କନସ୍। ଇଲୀଫସ୍ ଓ ତିମ୍ନଙ୍କର ଏକ ପୁତ୍ର ଥିଲା, ତା’ର ନାମ ଅମାଲେକ।
37
ରୂୟେଲଙ୍କର ପୁତ୍ରମାନେ ଥିଲେ: ନହତ୍, ସେରହ, ଶମ୍ମ ଓ ମିସା।
38
ସେୟୀରରୁ ଆଗତ ଇଦୋମୀୟ ସେୟୀରର ପୁତ୍ରମାନେ ଥିଲେ: ଲୋଟନ୍, ଶୋବଲ୍, ସିବିୟୋନ୍, ଅନା, ଦିଶୋନ୍, ଏତ୍ସର ଓ ଦୀଶନ୍।
39
ଲୋଟନର ପୁତ୍ରମାନେ ଥିଲେ: ହୋରି ଓ ହୋମମ୍। ଲୋଟନର ତିମ୍ନା ନାମ୍ନୀ ଜଣେ ଭଗିନୀ ଥିଲେ।
40
ଶୋବଲର ପୁତ୍ରମାନେ ଥିଲେ: ଅଲିୟନ୍, ମାନହତ୍, ଏବଲ; ଶଫୀ ଓ ଓନମ୍। ସିବିୟୋନର ପୁତ୍ରମାନେ ଥିଲେ: ଅୟା ଓ ଅନା।
41
ଅନାର ପୁତ୍ର ଦିଶୋନ୍। ଆଉ ଦିଶୋନର ପୁତ୍ରମାନେ ଥିଲେ: ହମ୍ରଣ, ଇଶ୍ବନ୍, ଯିଥ୍ରନ୍ ଓ କରାଣ।
42
ଏତ୍ସରଙ୍କର ପୁତ୍ରମାନେ ଥିଲେ: ବିଲ୍ହନ୍, ସାବନ୍ ଓ ଯାକନ୍। ଦୀଶନର ପୁତ୍ରମାନେ ଥିଲେ: ଊସ୍ ଓ ଅରାଣ।
43
ଏଦୋମର ରାଜାଗଣ ଇସ୍ରାଏଲର ରାଜାଗଣଙ୍କର ବହୁ ପୂର୍ବରୁ ଇଦୋମର ରାଜାମାନେ ଥିଲେ। ଇଦୋମର ରାଜାଗଣଙ୍କର ନାମ ଏହିପରି ଥିଲା: ବିୟୋରଙ୍କର ପୁତ୍ର ବେଲା ପ୍ରଥମ ରାଜା ଥିଲେ। ବେଲାଙ୍କର ନଗରର ନାମ ଥିଲା, ଦିନ୍ହାବା।
44
ବେଲାଙ୍କର ମୃତ୍ୟୁ ହୁଅନ୍ତେ, ସେରହଙ୍କର ପୁତ୍ର ଯୋବବ୍ ନୂତନ ରାଜା ହେଲେ। ଯୋବବ୍ ବସ୍ରାରୁ ଆସିଥିଲେ।
45
ଯୋବବ୍ଙ୍କ ମୃତ୍ୟୁ ପରେ ଦେବାଦଙ୍କର ପୁତ୍ର ନୂତନ ରାଜା ହେଲେ। ହୂଶମ୍ ତୈମାନୀୟମାନଙ୍କର ଦେଶରୁ ଆସିଥିଲେ।
46
ହୂଶମ୍ଙ୍କର ମୃତ୍ୟୁ ପରେ ହଦଦ୍ ନୂତନ ରାଜା ହେଲେ। ସେ ମୋୟାବ ଦେଶରେ ମିଦିୟନୀୟଙ୍କୁ ପରାସ୍ତ କଲେ। ତାଙ୍କ ନଗରର ନାମ ଥିଲା ଅବୀତ୍।
47
ହଦଦଙ୍କର ମୃତ୍ୟୁ ପରେ ସମ୍ଳ ନୂତନ ରାଜା ହେଲେ। ଏହି ସମ୍ଳ ମସ୍ରେକାରୁ ଆସିଥିଲେ।
48
ସମ୍ଳଙ୍କ ମୃତ୍ୟୁ ପରେ ଶୌଲ୍ ନୂତନ ରାଜା ହେଲେ। ଶୌଲ୍ ଫରାତ୍ ନଦୀ କୂଳସ୍ଥ ରହୋବୋତରୁ ଆସିଥିଲେ।
49
ଶୌଲଙ୍କର ମୃତ୍ୟୁ ପରେ ଅକ୍ବୋରଙ୍କ ପୁତ୍ର ବାଲ୍ହାନନ୍ ନୂତନ ରାଜା ହେଲେ।
50
ବାଲ୍ହାନନଙ୍କର ମୃତ୍ୟୁ ପରେ ହଦଦ୍ ନୂତନ ରାଜା ହେଲେ। ହଦଦଙ୍କର ନଗରର ନାମ ଥିଲା ପାୟୀ। ହଦଦଙ୍କ ସ୍ତ୍ରୀଙ୍କର ନାମ ଥିଲା ମହେଟବେଲ୍। ମହେଟବେଲ୍ ମଟ୍ରେଦରଙ୍କ କନ୍ୟା ଥିଲେ। ମଟ୍ରେଦର ମେଷାହବଙ୍କର କନ୍ୟା ଥିଲେ।
51
ତା’ପରେ ହଦଦଙ୍କର ମୃତ୍ୟୁ ଘଟିଲା। ଇଦୋମର ନେତାମାନେ ଥିଲେ ତିମ୍ନ, ଅଲିୟା, ଯିଥେତ୍
52
ଅହଲୀବାମା, ଏଲା, ପୀନୋନ୍,
53
କନସ, ତୈମନ, ମିବ୍ସର,
54
ମଗ୍ଦୀୟେଲ ଓ ଈରମ୍। ଏହା ହିଁ ଇଦୋମଙ୍କର ନେତାମାନଙ୍କର ତାଲିକା ଅଟେ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29