bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 8
1 Chronicles 8
Odia Bible ERV 2004 (ପବିତ୍ର ବାଇବଲ)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 9 →
1
ରାଜା ଶାଉଲଙ୍କର ପାରିବାରିକ ଇତିହାସ ବିନ୍ୟାମୀନ ବେଲାଙ୍କ ପିତା ଥିଲେ। ବେଲା ବିନ୍ୟାମୀନଙ୍କ ପ୍ରଥମଜାତ ପୁତ୍ର ଥିଲେ। ଅସବେଲ୍ ବିନ୍ୟାମୀନଙ୍କ ଦ୍ୱିତୀୟ ପୁତ୍ର ଥିଲେ। ଅହର୍ଦ ବିନ୍ୟାମୀନଙ୍କ ତୃତୀୟ ପୁତ୍ର ଥିଲେ।
2
ନୋହ ବିନ୍ୟାମୀନଙ୍କ ଚତୁର୍ଥ ପୁତ୍ର ଥିଲେ। ଏବଂ ରାଫା ବିନ୍ୟାମୀନଙ୍କ ପଞ୍ଚମ ପୁତ୍ର ଥିଲେ।
3
ବେଲାଙ୍କର ପୁତ୍ରମାନେ ଥିଲେ, ଅଦ୍ଦର, ଗେରା, ଅବୀହୂଦ, ଅବୀଶୂୟ, ନାମାନ୍, ଆହୋହ, ଗେରା, ଶଫୂଫନ ଓ ହୂରମ୍।
6
ଏହିମାନେ ଏହୂଦଙ୍କର ବଂଶଧର ଥିଲେ। ଗେବାରେ ସେମାନେ ନିଜ ପରିବାରର ମୁଖ୍ୟ ଥିଲେ। ନିଜର ଗୃହ ତ୍ୟାଗ କରି ମାନହତକୁ ଯିବା ନିମନ୍ତେ ସେମାନଙ୍କୁ ବାଧ୍ୟ କରାଗଲା। ଏହୂଦଙ୍କ ବଂଶଧରମାନେ ଥିଲେ ନାମାନ, ଅହିୟ ଓ ଗେରା। ଗେରା ସେମାନଙ୍କୁ ଗୃହତ୍ୟାଗ କରିବା ନିମନ୍ତେ ବଳପ୍ରୟୋଗ କଲେ। ଗେରା ଉଷ ଓ ଅହୀଦୂଦଙ୍କ ପିତା ଥିଲେ।
8
ଶହରୟିମ୍ ତାଙ୍କର ସ୍ତ୍ରୀଗଣ, ହୂଶୀମ୍ ଓ ବାରାଙ୍କୁ ମୋୟାବରେ ଛାଡ଼ପତ୍ର ଦେଲେ। ଏହା ପରେ ସେ ତାଙ୍କର ଆଉ ଜଣେ ସ୍ତ୍ରୀଙ୍କଠାରୁ କେତେ ଗୋଟି ସନ୍ତାନ ଲାଭ କଲେ।
9
ଶହରୟିମ୍ ଆପଣା ସ୍ତ୍ରୀ ହୋଦଶଙ୍କ ଦ୍ୱାରା ଯୋବବ୍, ସିବିୟ, ମେଶା, ମଲକମ୍, ଯିୟୁଶ, ଶଖିୟ, ଓ ମିର୍ମଙ୍କୁ ଜାତ କଲେ। ସେମାନେ ନିଜ ପରିବାରର ମୁଖ୍ୟ ଥିଲେ।
11
ଶହରୟିମ୍ ଓ ହୂଶୀମ୍ଙ୍କର ଆବୀଟୂବ୍ ଇଲ୍ପାଲ ନାମକ ଦୁଇ ପୁତ୍ର ଥିଲେ।
12
ଇଲ୍ପାଲଙ୍କ ପୁତ୍ରମାନେ ଥିଲେ ଏବର୍, ମିଶିୟମ, ଶେମଦ୍। ଶେମଦ୍, ଓନୋ ଓ ଲୋଦ୍ ସହିତ ଏହାର ନଗର ନିର୍ମାଣ କଲେ।
13
ବରୀୟ ଓ ଶେମା ଅୟାଲୋନର ନିବାସୀମାନଙ୍କ ପରିବାରର ମୁଖ୍ୟ ଥିଲେ। ସେହି ପୁତ୍ରମାନେ ଗାଥ୍ର ନିବାସୀମାନଙ୍କୁ ସେମାନଙ୍କ ନଗର ଛାଡ଼ି ଗ୍ଭଲିଯିବା ପାଇଁ ବାଧ୍ୟ କଲେ।
14
ସେମାନଙ୍କର ଭାଇମାନେ ଥିଲେ, ଅହିୟୋ, ଶାଶକ୍ ଓ ଯିରେମୋତ୍,
15
ସବଦିୟ, ଅରାଦ, ଏଦର୍,
16
ମୀଖାୟେଲ, ଯିଶ୍ପା ଓ ଯୋହ, ବରୀୟଙ୍କ ପୁତ୍ରଗଣ ଥିଲେ।
17
ଇଲ୍ପାଲ୍ଙ୍କ ପୁତ୍ରମାନେ ଥିଲେ: ସବଦିୟ, ମଶୂଲ୍ଲମ୍, ହିଷକି, ହେବର୍,
18
ଯିଷ୍ମରୟ ଓ ଯୋବବ୍।
19
ଶିମିୟିଙ୍କ ପୁତ୍ରମାନେ ଥିଲେ: ଯାକୀମ୍, ସିଖ୍ରି, ସବ୍ଦି,
20
ଇଲୀ-ଐନୟ, ସିଲ୍ଲଥୟ, ଇଲୀୟେଲ,
21
ଅଦାୟା, ବରାୟା ଓ ଶିମ୍ରତ୍।
22
ଶାଶକ୍ଙ୍କ ପୁତ୍ରମାନେ ଥିଲେ: ଯିଶ୍ପନ୍, ଏବର୍, ଇଲୀୟେଲ,
23
ଅବ୍ଦୋନ, ସିଖ୍ରି, ହାନନ୍,
24
ହନାନିୟ, ଏଲମ୍, ଅନ୍ତୋଥିୟ,
25
ଯିଫ୍ଦିୟ ଓ ପନୁୟେଲ।
26
ଯିରୋହମଙ୍କ ପୁତ୍ରମାନେ ଥିଲେ: ଶମ୍ଶରୟ, ଶହରିୟ, ଅଥଲିୟ,
27
ଯାରିଶିୟ, ଏଲିୟ ଓ ସିଖ୍ରି,
28
ଏହି ବ୍ୟକ୍ତିମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନଙ୍କର ପାରିବାରିକ ଇତିହାସରେ ସେମାନଙ୍କୁ ମୁଖ୍ୟ ଭାବେ ଉଲ୍ଲେଖ କରାଯାଇଅଛି। ସେମାନେ ଯିରୁଶାଲମରେ ବାସ କରୁଥିଲେ।
29
ଯିୟେଲ୍ ଗିବିୟୋନଙ୍କ ପିତା ଥିଲେ। ସେ ଗିବିୟୋନ ସହରରେ ବାସ କରୁଥିଲେ। ଯିୟେଲ୍ଙ୍କ ସ୍ତ୍ରୀଙ୍କ ନାମ ଥିଲା ମାଖା।
30
ଯିୟେଲ୍ଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଅବ୍ଦୋନ୍। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ ସୂର୍, କୀଶ୍, ବାଲ୍, ନାଦବ୍,
31
ଗଦୋର, ଅହିୟୋ, ସଖର୍, ଓ ମିକଲୋତ ।
32
ମିକ୍ଲୋତ୍ ଶିମିୟଙ୍କ ପିତା ଥିଲେ। ଏହି ପୁତ୍ରମାନେ ମଧ୍ୟ ଯିରୁଶାଲମରେ ସେମାନଙ୍କର ଆତ୍ମୀୟମାନଙ୍କ ନିକଟରେ ବାସ କରୁଥିଲେ।
33
ନେର୍ କୀଶ୍ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ। ଏବଂ ଶାଉଲ ଯୋନାଥନ, ମଲକୀଶୂୟ, ଅବୀନାଦବ୍ ଓ ଇଶ୍ବାଲାଙ୍କ ପିତା ଥିଲେ।
34
ଯୋନାଥନଙ୍କ ପୁତ୍ର ଥିଲେ ମରୀବ୍ବାଲ୍। ମରୀବ୍ବାଲ୍ ମୀଖାଙ୍କ ପିତା ଥିଲେ।
35
ମୀଖାଙ୍କ ପୁତ୍ରମାନେ ଥିଲେ, ପିଥୋନ୍, ମେଲକ୍, ତରେୟ ଓ ଆହସ।
36
ଆହସ୍ ଯିହୋୟାଦାଙ୍କ ପିତା ଥିଲେ। ଯିହୋୟାଦା ଆଲେମତ୍, ଅସ୍ମାବତ ଓ ସିମ୍ରିଙ୍କ ପିତା ଥିଲେ। ସିମ୍ରି ମୋତ୍ସାଙ୍କ ପିତା ଥିଲେ।
37
ମୋତ୍ସା ବିନିୟାଙ୍କ ପିତା ଥିଲେ। ରାଫା ବିନିୟାଙ୍କ ପୁତ୍ର ଥିଲେ। ଇଲୀୟାସା ରାଫାଙ୍କ ପୁତ୍ର ଥିଲେ। ଏବଂ ଆତ୍ସେଲ, ଇଲୀୟାସାଙ୍କ ପୁତ୍ର ଥିଲେ।
38
ଆତ୍ସେଲଙ୍କ ଛଅ ପୁତ୍ର ଥିଲେ। ସେମାନଙ୍କର ନାମ ଏହିପରି ଥିଲା -ଅସ୍ରୀକାମ୍, ବୋଖରୁ, ଇଶ୍ମାୟେଲ, ଶିୟରିୟ, ଓବଦିୟ ଓ ହାନନ।
39
ଆତ୍ସେଲଙ୍କ ଭ୍ରାତା ଥିଲେ ଏଶକ୍। ଏଶକଙ୍କର କେତେକ ପୁତ୍ର ଥିଲେ। ଏହିମାନେ ହେଲେ: ଉଲମ ଏଶକଙ୍କର ଜ୍ୟେଷ୍ଠ ପୁତ୍ର, ଯିୟୁଶ୍ ଏଶକଙ୍କର ଦ୍ୱିତୀୟ ପୁତ୍ର, ଏଲୀଫେଲଟ୍ ତୃତୀୟ ପୁତ୍ର ଥିଲେ।
40
ଉଲମ୍ଙ୍କର ପୁତ୍ରମାନେ ପରାକ୍ରମୀ ସୈନ୍ୟ ଓ ଉତ୍ତମ ଧନୁର୍ଦ୍ଧର ଥିଲେ। ଉଲମ୍ଙ୍କର ପୁତ୍ରର ଅନେକ ପୁତ୍ର ଓ ନାତିଗଣ ଥିଲେ। ସର୍ବମୋଟ 150 ଜଣ। ଏହି ସମସ୍ତ ବ୍ୟକ୍ତିଗଣ ବିନ୍ୟାମୀନଙ୍କର ବଂଶଧର ଥିଲେ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29